News Fuse 11 SEPT 2024

  Рет қаралды 434,013

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 399
@soumyaranjanbarik4734
@soumyaranjanbarik4734 4 ай бұрын
ରାଇଜ ମୁଖିଆ ଖାଈ ବସିବାବେଳେ ଯଦି ବିଜୁଳି ନାହିଁ ତେବେ ଆମ ସାଧାରଣ ଲୋକଙ୍କ ସହିତ କଣ ନହଉଥିବ ବିଜୁଳି ବିଭାଗର ସେ କର୍ମଚାରୀ ମାନଙ୍କୁ ନମସ୍କାର ଯିଏ କି ପାତରଅନ୍ତର କରନ୍ତିନାହିଁ
@prasantapattanaik862
@prasantapattanaik862 5 ай бұрын
ମୂଖ୍ୟମନ୍ତ୍ରୀ ବସି ଥାଉ ଥାଉ ବିଜୁଳି ଏତେ ସମୟ ଗଲା,ଆଉ ଆମେମାନେ କିଏ?
@mithunswainbiju2112
@mithunswainbiju2112 4 ай бұрын
😂
@bikashpractical5446
@bikashpractical5446 4 ай бұрын
Right
@kanhudas3308
@kanhudas3308 4 ай бұрын
ବହୁତ ଭଲ ଲାଗିଲା ଆଉ ଗୋଟେ A ମୂର୍ଖ ମନ୍ତ୍ରୀ ନା ରେ ଆଉ ଗୋଟେ ଭିଡ଼ିଓ ହଉ 🤣🤣👌👍
@Basudevmunda-wq4rm
@Basudevmunda-wq4rm 4 ай бұрын
Murkho boli emetymontobya deucha
@natureloveranita
@natureloveranita 3 ай бұрын
ପୂର୍ବ ସରକାରଙ୍କୁ ମୁଁ କେବେବି ଦେଖିନାହିଁ କାହା ଘରକୁ ଯାଇ କେବେ ଖାଦ୍ୟ ଖାଇବାର। ଖାଦ୍ୟ ଖାଇବାକୁ ନେଇ ଅାପଣଙ୍କ କଥାବାର୍ତ୍ତା କରିବା ରୁ ଜଣାପଡ଼ୁଛି ଆପଣ କେତେଦୂର ଶିକ୍ଷିତ ଆଉ ସଂସ୍କାରୀ ପରିବାରର
@SDsikhyastory
@SDsikhyastory 4 ай бұрын
ପୁରୁଷ ଲୋକଙ୍କୁ ଅନ୍ୟାୟ ରେ ପିଟୁଥିବା ଯୋଗୁଁ ଥାନାରେ ଏତଲା ଦେବା ଉଚିତ ଏହା ଦେଖା ଯାଉନାହିଁ ପୁରୁଷ ପ୍ରତି ଅତ୍ୟାଚାର ଆମ ଆଇନ ରେ କିଛି ସୁବିଧା ହବନି କି ପୁରୁଷ କୁ ସୁରକ୍ଷା ? ପୁରୁଷ କମିଶନ କରାଯାଉ ପ୍ରତି ପଞ୍ଚାୟତରେ 13:12
@bikashpractical5446
@bikashpractical5446 4 ай бұрын
Bedha ku ghia darkar
@bijaydas612
@bijaydas612 5 ай бұрын
ସରକାରୀ ଚାକିରିଆଙ୍କ ଦରମା କମ କରିଦେବା ଦରକାର
@subhamsahoo4275
@subhamsahoo4275 5 ай бұрын
to bopa dauchi bodha samastanku darama mg
@soumyajitmishra2230
@soumyajitmishra2230 4 ай бұрын
ତାହେଲେ ସବୁ ଜିନିଷ ର ଦାମ ବି କମିବା କଥା. including all food items public transport and all types of sservices. ହଇ ହୋ ନିଜେ ସରକାରୀ ପାଇ ପାରିଲା ନି ବୋଧେ ସେଇଥିପାଇଁ ବାଉଳା ଚଉଳା କଥା କହୁଛ🤣🤣🤣🤣🤣🤣 @bijaydas612
@chinmaypanigrahi546
@chinmaypanigrahi546 4 ай бұрын
@@subhamsahoo4275 Bhai tame bodhe gov job koricho😁😂😁😂 Ki job Bhai Mote tike suggest koro kemiti hobo
@pravashbabu7724
@pravashbabu7724 4 ай бұрын
To gandi kundei heu chi..
