News@9 Discussion 28 June 2022

  Рет қаралды 54,777

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 307
@chandrakantanayak3231
@chandrakantanayak3231 2 жыл бұрын
2016 ଠାରୁ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ନାହିଁ ... RTI report କହୁଛି ରାଜ୍ୟରେ 40000++ ଶିକ୍ଷକ ପଦବୀ ଫାଙ୍କା ଅଛି କିନ୍ତୁ ଦୁଃଖର କଥା ସରକାର କହୁଛନ୍ତି ଆମପାଖରେ ଅଧିକ ଅଛି ....ପ୍ରଥମ ଗଛର ମୂଳକୁ strong କରାଯାଉ means ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଆଯାଉ ....
@nabakantajena2500
@nabakantajena2500 2 жыл бұрын
You are right
@Rashmicartoon0098
@Rashmicartoon0098 2 жыл бұрын
Yes 👍
@pinkidas2471
@pinkidas2471 2 жыл бұрын
RIGHT bro👍👍💯💯💯
@pinkidas2471
@pinkidas2471 2 жыл бұрын
Ct/bed kari ghare basibe au job milibani kn kariba 🤦‍♀️
@tapasaranjanbehera5078
@tapasaranjanbehera5078 2 жыл бұрын
ରାଜ୍ୟର କୋଣ ଅନୁକୋଣରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଦୀର୍ଘ ୬ ବର୍ଷ ହେଲା ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ।ଟ୍ରେନିଂ ନେଇ ଆଶାୟୀ ବେକାରୀ । ଏହାର ସ୍ଥାୟୀ ସମାଧାନ କରାଯାଉ। କନିଷ୍ଠ ଶିକ୍ଷକ ନିଯୁକ୍ତି ଦିଆଯାଉ।।
@lelindas6455
@lelindas6455 2 жыл бұрын
6 ବର୍ଷ ହେଲାଣି ଶିକ୍ଷକ ନିଯୁକ୍ତି ନାହିଁ। କିନ୍ତୁ ଆମ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହୁଛନ୍ତି କି ଆମର sufficient teacher ଅଛନ୍ତି। ଲଜ୍ୟା ନାହିଁ ଆମ ଶିକ୍ଷା ବ୍ୟବସ୍ଥା କୁ।ଛି ଛି 😡😡
@nabakantajena2500
@nabakantajena2500 2 жыл бұрын
You are right
@annapurnasingh519
@annapurnasingh519 2 жыл бұрын
Nijukti hele 150 ru 145 cutoff jiba lancha deiki pasibe au education bhala hava kauthi?
@dillipkumar2998
@dillipkumar2998 2 жыл бұрын
ପ୍ରାଥମିକ ଶିକ୍ଷା କୁ ସମୀର ରଞ୍ଜନ ଦାସ ଅଣଦେଖା କରୁଛନ୍ତି।
@chandrakantanayak3231
@chandrakantanayak3231 2 жыл бұрын
ସମୀର ଦାସ ଏ ସବୁ ଯେଉଁ ପ୍ରହସନ କରୁଛନ୍ତି ଲୋକଦେଖାଣିଆ ଖାଲି ନିଜର popularity କରି ଆଉ କିଛି ଦିନ ନିଜର ଗାଦି କୁ 5T ପାଖରେ ସୁଦୃଢ଼ କରିବାପାଇଁ......minister sir ଆପଣ ( XI , X ) ଗୋଟେ ଶେଣୀରୁ ଗୋଟିଏ class କରି ସୋସିଆଲ ମିଡ଼ିଆ ରେ ଛାଡ଼ନ୍ତୁ .....
