KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ନବୀନଙ୍କ ଆଗରେ କାନ୍ଦ, ସତ ନା ଅଭିନୟ ? Farmer Prasant Parija | Naveen Patnaik Met Farmer | Asala Katha
12:08
ମୁଁହ ଖୋଲିଲେ ଭାଇରାଲ ଚାଷୀ | Odisha Reporter
3:11
Andro, ELMAN, TONI, MONA - Зари (Official Music Video)
2:50
Warning ⚠️ | GARTEN OF BANBAN OPEN DOOR | GH'S ANIMATION
0:11
Почему Катар богатый? #shorts
0:45
БОЙКАЛАР| bayGUYS | 27 шығарылым
28:49
Naveen Meets Duplicate Farmers In Fields | Nirbhay Gumara Katha
Рет қаралды 33,858
Facebook
Twitter
Жүктеу
1
Жазылу 296 М.
Nirbhay
Күн бұрын
Пікірлер: 342
@manjupravamishra8000
2 күн бұрын
ବଡ଼ ଖବରରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଵିଜୁ ଜନତା ଦଳର ପୁରା ପର୍ଦାଫାଶ କରିଛନ୍ତି👍।ଜୟ ଶ୍ରୀ ଜଗନ୍ନାଥ 🙏🌹।
@drsaradaprasadmohanty5652
2 күн бұрын
ନବ ବର୍ଷ ର ଅଭିନନ୍ଦନ ।ଅର୍ଧେନ୍ଦୁ ଦାସ ନବୀନ ବାବୁଙ୍କ ମୁଖା ଖୋଲିଥିବାରୁ ତାଙ୍କୁ ଅନେକ ଧନ୍ୟବାଦ । ଆପଣଙ୍କୁ ମଧ୍ୟ ।
@Deepessdeepu
Күн бұрын
Gujrati chamcha Narendra khan ra pathan chhua tu mg chhudi pua... to bopa Narendra khan beef supply karuchi Muslim company pakharu chanda nauchi andha bhakt Khushi ta
@akhsyakumarbehera7298
2 күн бұрын
ନବୀନ ପଟ୍ଟନାୟକ ଓଡ଼ିଶା ଆସିବା ଦଦିନ ଠାରୁ ଲୋକଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି, ପ୍ରଥମେ ପ୍ୟାରୀ ଦାବୁ ପରେ ପାଣ୍ଡିଆନଙ୍କ ହାତରେ ଶାସନ ଭାର ଦେଇ ନିଜେ ଅୟସ କରୁଥିଲେ,ଓଡ଼ିଆ ମାନେ ମାଗଣା ଲୋଭରେ ତାଙ୍କ ଚାଲବାଜି ବୁଝି ନପାରି ତାଙ୍କୁ ମସିହା ବନେଇ ଦେଇଥିଲେ, ଏବେ ସେ ଚାଲବାଜୀ ଆଉ କାମ କରିବନି,ସବୁ ଦିନ ପାଇଁ ଓଡ଼ିଆଙ୍କୁ ବୋକା ବନେଇ ପାରିବେନି
@deenabandhusahoo7291
2 күн бұрын
ନବୀନ ଛଟପଟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ହିସାବରେ ରେକର୍ଡ କରିବାକୁ।
@prafullakumarsahoo2639
2 күн бұрын
ଏ ନାଟକ ନୁହେଁ,ଏହା କଣ୍ଢେଇ ନାଚ।ବିଚରା କଣ୍ଢେଇ, ଆଢ଼ୁଆଳରେ ରହି ସୁତା ଧରିଥିବା ସନ୍ନ୍ୟାସୀଙ୍କ ମର୍ଜିରେ ଷ୍ଟେଜରେ ନାଚୁଛନ୍ତି। ସନ୍ନ୍ୟାସୀଙ୍କ କିଛି କ୍ରୀତଦାସ ଷ୍ଟେଜରେ ଥାଇ ଅପରେଟିଂ କରୁଛନ୍ତି।ଶାସନରେ ଥିବାବେଳେ କେତେଥର ବିଲକୁ ଆସିଛନ୍ତି?ଧନ୍ୟରେ ଏ ନାଟକ!
@santoshbiswal6256
Күн бұрын
ସାର ପ୍ରଣାମ. ହତାଶିଆ ନବୀନ ବାବୁ..
@rajanikantabiswal2669
2 күн бұрын
ସାର୍ ନମସ୍କାର ପାଣ୍ଡିଆନ୍ ଙ୍କ ନାଟକ ଠୁ ଚାଷୀ ଭାଇ ଙ୍କ ଅଭିନୟ ବଳି ଗଲା ଧନ୍ଯରେ ଓଡ଼ିଆ ଭାଇ ଜୟ ଜଗନ୍ନାଥ
@Shortsbeta24
Күн бұрын
ନବୀନ ବାବୁ ଜଣେ ପରବୁଧିଆ ମୁଖ୍ୟମନ୍ତ୍ରୀ ଥିଲେ
@khirodhota1440
Күн бұрын
ନବୀନ ନାଟୁଆ ଭାବିଛି ଏମିତି ନାଟକ କରି ଓଡ଼ିଆ ଙ୍କୁ ପୁଣି ଭୂତେଇବ l
@basantapattnaik7812
Күн бұрын
ସାର ନବୀନ ପଟ୍ଟନାୟକ 24ବର୍ଷ ଶାସନ କଲେ ଅଭିନୟ କରୀ ମୁଖ୍ୟମନ୍ତ୍ରୀ ହେଇକି ବର୍ତମାନ ବିରୋଧୀ ଦଳ ନେତା ହେଇକି ମଧ୍ଯ ଅଭିନୟ କରୁଛନ୍ତି ଚାଷୀ ମାନଙ୍କ ସମସ୍ୟା କୁ ନେଇ
@trilochanpatnaik6321
Күн бұрын
ନବୀନ ପଟ୍ଟନାୟକ ଙ୍କୁ ନବୀନ ଦାସ ବାବୁ ଭଲ ଭାବରେ expose କଲେ। ଧନ୍ୟବାଦ୍।
@sanjayadebta8681
Күн бұрын
ଅଭିନେତାର ଅଭିନୟ ଭଳ ଥିଲା ହେଲେ ନିର୍ଦ୍ଦେଶକ ବୁଦ୍ଧିମାନ ନ ଥିଲେ 😊😊
@RanjanBehera-ge1kf
2 күн бұрын
💠 ମୋଦୀ ଜୀ ଙ୍କ ଗୁଜରାଟ ମଡେଲ ଏବଂ ଦୀର୍ଘମିଆଦି ଶାସନ ଆପଣେଇବାକୁ ହେଲେ.. ପ୍ରଥମେ ଦୁର୍ନୀତିଖୋର୍ ଭ୍ରଷ୍ଟାଚାରିଙ୍କୁ ବାନ୍ଧ..! ତମାମ BJP ନେତା କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାର ଆବଶ୍ୟକତା ଅଛି..
