News Point: Feasibility Of Alcohol Ban In Odisha | Separating Hype From Reality

  Рет қаралды 172,262

Kanak News

Kanak News

7 күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews

Пікірлер: 1 100
@mmnewsodia
@mmnewsodia 5 күн бұрын
ମ - ମରିବ ଆଉ ମାରିବ ଦ - ଦରିଦ୍ର ହେବ ଏବଂ ଦଙ୍ଗା ସୃଷ୍ଟି କରିବ ୧- ମଦ ବନ୍ଦ ହେଲେ ଦୁର୍ଘଟଣା କମିବ ୨- ମଦ ବନ୍ଦ ହେଲେ ପରିବାର ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା କମିବ ୩-ସ୍ୱାସ୍ଥ୍ୟବି ବହୁତ ଭଲ ରହିବ ୪- ଗରିବ କମିବ ଆମ ଦେଶ ଏବଂ ଆମ ରାଜ୍ୟରେ ଅର୍ଥନୀତି ବଢିବ
@user-kg1db9om9j
@user-kg1db9om9j Күн бұрын
Right sir
@subratsahu8619
@subratsahu8619 Күн бұрын
Yes
@hema4091
@hema4091 Күн бұрын
Yes
@chitrasenbehera7023
@chitrasenbehera7023 Күн бұрын
मद वंद हेले अनेक महिला विधवा हेबारु वंचिजिवे । बेआईन कारोबार रो मुख्य अपराधी केबल पुलिस। देशरे पुलिस जोदि सचट नियम रे ड्यूटी करे ताहाहेले देशर उन्नति कु केहि रोखि पारिवेनि ।निशा मुक्त आईन लागु हेले देश रे अनेक अपमृतु कमिजिव, अनेक परिवार रे खुशी ओ संपद आसिजिव। लोके सवु क्षेत्र रे आगकु बढिवे, हिंसा कमिजिव देश रे उन्नति आसिजिव ।
@TutuBehera-u5h
@TutuBehera-u5h Күн бұрын
Yes
@SusantaSesa
@SusantaSesa 5 күн бұрын
ମଦ ବନ୍ଦ ହେବା ଦରକାର କାହିଁକି ନା 1-ମଦ ପିଇକି ବହୁତ ଲୋକ ଖରାପ ହେଉଛନ୍ତି ଆଉ ବହୁତ ଘରେ ଝଗଡା ହେଉଛି 2-ମଦ ପିଇକି ଗାଡି ଧକା ହେଉଛି ଅଧିକ
@SoumyaRanjan250
@SoumyaRanjan250 5 күн бұрын
1st point ta sata katha
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@sscreationtv8711
@sscreationtv8711 4 күн бұрын
​@@skshitish sie bi bandha haba wait kara... Good decision by cm
@keshabnayak5755
@keshabnayak5755 Күн бұрын
Tu ki bhala kamata karuchiki
@tarunkumarsingh675
@tarunkumarsingh675 4 күн бұрын
ଯେଉଁ ଲୋକ ମାନେ ଦେଶୀ ମଦ ପ୍ରସ୍ତୁତ କରିବ ସେହି ଲୋକ ମାନଙ୍କୁ । ପୋଲିସ ଧରି ଲେ ସେମାନଙ୍କୁ ପାଞ୍ଚ ଲକ୍ଷ ଜରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ଦିଅନ୍ତୁ ସରକାର ।
@maheswetamohanty8695
@maheswetamohanty8695 4 күн бұрын
ମଦ ଖାଲି ନୁହେଁ ସବୁ ‌ନିଶା ବନ୍ଦ ହେବା ଦରକାର ଓଡ଼ିଶା ରୁ❤
@ashokkumarpal596
@ashokkumarpal596 5 күн бұрын
ସରକାର ଯଦି ଚୋରା ମଦ କୁ ସମ୍ପୂର୍ଣ ବନ୍ଦ କରିପାରିବେ ତେବେ ମଦ ବନ୍ଦ କରିବା ଉଚିତ .
@dhananjaysahoo4579
@dhananjaysahoo4579 5 күн бұрын
BJD ସେତିକି ତ କରୁ ନ ଥିଲା
@Yzx.869
@Yzx.869 5 күн бұрын
​@@dhananjaysahoo4579ଏଠି bjd /bjp ର ପ୍ରଶ୍ନ ଉଠୁନି। ଯଦି bjp ଭଲ ତାହେଲେ ଦେଶରୁ ମଦ ବନ୍ଦ କରି ଦେଇ ନାହାଁନ୍ତି।
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@user-cd6nc6qw5g
@user-cd6nc6qw5g 4 күн бұрын
Mada ta chora kemiti hela taku ta garment sikruti dela chora kemiti hela tike bujha be maduaa
@satyanarayanpanda2461
@satyanarayanpanda2461 4 күн бұрын
@@user-cd6nc6qw5g are bhai tu nije gorment spelling vul lekhuchu aau bjhibaku kahuchu , se chora ,mada bole desi mada katha kahuchi aau jou mada black re bikri hauchi taku kahuchi
@ARUNPADHAN-g9c
@ARUNPADHAN-g9c 5 күн бұрын
ଓଡିଶାରେ ମଦ ବନ୍ଦ ହେବା ଦରକାର
@SoumyaRanjan250
@SoumyaRanjan250 5 күн бұрын
ଜଲଦୀ ବନ୍ଦ ହେବା ଦରକାର, କାରଣ ବହୁତ ପରିବାରରେ ଝଗଡ଼ା ହେଉଛି ମଦ ପିଏବାରୁ, ମଦ ନିଶାରେ ଏମିତି ଅଭ୍ୟାସ ହୋଇଯାଉଛନ୍ତି ଯା କି ଦେହ ଖରାପ ହେଲା ପରେ ପି ଡକ୍ଟର ମନା କଲା ପରେ ବି ଲୋକ ମେଡ଼ିସିନ୍ ସାଙ୍ଗରେ ମଦ କୁ ପିଉଛନ୍ତି, ଯା ଫଳରେ ବେଶୀ ଅସୁବିଧା ହଉଚି
@jogendranayak8164
@jogendranayak8164 4 күн бұрын
@soumyranja babu Aau ganjei @pauder
@SoumyaRanjan250
@SoumyaRanjan250 4 күн бұрын
@@jogendranayak8164bhai jete sabu nisa jinisa achi ban hele bhala,bcz gote loka tara parisramika masaku paiba ta ghare he se paisa rahiba,au ete money ra asubidha habani gote family re
@AbhilashNayak-yw1ge
@AbhilashNayak-yw1ge 4 күн бұрын
Right
@manisankarofficial3873
@manisankarofficial3873 3 күн бұрын
Morontu
@u.kgodblessyou742
@u.kgodblessyou742 5 күн бұрын
ମଦ ବନ୍ଦ କରାଯାଉ Sir.. ବହୁତ ଭଲ ହେବ ଆମ ରାଜ୍ୟ ପାଇଁ..
