News Fuse 14 AUG 2024

  Рет қаралды 426,995

OTV

OTV

Күн бұрын

Пікірлер: 744
@heartbeat8141
@heartbeat8141 5 ай бұрын
ହସ ଲାଗୁଛି ଏଭଳି ନେତା ଆମ ଓଡିଶାର
@pinkunsethy20
@pinkunsethy20 4 ай бұрын
😂😂😂😂
@trilochanpradhan1033
@trilochanpradhan1033 4 ай бұрын
😂😂😂😂😂 Dhanya re
@sekharnayak8983
@sekharnayak8983 4 ай бұрын
Nobin odia kohiki bujhiki teluthila
@pratapmaity2499
@pratapmaity2499 5 ай бұрын
ଏତେଦିନକେ ଓ ଟିଭି ଗୋଟିଏ ଖବର ଦେଖାଇଲା। ଓ ଟିଭି ଗୋଟିଏ ଗଦି ମିଡିଆ ଚେନାଲ୍ ହଇଥିବାରୁ ବହୁତ କଷ୍ଟ ରେ ଏହା ଉପସ୍ଥିତ କରୁଅଛି! ଏବେ ଓଡ଼ିଆ ଅସ୍ମିତା ଚୁଲିରେ ଜଳୁଛି
@MINIMOTIVATION6242
@MINIMOTIVATION6242 5 ай бұрын
ଗଦି ନା ତକିଆ, ବୁଝିଲ ଭୁଲ୍ ଟା ସବୁବେଳେ ଭୁଲ୍, ଆଉ ତୁମେ ସବୁ ଗେଣ୍ଡା ଦଳର ଚାମୂଚା ତୁମେ ସବୁ ଖୁସି ତ ଏଇ ସମ୍ବାଦ କୁ ଦେଖି !!
@Trueindian9q882
@Trueindian9q882 5 ай бұрын
ଚାମଚ ନା କଂସା.. 24 ବର୍ଷ ରେ କଣ ହେଇଛି ଟିକେ niti ଆୟୋଗ report ପଢ଼େ
@manojrout8551
@manojrout8551 5 ай бұрын
ଠିକ୍ କଥା କହିଲେ ଭାଇ
@peacefulcommunity903
@peacefulcommunity903 5 ай бұрын
​@@MINIMOTIVATION6242 To Gandi kehi maru nahanti na.. Sala Nabeen sarkaar jaha karithila taku ranga maruchi ae sarkaar.. sala.. Inefficient Government
@jtvodiaentertainment5879
@jtvodiaentertainment5879 5 ай бұрын
Haaaaas
@nihardas1910
@nihardas1910 5 ай бұрын
ଏଇମାନେ ହେଲେ ଆମମାନଙ୍କର ନେତା। ଯେଉଁମାନେ ଓଡ଼ିଆ ଠିକ୍ ରେ ଲେଖି ପାରୁନାହାନ୍ତି ସେମାେନ ଓଡ଼ିଶା ର ଅସ୍ମିତା କୁ ନାରା କରିଛନ୍ତି।
@jasmitasahoo4758
@jasmitasahoo4758 5 ай бұрын
@@nihardas1910 right
@tapaswinikhutuli5227
@tapaswinikhutuli5227 5 ай бұрын
ଏଇ ସବୁ ମୂର୍ଖ ଗଧ ବିରାଡ଼ି ବୈଷ୍ଣବ ଧେତ ବିଜେପି ଵାଲା
@RameshMohanty-n4q
@RameshMohanty-n4q 6 күн бұрын
I Like News fuse program.
