News Fuse 22 NOV 2024

  Рет қаралды 71,094

OTV

OTV

Күн бұрын

Пікірлер: 71
@soumyaranjanbarik4734
@soumyaranjanbarik4734 2 күн бұрын
ନାରଣ ତୁମକୁ ବହୁତ ବହୁତ ଧନ୍ୟବାଦ୍ ବାଲିଯାତ୍ରାର ଇତିହାସ ସମ୍ପର୍କରେ ବହୁତ କିଛି ଜଣାଇଥିବାରୁ
@rajalaxmi1726
@rajalaxmi1726 2 күн бұрын
ଧନ୍ୟବାଦ୍ otv । ବାଲିଯାତ୍ରା ରେ ବୁଲୁଥିବା ଲୋମାନଙ୍କୁ ଏହାର ପ୍ରକୃତ ଅର୍ଥ ବା ଏହା କାହିଁକି ପାଳନ କରାଯାଏ ପଚାରି ଥିବାରୁ। ବୁଲି ଦେଖିଲେ କେବଳ ହେବନି, ଏହାର ପ୍ରକୃତ ଅର୍ଥ ଯାନିବା ଦରକାର। ଏବଂ ବାଲିଯାତ୍ରା ରେ ପୁରୁଣା ସ୍ମୁତି ଦେଖି ବହୁତ୍ ଭଲ ଲାଗିଲା। ଧନ୍ୟବାଦ୍ 🙏।
@143Susanta
@143Susanta 3 күн бұрын
ଯାହା ହଉ ଭାଇ ଭଲ କହିଲେ ଆକାମା ବୋଇ ପାନ ଗୁଆ ଥୋଇ ମାସକ ଧରମ ତୋର ଦିନକ ଧରମ ମୋର ଟିକେ ତ ଲାଜ କର ନ ଜାଣିଛ ଯଦି ମନା କରିଦେବ ଏମିତିକା କହି କାହିଁକି ଅପ ହାସ ହଉଛ ଜୟ ଜଗନ୍ନାଥ ଏମାନଙ୍କୁ ଟିକେ ବୁଦ୍ଧି ଦିଅ ପ୍ରଭୁ 🙏🏿🙏🏿🙏🏿
@prasantapattanaik862
@prasantapattanaik862 3 күн бұрын
କେବଳ ଓଡ଼ିଆ ଭାଷା କହିବା ଓଡ଼ିଆ ଅସ୍ମିତା ନୁହେଁ, ଓଡ଼ିଆ ଭାଷାର ସମ୍ୟକ ଜ୍ଞାନ ଥିବା ଓ ପ୍ରୋତ୍ସାହିତ କରିବା ହିଁ ଓଡ଼ିଆ ଅସ୍ମିତା।ଆଜିକାଲି ବିଦ୍ୟାଳୟ ରେ ଏ ସବୁ ଶିକ୍ଷା ଦିଆଯାଉ ନାହିଁ।
@pritam_rout
@pritam_rout 2 күн бұрын
Odia mane kan kahila ! Atleast english re translate karidia tike
@BikashkumarPradhan-k3i
@BikashkumarPradhan-k3i 3 күн бұрын
ଫ୍ୟୁଜ୍ କ୍ୟାମେରାରେ📷 ବାଲିଯାତ୍ରା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ର ନାମ ନ କହି ଥିବାରୁ ବହୁତ୍ ଦୁଃଖ ଲାଗିଲା ଓ ଯେଉଁ ମାନେ କହିଦେଲେ ସେମାନଙ୍କଙ୍କୁ ଧନ୍ୟବାଦ୍ || ମୋର ଓଟିଭି ର ପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ ଜୟ ଜଗନ୍ନାଥ 🙏🏿♥️
@chittaranjandas6991
@chittaranjandas6991 3 күн бұрын