@Manojbagsingh
@Manojbagsingh 5 күн бұрын
ମଦ ଆମ ଓଡିଶା ର ବିକାଶ କରେଇ ଦେବନାହିଁ ହେଲେ ପିଲାମାନେ ଶେଷରେ ମାଫିଆ ଵନିଯିବେ
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@HappyMajhimo
@HappyMajhimo 4 күн бұрын
Ma geha kn kohucchu be ma geha
@tafikmohanty1138
@tafikmohanty1138 5 күн бұрын
ଓଡ଼ିଶା ରେ ମଦ ବନ୍ଦ ହେବ ଦରକାର
@priyabratabhol2287
@priyabratabhol2287 5 күн бұрын
Balana 😂😂😂😂
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@liteshkumar2496
@liteshkumar2496 4 күн бұрын
ଅତିଶୀଘ୍ର ଓଡିଶା ରେ ସବୁ ପ୍ରକାର ନିଶା ଜିନିଷ ବନ୍ଦ ହେଉ 🙏
@Sudhansuhappy06
@Sudhansuhappy06 3 күн бұрын
ଦୟାକରି, ମଦ, ଭାଙ୍ଗ, ଏ ସବୁ ନିଶା ଦ୍ରବ୍ୟ କୁ ଓଡ଼ିଶା ରୁ ବନ୍ଦ୍ କରିବା ବହୁତ୍ ଜରୁରୀ।।।।।
@yudhistirbabul8491
@yudhistirbabul8491 5 күн бұрын
ମୁଁ ହେଲି ଘୋଡ଼ା ମଦୁଆ ମୋର ଦିନ ଆରମ୍ଭ ମଦ ରେ ଦିନ ଶେଷ ମଦ ରେ କିନ୍ତୁ ମାଡ଼ି ଯଦି ଓଡ଼ିଶାରେ ବନ୍ଦ ହେବ ମୋ ପରିବାର ବହୁତ ଖୁସି ହେବେ ।
@REALHEROJEETRAJFITNESS
@REALHEROJEETRAJFITNESS 2 күн бұрын
Marij
@jayramsahoo1032
@jayramsahoo1032 5 күн бұрын
ମଦ ବନ୍ଦ ହେବା ଦରକାର ୧. ମଦ ପିଇ ମୃତ, ବଳାତ୍କାର , ନାରୀ ନିର୍ଯ୍ୟାତନା,ଯୁବ ସମାଜ ନିମ୍ନଗାମୀ ଆଡ଼କୁ ଗତି କରୁଛି। ଏଣୁ ନୂତନ ସରକାରଙ୍କ ପାଖରେ ଆମ ଯୁବ ସମାଜ ଙ୍କର ଅନୁରୋଧ କି ମଦ ବନ୍ଦ କରାଯାଉ ଆଉ ଆମ ଓଡ଼ିଶା କୁ ନୂତନ କରି ଗଢାଯାଉ ।
@prakash35b
@prakash35b 5 күн бұрын
ବହୁତ ଭଲ କଥା
@merimaasachinrout9733
@merimaasachinrout9733 4 күн бұрын
ଓଡ଼ିଶାରେ ଯଦି ମଦ ବନ୍ଦ ହୁଏ ।ଚୋରା ମଦ ର କାରବାର ହବ ଆଉ ଦେଇ ମଦ କାରବାର ହବ ।। କାରଣ ଗୁଜୁରାଟ ରେ ମଦ ବନ୍ଦ ଅଛି କିନ୍ତୁ ଚୋରା ମଦ ଚାଲୁଛି l ଆଉ ଦେଇସି ମଦ ଖୁଲମ୍ ଖୁଲା ବିକ୍ରି ହଉଚି । ଯଦି ସରକାର ମଦ ବନ୍ଦ କରିବେ ଚୋରା ମଦ ଆଉ ଦେଶୀ ମଦ ବନ୍ଦ କରିପାରିବେ ଭଲ କଥା ନହେଲେ କିଛି ଫାଇଦା ନାହିଁ ଚୋରା ମଦ ଅଧିକ ପଇସାରେ ବିକ୍ରି କରିବେ
@user-gv4mh8xh2t
@user-gv4mh8xh2t 5 күн бұрын
ମଦ ବନ୍ଦ ହେବା ଦରକାର
@nayak.creation1991
@nayak.creation1991 5 күн бұрын
ମଦ ବନ୍ଦ ହେବା ଉଚିତ୍ ତା ସାଙ୍ଗେ ସାଙ୍ଗେ ଦେଶୀ ଭାଟି ବି ବନ୍ଦ ହେବା ଦରକାର ତାପରେ ବି ଯେତେକ ନିଶା ଦ୍ରବ୍ୟ ସାମଗ୍ରୀ ଅଛି ଯଥା ଗଞ୍ଜାଇ ଚରସ ଡ୍ରଗ୍ସ ବ୍ରାଉନ ସୁଗାର ଏମିତି କି ଗୁଟଖା ସିଗାରେଟ ବି ବନ୍ଦ ହେବା ଦରକାର ଜୟ ଜଗନ୍ନାଥ 🙏🏻
@balakrishnamahapatra7211
