News Fuse 20 SEPT 2024

  Рет қаралды 155,315

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 91
@balarammallick9372
@balarammallick9372 13 сағат бұрын
ସରକାରୀ ବାବୁ ମାନଙ୍କର ଯଦି no work no pay ନିୟମଟା ଲାଗୁ ହୁଅନ୍ତା ତାହାଲେ ସେମାନେ ଠିକ୍ ଜାଣନ୍ତେ ଲୋକଙ୍କ ପଇସା ଖାଇକି ପେଟ ବାହାର କରୁଛନ୍ତି
@-manas-ranjan-143
@-manas-ranjan-143 Күн бұрын
ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ !!
@CHIKUN.CREATION.1234
@CHIKUN.CREATION.1234 Күн бұрын
ସରକାରଙ୍କ ଗୋଟେ ଇଚ୍ଛା ମଦ ପିଅ ଝଗଡ଼ା କରି ମର accident କର ଆଉ BSKY/ଗୋପବାନ୍ଧୁ କାର୍ଡରେ ପଇସା ନିଅ । ଶଳା ସରକାର ଆମ ପଇସା ନେଇ ଆମକୁ ଦେଉଛନ୍ତି । ଦୟାକରି ମଦ ବନ୍ଦ କର । ନହେଲେ ନେତା ମନ୍ତ୍ରୀଙ୍କ ପୁଅ ମଦ ପିଇ ମଲେ ସେ ଠିକ୍ ଜାଣିବେ😢😢😢
@BirendraBarik-yb2tv
@BirendraBarik-yb2tv 55 минут бұрын
💯 right katha Bhai amemane misi samaste mada lagi swara government rali haba ta hele odisha good health, good mind people's and good odisha heba 🎉🎉🎉🎉🎉.....
@GeetajiBehera
@GeetajiBehera 19 сағат бұрын
୧୦ ହଜାର କୋଟି ଆସୁଛି.. ୧୫ ହଜାର କୋଟି ଟଂକା ସରକାର କଂ କ୍ଷତି ହେଉଛି
@MoheswarRetta
@MoheswarRetta 18 сағат бұрын
ଏହି ଶିକ୍ଷକମାନଙ୍କ ବୁଦ୍ଧି ଜ୍ଞାନକେତେ ଅଧିକ ପିଲାମାନଙ୍କୁ କେମିତି ଶିକ୍ଷାଜ୍ଞାନ ଦେଉଥିବେ ସହଜେ ଅନୁମାନ ହେଉଛି,
@RANJANROUTRAY-pr8qr
@RANJANROUTRAY-pr8qr Күн бұрын
ଏଥିରୁ ଜଣା ପଡିଲା ମଦ ପାଇଁ ସରକାର ଦାଈ ନୁହନ୍ତି ଶୁଣିଥିଲୁ ମାଗଣା ପଡିଲେ ଲୋକ ଆଣ୍ଠେଇ କି ପିଚୁ ଗିଳନ୍ତି ଆଜି ପ୍ରମାଣ ମିଳିଗଲା ଲୋକ ମାନେ ମଦ ନ ପିଲେ ଦୋକାନୀ କଣ ମାଗଣା ରେ ଘରେ ଆଣି ଦେଇଦେବକୀ 😄🙏
@Bayarbabu-r8i
@Bayarbabu-r8i 17 сағат бұрын
ସରକାର ଲୋକଙ୍କ ଠୁ ଛୋଡେଇବା ଅପେକ୍ଷା ମଦ factoryଆଗ ଵଦ କରନ୍ତୁ
@balarammallick9372
@balarammallick9372 13 сағат бұрын
Vai thik kahicha mulu maile jibasari debnaka sange kimpa kari
@pk_creation_pkd
@pk_creation_pkd Күн бұрын
🙏ଜୟ ଜଗନ୍ନାଥ 🙏
@prasantapattanaik862
@prasantapattanaik862 Күн бұрын
