NEWS DESK Interview : ନ୍ୟୁଜ ଡେସ୍କରେ ବାତ୍ୟା ଯୋଦ୍ଧା ଶିବାନୀ| ASHA worker Shivani Mandal Odia News

  Рет қаралды 22,044

News18 Odia

News18 Odia

Күн бұрын

Пікірлер: 213
@Public-o4b
@Public-o4b 28 минут бұрын
ଖୁବ୍ ନିରୀହ ଶାନ୍ତ ଗର୍ବ ନଥିବା ଲୋକ ଆଜି ଦେଖିଲି ମୁଁ ❤ ବାବା ଆଖଣ୍ଡଳମଣୀ ତମକୁ ସାହା ହୁଅନ୍ତୁ 🙏 Har har Mahadev ❤️
@simadripradhan6339
@simadripradhan6339 Сағат бұрын
ଆମ ରାଜନଗର ର ଶିବାନୀ ଦିଦି। ବହୁତ ଭଲ ମଣିଷ।❤
@SanjayMahakul-k5n
@SanjayMahakul-k5n 2 сағат бұрын
ବହୁତ ବହୁତ ଧନ୍ୟବାଦ ଭଉଣୀ, ସେବା ପାଇଁ 🙏
@nirmalkumarbehuria6411
@nirmalkumarbehuria6411 Сағат бұрын
ଧନ୍ୟବାଦ news 18 ଏପରି ଏକ ପ୍ରୋଗ୍ରାମ ପ୍ରସାରଣ ପାଇଁ
@sagarsamantasinghara59
@sagarsamantasinghara59 2 сағат бұрын
ଧନ୍ୟବାଦ୍ ଶିବାନି ଦିଦି
@thetapanbiswal
@thetapanbiswal Сағат бұрын
କଷ୍ଟ ସହିଥିବା ବ୍ୟକ୍ତିବିଶେଷ ହିଁ ଅନ୍ୟର କଷ୍ଟ କୁ ହୃଦୟଙ୍ଗମ କରିପାରନ୍ତି ।❤❤❤
@coolmuna143
@coolmuna143 Сағат бұрын
ମୋ ମା ର ଏହି ମୋହତ୍ କାମ ପାଇଁ ମୁଁ ବହୁତ୍ ଖୁସି
@arjunsingha1186
@arjunsingha1186 Сағат бұрын
ପ୍ରଶ୍ନ ପଚାରିବାରେ ସାର୍ ବହୁତ ଧୁରନ୍ଧର।ସାରଙ୍କ କଥାରେ ମାଧୁରର୍ଯ୍ୟ ରହିଛି। ମୁଁ ଶୁଣିବାକୁ ସବୁବେଳେ ଇଛା କରେ। ସାରଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ।
@swadhinmaharana5989
@swadhinmaharana5989 2 сағат бұрын
ଶିବାନୀ ଦିଦି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମାଆ ସୁଭଦ୍ରା ଭଲ ରେ ରଖିବେ ଆଶା କରୁଛି......
@chinmayagadanayak5239
@chinmayagadanayak5239 2 сағат бұрын
ଭଗବାନ ଆପଣ ଙ୍କୁ ଭଲ ରେ ରଖନ୍ତୁ ମାଉସୀ ❤🙏
@daridrabhanjandas466
@daridrabhanjandas466 Сағат бұрын
ଏମିତି ସରଳ ଲୋକଙ୍କୁ ପାଇଁ ଓଡିଶା ଗର୍ବିତ. ଧନ୍ୟବାଦ
@satyabehera7658
@satyabehera7658 2 сағат бұрын
ଆପଣଙ୍କୁ କୋଟିକୋଟି ନମସ୍କାର ଶିବାନୀ ଦିଦି ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥାନ୍ତୁ
@manasranjandash2464
@manasranjandash2464 2 сағат бұрын
ସେବା କରିବାକୁ ଭଲ ପାଉଥିବା ଶିବାନୀ ଦିଦିଙ୍କୁ ଆନ୍ତରିକ ସମ୍ମାନ।
@kalpanapadhi1147
@kalpanapadhi1147 14 минут бұрын
ଧନ୍ୟ ନାରୀ , ନାରୀ ରୂପ ରେ ଜଗଦମ୍ଭା।
@rashminayak4584
@rashminayak4584 Сағат бұрын
ବହୁତ ଧନ୍ୟବାଦ ଶିବାନୀ ଦିଦି ଭଗବାନ ତୁମ ଜୀବନ କୁ ଖୁସି ଭାରି ଦିଅନ୍ତୁ