@balakrishnamahapatra7211 5 күн бұрын
Mu ekamata
@gyanaranjanbehera6401
@gyanaranjanbehera6401 5 күн бұрын
Right 👍
@jayantimuduli4920
@jayantimuduli4920 5 күн бұрын
Right 👍👍
@er.chaitanyaprasadmurmu6619
@er.chaitanyaprasadmurmu6619 4 күн бұрын
Jagannath nkor erhire roll nahin porn and modo bond hue but again kichi din pore khola hue sabu rajyo ro record dekho bond kola pore mafia raaj bodhe tanku business dekha jaye underground re modo tiari hebo drugs khaibo bodhibo laka nkor mu kohuni olga state re record dekhuchi.
@chandramajhi8049
@chandramajhi8049 2 күн бұрын
Right
@mahendratoppo311
@mahendratoppo311 5 күн бұрын
ମଦ ବନ୍ଦ କରା ଯାଉ ଓଡ଼ିଶାରେ ଲୋକ ମାନେ ଖରାପ ହେଉଛନ୍ତି
@binodkumar-px7ld
@binodkumar-px7ld 4 күн бұрын
ମଦ ବନ୍ଦହେଲେ ବହୁତ୍ ଭଲ ସାର୍
@adaityakumarsahu8061
@adaityakumarsahu8061 5 күн бұрын
ବନ୍ଦ୍ ହୋଇଗଲେ ଅତି ସୁନ୍ଦର୍ ହେବ
@deepakkumarnaik885
@deepakkumarnaik885 5 күн бұрын
Very nice 👍 decision govt of odisha.
@bimalpradhan5623
@bimalpradhan5623 4 күн бұрын
ନିଶା ଦ୍ୱାରା 99ପ୍ରତିଶତ ସଡ଼କ ଦୁର୍ଘଟଣା ଘଟଣା ଘଟୁଛି,,,
@khusirajalaxmidiptiexpress5041
@khusirajalaxmidiptiexpress5041 5 күн бұрын
ମଦୁଆରେ ଓଡିଶା ଏକ ନମ୍ବର ରହିବ ହେବ, sir ଯେମିତି ବାଖ୍ୟା ଆପଣ କରୁଛନ୍ତି ଲାଗୁଚି ରାଜ୍ୟରେ ମଦ ବନ୍ଦ ଶବ୍ଦ କହିବା ଭୁଲ....
@TXZM.ANU.
@TXZM.ANU. 5 күн бұрын
ମଦ ବନ୍ଦ ହେଉ ଜଲଦି ଓଡିଶା ରେ
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@rjsoy4432
@rjsoy4432 4 күн бұрын
ଯଥା ଶିଘ୍ର ବନ୍ଦ ହେବା ଜରୁରୀ❌🍹❌🚫 ମଦ ବନ୍ଦ ହେଲେ ରାଜ ନେତା ମାନେ Vote ସମୟ ରେ voter ମାନଙ୍କୁ ହିଁଶ୍ର କରି ପରିବେ ନି ଏହା ସମାଜ ଓ ଗଣତନ୍ତ୍ର ପାଇଁ ହିତ କାରକ ✅ 👍🙏🙏
@sp.education1006
@sp.education1006 4 күн бұрын
ମଦ ଯଦି ସଂପୂର୍ଣ୍ଣ ରୂପେ ବନ୍ଦ ହେବ ତେବେ ଭଲ ହେବ, ନଚେତ୍ କୌଣସି ମୂଲ୍ୟ ନାହିଁ
@sarojkumarbehera6697
@sarojkumarbehera6697 5 күн бұрын
ମଦ ମୁକ୍ତ ଓଡ଼ିଶା👍👍👍👍
@Shree_910
@Shree_910 5 күн бұрын
ମଦ ନମିଲେ ତ ବହୁତ ଭଲ ହବ😊
@LBARIKLBARIK
@LBARIKLBARIK 4 күн бұрын
ମଦ ଜଦି ବନ୍ଦ କରାଯାଉଛି. ପୁରା ବନ୍ଦ କରାଯାଉ.. ଓଡିଶା ନିଶା ଦ୍ରବ୍ୟ ରାଜ୍ୟ ହୋଉ ....