@DebasishNayak-h3m
@DebasishNayak-h3m 5 ай бұрын
ଆମ ମୁଖ୍ୟମନ୍ତ୍ରୀ କିଛି କରିପାରନ୍ତୁ କି ନ କରିପାରନ୍ତୁ କିନ୍ତୁ କ୍ୟାମେରା କୁ ବହୁତ୍ ଗୁରୁତ୍ଵ ଦିଅନ୍ତି 😂
@ViratKohli.302
@ViratKohli.302 4 ай бұрын
Because of modi student 😅
@MrKhan-ci1oz
@MrKhan-ci1oz 4 ай бұрын
Because of Modi bhakti 😅
@BhimapinguaBhimapingua-qp4zt
@BhimapinguaBhimapingua-qp4zt 4 ай бұрын
😂😂😂
@sumatihembram1234
@sumatihembram1234 4 ай бұрын
Hasi laguchi
@weavecreation
@weavecreation 4 ай бұрын
😂 very nice cm
@hi-yx8fc
@hi-yx8fc 5 ай бұрын
ବର୍ଷରେ ଥରେ ସ୍ଵାଧୀନତା ସଂଗ୍ରାମୀ ମନେ ପଡନ୍ତି
@bandan72
@bandan72 5 ай бұрын
Bhai pura tuma pari loka😊😊😊😅😅
@143Susanta
@143Susanta 5 ай бұрын
ଏଇ student ମାନେ କଣ ଲେଖୁଛନ୍ତି ସେଇ ଜାଣି ଥିବେ ଧନ୍ୟ ତମର ଲେଖା
@143Susanta
@143Susanta 5 ай бұрын
ମହା ପୁରୁଷ ମାନଙ୍କୁ କେବଳ ଦିନେ ଦୁଇଦିନ ପାଇଁ ସଫା କରାଯାଏ କାରଣ ଏମାନେ କେବଳ ଏଇ ଦିନ ପାଇଁ ଖୋଜା ଯାଆନ୍ତି ଅନ୍ୟ ବେଳେ କିଏ ପଚାରେ ଅନୁରୋଧ 🙏🏿🙏🏿🙏🏿 କରୁଛି ସରକାରଙ୍କୁ ଆମର ଏଇ ମହାପୁରୁଷ ମାନଙ୍କର ସେବା ପାଇଁ କିଛି ଗୋଟେ ଵେବସ୍ତା କରନ୍ତୁ ଯେମିତିକି ଲାଗିବ ସେ ଆମ ସହିତ ଅଛନ୍ତି 🙏🏿🙏🏿🙏🏿🙏🏿🙏🏿
@jyotiprakashcl
@jyotiprakashcl 4 ай бұрын
ଓଡ଼ିଆ ଅସ୍ମିତା.... ଓଡ଼ିଆ ଅସ୍ମିତା..... ଯେଉଁମାନେ ଓଡ଼ିଆ ଠିକ୍ ସେ ଲେଖି ପାରୁନାହାନ୍ତି ସେମାନେ ଓଡ଼ିଶା ର ଅସ୍ମିତା କୁ ରକ୍ଷାକରିବେ। ଓଡ଼ିଶାବାସିଙ୍କ ୧୨+୧୨=୨୪ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା....ଧନ୍ୟ ଅନ୍ଧଭକ୍ତଙ୍କ ମୁର୍ଖ ମନ୍ତ୍ରୀ................... ଜୟ ଜଗନ୍ନାଥ 🙏
@ramsoren4159
@ramsoren4159 4 ай бұрын
ରକ୍ଷା 👈👈👈 Spelling
@Ekalavya180
@Ekalavya180 4 ай бұрын
ଅରେ ଭାଇ ନବିନ ବାବୁ ଙ୍କୁ ୨୪ ବର୍ଷ ଓଡିଶା ବାସି ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ୫ ବର୍ଷ ଦେଇ କି ଦେଖ କଣ କରୁ ଚନ୍ତି
@dp_bapun
@dp_bapun 5 ай бұрын
ପୂର୍ବରୁ cm ku pm b ଡରୁଥିଲେ। କାହିଁକି ନା ସେ educated thile, kintu Abe Naa odia ଜାଣିଛନ୍ତି, ନା ହିନ୍ଦୀ ଜାଣିଛନ୍ତି , ଆଉ English oho wonderful,, andha bhakta ram ram,,
@ratikantaswainjayhanumanji7251
@ratikantaswainjayhanumanji7251 5 ай бұрын
Absulily right bro a loka bhujhiba darkar
@skpchannelsangitakumaripad5552
@skpchannelsangitakumaripad5552 4 ай бұрын
It's absolutely not absulily​@@ratikantaswainjayhanumanji7251
@banamalisahoo9664
@banamalisahoo9664 5 ай бұрын
ସମସ୍ତେ ସବୁ କିଛି ଲେଖିଲେ ହେଲେ ବନ୍ଦେ ଉତ୍କଳଜନନୀ କେହି ଲେଖିଲେ ନାହି, ପ୍ରଥ ମେ ଆମେ ଓଡ଼ିଆ,ତାପରେ ଆମେ ଭାରତୀୟ
@Mscartooncorner
@Mscartooncorner 4 ай бұрын
ହଁ ଭାଇ ଆଗରୁ ମୁଖିଆ ଓଡ଼ିଆ କହିପାରୁ ନଥିଲେ, ଏବେ ନେତା ଓଡ଼ିଆ ଲେଖି ପାରୁନାହାନ୍ତି।
@s.k.parida5037
@s.k.parida5037 4 ай бұрын
ଲଜ୍ଜ୍ୟା ଲାଗୁଛି ଏମିତି ନେତା ମନ୍ତ୍ରୀ ଙ୍କ ହାତରେ ଆମ ରାଜ୍ୟର ଶାସନ ଭାର ରହିଛି, ଯେମିତି ନେତା କୁ ସେମିତି ଶାସନ
@edtonk6277
@edtonk6277 4 ай бұрын
ଏମାନଙ୍କ ପରି ରାଜନୈତିକ ଶେତା ପାଇଁ ଆଜି ଓଡ଼ିଆ ଅସ୍ମିତା ଗର୍ବିତ 🙏
