NIRABE KANDICHHI | ନୀରବେ କାନ୍ଦିଛି | DEEPTI REKHA | PRASAD LIMA MUSIC OFFICIAL VIDEO | 4K

  Рет қаралды 92,033

PRASAD LIMA MUSIC

PRASAD LIMA MUSIC

Күн бұрын

Пікірлер: 401
@santwana7164
@santwana7164 3 жыл бұрын
ପ୍ରଭୁଙ୍କ ମହାନ୍ ନାମର ଗୌରବ ହେଉ, ସମ୍ପୂର୍ଣ୍ଣ ଟିମ୍ କୁ ପ୍ରଭୁଙ୍କ ଆଶୀର୍ବାଦ ସର୍ବଦା ରହୁ। ସଂଗୀତ ପରିଚାଳନା କରିଥିବା ବାପି ପାଇଁ ମୋ ପ୍ରାର୍ଥନା ପ୍ରଭୁ ସବୁେବେଳ ପରିଚାଳନା କାର୍ଯ୍ୟ ରେ ସାହାଯ୍ୟ କରନ୍ତୁ, ପୁଣି ସଂଗୀତ ନିର୍ଦେଶକ ପ୍ରସାଦ ଭାଇ କୁ ପ୍ରଭୁ ସୁନ୍ଦର ସୁନ୍ଦର ନୂତନ ଗୀତ ତାଙ୍କ ମୁଖରେ ଦିଅନ୍ତୁ, ଗୀତ ଲେଖକଙ୍କ ବିଷୟ ରେ ପ୍ରଶଂସା କରିବାକୁ ମୋ ପାଖରେ ଭାଷା ନାହିଁ , ତଥାପି ତାଙ୍କ ପାଇଁ ମୋର ଏତିକି ପ୍ରାର୍ଥନା, ଜୀବନ ର ଶେଷ ମୂହୁର୍ତ୍ତ ଯାଏ ଉତ୍ସର୍ଗୀକୃତ ଭାବେ ତାଙ୍କ କଲମ ମୁନରୁ ଏ ପ୍ରକାର ଭକ୍ତି ଭାବପୂର୍ଣ ଗୀତ ଆମ୍ଭମାନଙ୍କୁ ମିଳୁଥାଉ ତାଙ୍କ ସକାଶେ ମୋତେ ପ୍ରଭୁଙ୍କୁ ଗୌରବ ଦେବାର ସୁଯୋଗ ମତେ ମିଳୁଥାଉ। ସେ ମୋ ଗର୍ବ, କୁମୁଳାସିଂ ମଣ୍ଡଳୀର ଗର୍ବ ,ଗଜପତି ର ଗର୍ବ।
@PRASADLIMAMUSIC
@PRASADLIMAMUSIC 3 жыл бұрын
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ ଆଜ୍ଞା...... ଆପଣଙ୍କ ବହୁମୂଲ୍ୟ ପ୍ରେମ , ମତାମତ ଏବଂ ଆଶିଷ ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ.......❤️❤️🙏🙏 ପ୍ରଭୂ ଆପଣଙ୍କୁ ମଧ୍ଯ ଆଶିର୍ବାଦ କରନ୍ତୁ... ଆମେନ୍
@roshanprince8309
@roshanprince8309 3 жыл бұрын
Hallelujah hallelujah hallelujah hallelujah hallelujah 🙏🙏🙏🙏🙏🙏🙏🙏🙏✝️✝️✝️✝️✝️✝️✝️🕊️🕊️🕊️🕊️🛐🛐🛐🛐🛐🛐🌹🌹🌹🌹🌹🌹🌹💐💐💐💐💐💐💐💐💐💐💐💐💐💖💖💖💖💖💖💖💖💖💖💖💖💖🤩🤩🤩🤩🤩👑👑👑👑👑👑❤️❤️❤️❤️❤️❤️❤️❤️❤️❤️❤️❤️🌷🌷🌷🌷🌷🌷🌷🌷🌷🌷🌷🌷🤲🤲🤲🤲🤲🕊️🕊️🕊️🕊️🕊️🕊️🕊️🕊️🙏🙏🙏🙏🙏🙏🙏🙏🙏🙏
@roshanprince8309
@roshanprince8309 3 жыл бұрын
Prabhu yeshu Masih ki Jai Ho ameen ameen ameen ameen ameen ameen ameen ameen 🙏😭😭😭😭😭😭😭⛪⛪💃💃💐💐🌹❤️🙏😭😭😭😭😭😭⛪⛪⛪⛪⛪⛪⛪⛪⛪⛪⛪⛪⛪🕊️🕊️⛪⛪🕊️🕊️⛪🌾🌾🌴🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️⛪⛪💃⛪💃🌾⛪🌾⛪🌾⛪🌾⛪🌾🌾🌲🌴🌾🌲🌴🌴🕊️✝️⛪🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️⛪🌾🌴🌴🌾🌾🌴🕊️🕊️⛪⛪🕊️🙏🙏🙏🙏🙏🙏🙏🙏🙏🙏🙏
@roshanprince8309
@roshanprince8309 3 жыл бұрын
Beautiful song and music video and signor 🙏🙏🙏🙏🙏🙏❤️❤️❤️❤️❤️❤️❤️❤️💖💖💖💖💖💖💖💖💖💖💖 love you didi
