ବିଜେପି ଠାରୁ ନିଜ ଝିଅଙ୍କୁ ବଞ୍ଚାନ୍ତୁ - sanghamitra jena || BJP || khati

  Рет қаралды 51,938

Khati ( ଖଟି )

Khati ( ଖଟି )

Күн бұрын

ବିଜେପି ଠାରୁ ନିଜ ଝିଅଙ୍କୁ ବଞ୍ଚାନ୍ତୁ - sanghamitra jena || BJP || khati
#odianews #shankarmada #naveenpatnaik #bjd #bjp #mohanmajhi #subhadrayojana #bhubaneswar #Khati #shankaromsharan #news #odisha #nto #breakingnews #latestnews #viralnews #bhubaneswar

Пікірлер: 237
@subashbarik3468
@subashbarik3468 Жыл бұрын
ଧନ୍ୟବାଦ ଭଉଣୀ ତୁମକୁ ସଲାମ ନାରୀର ଦୁଃଖକୁ ଆଉଜଣେ ନାରୀହିଁ ବୁଝିପାରେ ତୁମର ଏହି ସଂଘର୍ଷ ନିଶ୍ଚୟ ସଫଳ ହେବ
@kanderamsing4927
@kanderamsing4927 4 ай бұрын
ବହୁତ ସୁନ୍ଦର ଦିଦି, ନାରୀ ମାନଙ୍କୁ ସଚେତନ କରନ୍ତୁ। ସବୁ ସତ କହିଲେ।
@SurendraSurendra-ym8mi
@SurendraSurendra-ym8mi 2 ай бұрын
ନାଟାକୁ ଆଦିବାସୀ ରାଷ୍ଟ୍ରପତି କିଛି ଲାଭ ନାହିଁ
@saratswain7951
@saratswain7951 2 ай бұрын
ମଣିପୁର ଘଟଣାବଳୀ ଉପରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।
@PrabirDey-zv5jd
@PrabirDey-zv5jd Жыл бұрын
Manipur tu chadi ,odisha katha kaha,,,,bjd ku kana kahibu,,,,na hele tu kana Congress
@goutamsundar3804
@goutamsundar3804 Жыл бұрын
ତୁ କିଏ ଲୋ, ଟିକେ ଦିଲ୍ଲୀ murder ଏବଂ west bengel ରେ ହିନ୍ଦୁ ମାନଙ୍କୁ କେମିତି murder କରା ଯାଉଛି ତତେ କଣ ଦେଖା ଯାଉନି, ତମେ ମାନେ ହିନ୍ଦୁ ମାନଙ୍କ ପାଇଁ କଳଙ୍କ
@stutikerketta2168
@stutikerketta2168 Жыл бұрын
Au up&mp ra katha tke kuhantu
@studytechodia3723
@studytechodia3723 Жыл бұрын
କଣ ବାଧିଲା କି, ହିନ୍ଦୁ ମାନଙ୍କ ପାଇଁ ଦେଶ ବର୍ବାଦ, ଭୁଲ କଲେ ହିନ୍ଦୁ ମାନେ ମାଡ଼ ହିଁ ଖାଇବେ
@monojghose4823
@monojghose4823 Жыл бұрын
ବାଧିଲାକି ହଁ ସୁନ୍ଦରୀ ଅପରାଜିତାକୁ ଦେଖି ଲୋଭହେଉଥିବ
@goutamsundar3804
@goutamsundar3804 Жыл бұрын
@@monojghose4823 ରହ ରେ ଟୋକା ମୋଦି ତ ----କୁ କାଟି ଦବ
@raghunarhkarjee947
@raghunarhkarjee947 Жыл бұрын
​@@studytechodia3723ହିନ୍ଦୁ ମାନେ ତୋତେ ମାଡି ବସି ରେପ କଲେକି ?