@UpendraBehera-o1z
2 күн бұрын
ସୁନ୍ଦର ଉପସ୍ଥାପନା। ନବୀନ ବାବୁ ଙ୍କର ଏହା ହେଉଛି ଛଳନା ।
@pradiptakumarsatapathy3599
Күн бұрын
ବିଜୁ ଜନତ।ଦଳ ତାଙ୍କ ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷିମାନଙ୍କୁ କିଛି ଅର୍ଥ ପ୍ରଦାନ କଲେ ନବୀନବାବୁ ନିଶ୍ଚୟ ପ୍ରଶଂସିତ ହେବେ
@bikalmallik3271
Күн бұрын
24 ବର୍ଷ ର କଳା ଧନ ଦାନ କରି ଲାଭ କଣ
@Iloveyou-p7g
2 күн бұрын
ଜୟ ଜଗନ୍ନାଥ ସେହି କୃଷକ ଭାଇ କୁ ଦେଖି ମୋର ପଦ୍ମଶ୍ରୀ ହଳଧର ନାଗ ଙ୍କ କଥା ମାନେ ପଡ଼ି ଗଲା । ଯେବେ ସେ ନବୀନ ପଟ୍ଟନାୟକ ଙ୍କ ସହ ଗୋଟିଏ ସଭା ରେ ଥିଲେ ।
@laxmidharabarik2952
2 күн бұрын
ସାର୍ 🙏 ୨୦୦୯ରେ ନବୀନ ପଟ୍ଟନାୟକ ତୃତୀୟ ଥର କ୍ଷମତାକୁ ଆସିବା ପରେ ସେତେବେଳେ ପ୍ରତିଦିନ ଚାଷୀ ଆତ୍ମହତ୍ୟାର ଖବର ଆସିଥିଲା। ସେତେବେଳେ ମଧ୍ୟ କାହାରି ପାଖକୁ ଯାଇ ନଥିଲେ କି ସମବେଦନା ଜଣାଇନଥିଲେ। ଏବେ ଲୋକ ଦେଖାଣିଆ ଗଲେ ଲାଭ କଣ ? ❤❤❤
@khudurammohanta9912
Күн бұрын
ନବିନ କ'ଣ ମୁଖ୍ୟମନ୍ତ୍ରୀ ଥିଲେ ସେ ଥିଲେ ଜଣେ ମୁର୍ଖ ମନ୍ତ୍ରୀ ଯେ କି ଓଡ଼ିଆ କହି ,ଲେଖି ପାରୁ ନ ଥିଲେ ତଥାପି କିିପରି ଭୋଟ ପାଉ ଥିଲେ ଜଣାଇବେ କି ?
@jameswardas-un3hs
2 күн бұрын
Thanks for your valuable information
@ashutoshmeher7352
2 күн бұрын
ଦୁଃଖୀ ଗରୀବ ଓ ଚାଷୀ ଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରନ୍ତି ସବୁ ରାଜନୈତିକ ଦଳ
@SridharSubudhi-n1t
Күн бұрын
ଅତି ସୁନ୍ଦର ଉପସ୍ଥାପନ
@supriyasahoo4400
Күн бұрын
ଅଲଜ୍ୟା ନବୀନ ବାବୁ 😂😂😂
@satishchandrabehera7291
2 күн бұрын
ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ହୋଇ ପାରିବାର ଦୃଷ୍ଟାନ୍ତ ରହିଛି। ନବୀନ ପଟ୍ଟନାୟକ ସୁଶାସକ ରୁ ଦସ୍ୟୁ ହେବା ପରି ଆମକୁ ଲାଗୁଛି।। ଦେଖ ଭାଇ ଏ କଳିକାଳ ରୀତିକୁ। ସହିବାକୁ ବାଧ୍ୟ, କହିବା କାହାକୁ!?। ଜୟ ଜଗନ୍ନାଥ!!!