ଆଉ ଓଡ଼ିଆ ଅସ୍ମିତା ନା ଯେମିତି ଉଠେଇଛ ଆମ ନାରଣ ର ଭିଡିଓ ଦେଖି ଓଡ଼ିଆ ଅସ୍ମିତା ସମ୍ଭାଳ । ନାରଣ ରେ କଣ କଲୁ ରେ । ସୁନ୍ଦର ଲାଗିଲା ରେ ନାରଣ ଭାଇ ମୋତେ ବହୁତ୍ ବହୁତ୍ ଧନ୍ୟବାଦ୍।
@143Susanta
@143Susanta 3 күн бұрын
ସାରଙ୍କର ଅର୍ଦ୍ଧାଙ୍ଗିନୀ ସେଥିପାଇଁ ସାର ଆରମ୍ଭ କରିଥିଲେ ମାଡାମ କହିଲେ ଜୟ ମା 🙏🏿🙏🏿🙏🏿
@143Susanta
@143Susanta 3 күн бұрын
ବାଲି ଯାତ୍ରାରେ କେବଳ ବୁଲିବା ପାଇଁ ହେଇଛି କେବେବି ସୁଧୁରିବେନି ଆମ ଲୋକ ସମସ୍ତଙ୍କୁ କେବଳ ଏବେକା କଥା ପଚାରିଲେ କହିବେ ପୁରୁଣା କଥା କିଏ ମନେ ପକାଏ 🙏🏿🙏🏿🙏🏿
@UPHarasethi
@UPHarasethi 2 күн бұрын
🙏 ଜୟ ଜଗନ୍ନାଥ ନାରଣ ବାବୁ ଓଡ଼ିଆ ଅସ୍ମିତା କଥା ଛାଡ଼ବା ଏଠିତ ହିନ୍ଦୀ ଗିଆଇ ହେଲାଣି ସମ୍ବଲପୁରୀ ଆ ଯୋ ମାନେ କଥା କଥାରେ ହିନ୍ଦୀ କହିବା ଚାଲୁ କରିଦୋଉଚ ଖାସ ତା ପାଇଁ ପଦେ ବୋଉ ର ଘଇତା ବାବା / ବାପା ନାଇଁ ବୋଉ ର ଦେଢଶୁର କିମ୍ବା ସାହି ପଡିସା ଦିଅର ଏମାନ କୁ ବାବା ଡ଼ାଖନ୍ତି ଏବଂ ତାଙ୍କର ବୋଉର ବଡ ଘଇତା ମାନନ୍ତି କଥାଡା କଡା ହେଲେ ବି ସତ ଖାସ କରି ଯିଏ କଥା କଥାରେ ହିନ୍ଦୀ କହେ ଆଉ କହେ ଆମେ ସମ୍ବଲପୁରୀଆ ତ ଖାସ ତା ପାଇଁ କାହିଁକି ନା ଯଦି ବାଲେଶ୍ୱର ଲୋକ କହିବେ ଆମେ ବଙ୍ଗାଳି କହୁବ ଆଉ ବ୍ରହ୍ମପୁର ଲୋକ କହିବେ ଆମେ ତେଲୁଗୁ କହୁବୁ କଟକ ଭୁବନେଶ୍ୱର ଲୋକ କହିବେ ଯଦି ଆମେ ରାଜଧାନୀଆ ଖାଣ୍ଟି ଇରାଜୀ କହୁବୁ ତା ହେଲେ ଓଡ଼ିଆ ଭାଷା ଓଡ଼ିଆ ଅସ୍ମିତା ରହିବ ତ ନାରଣ ବାବୁ ଆମ ଭାଷା ଆମ ପାଇଁ ବଡ ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ 🙏🙏🙏ଜୟ ଶିବଶମ୍ଭୁ 🙏🙏🙏
@manjilkumarkhamari6784
@manjilkumarkhamari6784 2 сағат бұрын
Jay Kalki 🚩🚩🚩 Jay Sanatan Dharm 🙏🙏🙏
@pradeepmishra2548
@pradeepmishra2548 Күн бұрын
ଲାଜ ଲାଗୁନି, ଏମାନଙ୍କୁ, ଓଡିଶାର ଏମାନେ କଳଂକ. ଧିକ ଏମାନଙ୍କ ପାଠ-ସାଠ
@rakeshoctapad
@rakeshoctapad 18 сағат бұрын
Sonu Nigam Sir Nku Kete Jono Dekhiba Pain Jaithilo Like Kara👍👍