@oldisgold1379
@oldisgold1379 4 күн бұрын
👉ମଦ ବନ୍ଦ ହେବା ଦରକାର,, ରାଜସ୍ବ କମିଲେ କମୁ,,ମଦ ପାଇଁ ଲୋକଙ୍କୁ ମାରିବେ ନା କଣ । 👉ଆଉ ନା ହେଲେ ମଦ କେସ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
@sailendupanda2027
@sailendupanda2027 4 күн бұрын
ଶୀଘ୍ର ବନ୍ଦ ହଉ ମୋର ଅନୁରୋଧ ସରକାର କୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@badalsinghhumble
@badalsinghhumble 5 күн бұрын
Bahut Bhala
@AmusedJapaneseMaples-rl1sv
@AmusedJapaneseMaples-rl1sv 4 күн бұрын
ମଦ ବନ୍ଦ ହେଲେ ପରିବେଶ ଶୃଙ୍ଖଳିତ ରହିବ 😊😊
@SKeducation2839
@SKeducation2839 4 күн бұрын
ସମସ୍ତ ପ୍ରକାରର ମଦ ବନ୍ଦ କରିବାର ନିଷ୍ପତି ନେବା ଦରକାର l ଦେଶୀ ହେଉ କି ବିଦେଶୀ l ଓଡ଼ିଶା କୁ ଦେବ ଭୂମି କୁହାଯାଏ l ଏହି ମଦ ଲାଗି ଏହି ପବିତ୍ରୀ ଭୂମି ର ପରିବେଶ ତଥା ପରିବାର ନଷ୍ଟ ହେଉଛନ୍ତି l ମଦ ପାଇଁ ଭାବିବା ଦରକାର ଅଛି l🙏
@rajendrareddy7334
@rajendrareddy7334 7 сағат бұрын
❤it is written by the Bible according to your valuable words. Thanks 👍
@tulunayak9351
@tulunayak9351 4 күн бұрын
ଓଡ଼ିଶାରେ ମଦ ବନ୍ଦ କରିବା ଦରକାର
@gkmasteruday
@gkmasteruday 4 күн бұрын
ନିଶ୍ଚୟ ବନ୍ଦ ହେବା ଦରକାର
@subalkumarswain1457
@subalkumarswain1457 5 күн бұрын
ମଦ ବନ୍ଦ ହେଲେ ଓଡିଶା ରାମ ରାଜ୍ୟ ହୋଇଯିବ
@Jiten9382
@Jiten9382 5 күн бұрын
ବହୁତ ଭଲ ହେବ, ଓଡ଼ିଶାରେ ମଦ ବନ୍ଦ୍ ହେଲେ, very good decision of liquor 🥃 banned 🚫 take it to very seriously govt..of Odisha.. .....
@surajjhodia8247
@surajjhodia8247 4 күн бұрын
ମଦ ସହ ବିଡ଼ି ସିଗାରେଟ୍ ଗୁଟକା ଇତ୍ୟାଦି ସବୁ ନିଶା ଦ୍ରବ୍ୟ ସବୁ ବନ୍ଦ ଦେଲେ ଭଲ ହୋଇଥାନ୍ତା।
@abhimanyumohanta-dx9on
@abhimanyumohanta-dx9on 5 күн бұрын
ମଦ ବନ୍ଦ ହେବା ନିହାତି ଦରକାର ମୋ family re mu nije ଭଗୁଛି mo tharu kehi adhika jani nathibe nihati ବନ୍ଦ ହେଉ
@purusottamdas2401
@purusottamdas2401 5 күн бұрын
ମଦ ବନ୍ଦ୍ ହେଲାପରେ drugs ଭଲ ବେପାର ହେବ। ସବୁ ଦୋକାନୀ ଗଞ୍ଜେଇ ରଖିବେ
@hemantasukri9117
@hemantasukri9117 5 күн бұрын
Right
@ghanashyampatra6914
@ghanashyampatra6914 4 күн бұрын
ଭାଇମାନେ ଆପଣ ମାନେ ବିଶ୍ୱାସ କରିପାରିବେନି ସ୍କୁଲ ଯିବା ପିଲାମାନେ ଓ 18 Age ରୁ କମ ପିଲାମାନେ ମଦ ପିଉଛନ୍ତି ଠିକ କଥା ଜଲ୍ଦି ଆମ ODISHA ରେ ମଦ ବନ୍ଦ ହେବା ଦରକାର Thanku ODISHA Goverment 🙏🙏🙏🙏
@user-bb1ws8cz8x
@user-bb1ws8cz8x 4 күн бұрын
बंद होना जरूरी है बंद होना जरूरी है दारू बंद होना जरूरी है
@ShreeKrishna276
@ShreeKrishna276 5 күн бұрын
ମୁଁ ଏ news ରେ ଉତ୍ତର ରଖୁଛି ଯେ ମଦ ବନ୍ଦ ହେବା ଦରକାର କଣ ପାଇଁ। ୧- ଲୋକ ମାନେ ମଦ ପିଇ ସ୍ତ୍ରୀ ଙ୍କୁ ମାରପିଟ୍ କରନ୍ତି କିଛି ଲୋକ ୨- ବହୁତ୍ ଘର ଉଜୁଡ଼ି ଯାଉଚି ୩- ମଦ ବନ୍ଦ ହେଲେ ଏଲେଷ୍କନ୍ ରେ ବି କାହାରିକୁ ମଦ ଦେଇ ପାରିବେନି ୪- ଯୁବକ ମାନେ ମଦ ପାଇଁ ବେକାରୀ ହେଉଛନ୍ତି
