KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Russia News : ରୁଷିଆ ଖୋଲିବ ଯୌନ ମନ୍ତ୍ରାଳୟ ! | Russia considering a ministry for it | N18G
4:40
Asala Katha : ଖୋଲିଗଲା ବିଜେଡି-କଂଗ୍ରେସ ଗୁମର | BJD Leader Atanu Sabyasachi Nayak Big Statement
9:58
БАСКЕТБОЛИСТЫ ИГРАЮТ В НАСТОЛЬНЫЙ ТЕННИС #иванабрамов #дедищев #баскетбол #пингпонг #shorts
00:20
Подумай ДВАЖДЫ, прежде чем провоцировать КАЗАХА😈😈😈 #shorts
01:00
Random Emoji Beatbox Challenge #beatbox #tiktok
00:47
Я уговариваю своего друга попробовать чипсы Лава Лава
00:57
ସିଧାସିଧା କହିଦେଲେ ଦାୟୀ ରହିବେ ଏମାନେ | CM Mohan Majhi Speech | Bhubanmeswar News | Odia News
Рет қаралды 172,217
Facebook
Twitter
Жүктеу
1
Жазылу 4,3 МЛН
News18 Odia
Күн бұрын
Пікірлер: 388
@ASISH_JENA
Ай бұрын
ଅତି ସୁନ୍ଦର୍ କଥା ଜୟ ଶ୍ରୀ ରାମ ଜୟ ବିଜେପି
@BaleramMajhi-sd1rb
Ай бұрын
ଧନୱବାଦ।ମହନବାବୁ
@padmanavdas2481
Ай бұрын
ବହୁତ ବଢିଆ 👌 ହେଲେ ସମସ୍ତଙ୍କୁ ନ୍ୟାୟ ସମାନ ଭାବରେ ଦିଆଯାଉ , ସେଠାରେ ଦଳଭିତିକ ନ ହେଉ ଏହା ହିଁ ମୋର ଅନୁରୋଧ 🙏
@MaminaDas-gt6nf
Ай бұрын
@@padmanavdas2481 SC & ST quota ରେ କମ mark ରଖି job ପାଇଯାଉଛନ୍ତି l ଭଲ ପିଲା ଭଲ ପୋଷ୍ଟ ରେ ରହିଲେ ବ୍ୟବସ୍ତା ସୁଧୁରିବ l ପ୍ରଥମେ reservation ଉଠାଯାଉ
@sanjayabehera4355
Ай бұрын
@@MaminaDas-gt6nfPost Ta 6 Year Thare Baharuchi...Age Paluchi SC ST Quata Thile Kan Haba...
@chakradharmahanta6131
Ай бұрын
ସାର ଆପଣଙ୍କ ଏହି ପରି ଯତ୍ନବାନ୍ ରହନ୍ତୁ,, ଠାକୁର ଆପଣଙ୍କୁ କୋଟି ସାହସ ଦିଅନ୍ତୁ ❤❤🙏🙏🙏
@pitambarkhamari5572
Ай бұрын
ସବୁଠୁ ଭଲ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଛି ଗରିବ ହିଁ ଗରିବୀ କୁ ଚିହ୍ନିବା
@PankajPatel-zp7nc
Ай бұрын
ଧନ୍ୟବାଦ୍ ମୋହନ ମାଝି ମୁଖ୍ୟମନ୍ତ୍ରୀ ସାର୍ ବହୁତ ସୁନ୍ଦର କଥା କହି ଛନ୍ତି
@PrafuLa-q5l
Ай бұрын
ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ଅତି ଉଚ୍ଚ କୋଟୀର କିନ୍ତୁ ଏସବୁ କଥା ଗୁଡିକ କାଯ୍ୟକରି ଯଦି ହେଇପାରିବ ତେବେ ଆପଣ ଶାସନରେ ଗୋଟେ ଇତିହାସ ହୋଇ ରହିଯିବେ ଧନ୍ୟବାଦ sir 🙏
