Nila Mastarani- କଥା ସରିତା II ନୀଳ ମାଷ୍ଟରାଣୀ // Katha Sarita

  Рет қаралды 435,168

DD ODIA

DD ODIA

Күн бұрын

Пікірлер: 221
@sarojinipradhan5498
@sarojinipradhan5498 8 ай бұрын
ଏଇ ନୀଳ ମାଷ୍ଟରାଣୀ ମୋ ଗାଁ ରେ ଆମ ଘରେ ସୁଟିଂ ହେଇଥିଲା। ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ର ଅରିସଲ ଗ୍ରାମ ରେ । ଏ ସବୁ ଆମ ଗାଁ ଆମ ସ୍କୁଲ ଆଉ ଆମ ଗାଁ ପୋଖରୀ । ସେ ପୁରୁଣା ଘର ତ ଆଉ ନାହିଁ କି ଏଥିରେ ଥିବା ଲୋକ ସମସ୍ତେ ନାହାନ୍ତି କିଛି ଲୋକ ମରିସାରିଲେଣି । ହେଲେ 16/17 ବର୍ଷ ତଳର ମୋ ଗାଁ ଆଉ ମୋ ପୁରୁଣା ଘର କୁ ଦେଖିକି ଖୁସି ଲାଗିଲା।
@ashwanimyvillagekitchen
@ashwanimyvillagekitchen 8 ай бұрын
Pura micha
@babunamuduli7662
@babunamuduli7662 8 ай бұрын
ସତରେ ବହୁତ୍ bhal କଥା
@jrs4070
@jrs4070 8 ай бұрын
@@ashwanimyvillagekitchen ସତ ଟା ତାହଲେ ତୁମେ କୁହ 😋😋
@JayashreeBiswal-84564
@JayashreeBiswal-84564 8 ай бұрын
@@ashwanimyvillagekitchen kain sata bi heipare
@skpogogamingyt9094
@skpogogamingyt9094 8 ай бұрын
Seriously!
@lovingmaahi3384
@lovingmaahi3384 9 ай бұрын
2024 ରେ ଦେଖୁଥିବା ଦର୍ଶକ 1 ଲାଇକ କରିଦିଅ
@desikalakar384
@desikalakar384 11 ай бұрын
ନବେ ଦଶକର ପିଲାମାନଙ୍କର ସ୍ମୃତି 🥰 2024 ରେ କିଏ ସବୁ ଦେଖୁଛ 💝
@subhasreedas9368
@subhasreedas9368 11 ай бұрын
🥰😇
@ambikakalsai2066
@ambikakalsai2066 10 ай бұрын
😊😊😊
@the.bandage.wastin.machine
@the.bandage.wastin.machine 10 ай бұрын
watching for odia exam :)
@aiswaryamohapatra.6710
@aiswaryamohapatra.6710 10 ай бұрын
Me also
@kumarbadalsahoo6292
@kumarbadalsahoo6292 9 ай бұрын
Ebe dekhile laguchhi ki agaru ama odia industry kete sunda thila au kete bhala bhala actors au story thila akhire luha asijauchhi but ebe sabu 😢😢
@RadheORadhee
@RadheORadhee Жыл бұрын
ଏବେ ଭି ଜାତି ପ୍ରଥା ଚାଲିଛି 🙏🙏
@ambikakalsai2066
@ambikakalsai2066 10 ай бұрын
ଏ ସମାଜ ବହୁତ ଖରାପ। ଆଜି ମଧ୍ୟ ଏମିତି ଜାତି, ଛୁଆଁ ଅଛୁଆଁ ଭେଦଭାବ ରହିଛି।😢😢😢
@harishdurga9178
@harishdurga9178 9 ай бұрын
ମଣିଷ ଜୀବନରେ ଜନ୍ମ ହେବା ଆଉ ସମାଜରେ ଜାତି ଭେଦଭାବ ଦୋଷ ପାଇବା ସହଜ ଉପହାର ର ସରଳ ଉପାୟ ଅଟେ।
@Deshprem25.