@hemanthdhir6835
@hemanthdhir6835 5 күн бұрын
Modo pi gadi chalai baru acdent heuchi
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@bhagabandora1734
@bhagabandora1734 4 күн бұрын
Yes sir ମଦ ବନ୍ଦକରିବା ଧରକାର
@rajatbadamajhi960
@rajatbadamajhi960 3 күн бұрын
ଓଡିଶା ରେ ମଦ ବନ୍ଦ କରିପାରିଲେ ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ
@dukedibya
@dukedibya 4 күн бұрын
Banned Liquor 🥃 All Over Odisha 💔
@khusirajalaxmidiptiexpress5041
@khusirajalaxmidiptiexpress5041 5 күн бұрын
ବହୁତ ବହୁତ ଭଲ ହେବ ଏତିକି ହେଲେ ଦରକାର
@RahulModi_
@RahulModi_ 4 күн бұрын
Into ଟା ଟିକେ casual ଥିଲା 😂😂😂
@sccraft3295
@sccraft3295 9 сағат бұрын
ମଦ ପାଇଁ ବହୁତ ପରିବାର ନଷ୍ଟ ହେଇଯାଇଛି 🙏🙏ପ୍ଲଜ଼ ମଦ ବଦ କରନ୍ତୁ ସ Cm sir🙏🙏
@gourangaseth8025
@gourangaseth8025 2 күн бұрын
ମଦ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଉ ଏହା ଅଧିକ ସଂଖ୍ୟକ ଲୋକ ତଥା ପରିବାରର ପରିପୋଷଣ କୁ ନଷ୍ଟ କରୁଛି।
@lakhindrabhoi1244
@lakhindrabhoi1244 4 күн бұрын
ମଦ ବନ୍ଦହେଉ ସାର
@rajeshmajhi2218
@rajeshmajhi2218 5 күн бұрын
ମଦ ବିକ୍ରି ବନ୍ଦ କରିବା ଦରକାର
@premanandamallik3546
@premanandamallik3546 4 күн бұрын
ମଦ ବଦହେଲେ ବଦୁଆ ମରିଜିବେକି ନାହିଁ କିନ୍ତୁ ମଦୁଆ ପରିବାର ବଚିଜିବ ଉଜୁଡିଜିବା ପରିବାର ବଚିଜିବ ଜଦିମଦଟିଆ୍ସ ଅର୍ଥନୈତିକୁ ସବଳକରୁଛି ତାହେଲେ ଓଡ଼ିଶା ରେ କାରଖାନା ଓ ଶୁତାମିଲ କପଡାମିଲଖୋଲାଜାଉ ଓ ବେକାରିହଟିବ ଡବଲଫାଇଦାମିଳିବ ଘରଚରିବ ବେକାରୀ ହଟିବ
@kunarout9284
@kunarout9284 3 күн бұрын
ସରକାର ମଦ ପିଛା ଛାଡ଼ି, ଯେଁଉ ମନକୁ ଧରି ଜେଲ ପଠାଇବା କଥା କରନ୍ତୁ, ଯେଁଉ ଥିରୁ କୋଟି କୋଟି ରାଜସ୍ବ ଯାଉଚି, ଜାଉ,କିନ୍ତୁ e ବାବଦରେ କଡ଼ା ସଚେତ କାର୍ଯ୍ୟ କ୍ରମ କରାଯାଉ , ନଚେତ ଏ ସରକାର ବଙ୍ଗୋପ ସାଗର ଗର୍ଭରେ ଲୀନ ହେବ ।
@jayaprakashsamantray8674
@jayaprakashsamantray8674 5 күн бұрын
Good to ban Alcohol from the LORD JAGANNATH STATE OF ODISHA. IT WILL SAVE THOUSANDS OF LIFE AND FAMILIES UNNECESSARY DISTRUBANCE. ALL PEOPLE WILL HAPPY TO LIVE. JAYAPRAKASH SAMANTARAY Puri. ODISHA
@GadiBehera-sr5mv
@GadiBehera-sr5mv 5 күн бұрын
Bjp ra Gandhi phati jiba
@premanandamallik3546
@premanandamallik3546 4 күн бұрын
ମଦବଦହେଉ କାରଖାନା ଓ କମ୍ପାନୀ ଖୋଲାଜାଉ ବେକାରୀହଟିବ ମଦୁଆ ବଚିବ ଓଡ଼ିଶା ହଶିବ
@prafulladash748
@prafulladash748 3 күн бұрын
ମଦ ଵନ୍ଦ ପାଇଁ ଅନେକ ବର୍ଷ ରୁ ଆନ୍ଦୋଳନ ଲୋକେ କରି ଆସୁଛନ୍ତି କିନ୍ତୁ ପ୍ରଶାସନ ନିରବ ଦ୍ରଷ୍ଟା ସାଜି ନିଜ ରାଜ କୋଷ ବୃଦ୍ଧି କରି ଚାଲିଥିଲେ ଆଉ ହଜାର ଲୋକ କଲ୍ୟାଣ ଯୋଜନା କରି ଲୋକ ଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇ ଥିଲେ. ଲୋକେ ଯେବେଳେ ବୁଝିଗଲେ ଯେ ନିଁଶା ଯଦି ଓଡିଶାରୁ ବନ୍ଦ ନ ହେବ ତେବେ ହଜାର ଯୋଜନା ର ଫଳ ଶୂନ ଘର. କେବଳ ଭୋଟ ସମୟ କୁ ଅପେକ୍ଷା ଥିଲା.. ଯାହା ଘରେ ସାପ ପଶିବ ନିଁଶା ଖୋର ପାଇଁ ଭୁକ୍ଷେପ ନାହିଁ ବାକି ପରିବାର ଲୋକ ଙ୍କ ପାଇଁ କାଳ ରାତ୍ରି. ଦେଶ ମଧ୍ୟ ଏକାଦଶା ଆପଣ ମଦ ସପକ୍ଷ ରେ ଯାହା କହିଲେ ମୁ ଅନ୍ତର ସହ ଅସମ୍ମତି ପ୍ରକାଶ କରି ଛି ତେଣୁ ତାର ଅନିଷ୍ଟ କାରି ତାକୁ ପ୍ରାଧାନ୍ୟ ଦିଏ