@kitimunda2620
@kitimunda2620 2 жыл бұрын
10000 ନୁହେଁ ମୋର than 47000 vacancy in primary
@hlacademy3359
@hlacademy3359 2 жыл бұрын
2016 ପରଠାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ l ଷ୍ଟେଟ ରେ ct ସାରିକି ବେକାର l
@soumyashreedalai5647
@soumyashreedalai5647 2 жыл бұрын
ଏଠି ଆଖି ଥାଈ କି ସରକାରୀ କଳ ଅନ୍ଧ ପାଲଟି ଯାଇଛି , କାରଣ ଏଠି ପିଲାଙ୍କ ଭବିଷ୍ୟତ ନୁହଁ ନେତାଙ୍କ ଭବିଷ୍ୟତ ବେଶି ଗୁରୁତ୍ୱପୂର୍ଣ । ୫ଟି ସ୍କୁଲ ହେବାର ମୁଖ୍ୟ ଲକ୍ଷ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ନୁହଁ ଅସଲ ଉଦ୍ଧେଶ୍ୟ ହେଉଛି ସେଈ ସ୍କୁଲ ପଇସାରୁ ସ୍ଥାନୀୟ ନେତା ମନ୍ତ୍ରୀ ମାନଙ୍କୁ କିଛି ପିସି (ଲାଞ୍ଚ) ମିଳିପାରିବ ଆଊ କିଛି କୁଜି ନେତା ନିଜ ନିର୍ବାଚନ ଖର୍ଚ୍ଚ ଉଠେଇ ପାରିବେ । ଗୁଣାତ୍ମକ ଶିକ୍ଷା ଦେବାର ଏତେ ଇଚ୍ଛା ତ ବିଦ୍ୟାଳୟରେ ଯଥେଷ୍ଟ ଶିକ୍ଷକ ନିଯୁକ୍ତି ଦେଇ ଦେଖ । କାରଣ କିଛି ବର୍ଷ ତଳେ ପିଲା ମାନେ ସିଉଳି ରଙ୍ଗର ମାର୍ବଲ ଘରେ ବସି ନୁହଁ ବରଂ ଗାଁ ବର ଗଛ ମୂଳେ ସେଈ ନିଷ୍ଠାପର ଶିକ୍ଷକ ମାନଙ୍କ ଶିକ୍ଷାଦାନ ଫଳରେ ଆଜିର ଶିକ୍ଷାର୍ଥୀ ମାନଙ୍କ ଠାରୁ ଯଥେଷ୍ଟ ଆଗରେ ଥିଲେ । ବିଚାର ଆପଣଙ୍କ ର .....ଧନ୍ୟବାଦ । 🙏
@nabakantajena2500
@nabakantajena2500 2 жыл бұрын
You are right
@gv-wx1yr
@gv-wx1yr 2 жыл бұрын
ସରକାର ଓଡ଼ିଶାକୁ ଦୁଇଭାଗରେ ବିଭକ୍ତ କରିଛନ୍ତି। ଗୋଟେ ହେଲା ଧନୀ ଓ ଗରୀବ । ଧନୀ ଘର ପିଲା ଘରୋଇ ଓ ଗରୀବ ଘରର ପିଲା ସରକାରୀ ସ୍କୁଲରେ ପଢିବେ । ସେମାନଙ୍କୁ ଲଜ୍ଜା ଲାଗିବା କଥା ସରକାର କାହାପାଇଁ ଆଜି ଶାସନରେ ବସିଛନ୍ତି ସେଇ ଗରୀବ ଲୋକଙ୍କ ମତରେ । ପ୍ରକୃତରେ ସରକାର କେବେ ଲୋକଙ୍କ ଉନ୍ନତି ଚିନ୍ତା କରନ୍ତି ନି । କେବଳ ଭୋଟ ପାଇବା କୌଶଳ ପାଇଁ ଯେତେ ଆବଶ୍ୟକ ସେତେ କରନ୍ତି । ସରକାରଙ୍କ କେବଳ ନିର୍ବାଚନ ପୂର୍ବରୁ ମନେ ପଡ଼େ ଲୋକ କଲ୍ୟାଣ ଯୋଜନା । ଯଥା- ପିଠା, କାଳିଆ, ଘର ମରାମତି, ଆକାଉଣ୍ଟ ରେ ପଇସା ଛାଡିବା । ଏବେ କଣ ପାଇଁ ଯୋଜନା ସବୁ ବନ୍ଦ ରହିଛି । ମଧୁବାବୁ ସିନା ସ୍ୱତନ୍ତ୍ର ଓଡିଶା ଗଠନ କଲେ ବର୍ତ୍ତମାନ ଏମାନେ ଓଡ଼ିଶାକୁ ଉନ୍ନତି ନାଁରେ ମାରି ସାରିଲେଣି ।
@shishiramalik8196
@shishiramalik8196 2 жыл бұрын
Right message
@j.behera7610
@j.behera7610 2 жыл бұрын
ଗୋଟେ ଦିଇଟା ବିଦ୍ୟାଳୟର surplus teacher ଦେଖାଇ ହଜାର ହଜାର ଶିକ୍ଷକ ପଦବୀ ଖାଲି ରଖିବା କେତେଦୂର ଯୁକ୍ତିଯୁକ୍ତ।
@sambitkumar4807
@sambitkumar4807 2 жыл бұрын
କ୍ରୀଡା ଶିକ୍ଷା ଗୁରୁତ୍ୱ ଦିଆଯାଉ ଆଉ କ୍ରୀଡା ଶିକ୍ଷକ ଙ୍କୁ TGT
@ManoranjanSIR-MBJ
@ManoranjanSIR-MBJ 2 жыл бұрын
Otet ପରୀକ୍ଷା ପାସ କରୁଛନ୍ତି। ସବୁ କରୁଛନ୍ତି ତୁମ ଯେତିକି criteria ରହିଛି - କିନ୍ତୁ ନିଯୁକ୍ତି ରେ ଆଦୌ ଗୁରୁତ୍ତ୍ୱ ଦିଆ ଯାଉ ନାହିଁ।।। ଓଡିଶା ର ଜନସାଧାରଣ ଜବାବ ମାଗୁଛନ୍ତି।।। କେବେ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ମିଳିବ???😡😡😡
@budhadevturuk7231
@budhadevturuk7231 2 жыл бұрын
JT nijukti Amara dabi
@kanhugouda234
@kanhugouda234 2 жыл бұрын
ସରକାରକୁ ଡର ଯେ ପିଲାମାନେ ଶିକ୍ଷିତ ହେଲେ ରୋଜଗାର ପାଇଁ ଆମକୁ ଶାସନରୁ ହଟାଇ ଦେବେ।
@amulyajena2996
@amulyajena2996 2 жыл бұрын
Right
@swarnarekhabarik9719