@PurastamPradhan-z4u
@PurastamPradhan-z4u 3 ай бұрын
ହାରେ ତମେ ସରକାରୀ ଚାକିରିଆ ରେ ଥିଲେ ଏମିତି କହିନଥାନ୍ତି ପରକିଆ
@manaskumarsahoo8615
@manaskumarsahoo8615 Ай бұрын
OTV,JINDABAD ❤❤❤❤❤❤❤❤
@rebinagaming567
@rebinagaming567 5 ай бұрын
ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ସବୁ ଜାଗା ଯାଇକି ଦେକିକି ଆସୁଛନ୍ତି, କିନ୍ତୁ ନବୀନ ଥିଲା ବେଳେ ଏମିତି ହଉ ନ ଥିଲା,
@SumantaDas-en9wx
@SumantaDas-en9wx 4 ай бұрын
G mara mohan majhi
@OnlyVideo0363
@OnlyVideo0363 4 ай бұрын
Kichhi kama nahi 😂
@bhanumatibhoi1358
@bhanumatibhoi1358 4 ай бұрын
𝗛𝗲𝗹𝗲 𝗯 𝗸𝗮𝘂 𝗸𝗮𝗺𝗮 𝗹𝘂 𝗻𝗮𝗶 😁😁😁😁😁
@ArifahSahoolifestyle
@ArifahSahoolifestyle 4 ай бұрын
Mo balo karuchi se
@akhilkumarray3930
@akhilkumarray3930 4 ай бұрын
ଭାଷଣ ବାଜି ଲୋକ ଦେଖାଣିଆ ମୂର୍ଖ ଶାସକ
@143Susanta
@143Susanta 5 ай бұрын
ଯୋଉଠି ନାରୀମାନେ ରାସ୍ତକୁ ଓଲ୍ହାଇଛନ୍ତି ସେଇଠାକାର ସରକାରଙ୍କୁ ମୋର ସାଲୁଟ କେବେ ସୁଧୁରିବେ ସବୁ 🙏🏿🙏🏿🙏🏿
@dahana2332
@dahana2332 3 ай бұрын
Very good ମୁକ୍ଷମନ୍ତ୍ରୀ
@SujitKumarPaikaray
@SujitKumarPaikaray 4 ай бұрын
ଜୟ ଜଗନ୍ନାଥ
@Manas_panigrahi
@Manas_panigrahi 5 ай бұрын
ମହିଳା କମିଶନର ବଳରେ ନାରୀ ସଶକ୍ତିକରଣ ହେଲା ଯେ କିନ୍ତୁ ଏବେ ବିନା କାରଣ ରେ କିଛି ସ୍ଥାନରେ ପୁରୁଷ ନିର୍ଯ୍ୟାତିତ ହେଉଛି ପୁରୁଷ କମିଶନ ଗୋଟେ କରାଯାଉ !!😁😁
@akhilkumarray3930
@akhilkumarray3930 4 ай бұрын
ପୁରୁଷ କମିଶନ ବି ଅଛି ଭାଇ 😊
@Manas_panigrahi
@Manas_panigrahi 4 ай бұрын
​@@akhilkumarray3930 ହେଲେ କାର୍ଯ୍ୟକାରୀ ହେଉନି ଭାଇ।😅
@Manas_panigrahi
@Manas_panigrahi 4 ай бұрын
​@@akhilkumarray3930 ଭାଇ ମୁଁ ବି ଜାଣିଛି ହେଲେ କାର୍ଯ୍ୟକାରୀ ହେଉନି।
@Manas_panigrahi
@Manas_panigrahi 4 ай бұрын
​@@akhilkumarray3930 ହଁ ସେଇଟା ମୁଁ ବି ଜାଣେ ଯେ କିନ୍ତୁ କାର୍ଯ୍ୟକାରୀ ହେଉନି ଭାଇ ।😊
@bijayapradhan9423
@bijayapradhan9423 4 ай бұрын
ଅତି ଅଭଦ୍ର ଏ ସ୍ତ୍ରୀ ଲୋକଟା ଏକୁ ମାଡ଼ ଦରକାର
@MoveUploading..143
@MoveUploading..143 4 ай бұрын
Aku thia darkar 😂
@MoveUploading..143
@MoveUploading..143 4 ай бұрын
Chi chi a toki ku 25 ta darakar