@JagabandhuSahoo-m8j
@JagabandhuSahoo-m8j 7 ай бұрын
ok.we want president rules inindia
@kabi9285
@kabi9285 5 ай бұрын
Thiki didi bjp na bjd kehi bhalanuhanti
@manojnayak2275
@manojnayak2275 2 ай бұрын
Very very good sister
@PrasantaJena-h7e
@PrasantaJena-h7e 2 ай бұрын
Sister you are Right
@RanjanRanjan-ph7vo
@RanjanRanjan-ph7vo 2 ай бұрын
Right answer
@lalitadei953
@lalitadei953 2 ай бұрын
Nari ebe durga rupa dhariba darkar
@srikantarauta8200
@srikantarauta8200 2 ай бұрын
ଆଗକୁ ଓଡ଼ିଆ ଅସ୍ମିତା ଆସିବ ଅପେକ୍ଷା କର ନ୍ତୁ
@subhransu9817
@subhransu9817 2 ай бұрын
0:45 kalia yojana kuade gala
@subratasahoo-s3n
@subratasahoo-s3n Жыл бұрын
Tu pura 😊satita
@skjena5530
@skjena5530 2 ай бұрын
ସଂଘମିତ୍ରା ଭଉଣୀ ବହୁତ ସୁନ୍ଦର କଥାଟି କହିଛନ୍ତି
@saratchandranayak2512
@saratchandranayak2512 Жыл бұрын
ଠିକ୍ କହୁଛନ୍ତି ବେଟି। ମୋଦିଙ୍କୁ ଅନୁରୋଧ ଶିଘ୍ର ଏଭଳି ନେତାଙ୍କୁ ଦଳରୁ ବାହାର କରିଦିଅନ୍ତୁ।
@manghalsingh8230
@manghalsingh8230 5 ай бұрын
Ok sanghamitra jena
@kalashreea6031
@kalashreea6031 Жыл бұрын
ସାବାସ୍ ସଂଘମିତ୍ରା ଜେନା ! ଆଜିର ଦିନରେ ଏମିତି ନିର୍ଭିକତାର ସହିତ କହିବାର ଆବଶ୍ୟକତା ରହିଛି । ଜୟ ଜଗତ୍
@surendraraut6236
@surendraraut6236 2 ай бұрын
ଧନ୍ଯ ଧନ୍ଯ ସଙ୍ଘମିତ୍ରା ତୁମକୁ , କି ମାଡ ମାର ବିଜେପି ଦଳକୁ । ଭ୍ରଷ୍ଟ ଏ ବିଜେପି ଦଳ ବେକାର , ପ୍ରଶଂସା କହିଲେ ତାଙ୍କୁ ଛି,କାର ।।
@rameshchandranayak575
@rameshchandranayak575 Жыл бұрын
ଓଡ଼ିଶାରେ ମଧ୍ୟ ସେହି ଅବସ୍ଥା ।
@adumallick2027
@adumallick2027 6 ай бұрын
ରାଷ୍ଟ୍ର ପତି ଖାଲି ସ୍ବାର୍ଥ ପାଇଁ ଅଛନ୍ତି
@satyam7satyam7
@satyam7satyam7 Жыл бұрын
ବାଃ ବାଃ ଭଉଣୀ ତୁମ କଥାର ଜବାବ ନାହିଁ
@ullashmaharana6320
@ullashmaharana6320 Жыл бұрын
ଲାଲ୍ ବାହାଦୂର ଶାସ୍ତ୍ରୀ , ଅଟଳ ବିହାରୀ ବାଜପେୟୀ ଙ୍କ ଭଳି ପ୍ରଧାନ ମନ୍ତ୍ରୀ ଆଉ ମିଳିବା କଷ୍ଟ , ଏଣିକି ଯିଏ ମଧ୍ୟ ପ୍ରଧାନ ମନ୍ତ୍ରୀ ହେଉଛନ୍ତି , କେବଳ ସ୍ବାର୍ଥ ପାଇଁ । ଆମେ ନିରୀହ ଭକୁଆ । ଜଗନ୍ନାଥ ଆମକୁ ସାହା।
@lkd9323
@lkd9323 7 ай бұрын
ଓଡ଼ିଶା ରେ ଜଉ ବେବିନା, ପ ରି rape case ହେଲା ସେତେବେଲେ ତୁ କଉଠୀ ଥିଲୁ ଆଉ ତୋ ପାଟି ରେ କଅଣ ପସି ଥିଲା????