@gautammajhi245
Ай бұрын
Right
@anandamohakuda4943
Ай бұрын
Bhasan baji darkar nai , kamare biswas karu
@ravipatnaik79
Ай бұрын
@@anandamohakuda4943ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ କର୍ମଚାରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଓ ଉଦବୋଧନ ଦେଉଛନ୍ତି। ଏହା ସାଧାରଣ ସଭା ରେ ରାଜନୈତିକ ଭାଷଣ ନୁହେଁ ।
@PrafuLa-q5l
Ай бұрын
@@anandamohakuda4943 ହଉ ଭାଇ ଅପେକ୍ଷା କରିବା
@Rjgrjg1234
Ай бұрын
Balata heba e pa 2nd modi katha kuha kapila
@satishchandrabehera7291
Ай бұрын
ଜିଲ୍ଲାପାଳ ଏବଂ S. P. ମହାଶୟମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁମୂଲ୍ୟ ଅଭିଭାଷଣ କୁ ଦେହକୁ ନ ନେଇ ମୁଣ୍ଡକୁ ନେଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟକାରୀ କଲେ ନିଶ୍ଚିତ ଭାବରେ ସମସ୍ତଙ୍କର ମଙ୍ଗଳ ହେବ। ଜୟ ଜଗନ୍ନାଥ!!!
@AJ.....440
Ай бұрын
Apana thik katha kahile hele bada babu buli asile khali re jibe ki kichhi khaibeni pi beni au kichhi nuha se paisa kie deba jadi se jaga ra officers deba ta se kn kemiti kari aniba na kichhi nije khai bada babu ku b khaiba ku debe
@subalkumarswain1457
Ай бұрын
ଓଡ଼ିଶା ର ସମସ୍ତ ଅଫିସ ଦୁର୍ନୀତି ମୁକ୍ତ ହୋଇ ପାରିବ କି ? ଯଦି ହୁଏ ତାହେଲେ ଆପଣଙ୍କ ଶାସନ ରାମଙ୍କ ପରି ହେବ, କଥାରେ ନୁହେଁ, କାମରେ କରି ଦେଖାନ୍ତୁ 🙏
@SPTVONAIR
Ай бұрын
ଟିକେ କହିବେ କି, ବିଧାୟକ ଙ୍କ ଦରମା ମାସକୁ ୧,୦୦,୦୦୦ ଟଙ୍କା ମାନେ ୫ ବର୍ଷ କୁ ୬୦,୦୦,୦୦୦ ଟଙ୍କା|| ଏମାନେ ଯଦି ଦୁର୍ନୀତି ମୁକ୍ତ କରିବେ ତାହାଲେ ନିର୍ବାଚନ ରେ କୋଟି କୋଟି ଟଙ୍କା ଯେଉଁ ଖର୍ଚ୍ଚ କରିଛନ୍ତି ଏମାନେ ସେଗୁଡା କେମିତି ଓ କେଉଁଠୁ ଆଦାୟ କରିବେ ???
@Tiger_king-143
Ай бұрын
@@SPTVONAIRଭାଇ ବିଧାୟକଙ୍କ ଦରମା ଲକ୍ଷେ ନାହିଁ ୩୫,୦୦୦ ଟଙ୍କା
@sarojkumarmisra9075
Ай бұрын
Corruption cannot be waved out which is my experience but taking it giving speech is very easy.