@Deshprem25. 3 ай бұрын
ଭାଇ ରେ ଜାତି ଭେଦ ର ସୃଷ୍ଟି କେମିତି ହେଲା କେବେ ଜାଣିବାକୁ ଚେଷ୍ଟା କରିଛୁ । ତୁ ଯେଉଁ ସମାଜ କୁ ଗାଳି ଦେଉଚୁ,,, ସେ ସମାଜ ହିଁ ଦିନେ ସୁନା ଭାରତ ଗଢି ଥିଲା,,, ଭାଇଚାରା ରେ ଏତେ ବୁଡି ଗଲା ଯେ ଶତ୍ରୁ ସହ ବି ଭାଇଚାରା କଲା,,,, ବ୍ୟକ୍ତି ଗତ ନୁହଁ ସାଂସ୍କୃତିକ ଶତ୍ରୁ ସହ । ଫଳ ଆମ ସମାଜ ଖଣ୍ଡ ବିଖଣ୍ଡ ହେଇ ଗଲା । ଛୁଆଁ ଅଛୁଆଁ ଆରମ୍ଭ କେମିତି ହେଲା । ମୁସଲମାନ ସମାଜରେ ସିଆ, ସୁନି, ଅହମଦିଆ, ଦେଓବନ୍ଦି ସମସ୍ତେ ନିଜ ନିଜ ମସଜିଦ କୁ ବୋମା ରେ ଉଡ଼ାନ୍ତି ,,, ଛୁଆଁ ଛୁଆଁ ତ ଦୂରର କଥା , ଖାଲି ହଣା ମରା ,,, । ଖ୍ରୀଷ୍ଟିଆନ ମାନେ ବି ସେମିତି କ୍ୟାଥୋଲିକ୍ ଚର୍ଚ୍ଚ କୁ ଅନ୍ୟ ଖ୍ରୀଷ୍ଟିଆନ୍ ଚର୍ଚ୍ଚ ଯିବାକୁ ମନା । ବୌଦ୍ଧ ଧର୍ମରେ ବି ଜାତି ଭେଦ ଅଛି । ମନ୍ଦିର ପୁଜା, ହଉକି ବାହାଘର ରେ ପୁରୋହିତ କେବଳ 2 ଟି ପ୍ରଶ୍ନ ପଚାରେ 1st ନାଁ, 2nd ଗୋତ୍ର । ନା ଜାତି ନା ସ୍ଥାନ କାହିଁକି ଆମ ସମାଜ ରେ ବର୍ଣ୍ଣ ବ୍ୟବସ୍ଥା ଥିଲା,, ଯୋଗ୍ୟତା ଅନୁସାରେ ନିର୍ଣ୍ଣୟ ହୁଏ ବ୍ରାହ୍ମଣ କି ଶୁଦ୍ର । ନା ଜନ୍ମୃ ନା ସ୍ଥାନ ରୁ । ଆମ ହିନ୍ଦୁ ସମାଜ ବୌଦ୍ଧ ରାଜା, ମୁସଲମାନ ରାଜା ଆଉ ଖ୍ରୀଷ୍ଟିଆନ୍ ରାଜା ଦ୍ଵାରା ଶାସିତ ହେଇଛି । ସେମାନେ ନିଜ ଇଚ୍ଛା ଅନୁସାରେ ଆମ ସମାଜ ବ୍ୟବସ୍ଥାକୁ ପରିଚାଳନା କଲେ । ବୌଦ୍ଧ ମାନେ ବେଦ ଶାସ୍ତ୍ର କୁ ପଢ଼ିବା ପାଇଁ ଘୃଣା କରୁଥିଲେ । ବେଦ ଶାସ୍ତ୍ର ପଠନ ପାଇଁ ପ୍ରଚୁର କର ଦେବାକୁ ପଡୁଥିଲା । ସମୟ କ୍ରମେ ନରମ ପନ୍ଥି ବୌଦ୍ଧ ରାଜା ଶାସ୍ତ୍ର ପ୍ରତିଯୋଗିତା କରି ହିନ୍ଦୁ ମାନଙ୍କୁ ସ୍ଥାନ ଦେଲେ,,, ଆନୁବଂଶିକ ଭାବେ , ଜନ୍ମ ଗତ ବର୍ଣ୍ଣ ଅସ୍ତିତ୍ବ ଆସିଲା । ହିନ୍ଦୁ ଧର୍ମ ପୁନରୁତ୍ଥାନ ପରେ ବୌଦ୍ଧ ପ୍ରଭାବ ରହିଲା ତ ବେଦ ପଠନ ହ୍ରାସ ଘଟି କିଛି ଲୋକ ପାଖରେ ରହିଲା ।।। ଅଛୁଆଁ ଭେଦଭାବ କାରଣ ବହୁତ।।।ମହା ମାରୀ, ଶତ୍ରୁ ସହ ମିଶି ବିଶ୍ୱାସ ଘାତକ ର ଦଣ୍ଡ ବି ଅଛୁଆଁ , ଚମଡା କାର୍ଯ୍ୟ ।
@LitunaMallick002
@LitunaMallick002 2 ай бұрын
Mu nije a sabu bhoguchi ..aaji bi Puri dist Pipili re jaati chuan achuuan achi.. A sabu ku change Kariba pain padiba...Sethi pain power darkar.. money ra power Mu change karibi aau dekheibi...a Mallick cast ra pila kn kari pare.. Kichi Barsha pare sure a comment re reply debaku aasibi..jebe successful hei feribi
@Deshprem25.
