News Fuse: Listen What People Know about Odia Asmita

  Рет қаралды 226,946

OTV

OTV

Күн бұрын

#ଓଡ଼ିଆ_ଅସ୍ମିତା_କଣ ?
ଏ ଓଡ଼ିଆ ଅସ୍ମିତା କ’ଣ ? କାହିଁକି ଏହାକୁ ନେଇ ଚାଲିଛି ରାଜନୀତି ? ଶୁଣନ୍ତୁ କ’ଣ କହୁଛନ୍ତି ଆମ ଲୋକ
#Newsfuse #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 534
@jagdishojha7623
@jagdishojha7623 Ай бұрын
ଦେଖନ୍ତୁ ଓଟିଭି ର news fuse ଟିମ୍ ସବୁ ବେଳେ ସେଇ ପ୍ରଶ୍ନ ହିଁ ଜନତା ଙ୍କୁ ପଚାରିଥାଏ ଯାହାର ଉତ୍ତର ଲୋକେ ଦେଇ ନ ପାରିବେ ଏବଂ ତାହାକୁ ନାରଣ ନାରଣ କହି ଆଉ ଜଣେ ଓଡ଼ିଆ ଆମରି ଓଡ଼ିଆ ଭାଇକୁ ଅପମାନିତ କଲା ପରି ବ୍ୟଙ୍ଗୋକ୍ତି କରନ୍ତି। ଘରେ ଟିଭି ରେ ଏହାକୁ ଦେଖି ଅନ୍ୟ ଓଡ଼ିଆ ମାନେ ଖୁସି ରେ ଫାଟି ପଢନ୍ତି। ଏହାହିଁ ଓଡ଼ିଆ ର ଅସ୍ମିତା । News Fuse ଆରମ୍ଭ ରୁ ବିଶେଷ ସୂଚନା ରେ କହିବେ ଆପଣଙ୍କୁ କଷ୍ଟ ପହଞ୍ଚାଇବା ଆମ ଲକ୍ଷ୍ୟ ନୁହେଁ... ପରେ କିନ୍ତୁ ଯାବୁଡ଼ା ଟେ ନିଶ୍ଚିତ ମାରିବେ।
@pragatidas4996
@pragatidas4996 Ай бұрын
ଯିଏ ପଚରୁଚିଛନ୍ତି ସିଏ ଓଡ଼ିଆ ଅସ୍ମିତା ର ମାନେ ଜାଣିଛନ୍ତି କୁ 😂😂
@mamalimahapatra407
@mamalimahapatra407 Ай бұрын
Bhai thik😂
@Stutee24
@Stutee24 Ай бұрын
Thik kahile
@Seturam789
@Seturam789 Ай бұрын
କିନ୍ତୁ ଆପଣ ତ ଏମାନଙ୍କୁ ପ୍ରୋତ୍ସାହନ କରୁଛନ୍ତି ଯେ... 😂
@sanjumurmusanjumurmu9682
@sanjumurmusanjumurmu9682 Ай бұрын
😊 .
@deepakrout1707
@deepakrout1707 Ай бұрын
ଅସ୍ମିତା ଶବ୍ଦ ର ଅର୍ଥ ଅସ୍ଥିତ୍ଵ ବା ସ୍ଥିତି, ଏ ଶବ୍ଦ ପ୍ରଥମେ ମୁଁ ପ୍ରାୟ ପାଞ୍ଚ ଛଅ ବର୍ଷ ତଳେ ଶୁଣିଥିଲି ମୋର Honours ର seminar (ପାଠ୍ୟଚକ୍ର) ରେ ଯାହାର ବିଷୟ ଥିଲା / / ଓଡ଼ିଆ ଭାଷା ସାହିତ୍ୟର ଇତିହାସ ଓ ଅସ୍ମିତା //
@Devil_Mind_099
@Devil_Mind_099 Ай бұрын
ଏଇ କଥା ଲୋକଙ୍କୁ ନପଚାରି ନେତା ଙ୍କୁ ପଚାରିଲେ ଟିକେ ଅଧିକ ଖୁସି ଲାଗନ୍ତା😂 ବିଶେଷ କରି BJP ନେତା ଙ୍କୁ😂
@subhaparida5814
@subhaparida5814 Ай бұрын
Thiki vai 🙏
@rakeshdas7908
@rakeshdas7908 Ай бұрын
Perfectly said 😂
@manvisahoo6818
@manvisahoo6818 Ай бұрын
Thik thik BJP neta ku pachara be
@ramachandraswain4662
@ramachandraswain4662 Ай бұрын
😂😂😂
@priyajeet111
@priyajeet111 Ай бұрын
Do You think this good Media Otv have that guts to ask any single question to any BJP politician
@SamiraMajhi5
@SamiraMajhi5 Ай бұрын
ଦମ୍ଭ ଅଛି ଯଦି ଯାଅ ସେଇ ବଡ଼ ବଡ଼ ନେତା ଙ୍କୁ ପଚାରି ଏମିତି ଉପହାସ କର। ସୁର ରାଉତ ରାୟ ଆମ ସ୍ବାଧୀନତା ସଂଗ୍ରାମୀ ସହୀଦ ମଧୋ ସିଂହ ଙ୍କର ନାମ ଧରି ପାରୁ ନାହାଁନ୍ତି।
@simiyon_simi
@simiyon_simi Ай бұрын
ଯେଉଁଠାରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଉତ୍କଳମଣି ମଧୁସୂଦନ ଦାସ ଆଉ ଲୋକ ବିଚରା କେମିତି ଜାଣିବେ।
@HimanshuNayak-wd1nw
@HimanshuNayak-wd1nw Ай бұрын
Ea ta ମଧୁବାବୁ କହିଛନ୍ତି ହେଲେ ନବୀନ ପଟ୍ଟନାୟକ କହିଥାନ୍ତେ ବାରାକ୍ ଓବାମା 😂😂😂
@neetcrack3409
@neetcrack3409 Ай бұрын
🤣🤣🤣🤣🤣🤣🤣🤦‍♂️🤦‍♂️🤦‍♂️​@@HimanshuNayak-wd1nw
@rakeshnayak6559
@rakeshnayak6559 Ай бұрын
