News Fuse 22 JULY 2024

  Рет қаралды 324,359

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 290
@batakrushnabehera6311
@batakrushnabehera6311 2 ай бұрын
ସୁରଜ ଭାଇ ଙ୍କ କାମ କୁ ଶହେ ପ୍ରଣାମ 🙏🙏🙏🙏ମନ୍ତ୍ରୀ ହେବ ତ ସୁରଜ ଭାଇ ପରି 🥰🥰
@RinkuRinku-qx3qb
@RinkuRinku-qx3qb 2 ай бұрын
ଶଳା CDMO ପାଗଳ ବୁଢା 👍👍ଶଳା କୁ ମାଡ ଦରକାର
@trilochansahoo9331
@trilochansahoo9331 2 ай бұрын
Sure ଲାଞ୍ଚ ଦେଇକି CDM ଚାକିରୀ କରିଛି Media ଆଗରେ ଏମିତି କହି ପାରୁଛି ସେ ରୋଗୀଙ୍କ କଥା କଣ ଶୁଣୁ ଥିବ
@143Susanta
@143Susanta 2 ай бұрын
ଭାଇ ତମର ବିଶ୍ଵ ପ୍ରସିଦ୍ଧ ସୁରା ସେବନକୁ ମୋର ସତ ସତ ନମନ 🙏🙏🙏 ଲୋକେ କଲେ କିଳା ପୋଲିସ କଲେ ଲୀଳା ଧନ୍ୟ 🙏🙏🙏🙏
@SasmitajenaSasmita-wo1co
@SasmitajenaSasmita-wo1co 2 ай бұрын
0:41
@AshishRath-ll7bm
@AshishRath-ll7bm 2 ай бұрын
​@@SasmitajenaSasmita-wo1coq
@143Susanta
@143Susanta 2 ай бұрын
ଏଠି ହେଇନି କିଛି ଏଠି ହେଇନି କିଛି ଦେଖ ଆଗକୁ କଣ ହଉଛି ଏମିତିକା ଦୁସ୍ୟ କେବଳ ଓଡ଼ିଶାରେ ଦେଖିବାକୁ ମିଳେ ଯୋଉଠି ପ୍ରଭୂ ତ୍ରି ଠାକୁରଙ୍କର ବାସ ସ୍ଥାନ ସେଇଠି ଏମିତିକା ଆଉ ଦେଶ ବାହାରେ କଣ ହବ ହେ ଜଗନ୍ନାଥ ଏମାନଙ୍କୁ ଟିକେ ବୁଦ୍ଧି ଦିଅ ପ୍ରଭୁ 🙏🏿🙏🏿🙏🏿🙏🏿
@debananbharasagar3360
@debananbharasagar3360 2 ай бұрын
ଓଡ଼ିଶା ର ଉଜ୍ଜ୍ୱଳ ସୁର୍ଯ୍ୟ ବନ୍ସି ସୁରଜ୍ 🙏👍🙏👍
@BijaykumarSahoo-mx5tc
@BijaykumarSahoo-mx5tc 2 ай бұрын
ଆଜିର ଏପିଶୋଡ ବହୁତ ବଢିଆ ଥିଲା ଧନ୍ୟବାଦ ନ୍ୟୁଜୁଫିଉଜୁ
@kartiksenapati9371
@kartiksenapati9371 2 ай бұрын
ଧନ୍ୟବାଦ OTV 🎉🎉🎉
@DesiVlogger8293
@DesiVlogger8293 2 ай бұрын
ଆରେ ଏଇତା CDM ନା ଆତଙ୍କବାଦୀ ମୋ ବିନାଶ କାଳେ ବିପରୀତ ବୁଦ୍ଧି 🙏🙏🙏
@anandaparida5966
@anandaparida5966 2 ай бұрын
ସେଇ ଶଳା କୁ ଆଗ ବିଦା କର ସିଏ ନିଜେ ତଳେ ଶୋଉ
@143Susanta
@143Susanta 2 ай бұрын
ଏଇ ଭଳିଆ ରାଲି କରୁଥିବା ଭାଇଙ୍କର ଭାଗ୍ୟ ମୋହାନ ଏମିତିକା ଭାଗ୍ୟ ଯେ ରାଲି କରିବାକୁ ଆସିକି ଜ୍ୱାଇଁ ପୁଅ ଭଳିଆ ଚର୍ଚ୍ଚା ପାଉଛନ୍ତି ମୁଁ ଏବେ ଯିବି ରାଲି କରିବା ପାଇଁ
@susantakumarsahoo186
@susantakumarsahoo186 2 ай бұрын
Bhai se reporter bhainku salute. Bhai mu thile se galua CDMO ku bajeithanti...