@Deshprem25. 2 ай бұрын
@@LitunaMallick002 ,,,, ପ୍ରଥମେ ଏତିକି power ଯୁଟାଅ,,, ନିଜକୁ train କର,,, । ବାପା ମାଆ କୁ ଖୁସିରେ ରଖ । ନିଜ ବାଣ୍ଡ ସୁଖ ପାଇଁ ବାପା ମାଆ, ସମାଜ ସହ ଶତ୍ରୁତା କାହିଁକି ରଖୁଚ । ଯିଏ ଦେଇଛି ତାକୁ ଦିଅ । ବାପା ମାଆ, ସମାଜ ପାଇଁ କିଛି କର । ଜାତି ଭେଦ ନଥିଲା ମୁଁ ବି ମାନୁଛି । ଏଇଟା long time taking process ।
@LitunaMallick002
@LitunaMallick002 2 ай бұрын
@@Deshprem25. Sei process change karibar achi..a jou baanda giha loka kahuchnty..tama sc cast chhua aa karibani taa kari paribani...sei ucha cast ra bedha chhua nku dekheibi . A nicha cast chhua kn kari pare...mo baanda job ra power dekhoucha...
@Guhalkultoka
@Guhalkultoka 4 ай бұрын
କିଏ ସବୁ dd ଓଡ଼ିଆ ସିରେଲ କୁ ଭଲ ପାଓ like କର
@RajuRaj-jq7li
@RajuRaj-jq7li 8 ай бұрын
କିଏ ଏହି 2024 ମଇ ମାସରେ ଏହି କାହାଣୀକୁ ଦେଖିଅଛ । ❤
@onlystatus1767
@onlystatus1767 Жыл бұрын
ଆଜି କାଲିର ପିଲା ମାନଙ୍କ ପାଖରେ କଥା ସରିତା ଦେଖିବା ପାଇଁ ସମୟ ନାହିଁ 😔 ପିଲା ବେଳେ ଟିଭି ରେ କେତେ ଦେଖିଛୁ ♥️🥲☺️
@JulieMaharana553
@JulieMaharana553 Жыл бұрын
Mui ta katha Sarita dekhe
@lelaparida8687
@lelaparida8687 Жыл бұрын
Mu to Sabu DD Oriya ra gapa dekhe ☺️☺️☺️☺️,bht maja laage
@JulieMaharana553
@JulieMaharana553 Жыл бұрын
Sate ki ho
@bikash8488
@bikash8488 Жыл бұрын
Aaou aame searching kari dekhuchu
@Guddyrubi99
@Guddyrubi99 Жыл бұрын
Right
@nvdivyanshuranjanparida7614
@nvdivyanshuranjanparida7614 9 ай бұрын
ପିଲାଦିନ ଗପକୁ ଆଜିର ନୂତନ ଯୁଗର ଶିଶୁ ମାନଙ୍କ ପାଇଁ youtube ରେ ଉପସ୍ଥାପନ କରାଯାଉଛି। ସେ ଦିନର କଥା ଆଜିବି ମନେ ପଡେ। ଆମ ଓଡ଼ିଶା 🇮🇳🌍🙏🏻
@MamakiladliRidhi
@MamakiladliRidhi 4 ай бұрын
Plz mo new channel ku support karantu kehi Jane b dekhunahati 😭😭😭 plz reply diantu
@bhabani1996
@bhabani1996 9 ай бұрын
କୁଆଡେ ଗଲେ ଏଇ ଅଭିନେତା ମାନେ ଆଉ ସେ ଭଳି ନାଟକ କାଇଁ ଦୟାକରି ଓଡ଼ିଆ ରେ ଏ ଭଳି ନାଟକ ଆସୁ ଜୟ ଜଗନ୍ନାଥ ❤
@MamakiladliRidhi
@MamakiladliRidhi 4 ай бұрын
Plz mo new channel ku support karantu kehi Jane b dekhunahati 😭😭😭 plz reply diantu 😢😢😢
@subashmishra5616
@subashmishra5616 10 ай бұрын
କାଳଜୟୀ ରଚନା ନିଖୁଣ ଅଭିନୟ ନମସ୍ୟ କଥାକାର ଜୟ ଜଗନ୍ନାଥ
@krushnapriyasamantaray4361
@krushnapriyasamantaray4361 9 ай бұрын
Well come DD odia
@mahimapadhan4640
@mahimapadhan4640 9 ай бұрын
ପିଳା ଦିନର କଥା ମନେ ପଡିଗଲା 😢❤
@Medicalmedico56
@Medicalmedico56 8 ай бұрын
କିଛି ବଦଳିନି ଆଜି ଯାଏ ବି ଜାତି ପ୍ରଥା ଅଛି ।ଆଜି ଯାଏ ବି କିଏ ଅନ୍ୟ ଜାତିରେ ଚାଲିଗଲେ ଏମିତି ନି ହୁଏ 😔
@scccepmissa2272
@scccepmissa2272 8 ай бұрын
Jati Pratha Sarkar Hin Band Kariparibe Sadharana Manisha Samanta ra Adhikar Dabi Kare.