@ramakantamohanty8472
@ramakantamohanty8472 5 ай бұрын
ଏମାନେ ଏମିତି ଓଡିଶା ଚଳେଇବେ ଓଡ଼ିଆ ଜାଣିନାହାନ୍ତି
@DambrudharJani-kn1es
@DambrudharJani-kn1es 5 ай бұрын
ଟିକକଥାଭାଇ
@tribalnaturefood
@tribalnaturefood 3 ай бұрын
ସାଙ୍ଗମାନେ 🙋ମନ୍ତ୍ରୀ ମଣ୍ଡଳ ପାଇଁ ମଧ୍ୟ ପ୍ରତିଯୋଗୀତା ପରୀକ୍ଷା ଭିତ୍ତିରେ ଚୟନ ହେବା ଉଚିତ୍ ବୋଲି କିଏ କିଏ ଭାବୁଛ 🙋
@NrusinghaCharanRatha
@NrusinghaCharanRatha 5 ай бұрын
"ଶୁଖୁଆ ପୋଡ଼ା " is more powerful than "ବାର ବର୍ଷର ତପସ୍ୟା" । କାରଣ "ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ।" "ଦାୟିତ୍ବ ସମ୍ପର୍ଣ୍ଣ ବ୍ଯକ୍ତି ଭାବିଚିନ୍ତି ମନ୍ତବ୍ଯ ରଖିବା ଉଚିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@143Susanta
@143Susanta 5 ай бұрын
ପ୍ରଭାତୀ ଅପା ଆମର ଲେଖା ହିମାଳୟ ରୁ ଆରମ୍ଭ କଲେ ଆଉ କନ୍ୟାକୁମାରୀ ରେ ସାରିଲେ ମୋ ଭଳିଆ ଲେଖା ମତେ ବହୁତ ଖୁସି ଲାଗିଲା 🤣😂🤣
@SasmitaNayak-px7iq
@SasmitaNayak-px7iq 5 ай бұрын
😂😂😂😂
@Call_me_teju
@Call_me_teju 5 ай бұрын
😂😂😂
@suprabhadehury4543
@suprabhadehury4543 4 ай бұрын
😂😂😂😂😂😂
@MantubakulBakul
@MantubakulBakul 4 ай бұрын
Lekhiba dhadi chhat nahi padhiba darkar
@chandrasekharsingh1736
@chandrasekharsingh1736 5 ай бұрын
Board re ତାରିଖ ଭୁଲ ଲେଖା ହୋଇଛି।।।
@hitesh3491
@hitesh3491 5 ай бұрын
4:14 4:19 4:21 4:32 4:32 4:33 4:33 4:35 4:36 4:40 4:54 4:56 4:56 4:56 4:57 5:04 5:04 5:05 5:20 5:20 5:38 5:38 5:41 5:42 5:43 😮 5:44 5:47 5:52 😮😮😮😮😮😮😮😮😮 6:13 6:13 6:17 6:17 6:17 😮😮😮😮😮😮 6:42 😮i😄😅 7:05 😮😮😅😮😮😮😮
@mrganesh320
@mrganesh320 5 ай бұрын
ସତରେ ବ ଧନ୍ୟ double ingine ସରକାର
@mskabita5669
@mskabita5669 4 ай бұрын
Bhul nuhe har ghar triranga 09-15 august mane 9-15 aug samaste ghara aagare triranga lageibe
@hrusikeshmallik3221
@hrusikeshmallik3221 5 ай бұрын
ଆମ ଓଡ଼ିଶାର ବିଜେପି ମୁଖ୍ୟ ମନ୍ତ୍ରୀଙ୍କ ଲେଖା ଛିଡାଇଦିଅ
@krishnaprasadrath
@krishnaprasadrath 5 ай бұрын
Bahut sunder episode.🙏 Jai ♥️🇮🇳🔥 Hind 🙏
@shibaprasad9954
@shibaprasad9954 5 ай бұрын
.ବିଜେପି ଗଢିଛି ମୂଖ୍ୟ ମୁର୍ଖ ମନ୍ତ୍ରୀ
@MithunKumarofficial-oc8ig
@MithunKumarofficial-oc8ig 5 ай бұрын
ଠିକ୍ କଥା
@TukuNaik-hj6cf
@TukuNaik-hj6cf 5 ай бұрын
Naveen Patnaik pandit thila bodhe 😂😂😂😂 sei pain harigala
@chhatraytudu3159
@chhatraytudu3159 5 ай бұрын
Right
@shibaprasad9954
@shibaprasad9954 5 ай бұрын
@@TukuNaik-hj6cf କୁକୁର କହିଲେ ତତେ ବୁଝାଏ
@Call_me_teju
@Call_me_teju 5 ай бұрын
​@@shibaprasad9954😂😂😂
@mirapatra8545
@mirapatra8545 5 ай бұрын
ହାଏରେମୁଖ୍ୟମନ୍ତ୍ରି
@maacreative139
@maacreative139 5 ай бұрын
ଯଦି ଏହି ଭଳି ଲେଖା ଅନ୍ୟ କୋଉ ସ୍କୁଲ ସାର୍ ଲେଖି ଥାନ୍ତେ, ଓ ହୋ ଜମେଇ କି ନାରଣ ବାବୁ ଆମର କହିଥାନ୍ତେ
@arunsahu9634
@arunsahu9634 4 ай бұрын
Even Naveen babu never ever speak odia.but he is one of the best CM.