@Rjgrjg1234
Ай бұрын
Balata heba bjp kariba au tame dekhiba😂
@naikcommunication2022
Ай бұрын
Sobu kichi hobo ,, wait
@manashnayak2794
Ай бұрын
ସାଧାରଣ ଲୋକଟି ଯଦି ଥାନାକୁ ଯାଉଛି ତାଙ୍କୁ ଅଣ ଦେଖା କରତି ପୁଲିସି ଵାଲା 💯💯💯💯💯💯🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@naikcommunication2022
Ай бұрын
Correct
@jeetendrakumarmohanty2963
Ай бұрын
ଦୁଃଖର ବିଷୟ ମୂଖ୍ୟମନ୍ତ୍ରୀକ ଅଭିଭାଷଣ ସମୟରେ କିଛି ଅଧିକାରୀ ଶୃଙ୍ଖଳିତ ନଥିଲା ପରି ପରିଲକ୍ଷିତ ହେଉଥିଲା,ନିଜ ନିଜ ଭିତରେ ଆଲୋଚନା କରୁଥିଲେ। ଧନ୍ୟବାଦ୍ ମୂଖ୍ୟମନ୍ତ୍ରୀ। ଅଧିକାରୀମାନଙ୍କୁ ଅନୁରୋଧ ମୂଖ୍ୟମନ୍ତ୍ରୀକ ଅତି ମୂଲ୍ୟବାନ ଅଭିଭାଷଣକୁ ସମ୍ମାନର ସହିତ ଗ୍ରହଣ କରି ଓଡ଼ିଶାର ଜନସାଧାରଣକୁ ଉଚିତ୍ ନ୍ୟାୟ ଦିଅନ୍ତୁ ଓ ତତ୍ ସଙ୍ଗେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ, ଜୟ ହିନ୍ଦ୍।
@suryanshucrazyindia
Ай бұрын
ଯାହା କହୁ ଛନ୍ତି କରିକି ଦେଖାଅ ତା ହେଲେ ଆପଣ ଯୋଗ୍ୟ ବିବେଚିତ ନମସ୍କାର
@rajashreepradhan9275
Ай бұрын
Kahu nahanti dekhi ki padhuchhanti😂😂😂😂😂
@BimbadharMangaraj
Ай бұрын
ଦୁର୍ନିତି ଭ୍ରଷ୍ଟାଚାର ଅପରାଧ ହଟିଲେ -ରାଜ୍ଯ ବାସୀ ଆଗକୁ ବଢିବେ -
@dillipsingh9836
Ай бұрын
Good decision sir
@bibekkumarMk
Ай бұрын
Mohan govt is best govt in odisha ,jay jagannath.
@susantabehera7000
Ай бұрын
ପ୍ରତି ନିର୍ବାଚନ ମଣ୍ଡଳୀର ପ୍ରତିନିଧି (ବିଧାୟକ ଓ ସାଂସଦ) ଙ୍କୁ ମଧ୍ଯ ଅନୁରୋଧ କରାଯାଉ ଯେ ସେମାନେ ମଧ୍ଯ ଜନସାଧାରଣ ପାଇଁ ପ୍ରତି ମାସରେ ଗୋଟିଏ ଦିନ ଜନ ଶୁଣାଣି କଲେ କିଛି ଦୁର୍ନୀତି ଗ୍ରସ୍ତ ସରକାରି ଅଫିସର ଙ୍କ ଅପରାଧ ଖୋଲିବା ଭୟ ରେ ଜନ ସାଧାରଣଙ୍କୁ ଭଲ ବ୍ୟବହାର ସହିତ ସମସ୍ଯା ସମାଧାନ କରିବେ ବୋଲି ଆଶା କରାଯାଉଛି ।
@BHARATCHANDRASAHOO-mw9oc
Ай бұрын
ସବୁ ବିଭାଗୀୟ ଅଧିକାରୀ ମାନେ ଦୁର୍ନୀତି ନକଲେ ସବୁ ଭଲ ହେବ ।
@AbhinKerketta-sh6xr
Ай бұрын
ସୁନ୍ଦର ଗଡ଼, ଝାରସୁଗୁଡ଼ା, ରେ ଚୋରା ମଦ ବହୁ ପରିମାଣ ରେ ତିଆରି ହେଉଛି , ଏହି ଦୁଇଟି ଜିଲ୍ଲାକୁ ସରକାର ବିଶେଷ ଧ୍ୟାନ ଦେବା ଦରକାର ।
@dharanidharrout6923
Ай бұрын
ଶତକୋଟି ପ୍ ଣା ମ ।ଆପଣଙ୍କର ବାସ୍ତବ ଉପଲବ୍ଧିର ପ୍ରକାଶ, ମାନନୀୟ SP Collector ମାନେ ଅନୁଭବ କରିବ। ଆବଶ୍ୟକ 🙏
@jksaraf4437
Ай бұрын
Very good👍
@brahmanandachoudhury6392
Ай бұрын
ଏବେ ତ ଆପଣ ନିଜେ cm ତାହେଲେ ଆପଣ କରନ୍ତୁ primary school development and jt regular 🙏🙏🙏🙏
@santoshpusty1143
Ай бұрын
Strong & Exemplary action should be taken by CM
@parsuramnayak4093
Ай бұрын
Sarkarnku bahut bahut dhanyabad .