@MamakiladliRidhi
@MamakiladliRidhi 4 ай бұрын
​@@scccepmissa2272plz mo new channel ku support karantu kehi Jane b dekhunahati 😭😭😭😭
@nilaachary3519
@nilaachary3519 9 ай бұрын
Aj kia q video ti dekhu Chanti aj heuchi 4 April keu mananku e story bhala lagila sekane like kara
@sanghamitradalai9705
@sanghamitradalai9705 2 жыл бұрын
Fantastic show ever by Godabaris mishra
@bikashmahakur9874
@bikashmahakur9874 Жыл бұрын
Written by Godabarish Mahapatra
@swatiswagatika4082
@swatiswagatika4082 Жыл бұрын
My childhood memories ❤️❤️ Lot's of love 💕💕
@swatiswagatika4082
@swatiswagatika4082 10 ай бұрын
@-Jena_jena Han kintu DD odia mo fevorite channel ❤️❤️ Lot's of love ❤️❤️
@jitenkumarrout3303
@jitenkumarrout3303 2 ай бұрын
​@@swatiswagatika4082 Achha
@soubhagyabarik176
@soubhagyabarik176 9 ай бұрын
Our old memories...now i am 26 yr old..se samayare ei sabu kete dekhichu... acting skill excellent 👍🏻
@rameshpatnaik5403
@rameshpatnaik5403 7 ай бұрын
ବହୁତ ସୁନ୍ଦର କାହାଣୀ ଏବଂ କଳାକାର ମାନଂକର ସୁନ୍ଦର ଅଭିନୟ। ଭଗବାନ ସମସ୍ତଙ୍କର ମଂଗଳ କରନ୍ତୁ।
@PinakiMisra-vh7iu
@PinakiMisra-vh7iu 10 ай бұрын
ଆଜିର ପିଲା inssta graam ଛାଡି ସିଯଣୀୟ ଗଳ୍ପ ଉପନ୍ୟାସ କବିତା ହେମନ୍ତୂ
@sukantabarik1638
@sukantabarik1638 8 ай бұрын
Sir mu ei batch ra Mane 2024 ra 2025 re mu board Debi hele ame sabu pilanka bhali nuha mu mo mama saha misi Katha Sarita dekhe au mo sanga manaka saha bhi dekhe actually semiti pila achanti kintu jadi bapa maa thik thibe pila kanhiki kharap hebe 😊😊😊😊ame semiti jama nuhe jie kharap jinisa video dekhibe😢😊
@subratshibu727
@subratshibu727 Жыл бұрын
ପିଲା ଦିନର ସ୍ମୃତି 🎉❤
@MayurBuzz
@MayurBuzz 9 ай бұрын
ଭାରତ ଏତେ ପଛରେ ରହିବାର ମୁଖ୍ୟ କାରଣ ଅନ୍ଧ ବିଶ୍ୱାସ ଆଉ ଜାତି ପ୍ରଥା।ଯେତେ ପ୍ରଗତି କଲେ ବି ଆମେ ସାମାଜିକ ଦୃଷ୍ଟି କୋଣରୁ ବହୁତ୍ ପଛୁଆ
@ashasagar9701
@ashasagar9701 8 ай бұрын
Right
@gouraharimahanty12
@gouraharimahanty12 8 ай бұрын
Sikhya ra bhumika kichi achi ki?