@sashikantasethi6944
@sashikantasethi6944 Сағат бұрын
ବହୁତ ବହୁତ ଧନ୍ୟବାଦ ଦିଦି ଜଗନ୍ନାଥ କରନ୍ତୁ ଆପଣ ଏହିଭଳି ସେବା ଜାରି ରଖନ୍ତୁ 🙏🙏🙏
@GokulPradhan-d5t
@GokulPradhan-d5t 25 минут бұрын
ଧନ୍ୟବାଦ ମାଉସୀ ❤❤❤❤
@rameshchandrasing7080
@rameshchandrasing7080 51 минут бұрын
Sibani maa ଆପଣ ଙ୍କୁ ଶ୍ରୀ ଜଗ୍ନାଥଙ୍କର କୃପା ସବୁ ବେଳେ ବରୁସୁ ଥାଉ।
@Amarjyotibiswal-m5d
@Amarjyotibiswal-m5d 35 минут бұрын
ଧନ୍ୟବାଦ ଶିବାନ ଦିଦି 🙏🙏🙏🙏🙏
@jayantibehera5126
@jayantibehera5126 14 минут бұрын
ସୁନ୍ଦର ସାକ୍ଷାତକାର । ପ୍ରଶ୍ନକର୍ତ୍ତା ଓ ଉତ୍ତରଦାତ୍ରୀ ଉଭୟଙ୍କୁ ସାଧୁବାଦ । ସରଳତାର ଚରମ ନିଦର୍ଶନ ପାଇଁ ଉଭୟେ ପ୍ରଶଂସା ର ପାତ୍ର । ଶିବାନୀ ଦିଦିଙ୍କୁ ଏକ ମଡେଲ ଭାଵରେ ନିଆଯାଇ , ତାଙ୍କ ସାମାଜିକ ସ୍ଥିତି କୁ ସରକାରୀ ସାହାଯ୍ୟ ଓ ପୁରସ୍କୃତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି ରେ ବିଳମ୍ବ ନ ହେଉ । ।। ଜୟ ଜଗନ୍ନାଥ ।।
@kumarnaresh3254
@kumarnaresh3254 Сағат бұрын
ଶିବାନୀ ଦିଦି ତମକୁ ବହୁତ ବହୁତ ଧନ୍ଯବାଦ 🎉🎉
@amulyanayak2291
@amulyanayak2291 38 минут бұрын
ମା ଆପଣଙ୍କୁ ଆସାଦିଦି ନାମରେ ନାମିତ କରିଥିବା ମହାନ ବ୍ୟକ୍ତିତ୍ଵଙ୍କୁ ମୋର ଶତବାର ନାମରସ୍କାର🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@prabirjena2147
@prabirjena2147 2 сағат бұрын
ଏ ମଧ୍ଯ ଜଣେ ନାରୀ, ମିଷ୍ଟଭାଷୀ, ସ୍ନେହୀ, ସମସ୍ତଙ୍କ ସମ୍ମାନ ଭଲ ପାଇବା ଅର୍ଜିଛନ୍ତି , ସ୍ଵୟଂସିଦ୍ଧା 🙏🏻 ଆଶା ଦିଦି ମାନେ ଏତେ ଆନ୍ଦୋଳନ କରିଲେ କିନ୍ତୁ ଜଣେ ନିଜ କର୍ମ ଦ୍ଵାରା ସମସ୍ତଙ୍କ ଆଖି ଖୋଲିଦେଲେ 42 ବର୍ଷ ବୟସରେ ସେ ଝିଅଙ୍କୁ ବାହାଘର କରି, ପୁଅକୁ ପାଠ ପଢାଇ କେତେ କାମ କରିଛନ୍ତି 🙏🏻🙏🏻🙏🏻🙏🏻🙏🏻🙏🏻
@BabitaMishra-yx2hr
@BabitaMishra-yx2hr Сағат бұрын
ଧନ୍ୟବାଦ , ଭଉଣୀ । ଜୟ ଜଗନ୍ନାଥ ।
@kishorebiswal4298
@kishorebiswal4298 53 минут бұрын
କେତେ ସରଳ ଭଉଣୀ ଟି। ଭଗବାନ ତାଙ୍କ ମନଭିତରେ ଭରିଦେଇଛନ୍ତି ସେବା ଭାବ। ଆମ ଓଡ଼ିଶାର ପୁର ପଲି ରେ ଏପରି ଅନେକ ଲୋକ ଦେଖିବାକୁ ମିଳେ। ଆମ ଓଡିଶା ମହାନ। ଜଗନ୍ନାଥ ଓଡିଶାକୁ ଏପରି ଲୋକମାନକୁ ଦେଇ ପୁଣ୍ୟ କ୍ଷେତ୍ର ର ମାନ୍ୟତା ଦେଇଛନ୍ତି। ଏ ଭଉଣୀକୁ ଶକ୍ତି ଦିଅନ୍ତୁ ଭଗବାନ। ପ୍ରାର୍ଥନା 🙏
@deenabandhusahoo3380
@deenabandhusahoo3380 39 минут бұрын
ଶିବାନୀ ମାଆଙ୍କୁ ଶତ ଶତ ପ୍ରଣାମ
@ratnakarmantry7671
@ratnakarmantry7671 Сағат бұрын
ଧନ୍ୟବାଦ୍ Manas sir ଏଭଳି ଜଣେ ସମାଜସେବୀ ଙ୍କୁ ସମ୍ମାନିତ କରିଥିବାରୁ।
@Sahoo.odia.vlog.