@maisrakaraita5199
@maisrakaraita5199 3 ай бұрын
ଧନ୍ୟବାଦ ଆପଣଙ୍କ ଭାଷଣ
@niranjannayakgreatodisha2342
@niranjannayakgreatodisha2342 2 ай бұрын
ଭଉଣୀ ବହୁତ ବହୁତ ଧନ୍ୟବାଦ ସତ କଥା ବିଜେପି ହଟାଓ
@ramachandrasahoo7067
@ramachandrasahoo7067 2 ай бұрын
ଧନ୍ୟ ବାଦ ଭଉଣୀ
@lockstart.p.n598
@lockstart.p.n598 Жыл бұрын
ସବୁ ଦଳ ସମାନ କେହି ଭଲ ନୁହେଁ
@nilamanisandha1804
@nilamanisandha1804 5 ай бұрын
ଓଡ଼ିଶାର ଅବସ୍ଥା ଏଭଳି ତେଣୁ ଓଡ଼ିଶାର ସରକାର ଵଦଲାଅ
@nakulnaik1423
@nakulnaik1423 2 ай бұрын
ଭଉଣୀ ବିଲକୁଲ ଠିକ କଥା କହୁଛନ୍ତି କିନ୍ତୁ ପକ୍ଷପାତ ମାନସିକତା ରହୁଛି
@rajendradas9689
@rajendradas9689 Жыл бұрын
Bjp Hotaao Aur Desh Bochaao
@niranjanbehura5258
@niranjanbehura5258 2 ай бұрын
ଏଇ ମାନଂକ ପାଇଁ କଂଗ୍ରେସ ଦଳ ର ଏ ଦୁର୍ଦ୍ଦିନ ।। ଜନତା ସବ ଜାନତାହେ ।।କେତେ ପାଇଛୁ ଗପିବା ପାଁଇ
@madhusmitabarik724
@madhusmitabarik724 2 ай бұрын
Paagala
@prabirjena2147
@prabirjena2147 7 ай бұрын
Sandeshkhali ଘଟଣା ଉପରେ ଦୁଇ ପଦ କହିଥିଲେ ଆମେ ସମର୍ଥନ କରିଥାନ୍ତୁ,
@BrajaParida-g4r
@BrajaParida-g4r 3 ай бұрын
Bjp କେତେ ଦିନର ,ତମେ ଖାଲି ଗପୁଚ,କଣ ଭାବୁଛ,pattnaik ରହିଥାନ୍ତି ,ତାଙ୍କ ଯା ଗୀ ରି ଦେଖିଚ,ଭାରତ ମାତା ଗାମୁ ଚ୍ଛା ପିନ୍ଧି balle balle dhabare,, Mera bharat mahan,
@gitarani2831
@gitarani2831 19 күн бұрын
ଦିଦି, ତୁମେ, ଠିକ୍, କଥା, କହିଛ, ଏହି, ବେଇମାନ୍, ବିଜେପି, ଓଡିଆ,ଅସମିତା, କହିକହି, ଓଡିଶାରେ, ନାଟକ, ଚଲେଇଛି, ଏହି, ହାରାମୀକୁ, ୨୯ରେ, ଜବାବ୍, ଦବୁ
@swayamprakashpattanaik1549
@swayamprakashpattanaik1549 Жыл бұрын
ଯା ଯା,ଚାଲୁଣି କହୁଛି ଛୁଞ୍ଚି କୁ। ବଦମାସ ଦୋମୁହାଁ ସ୍ତ୍ରୀଲୋକ କହୁଛି ବିଜେପି କୁ।
@gobardhanbehera7908
@gobardhanbehera7908 2 ай бұрын
ଆରେ ଭାଈ ଟିକେ ଦେଖେ କଣ ହଅଉଛି ମୁଦି ସରକାର ଓଡିଶା ବିକିବାକୁ ଆରମ୍ବ କରୁଛି ଦେଖେ
@gitarani2831
@gitarani2831 19 күн бұрын
ଆରେ, ବିଜେପିର, ପେଳ, ଚୁକା, ବଦ ବାସ, କିଏ, ବିଜେପିକୁ, ସପୋଟ୍, କରୁଥିବା, କୁକୁର, ମାନେ,
@rabindrabehera9410