@bisikesanpradhan5880
Ай бұрын
ଏହି ଭଳି ୧ ବର୍ଷ କୁ ଥରେ ସମ୍ମିଳନୀ ହେବା ଦରକାର୍ ତେବେ ନୂଆ ସରକାର system ଠିକ୍ ହେବ ।
@sushantaswain8442
Ай бұрын
ଜୟ ଜଗନ୍ନାଥ ଦୁଃଖର ସହିତ ଲେଖିବାକୁ ବାଧ୍ୟ ହେଲି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ବେଳେ କିଛି ଜିଲ୍ଲାପାଳ ମାନେ ଗପ କରିବାରେ ବ୍ୟସ୍ତ ଅଛନ୍ତି। ସେମାନେ ବଡ ଅଫିସର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖାତିରି କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସଭାପରେ ଭିଡିଓ ଦେଖନ୍ତୁ
@khagpotimali
Ай бұрын
ଏଇଟା ଡବଲ ଇଂଜିନି ସରକାର। Jay BJP Jay mohan ❤❤❤❤
@Tikemaja
Ай бұрын
ଭାଇ କାମରେ କରିକି ଦେଖାଓ... ଖାଲି ଭାଷଣ ମାରିଲେ କଣ ହେବ....
@mr.sanjayinformationdiscov3282
Ай бұрын
ଆପଣ ଭୁଲ କଲେ ମୁଖ୍ୟମନ୍ତ୍ରୀ ମହାଶୟ,,, ଆପଣ ଯଦି ସେ ପୋଲିସ ଅଫିସର କୁ ଦଣ୍ଡ ଦେଇଥାନ୍ତେ ତେବେ ଯାଇ ଓଡିଶା ପୋଲିସ ସୁଧୁରିଥାନ୍ତା,,,, ଜଣେ ଦୋଷ କରି ଖସିଗଲେ ଅନ୍ୟ ମାନେ ମଧ୍ୟ ଦୋଷ କରିବେ, ଅନ୍ୟାୟ କରିବେ,,,,😮
@PramodKumarNayak-i8d
Ай бұрын
ପ୍ରବାଦ ଅଛି - ଦଣ୍ଡିବା ଶକ୍ତି ଯା'ର ଥାଇ ସେ ପୁଣି କ୍ଷମା ଆଚରଇ । It is the quality of mercy.
@LOVELETTER-tc6yc
Ай бұрын
ଦଣ୍ଡନିଶ୍ଚୟ ଦଣ୍ଡପାଇବ ତାହାର ସତ୍ୟତା ଖୋଜା ଚାଲିଛି
@dibyajyotikhatua9632
Ай бұрын
Right decision
@Bantinayak3234
Ай бұрын
Aji 27 September pachhare kn lekha achhi 28 September
@saradaprasannabarik6499
Ай бұрын
Bhai mu ebe dekhili
@AJ.....440
Ай бұрын
Thik katha ta kichhi bhul achhi na au kn program pain lekha jaichi
@heralalduduka800
Ай бұрын
ATI murkha bhai C.m @@saradaprasannabarik6499
@PoliceLifestyles
Ай бұрын
@@AJ.....440 upare lekha achhi.. 2days pogram.. 27 au 28
@ranjanjyotipatnaik
Ай бұрын
It is a two days conference, 27th is written little bit left side.