@Sahoo.odia.vlog. 45 минут бұрын
ଧନ୍ୟବାଦ୍ ଆଶା ଦିଦି
@kishorebiswal4298
@kishorebiswal4298 47 минут бұрын
ମାନସ ବାବୁଙ୍କୁ ଧନ୍ୟବାଦ। ଗୋଟିଏ ସରଳ ଭଉଣୀର କଥାକୁ ପ୍ରସାରଣ କରି ସମାଜ ରେ ସ୍ୱତନ୍ତ୍ର ପ୍ରେରଣା ଦେଇପାରିଛନ୍ତି। ଠାକୁରେ ଆଶୀର୍ବାଦ ଦିଅନ୍ତୁ।
@kalipadamandal1830
@kalipadamandal1830 Сағат бұрын
ନିଛୁକ ସରଳ ହୃଦୟର କଥା।
@swadhinmaharana5989
@swadhinmaharana5989 2 сағат бұрын
ଆଗରୁ ଆପଣଙ୍କୁ ମୁଁ ବହୁତ ଅପମାନିତ କରିଥିଲି ଯେତେବେଳେ କନକ ରେ ଥିଲେ ସେତେବେଳେ ଆପଣଙ୍କ ସାକ୍ଷାତକାର୍ ଗୁଡ଼ାକ ଠିକ଼୍ ଠାକ଼୍ ନଥିଲା କିନ୍ତୁ ଆଜି ଆପଣଙ୍କୁ ସ୍ଵାଗତ ଜଣାଉଅଛି
@rasmitapriyadarsiniswain7741
@rasmitapriyadarsiniswain7741 3 минут бұрын
Sibani didi apananku bahut bahut dhanyabad. apana pain bahut khusi laguchi je aji ka samay re apana nka pari snehi maa achanti ❤❤❤❤❤❤
@sagardas1130
@sagardas1130 2 сағат бұрын
Thank you shibani didi
@pramodbehera607
@pramodbehera607 31 минут бұрын
ଭଗବାନ ତମକୁ ସଦବୁଦ୍ଧି ଦିଅନ୍ତୁ
@nrusinghsahoo5820
@nrusinghsahoo5820 24 минут бұрын
Joy Jaganath
@RajkishorJena-cb3kt
@RajkishorJena-cb3kt 2 сағат бұрын
Thank you ❤❤
@prasantanayak1541
@prasantanayak1541 36 минут бұрын
2nd Dana Majhi.real and open hearted lady
@naraharimishra7098
@naraharimishra7098 Сағат бұрын
À lot of respect to you.God bless you.