Naveen Patnaik kan kuhanti tu thik se janithibu ​@@HimanshuNayak-wd1nw
@goldeneye1897
@goldeneye1897 Ай бұрын
​Abe harami kahita nahanti .... Andhabhakta​@@HimanshuNayak-wd1nw
@likanbiswal3490
@likanbiswal3490 Ай бұрын
​@@HimanshuNayak-wd1nwନବୀନ ପଟ୍ଟନାୟକ ମୂର୍ଖ ନୁହଁ
@pramodkumarbarik8108
@pramodkumarbarik8108 Ай бұрын
"ଓଡ଼ିଆ ଅସ୍ମିତା"ର ଅର୍ଥ ହେଉଛି "ଓଡ଼ିଆ ଚିହ୍ନଟ" କିମ୍ବା "ଓଡ଼ିଆ ଗର୍ବ"। ଏହା ଓଡ଼ିଆ ଲୋକମାନଙ୍କର ସାଂସ୍କୃତିକ, ଭାଷାଗତ ଓ ଐତିହ୍ୟକ ଗର୍ବକୁ ପ୍ରତିପାଦନ କରେ। ଏହା ଓଡ଼ିଆ ସମାଜର ଐତିହ୍ୟ, ପରମ୍ପରା, ଭାଷା, କଳା କୁ ଓ ମୂଲ୍ୟକୁ ସମେତ ଓଡ଼ିଆ ଲୋକଙ୍କର ପରିଚୟ ଓ ଗର୍ବକୁ ନିର୍ଦ୍ଦେଶ କରେ।🤝🫂😍
@Zoya45945
@Zoya45945 Ай бұрын
Ur correct 💯
@BKR337
@BKR337 Ай бұрын
ମାନେ ବାଣ୍ଡ ବିଜେପି
@nirmaltandi247
@nirmaltandi247 Ай бұрын
Dictionary ରେ କୋଉଠି ଅଛି କହିଲ?
@kapilcharanmohanty9673
@kapilcharanmohanty9673 Ай бұрын
Garba kale bhala nuhe
@pujavlogs9937
@pujavlogs9937 Ай бұрын
Bala na 😂
@dkmedia300
@dkmedia300 Ай бұрын
ଆମର ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ର ଉତ୍କଳମଣି ମଧୁସୂଦନ ଦାସ video ଟିକେ ଦେଖାହ otv ତମେ ଖାଲି public କେ ଅପମାନ କରି ଜାଂଶ
@saraswatilenka4279
@saraswatilenka4279 Ай бұрын
Gopa dandhu das
@dkmedia300
@dkmedia300 Ай бұрын
@@saraswatilenka4279 ଗୋପବନ୍ଧୁ ଦାସ
@ramachandraswain4662
@ramachandraswain4662 Ай бұрын
@@saraswatilenka4279 Seita bjp wala kahibe kouta kn
@user-nd1yt4yc2z
@user-nd1yt4yc2z Ай бұрын
ଓଡ଼ିଆ ଅସ୍ମିତା ହେଉଛି କିଛିଟା ଓଡ଼ିଆ ମିଡ଼ିଆ ଙ୍କୁ ହିଁ ବୁଝାଏ
@ranjankuanrvlog
@ranjankuanrvlog Ай бұрын
ଓଡ଼ିଆ ଅସ୍ମିତା ବିଷୟ ରେ BJP ଆଉ otv କୁ ଜଣା 😂
@24study82
@24study82 28 күн бұрын
ତୁ ପାଠ ପଢ଼ିନୁ କି
@dailylife5637
@dailylife5637 Ай бұрын
ସାଧାରଣ ଲୋକଙ୍କୁ ଉପହାସ କରି ନିଜେ ସମ୍ମାନହାନି କରନି ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓ bjp ସରକାର ଙ୍କୁ ପଚାରିବା ଦରକାର
@OdiaKabyaKabita
@OdiaKabyaKabita Ай бұрын
ଅସ୍ମିତାର ଅର୍ଥ ଅହଙ୍କାର... "ମୁଁ"ତ୍ବ...ସ୍ଵାଭିମାନ ଶବ୍ଦଟି ଅତି ସୁନ୍ଦର... ତେଣୁ ଅସ୍ମିତା ଶବ୍ଦଟିକୁ ପରିହାର କରନ୍ତୁ... ସ୍ୱାଭିମାନ ଶବ୍ଦଟିକୁ ବ୍ୟବହାର କରନ୍ତୁ
@MultiSrik
@MultiSrik Ай бұрын
R8
@MultiSrik
@MultiSrik Ай бұрын
You know the real meaning
@Prasad.4678
@Prasad.4678 Ай бұрын
Right bro asmita mean ahamtwa
@debasmitabhoi8136
@debasmitabhoi8136 Ай бұрын
ଅସ୍ମିତାର ଅର୍ଥ ଅହଙ୍କାର ନୁହେଁ, ଅସ୍ମିତାର ଅର୍ଥ ହେଲା ପରିଚୟ, ଗର୍ବ। ଆଉ ଓଡ଼ିଆ ଅସ୍ମିତାର ଅର୍ଥ ହେଲା ଓଡ଼ିଆର ପରିଚୟ ବା ଗର୍ବ।
@MultiSrik
@MultiSrik Ай бұрын
1) ଅସ୍ମିତା Asmitā (p. 667) ଅସ୍ମିତା- Asmitā ସଂ. ବି. (ସଂ. ଅସ୍ମି=ମୁଁ ଅଛି+ଭାବ. ତା)- 1। ଅହଙ୍କାର; ଅହଂଜ୍ଞାନ- 1. Self-conecit; egotism. 2। 'ମୁଁ ଅଛି' ଏହି ଜ୍ଞାନର-2. Self-consciousness. ଅସ୍ମିତା ବିସ୍ମୟେ ହେଲା ...