@Pradhaneducation
@Pradhaneducation 2 жыл бұрын
ଧନ୍ଯବାଦ ଡିଡି ଓଡିଆ
@anantnaik1415
@anantnaik1415 8 ай бұрын
ଆଜି ପର୍ଯ୍ୟନ୍ତ ମଧ୍ୟ ଏଇ ଜାତି ପ୍ରଥା ବଦଳି ନାହିଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମ୍ମାନ ଏଇ କଥା କୁ ଲୋକମାନେ ଜନିକି ମଧ୍ୟ ଏହି ଜାତି ପ୍ରଥା କୁ ସମର୍ଥନ କରୁଛନ୍ତି । ସମାଜ ଆମ କୁ ନେଇ ଗଠିତ ସମାଜ କୁ ନେଇ ଆମେ ନୁହେଁ ତେଣୁ ଆମେ ଏହି କୁ ପ୍ରଥା କୁ ବଦଳାଇ ବା ପାଇଁ ଚାହିଁଲେ ବଦଳାଇ ପାରିବା । କେବଳ ପାଠ ପଢ଼ିକି ଚାକିରି କରିଦେଲ ଚଳିବନି ଆମ ଦେଶର ଉନ୍ନତି, ସୁବ୍ୟବସ୍ଥା , ସମାନତା,ଇତ୍ୟାଦି କୁ ତୃଣମୂଳ ସ୍ତରରୁ କାର୍ଯ୍ୟ ରେ ଲଗାଇ ବାକୁ ପଡ଼ିବ । ଏହା ନିମନ୍ତେ ଆମ କୁ ହିଁ ପରିବର୍ତ୍ତନ ହେବାକୁ ପଡ଼ିବ ସ୍ୱପରିବର୍ତନ ବିଶ୍ଵ ପରିବର୍ତ୍ତନ ତେଣୁ ଆମେ ଜାତି ପ୍ରଥା କୁ ଦୂର କରିବା । ଆମ୍ବେଦକର ସେହି ସମୟ ରେ ଥାଇକି ଏତେ ପରିବର୍ତ୍ତନ ଆଣିଥିଲେ ଯାହାକୁ ବିଦ୍ୟାଳୟ ରେ ପଢ଼ାଇ ବାକୁ ମନା କରା ଯାଉଥିଲା ଆଉ ଆମେ ଏବେ କାହିଁକି ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ପାରିବନି । ଯେଉଁ ମାନେ ଏଥିରେ ସହ ମୟ ରେପ୍ଲ୍ୟା ଦିଅନ୍ତୁ ଜୟ ଭିମ୍ 🙏
@gitishreedas9606
@gitishreedas9606 8 ай бұрын
Kemiti badaliba sarkar para reservation dei banchei rakhichi
@AshuVlogs-dv9fi
@AshuVlogs-dv9fi 7 ай бұрын
ହଁ ଏକମତ
@ଖାଣ୍ଟିଓଡ଼ିଆଟୋକା-ଛ5ହ
@ଖାଣ୍ଟିଓଡ଼ିଆଟୋକା-ଛ5ହ 6 ай бұрын
ଆଗ reservation ଟା hatao ତାପରେ ସବୁ ଆପେ change ହବ..... ଜାତି ଅନୁଜାଇ ନ ଦେଇ ବରମ୍ income ଅନୁସାରେ reservation ଦେଲେ ମୋ ମତ ରେ ଠିକ୍ ହବ୍
@dharashreesatpathy562
@dharashreesatpathy562 2 ай бұрын
ସମ୍ବିଧାନରୁ ଏଯାଏ ଉଠିଲାଣିକି, କୋଟା ବ୍ଯବସ୍ଥା ତ ଏସବୁକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରୁଛି । ସାଧାରଣ ଲୋକ କଣ ଭକୁଆ !
@ଖାଣ୍ଟିଓଡ଼ିଆଟୋକା-ଛ5ହ
@ଖାଣ୍ଟିଓଡ଼ିଆଟୋକା-ଛ5ହ Ай бұрын
@@SOMYA_SHUBHAM_NAYAK ତୁ ମାଗଣା ଖିଆ ଭିକାରୀ ସବୁ ବୁଝି ଯାଇଚୁ.... 😂😂😂😂 ଏକଥା କଃ ଯେ ତୋର୍ ଗାଣ୍ଡି ରେ ପୁଟା ନାହିଁ general ପିଲା ଙ୍କ ସଃ competion କରିବା ପାଇଁ... ସେଥି ପାଇଁ ତତେ ବେଶୀ ବାଧୁଛି.... ମାଗଣା ଖାଇ ଖାଇ ତମର ଚର୍ବି ବଢି ଗଲାଣି.... #ମାଗଣାଖିଆ_ଭିକାରୀ_
@rajusahoo6819
@rajusahoo6819 10 ай бұрын
Bahut miss karuci se time ku😢😢😢
@Hbbbbbj7375
@Hbbbbbj7375 9 ай бұрын
Aji kia kia dekhuchha like karantu 19;3:2024
@KHUSIRAMBAGARTY
@KHUSIRAMBAGARTY 9 ай бұрын
20.3.2024
@swatimalick9895
@swatimalick9895 9 ай бұрын
Mu dakuchi 😊
@swatimalick9895
@swatimalick9895 9 ай бұрын
29.3.2024
@sandhyadas5562
@sandhyadas5562 8 ай бұрын
Mu dekhuchi
@Hbbbbbj7375
@Hbbbbbj7375 8 ай бұрын
@@sandhyadas5562i want your mb,, nbr
@sanghamitradalai9705
@sanghamitradalai9705 2 жыл бұрын
My all time favourite nilamastrarani story'
@asishmohapatra9505
@asishmohapatra9505 10 ай бұрын
As an ICSE student, i do love short documentary movies, my mother prescribed me this wonderfull story to see , and guess what i love it ❤❤