@rabindrabehera9410 Жыл бұрын
ଖାଲି media କୁ ଡାକି ଭାଷଣ ଦେଲେ ହେବନି ଏଠି ସରକାର ଯିଏ ବି ଥାଉନା କାହିଁକି ଏହି ଘଟଣା ମାନ ଆପଣଙ୍କ ଭଳି ledy ମାନଙ୍କ ପାଇଁ ହେଉଛି, କାରଣ ନିଜକୁ ପ୍ରମୋଟ କରିବା ପାଇଁ ଏମିତି କହିକି ଦେଶକୁ ବଦନାମ କରୁଛ rape murder ବା ନାରୀ ଉପରେ ଅତ୍ୟାଚାର ଏଭଳି ଅପରାଧ କେବଳ ସରକାର ଦୁଆର ହେଉନି ଅମନୁସିକ ରାକ୍ଷସ ମାନଙ୍କ ଦ୍ଵାରା ହେଉଛି ତେଣୁ bite ଦେଲା ବେଳେ ଭୂଳିଯାଉଛ ଯେ ଗଣତନ୍ତ୍ର କୁ ବଦନାମ କରୁଛ , ତେଣୁ ପ୍ରତେକ୍ ଦେଶରେ ଏସବୁ ହିଉଛି କେବଳ ଭାରତ ରେ ହେଉଛି ତାହା ନୁହେଁ, ଯାହା ଉଦାହରଣ ଦେଇ ଭାଷଣ ଦେଉଛ ତାହା ଠିକ୍ ନୁହେଁ!ଆପଣ ମାନେ କଣ କରିଛନ୍ତି ମଣିପୁର ଘଟଣା କୁ ନେଇ ବା ଅଲଗା ଅଲଗା ରାଜ୍ୟ ରେ ଯେଉସବୁ ଏଭଳି ଘଟଣା ଘଟୁଛି କେବେ ସେଠି ପହଞ୍ଚି ଏ ସବୁ ବିଷୟରେ ଆଲୋଚନା କରୁଛନ୍ତି କି କିମ୍ବା ଏସବୁ କେମିତି ନହେବ ତା ଉପରେ କିଛି ପ୍ଲାନ କରୁଛନ୍ତି କି ଯଦି ନାହିଁ ଏମିତି ଭାଷଣ ର ମୂଲ୍ୟ ନାହିଁ କିନ୍ତୁ ଜଣେ leader ର କାମ ଖାଲି ସରକାର ଙ୍କୁ ଦୋଷ ଦେଲେ ହେବନି ପରିସ୍ଥିତି ପରିବେଶ ଆଉ ଅବସ୍ଥା କୁ ଅନୁଧ୍ୟାନ କରାଯାଇ କାର୍ଯ୍ୟ ପନ୍ଥା ନିଆଯାଏ
@RajeshKumar-ze7qm
@RajeshKumar-ze7qm Жыл бұрын
ତୁମେ କିଛି କହି ପାରିବ ନାହିଁ ବୋଲି ଅନ୍ୟକୁ ବି କହିବାକୁ ଦେବ ନାହିଁ।
@rabindrabehera9410
@rabindrabehera9410 Жыл бұрын
@@RajeshKumar-ze7qm ଭୁଲ କଥା ଆମେ ଏଭଳି ମିଡ଼ିଆ କୁ ଡାକି ବାରମ୍ବାର ଆଯୁକ୍ତିକ ବୟାନ ବାଜି କରୁ ନାହୁଁ ବାକି ସବୁବେଳେ ଖାଲି ଆନ୍ଦୋଳନ, ସରକାର ଙ୍କ ବିରୁଦ୍ଧରେ ଭାଷଣ ଟା ସୋଭାପାଇନହି ଆଉ ଦେଶର ଶାସନ ତ କାମ କରୁଛି ଏବଂ ଜନତା ମାନେ ଯେତିକି ଆଲୋଚନ କରିବା କଥା କରୁଛନ୍ତି ପ୍ରଶାସନ ବି କରୁଛି ତାମନେ କଣ ଏମାନେ ସମସ୍ତେ ମୂର୍ଖ ଖାଲି ଏହି ଭଳି bite ଦେଉଥିବା ଲୋକ ମନେ କଣ ସବୁ ଜାଣିଛନ୍ତି, ଭାରତ ଭଳି ଦେଶ ଯେ କେତେ ବଡ଼ ତା ଭିତରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି ସମସ୍ତ ଙ୍କୁ ସମାନ ଅଧିକାର ସରକାର ଦେଇଛନ୍ତି ବି କମକରୁଛନ୍ତି କେଉଁଠି ଠିକ୍ କରୁଛନ୍ତି ତ୍ ଭୁଲ ବି ହେଉଛି ସେଟା ତ୍ ରହିବ ସମସ୍ତେ ରାମ ନୁହନ୍ତି କି ରାବଣ ତେଣୁ ଆମେ କଣ କରିପାରିବା ସେଟା କହିବା ଦରକାର ନା ଖାଲି ସମସ୍ତଙ୍କୁ ଖରାପ କହିବା
@kalpanaparidavlogchanel9693
@kalpanaparidavlogchanel9693 2 ай бұрын