@Emergency-Uni4M
@Emergency-Uni4M Ай бұрын
ଅସ୍ମିତା ଶବ୍ଦ ର ଅର୍ଥ ହେଉଛି ଅହଂକାର,ଗର୍ବ ଏଇ ଅର୍ଥରେ ବୁଝାଏ ଆଉ ଓଡିଆ ଅସ୍ମିତା ଅର୍ଥ ହେଉଛି ଓଡିଶାର ଗର୍ବ, ଅହଂକାର(ମୋହନ ମାଝି ଓଡ଼ିଶାର ଅସ୍ମିତା ହେବ ବୋଲି ମତେ କାହିଁ ଲାଗୁନି)
@vasundharaofficial
@vasundharaofficial Ай бұрын
Next election pai tamil pandu nku cm koriba 0% gorbo sasona 1000% durnithi chalibo
@Emergency-Uni4M
@Emergency-Uni4M Ай бұрын
​@@vasundharaofficialତମ ମୋହନ ମାଝି ଆଉ ଥରେ cm ହଉ ୧୦,୦୦୦ ଉତ୍ତା ଦବ ମାସକୁ ୧୦୦ ବର୍ଷ ର ଲୋକମାନଙ୍କୁ
@vasundharaofficial
@vasundharaofficial Ай бұрын
@@Emergency-Uni4M tamil pandu & English nabin purboru 25 years sasona re 20000 deuthile , next time tamil pandu & English bhasa nabin nku cm korantu 30 years to 100 year's parjonta 50000 debe , (bjd =durnithi )
@Emergency-Uni4M
@Emergency-Uni4M Ай бұрын
​@@vasundharaofficialତମେ ଓଡ଼ିଆ ଅସ୍ମିତା ଟାକୁ ବୋଧେ ଠିକ ରେ ବୁଝି ପାରିଲନି ଯଦି ଗୋଟେ ଓଡିଶା ପୁଅ English ରେ ଭାସନ ଦେଇ ପାରୁଛି ଏବଂ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ପାରୁଛି ଏଇଟା ତ ଓଡିଆ ଙ୍କ ପାଇଁ ଗର୍ବ ,ଯଦି ତମକୁ ଓଡିଆ ପୁଅର english ଭାସନ ଭଲ ଲାଗୁନି ତମକୁ ତାହାଲେ ନିଶ୍ଚିତ ଖଣ୍ଡି ହିନ୍ଦୀଭଲ ଲାଗୁଥିବ ଲାଗିବନି ବି କେମିତି ତମର ପା ଗୁଜରାଟି ଅସ୍ମିତା
@vasundharaofficial
@vasundharaofficial Ай бұрын
@@Emergency-Uni4M odiya pua English bhasana dele gorbo but odiya pua odiya kohipariboni Tamil chakara rakhi cm koribe, english cm 25 years re kounasi mla mp sahith kotha hoboni hinjilire panchayat name kohipariboni nabin babu
@ranjitpradhan9993
@ranjitpradhan9993 Ай бұрын
ନିଜେ ଜାଣି ନାହଁ ଅନ୍ୟକୁ କାହିଁକି ଅପଦସ୍ତ କରୁଛ, ଅସ୍ମିତାର ଅର୍ଥ ହେଉଛି -ଅହଂକାର, ଅହଂଜ୍ଞାନ, ମୁଁ ଅଛି ଆଦି l
@Opqr-13
@Opqr-13 Ай бұрын
ଅସ୍ମିତା ଶବ୍ଦ ର ଅର୍ଥ ହେଉଛି pride, ତା ମାନେ pride of odia
@vives_nd_thrills_19
@vives_nd_thrills_19 Ай бұрын
ଓଡ଼ିଆ ଅସ୍ମିତା ର ଆର୍ଥିକ ବର୍ଣ୍ଣନା ହେଉଛି ଓଡିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ସହ ଓଡ଼ିଆ ଭାଷା ନିମନ୍ତେ ଯେପରି ମାନ୍ୟବର ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କମିଟିର ଗଠନ କରି ଓଡ଼ିଆ ଭାଷା ସାହିତ୍ୟ ର ପୁନର୍ଜନ୍ମ ନିମନ୍ତେ ଉଦ୍ୟମ କରିଥିଲେ ସେପରି କରିବା ଦରକାର। ବନ୍ଦେ ଉତ୍କଳ ଜନନୀ ❤
@chandramanipingua2327
@chandramanipingua2327 Ай бұрын
To be honest ମୁଁ ବି ଏପର୍ଯ୍ୟନ୍ତ ଜାଣିପାରିଲି ନାଇଁ ଯେ ଓଡ଼ିଆ ଅସ୍ମିତା କଣ........ଏଇଟା କେବଳ ଓଡ଼ିଶା ଲୋକଙ୍କୁ ଭକୁଆ ବନେଇ ଭୋଟ ହାତେଇବl ପାଇଁ ବିଜେପି ର ଗୋଟେ ସ୍ଲୋଗାନ ମାତ୍ର ଆଉ କିଛି ନୁହଁ
@OpOp-uo7uc
@OpOp-uo7uc Ай бұрын
Odia asmita means odia culture, rituals, language, tradition should be improve all over.