@saswatparida08
@saswatparida08 5 ай бұрын
@@asishmohapatra9505 wow, its so rare, that an ISCE student finds love in old odia classics. When I come across people like you, it's really overwhelming...😄
@littleaaradhya
@littleaaradhya 10 ай бұрын
A video dekhila pare mu mo pila dina ku puni feri jauchi thankuuu KZbin
@Mr.dash_6
@Mr.dash_6 2 ай бұрын
ଛୁଆ ଦିନେ DD Odia ରେ ନୀଳ ମାଷ୍ଟରାଣୀ, ବାସିଫୁଲ, ରାଣ୍ଡିପୁଅ ଅନନ୍ତା, ହାଉଁ, ପାଣୁ ମିଶ୍ରେ ଏମିତି ଅନେକ ଟିଭି ସେରିଆଲ୍ ଦେଖିଥିଲି , ସେସବୁ ଦିନ କୁଆଡେ ଗଲା😢😢😢
@Onlyim77
@Onlyim77 9 ай бұрын
Such a beautiful story. Thank you DD odia for publishing this video❤🎉
@suvendusahoo2113
@suvendusahoo2113 Жыл бұрын
My childhood memories Bahut bhala lage se dina sabu
@sumantanayak30
@sumantanayak30 Жыл бұрын
ଅତି ସୁନ୍ଦର ଭିଡିଓ 😢😢
@basantimohanty1740
@basantimohanty1740 24 күн бұрын
According to Gandhi Untouchbility is crime againt God and man.This show is about anticastism.Still we r within the caste bound.it is a evil of our lndian society.Action is very heart touching.Thanks to D D Bharati.
@ranjanapradhan2526
@ranjanapradhan2526 Жыл бұрын
Ok beautiful story😊🎉😊 love you story❤❤❤❤❤❤❤❤ 😊😊😊😊😊😊😊❤
@GourangaSahoo-bh2jb
@GourangaSahoo-bh2jb 18 күн бұрын
ଏ ଜାତି ପ୍ରଥା କୁ ଉଠେଇ ଦିଆଯାଉ ଏ ଜାତି ପ୍ରଥା ଲାଗି ବହୁତ ପୁଅ ଝିଅ ତାଙ୍କ ବାପା ମା ଙ୍କ ଠାରୁ ଦୂରେଇ ଯାଇଛନ୍ତି।
@youthofindia2
@youthofindia2 4 ай бұрын
in our society, everyone must have the right to live with dignity...
@Hruda-h5y
@Hruda-h5y 2 ай бұрын
ହୃୟସ୍ପର୍ଶୀ
@reemahembram651
@reemahembram651 9 ай бұрын
Bahut sundar❤ nostalgia
@Lipsuu567
@Lipsuu567 8 ай бұрын
Pila bele jeje jejema nka saha basi TV re eguda bohut dekhichi ebe bhi bohut Mane pade 😊😅 sedina ra katha
@sangitasahu5750
@sangitasahu5750 5 ай бұрын
I love d d odia chnnel ❤❤❤❤❤❤
@scccepmissa2272
@scccepmissa2272 8 ай бұрын
Swadhinata pare bi Sarkar Chup Jatipratha Band Hau Sabu Manisa Saman Jai Hind 🇮🇳🙏
@shrabanidas8432
@shrabanidas8432 11 ай бұрын
Katha sarita....❤i love this
@ratnakardehuri3409
@ratnakardehuri3409 9 ай бұрын
ଅତି ସୁନ୍ଦର ହୋଇଛି
@bhabanisankar2386
@bhabanisankar2386 Жыл бұрын
I'm from this time of generation 😌🥰
@satyabratsamal7195
@satyabratsamal7195 9 ай бұрын
Awesome! 🙏🙏🙏
@m.kshirabdhitanaya4839
@m.kshirabdhitanaya4839 3 ай бұрын
ଏ ସଵୁ ଗପ ପିଲା ବେଳେ । ଏବେ ସଵୁ ମନେ ପଡି ଯାଉଅଛି ।
@truthseeker237
@truthseeker237 10 ай бұрын
Much better than nowadays cheap odia serial and movies.