@swarnarekhabarik9719 2 жыл бұрын
Pradyumna sir ryt👍
@ManoranjanSIR-MBJ
@ManoranjanSIR-MBJ 2 жыл бұрын
।।।ଆନ୍ଦୋଳନ କର ନିଜ ଅଞ୍ଚଳରେ , ଶିକ୍ଷକ ଦାବି ଉପସ୍ଥାପନ କରା ଯାଉ । ବିଦ୍ୟାଳୟରେ ତାଲା ପଡୁ ଯଦି ନାହାଁନ୍ତି ଶିକ୍ଷକ।।।😡😡😡😡
@NrusinghaCharanRatha
@NrusinghaCharanRatha Жыл бұрын
ଓଟିଇଟି ପରୀକ୍ଷାର 7% କି 8% ଫଳାଫଳ, ଶିକ୍ଷା ବିଭାଗର ସବୁକିଛିକୁ ପଦାରେ ପକାଇବାପାଇଁ ଯଥେଷ୍ଟ । ଜୟ ଜଗନ୍ନାଥ ।
@jyotiprakashdas7786
@jyotiprakashdas7786 2 жыл бұрын
Faltu education minister
@ManoranjanSIR-MBJ
@ManoranjanSIR-MBJ 2 жыл бұрын
।।।ଆନ୍ଦୋଳନ କର ନିଜ ଅଞ୍ଚଳରେ , ଶିକ୍ଷକ ଦାବି ଉପସ୍ଥାପନ କରା ଯାଉ । ବିଦ୍ୟାଳୟରେ ତାଲା ପଡୁ ଯଦି ନାହାଁନ୍ତି ଶିକ୍ଷକ।।।😡😡😡😡😡
@sadanandapadhi8916
@sadanandapadhi8916 2 жыл бұрын
There no appointment of teathers for last 6 years in praimary school.Govt. should think it carefully to solve unempoyment problem.
@j.behera7610
@j.behera7610 2 жыл бұрын
RTI ତଥ୍ୟ ଅନୁସାରେ କଟକ ଜିଲ୍ଲା ରେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୧:୫୦ ଅତିକ୍ରମ କଲାଣି ଆପଣ କେମିତି କହିଛନ୍ତି ଯେ surplus teacher ଅଛନ୍ତି ବୋଲି । ଯଦି କଟକ ଜିଲ୍ଲାର ଅବସ୍ଥା ଏପରି ଥାଏ ତେବେ ଅନ୍ୟ ଜିଲ୍ଲାର ଅବସ୍ଥା କଣ ହୋଇନଥିବ ।
@ManoranjanSIR-MBJ
@ManoranjanSIR-MBJ 2 жыл бұрын
।।।ଆନ୍ଦୋଳନ କର ନିଜ ଅଞ୍ଚଳରେ , ଶିକ୍ଷକ ଦାବି ଉପସ୍ଥାପନ କରା ଯାଉ । ବିଦ୍ୟାଳୟରେ ତାଲା ପଡୁ ଯଦି ନାହାଁନ୍ତି ଶିକ୍ଷକ।।।😡😡😡😡😡।।।।llll
@nabinapidikaka6161
@nabinapidikaka6161 2 жыл бұрын
TQ sr
@jyotish-samal-odisha-
@jyotish-samal-odisha- 2 жыл бұрын
Tq OTV aae bhali sikhya prasanga ku debate adaharaku anithibaru. Agaku ahuri aae pari debate Kara jau jaha phalare odisha ra sikhya byabastha re sansakara asiba . 2016 pare jtc posting dia jau nh teacher avaba hetu sikhya byabastha vusudi padichi kintu govt ya upare important dou nh
@budhadevturuk7231
@budhadevturuk7231 2 жыл бұрын
🤗🤗🤗 good debate
@ManoranjanSIR-MBJ
@ManoranjanSIR-MBJ 2 жыл бұрын
।।।ଆନ୍ଦୋଳନ କର ନିଜ ଅଞ୍ଚଳରେ , ଶିକ୍ଷକ ଦାବି ଉପସ୍ଥାପନ କରା ଯାଉ । ବିଦ୍ୟାଳୟରେ ତାଲା ପଡୁ ଯଦି ନାହାଁନ୍ତି ଶିକ୍ଷକ।।।😡
@chandansahu5658
@chandansahu5658 2 жыл бұрын
Thanks otv
@laxminarayandasmohapatra2330
@laxminarayandasmohapatra2330 2 жыл бұрын
ଭବାନୀ ବାବୁ ଶିକ୍ଷା ହେଲେ ସୁରଟ କିଏ ଯିବ
@nabakantajena2500
@nabakantajena2500 2 жыл бұрын
You are right
@learninggk6601
@learninggk6601 2 жыл бұрын
Focus on primary teacher requirement
@Ajit-1996
@Ajit-1996 2 жыл бұрын
ମାସ କୁ ଗୋଟେ ଶିକ୍ଷା topic କୁ ନେଇ ଆଲୋଚନା ପ୍ରଯ୍ୟଲୋଚନା କରାଯାଉ
@rajendrapanda7623
@rajendrapanda7623 2 жыл бұрын
୧୫/୨୦ ବର୍ଷ ପୂର୍ବରୁ ଏହି ତତ୍ପର ଦେଖାଇ ବାର ଥିଲା । ତେଣୁ ଓଡ଼ିଶା ରେ ଅଗାଣ୍ଡିଆ ରଜାଙ୍କୁ ପାଳଚୁଣ୍ଟା ମନ୍ତ୍ରୀ ଭଳିଆ କାମ ଚାଲିଛି .....