ଜ୍ଞାନ ନ ଥାଇ ଅଧ୍ୟାପକ,ମୋଟା ଦରମା। କିନ୍ତୁ ଜ୍ଞାନ ଥାଇ ଆଉଟସୋର୍ସିଂ ରେ କମ୍ ମଜୁରୀ ରେ କାମ କରିବ। ୟେ ଆମ ଓଡ଼ିଆ ଅସ୍ମିତା। ହେତ୍ ଓଡ଼ିଶାର ସରକାର।
@prasantapattanaik862
@prasantapattanaik862 Күн бұрын
ଦଳେ ଲୋକ ଆସି ତହସିଲଦାରକୁ ଜୋର୍ ଟଣାଭିଡା କରନ୍ତୁ।
@NishankaMallick
@NishankaMallick 17 сағат бұрын
ବିଶ୍ଵ ଜଗତରେ ଏମିତିଆ ମଦୁଆ ବିରଳ
@gatikrishnasahoo3845
@gatikrishnasahoo3845 Күн бұрын
ଖାଲି Khantapada Tahasil office ରେ ନୁହେଁ ସାରା ଓଡିଶା ରେ ଅଧିକାଂଶ ତହସିଲ ଅଫିସ ର ଏଇ ଅବସ୍ଥା
@cnckoraputiaking6394
@cnckoraputiaking6394 14 сағат бұрын
ଓଡିଶା ହିଁ ମଦ ଓଡିଶା କିପରି ହେବ ସ୍ଵଛ ଓଡିଶା
@JaydevNaik-n8o
@JaydevNaik-n8o 12 сағат бұрын
Sarakaribabunkaro to sodabele 2ti bahanaru gotia kuhanti.Meeting re au nohele field duty re . Thank you babumane.
@BaiaBaba-x6m
@BaiaBaba-x6m 18 сағат бұрын
ତହସିଲଦାର ଓଗରେ ଯେତେ ପ୍ରକାର ସବୁ ମାଫିଆ ଅଛନ୍ତି ତାଙ୍କ ସହ ମିଶି ଦଲାଲ୍ କାମ କରୁଛନ୍ତି, ସେମାନଙ୍କ ଗାଡି ତହସିଲ ରେ ଲାଗିଛି,ବାବୁ ମାନେ ବସି ସେମାନଙ୍କ କାମ କରୁଛନ୍ତି,ଚକ ଜାଗା ରୁ ଗରିବ ଲୋକମାନେ ଘରବାଡ଼ି ପଟା ପାଉନଥିବା ବେଳେ ଦଲାଲ୍ ମାନେ ପଟ୍ଟା ପାଇଛନ୍ତି,
@143Susanta
@143Susanta Сағат бұрын
ହଉ ଯାହା ଦିବସ ହଉଛି ହଉ ମଧୁବାବୁ ବି ଆମର ବୀର ପୁରୁଛ କି ନାହିଁ କହିଲ ନାରଣ ସାର ଏଠି ଜାଣି ପାରୁନାହାନ୍ତି ତ ପିଲା କେମିତିକା ଜାଣିବେ ମୁଁ ବୁଝିପାରୁନି ସାର ମାନଙ୍କୁ କିଏ ଏତେ ଦରମା ଦଉଛି ଓ କାହିଁକି
@143Susanta
@143Susanta Сағат бұрын
ଆଜି ସରିଲେ କାଲି କଥା ବୁଝିବେ ହେଲେ ମୁଁ ବୁଝି ପାରୁନି ଭାଇ ଯଦି ବୋତଲ ଭାଙ୍ଗିବେ ଗୋରୀର ଦ୍ୱାରରେ ଗୋରୀ ଯିବେ କୁଆଡେ
@BinodKumarPatra-sr8ys
@BinodKumarPatra-sr8ys 2 сағат бұрын
Bohut bholo lagila aji ro news
@ashokkumardas6003
@ashokkumardas6003 23 сағат бұрын
ସରକାର୍ ସବୁଥିରେ କଲର୍ ମାରୁଛନ୍ତି, ମଦୁଆ ଙ୍କ ଠାରେ କଲର୍ ମରିବା ଯୋଜନା ଆରମ୍ଭ କରନ୍ତୁ
@geetanjaliacharya6079
@geetanjaliacharya6079 22 минут бұрын
God bless you to your family sir 🙏
@143Susanta
@143Susanta Сағат бұрын
କି ଦୁଃଖ ଅମ୍ବୃତକୁ କିଏ ଏମିତିକା କରୁଛି ଧର୍ମ ସହିବନି ତାକୁ ହଇଓ ନାରଣ କହନି କିଏ ଏମିତିକା କରୁଛି ଯିଏ ପ୍ରବଚନ ଦିଏ ସିଏ କଣ ନିଜେ ବେବହାର କରେକି 🤣😂🤣 ଏଇଟା ଶାସ୍ତ୍ରରେ ଲେଖା ଅଛି