@suhasinipattanayak8937
@suhasinipattanayak8937 4 ай бұрын
ଗାଆଁ 😢 ସମାଜ 😢 ଲୋକ କଣ କହିବେ 😢
@biswajit.mohanty674
@biswajit.mohanty674 Жыл бұрын
ଧନ୍ୟବାଦ୍ dd odia❤
@nandinibehera2392
@nandinibehera2392 5 ай бұрын
I love ❤ this Channel
@sanjitkar4614
@sanjitkar4614 2 жыл бұрын
Plzzzzzzzzzzzzzzzzzzzzzzzzzzz " agru gote series ase " kuha kuha aja gapa kuhaa " gote pila ra school bele character ra seria......l naa ta bodh aei mora thik mane paduni, uplode karantu....
@barshaswain8005
@barshaswain8005 8 ай бұрын
Prabhu♥️❤️🙏❤️😭😭😭😭🙏🙏🙏❤️♥️♥️♥️♥️
@sandhyaranidehury9460
@sandhyaranidehury9460 Жыл бұрын
❤❤ମୋ ପିଲା ଦିନର ସ୍ମୃତି ❤❤
@Smita_Lifestyle_
@Smita_Lifestyle_ 8 ай бұрын
Ama piladina ra smruti🥰ketebele tv re daba wait re thilu
@suhasinipattanayak8937
@suhasinipattanayak8937 4 ай бұрын
ବାଃ 😢❤
@PravashJena-jm4xw
@PravashJena-jm4xw 5 ай бұрын
Sundara laguche story 😢😢
@RadhakantaDas-l3j
@RadhakantaDas-l3j 11 ай бұрын
Heart touching story of godabarish mohapatra 🙏🙏🙏
@jitendrajena7026
@jitendrajena7026 5 ай бұрын
ଭଲ ଲାଗିଲା. ଅତି ସୁନ୍ଦର କାହାଣୀ କିନ୍ତୁ ଏବେ ଲୋକ ଦେଖାଣିଆ ସବୁ natural ନାହିଁ କାହାଣୀ. ଖୋଲା ଆଉ ଖୋଲି
@ajaykandulna8091
@ajaykandulna8091 2 жыл бұрын
Plzz upload 2 odia patriotic songs @DD ODIA 🙏🙏🙏 1- Surya Ra tapa sahichi, barsha Ra kopa sahichi 2- Hey bira tumaku sata pranipata, salaam karuchu aaji( song dedicated to the martyrs of phulwama attack)
@BasudevDas-w4p
@BasudevDas-w4p Жыл бұрын
Au thare dekhiba pai ichha houchhi Katha Saritha kahani
@niharkantabehera9776
@niharkantabehera9776 11 ай бұрын
Bharat mata ki jai 🚩🚩🚩🇮🇳🇮🇳🙏🚩🚩 Jay Jagannath 🚩🇮🇳🙏 Amo sabhyata sanskriti kete sundara
@AkashKumar-zx9tq
@AkashKumar-zx9tq 7 ай бұрын
Super ❤❤❤
@ranjitamajhi4006
@ranjitamajhi4006 10 ай бұрын
E story mane bohut sikhya dia mu bi Chhota belevdekhi bohut sokhichi
@malatitudu272
@malatitudu272 9 ай бұрын
My childhood memories ❤❤❤
@GolapPradhan-v3h
@GolapPradhan-v3h Жыл бұрын
2023 re kie dekhucha😊
@Basantmusicodisha
@Basantmusicodisha Жыл бұрын
Mu dekhuchhi
@santoshkumarpanigrahi9649
@santoshkumarpanigrahi9649 Жыл бұрын
Mu hele
@MASTER-kj5qt
@MASTER-kj5qt Жыл бұрын
Great 👍 bhai 👍
@sumitrakanhar-ji2xj
@sumitrakanhar-ji2xj Жыл бұрын
Mu dekhu chhi
@soumyaranjanvlogs6874
@soumyaranjanvlogs6874 11 ай бұрын
Mu dekuchi 2024 re
@mr.morpalu
@mr.morpalu 9 ай бұрын
Godabarish Mahapatra ❤
@krishnamkrishna4210
@krishnamkrishna4210 9 ай бұрын
Odia matira basa❤❤❤
@chumansahu8960
@chumansahu8960 2 жыл бұрын
Super 👌💞💞❤️
@DoordarshanOdia
@DoordarshanOdia 2 жыл бұрын
Thanks 🤗
@PksonyStudy
@PksonyStudy 4 ай бұрын
Jati pratha brahman mane stusthi karichhanti ,ahu samaj re anya ku nicha hairan kari nijara pratistha ku bajaya rakhiba pain
@rinaranimohanta6286
@rinaranimohanta6286 8 ай бұрын
କିଏ କିଏ 2024 ରେ ଦେଖୁଛନ୍ତି ❤❤