@premprakash9022
@premprakash9022 4 ай бұрын
Eii kan h otv aji bahut khusi lagila otv sata dekhithibaru😂
@niranjanmajhi3134
@niranjanmajhi3134 5 ай бұрын
ହଁ ବିକାଶ ନା ନେଇ ଯେଉଁ ବିନାଶ ଆଉ ଲୁଟ୍ ର ହିସାବ ଟିକେ ଦିଅ।
@sipuncreation284
@sipuncreation284 5 ай бұрын
Ama odisha ku jaganatha bharasha...
@sradhamihir5552
@sradhamihir5552 5 ай бұрын
ମୁଁ ଆଜି ଖାଲି comments ପଢ଼ିକି ଯିବି, କିଛି କହିବିନି 🙊 ମୋ ଭଳି ଆଉ କିଏ ଅଛ କି ଆଜି ? 🤣🤣
@somanathadas146
@somanathadas146 4 ай бұрын
Me
@sangamaifarming
@sangamaifarming 5 ай бұрын
ଆରମ୍ଭ କଷ୍ଟ ହୁଏ କିନ୍ତୁ ଶେଷ ରେ ଫଳ ମିଠା ଲାଗେ ମହୋନ ଆଜ୍ଞା ଜିନ୍ଦାବାଦ
@jtvodiaentertainment5879
@jtvodiaentertainment5879 5 ай бұрын
ସରକାର ନେତା ହେବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ,ମାନ ଦଣ୍ଡ ଓ ବୟସ ସୀମା, ଧାର୍ଯ୍ୟ କରନ୍ତୁ।
@srpcreatorsuman5317
@srpcreatorsuman5317 5 ай бұрын
ହର୍ ଘର୍ ତ୍ରିରଙ୍ଗା ❎ ହର୍ ଘର୍ ତିରଙ୍ଗା ✅ ଏମାନେ ଖାଲି ବିରୋଧୀଙ୍କୁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରୁଛନ୍ତି ଯେ ଆମକୁ କୁହ 😆 ଆମେ ଯାହା ଭୋଟ ବେଳେ ଆଗରେ ଥିଲୁ ବୋଲି ନାରଣ ଦେଖେରେ କେତେଜଣ କହୁଛନ୍ତି ଆମେ ଗୋଳେଇ ଦେଉଚୁ ନହେଲେ ଶୁଣି ନ ଶୁଣିଲା ଭଳିଆ ଯାଉଛୁ ଆଉ 😂😂 ଜୟ ଜଗନ୍ନାଥ ❤
@Official_dilkhu_boy
@Official_dilkhu_boy 5 ай бұрын
Agriculture re development hoithile odisha kahiki any rajya upare nirbhara karithile..
@Birabhue-t7s
@Birabhue-t7s 5 ай бұрын
ସବୁ ମିଡ଼ିଆ ସୁର ପାଗଳ ଠୁ ବାଇଟ କ'ଣ ପାଇଁ ନେଉଛନ୍ତି ବୁଝାପଡୁନି। ଲୋକ ହସିହସି ନାକେଦମ😂😂😂
@niranjanpalnsp509
@niranjanpalnsp509 5 ай бұрын
OTV ଗୋଦୀ ମିଡ଼ିଆ
@bishwajitdas9414
@bishwajitdas9414 5 ай бұрын
ହଉ ଏବେ କୁହ ତ୍ରିରଙ୍ଗା ନା ତିରଙ୍ଗା.....