@soumyaprakashsahoo8865
@soumyaprakashsahoo8865 2 жыл бұрын
No recruitment for primary, Up school since 6 years . Just Shame on Naveen pattnaik, samir das & odisha govt
@rojalinisahoo9146
@rojalinisahoo9146 2 жыл бұрын
ଶିକ୍ଷକ ନିଯୁକ୍ତି ଦଉନାହାନ୍ତି ଆମକୁ ଶିକ୍ଷକତା ତାଲିମ୍ କାନ ପାଇଁ ଦେଲେ ବେକାର ହବା ପାଇଁ ...ସବୁ ବର୍ଷ ଯେମିତି କିଛି କିଛି ଶିକ୍ଷକ ନିଯୁକ୍ତି ଦେବେ ସେ ବିଷୟରେ ଭାବନ୍ତୁ ଶିକ୍ଷକ ନିଯୁକ୍ତି ନ ଦବାରୁ ପ୍ରତି ବର୍ଷ ମେଧାବୀ ଶିକ୍ଷକ ମାନେ ଅଲଗା ନିଯୁକ୍ତି ଦେଖୁଛନ୍ତି... ଶିକ୍ଷାର ଉନ୍ନତି ହବା ପାଇଁ ଦରକାର ... ଶିକ୍ଷକ , ଉନ୍ନତ ପରିବେଶ, ଶିକ୍ଷାର୍ଥୀ , ଉନ୍ନତ ଶିକ୍ଷା.. କିନ୍ତୁ ଉପଯୁକ୍ତ ବବ୍ୟସ୍ଥା ନାହିଁ ଶିକ୍ଷା ରେ ...ସବୁ ମନମୋଟିଆ କାମ କରୁଛନ୍ତି ..ଯୋଉଠି ଶିକ୍ଷା ଅବହେଳିତ ସେଥି ସବୁ ଅବହେଳିତ ...ମୁଁ ଓଡ଼ିଶା ରେ ସି. ଟି ତାଲିମ୍ ନେଇକି ଧିକ୍ ମନେ କରୁଛି ... ମୁଁ ଉପଯୁକ୍ତ ପାଠ ପିଲାଙ୍କୁ ପଢେଇବାକୁ ଚାହୁଁଛି ... ଏଇ ସରକାର ନିଯୁକ୍ତି ଦେଲେ ତ ? ... ଶିକ୍ଷା ଭଳି ଗୋଟିଏ ପବିତ୍ର ବାବ୍ୟସ୍ଥା କୁ ଏଠି ଏପରି ସମ୍ମାନ ଦିଆଯାଉଛି ତାହା ଲଜ୍ଜାଜନକ ... ଆଜି ଯୋଉ ମାନେ ଏଠି ଭାଷଣ ଦେଉଛନ୍ତି ତାହା ତାଙ୍କ ଶିକ୍ଷା ଗୁରୁଙ୍କ ଯୋଗୁଁ .. କିନ୍ତୁ ଆଜି ଶିକ୍ଷକ ମାନଙ୍କୁ ଉପଯୁକ୍ତ ନିଯୁକ୍ତି ନ ଦେଇ ବହୁତ୍ ଭଲ କାମ କରୁଛନ୍ତି ... ଲାଗୁଛି ଆମେ ପାପ କରିଛୁ ଶିକ୍ଷକତା ତାଲିମ୍ ନେଇ... ଯିଏ ଦେଖିବେ ଯୋଉ ମିଡ଼ିଆ ର ମେମ୍ବର ଦୟା କରି ଆମ ପ୍ରତି ଉପଯୁକ୍ତ ବିଚାର କରନ୍ତୁ ... ସରକାରଙ୍କୁ ଜାଗ୍ରତ କରନ୍ତୁ
@annapurnasingh519
@annapurnasingh519 2 жыл бұрын
Software line re jao bhala job opportunities achi.