@abhilipshaswain1427
@abhilipshaswain1427 8 ай бұрын
Aji bi aji sabu kahani aakhi oda kare Aaji Kali ka jamana ra pila hei bi sei puruna kahani prati bahut durbalata rahi aasichi
@RashmitaTudu-q7j
@RashmitaTudu-q7j 9 ай бұрын
Samaajare ebe bi jati bheda bhabo chalichhi.😢
@sujatabhuyan1866
@sujatabhuyan1866 10 ай бұрын
super hit
@deepanjalimahalik474
@deepanjalimahalik474 9 ай бұрын
ICSE re Gyananjali book re thila....love to see the video 😊😊
@artslinesdeepak
@artslinesdeepak 7 ай бұрын
ସାର୍ ଚମ୍ପୀ ଆଇ ର କଥା ଟା ଆପଣ ଟିକେ ଛାଡନ୍ତୁ
@upasagarikasunani8318
@upasagarikasunani8318 8 ай бұрын
Vary nice ❤
@AlkaNayak864
@AlkaNayak864 7 ай бұрын
Nila Mastarani ama gaan Rench sasan ra jhia se ama gaan pakha Bhanapura re marriage karithile bahut khusi lage se ama Gaan jhia thile😊
@LokanathSahoo-kl6sm
@LokanathSahoo-kl6sm 4 ай бұрын
Good
@JayadevPradhan-xt5nm
@JayadevPradhan-xt5nm 11 ай бұрын
Very good story nice
@milisubudhi7798
@milisubudhi7798 Жыл бұрын
Best ❤❤❤❤❤🎉🎉👍👍👍
@Trilochanmallick462
@Trilochanmallick462 10 ай бұрын
Very good tv show
@Hruda-h5y
@Hruda-h5y 2 ай бұрын
🎉🎉🎉🎉🎉🎉🎉🎉
@lipsadutta6655
@lipsadutta6655 2 жыл бұрын
Pls upload "suna bahu".🙏🏻
@dalisahu3756
@dalisahu3756 2 жыл бұрын
Plz upload suna bohu ekankika
@SHREESOMANNATH
@SHREESOMANNATH 2 жыл бұрын
One teli flim
@laxmipriyabehera1262
@laxmipriyabehera1262 10 ай бұрын
Vaswati Basu is a dynamic artist
@vlogwithbijay
@vlogwithbijay 4 ай бұрын
Mu pilabele dekhithili
@akshayakumarpani2477
@akshayakumarpani2477 10 ай бұрын
Nice acting
@sufferofeducation5225
@sufferofeducation5225 10 ай бұрын
❤❤❤❤❤❤❤😢😢😢😢😢
@bikashkar126
@bikashkar126 2 жыл бұрын
@Insane_Insaan_BN
@Insane_Insaan_BN 9 ай бұрын
21:00 ❤❤
@SwarnaPrabhaBarik-y3o
@SwarnaPrabhaBarik-y3o 2 ай бұрын
Aei video ama Ghare shooting heithila, Jajpur re
@albatross2306
@albatross2306 11 ай бұрын
Social evils😢
@balabhadrabandia
@balabhadrabandia 9 ай бұрын
❤❤❤🎉🎉
@SABITABEHERA-c2m
@SABITABEHERA-c2m 5 ай бұрын
Amo bharatare emiti hebara karana kn rahichhi ? Chhuan achhuan bheda bhaba eha kebala gan gandare dekhibaku mile . Hele aji ago tharu bahut paribartan asichhi jete sighra hou amo Bharat ru ehi andha biswas dura heba abashyaka . 😢😢😢😂😂😂
@SagitaBehera-m1t
@SagitaBehera-m1t 11 ай бұрын
Saburi mulare ea jati pratha
@AjitNaik-s4w
@AjitNaik-s4w 9 ай бұрын
ମୁଁ ଦେଖୁଛି
@Basantmusicodisha
@Basantmusicodisha Жыл бұрын
E video dekhiba pare akhire luha aaigala
@PinakiMisra-vh7iu
@PinakiMisra-vh7iu 10 ай бұрын
ସମାଜ କଣ ଥିଲା କଣ ହେଲା
@Asisarya
@Asisarya 10 ай бұрын
Samajaku kara jai thila na ki thila👀
Каха и дочка
00:28
К-Media
Рет қаралды 3,4 МЛН
Panu Mishre  //  Godabarisha Mishra // Katha Sarita
24:25
DD ODIA
Рет қаралды 4,1 МЛН
Karma Gheni Phala - Budhi Maa Ra kahani Pedi
26:13
DD ODIA
Рет қаралды 207 М.