@nksahoo4123
@nksahoo4123 13 сағат бұрын
ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ମଧୁବାବୁ ଦେଖିବାକୁ ଏକାଭଳି ।ବୋଧହୁଏ ସେଥିପାଇଁ ସାର୍ ମାନେ Confuse ହେଇଗଲେ। ସେଥିପାଇଁ ମଧୁବାବୁ ଙ୍କ ଫୋଟ କୁ ନେଈଆସିଛନ୍ତି ଆଉ ।😂😂😂
@pinkusahu9321
@pinkusahu9321 7 сағат бұрын
କେତେ ଜଣ ଅଫିସର କୁ ସସ୍ପେଣ୍ଡ କରିଦେଲେ ସୁଧାରିଯିବେ ନହେଲେ ସୁଧରିବେନି
@raghunathduari563
@raghunathduari563 Күн бұрын
Jay jagannath
@jagannathacharya3344
@jagannathacharya3344 9 сағат бұрын
Jay Jagannath 🙏
@lingarajsunani528
@lingarajsunani528 11 сағат бұрын
Right katha sir 😢😢😢
@143Susanta
@143Susanta Сағат бұрын
ଯାହା ହଉ ଯିଏ ବି ହେଲେତ କାମ କରୁଛନ୍ତି ସବୁଠୁ ଭଲ ହେଉଛନ୍ତି ଏଇ fan ଆଉ bulb ଏମାନଙ୍କୁ ଦରମା ଦବାକଥା 🤣😂🤣 ଭାଇ ସେ ଲଣ୍ଡନ ଯାଇଛନ୍ତି ଫେରିଲେ ସବୁ କାମ କରିବେ ଆପଣଙ୍କର
@premchandmohanta7446
@premchandmohanta7446 8 сағат бұрын
ଯଦି ଦମ ଅଛି ତା'ହେଲେ କାରଖାନା ବନ୍ଦ କରନ୍ତୁ ଆଗେ
@Sanjaybabu220
@Sanjaybabu220 Сағат бұрын
Nice episode sir 😊
@BishikeshanNayak-iu9sp
@BishikeshanNayak-iu9sp 14 сағат бұрын
Sabu sarokari office re abohela jogun sarokri santha ku besarokri karajauchi
@bishwajeetoram2059
@bishwajeetoram2059 2 сағат бұрын
ପଶିସ ବର୍ଷ କଣ କରିଲା ନବୀନ ବୁଢ଼ା ସେ ତ ମଦ ବନ୍ କରି ପାରିଲା ନାହିଁ ଏବେ କନ ହେଲା
@bhimagouri7190
@bhimagouri7190 11 сағат бұрын
Good news 🙏🙏
@ranjitsatapathy5951
@ranjitsatapathy5951 Күн бұрын
It is bad luck of poor primary school who failed to make understand its students to identify madhu babu with sarba palli who in college being lecturers befool future citizens, very shame to say it is a college
@SumanMarandi-t4y
@SumanMarandi-t4y 7 сағат бұрын
Good father
@jayramraj6074
@jayramraj6074 Сағат бұрын
Ea college sir nka Guru bhakti dekhi Naranara mana pura bimohita hoigala ki desa bhakti.