@SudeerPatro
@SudeerPatro 2 ай бұрын
Thank you ❤ OTV 🎉🎉🎉
@PrakashTarai-q9u
@PrakashTarai-q9u 2 ай бұрын
ଧର ଧର ଧର ମାଗିହା ମାନଙ୍କୁ
@ajayanahak5780
@ajayanahak5780 2 ай бұрын
ଏ ମାନଙ୍କୁ କୋ ବାଳକୁ JOB ରେ ରଖୁଛନ୍ତି ସରକାର 😮😮😮 ସଳା କୁଆଡ଼ୁ କୁଆଡ଼ୁ ସବୁ JOB କରିବା ପାଇଁ ଆସୁଛନ୍ତି ବେ |
@ArunDas-hc5zz
@ArunDas-hc5zz 2 ай бұрын
ମଦ ପିଇବା ଦୃଶ୍ୟ ,ଅତି ବାହୁଲ୍ୟ ଉପସ୍ଥାପନା
@143Susanta
@143Susanta 2 ай бұрын
ଏମିତିକା ବେଡ଼ ଥାଇ ନଥାଇଲା ଭଳି ଏମିତିକା ଦୁସ୍ୟ କେବଳ ଓଡ଼ିଶାରେ ଧନ୍ୟ ହେ 🙏🏿🙏🏿🙏🏿
@surendranathrath4711
@surendranathrath4711 2 ай бұрын
ନୟାଗଡ଼ CDMO କୁ କିଏ ଚାକିରୀ ଦେଇଛି? ଲଜ୍ଜିତ ଓଡିଶା ନା ଓଡିଶା ସରକାର
@maitri56
@maitri56 2 ай бұрын
Aajika episode khoob interesting aau dumdaar. 👍👍👍👍
@143Susanta
@143Susanta 2 ай бұрын
ନେତା ଭାଇ ଏମିତିକା ଵେବସ୍ତା କରିଥିବାରୁ ମତେ ବହୁତ ଖୁସି ଲାଗୁଛି ମୁଁ ଭାବୁଛି ଗରିବ ଲୋକଙ୍କୁ ଯଦି କିଛି ଖାଇବାକୁ ଦେଲେ ଭଲ ହୁଅନ୍ତା
@krishnanaikbrothers6459
@krishnanaikbrothers6459 2 ай бұрын
Super news sir Jay Jagannath 🙏
@PandaBabu-od6hc
@PandaBabu-od6hc 2 ай бұрын
Thanks 🙏 otv😅
@bichitramalik2196
@bichitramalik2196 2 ай бұрын
Sabuthu best episode sir 👌
@Goutambehera-km3ge
@Goutambehera-km3ge 2 ай бұрын
Suraya Bansi Sir You Are God
@surendranathrath4711
@surendranathrath4711 2 ай бұрын
ନୟାଗଡ଼ CDMO କଣ ମଦ ନା ଗଞ୍ଜେଇ ନେଇଛନ୍ତି? ନିଜ ମେଡିକାଲ କଥା କୁ WORLD SCIENCE ପାଠ ପଢାଉଛି.
@DhaneJankar
@DhaneJankar 2 ай бұрын
ମାଗିହା ଆଗରୁ ଫିକ୍ସ୍କ ହେଇଛି ଶଳା ଆଗରୁ ଏତେ ଟିଫିନ୍ ଆଉ ଚ୍ୟାର କୋଉଠି ଥିଲା
@bidyutlatabiswal8572
@bidyutlatabiswal8572 2 ай бұрын
Jay Jagannath 🙏
@NewStatusworld143
@NewStatusworld143 2 ай бұрын
Nayagarh CDMO sir Vanga tika mari6anti baaa......