@aapu_tv
Ай бұрын
କୌଣସି ଚାପ ନାହିଁ sir ଏମମାନଙ୍କ ବ୍ୟବହାର ହିଁ ଏମିତି..
@niranjanpanda8574
Ай бұрын
ଖଣିଲୁଟ,ଚିଟଫଣ୍ଡ,୫ଟି,ହେଲିକେପ୍ଟର ଦୁର୍ନୀତି, ଜଗନ୍ନାଥ କରିଡର ଲୁଟ ତଦନ୍ତ କେବେ? ଆପଣ ପୂର୍ବ ସରକାରର ଦୁର୍ନୀତିଗ୍ରସ୍ତ ନେତା ଓ ଅଫିସର ବିରୁଦ୍ଧରେ ଯଦି ନିରବ ରହିବେ, ସେମାନେ ଏ ସରକାରକୁ ବଦନାମ କରିଦେବେ। ଲୋକବି ଏ ସରକାର ଉପରେ ଭରସା ରଖିବେନି।
@trilochansahoo1299
Ай бұрын
Thank you Sir 🙏
@nandalalsingh5398
Ай бұрын
Right କଥା କିନ୍ତୁ, କାମ ହେଵାଦରକାର ।
@dineshmishra3005
Ай бұрын
Thank u sir
@dhaneswarsamal7090
Ай бұрын
ଧନ୍ଯବାଦ🙏💐 👍
@KHERWAL_BAZAAR
Ай бұрын
ମୁଁ ଯାହା ଦେଖୁଛି ଏହି ଶୋଭାରେ ବି କେହି ନେତା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ର ଭାଷଣ ରେ ଗୁରୁତ୍ବ ଦେଉନାହାନ୍ତି।
@rajashreepradhan9275
Ай бұрын
Sabubele nijar katha😂😂😂😂
@rajashreepradhan9275
Ай бұрын
Mantri madhya bekar bhasan maruchhnti kaama re 0.
@SubritKumar-c7g
Ай бұрын
Thenk you sir
@jitendra33453
Ай бұрын
ଖାଲି ମଦ ମିଶ୍ରଣ ପ୍ରସ୍ତୁତ ନୁହେଁ ସବୁ ଖାଦ୍ୟ ଓ ମିଷ୍ଟାନ୍ନ ,ନିତିଦିନଆ ବେବାହାର ଜିନିଷ ମିଶ୍ରିତ ହେଉଛି ଦୟା କରି ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ
@ManasSrichandan-y9g
Ай бұрын
Great Odisha CM M majhi
@RashmitaPallai-c9i
Ай бұрын
Prabhat
@sumitramahanta5052
Ай бұрын
Atisunder
@bhagabansahu3420
Ай бұрын
ସମସ୍ତଙ୍କୁ ଅଗ୍ରଗାମୀ କରାନ୍ତୁ ଏବଂ ନିଜେ ତାକୂ ରିଭ୍ୟୁ କରନ୍ତୁ
@bkprusti8091
Ай бұрын
ଧନ୍ୟବାଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆପଣ ଜିଲ୍ଲାପାଳ ମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ,ପୋଲିସ ମାନଙ୍କୁ ତଦାରଖ କରିବା ପାଇଁ ଅନୁମତି ଦେଇଛନ୍ତି।
@ayusmangaming4086
Ай бұрын
ଆଜି 27.9.2024,କିନ୍ତୁ, ମିଳିତ ସମ୍ମିଳନୀ ରେ 28.9.24,ଲେଖା ହୋଇଛି ମୁଁ ବୁଝି ପାରିଲିନି
@sankarnathmaharana7859
Ай бұрын
ଉପରେ 27.9.2024 ଲେଖା ବି ହେଇଛି
@Snkr2012
Ай бұрын
Good changing
@KumudChandraDas-b7e
Ай бұрын
Jayshriram
@dhananjayamalik8144
Ай бұрын
One of the best speech sir 🙏
@DillipkumarBaral-b7r
Ай бұрын
Very good advice, pls do it for the people
@GobindaNeha
Ай бұрын
Great sir
@lsamal5225
Ай бұрын
Super speech 👌
@MeghanadBehera-g5e
Ай бұрын
Thank s. Sir
@ranjanmohanty9098
Ай бұрын
ଜୟ ଶ୍ରୀ ରାମ୍
@swadhinkumar7425
Ай бұрын
Jay Jagannath
@SalkhanHembram-yp5us
Ай бұрын
ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ
@sahujatindraprasad5923
Ай бұрын
Swagat Honble CM sir odisha
@rajendrapanda245
Ай бұрын
Very good speech
@kailashnayak7643
Ай бұрын
Right Sir
@Orn35thj
Ай бұрын
Bahut bhala
@AjaysagarSagar-nd3np
Ай бұрын
Very nice
@gdswainable
Ай бұрын
Heartly salute sir,
@RanjitKumarSethiRanjitKumarSet
Ай бұрын
Good 👍👍👍
@DurjyaJani-l8g
Ай бұрын
Good cm Mohan majhi
@BibhutibhusanPradhann
Ай бұрын
Thanks you Mohan sir.