@hemantadash6520
@hemantadash6520 5 ай бұрын
OTV kan kahiba?😂😂😂
@anvlog1851
@anvlog1851 5 ай бұрын
Jetebele odia asmita katha uthiba sete bele news channel mane dekhine, abe khali birodhi dekhiba
@nurshinhadwibedi6220
@nurshinhadwibedi6220 5 ай бұрын
Otv dekha jaunu​@@hemantadash6520
@Raaj832
@Raaj832 5 ай бұрын
ବାଇ ବିଜେଡି ସରକାର ଥିଲା ବେଳେ ତ୍ରିରଙ୍ଗା ଥିଲା ବିଜେପି ସରକାର ଆସିଲା ଟୁ ତିରଙ୍ଗା ହେଲା ଏହିଟା ହିଁ ଓଡିଶା ର ଓଡ଼ିଆ ଅସ୍ମିତା
@pratapmaity2499
@pratapmaity2499 5 ай бұрын
ଯାହା କହିବ ମୁତ୍ରି
@DebiMohapatra-c9k
@DebiMohapatra-c9k 5 ай бұрын
100 / correct voice of S Routray
@padmalochansahu873
@padmalochansahu873 4 ай бұрын
ଧନ୍ୟବାଦ newsfuse
@jitendrasahu9073
@jitendrasahu9073 5 ай бұрын
ଟାଉଟରିଆ ଓଟିଭି କୁ ଉପରେ ଲେଖା ଯାଇଥିବା ତିରଙ୍ଗା ଲେଖା କଣ ଦେଖାଗଲା ନାହିଁ ଆଖିରେ କଣ କଣ୍ଟା ପଶିଛି
@monalishadas5020
@monalishadas5020 4 ай бұрын
ତାରିଖ ଭୁଲ ଅଛି
@rowdy3285
@rowdy3285 4 ай бұрын
​@@monalishadas5020murkhamantri gudaka au karibe kn lajya lagiba katha emiti mantri mananku
@sorenfilms
@sorenfilms 4 ай бұрын
​@@monalishadas5020ଠିକ୍ ଅଛି । 9-15 August ର ଅର୍ଥ 9 ରୁ 15 August
@sorenfilms
@sorenfilms 4 ай бұрын
ଠିକ୍ ଅଛି l Hindi ଅନୁସାରେ ତିରଙ୍ଗା ' ହର୍ ଘର୍ ତିରଙ୍ଗା' Odia ଅନୁସାରେ ତ୍ରିରଙ୍ଗା ' ଘରେ ଘରେ ତ୍ରିରଙ୍ଗା '
@rowdy3285
@rowdy3285 4 ай бұрын
@@sorenfilms bhai lo eita hindi lekhaheini ଓଡ଼ିଆ re lekha heichi so ethi hindi katha kahile kn haba je
@BibhasiniDas-kl2xx
@BibhasiniDas-kl2xx 4 ай бұрын
ଦୟାକରି ଯୁକ୍ତାକ୍ଷର ସିଖିକୀ ଆସନ୍ତୁ
@saraswatisahoo5171
@saraswatisahoo5171 4 ай бұрын
ବାଜେ ଗୋଦି ମିଡ଼ିଆ ଆଜି କେମିତି ଚାମଚା ଗିରି କରିନ କିରେ । ଅପାଠୁଆ ଦଳ
@roshnimohapatra2797
@roshnimohapatra2797 5 ай бұрын
"ଜୟ ଶ୍ରୀ ଜଗନ୍ନାଥ 🙏 ପରିବେଶ ସଂରକ୍ଷଣ ଦାୟିତ୍ବ ତୁଲେଇ, ରୋଗ, ଶୋକ ଯେତେ ସବୁ ଦେବା ଆସ ଦୂରେଇ...."❤
@lilianaik5756
@lilianaik5756 4 ай бұрын
ଆମ ମନ୍ତ୍ରୀ ପଞ୍ଚୁଆଲିଟି ଅଛନ୍ତି
@Baladev-7894
@Baladev-7894 4 ай бұрын
ଜଣେ ମାଟ୍ରିକ ପେଲ ପିଲା ଲେଖି ପାରିବେ sir ଆମ ରାଜ୍ୟ ରନେ ତା ମାନେ ଜାଣିନାହାନ୍ତି ଜୟ ଜଗନ୍ନାଥ
@prasantapattanaik862
@prasantapattanaik862 5 ай бұрын
ବୈଜୟନ୍ତ ସାର୍ ମୁଖ୍ୟମନ୍ତ୍ରୀ ହେଇଥିଲେ ଭଲ ହେଇଥାନ୍ତା।
@hrushikeshrout7637
@hrushikeshrout7637 5 ай бұрын
Usko kuchh malum h
@hrushikeshrout7637
@hrushikeshrout7637 5 ай бұрын
Wo kitna bar election defeat hua tere ko malum h
@hrushikeshrout7637
@hrushikeshrout7637 5 ай бұрын
Tu uska relation h kya
@hrushikeshrout7637
@hrushikeshrout7637 5 ай бұрын
Tere ko kuchh malum h abe
@aniltarai9892
@aniltarai9892 5 ай бұрын
Mo bala ta
@sumanarpita9516
@sumanarpita9516 4 ай бұрын
ଏମାନେ ଭଲ ରେ ଓଡ଼ିଆ ଲେଖିପାରୁନାହାନ୍ତି କିନ୍ତୁ ଏପଟେ OTET ପିଲାଙ୍କ qualifying marks ୯୦ ରଖିଛନ୍ତି ........ ଏହିପରି ଭାବେ ଏମାନେ ଓଡ଼ିଆ ଅସ୍ମିତାକୁ ବହୁତ୍ ଆଗକୁ ନେବେ, ଏଥିରେ ଆଉ ସନ୍ଦେହ ନାହିଁ ।
@aswinidas3032
@aswinidas3032 4 ай бұрын
ମୁର୍ଖଙ୍କ ଶାସନରେ ଆଜି ସମସ୍ତେ ସନ୍ତୁଳିତ
@krishnanaikbrothers6459
@krishnanaikbrothers6459 5 ай бұрын
My favorite news fews sir Jay Jagannath 🙏 🙏🙏
@RAJESWARIROUT-co7ps
@RAJESWARIROUT-co7ps 4 ай бұрын
O tv 1st time kichhi bhala news deheila
@pradoshbehura3794
@pradoshbehura3794 5 ай бұрын
ସୁର ଭାଇ ଙ୍କ ହିସାବ ରେ ପାଣ୍ଡିଆନ ଯଦି ସବୁ କରିଛନ୍ତି, ତେବେ ନବୀନ ବାବୁ କଣ କରିଛନ୍ତି? ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଅଫିସର ମାନେ କାମ କରନ୍ତି। କିନ୍ତୁ ଆମ ସୁର ବାବୁ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ଙ୍କ ଜାଗାରେ ଅଫିସର ଙ୍କୁ ଦେଉଛନ୍ତି।😭😭😭
@ajitabhmohanty8557
@ajitabhmohanty8557 5 ай бұрын
Ee paribartana gote khusi aau.....