@rupalisethi2051
@rupalisethi2051 2 жыл бұрын
CBT final list kibe asibo sar piz
@rakeshkumarsahoo418
@rakeshkumarsahoo418 2 жыл бұрын
ସହର।ଞ୍ଚଳ କିଛି ସ୍କୁଲରେ ୪୦ ପିଲାରେ ୬ ଶିକ୍ଷକ ଏଇଠି ମିନିଷ୍ଟର ଆସିବେନି କାରଣ ତାଙ୍କର ମଧ୍ୟ ଏହା ଔକାତ ବାହାରେ ।
@sunilkumarnayak5307
@sunilkumarnayak5307 2 жыл бұрын
Please OTV SUPPORT JT ASPIRANTS. PLEASE TAKE an another meeting with Jt Aspirants president. At last Thanks Otv.
@tridibkumarmohanta729
@tridibkumarmohanta729 2 жыл бұрын
ମନ୍ତ୍ରୀ ମହାଶୟ ପିଲା ଆଉ ଶିକ୍ଷକ ଅନୁପାତ ଛାଡ଼ନ୍ତୁ। ଯେତିକି ଶ୍ରେଣୀ ସେତିକି ଶିକ୍ଷକ ନିଯୁକ୍ତ କରନ୍ତୁ। ପ୍ରାଥମିକ ବିଦ୍ୟାଳୟ ରୁ ପିଲାଙ୍କ ମୂଳଦୁଆ ଠିକ୍ ହେଲେ ଯାଇ ଉପର ଶ୍ରେଣୀରେ ଭଲ ରେଜଲ୍ଟ ଦେଖିବାକୁ ପାଇବେ
@kusumkornery
@kusumkornery 2 жыл бұрын
ସ୍ମାର୍ଟ ସ୍କୁଲ ଯୋଜନା ହେଇଗଲା ଏବେ ସ୍ମାର୍ଟ ଟିଚର୍ସ ଯୋଜନା ବି କରାଯାଉ।
@birajadas7580
@birajadas7580 2 жыл бұрын
Sikhyanustana re professor,student ,teacher nka jibana surakhya KU priority dia jau
@sanatanagochhayat2774
@sanatanagochhayat2774 2 жыл бұрын
ମନ୍ତ୍ରୀ ଶିକ୍ଷକଙ୍କୁ ଭୟ ଦେଖେଇ private କୁ ଅନୁମତି ପାଇଁ ଚେଷ୍ଟା କରୁଛି। ଖାଦ୍ୟରେ ପଇସା ନିମ୍ନ ମାନର ଦେବା ଶିକ୍ଷକ ନିଯୁକ୍ତିରେ 300 ଟଙ୍କା ଦେବା,6 ବର୍ଷରେ ରେଗୁଲାର କରିବା, ଶିକ୍ଷକଙ୍କୁ ମଜୁରିଆ ଭଳି ଦରମା ଦେବା।
@sasmitajena4171
@sasmitajena4171 Жыл бұрын
ସାତଟା ପିରିୟଡ଼ ରେ ସାତଟା subject ପଢ଼ାଇବା କଥା କିନ୍ତୁ ଏଠି ଜଣେ ଶିକ୍ଷକ ଗୋଟିଏ ପିରିୟଡ଼ ରେ ଦୁଇ ରୁ ତିନି ଟା subject ପଢ଼ାଉଛନ୍ତି multi class ଚାଲିଛି କାରଣ teachers ନାହାନ୍ତି
@sangamaifarming
@sangamaifarming 2 жыл бұрын
ଶିକ୍ଷକ ଅଭାବ ହେଲେ ମଧ୍ୟ ପିଲାଙ୍କୁ ପାଠ ପଢ଼ାଇବା ଅସୁବିଧା କଣ । 1990ମସିହାରେ ପ୍ରଥମ ଶ୍ରେଣୀରେ ପଡ଼ିଥିଲି 120ପିଲା ଥିଲୁ କିନ୍ତୁ ଦୁଇ ଜଣ ଶିକ୍ଷକ କେତେ ପଢ଼ାଉଛନ୍ତି ।ଶିକ୍ଷକ ନିଜ କର୍ତ୍ତବ୍ୟ ନିବନ୍ତୁ ।ଗୁରୁ ହିଁ ଭଗବାନ
@GPurusottam369
@GPurusottam369 2 жыл бұрын
ସବୁ ସେଇ ବେସରକାରୀ ବିଦ୍ୟାଳୟ ମାଲିକ ର ମଙ୍ଗଳ ପାଇଁ।
@prasantakumarsethypapuni8938
@prasantakumarsethypapuni8938 2 жыл бұрын
ଖାଲି ଶିକ୍ଷା ବ୍ୟବସ୍ଥା ଅନ୍ଧ ନିହେଁ | ଶିକ୍ଷା ମନ୍ତ୍ରୀ ବି ଅନ୍ଧ |
@birendramunda5435
@birendramunda5435 2 жыл бұрын
Primary stage ku strong karibadarakar
@ashokmadal3285
@ashokmadal3285 2 жыл бұрын
Mantri tankakhauche
@meenanaik4634
@meenanaik4634 2 жыл бұрын
Private school sabu close hau au govt school sabu continue hau au child ra basic concept strong kara jiba upare dhyan dia jau.... means class 1 ru education system ku strong kara jiba uchit hele jai odisha ra education system strong heba..