@Ku_Dushmanta
2 күн бұрын
ନବିନ ବାବୁ ଉପହାସ କଲେ ଓଡ଼ିଶା ଚାଷୀଙ୍କୁ ପୁଣି ଏଇ ଦୁଃଖ ସମୟରେ ନିନ୍ଦନୀୟ ଯେତେ ନିନ୍ଦା କଲେ କମ ହବ
@JitendraDwibedy-wk4xn
Күн бұрын
Best episode ❤
@AmiyaKumarSahoo-u3s
2 күн бұрын
ପ୍ରତାପ ନନା ଙ୍କ ଠାରୁ ଆରମ୍ଭ କରି ନବୀନ ବାବୁ ପର୍ଯ୍ୟନ୍ତ ସମସ୍ତେ ପାୱାର ପାଇଁ ନାଟକ କରୁଛନ୍ତି, ଆପଣ ଟିକେ ପ୍ରତାପ ନାନା ବିଷୟରେ ଗୋଟେ ଏପିସଡ଼ କରନ୍ତୁ
@KamalakantaNayak-z3o
2 күн бұрын
୨୦୨୨/୨୦୨୩ ମସିହା ରେ ସବୁ ସଂଗଠନ ଲୋୟର ପି ଏମ୍ ଜି ରେ ଆସିଲେ ଓ ତାଙ୍କ ଦାବି ପୂରଣ କଲେ। କିନ୍ତୁ ଚାଷୀ ମାନଙ୍କୁ ରାଜଧାନୀ ଭିତରେ ପୁରାଇ ଦେଲେ ନାହିଁ। ଦିନେ ନାହିଁ,କାଳେ ନାହିଁ ଗହ୍ମା ପୁନେଇଁ ରେ ମାଇଁ। ଜୟ ଜଗନ୍ନାଥ ସ୍ବାମୀ 🪷🙏
@chandipadapanda4707
Күн бұрын
ନବୀନବାବୁ ଏବେ ମଧ୍ଯ ଓଡିଶା ବାସୀଙ୍କୁ ମେଣ୍ଢା ବୋଲି ମନେ କରୁଛନ୍ତି, କର ଚରଣ ନ ଚଳଇ, ନାଟକ କରୁଛନ୍ତି ଦେହୀ ।ବି ଜ ଦ ର ନେତାମାନେ ମୁଖିଆ ଙ୍କର ଚାଷୀ ମାନଙ୍କୁ ଭେଟିବା ସମୟର ନାଟକ ନିମନ୍ତେ ସଫଳ ଚରିତ୍ର ଅଭିନୟ କରି ଦେଖାଇ ପାରିଛନ୍ତି ।
@samarmohapatra-jr3ne
Күн бұрын
ହାରି ଯିବା ପରେ ସେ ଦଳର ନେତା ତାଙ୍କ ଦଳର ଭଲ ଭଲ ଅଭିନେତାମାନଙ୍କୁ ନେଇ ଗୋଟିଏ ଅପେରା ପାର୍ଟି କଲେ ଓଡିଶା ବାସୀ ମଜା ନିଅନ୍ତେ, ୨୪ ବର୍ଷର ଅଭିନୟର ଯାତ୍ରା ସୁନ୍ଦର ଥିଲା, ଏବେ ଲୋକେ ତାହାର ପୁରସ୍କାର ଦେଇଛନ୍ତି
@nirmalbarik3367
Күн бұрын
Sir news ta besi bada heijauchi sethipain ame besi time dekhiparunu...5..6 min bhitare hele vala huanta
@SurendraMishara-h1p
2 күн бұрын
ସାଦର ନମସ୍କାର 🙏ଆଜ୍ଞା, କଥାରେ ଅଛି, "... ବୁଡିଗଲା ଗୋଡ଼ ତଳକୁ ତଳକୁ.. ଯିଏ ବୁଡ଼ିବାକୁ ଯାଉଛି, ତାକୁ ଆହୁରି ବୁଡ଼ିବାକୁ ଦିଆଯାଉ.."🙏🙏🙏
@durgaprasadsamantaray7084
Күн бұрын
ଦିଲ୍ଲୀର ନଟବରଲାଲ୍ ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ନବୀନ ପଟ୍ଟନାୟକ।
@sudeepkumardian1548
2 күн бұрын
ଆଜ୍ଞା ନବୀନ ରାଜନୀତି କୁ ବହୁତ ବଡ଼ବଡ଼ ସାମ୍ବାଦିକ ତଥା ରାଜନୈତିକ ବିଶ୍ଳେଷକ ମଧ୍ୟ ଆଜି ପର୍ଯ୍ୟନ୍ତ ବୁଝିପାରୁନାହାନ୍ତି.
@pravatkumarpatra8158
7 сағат бұрын
Bhala lagilaa
@pareshchandragiri165
2 күн бұрын
ବିଜୁବାବୁ କହିଥିଲେ ତାଂକର ଉତ୍ତରାଧିକାରୀ କେହି ନାହାନ୍ତି କିଂତୁ ନବୀନ ପଟ୍ଟନାୟକ କିପରି ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେଲେ?
@littoncool
Күн бұрын
Se death pare naveen ku dakiki anile nama nele😂😂
@prabhasray675
Күн бұрын
Jay shree jagannath
@ninjagaming-ky3zh
Сағат бұрын
Ati sundar
@vasundharaofficial
Күн бұрын
Thankyou sir
@prasantaroutraya4952
Күн бұрын
perfect news analysis🎉
@BhabaniBiswal-b1t
2 күн бұрын
Great tout
@ManmathnathSamantaray
Күн бұрын
ମିଛ ନାଟକ ସବୁ ଓଡିଶା ଲୋକ ବହୁତ ଦେଖିଲେଣି l କାହିଁକି ଏ ମିଛ ନାଟକ l ଆଉ ନୁହେଁ, ସବୁ ସରିଲାଣି l ନବୀନ ବାବୁ ଆଉ ଯାହା କଲେ ସବୁ ମିଛ ନାଟକରେ ହିଁ ଯିବ l ଆଗରୁ ଅକ୍ଷୀତୃତୀୟାରେ କାର୍ପେଟ ଉପରେ ହଳ କରୁଥିଲେ, ସେ ନାଟକ ବି ଓଡିଶା ଲୋକ ଦେଖିଛନ୍ତି l ଆପଣଙ୍କ ଉପସ୍ଥାପନା ବହୁତ ଉଚ୍ଚକୋଟୀର l
@bapimishra-sv4oz
Күн бұрын
Jai shree jagannath 🙏
@saratkumarmishra1126
Күн бұрын
Good work
@Jagannath-oc9ht
Күн бұрын
JAI JAI SHREE JAGANNATH.
@dasharathi2271
2 күн бұрын
Haiho Nabina Das pratapa Sarnghi jou nataka kale tike kahuna😅😅😅
@ashokpanda7808
18 сағат бұрын
Congratulations sir
@laxmidharapanda6086
2 күн бұрын
24ବର୍ଷ ଧରି ନବୀନ ଛଦ୍ମ ମୁଖ୍ୟମନ୍ତ୍ରୀର ଭୂମିକାକୁ ଅତି ନିଖୁଣ ଭାବରେ ଫୁଟାଇ ପାରିଛନ୍ତି, ଏବେ ଛଦ୍ମ ବିରୋଧୀନେତା ଭୂମିକାକୁ ନିଖୁଣ ଭାବରେ ଅଭିନୀତ କରିବାକୁ ବିଜେଡି କର୍ମୀଙ୍କୁ ଛଦ୍ମ ଚାଷୀ ରୂପରେ ମଞ୍ଚକୁ ନେଇ ଆସିଛନ୍ତି !