Gantantra dhancha re sarkar nku samalochna kara jiba bhul sudha ri be nahele khali basi baa aapana kahiba mutabaka
@raghunarhkarjee947
@raghunarhkarjee947 Жыл бұрын
ହଇଲ ନାନୀ ତୁ କଣ india ଦଳ ସପକ୍ଷରେ କହୁଛୁ ନା ସତରେ ମଣିପୁର ବିଷୟରେ କହୁଛୁ ? ହଉ ତୋ କଥା ରଖି ଲୋକେ india ଦଳକୁ ଭୋଟ ଦେବେ ତୁ ଗ୍ୟାରେଣ୍ଟି ଦେଇ ପାରିବୁ କି ତାଙ୍କ ଶାସନ କାଳରେ ରେପ କି ମଡ଼ର ହେବନି ବୋଲି!
@bimalpradhan2829
@bimalpradhan2829 3 ай бұрын
ହଇରେ ଶଳା ତୋ ମା, ଭଉଣି,ଝିଅ ଙ୍କୁ ରେପ୍ କଲେ କଷ୍ଟ କଣ ଜାଣିବ।
@raghunarhkarjee947
@raghunarhkarjee947 3 ай бұрын
@@bimalpradhan2829 ହଁ ଜୁଇଁ ତମ କଥା ଠିକ ଯେ ହେଲେ କଂଗ୍ରେସ ଅମଳ ରେ ବି ଏମିତି ଅନେକ ଘଟଣା ଘଟିଛି, ତୁମେ ଏତେ କାହିଁକି ଛୁଡ଼ି ହେଉଛ !
@anandamohakuda4943
@anandamohakuda4943 2 ай бұрын
Se pura thik katha kahichi
@silunayak8236
@silunayak8236 2 ай бұрын
ସତରେ ଭଲ କଥା କହିଲ ହେଲେ ଜଉମାନେ ମଣିପୁର ଘଟଣା ପାଇଁ ଯଉ ମାନେ ଦାଈ ସେମାନଙ୍କୁ ଗୁଳି କରିଦେବା ଦରକାର
@felixnayak6317
@felixnayak6317 Жыл бұрын
Evm bane kale bjp hajijiba
@sabnamkhatun-ds3lr
@sabnamkhatun-ds3lr 2 ай бұрын
ଧନ୍ଯବାଦ ଭଉଣୀ ତୁମକୁ ସାଲାମ
@lkd9323
@lkd9323 7 ай бұрын
ଖାଲି BJP ସାସିତ ରାଜ୍ୟ ରେ ତୋତେ ସବୁ ଦେଖା ଯାଉଛି। West Bengal ର ସନ୍ଦେସ ଖାଲି ରେ ଜଉ ସହ ସହ rape ହେ ଇଛି, ତା ବିଶୟ ରେ କାହିଁ କି କହୁ ନାହୁ????
@yashodamohanta1649
@yashodamohanta1649 2 ай бұрын
WB re para didi achanti
@sudarsanmallick6250
@sudarsanmallick6250 2 ай бұрын
ଅନ୍ୟବାଦ ଭଉଣୀ
@hksahoo8755
@hksahoo8755 Жыл бұрын
Bala katha kahucha Sabu dala katha kuha janaku target karani😮
@BiranchiNarayanaDash-t1z
@BiranchiNarayanaDash-t1z 3 ай бұрын
ଭ ଉଣୀ ଆପଣକଂର ଏହିଭଳି ଵାଣୀ ଵି ଜେ ବି କୁଦରକାର
@MunaMuna-fn4hw
@MunaMuna-fn4hw 2 ай бұрын
ପୁରା ଠିକ୍ କଥା ଆଗକୁ ଓଡ଼ିଶାରେ ହବ
@bhaskarchandrasahoo8777
@bhaskarchandrasahoo8777 18 күн бұрын
ମମିତା, ସ୍ମିତା, ପରି, ବେବିନା ମାଧବିଲତା ଆଦି ନାରୀମାନଙ୍କ ଅତ୍ୟାଚାର କଥା କ'ଣ ପାଶୋରି ଗଲେଣି କି !