@ManoranjanSIR-MBJ
@ManoranjanSIR-MBJ 2 жыл бұрын
ସରକାର ଦେଖୁ ନାହିଁ ଆମ ଭିଡ଼ିଓ କିମ୍ବା କମେଣ୍ଟ ।।। ସେ ନିଜ କାମ କରୁଛି ଭାଇ, କେମିତି ଗୋଟେ ଯୋଜନା କରିବି ଆଉ ଭୋଟ ଟା ହାତକୁ ନେଇ ପୁନଃଶ୍ଚ ଶାସନ ବ୍ୟବସ୍ଥା ଅକ୍ତିଆର କରିବି। ଆମ କମେଣ୍ଟ ପଢିଥିଲେ , ମନ୍ତ୍ରୀ ନିଜ ପଦବୀ ଛାଡି ଦେଇଥାନ୍ତା। ନିଜ ପଦବୀ କୁ ଉଚ୍ଚ ସୋପାନ କୁ ନେବାକୁ ଏସବୁ ପ୍ରହସନ।🙏
@jagabandhusabar5411
@jagabandhusabar5411 2 жыл бұрын
Mo mate prateka primary school re 3ti teacher rahiba uchita math. English. And m.i.l pai 30:1 rahile kebebi gunatamka shikhya paibe ni pila gote shikhyaka kn subu subject kn cover heba apana mane tike bichara karantu sir ... jadi gote bina talima prapta vesarakari school teching dehuchi pila bhala paduchati heti mukya karana hela prateka privet school re prateka bisaya pai teaches achanti but govt school nai jadi gote bina traing teacher privet school ra shikhya ku gunatamka kariparuchanti gov't school re kahiki hebani gov't school bi prateka bisaya pai teaches diajahu nichaya govt school ra bi development heba 2016 parajantu nijukti diaa jahini pila ct training sari dadana khitiaku galeni mu bi gote ct training pila mo father farmer so mu mo father kn so kshyata re kama karuchi ...
@balarammusic3375
@balarammusic3375 2 жыл бұрын
Best Katha te kahichhanti ପ୍ରଦ୍ମ୍ୟୁମ୍ନ ସାର୍ । ଓଡିଆ ପାଇଁ କିଛି ନାହିଁ । ମୁଖ୍ୟ ମନ୍ତ୍ରି ଯେଉଁଠି ଓଡିଆ ଶିଖି ନାହାନ୍ତି ସେଠି ଓଡିଆର ପରିସ୍ଥିତି ଯାହା ହୁଏ ।
@banitabarik-9286
@banitabarik-9286 2 жыл бұрын
Right sir sabu odia exam heba katha
@ashokmadal3285
@ashokmadal3285 2 жыл бұрын
Basudeb Bhata tume Dhani hela tume tume suderjaa
@santagahir272
@santagahir272 2 жыл бұрын
ଅବିଭାବକ ମହାସଂଘ କେବଳ ନାମକୁ ମାତ୍ର ଅଛି। ପ୍ରେସିଡେଣ୍ଟ ବାସୁଦେବ ଙ୍କ ପୁଅ ପ୍ରାଇଭେଟ୍ ସ୍କୁଲ ରେ ପଢ଼ୁଥିବ ତେଣୁ ସେ ସରକାର ଙ୍କୁ ଚାପ ପକାଉ ନାହାଁନ୍ତି, କାରଣ ତାଙ୍କର କିଛି ଲାଭ ହେବନି... ସବୁ ସ୍ୱାର୍ଥରେ ଚାଲିଛି ଦୁନିଆ.... ଗତ ବର୍ଷ କରୋନା ସମୟରେ ସ୍କୁଲ ଫିଜ୍ ଛାଡ଼ କରିବା ପାଇଁ ଘନ ଘନ ଷ୍ଟ୍ରାଇକ୍ କରିଥିଲା ଅବିଭାବକ ସଂଘ କିନ୍ତୁ ଆଜି କାହିଁକି ଶୋଇ ପଡ଼ିଛି?????