@manojdikshit1308
Күн бұрын
ନବୀନ ପଟ୍ଟନାୟକଙ୍କୁ ଦେଖିଲେ ଦୟା ଲାଗୁଛି 😮 ଏ କି ଦୁର୍ଦ୍ଦିନ ଅବସ୍ଥା 😮ଉପର ସମୟ ଆଗମନ🎉
@trilochanpatnaik6321
Күн бұрын
ନବୀନ ବାବୁ ପାୱାର ରେ ଥିବା ବେଳେ ନାଟକ କରୁ ଥିଲେ ଏବେ ବିରୋଧୀ ଦଳ ନେତା ହୋଇ ମଧ୍ୟ ନାଟକ କରୁଛନ୍ତି। ସେ ଏପରି ନାଟକ ପୁସ୍ତକ କେବେ ରଚନା କରିଥିଲେ କି?
@bhabanemallick1801
Күн бұрын
Right. Sir
@ajitkumarpanda6388
Күн бұрын
ତଥାଗତ ବାବୁ ଙ୍କ ର ଆଲେଖ୍ୟ ଲୋକ ଙ୍କ ମନକୁ ଠିକ୍ ଛୁଇଁଛି,,,,,,,, ଆମେ ତ ଅର୍ଧେନ୍ଦୁ ବାବୁ ଙ୍କୁ ଶତ ଧନ୍ୟ ବାଦ ଦେବା ତାଙ୍କର ଖୁଲନ ଖୁଲା ସାମ୍ବାଦିକତା ପାଇଁ,,,,ବିଜେଡି ର ଅଲାଜୁକ ଭାବେ ଗ୍ରହଣ କରୁଥିବା ପଦକ୍ଷେପ କୁ କେହି ଗ୍ରହଣ କରିବେ ନାହିଁ,,,,
@bishnumishra8668
Күн бұрын
ଯେମିତି ୱାୟାନାଡ଼ ରାହୁଲ ଗାନ୍ଧୀଙ୍କ ନିଜ ଜିଲ୍ଲା ସେମିତି ଗଞ୍ଜାମ ନବୀନଙ୍କ ନିଜ ଜିଲ୍ଲା 😅😂
@sharatjena380
Күн бұрын
Many many thanks sir
@laxmidharapanda6086
Күн бұрын
ବିଗତ 24ବର୍ଷର ଛଦ୍ମ ମୁଖ୍ୟମନ୍ତ୍ରୀ ଓ 7ମାସର ଛଦ୍ମ ବିରୋଧୀଦଳ ନେତାଙ୍କ ସହିତ କର୍ମୀ ପ୍ରଶାନ୍ତ ପରିଜାର ଛଦ୍ମଚାଷୀ ନାଟକ ଲୋକହସା ରେ ପରିଣତ ହୋଇଗଲା ! ଘୋରଲଜ୍ୟା।.
@AnkeetaAgroGoatFarm
Күн бұрын
ଧନ୍ୟବାଦ @BadaKhabar
@geetaranisamal6638
Күн бұрын
ନବୀନ ବାବୁଙ୍କର ମୁଖା ଖୋଲିଗଲା।
@trailokyanathpatra9696
Күн бұрын
ଅନ୍ଧ ମାରୁଛି କଣା ଗଁ ଗଁ ହେଉଛି।
@pradeepswain29
Күн бұрын
🙏🏻🌹 ଜୟ ଶ୍ରୀ ଜଗନ୍ନାଥ
@SabitaKhuntia-ih5yq
2 күн бұрын
Jay Jagannath sir namaskar very good presentation 🙏🙏
@ganeshpanigrahi5866
Күн бұрын
Naveen Pattanaik is a very good tear-jerker & play-writer
@bipinbiharipradhan4581
Күн бұрын
ନମସ୍କାର ମହୋଦୟ, ସାଂପ୍ରତିକ ସମସ୍ୟା ଓ ଘଟଣାବଳୀ କୁ ଆଧାର କରି ଲୋକଲୋଚନକୁ ଆଣିବା ଯାହାକି ଅତୀବ ଶ୍ଳାଘ୍ୟ ଏଵଂ ପ୍ରଶଂସନୀୟ।
@rabindrapanda5936
Күн бұрын
Jayjagannath
@santoshmallick1955
2 күн бұрын
ମୋହନ ବାବୁ ନବୀନ ବାବୁଙ୍କୁ ଧାନ ବିଲ ଦେଖାଇ ଦେଲେ, ଯିଏ ସର୍ବଦା ଶ୍ରଦ୍ଧାର ପଣତ କାନି ଛାଇରେ ରହୁଥିଲେ, କି ସମୟ ଆସିଗଲାରେ?
@roshnimohapatra2797
Күн бұрын
ଜୟ ଶ୍ରୀ ଜଗନ୍ନାଥ 🙏 Sir ମୁଁ ଆରମ୍ଭ ରୁ "ନିର୍ଭୟ ଗୁମର କଥା" ଦେଖି ଆସୁଛି ହେଲେ ଆଜିର episode ଟି ସଂପୂର୍ଣ୍ଣ ନିଆରା ରୂପ ଧାରଣ କରିବା ପରି ଲାଗିଲା ବିଶେଷ ଭାବରେ ଆପଣଙ୍କର ବ୍ୟକ୍ତିଗତ ମତ ସହିତ କହିବା ଶୈଳି ଖୁବ ସୁନ୍ଦର ଥିଲା......ବିଜେଡି ଦଳ ଆଉ କେତେ ତଳକୁ ଯିବ କେଜାଣେ "ହାରିଗଲା ପରେ ସାବଧାନ ହେଲେ ଲାଭ କାହୁଁ କିଛି ମିଳୁଚି, ପ୍ରହସନ କରି ଲୋକହସା ହେଇ ମନ ଟା ଖାଲି ଯା ଜଳୁଚି" ଏ ବିଶ୍ବାସଘାତକ ବିଜେଡିର ଅଣ୍ଟା ଆଉ ସଳଖ ହେବାର ନାହିଁ ମନେ ମନେ ଠେନ୍ଗେଣି ଗୁଡ ଖାଇଲେ କଣ ହେବ... "ଓଡିଶା ର ଲୋକ ନୁହଁନ୍ତି ବୋକା, ଭାବନାହିଁ କେବେ ଦେବାକୁ ଧୋକା"....... ମାନ୍ୟବର ମୁଖ୍ୟମନ୍ତ୍ରୀ ସିନା ଡୁନ୍ ସ୍କୁଲ ରେ ଅଧ୍ୟୟନ କରି ନାହାଁନ୍ତି ହେଲେ ସେ ପରା ଶିଶୁମନ୍ଦିର ରେ ଅଧ୍ୟକ୍ଷତା କରିଚନ୍ତି.....