@salkhubaskey1706
Ай бұрын
ଯଦି ଦମ ଅଛି ମଦ,ହାଣ୍ଡିଆ ପୁରା ବନ୍ଦ କରିକି ଦେଖାଅ
@GolekhaTravelsService
Ай бұрын
Thank you mohan sir
@bhabanemallick1801
Ай бұрын
Thanks. C.m. Sir
@Prasarna
Ай бұрын
Very good step
@harekrushnapagal1405
Ай бұрын
❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ❤ ❤ଜୟ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଜୟ ❤ ❤ଜୟ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନମନ୍ତ୍ରୀ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ କି ଜୟ❤ ❤ଜୟ ଆମ ଓଡ଼ିଶା ରେ ନୂତନ ମୂଖ୍ୟମନ୍ତ୍ରୀ ଶ୍ରୀ ମେ।ହନ ଚରଣ ମାଝି ସାର୍ ଜୟ ❤
@NikuTripaji
Ай бұрын
Right,sir
@subashswain-on4ds
Ай бұрын
No.1cm
@fagulakra520
Ай бұрын
Very good speech CM mohan sir
@BinataBiswal-q8h
Ай бұрын
Good decision CM sir
@srikrushnamohanty3499
Ай бұрын
Many many thanks @ CM mohan ch. majhi
@manojkumarnaiknaik325
Ай бұрын
U are great CM ji
@AbhimanyuPattayat
Ай бұрын
CM ସାରଙ୍କୁ ଅନେକ ଅନେକ ଧନ୍ୟବାଦ 🙏🇮🇳🙏
@SushantJenaSKJ
Ай бұрын
Best person to be CM at the present times Sri Mohan Majhi
@dpnayak-fq6mb
Ай бұрын
Our common people's CM of Odisha Shri Mohan Majhi. Odisha Zindabad 😊
@UpendraDas-xq3so
Ай бұрын
,ମାେନ ସାର୍🙏🙏🙏🙏
@sanjaysethy333
Ай бұрын
Thank our cm
@lipubarik1530
Ай бұрын
Right
@NSkantKumar
Ай бұрын
"ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର ତେବେ ସୁସ୍ଥତା,ଶାନ୍ତି, ସାନ୍ତ୍ଵନା, ବିଶ୍ରାମ ଓ ଅନନ୍ତ ଜୀବନ ପାଇବ"
@AbhinKerketta-sh6xr
Ай бұрын
Right 👍 ହେବା ଦରକାର ଜରୁରୀ ଅଟେ ।
@rameshpradhan3519
Ай бұрын
Good sir
@sashibhusanpradhan5691
Ай бұрын
Thanks CM Sir jay Jagannath 🙏
@bisikesanpradhan5880
Ай бұрын
Very good system of training
@sachikantakharsel2487
Ай бұрын
I respect you Dear and near Mr. C.M. You are a great person of Odisha..