@rajivdas5518
@rajivdas5518 Жыл бұрын
Right katha kahichhanti.dhanyabad.
@BabliMantry
@BabliMantry 2 ай бұрын
ଧନ୍ୟବାଦ ଭଉଣୀ ଠିକ୍ କଥା
@AnantaHembram-mi1jm
@AnantaHembram-mi1jm Жыл бұрын
Madamnku mbj ku pathantu direct swdhin mp prarthi bhabe nirbachan re Jay jugta karaebu mo motare kahuchi emitika talent mohila odisha re darkar.
@Sankirtan-g3q
@Sankirtan-g3q Ай бұрын
ବୁଦ୍ଧି ଶିକ୍ଷା କରିବାର ଇଛା ଆଛି ବ୍ୟୋମକେଶ ତ୍ରିପାଠୀଙ୍କ ଠୁ ଶିଖନ୍ତୁ
@jhadeswarpalei788
@jhadeswarpalei788 Жыл бұрын
You are another Iron lady.plz lead us.....Nation needs you..
@prafullakumarpradhan8129
@prafullakumarpradhan8129 Жыл бұрын
Minor lady = As girl
@goutamsundar3804
@goutamsundar3804 Жыл бұрын
ବାଳ ନା
@SantoshKumar-wz1vo
@SantoshKumar-wz1vo Жыл бұрын
ଭଉଣୀ ଦଳିଅ ଚିନ୍ତା ଠାରୁ ଦୂରରେ ରହି କାମକରୁ ଥିବା ଗୋଟିଏ ରାଷ୍ଟ୍ରପତି ଥିଲେ କଲାମ,ଆମ ବର୍ତ୍ତମାନ ରାଷ୍ଟ୍ର ପତିଙ୍କୁ କଣ ଏ ବିଷୟରେ ଅବଗତ କଣ ନାହିଁ
@santwana7164
@santwana7164 Жыл бұрын
BJP jadi central re asibo ki odisha re Bjd asibo tebe bi dong Nishchay hebo karan BJP au BJD Bhai bhai
@ranjandas-sq4gy
@ranjandas-sq4gy Жыл бұрын
Congress Sarkar Kali manji... Tume Sati Naree? Mahapurush achyuta Nanda Das nka Malika padhi le bujhi pari be Bipada come soon.... BJD Sarakar Dalal nka pari lagu chi....
@BapunukumarBapunukumar
@BapunukumarBapunukumar 5 ай бұрын
ତୁମେ ଓଡିଶା କଥା କହୁନ
@BirajKumarRath
@BirajKumarRath 5 ай бұрын
ଜାତି ଭିତ୍ତିକ ଜନଗଣନା, ଉଚ୍ଚ ନୀଚ୍ଚ ଭେଦଭାବ ବା ଜାତି ବାଦ ବା ଜାତି ପ୍ରଥା କୁ ସାମ୍ବିଧାନିକ ସିଦ୍ଧାନ୍ତ ବା ଅଧିକାର ନୁହେଁ କି? ୧୯୫୦/୧୯୬୮, ଜାତି ଭିତ୍ତିକ ଜନଗଣନା ଅସୁବିଧା କେଉଁଠି? ୭୫ ବର୍ଷ ସଂରକ୍ଷଣ ପରେ ଯୋଜନା ବିଫଳ ଦାୟୀ କିଏ? ସେକୁଲାର ଜାତି ବା ସେକୁଲାର ଧର୍ମାବଲମ୍ବୀ ପ୍ରେମୀ, ମସଜିଦ ବା ଚର୍ଚ୍ଚ ରେ ଧର୍ମ କରିବାରେ ଅସୁବିଧା କେଉଁଠି? ସେକୁଲାର ଜାତି ବା ସେକୁଲାର ଧର୍ମାବଲମ୍ବୀ ପ୍ରେମୀ, ସେକୁଲାର ମୈ।ଲାନା ଙ୍କ ଦ୍ବାରା କର୍ମ କାଣ୍ଡ କରିବାରେ ଅସୁବିଧା କେଉଁଠି,? ଦେଶ ଧର୍ମ ବା ଜାତି ଭିତ୍ତିକ ବିଭାଜନ, ଯୁଦ୍ଧ ଅବସାନ ଘଟିବ?