@manindranathbehera2818
Күн бұрын
ଏ ନକଲି ଚାଷୀର ହୃଦୟ ଭରା କାନ୍ଦ ଦେଖି ହୃଦୟ ଫାଟି ଯାଉଛି । ନିଶ୍ଚୟ ନବୀନ କିଛି ଦେଇଥିବେ ।କିନ୍ତୁ ପର ମୁହୂର୍ତ୍ତରେ ପ୍ୟାଣ୍ଟ୍ ସାର୍ଟ ପିନ୍ଧିବା ବେଳେ ତାଙ୍କ ହସ ଦେଖି ଆମକୁ ବି ହସ ଲାଗୁଛି । ବିଜେଡି କର୍ମୀ ମାନଙ୍କୁ ଅନୁରୋଧ ନାଟକ କରାଉଛ ପୁଣି ଧରା ପକାଉଛ କାହିଁକି ? ଏତେ ପରିଶ୍ରମ ବୃଥା ହୋଇଗଲା ।
@pramodkumarrout7641
Күн бұрын
ଅଦିନିଆ ବର୍ଷା ଏକ ପ୍ରାକୃତିକ ବିପର୍ଯ୍ୟୟ ।ଏଥିଯୋଗୁ ଫସଲ ହାନି ହୋଇଛି । ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇବାକୁ ସଚେତନ ଅଛନ୍ତି।
@rabimohanty112
Күн бұрын
ବିଶ୍ୱାସ ଘାତକ ପ୍ରବଞ୍ଚକ ନବୀନକୁ ଧିକ
@sudhansugantayet2786
2 күн бұрын
Apana bjd and Congress ku Khali criticise na kari govt ku madhya samalochana karantu
@prakashswain8674
Күн бұрын
ନବୀନ ବାବୁଙ୍କ ଦୀର୍ଘ 24 ବରଷର ଶାସନ କାଳରେ,ଏକାଧିକ ଦୈବୀ ଦୁର୍ବିପାକର ପ୍ରଭାବିତ ହେଇଥିବା ବହୁ ପ୍ରକାର ଅର୍ଥକାରୀ ଫସଲର କ୍ଷୟକ୍ଷତି ଦେଖିବାକୁ ନିଜର ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅଞ୍ଚଳକୁ ଥରେ ବି ଆସି ନାହାଁନ୍ତି । କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ପ୍ରଭାବିତ ଚାଷୀ ମାନଙ୍କ ଦୁଃଖ ବୁଝିବାକୁ ମୁହାଁମୁହିଁ କଥା ହେଇ ନାହାଁନ୍ତି କି ନିଜର ଶ୍ରୀପାଦପଦ୍ମରେ କାଦପଙ୍କ ଲାଗିଯିବ ବୋଲି କ୍ଷତିଗ୍ରସ୍ତ ଫସଲ ଦେଖିବାକୁ ବିଲବାଡକୁ ଯାଇ ନାହାଁନ୍ତି । କିନ୍ତୁ ନବୀନ ବାବୁ ନିଜର ଶାସନ କାଳରେ ଯାହା କରିବାକୁ ଆଦୌ ଇଛା କରୁ ନଥିଲେ, ସେହି କାମକୁ ମୋହନ ସରକାର ଚଳିତ ଅଦିନିଆ ବର୍ଷାରେ ପ୍ରଭାବରେ କ୍ଷତିଗ୍ରସ୍ତ ହେଇଥିବା ଧାନ ଓ ପରିବା ଫସଲ ଦେଖିବାକୁ ବିଲବାଡକୁ ଯିବା ସହ ଚାଷୀ ମାନଙ୍କ ଦୁଃଖକୁ ମୁହାଁମୁହିଁ ହେଇ ଆଲୋଚନା କରିଛନ୍ତି । ତେଣୁ ବାବାଜୀ ପରିସ୍ଥିତିରେ ପଡି ଆଶ୍ରମରୁ ପଦାକୁ ଯାଇ ଧାନ କୁଟିବା ନ୍ୟାୟରେ, ମୋହନ ବାଵୁଙ୍କର କର୍ତ୍ତବ୍ଯର ପାଳନ ପାଇଁ ନବୀନ ବାବୁ ପରିସ୍ଥିତିରେ ପଡି ଯାଇଛନ୍ତି। ତେଣୁ ନବୀନ ବାବୁ ନିଜର ଇଛା ବିରୁଦ୍ଧରେ ବାଧ୍ଯ ହେଇ ଫସଲର କ୍ଷୟକ୍ଷତି ଦେଖିବାକୁ ବାହାନା କରି ସାରା ରାଜ୍ଯରେ ବୁଲିବାକୁ ବାହାନା କରି ବାହାରିଛନ୍ତି । ଏଥିପାଇଁ ସେ ମିଛ ତଥ୍ଯର ନାଟକ କରିବାକୁ ଯାଇ ନକଲି ଚାଷୀକୁ ଅସଲି ଚାଷୀ ଭୂମିକାରେ ଅଭିନୟ କରାଇ ଓଡିଶା ବାସୀଙ୍କୁ ଭ୍ରମିତ କରିବାର ଉଦ୍ଯମ କରିଛନ୍ତି ।