@prithvirajgamer6612
@prithvirajgamer6612 Сағат бұрын
ବହୁତ ବହୁତ ଧନ୍ୟବାଦ ଭଉଣୀ 🙏🙏
@SanujKanhar-bumbumraha93
@SanujKanhar-bumbumraha93 Сағат бұрын
Thank u didi
@bharatvlogs9077
@bharatvlogs9077 Сағат бұрын
ଏମିତି ମାଉସି ଖଜିଲେ ମିଳିବେନି କଟିଏରେ ଗୋଟିଏ ମାଉସି ❤❤❤😂😂😂ସୀବାନି ମାଉସି🎉🎉🎉
@jaybajarangwali4543
@jaybajarangwali4543 25 минут бұрын
Apriya sata Katha kahuchanti mausi 🙏🙏🙏🙏🙏
@studyhub7503
@studyhub7503 Сағат бұрын
dhanyabad bhauni au dhanyabad news18 ku je se didi nkara interview neithibaru... Odisha ra loka e didi nku dekhi kichi sikhibe asha karuchi
@BharatKumar-r2b9f
@BharatKumar-r2b9f Сағат бұрын
Jay jagannath
@PujamanjariMunda
@PujamanjariMunda 2 сағат бұрын
God bless you mother
@bharatipanda6463
@bharatipanda6463 52 минут бұрын
Good mausi 🙏
@jagnnathbehera9001
@jagnnathbehera9001 Сағат бұрын
Good job
@ojhafamily0jha522
@ojhafamily0jha522 Сағат бұрын
ମଣିଷ ସେତେ ବେଳେ ସୁପରିଚିତ ହୁଅ ଯେତେବେଳେ ତାହାର କର୍ମ ଟା ହୃଦୟ ରେ ଥାଏ
@MadhusmitaMishra-i8p
@MadhusmitaMishra-i8p 55 минут бұрын
Thank you mausi
@chintanhelpfulvideo8190
@chintanhelpfulvideo8190 Сағат бұрын
Jay Jagannath madam❤
@sampleauto9751
@sampleauto9751 Сағат бұрын
ଜୟ ଜଗନ୍ନାଥ ପ୍ରଭୁ ତୁମ ସହ ସଦା ସହାୟ ହୁଅନ୍ତୁ ❤
@bibhutibhusanrout3586
@bibhutibhusanrout3586 Сағат бұрын
ସୁନ୍ଦର ମଣିଷ ର ସୁନ୍ଦର କଥା
@lenkamusicodia4599
@lenkamusicodia4599 33 минут бұрын
Jay jagannath ❤❤
@nikunjasamal4673
@nikunjasamal4673 Сағат бұрын
ଏତେ ଖୋଲା କଥା, ହୃଦୟକୁ ଛୁଇଁ ଗଲା
@SusantakumarMallick-s7e
@SusantakumarMallick-s7e 59 минут бұрын
Bhala kama pain didinku dhanyabad mu bhagabananka pakhare prathana kareki samast swechasevi ahi prerana neba abasyak
@dharmendrabehera9595
@dharmendrabehera9595 2 сағат бұрын
Jai Jagannath
@markatkeshariswain2902
@markatkeshariswain2902 2 сағат бұрын
Bahut sundar Mohan majhi Vali CM thile boli aji ye vali charitra loka samna ku asi parichi. Naveen sarkar re telia Munda re tela
@ArjunPani-k9w
@ArjunPani-k9w 37 минут бұрын
Mam you are great salute
@studyhub7503
@studyhub7503 Сағат бұрын
Dhanyabad bhauni....
@bhagyashreebehera2656
@bhagyashreebehera2656 Сағат бұрын
God bless your family
@PrasantapandaJajpur
@PrasantapandaJajpur Сағат бұрын
Thnks
@ArnapurnaPradhan-lp6pm
@ArnapurnaPradhan-lp6pm Сағат бұрын
God bless you didi
@birubhai342
@birubhai342 4 минут бұрын
ଜୟ ଜଗନ୍ନାଥ 🙏🌸🙏 ଈଶ୍ୱର ମଣିଷକୁ ଶ୍ରେଷ୍ଠ ଜୀବନ ବୋଲି ବର୍ଣ୍ଣନା କରିଛନ୍ତି...ତେଣୁ ଆପଣ ନଦୀ ହୋଇ କାହାକୁ ବୁଡ଼େଇବା ମନ ବୃତିକୁ ପରିତ୍ୟାଗ କରି ଡ଼ଙ୍ଗା ହୋଇ ଉଦ୍ଧାର କରିବା ଶିଖନ୍ତୁ ଓ ଅନ୍ୟକୁ ଶିଖାନ୍ତୁ ।। 🙏🌸🙏ଜୟ ଜଗନ୍ନାଥ 🙏🌸🙏ବିରେନ୍ ପଡିହାରୀ
@SukantaMohanty-kd1yb
@SukantaMohanty-kd1yb 38 минут бұрын
Very nice, Sibani Mamdal
@surendrabarad5260
@surendrabarad5260 2 сағат бұрын
ଜୟ ଜଗନ୍ନାଥ ଅପାର କରୁଣା ମିଳୁ ଆପଣଙ୍କୁ🎉🎉
@PrasantapandaJajpur
@PrasantapandaJajpur Сағат бұрын
Supar
@swayambhanja1361
@swayambhanja1361 43 минут бұрын
Aji bi manabikata achi. Salute di
@snigdharaniswain7476
@snigdharaniswain7476 Сағат бұрын
You are great mam🙏🙏🙏
@salkhotudu6507