@babulakanhar062
@babulakanhar062 18 сағат бұрын
Bahut bhala au kara
@Mohini-i2m
@Mohini-i2m 7 сағат бұрын
A news ta sarkar dekhithile bhari bhala huanta rajaswapain lokanka jibana saha kheluchi
@SumanMarandi-t4y
@SumanMarandi-t4y 7 сағат бұрын
Yes
@umeshchandraguin1521
@umeshchandraguin1521 13 сағат бұрын
ହେ ଭଗବାନ 😮😮😮😮😮😅😅😅😅
@jayramraj6074
@jayramraj6074 Сағат бұрын
Odisha re jete block achhi sabu block re tahsildar amiti dughty kahuchanti hele sarkarnka Sethi prati jamaru drusti nahin.jaha dwara lokamane bahut hairana hauchanti. Hele prasasana ra a jaye Aakhi kholuni. Athi prati Goment drusti deba nihati darakara.
@suhantasandha2049
@suhantasandha2049 Күн бұрын
Super she upar 😂😂😂😂😂😂
@OmmiOn
@OmmiOn 6 сағат бұрын
Oh my God 😂😂🤣🤣 mind blowing 😇😇🌹🌹🌹🌹🎉🎉🎉
@saroj1296
@saroj1296 16 сағат бұрын
Madhubabu swagatam
@143Susanta
@143Susanta Сағат бұрын
ଏଇ ଭାଇ ପ୍ରକୁତ ଅମ୍ବୃତ ସେବନ କରୁଛନ୍ତି ଏଇ ଭଳିଆ ଭକ୍ତ ରହିଲେ ସବୁ ଦେବା ଦେବୀ ସବୁ ଅମ୍ବୃତ ଆଣିକି ଆଙ୍କୁ ଦେଇଦେବେ 🤣😂🤣😂
@pinkusahu9321
@pinkusahu9321 7 сағат бұрын
❤❤❤❤🙏🙏🙏
@narendrarout6186
@narendrarout6186 23 сағат бұрын
🙏
@4msportsbyraju343
@4msportsbyraju343 8 сағат бұрын
Last one😢😢 20 :00
@ManasKumar-s2v
@ManasKumar-s2v Күн бұрын
Bhai tame tamar phoon n dia dagsaharakk kichi debi
@HatiaThakura
@HatiaThakura 16 сағат бұрын
Bhai bhata kebe badhib
@AzadAli-l5v
@AzadAli-l5v 15 сағат бұрын
👍🌹
@jayramraj6074
@jayramraj6074 58 минут бұрын
mulu maile jiba sari debanka sange kimpa kali. Mada Srusti kariba kahinki taku puni loka dekhania nasta kariba kahinki.dhanya Aama odisha sarkar.