କାରଣ ନବୀନ ବାବୁ ଦଳ ପାଇଁ କର୍ମୀଟିଏ ନହେଇ ମଧ୍ଯ ବିନା ପରିଶ୍ରମରେ କ୍ଷମତାସୀନ ହେଇ ଥିବାରୁ, କ୍ଷମତାର ଲୋଭ ବଢି ଯାଇଛି । ସେଥିପାଇଁ ସେ ନିଜର ନିର୍ମଳ ଭାବମୂତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁ ସମୟରେ ମିଛକୁ ସାହାରା କରି ଥିବାରୁ,ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତି ଡଃ କମଳା ଦାସ ପ୍ରଶାନ୍ତ ନନ୍ଦ ଆଦିଙ୍କୁ ଦୁର୍ନୀତିର ଛାପ ଲଗାଇ ଦେଇ ନିଜର ମନ୍ତ୍ରୀ ମଣ୍ତଳରୁ ଵିଦା କରିଥିଲେ । ତଥାପି ନବୀନ ବାବୁ କ୍ଷମତାରୁ ଗଲା ଯାଏଁ ସେମାନଙ୍କର ମିଛ ଦୁର୍ନୀତିର ଅପବାଦକୁ ସତ ଵୋଲି ପ୍ରମାଣିତ କରିପାରି ନାହାଁନ୍ତି । କିନ୍ତୁ ନବୀନ ବାବୁ ଯେଉଁ ସତସତିକା ଡାଲି ଦୁର୍ନୀତିରେ ଲିପ୍ତ ଥିବା ପ୍ରମିଳା ମଲ୍ଲିକଙ୍କୁ ନିଜର ମନ୍ତ୍ରୀ ମଣ୍ତଳରୁ ବିଦା କରିଥିଲେ,ସେହି ଦୁର୍ନୀତିଗ୍ରସ୍ତ ପ୍ରମିଳା ମଲ୍ଲିକଙ୍କୁ,ବିଧାୟିକା ଭାବରେ ନିର୍ବାଚିତ ହେବା ସକାଶେ ଦଳୀୟ ଟିକେଟ ଦେବା ସହ ବିଭିନ୍ନ ପଦପଦବୀରେ ଥଇଥାନ କରାଇଛନ୍ତି ।ଏହା ସହ ନନବୀନ ବାବୁ ଦୁର୍ନୀତିକୁ ଘୃଣା କରୁଥିବା ଦୁର୍ନୀତିଯୁକ୍ତ ପ୍ରମିଳା ମଲ୍ଲିକଙ୍କୁ କେମିତି ସମ୍ମାନଜନକ ବାଚସ୍ପତି ପଦରେ ବସେଇ ଥିଲେ ?।ସତ କହିଲେ ସାଘାଂତିକ ।କାରଣ ନବୀନ ବାବୁ ନିଜର ନିର୍ବାଚନ ମଣ୍ଡଳୀର ଗୃହଭେଦୀ ବିଭୀଷଣ ମାନଙ୍କ ଦ୍ବାରା ନିଜର ମାନ ସମ୍ମାନ ହାନୀ ହେଇଥିବା ସହ ଦଳର ଅଶେଷ କ୍ଷତି ହେଇ ସଙ୍ଗଠନ ଉପରେ ଗଭୀର ଆଞ୍ଚ ଆସିଥିବା ବିଷୟ RTI ତଥ୍ଯରେ ଥିବା ସହ ନବୀନ ବାବୁଙ୍କୁ ଲିଖିତ ଭାବରେ ଦଳର ପ୍ରଭାବିତ କର୍ମୀ ମାନେ ଜଣାଇ ଥିଲେ ମଧ୍ୟ,ନବୀନ ବାବୁ ନିଜର ସମସ୍ଯାକୁ ନିଜେ ଆଜିଯାଏଁ ଜାଣିପାରୁ ନାହାଁନ୍ତି । ଯେତେବେଳେ ସେ ନିଜର ବିଷୟକୁ ନିଜେ ଜାଣିବାକୁ ଇଛା କରୁ ନାହାଁନ୍ତି, ସେତେବେଳେ ସେ ଓଡିଶାର ମଳି ମୁଣ୍ଡିଆ ଚାଷୀ ମାନଙ୍କର ଦୁଃଖ ବୁଝିବାକୁ ସକ୍ଷମ ହେବେ କେମିତି ?କିନ୍ତୁ ନବୀନ ବାବୁ ନିଜର କ୍ଷମତାର ଲୋଭ ପାଇଁ ଏମିତିକା ନକଲି ଚାଷୀ ଦ୍ବାରା ଅସଲି ଚାଷୀର ଅଭିନୟ କରାଇ ଓଡିଶା ବାସୀଙ୍କୁ ଭ୍ରମରେ ପକେଇ ଠକିବାକୁ ଚାହୁଁଛନ୍ତି ।
@rkbehera1241
2 күн бұрын
Good news sir Apananku pranam
@dasharathi2271
2 күн бұрын
Pela news
@umakantadas1325
22 сағат бұрын
ନିର୍ଭୟ ସୂଚନା ବାସ୍ତବ କଥା ଲୋକ ଲୋଚନକୁ ଆଣିବାର ଅଗ୍ରଣୀ ଦାୟିତ୍ବବାନ ଖବର କାର୍ଯ୍ୟକ୍ରମ ।କିନ୍ତୁ ଜନତା ମାପିବା ଦରକାର ବିରୋଧୀ ଦଳକୁ ଧନ୍ୟବାଦ ଏମିତି ଖବର ପ୍ରସାରଣ କରି ଓଡ଼ିଆ ଅସ୍ମିତାକୁ ବଜାୟ ରଖନ୍ତୁ ।ଧନ୍ୟବାଦ ସାର ନମସ୍କାର ଉମାକାନ୍ତ ଦାସ ସମ୍ପାଦକ-ବିରଜାପ୍ରଭା ପତ୍ରିକା
@Chiankhuntanews-t2g
Күн бұрын
ସାର୍ ଥାନା,ଫାଣ୍ଡିରେ ଗରୀବ ଲୋକମାନଙ୍କୁ ଡେଥ୍ସାର୍ଟିଫିକେଟ୍ ରିପୋର୍ଟ ପାଇଁ ୫୦୦ଟଙ୍କା ଲାଞ୍ଚମାଗୁଛନ୍ତି ଏହାକଣ ଆଜିର ନୂଆସରକାରଙ୍କ ସମ୍ବିଧାନରେଅଛି,ଏ ବିଷୟରେ କିଛି କହିଲେ,ଦୁର୍ନୀତିଗ୍ରସ୍ତ ପୋଲିସ ମାନେ କିଛି ଶିକ୍ଷାପାଇପାରନ୍ତେ ା ନବବର୍ଷର ଅଭିନନ୍ଦନ !