@BanalataMohanty-bf2ue
@BanalataMohanty-bf2ue 5 ай бұрын
Jaha hau otv ଦେଖେଇଲା thanks
@alllikes1171
@alllikes1171 5 ай бұрын
Bala sarkar
@basantinayak1660
@basantinayak1660 5 ай бұрын
Jay Jagannath
@xyz5493
@xyz5493 4 ай бұрын
ଓଡ଼ିଶା ରେ କେବଳ ଓଡ଼ିଆ ଚାଲିବା ଉଚିତ୍
@sureshdas6263
@sureshdas6263 5 ай бұрын
Thanks news fuse
@debarajdash351
@debarajdash351 5 ай бұрын
Happy Independence day ❤❤❤
@purandarhuika-lk7ro
@purandarhuika-lk7ro 4 ай бұрын
Good news
@DebchanLohar
@DebchanLohar 5 ай бұрын
ଜାଣିଚୁ ନାରଣ ମୁଁ ସ୍ବପ୍ନରେ ଦେଖିଲି ସୁର cm ହେଇଛନ୍ତି... ଠାକୁରଙ୍କୁ ଟିକେ ଡ଼ାକୁନୁ ମୋ ସ୍ବପ୍ନଟା ବାସ୍ତବରେ ପରିଣତ ହେଇଯାଉ 😂😂🇮🇳🇮🇳🇮🇳
@MNDIGITALSARAKANA
@MNDIGITALSARAKANA 5 ай бұрын
Sura bhai right
@143Susanta
@143Susanta 5 ай бұрын
ଏମିତିକା ଖୁସି ହବା କଥା କାରଣ ଏମାନେ ଆମ ଓଡ଼ିଶା ନୁହଁ ଆମ ଭାରତର ଗୌରବ ଏମାନଙ୍କୁ ଆହୁରି motivation କରିବା କଥା ଖାଲି ଏମାନଙ୍କୁ ନୁହଁ ବରଉଁ ସବୁ ପିଲା ନୂଆ ପିଲାଙ୍କୁ ବି ଚାନ୍ସ ଦବା କଥା 🙏🏿🙏🏿🙏🏿
@maakitchenette
@maakitchenette 5 ай бұрын
ନିରପେ୍ଷତା ସମ୍ବାଦ ପାଠକ thank you sir 😅
@dagreswargoud
@dagreswargoud 4 ай бұрын
ନେତାମାନଙ୍କୁ ଏପରି ଟ୍ୟୁସନ ଏକାନ୍ତ ଜରୁରୀ
@jibanjyoti119
@jibanjyoti119 5 ай бұрын
Sura Babu thik kahichhanti ❤
@himansupradhan2777
@himansupradhan2777 5 ай бұрын
Pura thik aau
@satyabratamahalik
@satyabratamahalik 5 ай бұрын
😂😂😂
@GourangRout-ol9vt
@GourangRout-ol9vt 5 ай бұрын
Okvsi❤danda Pani babu❤
@rasmitakahali1376
@rasmitakahali1376 5 ай бұрын
Good morning everyone happy independence day 🇮🇳🙏
@purnachandramohanty5951
@purnachandramohanty5951 5 ай бұрын
Bjp Jatra paty 💃
@SudarshanSethy-t5p
@SudarshanSethy-t5p 4 ай бұрын
Super super super super super super super
@samirkumarrout6294
@samirkumarrout6294 5 ай бұрын
❤Happy Independence Day ❤🇨🇮🌍
@FastFuture24
@FastFuture24 4 ай бұрын
Bala otv
@DEKU_BAKKA
@DEKU_BAKKA 4 ай бұрын
Padian sir great work odissa
@chandrakantaswain2976
@chandrakantaswain2976 4 ай бұрын
ମାନ୍ୟବର ହରିଚନ୍ଦନ ଆଜ୍ଞା କଣ କହୁଣୀ ହଲେଇଲା ଭଳି ଲାଗୁଛି😢😢😢
@geetanjaliacharya6079
@geetanjaliacharya6079 5 ай бұрын
God bless you to your family sir 🙏