@soumyaranjanbarik4734
@soumyaranjanbarik4734 4 ай бұрын
ପୁରୁଷ ସମାଜ ପକ୍ଷରୁ ସରକାରଙ୍କୁ ଏତିକି ଅନୁରୋଧ ପୁରୁଷ କମିସନ୍ ଗୋଟିଏ ଗଢିହାପାଇଁ କ୍ୟବିନେଟ୍ ବୈଠକରେ ପାସ୍ କରନ୍ତୁ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଆଉ ସହିହେଉନି
@amitpanda943
@amitpanda943 5 ай бұрын
ଏ କଳି ଯୁଗର ସାଧାରଣ ଜ୍ଞାନ; ଜାତୀୟ ଦ୍ରବ୍ୟ=ମୋବାଇଲ୍ ଫୋନ୍ ଜାତୀୟ ପାନୀୟ=ମଦ ଜାତୀୟ କର୍ମ=ଝଗଡ଼ା
@anujabehera4994
@anujabehera4994 5 ай бұрын
Tahele sylabous re add karajau
@amitpanda943
@amitpanda943 5 ай бұрын
@@anujabehera4994 ମୋର ଏତେ କ୍ଷମତା କାହିଁ, ହଁ ଆମ ନିତ୍ୟାନନ୍ଦ ବାବୁ ଙ୍କୁ ଚିଠି ଲେଖିଲେ ଯୋଜନା ଟା ସଫଳ ହୋଇପାରନ୍ତା 🤓😁
@srabankanhar4956
@srabankanhar4956 5 ай бұрын
​@@anujabehera4994jatiya dala bjp
@harishtudu7644
@harishtudu7644 2 ай бұрын
Jatiyo voter's = Ladies
@amitpanda943
@amitpanda943 2 ай бұрын
@@harishtudu7644 🤣
@BipinPattanaik
@BipinPattanaik 5 ай бұрын
Jay Jagannath🙏Jay Nila Madhab🙏Omm🕉️Jay Maa Samaleswari🙏Jay Maa Tarini🙏Jay BJP🙏Jay Modi ji🙏Jay Yogi ji🙏Jay ABVP🙏Respected PM Modi ji is the Biswaguru and Children's are the future of world . World must see Lord Jagannath culture tells us that Maa Subhadra tie rakhi to her brother lord Jagannath.SABKA SAATH SABKA VIKASH SABKA BISWAS MODI PARIVAAR.GPHKBG DOUBLE ENGINE GOVERMENT
@jagannathmaharana1414
@jagannathmaharana1414 5 ай бұрын
ବସ ରେ କଣ୍ଡକ୍ଟର ଙ୍କୁ ମାରିବା "ନାରୀ ସଶକ୍ତିକରଣ ର ଜ୍ଵଳନ୍ତ ନିଦର୍ଶନ"'', ଶରୀରକୁ ହୃଷ୍ଟପୁଷ୍ଟ କରିବା ଭାବି ଅଣ୍ଡକୋଷ କୁ ହୃଷ୍ଟପୁଷ୍ଟ କରିଦେଲେ ଏମିତି ଫଳ ମିଳେ।ଧନ୍ୟ ହୋ ନାରୀ ସଶକ୍ତିକରଣ!!!
@sunilkhara5007
@sunilkhara5007 4 ай бұрын
ଆଳୁ 50,ଡାଲି 120,ତେଲ 170,ପିଆଜ 80 କେମିତି ଲାଗିଲା sir, ,,,,,BJP ଶାଗ
@mr.nobdy3786
@mr.nobdy3786 5 ай бұрын
ନିର୍ବାଚନ ଜିତିବା ପରେ କେଉଁ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଗରିବଲୋକ ଘରକୁ କୁଣିଆ ହେଇ ଯାଉଛନ୍ତି?ଆମ ଓଡିଶା ର କେଜ୍ରିୱାଲ ତ ଠିକ ନିର୍ବାଚନ ପୂର୍ବରୁ ଟେମ୍ପୋ ରେ ବସି ଭୋଟ ଦେଇ ଯାଉଥିଲେ ଏବେ ମାସ ଛ'ଟା ରେ କୁଆଡେ ହଜିଗଲେ!