@kamallochannayak9660
@kamallochannayak9660 2 жыл бұрын
Right Sir
@geetanjaliprusty608
@geetanjaliprusty608 2 жыл бұрын
ସରକାରୀ ଅଧିକାରୀ ଏବଂ ରାଜନେତା ମାନେ ଏଥିପାଇଁ ମୂଳତଃ ଦାୟୀ l ଯେତିକି ଶିକ୍ଷକ ଅଛନ୍ତି ସେମାନଙ୍କୁ ସୁଷମ ବଣ୍ଟନ କରାଯାଉ l ଲାଞ୍ଚ ନେଇ ଶିକ୍ଷକ ମାନଙ୍କୁ ସହରରେ ଥଇଥାନ କରା ଯାଉଛି l ଗ୍ରାମାଞ୍ଚଳ ଶିକ୍ଷା ସ୍ଥାନୀୟ ଶିକ୍ଷକଙ୍କୁ ନେଇ ଚାଳିଛି l ଅତିବେଶୀରେ ଦୁଇ ଜଣ ଶିକ୍ଷକ ରେ ଚାଳିଛି ଗ୍ରାମାଞ୍ଚଳ ର ପ୍ରାଥମିକ ବିଦ୍ୟାଳୟ l ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଭାର ଅତ୍ୟଧିକ ବଢ଼ି ଯାଇଛି l କିରାଣୀ ଓ କ୍ୟାସିଆର କାମ କରି ପାଠ ପଢାଇବାର ସ୍ପୃହା କମିଯାଉଛି l ସବୁବେଳେ ମୁଣ୍ଡରେ ଚିନ୍ତା କାମ କେମିତି ସରିବ l ସହରରେ ଅଳ୍ପ ପିଲାରେ ଶିକ୍ଷକଙ୍କ ଅନୁପାତ ଅଧିକ l ତେଣୁ ନୂତନ ଶିକ୍ଷକ ନିଯୁକ୍ତି ଏବଂ ଶିକ୍ଷକ ମାନଙ୍କୁ ପ୍ରତ୍ୟେକ ବିଦ୍ୟାଳୟ ରେ ସୁଷମ ବଣ୍ଟନ କରାଯାଉ l ତା ପରେ ଉପରିସ୍ଥ ଶିକ୍ଷାଧିକାରୀ ମାନେ ବିଦ୍ୟାଳୟକୁ ପରିଦର୍ଶନ କରନ୍ତୁ l ନହେଲେ ଦେଶ ଭବିଷ୍ୟତ କୁନି କୁନି ଶିଶୁ ମାନେ ଅବହେଳା ର ଶିକାର ହେବେ l ବନ୍ଦେ ଉତ୍କଳ ଜନନୀ 🙏ଜୟ ଜଗନ୍ନାଥ
@Sapankumardas93
@Sapankumardas93 2 жыл бұрын
Sabu govt job lokanka pila govt school re padhile thik heijibo education
@lelindas6455
@lelindas6455 2 жыл бұрын
Thank you OTV 👍 👍
@satyabrata5491
@satyabrata5491 2 жыл бұрын
7 year helani primary and upper primary school recruiting heini Odisha govt andha
@jamudarpingua4841
@jamudarpingua4841 2 жыл бұрын
ପଦ୍ୟୁମ ଶତପଥୀ ସାର୍ ଠିକ୍ କଥା କହିଛନ୍ତି
@kamadevbhoi6386
@kamadevbhoi6386 2 жыл бұрын
OAVS re parents ku involve karunahanti
@debamadkami7823
@debamadkami7823 2 жыл бұрын
ସରକାର କହୁଛନ୍ତି, ସମାନ କାମସମାନଦରମା କିନ୍ତୁ କାହିଁ ତ ଶିକ୍ଷକ ପାଠପଢାଇବେ କେମିତି ନାନା ଶିକ୍ଷକ ନାନା ଦରମା ତ ପାଠ ହେବ କେମିତି।
@pramodadora2245
@pramodadora2245 2 жыл бұрын
ଫାଇଲ ଚାଷ ହେଉଛି, କାଗଜ, କଲମରେ ଚାଲିଛି ଶିକ୍ଷା ବ୍ୟବସ୍ଥା ।
@sunilkumarmallick7320
@sunilkumarmallick7320 2 жыл бұрын
Smart school and 5t school re kichi labha nahi education ku strong Kara
@hrudaysagar
@hrudaysagar 2 жыл бұрын
Ei debate re au 5ta episode haba
@rinkysahoo3731
@rinkysahoo3731 2 жыл бұрын
Primary teacher recruitment , 6 yr hba asini ,tahele Kete teacher abhab apana janipauthibe
@jhasaketansahu6911
@jhasaketansahu6911 2 жыл бұрын
Grade dabet satpathy sir
@pratapbishi5877
@pratapbishi5877 2 жыл бұрын
Thanks to 0 TV📺📺📺📺📺📺 for rise this issue..... 😍😍😍🙏🙏🙏🙏
@routraysagar3849
@routraysagar3849 2 жыл бұрын
Only one solution every government employee have to send his/her kids to government school for education .
@tankadharbhoi6380
@tankadharbhoi6380 2 жыл бұрын
ଶିକ୍ଷା ହିଁ ଦେଶର ପ୍ରଗତି ।।।।
@jugalkishoremahanta6870
@jugalkishoremahanta6870 2 жыл бұрын
Phata kantha re rangamari namakameiba ra chesta..
@satyanarayanpattnayak3226
@satyanarayanpattnayak3226 2 жыл бұрын
Junior Teacher recruitment kebe pacharantu....Please
@dharanidharmahapatra586
@dharanidharmahapatra586 2 жыл бұрын
Education system in odisha needs to be reformed.