@AllinOne-mo4wj
@AllinOne-mo4wj Ай бұрын
Ohhhhh Taku in BJP asiki badhei daba😂😂😂😂
@Bhagabatpujari1
@Bhagabatpujari1 Ай бұрын
ପ୍ରକୃତରେ ମୁଁବିଜାଣିନି ଖାଲିଏତିକିଜାଣିଛି ଓଡିଶାଫିଡମଫାଈଟର ଆଉଓଡିଆଭାଷା,ସାହିତ୍ଯ,ସଂସ୍କୃତ,ଗୌରବ ଓ ପଞ୍ଚସଖାଙ୍କୁ ଅସ୍ମିତା କହନ୍ତି
@Dasgharajhia
@Dasgharajhia Ай бұрын
Apna nka cmmt ek dam thik 🙏
@JitendraSir21k
@JitendraSir21k Ай бұрын
Sir କ୍ଷମା କରିବେ ... ଏଇ ପ୍ରଶ୍ନ କୁ ଆପଣ ଯଦି ବିଧାନସଭା ର ବସୁ ଥିବା କିଛି ମାନ୍ୟବର ମନ୍ତ୍ରୀ ଓ ବିଧାୟକ କୁ ପଚାରିବେ ସେମାନେ ମଧ୍ୟ ଏହାର ଉତ୍ତର ଦେବା ପାଇଁ ଅସମର୍ଥ ହେବେ। ଏଇ ସମାନ ପ୍ରଶ୍ନ ର ଉତ୍ତର ଆମେ ସମସ୍ତେ ଜାଣିବା ଦରକାର । ଭୂଲ୍ ଥିଲେ କ୍ଷମା କରିବେ l
@PRAVASHCHANDRA-fs6os
@PRAVASHCHANDRA-fs6os Ай бұрын
OTV ଭଲ ଭାବରେ ଜାଣିଛି
@amar.jit9788
@amar.jit9788 Ай бұрын
ଆମ ଓଡିଶା ର 90%ଲୋକ ଜାଣି ନାହାତି କି ଓଡ଼ିଆ ଅସ୍ମିତା କଣ ବୋଲି 🙏⭕❗⭕🙏
@satyapattnaik2173
@satyapattnaik2173 Ай бұрын
Odia Asmita kahile = Team BJP, OTV , argus news , Baijayanta Panda, Dharmendra Pradhan, present CM Mohan Majhi and Governor Raghubar Das.
@user-sf6wp1up6y
@user-sf6wp1up6y Ай бұрын
ଓଡ଼ିଆ ଅସ୍ମିତା କଥା କହୁଥିବା ନେତା କି କୁଜିନେତା ଙ୍କ ଛୁଆ ଇଂରାଜୀ ମାଧ୍ୟମ ରେ କି ଓଡ଼ିଶା ବାହାରେ ରହି ପଢୁଥିବେ। ନିଜେ ନେତା ମଧ୍ୟ ଅଧା ଓଡ଼ିଆ ଶବ୍ଦ ଠିକ୍ ରେ ଲେଖି ପାରୁନଥିବେ । ତେଣୁ ୨୦୨୪ ରେ ଓଡ଼ିଆ ଅସ୍ମିତା କହିଲେ ରାଜନୀତି ର ନିଆଁ ରେ ସ୍ବାର୍ଥ ର ରୁଟି ସେକିବା କୁ ବୁଝାଏ ।
@SanatanchattarChattar
@SanatanchattarChattar Ай бұрын
ଏ କଥା ଟା MLA ମାନଙ୍କୁ ପଚାର । ମୁଁ କହୁଛି ,,,ଅସ୍ମିତା ହେଉଛୁ,,ଓଡ଼ିଆ ମାଡ଼ ଖାଇବା,,,ଯେମିତି ରାଜ୍ୟ ପାଳ ପୁଅ ଓଡ଼ିଆ କୁ ମାଡ଼ ମାରିଲେ ।
@ajayakumardas3896
@ajayakumardas3896 20 күн бұрын
ଓଡ଼ିଆ ଅସ୍ମିତା ର ଅର୍ଥ ହେଉଛି ଓଡିଆଭାଷା ଓ‌ ଓଡ଼ିଆ ପରମ୍ପରାକୁ ବଞ୍ଚାଇ ରଖିବା
@arunprasaddash1399
@arunprasaddash1399 Ай бұрын
ଓଡ଼ିଆ ଅସ୍ମିତା ର ଅର୍ଥ ଓଡ଼ିଶା ର ୨୦୦ କୋଟି ଟଙ୍କା କୁ ହଡପ କରିବାର ଏକ ମାଧ୍ୟମ।
@skbthoughtslearneveryday5579
@skbthoughtslearneveryday5579 25 күн бұрын
ମଲା, ଆଲୋ wahh wahh.. କି anchoring ଆପଣଙ୍କର !!
@arunakumarmahapatra469
@arunakumarmahapatra469 Ай бұрын
ଆପଣ ପରିଧାନ କରିଥିବା ପୋଷକ ବୋଧେ ଓଡ଼ିଆ ଅସ୍ମିତା ର ଏକ ସୁନ୍ଦର ଉଦାହରଣ
@Anilkumarnaik-ct7rj
@Anilkumarnaik-ct7rj Ай бұрын
ଓଡ଼ିଶା ମେ ଏସା ହିଁ ହୋତାହିଁ ମେରି ଭାଈ
@sasikantamohanty9623
@sasikantamohanty9623 Ай бұрын
ଭାଇ ତମେ ଓଡ଼ିଆ ଲେଖିଲ ନା ହିନ୍ଦୀ. 😂😂😂funny man
@bhalanathhansdah3012
@bhalanathhansdah3012 Ай бұрын
ଅସ୍କିତା ମାନେ ହିଂସା,
@pratapkumarnayak9677
@pratapkumarnayak9677 24 күн бұрын
ଅସ୍ମିତା ର ଆଭିଧାନିକ ଅର୍ଥ 'ଅହଂକାର " ଏହା ନିଶ୍ଚିନ୍ତ ଏକ ନାସ୍ତିବାଚକ ଶବ୍ଦ l ଅସ୍ମିତା ବଦଳରେ ଯଦି ସ୍ୱାଭିମାନ ବ୍ୟବହାର କରାଗଲେ ଭଲ ହୁଅନ୍ତା l
@somnathbarik6991
@somnathbarik6991 21 күн бұрын
'ଅହଂବର୍ଜିତ ସ୍ବାଭିମାନ। ବିବେକାନୁମୋଦିତ ସ୍ବାଭିମାନ ହିଁ ଅସ୍ମିତା।
@SidharthMishra99
@SidharthMishra99 Ай бұрын
ଓଡ଼ିଆ ଅସ୍ମିତା ଥିଲା କୋଉଠି ଯେ ଆଜି ହଜିଗଲା। ଯେ ବି ବାହାରି ଲୋକ ଆସିବ ତାଙ୍କ ପାଖରେ ନୁଙ୍ଗୁ ନୁଙ୍ଗୁ ହେବା ତେଲ ମାରିବା ବେଇମନ୍ କରନ କ ଗୋଲାମୀ କୂଟନୀତି କୁ ସମାନ କରିବା ଏହା ହିଁ ଏମାନଙ୍କ ନିୟତି । କଟୁ ସତ୍ୟ।କେମିତି କେଜାଣି ବିର ଜାତି ବୋଲଉଥିଲେ .God knows
@OdishaFolk
@OdishaFolk Ай бұрын
ଗର୍ବ' ହେବନି, ପ୍ରକୃତ ଅର୍ଥ "ଅହ°କାର"। କିନ୍ତୁ "ଗର୍ବ" ଓ "ଅହଂକାର" ଭିତରେ ଅର୍ଥ ଅଲଗା
@arjunbehera2391
@arjunbehera2391 26 күн бұрын
ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ପଚାର....