@Timelessclips-4
@Timelessclips-4 Күн бұрын
ଖାଲି ସିଟି ହେଲା ସ୍ମାର୍ଟ, ଆଉ କିଛି ନୁହେଁ
@balaramnaik42
@balaramnaik42 10 сағат бұрын
ଓଡ଼ିଶାର ଏକ ନମ୍ବର କମେଡି ଶୋ ❤
@prasantapattanaik862
@prasantapattanaik862 3 күн бұрын
ବାଇମୁଣ୍ଡି ବାର୍ ବର୍ଷ ର ପିଲା। ନ ହସି ରହି ହେଉନି।😀😀😀😀
@diptipatra4555
@diptipatra4555 2 күн бұрын
Zabardast haichi
@chandraprakashmaharana1855
@chandraprakashmaharana1855 3 күн бұрын
9:41 ରୁ 10:12 ପୁରା Scripted🫣
@krishnanaikbrothers6459
@krishnanaikbrothers6459 3 күн бұрын
My favorite news fews sir Jay Jagannath 🙏
@SahoobhaiEntertainment
@SahoobhaiEntertainment 2 күн бұрын
ବହୁତ ଭଲ ଲାଗିଲା |
@ManojKumar-pq7oq
@ManojKumar-pq7oq 3 күн бұрын
ସତରେ ବହୁତ୍ ଭଲ ଲାଗିଲା ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@kiranchoudhury8801
@kiranchoudhury8801 3 күн бұрын
ଲାଜ ଲାଗିବ କଥା ଦେଶ କେବେ ସ୍ଵାଧୀନ ହେଲା ଜାଣେନ😂😂
@m.rdurjanvlgo5238
@m.rdurjanvlgo5238 3 күн бұрын
News Fuse is Best like her
@kabitasahoo8385
@kabitasahoo8385 3 күн бұрын
🙏👍❤
@haldharsahoo3193
@haldharsahoo3193 3 күн бұрын
Very interesting episode.
@TapaswineBehera
@TapaswineBehera 3 күн бұрын
Emiti fuse video dekhi ba ku bhala lage 😅😅😅
@143Susanta
@143Susanta 3 күн бұрын
ଭାଇ ଆମ ଦେଶ ଅଗଷ୍ଟ ୧୪ ୧୯୪୭ ରେ ସ୍ୱାଧୀନ ହେଇଥିଲା ଭଲ କହିଲେ ଭାଇ ମୁଁ ଯାଉଛି ମରିଯିବି ତମେ ନିହାତି ପାକିସ୍ତାନ ଲୋକ ସେଥିପାଇଁ ତମେ କହିଲ ଯେ ଅଗଷ୍ଟ ୧୪ ରେ ହେଇଛି ସ୍ୱାଧୀନ ବୋଲି ଏବେବି ଲୋକ ଜାଣି ନାହାନ୍ତି ଆମ ଦେଶ କେବେ ସ୍ୱାଧୀନ ହେଇଥିଲା ବୋଲି ଧନ୍ୟ ହେ.............