@AbhiMahanand-y6s
@AbhiMahanand-y6s 2 ай бұрын
Thank you ❤️❤️❤️ OTV
@biswaranjandora9211
@biswaranjandora9211 2 ай бұрын
ବହୁତ ସୁନ୍ଦର ଉପସ୍ଥାପନା❤
@FakirMohan-fg9te
@FakirMohan-fg9te 2 ай бұрын
ଏ ବୁଢ଼ା ମଉସା ର ମୁଣ୍ଡ କାମ କରୁନି ଏହାକୁ ରାଞ୍ଚି ପାଗଳ ଖନା କୁ ପଠେଇ ଦିଅ ବୁଢ଼ା ସେଇଠି ତଳେ ସୋଇଥାଉ
@tapanamahapatrababu8705
@tapanamahapatrababu8705 2 ай бұрын
ନୟାଗଡ଼ ମେଡିକାଲ ର CDM ଙ୍କର ମୁଣ୍ଡ ଖରାପ୍ ହେଇଯାଇଛି ତାକୁ ବିଦା କରିକି ନୁଆ CDM ରଖନ୍ତୁ ସରକାରଙ୍କୁ ଅନୁରୋଧ
@drtusharranjanmishra3810
@drtusharranjanmishra3810 2 ай бұрын
Suryabanshi Suraj zindabad 🌹🌹🌹🌹🌹🌹🌹🌹🌹🌹
@KalpataruNayak-i4g
@KalpataruNayak-i4g 2 ай бұрын
I love news fuse
@Gayatri-xg6xi
@Gayatri-xg6xi 2 ай бұрын
Dhanyawad otv
@JayantiPattanayak-tr1ij
@JayantiPattanayak-tr1ij 2 ай бұрын
Jay jay ho
@purnakar3844
@purnakar3844 2 ай бұрын
ଏଇଭଳି CD Mo କୁ ତ ପ୍ରଥମେ ଅଞ୍ଚଳବାସୀ ନଇତ୍କଳକୁ ନେଇ ଫୁଲ ଚନ୍ଦନ ଦେବା କଥା
@kartikarout7124
@kartikarout7124 2 ай бұрын
ନିଉଜୁଫିଉଜୁ ରେ ସବୁଠାରୁ ପୁରୁଣା ଜ୍ଞାନକୋଷ ହେଉଛି ସବୁଠାରୁ ବଡ଼ ଠକ୍
@soumyaranjanbarik4734
@soumyaranjanbarik4734 2 ай бұрын
ସବୁବର୍ଷ ରଥ ଆଗରେ ସେ ଓଡିଶୀ,କିର୍ତ୍ତନ,ପାରମ୍ପରିକ ନୃତ୍ୟ କରି କରି ଏବର୍ଷ ଭକ୍ତ ମାନେ ରଥଆଗରେ କିଛି ନୂଆ କରିବାକୁ ପ୍ରୟାସ କରିଥିଲେ ଧର୍ମ ସହିଲେ ହେଲା😢😢😢
@mamatamohapatra8559
@mamatamohapatra8559 2 ай бұрын
Namaskar, bahut bhala lagila
@kartikeshwar-hz8ih
@kartikeshwar-hz8ih 2 ай бұрын
ଜୟ ଜଗନ୍ନାଥ🙏
@JyotsnaraniNayak-iv4gl
@JyotsnaraniNayak-iv4gl 2 ай бұрын
Cdmo କୁ ବାହାର କରାଯାଉ
@rajlaxmisahu5208
@rajlaxmisahu5208 2 ай бұрын
ହଇରେ ନାରଣ ମତେ ଲାଗୁଛି ବୟସ ବଢିବା ସାଙ୍ଗେ ସାଙ୍ଗେ CDMO SIR ଙ୍କର ମୁଣ୍ଡରେ ବହୁତ ଗଭୀର ଜ୍ଞାନ ଅଛି ଭାରତ ବିଷୟରେ ,ତେଣୁ ତମେ ତାଙ୍କୁ ସେ ପଦବୀରୁ ବାହାର କରି କୌଣସି UPSC COACHING ର EXPERT ଭାବେ ରଖିବାର କୌଣସି ବନ୍ଦୋବସ୍ତ କଲେ ଭଲ ହୁଅନ୍ତା । ଯାହାଦ୍ୱାରା ସେ ନିଜ ଜ୍ଞାନର ପ୍ରସାରଣ କରି ପାଗଳପଣରୁ ମୁକ୍ତି ପାଆନ୍ତେ ।
@RaviDansana
@RaviDansana 2 ай бұрын
ଏହା ରଥ ଯାତ୍ରା ନୁହେଁ, ଯୁଦ୍ଧ ଯାତ୍ରା, କଳିଯୁଗ ବିନାଶ ହେବାର ପ୍ରଥମ ସୋପାନ
@dz_shiva_2.0
@dz_shiva_2.0 2 ай бұрын
🔥🔥🔥🔥
@fullbobalindia
@fullbobalindia 2 ай бұрын
Cary on bhai
@sulochanaojha2580