@tapangamer2013
@tapangamer2013 3 ай бұрын
Jumlabjp the ok 😂😂😂😂
@naikvlogsnaik9688
@naikvlogsnaik9688 5 ай бұрын
Best cm
@ranjanghadei3992
@ranjanghadei3992 4 ай бұрын
ବାଳ cm
@bhgxlrlive7
@bhgxlrlive7 4 ай бұрын
Only nabin patnaik ❤
@susantasasmal2559
@susantasasmal2559 4 ай бұрын
ଆମ ୱାଡ ମେମ୍ବର ବି ଏ କାମ କରୁନି
@ranjanghadei3992
@ranjanghadei3992 4 ай бұрын
ମୂର୍ଖ ମନ୍ତ୍ରୀ ଏ ଶଳା
@mirapatra8545
@mirapatra8545 5 ай бұрын
ହାଏରେମୁଖ୍ୟମନ୍ତ୍ରି😅😅😅😅
@kumarimeher7178
@kumarimeher7178 5 ай бұрын
ଇଯତ୍ ଯିବାରେ ମଙ୍ଗଲୁ ,ମଙ୍ଗଳୁ ରେ 😂😂😂 😂😂😂😂😂
@basantakumarnayak7432
@basantakumarnayak7432 5 ай бұрын
ଧିରେ ଧିରେ ଏହି ସରକାର ଙ୍କ ଉପରୁ ଆସ୍ଥା ତୁଟି ବାକୁ ଆରମ୍ଭ ହେଲାଣି ଯେଉଁ ଉତ୍ସାହ ସହକାର ଆରମ୍ଭ ସମୟ ରେ ଥିଲା କେଉଁଠି ନା କେଉଁଠି ନିଶ୍ଚିତ ହ୍ରାସ ଘଟି ବାରେ ଲାଗିଛି।୧୦୦ଦିନ ଚାହୁଁ ଚାହୁଁ ପୁରି ଯିବ ଓ ଭ୍ରଷ୍ଟା ଚାରୀ ଙ୍କ ଉପହାସ କଷ୍ଟ ଦାୟକ ହେବ। ଏପରି ଲାଗୁଛି ମୋହନ ସରକାର ବହୁତ କିଛି ଇଛା କରୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଯେହେତୁ ମନେହେଉଛି ଶାସନ ଡୋର ଅନ୍ୟ କାହା ହାତରେ ରହିଛି।
@soumyaranjanbarik4734
@soumyaranjanbarik4734 4 ай бұрын
ସାର୍ ଆମର ସ୍ୱପ୍ନ ରାଇଜକୁ ଚାଲିଗଲାବେଳେ ନାରଣ ସାର୍ ଙ୍କ ନିଦଭାଙ୍ଗି କିଛି ଭଲ କାମ କଲାନି
@SumantaDas-en9wx
@SumantaDas-en9wx 4 ай бұрын
A hau chhanti G,mara mohan majhi
@ମହାଳମାଣ୍ଡା
@ମହାଳମାଣ୍ଡା 4 ай бұрын
ତେ ଵେଉ କୁ ପେଲିଲା କି Mohan ସରକାର୍ 😂😂😤
@MoveUploading..143
@MoveUploading..143 4 ай бұрын
Bhai tamara g maridele ki o ki dukha😂
@susantasasmal2559
@susantasasmal2559 4 ай бұрын
ତୁମର ଆଉ ଯେ କଣ କାମ ଖାଲି ଖାଇବା ଆଉ ଶୋଇବା
@bishnuprasad7071
@bishnuprasad7071 3 ай бұрын
Super collection
@SantoshKanhar-ly8eg
@SantoshKanhar-ly8eg 4 ай бұрын
Barajatri patri🎉
@krishnanaikbrothers6459
@krishnanaikbrothers6459 4 ай бұрын
My favorite news fews sir Jay Jagannath 🙏
@MSSureshCreations70
@MSSureshCreations70 4 ай бұрын
ଜନତା ସେବା କର ଖାଇବା ତ important ନୁହେଁ
@SripatiRout-qh9so
@SripatiRout-qh9so 5 ай бұрын
Jay Jagannath🙏🚩
@SDsikhyastory
@SDsikhyastory 4 ай бұрын
11:39 ଏ ସ୍ତ୍ରୀ ଲୋକ ମାଡ ଛଡ଼ା ଆଉ ଦରକାର ନାହିଁ
@PADMALAYAPANDA-k3y
@PADMALAYAPANDA-k3y 3 ай бұрын
Very nice❤❤❤
@krishna.official.account
@krishna.official.account 4 ай бұрын
Odisha ra word member
@bikashkujenabkj
@bikashkujenabkj 3 ай бұрын