@SumantaKumarPradhan-dm1tk
7 сағат бұрын
ବାବା ଭୈରବାନନ୍ଦ ଏହାର ନାଟ୍ୟକାର.!
@manaswinisahoo6357
2 күн бұрын
Scene creation master mind ନବୀନ ନିବାସରେ Director ସାଜି ବସିଛନ୍ତି
@trailokyanathpatra9696
Күн бұрын
ଯଦି ନବୀନ ପଟ୍ଟନାୟକ ଦାଳୁଅ ଜମିରେ ଏକୁଟିଆ ପଶି ବାହାରି ଆସିବେ ମୁଁ ଜାଣିଵି ନବୀନ ପଟ୍ଟନାୟକ ଚାଷୀଙ୍କ ସହିତ ଅଛନ୍ତି।
@kanhupanda5325
2 күн бұрын
Absolutely right sir.
@AlokPradhan-ef9zq
21 сағат бұрын
ମନ ଇଚ୍ଛା କାହାଣୀ ଶୁଣାଇବା କୁ ସାମ୍ବାଦିକତା କୁହଯାଏନି
@kastucharansahu6656
2 күн бұрын
ଏତେ ନିନ୍ଦିତ ହେବାର ଅର୍ଥ ମୃତ୍ଯୁବରଣକୁ ଆହ୍ବାନ ।
@sanjaysamal9806
Күн бұрын
Yamamaharajj
@brajabandhusahoo6043
2 күн бұрын
ଅତି ସୁନ୍ଦର analisis
@budhadityapradhan8001
2 күн бұрын
Nabina one of the lier character of bjd drama staged during this unwanted rain.
@basantapattnaik7812
2 күн бұрын
ସାର ପ୍ରଣାମ 🙏🌹
@adwaitchandrabeura6847
Күн бұрын
ନବୀନ ପଟ୍ଟନାୟକ ଚାଷୀଙ୍କ ସହିତ ଅଛନ୍ତି ୧୦୦ ଟଙ୍କା ଲେଖା କେତେଜଣ ଚାଷୀଙ୍କୁ ଦେଇଛନ୍ତି ଚାଙ୍କ ଭାଷଣରେ କହିଛନ୍ତି କିମ୍ବା ଦେଇଛନ୍ତି ପ୍ରକାଶ କରନ୍ତୁ।
@DhirendraNath-cz7wb
Күн бұрын
ନାଟକ କରି କରି ଚବିଶ ବର୍ଷ ଓଡ଼ିଆ ମାନଙ୍କୁ ହଳ ବୁଲାଇଲେ।ସେ ନାଟକ ମଞ୍ଚରେ ହେଉଥିଲା। ଏବେ ଏଇଟା ପଥପ୍ରାନ୍ତ ନାଟକ। ଛି ---- ଛି ---- ଛି ଇ
@pratapjena4305
2 күн бұрын
Sir Apana 1 Side Nwes Deba Apananka Nirvayar Kama Pablic Jana NavinApananku Gandhuchi Mohan Basna. Dayakari Eha karantuni
@niladripradhan1527
Күн бұрын
ଅନୁଶୀଳନର ଶାଳୀନତା ନିର୍ଭୟର ଅତ୍ମାଗାଥା. ଅପରିପକ୍ଵ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଏକ ନିର୍ଣୟକୁ ବିଦେଶ ମାଟିରେ ଯେପରି ଅପମାନିତ କରିଥିଲେ ନବୀନଙ୍କ ଚିଠି ସମ୍ପର୍କରେ ଆପଣ ଆଜି ଏତେ ପ୍ରତିକ୍ରିୟାଶୀଳ ହୋଇ ସେପରି କଳଙ୍କିତ ବ୍ୟବହାରକରି ସଂଚିତ ଖ୍ୟାତିର ଅପଚୟ କଲେ କାହିଁକି? ସମସ୍ୟାର ସମାଧାନ କର୍ତା ଆପଣ ନୁହନ୍ତି. ଆପଣ କେବଳ ପରାମର୍ଶଦାତା ବୋଲି ଭୁଲିଯିବା ଉଚିତ ନୁହେଁ.
@indianbygenes
22 сағат бұрын
ଛୋଟବେଳେ ଆମେ ବିଦ୍ୟାଳୟରେ ପଢିଥିଲୁ ଗୋଟିଏ ଦେଶର ମାନଦଣ୍ଡ ଓ ମେରୁଦଣ୍ଡ ଦୁଇଜଣଙ୍କ ଉପରେ ନ୍ୟସ୍ତ ଥାଏ, "ସୈନିକ ଏବଂ କୃଷକ" । ଯେଉଁ ଦଳ ହେଉ ବା ବ୍ୟକ୍ତି ବିଶେଷ ହେଉ ଏହି ଦୁହିଁଙ୍କ ପ୍ରତି ଯାହାର କିଛି ବି ନାହିଁ କଣ ବା କୁହାଯାଇପାରେ ... ଆଉ ଏ କୁମ୍ଭୀର କାନ୍ଦଣା ର କି ମୂଲ୍ୟ ଅଛି !!!
@SachidanndaMahanta
2 күн бұрын
Good news.❤❤❤❤❤sir
@jadunathmohapatra8953
Күн бұрын
ଓଡ଼ିଶାର ଦୁଇ ଜଣ ନିଲଜ ବ୍ୟକ୍ତି ନାମ କହିବାକୁ ଅନୁରୋଧ
@gangadhardash3430
Күн бұрын
🎉🎉
@chandipadapanda4707
Күн бұрын
ମୋହନ ମାଝୀ ବିଲକୁ ଯାଇ ଚାଷୀ ସହିତ କଥା ହୋଇଥିଲେ କିନ୍ତୁ ନବୀନଙ୍କ ପାଖକୁ ବିଲ ଓ ନାଟକର ଚରିତ୍ର ଅଭିନେତା ଚାଷୀ ଆସିଥିଲେ ,ତଫାତ ମାତ୍ର ଏତିକି ।
@artatranbehera5244
Күн бұрын
Sir Happy New year
@maheswarprusty3043
2 күн бұрын
Very good. Tapik congratulations to you🌹🙏🙏🙏🙏🙏🙏🙏
@mituprdhan2020
2 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹
@PahalaBhanja
2 күн бұрын
Right analysis
@ranajitjena4668
2 күн бұрын
ପ୍ରମାଣ ସହ ଉପସ୍ଥାପନା କରିଥିଲେ ଭଲ ହୋଇଥାନ୍ତା, ଆଉ କେତେଦିନ ନିଜର ସୋସିଆଲ ମିଡ଼ିଆରେ ଏହିଭଳି ଗାଲୁଆମୀ ମନଗଢା କାହାଣୀ ପ୍ରସ୍ତୁତ କରି ପରିବେଷଣ କରିବ ନିର୍ଲଜ ଗୋଲାମ ସାମ୍ବାଦିକ.