@sashidharnaik5180
@sashidharnaik5180 5 күн бұрын
ସରକାରୀ ଚାକରିଆ କୁ ମଦ ମିଳିବ ଦରକାର
@ranjansamal6157
@ranjansamal6157 5 күн бұрын
ଭୁଲୁ ନିସପ୍ତି
@rabindrakumarpanigrahi7168
@rabindrakumarpanigrahi7168 5 күн бұрын
Bhala nispatti
@bimalpradhan5623
@bimalpradhan5623 4 күн бұрын
ମଦ, ଗଂଜେଇ, ପାଉଡର ସବୁ ବନ୍ଦ ହେଲେ ଭଲ ହେବ
@atozkirtanvideo
@atozkirtanvideo 3 күн бұрын
ମଦ ଓଡିଶାରେ ବନ୍ଦ ହୋଇଗଲେ. ମୁଁ ଯାଇକି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଭୋଗ କରିବି କାହିଁକିନା ମୋ ଭାଇ ବେକାର ହୋଇଗଲା
@user-yr2dd3ki9q
@user-yr2dd3ki9q 5 күн бұрын
Right dicision of Cm Mohan Majhi sir Salute for your good word. ❤
@skshitish
@skshitish 5 күн бұрын
ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ
@SarojVlogsIndia
@SarojVlogsIndia 4 күн бұрын
ମଦ ବନ୍ଦ କରନ୍ତୁ ଓଡ଼ିଶାରେ
@REALHEROJEETRAJFITNESS
@REALHEROJEETRAJFITNESS 2 күн бұрын
Bastd
@user-cw9gp5ty9f
@user-cw9gp5ty9f 3 күн бұрын
ଯାହା ଆମର ସବୁଠୁ ମୂଲ୍ଯବାନ ସମ୍ପଦ (ମାନବ ସମ୍ବଳ) କୁ ନଷ୍ଟ ଭ୍ରଷ୍ଟ କରିସାରିଲାଣି,ଭବିଷ୍ୟତ ପିଢ଼ିଙ୍କୁ ଉଜାଡ଼ି ସାରିଲାଣି ତା'କୁ ଆମେ ଆପଣେଇବା ଠିକ୍ ହେବ କି ? ମଦ ସଂସ୍କୃତିକୁ ଧୀରେ ଧୀରେ ବନ୍ଦ କରିବା ନିହାତି ଜରୁରୀ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@ganeshchalan5441
@ganeshchalan5441 4 күн бұрын
ମଦ ବନ୍ଦ ହେବା ଦରକାର,, ଅନେକ କାରଣ ଅଛି,,,
@krushnamuduli3564
@krushnamuduli3564 9 сағат бұрын
ପ୍ରତି ମାସକୁ ଥରେ ମଦ ମିଳିବା ଦରକାର ଆଉ ଜଣଙ୍କୁ କେବଳ ଦୁଇଟି ହିଁ ମିଳିବା ଦରକାର ସାର୍ ।
@sukantjena1984
@sukantjena1984 3 күн бұрын
ମଦ ବେପାର ବନ୍ଦ ହେବା ଦରକାର. ଗୁଟକା ବନ୍ଦ ହେବା ଦରକାର. କିନ୍ତୁ ଖିଲି ପାନ ବେପାର ବନ୍ଦ ନ ହେବା ଦରକାର...
@user-em3ur1hj3z
@user-em3ur1hj3z 4 күн бұрын
ସୁସ୍ଥ ଶରୀର ସ୍ୱଚ୍ଛ ମନ ଓ ସଭ୍ୟ ସମାଜ ନିର୍ମାଣ ପାଇଁ ଓଡିଶା ସରକାର ବିଶେଷ ଧ୍ୟାନ ଦେବା ଦରକାର...
@niracreation
@niracreation 4 күн бұрын
ଓଡ଼ିଶା ରେ ମଦ ମୁକ୍ତ ଅଞ୍ଚଳ ହେବା ଦରକାର
@user-jg1ud9sv9h
@user-jg1ud9sv9h Күн бұрын
ଦୁନିଆରେ ସବୁ ପ୍ରକାର ଆଇନ୍ କୁ ଲୋକ ମାନିବାକୁ ବାଧ୍ୟ ହେଉଛନ୍ତି ଠିକ୍ ସେହିପରି ଏହି ମଦ ବନ୍ଦ କରିବା ଆଇନ୍ ମଧ୍ୟ ମାନିବା ଉଚିତ୍ ଏହି ଆଇନ୍ କୁ ସରକାର ମାନିବାକୁ ବାଧ୍ୟ ତେବେ ସମସ୍ତେ ମାନିବାକୁ ବାଧ୍ୟ 🙏🙏 ହଁ ମଦ ବନ୍ଦ କରାଯାଉ,
@biswajitparija9841
@biswajitparija9841 4 күн бұрын
What's about Gutkha, ciggerate, Ganja, drugs, charus, maguli etc ????