@paramanandapatra5145
@paramanandapatra5145 2 жыл бұрын
Khali madhyamika sikhyaka niyukti kale heba nahi. Pilati prathamika au ucha prathamika sikhyaka abhab Katha darsauchi. jt nyukti besh gurutyuapurnna
@jayantiprava1318
@jayantiprava1318 2 жыл бұрын
Chakakyata upare importance deuchhanti
@niraartacademy
@niraartacademy 2 жыл бұрын
Debate is absolutely right
@anasuyadas9230
@anasuyadas9230 2 жыл бұрын
6 yr hela primary teacher recruitment heinahi
@soumyaranjanbehera641
@soumyaranjanbehera641 2 жыл бұрын
but corruption ku dekheilani ...
@rohitkumarjena356
@rohitkumarjena356 2 жыл бұрын
2026000 ru adhika post bibhinna bibhagare khali achhi kaan chalichhi magana dei dei khali election jitutha hele ama juba barga nka kichhi pratibad nahin khali kumbhira kandana kanduchanti
@sujitswain7215
@sujitswain7215 2 жыл бұрын
Minister nku dakantu bitark ku
@jyotiprakashdas7786
@jyotiprakashdas7786 2 жыл бұрын
6 year hela elementary re recruitment nahi
@dkp333
@dkp333 2 жыл бұрын
First of all thanksb OTV for its criticism.
@TUSHARJENA99
@TUSHARJENA99 2 жыл бұрын
Any Balasore student here
@prasantadas7051
@prasantadas7051 2 жыл бұрын
ଅଭିଭାବକ ସଂଘ ପଇସା ନେଇ ଚୁପ ବସୁଛି।ନିଜ ପିଲା ତ ବଡ ସ୍କୁଲରେ ପଢିଲା ।ଗରିବ ପିଲା ପଢିଲେ କେତେ ନ ପଡିଲେ କେତେ
@bikashbehera6281
@bikashbehera6281 2 жыл бұрын
Right
@IndianArmy-fh9vs
@IndianArmy-fh9vs 2 жыл бұрын
Plz otv,from 2016 there is no recruitment in Junior teacher .about 44000 vacencies but minister told there is no vacencies
@desiboy6739
@desiboy6739 2 жыл бұрын
Nabarangpur jilla sikhya re bholo nahi mantri dekhi aso
@sasmitasingh6285
@sasmitasingh6285 2 жыл бұрын
Aga nijukti Dia ta pare...
@Iconankit
@Iconankit 2 жыл бұрын
Lajya lagiba katha Raja mantri malamala,sthayi adda Sina kam kebalo swarthara
@jayashreecreation8115
@jayashreecreation8115 2 жыл бұрын
Plz otv JT pilanka Pai kichi karantu plz🙏
@kapilbarada7515
@kapilbarada7515 2 жыл бұрын
Apana kebe kala handi jai dekhantu school ku Rasta nahi ghora jangala bhitare jane yeku tiya teacher kipari jiba Tara darama matra kebala ---9-400--- tanka sekipari chaliba thare chinta kara Thank you nabina sarakara🙏
@madhusmitamishra4852
@madhusmitamishra4852 2 жыл бұрын
Pila mane au patha padhu nahanti
@gitamajhi7070
@gitamajhi7070 2 жыл бұрын
Govt school hotel
@kamadevbhoi6386
@kamadevbhoi6386 2 жыл бұрын
Despotic ruler
@hrudaysagar
@hrudaysagar 2 жыл бұрын
Gote school badalile kichhi habani, sabu school badaliba darakar
@binapanimajhi1316
@binapanimajhi1316 2 жыл бұрын
80 ପିଲାଙ୍କୁ 3 ଶିକ୍ଷ କ
@goutamkumarsamal1
@goutamkumarsamal1 2 жыл бұрын
2016 ru posting daounahanti
@rohitkumarjena356
@rohitkumarjena356 2 жыл бұрын
Sabu loka magana khaibaku baia ta kuadu asiba quality education
@sudarshansethy8570
@sudarshansethy8570 2 жыл бұрын
Aau odisha re kichhi hebani.
@santoshighosh6962
@santoshighosh6962 2 жыл бұрын
Ama school re sir mane library book nei kabadia Bala nku bikuchhanti
@SIBERXCREATIVEYT
@SIBERXCREATIVEYT 2 жыл бұрын
TEACHERS Should be 1st Class at Least One of These MATRIC/+ 2/+ 3= QUALITY Teaching. TEACHERS SHOULD NOT BE 3rd CLASS/ CT BA BED= Ghosa Mada Apaman Tution No Outdoor Games TORTURING JIVAN Narka
@niranjannayak6476
@niranjannayak6476 2 жыл бұрын
Satapathy Babu eighty committee
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
News@9 Discussion 09 August 2022
29:34
OTV
Рет қаралды 6 М.
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.