@sulochanaojha2580 2 ай бұрын
Suraja bhai god bless u atedine samastanka dukha jib
@gvramani4995
@gvramani4995 2 ай бұрын
🙏🏻🙏🏻🙏🏻sir cdm drink karichi kete relax Hoi basichi speech deuchi😊😊
@ManuaGahan
@ManuaGahan 2 ай бұрын
Jaja pur ru mu dekhuchi sir mo name sibeswar mo name tk kuha news fuse re mu sabubele like karuchi
@MR.NAHAK-334
@MR.NAHAK-334 2 ай бұрын
ମୁଁ ଗୁରୁଜନ ମାନେ ଗାଳି କରିଲା ବେଳକୁ ଯୋଉ କହନ୍ତି ପଞ୍ଚ ଆଉ ଡିହ ଗାଲୁଆ ଏ CDM ଜଣଙ୍କ ହୋଉଛନ୍ତି ଡିହ ଗାଲୁଆ😂😂😂
@dhirenamanta6811
@dhirenamanta6811 2 ай бұрын
ନୟାଗଡ ଗମେଣ୍ଟ ହସ୍ପିଟାଲ ର ସିଡିଏମ ପାଗଳ ହେଇ ଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୁ ପଚାର ଏହାର ଉତ୍ତର ଦେବେ
@rashmitadhala-o5k
@rashmitadhala-o5k 2 ай бұрын
Nayagarh SDMA ra galaku galaku pitiba katha...
@KeshabTaria-bl4cn
@KeshabTaria-bl4cn 2 ай бұрын
ସେ C D M କୁ ବାହାର କରାଯାଉ
@soumyaranjanbarik4734
@soumyaranjanbarik4734 2 ай бұрын
କଥାରେ ଅଛି ପରା ମାଛ ଖାଇବ ଈଲିସି ଚାକିରି କରିବ ପୋଲିସ ଭାଇମାନେ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି
@PandaBabu-od6hc
@PandaBabu-od6hc 2 ай бұрын
Good bro
@PhilipPatamajhi-x1j
@PhilipPatamajhi-x1j Ай бұрын
Very Good
@RAJKISHORACHARY
@RAJKISHORACHARY 2 ай бұрын
Cdmo sir you are best in the world
@sanjayasethi157
@sanjayasethi157 2 ай бұрын
Suraj is good neta
@biswanathkar2758
@biswanathkar2758 2 ай бұрын
ଗାଲୁଆ ଟା
@soumyaranjanbarik4734
@soumyaranjanbarik4734 2 ай бұрын
ଆନ୍ଦୋଳନକାରୀ ମାନଙ୍କୁ ଏଭଳି ଚର୍ଚ୍ଚା କରିବା ମୋ ଆଖିଫିଟିବା ଦିନଠାରୁ ଦେଖିନଥିଲି
@SarojSutar-p2c
@SarojSutar-p2c 2 ай бұрын
ଦୁଖ ଲାଗି ଲା ମେଡିକାଲ ଉଚ କର୍ତ୍ତୃପକ୍ଷ ମହା ମାନବ. 😮କି କଥା ଦେଖ
@sureshexpress3155
@sureshexpress3155 2 ай бұрын
Right sir
@gourangasahu-sy1jk
@gourangasahu-sy1jk 2 ай бұрын
Jay Jagannath Jay odisha Jay bharat super news 😁😁😁😁😁
@prasantaroutraya4952
@prasantaroutraya4952 Ай бұрын
Nice episode,cdmo is one cool funny officer😅
@prasantapadhan8452
@prasantapadhan8452 2 ай бұрын
Super sambadika
@bidyabhusan9098
@bidyabhusan9098 2 ай бұрын
Suryabanshi Suraj ଭାଇ ❤❤❤
@TapaswiniAcharya-j3e