@DevbrataBachha
@DevbrataBachha Ай бұрын
ବହୁତ୍ ବଢିଆ ଲାଗିଲା😅😅😅😅
@s.a.jhumarsong5996
@s.a.jhumarsong5996 Ай бұрын
ଆପଣ ମୁଖ୍ୟମନ୍ତ୍ରୀ ଙ୍କୁ ପଚାରନ୍ତୁ ନହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରନ୍ତୁ । ସିଏ ଠିକ୍ କହିବେ ।
@nandakishoremahakud1916
@nandakishoremahakud1916 Ай бұрын
ଓଡିଆ ଶବ୍ଦ ଅସ୍ତିତ୍ୱ ବା ସ୍ଥିତି ଆମେ ଜାଣିଛୁ କିନ୍ତୁ ଅସ୍ମିତା ଶବ୍ଦ ବିଦ୍ୟାଳୟ ପାଠ୍ୟପୁସ୍ତକରେ କେତେ ବେଳେ ହେଲେ ବ୍ୟବହାର କରାଯାଇ ନାହିଁ । ରାଜନିତୀକ ଶବ୍ଦ ହୋଇପାରେ ।
@ganeswarmunda8490
@ganeswarmunda8490 25 күн бұрын
ଓଡ଼ିଆ ଅସ୍ମିତା ହେଉଛି ବିଜେପି ର ରାଜନୈତିକ ଅସ୍ତ୍ର। ଓଡ଼ିଆ ଶବ୍ଦକୋଷରେ ଏହାର କୌଣସି ଅର୍ଥ ହିଁ ନାହିଁ।
@RabindrabhuyanRabindrabh-hr3bp
@RabindrabhuyanRabindrabh-hr3bp Ай бұрын
ଓଡ଼ିଆ ଅସ୍ମିତା କଥା ଟା ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ୍ ଙ୍କୁ ପଚାର କହି ଦେବେ😂
@biswatheuniverse
@biswatheuniverse Ай бұрын
Good, କିନ୍ତୁ ଆପଣ ଯେତେବେଳେ ଭିଡିଓ ପ୍ରସାରଣ କରୁଛନ୍ତି ସେତେବେଳେ ଜନ ସାଧାରଣ ଙ୍କ ମୁଁହ କୁ hide କରାନ୍ତୁ । କାରଣ ଅନେକ ଅଛି । ଆଶା କରୁଛି ନିବେଦନ ଉପରେ ଚିନ୍ତା କରିବେ ନିଶ୍ଚୟ ।
@adiconstructionlimited8185
@adiconstructionlimited8185 Ай бұрын
Dharmendra babu nku pahcarantu a prashna se kahiparibe
@Sureshsortsd90
@Sureshsortsd90 Ай бұрын
ଧର୍ମେନ୍ଦ୍ର ପ୍ରଧାନ କୁ ପଚାର
@bhagyadharanayak
@bhagyadharanayak 24 күн бұрын
ଅସ୍ମିତା ଏକ ରାଜନୈତିକ ଶବ୍ଦ
@ManojkantSamal
@ManojkantSamal 21 күн бұрын
ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତର ସର୍ବାଙ୍ଗୀନ ବିକାଶର ଗଣିତ ଓଡିଶା ଓ ଓଡ଼ିଆଙ୍କୁ ଭିତ୍ତିକରି ଯଦି ଗୁଣତ୍ତର (geometric progression )ପ୍ରଗତିରେ ରହେ ତାହାକୁ ଓଡ଼ିଆ ଅସ୍ମିତା କୁହାଯାଏ (ବ୍ୟକ୍ତିଗତ ମତ )
@judhistirdas1763
@judhistirdas1763 26 күн бұрын
I, and some of my friends actually don't know the meaning of asmita. Thanks
@sagarmalik2249
@sagarmalik2249 Ай бұрын
ରାଜନେତାଙ୍କୁ ଏହି ପ୍ରଶ୍ନ କରନ୍ତୁ ଦେଖିବା କାହାର କିଭଳି ଅସ୍ମିତା ଉପରେ ଜ୍ଞାନ ରହୁଛି
@mahendrabiswal6604
@mahendrabiswal6604 22 күн бұрын
ଆରେ ଅସ୍ମିତା କଣ ? ତାର ସଂଜ୍ଞା କଣ ବିଷଦ ଭାବେ ବୁଝାଇ କୁହନ୍ତୁ, ସେ ବଢିଆ ବଢିଆ କିଛି ଗୋଟେ ଅର୍ଥକୁ ବୁଝାଉନି
@balaramsahoo3750
@balaramsahoo3750 Ай бұрын
Jou Mane Jani nahanti se Mane ta kahuchhanti ame Janine boli tanku neike comedy karantune bjp balanku pachara se kahiparibe odia asmita katha