@pratapchandramohanta3499
Ай бұрын
Jay shree Ram Very nice 🎉🎉🎉
@santoshnayak6670
Ай бұрын
🌹oksar
@prasantamohapatra4632
Ай бұрын
ଅତି ସୁନ୍ଦର୍ ମୂଲ୍ୟ ବୋଧ ଭିତିକ ଅଭିଭାଷଣ.. ଅନେକ ଦିନ ପରେ ଓଡିଶା ର ଜଣେ ନିର୍ଭୀକ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଭାଷଣ ଶୁଣିବାକୁ ମିଳିଲା । ଅଭିଭାଷଣ ର କାର୍ଯ୍ଯକାରିତା ବାଧକ ସାଜୁଥିବା ବ୍ଯକ୍ତି ବିଶେଷ ଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।
@prasantakumarsahoo9986
Ай бұрын
Good cm
@prakashkumarjena.babusan.n3760
Ай бұрын
ଜୟ ଜଗନ୍ନାଥ ଜୟ ମୋହନ ସାର ❤️❤️❤️❤️
@lalatendudas8004
Ай бұрын
very good
@advocateranjitbiswal9014
Ай бұрын
ଓଡ଼ିଶାରେ ଏମିତି ଗୋଟିଏ ଥାନାର ନାମ କୁହ ଯେଉଁଠି ଥାନାକୁ ଗଲେ ମୁଖ୍ୟମନ୍ତ୍ରୀ ଙ୍କ କହିବା ମୁତାବକ ସେବା ମିଲୁଛି
@sarojkumarmisra9075
Ай бұрын
Monetary provision need to be made for tea, tiffin and meals for providing visitors and officers visiting to police stations.
@sarojkumarmisra9075
Ай бұрын
IIC cannot spend money from his pocket.
@ravipatnaik79
Ай бұрын
ମୁଖ୍ୟମନ୍ତ୍ରୀ ତ ସେହି କଥା କହୁଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ବଦଳାଇବା ପାଇଁ ଆହ୍ଵାନ ଦେଉଛନ୍ତି।
@AJ.....440
Ай бұрын
Apana thana saha amiti gate government office hospital ki jaha kuhantu j sethi apana jaha kahu chanti miliba...?
@SibaniBisoi-th4vx
Ай бұрын
Nice odia speach by our CM sir
@Bibhutibhusanrout-bc4zy
Ай бұрын
ମୁଖ୍ୟମନ୍ତ୍ରୀଙ୍କୁଅନୁରୋଧଓଡିଶାରୁସବୁମଦଦୋକାନକୁବନ୍ଦକରିଦିଅନ୍ତୁ🎉 ଭଗବାନ ଆପଣଙ୍କୁ ନଶ୍ଚିନ୍ତସାହାଯ୍ୟକରିବେ🎉ଜୟଜୟଜଗନ୍ନାଥଜୟଜୟ🎉🎉🎉
@ManasSrichandan-y9g
Ай бұрын
Super admin and administrative, Great action and great decision, super knowledge of odisha CM M majhi. Great news
@rajashreepradhan9275
Ай бұрын
Kaama re 0😂😂😂
@sumitramahanta5052
Ай бұрын
Mahan sir grate
@roulvillagfarm
Ай бұрын
ଯଦି ଏତେ ସଚ୍ଚୋଟତା ,,, ଯଦି ସାଧାରଣ ଜନତାଙ୍କୁ ନ୍ୟାୟ ଦେଇ ପରିବାର ଇଚ୍ଛା ଅଛି ତାହେଲେ ,,, ରାଜ୍ୟପାଳ ASO ଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିଲା ନାହିଁ କାହିଁକି ,,,,
@MadhavKumardas-g1m
Ай бұрын
BJD chamsa mane Khali rajaniti koribe
@santilatapanda1386
Ай бұрын
Thick kahuchhanti dhanyabad
@B.k.Sahani-bv2kz
Ай бұрын
କଥା କମ୍ କହି,କାମ ଅଧିକା କରନ୍ତୁ
@rajashreepradhan9275
Ай бұрын
Ye Khali gata sarkar ku blame karuchhanti nije kara Khali bhasan 😂😂😂😂kaama 0 ......