@mynameisnew3783
@mynameisnew3783 5 ай бұрын
Love u Suraj Surya bansi
@RanjanSahoo-m2w
@RanjanSahoo-m2w 4 ай бұрын
OTV good news
@laxmidharsaiyan2419
@laxmidharsaiyan2419 4 ай бұрын
ଏଥି ପାଇଁ ଓଡିଶା ବହୁତ୍ ବହୁତ୍ ଆଗରେ
@ramasika970
@ramasika970 4 ай бұрын
Odia asmita 👌
@binayakphotography14
@binayakphotography14 5 ай бұрын
ସୁରାଭାଇ କଥା 👍👍👍👍👍
@UniqueSandip07
@UniqueSandip07 4 ай бұрын
Badhia comedy 😎😎😎😃😃😃😀😆😄😁
@Maa_Hingula_Creation
@Maa_Hingula_Creation 5 ай бұрын
ସେଇଥିପାଇଁ ସବୁଠି ଇଙ୍ଗୀରାଜୀ ଆଉ......😮😮😮😮
@pitabaspradhan-f4i
@pitabaspradhan-f4i 4 ай бұрын
ଏମାନେ କ୍ୟାମେରା ଜୀବି,
@NityanandaPadhi-y7b
@NityanandaPadhi-y7b 5 ай бұрын
Naveen sir 💪💪💪💪💪💪💪💪💪💯👈
@jhadeswarmandal541
@jhadeswarmandal541 4 ай бұрын
ଜଣା ପଡୁଛି ଓଡ଼ିଶାର ମନ୍ତ୍ରୀ ମଣ୍ଡଳରେ ସମସ୍ତେ ମୂର୍ଖ ନୁହେଁ କେହି ଜଣେ ଭୂଲ ଲେଖିଲେ ମଧ୍ୟ ଅନ୍ୟ ମନ୍ତ୍ରୀ ଠିକ୍ କରିପାରୁଛି ଆଉ ଅଲଗା ମାଷ୍ଟର ଦରକାର ହେଉନି
@pradipkumarsahu2327
@pradipkumarsahu2327 5 ай бұрын
Hrusikesh Dash, Host of News Fuse kahibata besi hei jauchi. Tikie kum hele bhala.
@RameshMohanty-n4q
@RameshMohanty-n4q 6 күн бұрын
Bala Bus stand ..........
@NimaiCharanpanda-n4h
@NimaiCharanpanda-n4h 5 ай бұрын
ଓଡ଼ିଆ ଅସ୍ମିତା ଜଳ ଳଳ ଦେଖିବାକୁ ମିଳିଛି
@srikantarauta8200
@srikantarauta8200 4 ай бұрын
ଓଡ଼ିଆ ଅସ୍ମିତା ପୁରା ଝରିପଡିଲା ଆଉ ଲଜ୍ୟା ଲାଗୁନି ଲୋକ ପିଟିବା କଥା 200କୋଟି ଆହୁରି ଓଡ଼ିଆ ଅସ୍ମିତା ପାଇଁ ଲଜ୍ୟା ଲାଗୁନି
@BickyBicky-ct2vm
@BickyBicky-ct2vm 5 ай бұрын
କେତେ ଛୋଟ ମନ ଛୋଟ କଥା ମାନ୍ୟବର ମୂର୍ଖମନ୍ତ୍ରୀଙ୍କ ର‚ ଵାର୍ତ୍ତା ଦବାକୁ ଆସିଛନ୍ତି ଵାର୍ତ୍ତା ନ ଦେଇ ଉପର ଵାଣ କାହିିଁକି ଫୁଟିଲା ନାହିଁ ସେ କଥା ମାଇକି ରେ ପ୍ରଚାରକରି କହୁଅଛନ୍ତି 🤦🤷‍♂️🤦
@arjunkumarbehera4665
@arjunkumarbehera4665 5 ай бұрын
ତ୍ରିରଙ୍ଗା
@arjunkumarbehera4665
@arjunkumarbehera4665 5 ай бұрын
ତିରଙ୍ଗା ନୁହେଁ
@tapandhamudia320
@tapandhamudia320 4 ай бұрын
ଶାଳକୁ ଓଡ଼ିଆ ଆଶୁନି, ଏମାନେ କୁଆଡେ ଓଡ଼ିଶା ଶଭାଳିୱେ
@Kingdom-vk6fb
@Kingdom-vk6fb 5 ай бұрын
News Fuse❌ Roast✅
@manojrout8551
@manojrout8551 5 ай бұрын
ଏତେ ଦିନ ପରେ otv news ଦେଖେଇଲେ କଣ ଦେଖେଇଛନ୍ତିି ଓଡ଼ିଶା ବାସୀ ଜାଣିପାରିବେ 😅
@jasmitasahoo4758
@jasmitasahoo4758 5 ай бұрын