News fuse best work 💪🏻
@susantasasmal2559
@susantasasmal2559 4 ай бұрын
ଛି ଛି ରେ ଏ ହୀନ ସରକାର
@rudrabhanubehera5484
@rudrabhanubehera5484 4 ай бұрын
Bhai Dhanya katha kahicha satara bhai tama OTV paei kama karucha. Kintu tama Ishara kan pura jana paduchi ❤ Jay BjD ❤🎉
@santoshkumardas8379
@santoshkumardas8379 Ай бұрын
Jay Jagannath 👏👏
@munanaikmunanaik7443
@munanaikmunanaik7443 Ай бұрын
Bese lagila👍
@LalitMahanta-e1f
@LalitMahanta-e1f 5 ай бұрын
ଏ ନବୀନ ବାବୁଙ୍କ ସ୍ତ୍ରୀ ହେଇଥିବାରୁ କଣ୍ଡକ୍ଟର କୁ ଜନାଉଥିଲେ
@bidyadhardangil6567
@bidyadhardangil6567 4 ай бұрын
ନାରୀ ପାଇଁ ମହାଭାରତ। ଆମ ଭାରତ ର ଭବିଷ୍ୟତ କ'ଣ ହେବ
@ranjayarout4523
@ranjayarout4523 5 ай бұрын
Jay Jagannath
@Manas_panigrahi
@Manas_panigrahi 5 ай бұрын
ଯାହା ବି ହେଉ ନା କାହିଁକି ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଓଡିଆ କହି ପାରୁଥିବା ମୁଖ୍ୟମନ୍ତ୍ରୀ ଦେଖିଲି। ଆଉ ମାଇକ ଧରିବା ପାଇଁ ଲୋକ ବି ଦରକାର ହେଉ ନାହାଁନ୍ତି ।
@KarnaAswin
@KarnaAswin 5 ай бұрын
😂😂😂Mohan Majhi England ru asichi....jaha hau Odia ta kahuchi
@Call_me_smitu
@Call_me_smitu 5 ай бұрын
Jaha kahile bhai 😂😂😂​@@KarnaAswin
@Manas_panigrahi
@Manas_panigrahi 5 ай бұрын
​@@KarnaAswin ଯାହା ହେଉ ତୁମେ ମୋ ସନ୍ଦେହ ଦୂର କରିଦେଲ😅😅 ମୁଁ ଜାଣି ନଥିଲି ଏ କଥା...
@sanjitmangaraj5720
@sanjitmangaraj5720 5 ай бұрын
Bhai Naveen Babu England ru asithile bodhe
@Manas_panigrahi
@Manas_panigrahi 4 ай бұрын
​@@sanjitmangaraj5720 ଭାଇ ମୁଁ ନବୀନ ବାବୁଙ୍କୁ ବିରୋଧ କରେନି ଗୋଟେ ମଣିଷ ହିସାବରେ ସମସ୍ତଙ୍କୁ ସମ୍ମାନ କରେ ଆଉ ମଣିଷର ବ୍ୟବହାର ରୁ ଜଣା ପଡେ ତା ସଂସ୍କାର କେମିତିକା। କିନ୍ତୁ Bjd, Bjp, Congress କାହାକୁ ବି ପସନ୍ଦ କରେନି । ନବୀନ ବାବୁ ଓଡ଼ିଆ ପୁଅ ହୋଇ ଜାଣି ଶୁଣି ଓଡ଼ିଆ ଭାଷାକୁ କଦର୍ଯ୍ୟ କରି କୁହନ୍ତି ସେ ବିଦେଶରେ ରହି ନିଜ ମାତୃ ଭାଷାକୁ ଭୁଲିବା କେତେ ଦୂର ଠିକ୍ ? ତଥାପି ସେ ଚାହିଁଥିଲେ ଓଡ଼ିଆ ଶିଖି ପାରିଥାନ୍ତେ କିନ୍ତୁ ଏମିତି କଲେ କି ? ଆଜି ବି ଓଡ଼ିଶାରେ ଏମିତି କିଛି ଲୋକ ଅଛନ୍ତି ଯିଏ ଇଂରାଜୀ ବୁଝନ୍ତି ନାହିଁ ତାଙ୍କୁ କେଉଁ ଭାଷା କହିବା ନିହାତି ଜରୁରୀ ? ନବୀନ ବାବୁଙ୍କ କାର୍ଯ୍ୟ କାଳରେ ବହୁତ ଉନ୍ନତି ହୋଇଛି କିନ୍ତୁ ଯେଉଁ ମାନେ ଓଡିଶାରୁ ବାହାରେ ଚାକିରୀ କରୁଛନ୍ତି ତାଙ୍କ ବିଷୟରେ କିଛି ଚିନ୍ତା କଲେ କି ? ଦୀର୍ଘ 23 ବର୍ଷ ଧରି ଆଉ ଲଗାତାର ଶାସନ କାଳରେ ? ପାଣ୍ଡିଆନ କୁ ପାଖରେ ରଖି ଓଡିଶା ଶାସନ କଲେ କାହିଁ ଓଡ଼ିଆ ପିଲା ଏମିତି କେହି ଜଣେ ବି ତାଙ୍କ ନଜରକୁ ଆସିଲେନି। ଏ ସବୁର ଉତ୍ତର ଅଛି କି ?