@BayijantiPingua-rf8sk
@BayijantiPingua-rf8sk 2 ай бұрын
Bjd sarkar narinku puja karuthile ki tahahele pari pihyu au kete kete nari dharshana madar heuthila kemiti kete dukhinku kete nyaya deichhanti bjd Sarkar
@nageswarnews7508
@nageswarnews7508 Жыл бұрын
Purusha manankara e dunia re kan naya achhi
@pramodpanda8976
@pramodpanda8976 Жыл бұрын
Madam 3td frant gathana pai bata fhitantu kahiki labha nahi odishare Aka kegirwal bahariba darkar
@ganeswarmahanta1254
@ganeswarmahanta1254 5 ай бұрын
Beti bachao, Muslim basti me ladki bhejo..a mahila nka katha.a nari hindu ki Target kari janichhi.anya dharma bisayare pade bahariba nahin.
@bhaskarchandrasahoo8777
@bhaskarchandrasahoo8777 18 күн бұрын
ଭଉଣୀ ଓଡ଼ିଶା କଥା ଟିକେ କହିଲେ ନାହିଁ
@PrabirDey-zv5jd
@PrabirDey-zv5jd Жыл бұрын
Odisha re nabin katha kuha,,,,tuma gaon re wine soap rahichi,,,odisha re kahariku rape heba sunichu,,,ossc,ssc katha kaha
@manasranjanmohanty3270
@manasranjanmohanty3270 15 күн бұрын
ବିଜେପି ନେତା ଙ୍କୁ ବିଷ ଦେଇ ମାରିଦିଅ
@_mr___rajput
@_mr___rajput Жыл бұрын
Odisha ra pari & bebina & itishree katha tik kuha nija ghara thik nahi anya state katha kai bhabuchha
@rkentertainment3226
@rkentertainment3226 3 ай бұрын
ଗବର ସିଂ ଫିଲ୍ମ୍ ରେ ଯେମିତି ଗବର ସିଂ ଆସୁଛି ପିଲାମାନେ ଲୁଚି ଯାଓ।
@krishnaprasadrath
@krishnaprasadrath Жыл бұрын
🙏 Jai Srikrishna 🙏 Mu tikie soipade
@dillippradhan996
@dillippradhan996 Жыл бұрын
Right. Fight all for the development of human beings
@dharitripanda6070
@dharitripanda6070 Жыл бұрын
Very nice bhauni.....I m always with you...Go ahead
@mohapatrasubhranshusekhar7545
@mohapatrasubhranshusekhar7545 2 ай бұрын
BJP tote chita katilakeuthi? Tu Manipur jibalagi aasha ka4uchhuki ?
@SayedSaquiburRaheman
@SayedSaquiburRaheman 2 ай бұрын
Bahut video amane kati dauchhanti jete bele china aama pachhru aasi attack kariba abeng aau ketak jaga madi basichhi sesabu video dekhau nahanti
@vanubatimajhi1010
@vanubatimajhi1010 2 ай бұрын
Rastra pati kahile main kuchh nehin manga mujhe sab kuchh mila,
@dharitripanda6070
@dharitripanda6070 Жыл бұрын
Bhauni emiti kichhi haba darkar every Indian should protest against injustice...
@blindsingersibaji2667
@blindsingersibaji2667 Жыл бұрын
Thik katha kahila ସିଷ୍ଟ
@ranjitbagh9670
@ranjitbagh9670 Жыл бұрын
Comment re bhasa thik re bhabi ki reply dio nahi toh adua re padiba
@trinathbal2673
@trinathbal2673 2 ай бұрын
ଠିକ କହୁଛନ୍ତି ଭଉଣୀ
@suryanarayanmohanty9022
@suryanarayanmohanty9022 2 ай бұрын
ଏଇଟା ଗୋଟେ ପାଗଳାମି........।
@yashodamohanta1649
@yashodamohanta1649 2 ай бұрын
Manipur dekhi Chanti ki. Kashmir jai ki dekhi Chanti ki
@rohitkumarjena356
@rohitkumarjena356 Жыл бұрын
No confidence motion ku BJD support kala bjp ku tebe BJD ku kahinki kahunaan .