@salkhotudu6507 Сағат бұрын
Mausi kete bholo jete sunile b mono manilani kete positive❤
@prafulladas.8377
@prafulladas.8377 15 минут бұрын
ସେବାର ପ୍ରତୀକ ଶିବାନୀ ମଣ୍ଡଳ ମହୋଦୟା l କେବଳ ଆଧ୍ୟାତ୍ମିକ ଚେତନlର ମଣିଷଟିଏ ଏମିତି ସେବା ଓ ସତ୍ୟର ପୂଜାରୀ ହୋଇପାରେ
@sumitrapatra-w3j
@sumitrapatra-w3j 57 минут бұрын
Thanks Shivani did❤❤❤❤❤
@smitamishra2599
@smitamishra2599 42 минут бұрын
It's an inspiration
@mynameisnew3783
@mynameisnew3783 12 минут бұрын
Very good episode
@ajitzero7
@ajitzero7 Сағат бұрын
Best Anchor in odisha
@tusarbaral6782
@tusarbaral6782 38 минут бұрын
Jay Jagannath Sibani
@RabishankarBehera-k3j
@RabishankarBehera-k3j 2 сағат бұрын
Jay Jagannath
@sumitrasamanta3911
@sumitrasamanta3911 Сағат бұрын
God bless you
@chittaranjandas5018
@chittaranjandas5018 2 сағат бұрын
Very good news reporting inspire us for helping others
@HrudanandasahooRatankarsahoo
@HrudanandasahooRatankarsahoo Сағат бұрын
Good
@sudesnaparida3891
@sudesnaparida3891 52 минут бұрын
Best didi❤
@birabhadrabehera1476
@birabhadrabehera1476 2 сағат бұрын
Great Maa.
@Arnapurna-p9x
@Arnapurna-p9x Сағат бұрын
Very very good sister
@k.subhamnath9046
@k.subhamnath9046 Сағат бұрын
Mausi n ku mora pranam
@prakashkumarmallik4655
@prakashkumarmallik4655 36 минут бұрын
Didi apanku dhaniyabad karma ku bhagaban boli vhabichanti
@BratatiSamal-y4t
@BratatiSamal-y4t Сағат бұрын
❤sundari bhauja
@JasminiPradhan
@JasminiPradhan Сағат бұрын
Nice
@BandanaGuru-z4d
@BandanaGuru-z4d 2 сағат бұрын
So honest Maa 🙏
@payalpayal9510
@payalpayal9510 Сағат бұрын
ମାନସ sir nice presentation ❤
@uttamdas9353
@uttamdas9353 Сағат бұрын
Great🙏
@peoplesvoicebypriya2836
@peoplesvoicebypriya2836 2 сағат бұрын
Jay Maa Durga
@srinibasamaharana697
@srinibasamaharana697 28 минут бұрын
Maushi thank you
@kalipadamandal1830
@kalipadamandal1830 2 сағат бұрын
Thank you ,didi.
@tukunisahoo7696
@tukunisahoo7696 Сағат бұрын
Thank you sibani d d ❤❤❤
@biswajitrout6996
@biswajitrout6996 Сағат бұрын
The Best interview ever ❤
@bikashnayak4832
@bikashnayak4832 Сағат бұрын
Jay jagnath 🙏🙏🛐
@raghunathpattnayak8228
@raghunathpattnayak8228 Сағат бұрын
Salute you didi. You are great
@PraveenKumar-gz9kp
@PraveenKumar-gz9kp Сағат бұрын
Yemiti kete Jana former Minister nka saha katha hoicha .You are lucky madam after 18 years everyone see your work . Thanks to our CM sir also to support...
@MAAMahakaali-g6m
@MAAMahakaali-g6m Сағат бұрын
Salut maa
@saipravabiswal4668
@saipravabiswal4668 Сағат бұрын
Apana nka upastapana bahut sundar.
@minakshipatra3917
@minakshipatra3917 Сағат бұрын
Manas sir jay jagannath
VAMPIRE DESTROYED GIRL???? 😱
00:56
INO
Рет қаралды 9 МЛН
How it feels when u walk through first class
00:52
Adam W
Рет қаралды 26 МЛН
Всё пошло не по плану 😮
00:36
Miracle
Рет қаралды 4,2 МЛН
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 35 МЛН
VAMPIRE DESTROYED GIRL???? 😱
00:56
INO
Рет қаралды 9 МЛН