@DibyajyotiNandaJyoti
@DibyajyotiNandaJyoti 4 ай бұрын
ଗାଁ ବିଚାର ପରି ଲାଗୁଛି ଏ ସଭା 😂😅
@bhimamarndi9533
@bhimamarndi9533 3 ай бұрын
CM sir ଖାଉଛନ୍ତି ଠିକ୍ ଅଛି,,,But ତାଙ୍କୁ ଏତେ ନିନ୍ଦା କରିବା ର କାରନ କଣ
@susantalifestyleofficial
@susantalifestyleofficial 3 ай бұрын
Ooo badhi jauchi au 😂😂😂😂😂
@FAGUTUDU-i8t
@FAGUTUDU-i8t 5 ай бұрын
Hon sir apono pokhalo khantu amey onei thiba jai jagannath
@AKHILSa-o5i
@AKHILSa-o5i 4 ай бұрын
You are my favourite sir 😅😅😅😅😅 newsfewj
@surendrakumardalei5692
@surendrakumardalei5692 2 ай бұрын
C,M Jee , Alu mantre nka tharu Gota Alu Ani podi Kari Luna ,Lanka ,piaja, rasuna chakadi khai diantu
@RajinikantaReddy
@RajinikantaReddy 4 ай бұрын
Bhala lagila
@kushabehera7169
@kushabehera7169 4 ай бұрын
ଭାଇ ଭଲ ହେଇଚି ଠିକ୍ କାଇବା ସମୟରେ ଲାଇନ ଗଲା,ମୋହନ ସାର୍ ଙ୍କୁ ପଚାର ବିଦ୍ୟୁତ୍ ବିଭାଗରେ ଜଉ କର୍ମଚାରୀ କାମାକରନ୍ତି ସେମାନଙ୍କ ଦରମା କେତେ,300 ସବୁ ମିତ୍ତିଂରେ,ମନ୍ତ୍ରୀ pragram ରେ ଏମିତି ହେବା ଦରକାର,
@pratappatra8489
@pratappatra8489 4 ай бұрын
Jay jagannatha 🙏🙏🙏🙏
@chandanmohapatra3053
@chandanmohapatra3053 5 ай бұрын
Ama cm sir prakrutare pakhala kuu vala panti I love pakhala🙂🙂🙂🙂🙂👌👌👌👌
@kushabehera7169
@kushabehera7169 4 ай бұрын
ସରକାରିଚାକିରିଆ ଦରମା ଦିନକୁ 3,000 ଆଉ ବିଦ୍ୟୁତ୍ ବିଭାଗରେ ଜଉମାନେକାମକରି ପୋକ ମାଛି ଭଳି ମରୁଛନ୍ତି,ହେଲେ ସେମାନଙ୍କ ଦରମା ଦିନକୁମାତ୍ର300,ଏମିତି ହିଁ ହବା ଦରକାର,ମୋହନ ସାର୍ ଟିକେ ବିଜୁଳି ବିଭାଗ କର୍ମଚାରୀଙ୍କ କଥା ଟିକେ ବୁଝନ୍ତୁ,ନହେଲେ ଆଗକୁ ପୁରା ଓଡ଼ିଶା ଅନ୍ଧାର ହେବ,
@harprasadsenapati3945
@harprasadsenapati3945 3 ай бұрын
Jay Odisha Jay Mohan
@tukunabehera3702
@tukunabehera3702 4 ай бұрын
ଆମ cm ଯେତେ ହେଲେ ଆମର ଜଗ୍ନାଥ ପରା ଭୋକୋ ହେବ ପରା
@143Susanta
@143Susanta 5 ай бұрын
ଯାହା ହଉ ମଣିଷ ମାନେ ବି ଭଗବାନଙ୍କୁ ନଷ୍ଟ କରିଦେଲେଣି ନିଜେ ମୋବାଇଲ ଧରିକି ବର୍ବାଦ ହେଲେଣି ତ ଭଗବାନ ଙ୍କୁ ମୋବଇଲ ଧରେଇ ବର୍ବାଦ କରିଦେଲେ 🤣😂🤣
@basantsahoo44
@basantsahoo44 Ай бұрын
ବିଶ୍ବ ଇତିହାସରେ ଅଲାଜୁକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
@umakantamahapatra7
@umakantamahapatra7 5 ай бұрын
ବିନା ସଭ୍ୟ ରେ ସରକାର ସମ୍ଭବ ହେଲା କିପରି 😅😂😂😂😅
@bijaydas612
@bijaydas612 5 ай бұрын
ନିରୀହ କୋଣ୍ଡୋକଟର ଭାଇ ର କି ଭୁଲ ଥିଲା ସେ lady କୁ ଦଣ୍ଡ ଦେବା ଉଚିତ
@priyambadabiswal860
@priyambadabiswal860 5 ай бұрын
Bahut badhia 😊
@prabhasparida6565
@prabhasparida6565 4 ай бұрын
ଏବେ ଖାଉଛି ଫଳ & ପେଳ ଆଗକୁ ସବୁ କଇଯିବ
@rameshsabat2367
@rameshsabat2367 5 ай бұрын
Very nice my sisters👌
@SARJAMBANDRA-BJD
@SARJAMBANDRA-BJD 4 ай бұрын