@pralayaofficial1060
@pralayaofficial1060 Жыл бұрын
Rastrapati kichhi kariparbe nahi kahinki na se NDA samarthana re Rastrapati heichanti Modi Rastrapati nku kahuthiba ki Apana muha kholibe nahi Bass sarila ama Rastrapati chupp auu
@IndrajitBarik-v6f
@IndrajitBarik-v6f Жыл бұрын
Didi thik kahile 👍👍👍👍🙏🙏🙏🙏
@siraramdhal4358
@siraramdhal4358 Жыл бұрын
Bhasona..doucha.dio.ddlaku..aa.khepo..kora.nahni
@dksmurmu7140
@dksmurmu7140 Жыл бұрын
Absolutely right Madam 🙏
@upendraprasadparhi8057
@upendraprasadparhi8057 2 ай бұрын
Tote rastrapati Kariba katha.Tu bahut Katha kahuchhu.
@ShomyRanjanBehera
@ShomyRanjanBehera 2 ай бұрын
ଧନ୍ୟବାଦ୍ ଭଉଣୀ
@chandansahoo2464
@chandansahoo2464 2 ай бұрын
ଦିଦି ଠିକ କହୁଛନ୍ତି
@sumitsingh6607
@sumitsingh6607 Жыл бұрын
Bjp hatao India Bachao
@kaibalyakumar4493
@kaibalyakumar4493 2 ай бұрын
Ok bhal katha bhauni
@lalitadei953
@lalitadei953 2 ай бұрын
Emane purusha nuhanti, rakshyasha
@kamallochannayak9660
@kamallochannayak9660 Жыл бұрын
Dhanyavad Sister very Goo Diluge BJP Hatao Bharat Banchao
@rajendradas9689
@rajendradas9689 Жыл бұрын
Good
@naikmithunmitu6732
@naikmithunmitu6732 2 ай бұрын
Tu b jadi pm habuna tu b seya karibu amejanichu
@PratapchadraDas
@PratapchadraDas 3 ай бұрын
ଠିକ୍ କଥା
@simanchalbehera1486
@simanchalbehera1486 Жыл бұрын
Tu jaalo besi gopuchu
@BhaktabandhuSenapati
@BhaktabandhuSenapati 5 ай бұрын
ଓଡିଶା&ମଣିପୁର,,,,,,,, ଭାଷା,,,, ନାହିଁ
@kailashnahak8005
@kailashnahak8005 Жыл бұрын
Mu pachrchi Cangres 47 years sasan Kala kichi desare paribana Aniparlanahi d _d, dheere dheere karibu
@swagatparida8032
@swagatparida8032 5 ай бұрын
Tu gote Bala natri hebu, Jana
@renubalamohapatra7437
@renubalamohapatra7437 Жыл бұрын
ଏ ଝିଅ ବହୁତ କଥା କହୁଛି ଯେପରି କଙ୍ଗ୍ରେସ ସରକାର ଅମଳରେ କିଛି ହେଇନି।
@basudevrout599
@basudevrout599 Жыл бұрын
B,j,p,is,most,nicha,achrana,dala,dasru,hata
@karttickdey6162
@karttickdey6162 Жыл бұрын
Odisara punampandit
@judhistirprathan4975
@judhistirprathan4975 Ай бұрын
❤❤❤❤❤❤❤THE REAL❤❤❤❤IT IS GOING TO HAPPEN IN ODISHA SOON❤❤❤WITH। SANGHAMITRA❤❤❤
отомстил?
00:56
История одного вокалиста
Рет қаралды 7 МЛН
Every parent is like this ❤️💚💚💜💙
00:10
Like Asiya
Рет қаралды 14 МЛН
when you have plan B 😂
00:11
Andrey Grechka
Рет қаралды 67 МЛН
BJD, Congress Target BJP Govt Over Subhadra Scheme
7:39
Odisha Sambad
Рет қаралды 455 М.
отомстил?
00:56
История одного вокалиста
Рет қаралды 7 МЛН