@SRpradhan8179
@SRpradhan8179 3 күн бұрын
ମଦ ବନ୍ଦ ହେବା ଦରକାର ? ସ୍କୁଲ ପିଲା ବହୁତ ଖରାଫ ରାସ୍ତାରେ ଯାଉଛନ୍ତି 👍👍👍🙏
@krishnasethy8533
@krishnasethy8533 4 күн бұрын
ମଦ ବନ୍ଦ ହେଲେ ଓଡିଶା ଲୋକ କୋଲକୋତ, ଆନ୍ଧ୍ର ଯାଇକି ପିଇବେ ଓଡିଶା ପଇସା ଆନ୍ଧ୍ର ଜୀବ
@PapuKisan-oq7gj
@PapuKisan-oq7gj 3 күн бұрын
ଆରେ ସଭିଏ ଜାନୁଛନ ମଦ ଖରାପ କିନ୍ତୁ ପିଉଛନ କାଏ କରମା ଭଗବାନ ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ❤❤
@arunakumarkata6903
@arunakumarkata6903 4 күн бұрын
ମଦ ବନ୍ଦ ହେବା ଦରକାର ମଦ ଦ୍ୱାରା
@ManojKumar-jf5rq
@ManojKumar-jf5rq 4 күн бұрын
ମଦ ନିହାତି ବନ୍ଦ ହେବା କଥା
@prasantamohanty1948
@prasantamohanty1948 4 күн бұрын
Bohut bhala
@monomajhi7948
@monomajhi7948 22 сағат бұрын
ମଦ ବନ୍ଦ ହେବା ଉଚିତ୍ କହିକିନା ମଦ ପିହୀକି ବାଉତ୍ ଲୋକ କରାପ ହେଉଚନ୍ତି 👍👍
@prasantakumarsinging9124
@prasantakumarsinging9124 Күн бұрын
ମଦ ସହିତ ସମସ୍ତ ନିଶା ଦ୍ରବ୍ୟ ବନ୍ଦ ହେବା ଦରକାର 👍
@banilkumar2156
@banilkumar2156 4 күн бұрын
ଭଲ (👌👍👍👍👍👍👍👏👏👏👏👌👍
@satyabratbiswal4914
@satyabratbiswal4914 4 күн бұрын
bahut bhala step
@ranajitjena4668
@ranajitjena4668 4 күн бұрын
ଓଡିଶାରେ ମଦ ବନ୍ଦ ହେବା ଭଲ କଥା କିନ୍ତୁ ଏହା ମଧ୍ୟରେ ଲୁଚି ରହିଥିବ ସାଙ୍ଘାତିକ ସତକଥା ହେଲା ଯୋଉ କଳାବଜାରୀ ହେବ ସବୁ ବିଜେପିର କୁଜିନେତା ମାନେ କରି ଭଲ ଟଙ୍କା ରୋଜଗାର କରିବେ କାରଣ ପଡୋଶୀ ରାଜ୍ୟ ୱେଷ୍ଟ ବେଙ୍ଗଲ ଏବଂ ଝାଡ଼ଖଣ୍ଡ ରୁ ପ୍ରଚୁର ମାତ୍ରାରେ ଚୋରା ମଦ ଆସିବାକୁ କିଛି ଅସୁବିଧା ନାହିଁ
@Suneheripuja
@Suneheripuja 14 сағат бұрын
ଆରେ ଭାଇ ମଦ ବନ୍ଦ ହେଲେ କିଛି ଲାଭ ନାହିଁ କାହିଁକି ଚୋରା ବେପାର କୁ କିଏ ଅଟକେଇପରିବେନି ଏଇଟା ମୋ ଗ୍ୟାରେଣ୍ଟି
@ashokkumarmishra6050
@ashokkumarmishra6050 4 күн бұрын
Very nice 👍. Decision. Govt. Of. Odisha
@sonalipriyadarshinikhatoi2505
@sonalipriyadarshinikhatoi2505 4 күн бұрын
ମଦ ମୁକ୍ତ ଓଡିଶା ହବା ଦରକାର 👍
@drbishwal5408
@drbishwal5408 3 күн бұрын
Bahut bhala
@user-tb8rv4rj3x
@user-tb8rv4rj3x 4 күн бұрын
ବାଳ News ସଳା ଆମ ଗାଁରେ ମଦ ଭାଟି ବନ୍ଦ ହେଲା ଲୋକେ ବହୁ ଖୁସି ଅଛନ୍ତି ,ମଦ ହଟିବା ଦରକାର ,
@avijena9328
@avijena9328 4 күн бұрын
Mada band hele ama odisha rama rajiya hai giba
@chandramajhi8049
@chandramajhi8049 2 күн бұрын
​@@avijena9328mada sahita maansa o sabu nisaa drabya bandahele ram rajya heba
@ODISHA-VOLG
@ODISHA-VOLG 4 күн бұрын
ଭଲ.. ହୋବ
@GanjamMelodyMaster
@GanjamMelodyMaster 7 сағат бұрын
ପ୍ରଥମରେ କହିବି ଯେ ମଦ ଦେହପାଇଁ ଖରାପ, ତେଣୁ ମଦ ବନ୍ଦ ହେବା ନିହାତି ଦରକାର, କିନ୍ତୁ ଯଉ ମାନେ ପିୟନ୍ତୀ ହଟାତ ଛାଡି ପାରିବେ ନାହିଁ. ତେଣୁ ମୋ ମତରେ ଦେଶୀ ମହୁଲି ମଦ କୁ ବନ୍ଦ କରିଦିଆ ଯଉ, କାରଣ ଯେଉଁମାନେ ଦେଶୀ ମହୁଲୁ ବିଉଛନ୍ତି ସେମାନେ low ଶ୍ରେଣୀର ଲୋକ, ଆଉ ସେ ମାନଙ୍କ ପାଖରେ ବିଦେଶୀ ମଦ ପିଇବା ପାଇଁ ପଇସା ହେଇନଥାଏ.ଆଉ ଦେହ ଅସୁସ୍ଥ ହେଲେ ଚିକିତ୍ସା ପାଇଁ ପଇସା ନଥାଏ. ଏ ମହୁଲି ମଦ ବହୁତ ମାରାତ୍ମକ. ମହୁଲି ମଦ ବନ୍ଦ କର 🙏