Footfaat Sasta muskyea mantri sir. ❤❤
@RAJKUMAR-bc6tw
@RAJKUMAR-bc6tw 5 ай бұрын
ଆମ ଓଡ଼ିଶାର ସ୍କୁଲ ସବୁଠାରୁ ବେକାର ପଢା ହେଉଚି।।।
@soumyaranjanbarik4734
@soumyaranjanbarik4734 4 ай бұрын
ଆଗକୁ ପରିବହନ ବିଭାଗ ଦ୍ୱାରା ଆଉଏକ ନୂଆ ନିୟମ ଲାଗୁକରାଯାଉ ସେଗୁଡିକ ହେଲା ମହିଳାଯାତ୍ରୀ ଙ୍କ ଘରପାଖ ପର୍ଯ୍ୟନ୍ତ ବସ୍ ଯିବ,ମହିଳାଯାତ୍ରୀ ମୋବାଇଲ୍ ବ୍ୟବହାର କରିବା ସମୟରେ ଯଦି କୌଣସି ଜିନିଷ ହଜିଯାଏ ତେବେ ବସର କର୍ମଚାରୀ ଦାୟୀ ରହିବେ ଗୋଟିଏ ହାତରେ ତାଳି ବାଜେ ନାହିଁ
@Lipu902
@Lipu902 4 ай бұрын
Tike b kou side ru bujha paduni Mohan majhi kou side ru cm laguchanti 😅
@PNN55555
@PNN55555 4 ай бұрын
ଆରେ ଖାଇଯା....
@KanhaJena-i9g
@KanhaJena-i9g 5 ай бұрын
I'm from berhampur
@SubashMirdha-x3x
@SubashMirdha-x3x 5 ай бұрын
Sar aemahila manaku 100 namaskar
@satyaranjan784
@satyaranjan784 5 ай бұрын
କିରେ ନାରଣ, ମୋତେ ଲାଗୁଛି ମୋହନ ବାବୁ ଙ୍କୁ ୨ଟା ଆସନ ଦେବା ପରେ ମଧ୍ୟ ଆଉ ଗୋଟେ ଆସନ ଦେବାର ଥିଲା।😁😁😁
@DibyajyotiNandaJyoti
@DibyajyotiNandaJyoti 4 ай бұрын
ଭାରି ଖରାପ ଲାଗୁଚି ଏସବୁ 😅
@SipraGiri
@SipraGiri 5 ай бұрын
Dhanya aama mukhya mantry
@AkhilMohaptra
@AkhilMohaptra Ай бұрын
Mukhya mantri na mo balo chotri😮🎉🎉🎉🎉🎉🎉🎉🎉🎉🎉🎉🎉
@Silankubehera
@Silankubehera 4 ай бұрын
Right 👍
@CSPARESH
@CSPARESH Ай бұрын
Maja asi gala 😂❤ sir
@Jagasgift.jyotsna01
@Jagasgift.jyotsna01 12 күн бұрын
ଖାଦ୍ୟ ଯୋଉଠି ମୋହନ୍ ମାଝୀ ସେଇଠି 😂
@prakashmishra9461
@prakashmishra9461 5 ай бұрын
Kali jugara nari koti pranam
@LLTLLT-og5xw
@LLTLLT-og5xw 4 ай бұрын
Amar mukshya mantri lalla nijar pet purle hela
@dancealok
@dancealok 4 ай бұрын
ମୁଁ ହସି ପାରିବି କି ଟିକେ 😂😂
@AbedanaPradhan-p6k
@AbedanaPradhan-p6k 2 ай бұрын
ମହନ୍ ମାଝି ତମକୁ ଭଲ ଭାତ ଭଲ ଭଜା ବସିକି ଘର ଭିତରେ ଚକା ମାଡ଼ି ବସିକି ଖାଇବା ତମକୁ ସରକାରି ୧୨‌ ତର କରି ଖାଇଲ ହେଲେ ଗରିବ ଲୁକ ଆମ୍ବ ଟାକୁଆ ଖାଇକି ମରିଗଲେ ସେଟା କୁଆଡେ଼ ଗଲା
@MaheshHantal-v5m
@MaheshHantal-v5m 4 ай бұрын
Bholo heichi
@PradhanRubita
@PradhanRubita Ай бұрын
I am alone at home.. after watching this show i am laughing so loudly
@143Susanta
@143Susanta 5 ай бұрын
ଯାହା ହଉ ବିଜେପି ହେଡ଼ଙ୍କୁ ଭୋକ ଲାଗୁଛି ଏମିତିକା ଦେଖି ବହୁତ ଦୟା ଆସୁଛି ଜନତାଙ୍କ ପାଇଁ ସେଥିପାଇଁ ମୋହାନ ସାର ଆଗରୁ କହିଦେଲେ ତାଙ୍କୁ ବି ଭୋକ ଲାଗୁଛି 🤣😂🤣
@bijaydas612
@bijaydas612 5 ай бұрын
ସବୁ ସରକାରୀ ଚାକିରିଆ ମାନେ ନିଜ ଅକାତ କୁ ପାଳିଆସିବେ autometic
@biswajitpatra2325
@biswajitpatra2325 Ай бұрын
Bus insdent bhala lagila
@kamalakantapanda8822
@kamalakantapanda8822 5 ай бұрын
କଣ୍ଡାକଟର ଭାଇ ଲୁହା ରଡ଼ ଅଛି ନା ନାଇଁ ତା ଡ୍ୟାସ ରେ ପୁରେଇ ଘାଣ୍ଟି ଦିଅ. ତା ପରେ ବେଧ ଜାଣିବ.