@TilchanPujari
@TilchanPujari 3 сағат бұрын
Doctar obahela jangu hemiti. Huhe bapa hni bapa 😂
@BKD.Creation
@BKD.Creation 7 сағат бұрын
Botala bhangibi gori ta duare 😅😅😅😅😅😅😅
@dibyendunayak6930
@dibyendunayak6930 5 сағат бұрын
Vip (s) local (report)mido
@sudhansukumarbal3419
@sudhansukumarbal3419 17 сағат бұрын
Many many thanks
@laxmandakua8452
@laxmandakua8452 21 сағат бұрын
Mada pain loka kete talaku khasijauchanti
@ranjitsatapathy5951
@ranjitsatapathy5951 Күн бұрын
All drunkards collect empty bottles
@DhaniramBhatra-w2i
@DhaniramBhatra-w2i 9 сағат бұрын
Subu Tasilre amiti
@shibashankarsahu3740
@shibashankarsahu3740 12 сағат бұрын
Balangir re k be heba nakali mada jabad
@user-mx9xe6gt6n
@user-mx9xe6gt6n 10 сағат бұрын
Jotia krama cariku 2ta fen pura saap
@SakuntalaDalai-t3r
@SakuntalaDalai-t3r 16 сағат бұрын
AetAthinunha
@jayramraj6074
@jayramraj6074 Сағат бұрын
Ea police Bala ate nirdaya kahinki haucha.ate gudaye mada nasta na kari gariba madua mananku banti dele semane bahut upakruta hei thante. Bichara Bhai kete Aasa nei Aasithila
@kumarsp2830
@kumarsp2830 Күн бұрын
😮😢😂😂😂😅😅nice news
@LukoMajhi
@LukoMajhi 8 сағат бұрын
ଯେଉଁ ରାଜ୍ୟର ମୂଖ୍ୟ ମନ୍ତ୍ରୀ ଦିନେ ଶିକ୍ଷକରୁ ମୂଖ୍ୟ ମନ୍ତ୍ରୀ ପଦରେ ରହି ଉତ୍କଳ ମଣିଙ୍କ ଜାଗାରେ ଉତ୍କଳ ଗୈାରବ ଙ୍କ ଅଗ୍ରାଧିକାର ଦେଉଛନ୍ତି ସେହି ରାଜ୍ଯର ଶିକ୍ଷକ ମାନେ ସର୍ବପଲ୍ଲୀ ଜାଗାରେ ଉତ୍କଳ ଗୈାରବ ହିଁ ପୂଜା କରିବେ 😂
@bikrambikram9799
@bikrambikram9799 16 сағат бұрын
Mada band kara jau sir
@PrabirkumarDey87
@PrabirkumarDey87 2 сағат бұрын
Bjd Ra puruna Loka amane,,
@kilogram382
@kilogram382 12 сағат бұрын
😂❤
@BabulalNayak-mt1kh
@BabulalNayak-mt1kh 3 сағат бұрын
Sarakar hou chiii Hara mi
@apitisahu5140
@apitisahu5140 Күн бұрын
😂😂😂
@arunamohanty2986
@arunamohanty2986 Күн бұрын
👌🤣😂
@NiranjanaSabar-f8i
@NiranjanaSabar-f8i Күн бұрын
😅
@adhirdas6315
@adhirdas6315 7 сағат бұрын
Mada ra karamati
@JinakumariK
@JinakumariK 3 сағат бұрын
.
@mamatakhillo6781
@mamatakhillo6781 Күн бұрын
😅😅😅😂😂😂😂 odisha bjd gov....
@Lipkumar123
@Lipkumar123 Күн бұрын
😜😜😜😜😜.
@LaxmipriyaPranigrahi-h4u
@LaxmipriyaPranigrahi-h4u 15 сағат бұрын
😂😂😂😂😂
@kalpanabehera8385
@kalpanabehera8385 Күн бұрын
😂😂
@VbvvVvvv-d8p
@VbvvVvvv-d8p 17 сағат бұрын
Jay Jagannath
@mankimajhi1746
@mankimajhi1746 15 сағат бұрын
😂
@karanbehera3291
@karanbehera3291 Күн бұрын
😂😂😂😂😂😂
@BabulalNayak-mt1kh
@BabulalNayak-mt1kh 3 сағат бұрын
😂
Amazing Parenting Hacks! 👶✨ #ParentingTips #LifeHacks
00:18
Snack Chat
Рет қаралды 20 МЛН
Teaching a Toddler Household Habits: Diaper Disposal & Potty Training #shorts
00:16
Amazing Parenting Hacks! 👶✨ #ParentingTips #LifeHacks
00:18
Snack Chat
Рет қаралды 20 МЛН