@Pustammajhi-ps8ym
@Pustammajhi-ps8ym 2 күн бұрын
ବିଅର୍ ହଟ ଦେଶୀମଦ ବନ୍ଦ୍ ହେବାର କଥା ଅଫିସର କଲେଜ୍ ବିଏ ପ୍ଲଷ୍ଟୁ କରିବା ଲୋକ ମାନେ ପିଉଛନ୍ତି ❤
@PritimayeeParija-MotivatedPers
@PritimayeeParija-MotivatedPers 3 күн бұрын
ମଦ ବନ୍ଦ ହେଲେ ଭଲ, କାରଣ ମଦ ଯୋଗୁ ଯୁବ ପୀଢ଼ି ନଷ୍ଟ ହେଉଛନ୍ତି। ବହୁତ ଦୁର୍ଘଟଣା ଘଟୁଛି। ବହୁ ଘର ଭାଙ୍ଗି ଯାଇଛି। ବିଶେଷ କରି ୧୫ ବର୍ଷରୁ ୨୫ ବର୍ଷ ବୟସର ପିଲାମାନେ ନିଜର ଜୀବନ ଗଢିବା ସମୟରେ ନଷ୍ଟ ହେଉଛନ୍ତି। ମୁଁ ତ କହିବି ସବୁ ପ୍ରକାର ନିଶା ବନ୍ଦ କରିବା ଦରକାର। ଓଡ଼ିଆ ସରକାର ଏହା ଉପରେ ପଦକ୍ଷେପ ନେବା ନିହାତି ଜରୁରୀ।
@JemamaniVlogs023
@JemamaniVlogs023 4 күн бұрын
ସରକାର ଆମକୁ ବୋକା ବନାଉଛି ।
@bethalgrouptv7109
@bethalgrouptv7109 13 сағат бұрын
ଥରେ ବନ୍ଦ୍ କରି ଦେଖିଲେ ଭଲ ହୁଅନ୍ତା। ଯଦି ସମ୍ଭବ ନ ହୁଏ ତାହେଲେ ଖୋଲି ଦିଆଯାଉ ଚେଷ୍ଟା ତ କରିବା ବାକି ରାଜ୍ୟ ବଳି, ଅନେକ ରାଜ୍ୟରେ ତ ବନ୍ଦ୍ ହୋଇ ପାରିଛି, ଯେଉଁ ରାଜ୍ୟରେ ସମ୍ଭବ ହେଲାନି ସେଠି ଖୋଲି ଦେଲେ ଚେଷ୍ଟା ତ କରିଥିଲେ, ଆମେ ବି ଚେଷ୍ଟା କରିବା
@bikashbehera2618
@bikashbehera2618 4 күн бұрын
ମଦ ବନ୍ଦ ହେଲେ ଭଲ କାରଣ ବାହାରେ ତ ଯାହା ସବୁ ଅସୁବିଧା କରୁଛନ୍ତି ଘରେ ପିଲା ମାନେ ଆଉ ସ୍ରୀ ଲୋକ ମାନେ ଶାନ୍ତି ରେ ରହିପାରୁନାହିଁ ପ୍ରତି ମୁହୂର୍ତ୍ତରେ ସେମାନେ ଚିନ୍ତା ରେ କାରଣ ମଦ ପାଇ ମାଡ଼ ଖାଇବାକୁ ପଡ଼ୁଚି ତ କିଛି ପରିବାରରେ ଏ ମଦ ପାଇ ଉପାସ ରହିବାକୁ ପଡୁଛି ସବୁଟୁ ବଡ଼ କଥା ଏ ମଦ ପାଇ କିଏ କାହାକୁ ହରାଉଛି ସେମାନେ ଜାଣି ପାରୁନାହାନ୍ତି ମା ପୁଅ ହରାଉଛି ତ ପିଲା ମାନେ ମା ଚେଂହୁଣ୍ଡ ହେଉଛନ୍ତି
@user-fo1fl9ub9e
@user-fo1fl9ub9e 4 күн бұрын
It will not be possible to ban empty wineries, but it will be better if you also ban the wine of small-scale consumers.
@Gtp-ls2zz
@Gtp-ls2zz 5 күн бұрын
ସରକାର ର ଦମ ନାହିଁ ମଦ ବନ୍ଦ କରି ପାରିବେ ନାହିଁ ମଦ ରୁ ତୋ ବହୁତ ଟଙ୍କା ପାଉଛନ୍ତି ଆହୁରି ଲାଇସେନ୍ସ ଦବ ସରକାର
@VlogsReddy
@VlogsReddy 5 күн бұрын
And the great thing is that by quitting alcohol, no one will be financially ruined. No one will go into depression. The body will remain healthy, the body will remain active and the country will move forward.
Tom & Jerry !! 😂😂
00:59
Tibo InShape
Рет қаралды 59 МЛН
World’s Deadliest Obstacle Course!
28:25
MrBeast
Рет қаралды 146 МЛН
MEU IRMÃO FICOU FAMOSO
00:52
Matheus Kriwat
Рет қаралды 38 МЛН
🔵Exclusive Interview With Odisha Deputy CM Pravati Parida
34:21
final match India vs South Africa T20 World Cup 2024
16:41
R Gujarat News
Рет қаралды 588 М.