@soumyaranjanbarik4734
@soumyaranjanbarik4734 2 күн бұрын
ନା ଭାଇ ଆମର ମୋଗଲ ଶାସନ କାଳରେ ଜନ୍ମ ହୋଇଥିଲେ ତ ସେଥିପାଇଁ ଅଖଣ୍ଡ ଭାରତ କଥା କହିଦେଲେ
@smitaprusty5609
@smitaprusty5609 3 күн бұрын
Very nice👍❤❤❤❤
@143Susanta
@143Susanta 3 күн бұрын
ହଁ ଭଉଣୀ ସାଧବ ପୁଅ ମାନେ ଆର ପାରିକି ଯାଉଛନ୍ତି 🤣😂🤣 ସତ କହିଲ ଭଉଣୀ କେମିତିକା ଫେରୁଛନ୍ତି ସେମାନେ ସେଥିପାଇଁ ତ ଏଇଟା ପାଳନ ହଉଛି
@sudhansukumarbal3419
@sudhansukumarbal3419 3 күн бұрын
Okay, thanks
@monalisapradhan3788
@monalisapradhan3788 2 күн бұрын
Heiti narana bhai amaku tike apana nka sahita nei thile jatra dekhei heinathanta
@HarasSethi-r7v
@HarasSethi-r7v Күн бұрын
Dhany, tume, nari
@143Susanta
@143Susanta 3 күн бұрын
ହଇଓ ନାରଣ ଭାଇ ତମେବି ନାଁ ହଁ ଭାଇ ଠିକ କହିଲ ତାଙ୍କୁ ୨୦ ବର୍ଷ ସେ କେମିତିକା ଜାଣିବେ 🤣😂🤣 କଟକ କେତେ ବର୍ଷର ବୋଲି କେମିତିକା ଜାଣିବେ
@BibhuMishra-t5m
@BibhuMishra-t5m 3 күн бұрын
Social media pagal sabu, gk knowledge zero
@Baikuntha-b1r
@Baikuntha-b1r 3 күн бұрын
@THE.RSS_BOY
@THE.RSS_BOY Күн бұрын
ସହରିଆ ଶିକ୍ଷିତ ଗଣ 😂😂😂 ଶିକ୍ଷା ଉଛୁଡି ପଢୁଛି 😂😂😂
@mohannayak462
@mohannayak462 2 күн бұрын
Kan bhubaneswar baliyatra jauna ki 😂 Jao seithi feuse khoja 😂
@HarasSethi-r7v
@HarasSethi-r7v Күн бұрын
Tanka, baa
@SanjeebPadhan-k7v
@SanjeebPadhan-k7v Күн бұрын
ଏଠି ଓଡ଼ିଆ ଅସ୍ମିତାକୁ ନେଇ ଅନେକ ଚର୍ଚ୍ଚା ତଥା ତର୍କ ବିତର୍କ କିନ୍ତୁ ଆମ ସରକାର କାଳିଆ ଯୋଜନାର ନାମକୁ ପରିବର୍ତ୍ତନ କରି ଯୋଉ ସିଏମ୍ ଯୋଜନା ଦେଇଛନ୍ତି ବା ରଖିଛନ୍ତି ତାହା ଯୁକ୍ତିଯୁକ୍ତ କି ? ସିଏମ୍ ଏକ ଓଡ଼ିଆ ଶବ୍ଦ କି ?
@BiswajitMaharana-o7j
@BiswajitMaharana-o7j 3 күн бұрын
Ama bhagare nahi amaku hele pacharithanta 😮😮😮 a question answer pai ready pura ame
@sibasankarpattnayak3909
@sibasankarpattnayak3909 3 күн бұрын
Au sita bibaha prathama rangin chalachitra
@rajeshpattanayak88
@rajeshpattanayak88 Күн бұрын
News fuse ku request j question pachariki fuse dekheiba sahita answer ta b jadi kahi diante tahele amara ahuri odia bhai bhauni mane sajag ba jagrat huante🙏🙏🙏
@rabindrabisoi20
@rabindrabisoi20 3 күн бұрын
Kaha ku bi utaar asuni
@santanubehera9271
@santanubehera9271 19 сағат бұрын
19:58 are piche dekho piche Piche to dekho 😂😂😂😂😂
@RanjitSahoo-zu2vu
@RanjitSahoo-zu2vu 2 күн бұрын
❤❤❤🤓🤓🤓😎😎😎🤗🤗🤗
@saismitasengupta1151
@saismitasengupta1151 3 күн бұрын
13.46 bala ..wow .😂
@abinashcreation3059
@abinashcreation3059 Күн бұрын
Exllent comedy
@BiswajitMaharana-o7j
@BiswajitMaharana-o7j 3 күн бұрын
Tame Mane chapri mananku pacharucha boli kehi kahipatunahanti
@Shortsbreak676
@Shortsbreak676 3 күн бұрын
Narana bhai apana kebe jibe bulibaku 😂😂😂
@Sahoo_ji
@Sahoo_ji 3 күн бұрын
9:52 ପାନ ଗୁଆ ମୋର ଆଉ ଗୁଟୁକା ତୋର
@HarasSethi-r7v
@HarasSethi-r7v Күн бұрын
Tama pratham, ghaita, kia,,,, answer,,,,
@Manas_panigrahi
@Manas_panigrahi 3 күн бұрын
Jadi apan mane jani nahanti ama parampara bisaya re tahale janiba pai chasta karantu taha na kari amiti english, hindi kahiba kimba hasiba kete dura thik...