@TapaswiniAcharya-j3e 2 ай бұрын
Jay jaganath
@gvramani4995
@gvramani4995 2 ай бұрын
Mu sabu bele news fuse dekhe❤❤❤
@Rajeshkumars42
@Rajeshkumars42 2 ай бұрын
Super otv
@ashirbad151
@ashirbad151 23 күн бұрын
Joy suraj bhai
@dhembram6713
@dhembram6713 2 ай бұрын
ସିଡିଏମ୍ ଙ୍କୁ ତୁରନ୍ତ ହଟାଯାଉ
@aviramrout4836
@aviramrout4836 2 ай бұрын
15:58 ଏଇଟା ପୁରା ଗାଲୁଆ ଲୋକଟା😀
@SagaR-qf1ub
@SagaR-qf1ub 2 ай бұрын
👍🏻👍🏻👍🏻
@BeheraBehera-ux8bf
@BeheraBehera-ux8bf 2 ай бұрын
Good
@AbinashSai-p2l
@AbinashSai-p2l 2 ай бұрын
Polic bhai🥵
@KunaNahak-rk9xw
@KunaNahak-rk9xw 2 ай бұрын
Very nice 🎉🎉❤❤
@soumyaranjanbarik4734
@soumyaranjanbarik4734 2 ай бұрын
CDMO ନିଜେ ଜଣେ ପାଗଳଙ୍କ ଭଳି କଥା କହୁଛନ୍ତି କଟକ ଚିନ୍ତା ବାଈ ମୁଣ୍ଡିକି ନିଜ କଥା ନିଜେ ସମ୍ଭାଳ
@BiswhajitmalikBiswhajitmalik
@BiswhajitmalikBiswhajitmalik 2 ай бұрын
Jai Ho soraj bhai
@BaikunthaPrusty-jp2bp
@BaikunthaPrusty-jp2bp 2 ай бұрын
ନୟାଗଡ ମୃଖ୍ୟ ଚିକିତ୍ସାଳୟ ଅବସ୍ଥା ଯଦି ପାଣି ମୁନ୍ଦାଏ ପାଇଁ ମୂଖ୍ୟ ଅଧିକାରୀ ଏପରି କୁହନ୍ତି ରୋଗିକୁ ବିନା ପାଣିରେ ଟାବଲେଟ୍ ଗିଳିବା ପାଇଁ ନିଶ୍ଚୟ ପରାମର୍ଶ ଦେଉଥିବେ।😂
@ramkanthapradanpradan5576
@ramkanthapradanpradan5576 2 ай бұрын
Very nice
@user-mv9cr3dj4Nihar
@user-mv9cr3dj4Nihar 2 ай бұрын
ଏଇ ଭଳି CDMO ମାନଙ୍କୁ ବହିଷ୍କାର କରିବା କଥା.... ଯାହାର କି ମତିଭ୍ରମ ହେଇଗଲାଣି...
@sudhanabhoi4980
@sudhanabhoi4980 2 ай бұрын
ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ମହାଶୟ କୁ ଭାରତ ରତ୍ନ ଦେବେ । ଆଉ ଢକଲମ ଦେବେ 😅
@143Susanta
@143Susanta 2 ай бұрын
ଏମିତିକା ଵେବସ୍ତା କେବଳ ଓଡ଼ିଶାରେ ଦେଖିବାକୁ ମିଳେ ଏମିତିକା ଦୌଡିଲେ odisha ପୋଲିସ ଵାଲା ଅଲିମ୍ପସରେ gold ଆଣିଥାନ୍ତେ ମୁଁ ଅନୁରୋଧ କରୁଛି ଆମର ପୋଲିସ ମାନଙ୍କୁ ଭାଗନବା ପାଇଁ ଓଲିମ୍ପସ ନାଁ ଲେଖିବା କଥା
@Ratnakarswain2
@Ratnakarswain2 2 ай бұрын
ଭଲ ପାଠ ପଢିଛି😂
@sudhansukumarbal3419
@sudhansukumarbal3419 2 ай бұрын
Nice public consciousness program
@babimalik2995
@babimalik2995 2 ай бұрын
ଏମାନକ ଗାଡିରେ ଵାଡିପୁରେଇ ଦିଅ
@probot1436
@probot1436 2 ай бұрын
BB bhai
@manojpanda1997
@manojpanda1997 2 ай бұрын
ଏ cdmo କୁ ବାନ୍ଧି କି ବାଡେଇବା କଥା,,,Aku kea CDMO KARICHI.....