@kamallochanbehura6859
@kamallochanbehura6859 2 күн бұрын
ଓଡ଼ିଆର ଗୌରବ, ଆତ୍ମ, ସନମାନ, ପ୍ରକୃତି, କୁ କୁହାଯାଏ
@pratapchandradas5757
@pratapchandradas5757 26 күн бұрын
ଆହେ ନାରଣ ଭାଇ ଏ ଗେରୁଆ ରଙ୍ଗ ଦଳଓଡିଆ ଅସ୍ମିତା ଅସ୍ମିତା କହି ଶାସନ କୁ ଆସିଲେ ଏବେ ସେଇ ବଡ ବଡ ନେତାମାନେ ଅସ୍ମିତା କୁ ଦୁଇମାସ ହୋଇନି କୁଆଡ଼େ ହଜେଇ ଦେଲେ, ଆପଣ ଦ଼ୟା କରି ସେ ଗେରୁଆ ଦଳକୁ ଜାଇ ଓଡିଆ ଅସ୍ମିତା ରମାନେ କଣ ପଚାରି ଜନସାଧାରଣ କୁ ଜଣାଇବେ
@basantakumarnayak7108
@basantakumarnayak7108 26 күн бұрын
Otv news channel ku anurudha se odisha ra CM mohan majhi nku pacharantu
@PRADHANSIR
@PRADHANSIR Ай бұрын
ଓଡ଼ିଆ ଅସ୍ମିତା ର ଅର୍ଥ "ପ୍ରତିଟି ଓଡ଼ିଆ ର ଗର୍ବ ଓ ଗୌରବ" ଓଡ଼ିଆ ଭାଷା ଓ ସଂସ୍କୃତି
@odiastorytvodia
@odiastorytvodia Ай бұрын
ଯେମିତି ଓଟିଭି ବାଲା ଙ୍କୁ ଯାହା ପଚାରିବେ ସବୁ ଗଳ ଗଳ କରି କହିଯିବେ, ଏଇ ଭଳିଆ news ବାହାର ରାଜ୍ୟ ର ଲୋକ ଦେଖିଲେ ଓଡିଶା ବାସି ଙ୍କ ଉପରେ ହସିବେ। ମିଡିଆ ବାଲା ନିଜ କୁ ସର୍ବେ ସର୍ବା ଭାବୁଛନ୍ତି ଯୁଆଡେ ପାରିଲେ ସିଆଡେ ଗୋଟେ ବୁମ୍ ନେଇ ପୁରେଇ ଦେଉଛନ୍ତି।
@judhistirdas1763
@judhistirdas1763 Ай бұрын
Actually many of we odia people don't know the meaning of asmita.. Thanks
@sridharkaran3397
@sridharkaran3397 Ай бұрын
ଓଡ଼ିଆ ଅସ୍ମିତା ଅର୍ଥ:--ଓଡ଼ିଆଙ୍କର ଆତ୍ମସନ୍ମାନ
@RituShaoo
@RituShaoo Ай бұрын
Odia osmita OTV Tharu sikha
@mochiramsahu4814
@mochiramsahu4814 Ай бұрын
ଓଡ଼ିଆ ଅସ୍ମିତା ଓଡ଼ିଆର ଆତ୍ମସନମାନ
@dipakking2121
@dipakking2121 Ай бұрын
ଆରେ ଭାଇ ତମ ନେତା.. ସିଦ୍ଧାର୍ଥ ମହାପାତ୍ର କୁ ପଚାର.. ସିଏ ବଢିଆ ବାଗରେ କହିବେ.. ଓଡ଼ିଆ ଅସ୍ମିତା ବୋଲି ଚିଲାଉଥିଲେ..
@user-cl1hy1kt8b
@user-cl1hy1kt8b 20 күн бұрын
ଏହାର ଅର୍ଥ ହେଉଛି ଡାରତ ମାତା, ମନୋଜ ଆହୁଜା, ଛତିସଗଡ ଲୋକପାଖରୁ ଓଡ଼ିଆ ମାଡ ଖାଇବା ବୁଝିଲ
@saraswatisahoo5171
@saraswatisahoo5171 29 күн бұрын
ବୋରିଗ୍ ନିୟୁଜ ଓଟିଭି ବାଜେ
@HarapriyaAbility
@HarapriyaAbility Ай бұрын
ଆମ ପରିବେଶ, ସ୍ବାଭିମାନ, ଆମ ପର୍ବପର୍ବାଣି, ଆମ ବେଶଭୂଷା, ପରିପାଟି, ସମସ୍ତ ହିନ୍ଦୁ ପ୍ରଥା ପରମ୍ପରା ଏ ସବୁ ଆମ ଅସ୍ମିତା।
@sudhansusekharsahoo2833
@sudhansusekharsahoo2833 21 күн бұрын
ଯାଇକି ମୂର୍ଖ ଧର୍ମେନ୍ଦ୍ର ପ୍ରଧାନ କୁ ପଚାର।
@gabakshyanayak5748
@gabakshyanayak5748 Ай бұрын
ଅଳ୍ପ ପଢିଥିବା ଲୋକ ଅସ୍ମିତା word କହି ଲୋକଙ୍କୁ ଭୁଆଁ ବୋଲାଉଛନ୍ତି ଏବେ କାନରେ ପଡୁଛି ଏହାର ଅର୍ଥ ଶହେ ପଢୁଆ ଲୋକଙ୍କୁ ପଚାରରିଲେ ziro answar ମିଳିବ.