@rohitjakaka6311
@rohitjakaka6311 4 ай бұрын
❤ otv
@DipaLadu
@DipaLadu 2 ай бұрын
Kn chalichhi are bhai..... Naveen sir kuade galare....
@PradeepkumarBehera-ww8su
@PradeepkumarBehera-ww8su 4 ай бұрын
Sir eka eka sabu khaibe amaku tike dakantu
@subratkumarroutfit.3933
@subratkumarroutfit.3933 4 ай бұрын
Bala bjp
@KhirodaPradhan
@KhirodaPradhan 5 ай бұрын
❤❤❤❤
@RohitKumarbeheraRohit-gw5jz
@RohitKumarbeheraRohit-gw5jz 5 ай бұрын
Jay jagannath❤❤ I love CM of odisha❤❤❤
@santoshnayak8036
@santoshnayak8036 Ай бұрын
2026ରେ ଆମକୁ ଆମ୍ବ ଟାଙ୍କୁଆ ଦେବେ ସରକାର
@143Susanta
@143Susanta 5 ай бұрын
ସାର ଆମର ଚିନ୍ତା କରୁଛନ୍ତି ସ୍କୁଲୁକୁ କେମିତିକା ଟପର କରିବେ ସେଥିପାଇଁ ଅଧିକା ପରିଶ୍ରମ କରୁଛନ୍ତି ନିଦ୍ରାରେ ଧନ୍ୟ ହେ ହେ 🙏🏿🙏🏿🙏🏿🙏🏿🙏🏿
@brajapatra-x7
@brajapatra-x7 4 ай бұрын
Good
@TusharkantBarik
@TusharkantBarik Ай бұрын
Amma mukhiya mantrie full odia
@BhanudehuriBhaba
@BhanudehuriBhaba 3 ай бұрын
Jay sri radhe radhe Krishna ji 😔😂
@santoshkumarswain6547
@santoshkumarswain6547 8 күн бұрын
Nuse fuse ବଢିଆ rost କରୁଛି କେହି ମାନୁ ନାହାନ୍ତି
@sudhansukumarbal3419
@sudhansukumarbal3419 5 ай бұрын
Good morning
News Fuse 14 AUG 2024
23:28
OTV
Рет қаралды 431 М.
News Fuse 05 FEB 2025
23:11
OTV
Рет қаралды 120 М.
Don’t try this trick with a Squid Game Soldier 😉 #squidgame
00:15
Andrey Grechka
Рет қаралды 179 МЛН
Когда учитель вышла из класса
00:17
ЛогикЛаб #2
Рет қаралды 2,7 МЛН
Who is that baby | CHANG DORY | ometv
00:24
Chang Dory
Рет қаралды 35 МЛН
News Fuse 07 FEB 2025
22:37
OTV
Рет қаралды 57 М.
News Fuse 16 SEPT 2024
21:59
OTV
Рет қаралды 110 М.
News Fuse 20 DEC 2024
23:08
OTV
Рет қаралды 115 М.
Natia Comedy Part 528 || Kalpabata Brukshya
13:37
utkal cartoonworld
Рет қаралды 2,2 МЛН
Don’t try this trick with a Squid Game Soldier 😉 #squidgame
00:15
Andrey Grechka
Рет қаралды 179 МЛН