4:40
Russia News : ରୁଷିଆ ଖୋଲିବ ଯୌନ ମନ୍ତ୍ରାଳୟ ! | Russia considering a ministry for it | N18G
News18 Odia
Рет қаралды 7 М.
9:58
Asala Katha : ଖୋଲିଗଲା ବିଜେଡି-କଂଗ୍ରେସ ଗୁମର | BJD Leader Atanu Sabyasachi Nayak Big Statement
News18 Odia
Рет қаралды 14 М.
00:20
БАСКЕТБОЛИСТЫ ИГРАЮТ В НАСТОЛЬНЫЙ ТЕННИС #иванабрамов #дедищев #баскетбол #пингпонг #shorts
Иван Абрамов
Рет қаралды 8 МЛН
01:00
Подумай ДВАЖДЫ, прежде чем провоцировать КАЗАХА😈😈😈 #shorts
BalcevMMA_BOXING
Рет қаралды 9 МЛН
00:47
Random Emoji Beatbox Challenge #beatbox #tiktok
BeatboxJCOP
Рет қаралды 62 МЛН
00:57
Я уговариваю своего друга попробовать чипсы Лава Лава
Аришнев
Рет қаралды 3,5 МЛН
22:01
News Fuse 12 NOV 2024
OTV
Рет қаралды 3,9 М.
26:26
ମୋହନଙ୍କ ପାଠଶାଳା | ଅସଲ କଥା | Asala Katha | Mohan Charan Majhi | OdiaNews | OdishaNews
News18 Odia
Рет қаралды 166 М.
50:21
Live : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ଖବର | Russia-Ukraine war | Special Report | Odia News
News18 Odia
Рет қаралды 2,4 М.
14:14
ଜିଲ୍ଲାପାଳଙ୍କୁ ମୋହନଙ୍କ ଚେତାବନୀ CM Mohan Majhi Chairs First First District Collectors’ Conference
News18 Odia
Рет қаралды 108 М.
40:38
ମନ୍ମଥଙ୍କ ପରାଜୟ, ଶ୍ରୀମୟୀଙ୍କୁ ଦୋଷ ଦେଲେ ସୁର || Podcast With Sura Routray || Exclusive Interview || OR
Odisha Reporter
Рет қаралды 209 М.
5:05
ନବୀନଙ୍କ ପୋଲିସ Vs 100 ଦିନିଆ ମୋହନଙ୍କ ପୋଲିସ୍ | Odisha Reporter
Odisha Reporter
Рет қаралды 254 М.
4:27
କଂଗ୍ରେସରେ ହଲଚଲ; ଏପଟେ ପଦଯାତ୍ରା, ସେପଟେ ଇସ୍ତଫାର ସୁଅ | NandighoshaTV
Nandighosha TV
Рет қаралды 126 М.
32:28
ନବୀନଙ୍କ ଉପରେ ବର୍ଷିଲେ ମୋହନ | CM Mohan Charan Majhi | Naveen Patnaik | Odia News
News18 Odia
Рет қаралды 219 М.
12:00
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ୬ଲକ୍ଷ ଟଙ୍କା | Odisha CM Mohan Majhi
Pratidin TV
Рет қаралды 181 М.
24:19
ଆଳୁ, ତେଲ ଦର ବଢ଼ିଲା ଆପଣ ମାନଙ୍କୁ କଷ୍ଟ ହେଉଛି, ଆମକୁ ବି କଷ୍ଟ ହେଉଛି | Odisha CM Mohan Charan Majhi
Pratidin TV
Рет қаралды 510 М.
00:20
БАСКЕТБОЛИСТЫ ИГРАЮТ В НАСТОЛЬНЫЙ ТЕННИС #иванабрамов #дедищев #баскетбол #пингпонг #shorts
Иван Абрамов
Рет қаралды 8 МЛН