@sunakarsamantaray9737
2 күн бұрын
ବଡ ଖବର ଚାନେଲରେ ନାଟକ କରୁଥିବା କୃଷକଙ୍କ ବିସ୍ତୃତ ବିବରଣୀ ଦିଆ ଯାଇଛି ।
@rabishankarraut1977
Күн бұрын
Video ଭଲରେ ଦେଖ ଭାଇ
@SuryakantiSahoo-qz9xb
21 сағат бұрын
ବିଜେପି ଠାରୁ କେତେ ଟଙ୍କା ପାଇଛନ୍ତି ଏଭଳି ଅପପ୍ରଚାର କରିବାକୁ
@rabindranathparida346
23 сағат бұрын
ନବୀନଙ୍କ ଏହା ଲଙ୍କlରେ ହରିନାମ
@prabhasray675
Күн бұрын
Jay
@bijayprakashpanda6583
Күн бұрын
ଆଗରୁ ପଣ୍ଡିଆନ୍ ସ୍କ୍ରିପ୍ଟ ଲେଖୁଥିଲେ। ଏବେ କିଏ ସ୍କ୍ରିପ୍ଟ ଲେଖୁଛି ?
@PritishrutiRout
21 сағат бұрын
ବିଜେପି ମୋଟ ଅଙ୍କର ଅର୍ଥ ଦେଉଛି ବୋଧେ, ଏ ଭଳି ଅପ ପ୍ରଚାର କରିବାକୁ
12:08
ନବୀନଙ୍କ ଆଗରେ କାନ୍ଦ, ସତ ନା ଅଭିନୟ ? Farmer Prasant Parija | Naveen Patnaik Met Farmer | Asala Katha
News18 Odia
Рет қаралды 85 М.
3:11
ମୁଁହ ଖୋଲିଲେ ଭାଇରାଲ ଚାଷୀ | Odisha Reporter
Odisha Reporter
Рет қаралды 191 М.
2:50
Andro, ELMAN, TONI, MONA - Зари (Official Music Video)
RAAVA MUSIC
Рет қаралды 2 МЛН
0:11
Warning ⚠️ | GARTEN OF BANBAN OPEN DOOR | GH'S ANIMATION
GH'S
Рет қаралды 9 МЛН
0:45
Почему Катар богатый? #shorts
Послезавтра
Рет қаралды 2 МЛН
28:49
БОЙКАЛАР| bayGUYS | 27 шығарылым
bayGUYS
Рет қаралды 1,1 МЛН
34:05
Podcast With BJP MP Anita Subhadarshini | Asika BJP MP | OR
Odisha Reporter
Рет қаралды 52 М.
21:35
KHOLA KATHA EP 886 JANUARY 02 2025 Exclusive Interview with former Minister Samir Ranjan Dash
OTV
Рет қаралды 56 М.
36:39
Nabin Nka Charcha With BJD Leader Ranjita Sahu | Nirbhay Gumara Katha
Nirbhay
Рет қаралды 15 М.
5:47
Pandian Praises BJD Leaders, Silence Naveen | No Comments | Nirbhay Gumara Katha
Nirbhay
Рет қаралды 13 М.
36:55
ମାଳିସାହିର ସେମାନେ ମତେ ବଡ କରିଛନ୍ତି || Podcast with sarbapriya matrudata ||
DEBASIS STORY
Рет қаралды 29 М.
28:38
30 Jila Ra Picnic Spot ll 30 ଜିଲ୍ଲାର ଦର୍ଶନୀୟ ସ୍ଥାନ ବୁଲିଯିବା ଆସ ଅଜା ll କେଉଁ ଜିଲ୍ଲାରେ କେଉଁ ପିକିନିକି🙏
Sai pragnya Creation
Рет қаралды 310 М.
9:13
ପାଣ୍ଡିଆନ ଓ ପ୍ୟାରୀ କେବଳ ନବୀନଙ୍କ ଚେସର ଗୋଟିଥିଲେ ! Naveen Patnaik has ended Career of many.
Pratidin TV
Рет қаралды 34 М.
7:48
କଳିଙ୍ଗ ଷ୍ଟାଡିଅମରେ ଗାଡି ଘଟଣାକୁ ନେଇ ମୁହାଁ ମୁହିଁ ହେଲେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ଲେନିନ Lenin vs Suraj
Odisha Bhaskar
Рет қаралды 87 М.
34:25
ପାଣ୍ଡିଆନ ୟାଙ୍କ ଲୁଙ୍ଗି ଗାମୁଛା ଖୋଲି ଶାସନ ଦଖଲ କରିବେ || SESADEVA NANDA || PODCAST WITH SUDHANSHU ||
Focus Plus
Рет қаралды 31 М.
9:09
SUDHANSHU@8:ଆଦିତ୍ୟ ବିର୍ଲାର ଓଡିଶା ହେଡ଼ ଅର୍ଧେନ୍ଧୁ ମହାପାତ୍ରଙ୍କୁ କାହିଁକି ଅରିନ୍ଦମ ଡାକୁଆ ନେଇଥିଲେ ସିଙ୍ଗାପୁର
Focus Plus
Рет қаралды 19 М.
2:50
Andro, ELMAN, TONI, MONA - Зари (Official Music Video)
RAAVA MUSIC
Рет қаралды 2 МЛН