@mylifevlgs
@mylifevlgs 2 ай бұрын
ଶଳା CDMO ପାଗଳ ଭୁଡା ମାଡ ଦରକାର
@bijaypingua9571
@bijaypingua9571 2 ай бұрын
ଆମ ମୁଖ୍ଯ ମନ୍ତ୍ରୀ ମୋହନ ବାବୁ ଉତ୍କଳମଣି ଗୋପବନ୍ଧୁ ଦାସ ବଦଳରେ ଉତ୍କଳମଣି ମଧୁସୁଦନ ଦାସ ବୋଲି ଭାସଣ ମାରି କହିଲେ ତାକୁ ଟିକେ ନ୍ୟୁଜ୍ ଫ୍ୟୁଜ୍ କୁ ଆଣ (ଯଦି ଦମ୍ ଥିଲେ) 😂😂😂😂
@SADHUSINGH-bo2mq
@SADHUSINGH-bo2mq 2 ай бұрын
Sir apana mane tk Mayurbhanj ra baripada City ,PRM Hospital ra news tk nebe please......🙏🙏🙏🙏
@baikunthabehera3971
@baikunthabehera3971 2 ай бұрын
sir nku khali jabuda .abasyak paduchhi .jay jagannatha
@GOURAHARIMOHANTA-db5zz
@GOURAHARIMOHANTA-db5zz 2 ай бұрын
ଏଇଟା ଗୋଟେ ପାଗଳ,
@AswiniMoharana
@AswiniMoharana 2 ай бұрын
CDMO ପାଗଳ ତାକୁ ବହିଷ୍କାର କର
@kishoreprasaddash1055
@kishoreprasaddash1055 2 ай бұрын
POLAA ICE🧊
@SaratDalai-o7y
@SaratDalai-o7y 2 ай бұрын
ଚିକେନ ମିଲଟେ ଦେଇଥିଲେ ଆଉ ଟିକେ ଭଲ ହେଇ ଥାଆନ୍ତା
@BijaykumarSahoo-mx5tc
@BijaykumarSahoo-mx5tc 2 ай бұрын
ଏ ମା ଗିଁହା ମୂର୍ଖ ପାଗଳ ଚୋଦା ସଳା ହାରାମି କୁ ସିଘ୍ର ଚାକିରିରୁ ବାହାର କରନ୍ତୁ ଏଇଟା ଡ୍ରଗ ବ୍ରାଉନ ସୁଗାର ଖାଉଛି ପରମ ମା ଗିଁହା ଚୋର ଡକାୟତ ମଣିଷ ମରା ଅମଣିଷ କୋଉଠି କାର
@gangadharbarik2204
@gangadharbarik2204 2 ай бұрын
ମଦ ପିଦେଇଛି
@narayansahu4193
@narayansahu4193 2 ай бұрын
ଏ ଶଳା CDMO ବାୟା mg କୁ ମାଡ଼ ଦରକାର
@SashikantMohanty-k7s
@SashikantMohanty-k7s Ай бұрын
Gote thara bhadrak hade quarter hospital asi dakhijantu pasent ki problem ra
News Fuse 23 SEPT 2024
20:53
OTV
Рет қаралды 281 М.
Кәсіпқой бокс | Жәнібек Әлімханұлы - Андрей Михайлович
48:57
News Fuse 2 AUG 2024
22:41
OTV
Рет қаралды 124 М.
News Fuse 20 SEPT 2024
18:57
OTV
Рет қаралды 373 М.
News Fuse 16 AUG 2024
23:53
OTV
Рет қаралды 109 М.
News Fuse 13 SEPT 2024
21:52
OTV
Рет қаралды 128 М.
News Fuse 14 Oct 2024
21:16
OTV
Рет қаралды 34 М.