କି ଯୁଗ ହେଲା କାହାକୁ ମୁଖ୍ୟମନ୍ତ୍ରୀ କଲୁ,, ଭୁଲ୍ ରେ ଭାଷଣ ରେ ଭାଷୀ ଗଲି, ଅନ୍ଧ ରାଇଜେ ଗଲି ଦର୍ପଣ ବିକି,,,😮😮😮 ହାତ ରେ ଶାଳଗ୍ରାମ,,, ମୋ ଭୋଟ ଖଣ୍ଡ କ ଫେରା,,, ନା ଓଡ଼ିଆ ନା ହିନ୍ଦୀ ନା ଇଂଲିଶ,, ମୋ ଭୋଟ ଖଣ୍ଡ କ ଫେରା,,otv ଧନ୍ୟବାଦ୍ ଏତେ ଦିନ ପରେ ତୁମ TV channel ରେ ତୁମ ନେତା ର କହିଲ,,, ନିଜ କଥା କୁହ ଅନ୍ୟ ର ବି କୁହ,,,,
@Birabhue-t7s
@Birabhue-t7s 5 ай бұрын
ଭୋଟ ଆଗରୁ ତ ଭାରି କନ କନ ହଉଥିଲ ଏବେ କାଇଁ ଜଳୁଛି 😂😂😂କିଳା ନିଅ
@jasmitasahoo4758
@jasmitasahoo4758 5 ай бұрын
​ଆରେ ଭାଇ ଏ କମେଣ୍ଟ ଟି ସମସ୍ତ ଙ୍କ ପାଇଁ ବୁଝିବା ଲୋକ ଠିକ୍ ବୁଝିବ,,, ଯିଏ ୟାଙ୍କ ମାନଙ୍କୁ ସରକାର କରିଛି,, ଯିଏ ଭୋଟ ଦେଇଛି ତାକୁ ଚାପୁଡ଼ା ଖାଇଲା ଭଳି ଲାଗୁଥିବ,,, ଭୋଟ ଖଣ୍ଡ କ ଫେରା ଓଡ଼ିଶା ର ନିରୀହ ଲୋକଙ୍କୁ
@premprakash9022
@premprakash9022 4 ай бұрын
Katha kuha kandhei pachare vasa nhi kebe
@codingcure788
@codingcure788 4 ай бұрын
Mukhya mantree kn ta vul lekhi delaki
@debendramoharana1442
@debendramoharana1442 4 ай бұрын
Mo balo mukhya mantri
@RajibSahu-k7x
@RajibSahu-k7x 4 ай бұрын
Sura rouat is nice doh
@DineshchandraBhatra
@DineshchandraBhatra 5 ай бұрын
Jai Hind Jai Bharat ⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳
@jitendrakumarbhoi4138
@jitendrakumarbhoi4138 4 ай бұрын
Aitaa real asmitaa
@rightthought9391
@rightthought9391 4 ай бұрын
ଆମ ପୂଜାରୀ sir general ବୋଲି ଖାଲି ପାଠ ଉପରେ ଟିପ୍ପଣୀ ଦିଆଗଲା ଯଦି କୋଉ sc st ଲୋକ ଏ ପରି ଲେଖିଥାନ୍ତ। ତା ଜାତି ଗୋତ୍ର ସବୁ କୁହା ହେଇଥାନ୍ତା।
@nilakantha123
@nilakantha123 5 ай бұрын
ମତେ ଲାଗୁଛି ଭାଇବୋଧେ ଲମ୍ଫ ମାରିବେ
@prasannamuduli4356
@prasannamuduli4356 5 ай бұрын
Super
News Fuse 2 AUG 2024
22:41
OTV
Рет қаралды 130 М.
We Attempted The Impossible 😱
00:54
Topper Guild
Рет қаралды 56 МЛН
The Best Band 😅 #toshleh #viralshort
00:11
Toshleh
Рет қаралды 22 МЛН
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
News Fuse 09 SEPT 2024
21:27
OTV
Рет қаралды 215 М.
News Fuse 10 JANUARY 2025
22:10
OTV
Рет қаралды 39 М.
News Fuse 16 AUG 2024
23:53
OTV
Рет қаралды 118 М.
News Fuse 22 JULY 2024
21:12
OTV
Рет қаралды 335 М.
News Fuse 06 JAN 2025
22:53
OTV
Рет қаралды 93 М.
We Attempted The Impossible 😱
00:54
Topper Guild
Рет қаралды 56 МЛН