@DipeshDas-ns8ly
@DipeshDas-ns8ly 25 күн бұрын
Mukhya mantri ku odia lekhi aasuni eha heuchi odia aasmita😂😂😂😂😂😂😂😂😂😂
@user-oq4yd1xp5q
@user-oq4yd1xp5q Ай бұрын
Hurushi Bhai nice
@adikandasahoo5169
@adikandasahoo5169 22 күн бұрын
ଡା ର ତ ମାତା କି ଜୟ ଏହାର ମାନେ ପଚାର
@gobindasahoo3222
@gobindasahoo3222 Ай бұрын
ମନମୋହନ ମୋହନ ମୁଖ୍ୟମନ୍ତ୍ରୀ ଟିକେ ପଚାରି ଲନି ସିଏ ଏକାଥରକେ ଉତ୍ତର ଦେଇ ଦେଇ ଥାନ୍ତେ
@pratapkumarbaral9791
@pratapkumarbaral9791 Ай бұрын
Otv Argus bhala Janichhanti
@bhagyadharanayak
@bhagyadharanayak 24 күн бұрын
ଶେଷକୁ ଜାଣିଲୁ ଅସ୍ମିତା ଅର୍ଥ ଓଡ଼ିଆର ସ୍ୱାଭିମାନ
@BirendraHansdah-m8e
@BirendraHansdah-m8e Ай бұрын
Jhioro namo odisharo
@user-tb8rv4rj3x
@user-tb8rv4rj3x Ай бұрын
ଆପଣ କ'ଣ ଜାଣି ନାହାନ୍ତି କି ବର୍ତମାନ କିଛି ଦିନ ଆଗରୁ ଘଟିଥିଲା, CM Sir ଉତ୍କଳ ମଣି ମଧୁସୁଦନ & ରାଜ୍ୟପାଳଙ୍କ ପୁତ୍ରଙ୍କର କିଛି ମାରପିଟ୍,
@dwarikanathsutar9583
@dwarikanathsutar9583 14 күн бұрын
Odia asmita is jagannath ji ka sanskruti
@sbiswal6510
@sbiswal6510 Ай бұрын
Odia asmita is a political term for BJP
@ayurvedicguru8010
@ayurvedicguru8010 Ай бұрын
ଓଡ଼ିଆ ଅସ୍ମିତା ର ଅର୍ଥ ଗୋପବନ୍ଧୁ ଦାସ କୁ ଗୋପାଲ ବନ୍ଧୁ ଦାସ ଓ ଉତ୍କଳ ମଣି ମଧୁସୂଦନ ଦାସ କହିବା ଆଉ କଣ
@DhanurjayMunda-ff2cn
@DhanurjayMunda-ff2cn 24 күн бұрын
ଅସ୍ମିତା କଥା ର ମାନେ କୁ ବୁଝାଏ ଓଡିଶା ର ମନ୍ଦିର, ଦେବା ଦେବି, ପାହାଡ଼ ପର୍ବତ, ନଦୀ ନାଳ, ଖଣିଞ୍ଜ ସମ୍ପଦ, ଓଡ଼ିଆ ଭାଷା, ଓଡିଶା ର ଖେଳ, ନୃତ୍ୟ, ଓଡିଶା ର ଗର୍ବ ଏବଂ ଗୌରବ, ଓଡିଶା ର ପଶୁ, ପକ୍ଷୀ ଓ ମହାପୁରୁଷ ମାନଙ୍କୁ ବୁଝାଏ
@prashantameher7965
@prashantameher7965 27 күн бұрын
Odia Swabhiman
@rajeshkumarpradhan7820
@rajeshkumarpradhan7820 Ай бұрын
Bjp neta nku pachara jau..jie ehi katha kahi sarkar ku asichhanty
@lochanbehera4176
@lochanbehera4176 22 күн бұрын
ନେତା ମାନକୁ ପଚାରୁନ ଜୋଉ ସଳା କହୁଥିଲା
@BKR337
@BKR337 Ай бұрын
ଓଡିଆ ଅସ୍ମିତା ମାନେ ବିଆ
@koraputiajitunona8857
@koraputiajitunona8857 24 күн бұрын
ବିଜେପି ଓଡ଼ିଆ ମାନଙ୍କୁ ଓଡ଼ିଆ ଅସ୍ମିତା କହି ଭଟ ପାଇ ଛନ୍ତି କିନ୍ତୁ ଆମେ ଓଡ଼ିଆ ମାନେ ନ ଜାଣି ଭଟ ଦେଇଛେ। ଖାଲି ପରିବର୍ତ୍ତନ ପାଇଁ ଭଟ ଦେଇଛୁ।
@user-mq7qs1jz7r
@user-mq7qs1jz7r Ай бұрын
ଚୋର ଦଳ ଓଡ଼ିଆ ଅସ୍ମିତା କହିକି ଲୋକଙ୍କୁ ଭୁଆଁ ବୁଲେଇଦେଲେ
@debadattabehera6000
@debadattabehera6000 24 күн бұрын
ସବୁ ଅସ୍ମିତା ର ଅର୍ଥକୁ ଅନର୍ଥ କରି ଲେଖିଲେ, ନହେଲେ ଗୂଗଲରୁ ଦେଖି।ଅସ୍ମିତା ର ପ୍ରକୃତ ଅର୍ଥ ଆମେ ଜାଣିବା ଦରକାର। ଏହି କାରଣରୁ ଓଡିଶା ର ଉର୍ନତି ଧୀର ଗତି କରୁଛି। ନିଜ ଜ୍ଞାନ କୌଶଳ ସଂକୃତି ପରମ୍ପରା କୁ ଛାଡି ଆଜି ଆମେ ଏଇ ପରି। ଆମ ପାଖରେ ଏତେ ନଦୀ ନାଳ, ଖାଲି ଜମି, ଲୋକ ବଳ ଅଛନ୍ତି, କିନ୍ତୁ ସେ ରାଜ୍ୟ ସମୃଦ୍ଧି ହେଉନି। ଲୋକ ସୁରତ ତାମିଲନାଡୁ ଖଟି ବାକୁ ଯାଉଛନ୍ତି। ଏ ସବୁର କାରଣ ଅସ୍ମିତା ବା ଆଜ୍ଞାନତା। ନିଜକୁ ଜାଣି କାହାକୁ ନଠକି, ନିଯେ କର୍ମକରି ଲେ ଆଗକୁ ବଢିବା। ଆଗରୁ କଥା ଅଛି ଓଡ଼ିଶା ରେ କଙ୍କଡା ଭଳି ଗୋଡ଼ ଭିଡା କଥା। ସେଥିପାଇଁ ଅସ୍ମିତା ଶବ୍ଦ ପ୍ରୟୋଗ କଲେ,ଅସ୍ମିତା ମଞ୍ଜ କଥା କହିଲେସମସ୍ତେ ରାଗିବେ। ଜୟ ଜଗନ୍ନାଥ
@UmaExpertise
@UmaExpertise 24 күн бұрын