@sanjayswain5824
@sanjayswain5824 19 сағат бұрын
English re lekhi aasunathiba problem net asuni
@rajendrabiswal1400
@rajendrabiswal1400 3 күн бұрын
😢😢🎉😢😢😢😢🎉🎉🎉🎉🎉
@sibasankarpattnayak3909
@sibasankarpattnayak3909 3 күн бұрын
Prarthama odia chaalachitra gapa hele b sata
@Balasoriya_girl
@Balasoriya_girl 3 күн бұрын
No that's the first colour movie
@manojswain5447
@manojswain5447 3 күн бұрын
Not so good
@KanhaKumarJena
@KanhaKumarJena Күн бұрын
Patro electronic!😂
@abinashcreation3059
@abinashcreation3059 Күн бұрын
Alaga prakar comedy 😂😂😂
@srushtisarjin5041
@srushtisarjin5041 3 күн бұрын
Aaa kaa maa bairi😂😂
@spswapnajitdas2411
@spswapnajitdas2411 3 күн бұрын
Odia bhasa janiki b loka Hindi re katha heuchhanti 😂😂 Dhik tama janma
@deepakkusahoo8928
@deepakkusahoo8928 3 күн бұрын
😂😂😂😂😂😂😂❤❤❤
@Bgmishortsdaily99
@Bgmishortsdaily99 Күн бұрын
L generation 😂 Khali photo utheiki insta re story/photo post..
@kishorgiri2494
@kishorgiri2494 21 сағат бұрын
😅😅😅😂😂
@rashmiranjan250
@rashmiranjan250 3 күн бұрын
😂😂😂😂😂😂
@Bkumar788
@Bkumar788 3 күн бұрын
😂😂😂😂😂😂😂😂😂😂😂
@JyotiRanjanaJena
@JyotiRanjanaJena 2 күн бұрын
Over smart girl Tuma boy fnd b surch ree khojiba
@sudhirrout1935
@sudhirrout1935 3 күн бұрын
😂😂😂
@Odiajatrajagata
@Odiajatrajagata 9 сағат бұрын
😂😂😂
News Fuse 25 NOV 2024
21:14
OTV
Рет қаралды 26 М.
How Many Balloons To Make A Store Fly?
00:22
MrBeast
Рет қаралды 136 МЛН
How To Choose Mac N Cheese Date Night.. 🧀
00:58
Jojo Sim
Рет қаралды 94 МЛН
Из какого города смотришь? 😃
00:34
МЯТНАЯ ФАНТА
Рет қаралды 2,6 МЛН
FOREVER BUNNY
00:14
Natan por Aí
Рет қаралды 30 МЛН
News Fuse 20 SEPT 2024
18:57
OTV
Рет қаралды 506 М.
News Fuse 20 NOV 2024 Full episode
21:26
OTV
Рет қаралды 36 М.
Handloom Exhibition 2024 🥳 Bhubaneswar 😇 Nov 24 to Dec 26th
19:44
How Many Balloons To Make A Store Fly?
00:22
MrBeast
Рет қаралды 136 МЛН