Odia asmita means self respect. As You seen that. V k pandian non odia I mean Tamil odisha asi ki ama ku nachi ba ku try Karu thila. Sabu Tamil Raj chali thila so nija ra mama nije rakha odisha jana ta boli odia ashmita self respect ❤ na re campaigning kara gala ❤❤❤❤
@routking8192
@routking8192 Ай бұрын
ଆମ ଓଡ଼ିଶାରେ ଶ୍ରୀଜଗନ୍ନାଥ ଯେପର୍ଯ୍ୟନ୍ତ ଅଛନ୍ତି ଆମର ଅସ୍ମିତା ଠିକ୍ ଅଛି
@Binodnayak1414
@Binodnayak1414 22 күн бұрын
Majhi Vasa odia asmita
@maskentertainment9896
@maskentertainment9896 28 күн бұрын
ତମକୁ ଖରାପ ଲାଗିବା କଥା, କ୍ୟାମେରା ଆଗରେ ଆମ ଭାଇ ଙ୍କୁ ଏମିତି ଅ ସମ୍ମାନ କରିବା ଠିକ ନୁହେଁ। ତମର ସାମାନ୍ୟ ମାନବିକତା ଥିଲେ ଏମିତି ବୟସ୍କ ଙ୍କୁ ବି ହଇରାଣ କରି ନଥାନ୍ତ। ତମ ଅଭାଦ୍ରାମୀ ପାଇଁ ଈଶ୍ୱର ତମକୁ କ୍ଷମା କରିବେନି।
@Mrperfectbirendra
@Mrperfectbirendra Ай бұрын
ଅସ୍ମିତା କଣ? Ans* ଅସ୍ମିତା ଅର୍ଥ ନିଜ ସମ୍ବନ୍ଧୀୟ ଜ୍ଞାନ, ମଣିଷ ନିଜେ ନିଜକୁ ଖୁଜି ପାଇବାର ଅସଲି ଜ୍ଞାନ କୁ ଅସ୍ମିତା କୁହାଯାଏ ll
@sushantapujhari634
@sushantapujhari634 Ай бұрын
Bhai good କୋସିନ
@mkchhotray
@mkchhotray Ай бұрын
ଏତେ ଦିନ ହେଲାଣି ତୁମେ ପରା ଗଫୁଛ କାଇଁ କୋଉ ଦିନ ତ ହେଲେ ଅସ୍ମିତା ତୁମ ପାଟିରୁ ବାହାରିନି , ମୋଦି କହି କି ପଳେଇଲା ତାପରେ ସେଉଠୁ ତୁମେମାନେ .....
@Bhagi-s7s
@Bhagi-s7s Ай бұрын
ଓଡ଼ିଶାରେ ଓଡ଼ିଆ ଅସ୍ମିତା କିଂତୁ english କି ଶବ୍ଧ କଣ ପାଇଁ ବେବହାର କରାଯାଉଛି
@sarbeswarlahara8541
@sarbeswarlahara8541 Ай бұрын
Augmenting Study Materials in Indian Languages through Translation and Academic Writing (ASMITA)
@jchoudhury274
@jchoudhury274 Ай бұрын
ଓଡ଼ିଆ ଅସ୍ମିତା ମାନେ ଆମ ଓଡିଆ ଭାଷା ସଂସ୍କୃତି କୁ ଭୁଲି ଅଣ ଓଡ଼ିଆ ଶାସନ କରିବା ଆଉ ଓଡ଼ିଶା ର ଭାଷା ସଂସ୍କୃତି କୁ ଲୋପ କରିବା ଜୟ ଜଗନ୍ନାଥ
@Odiasmruti
@Odiasmruti Ай бұрын
( ଅସ୍ମିତା ର ଅର୍ଥ - ସ୍ୱାଭିମାନ ଓ ସୋତନ୍ତ୍ରତା )ସେ କେଉଁ ଜାତିର ,ଦେଶର ,ରାଜ୍ୟର କାହାର ବି ହେଉନା କାହିଁକି ଅସ୍ମିତା ସମସ୍ତଙ୍କର ଅଛି।
@mochiramsahu4814
@mochiramsahu4814 Ай бұрын
ଆଉ ଆମ ଆତ୍ମସନମାନ
@pabitraprakashsahu6628
@pabitraprakashsahu6628 Ай бұрын
ମାନ୍ୟବର ମନ୍ତ୍ରୀ ଙ୍କୁ ପଚ଼ାରିଲେ କହି ପାରିବେନି
@bishnuprasad7071
@bishnuprasad7071 Ай бұрын
Beautyfull
@user-uk9xo8uq7s
@user-uk9xo8uq7s Ай бұрын
ଓ କି ଦୁଃଖ ଆପଣ ମାନେ ଖୁଶି ତ
@knproduction960
@knproduction960 Ай бұрын
ଛି ଛି ଓଡ଼ିଆ ଅସ୍ମିତା 5ଥିଲେ ତ କହିବେ ନାଇଁ ନ କେନୁ କହେବେ ଆମର କୋଶଳ ଅସ୍ମିତା ଅଛେ ସାରା ବିଶ୍ୱ ଜାନିଚେ ସମ୍ବଲପୁରୀ ଅସ୍ମିତା
@prasantmohanty4880
@prasantmohanty4880 Ай бұрын
ଆମ ଲୋକେ ଓଡ଼ିଆ ଅସ୍ମିତା ଜାଣିନାହାନ୍ତି କିନ୍ତୁ ନବୀନ ପଟ୍ଟନାୟକ ଙ୍କ ବିଷୟ ରେ ଯଦି କିଏ କହିଦେଲେ ତ ସେମାନେ ଏମିତି ଡେଇଁବେ ଯେ ସତରେ ଯେମିତି ନବୀନ କୁ ନୁହଁ ଜଗନ୍ନାଥ ଙ୍କୁ କହିଲେ 😄
Electric Flying Bird with Hanging Wire Automatic for Ceiling Parrot
00:15
Underwater Challenge 😱
00:37
Topper Guild
Рет қаралды 48 МЛН
Brawl Stars Edit😈📕
00:15
Kan Andrey
Рет қаралды 7 МЛН
News Fuse 14 AUG 2024
23:28
OTV
Рет қаралды 375 М.
News Fuse 23 AUG 2024
18:42
OTV
Рет қаралды 222 М.