@kcnayak9398
@kcnayak9398 3 жыл бұрын
Excellent &Praise worthy my dear kanth slippy.
@SBMusic123
@SBMusic123 3 жыл бұрын
praise the Lord bohut bodiya gito provhu aponomanku asribad koronru
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your valuable feedback ❤️❤️🙏🙏
@sameshbhuyan3750
@sameshbhuyan3750 3 жыл бұрын
ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ନାମ ଧନ୍ୟବାଦ୍ ହେଉ
@PRASADLIMAMUSIC
@PRASADLIMAMUSIC 3 жыл бұрын
Hallelujah .......ପ୍ରଭୁଙ୍କ ମହା ନାମର ଧନ୍ୟବାଦ୍ ହେଉ and Thank You So So much ❤️❤️🙏🙏
@suvampani0007
@suvampani0007 2 жыл бұрын
Bahut sundar song bhaina
@PRASADLIMAMUSIC
@PRASADLIMAMUSIC 2 жыл бұрын
ଏହି ଗୀତ ଦ୍ଵାରା ପ୍ରଭୁଙ୍କ ମହାନ ନାମର ଗୌରବ ହେଉ......... ଆଉ ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍......👏👏👏 ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@suvampani0007
@suvampani0007 2 жыл бұрын
Thanks bhaina
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So Much Mina ❤️❤️❤️❤️❤️❤️❤️❤️❤️❤️❤️
@monalishasahoo1950
@monalishasahoo1950 3 жыл бұрын
Prabhu ki mahima ho....... Hallelujah hallelujah hallelujah 🙌 🙌 🙌
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You So So much dear Monalisha for your valuable love and prayers support 🙏 God bless you ❤️❤️
@sameerbibhar7755
@sameerbibhar7755 3 жыл бұрын
ପ୍ରଭୁଙ୍କର ମହାନ୍ମ ଧନ୍ୟ ହେଉ. ବହୁତ ସୁନ୍ଦର ଗୀତ. God bless you
@PRASADLIMAMUSIC
@PRASADLIMAMUSIC 3 жыл бұрын
Sameer ଭାଈ ......... ବହୁତ ସୁନ୍ଦର ପ୍ରେମ ଭରା ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... May God bless you ❤️❤️🙏🙏
@sabitanaik8690
@sabitanaik8690 3 жыл бұрын
ମହା ଅର୍ଥ ପୂର୍ଣ୍ଣ ଗୀତ ଧନ୍ୟବାଦ 🙏 ଅମେନ୍ 🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
Praise God dear sister Sabita.......and We thank You for your encouragement... God bless you ❤️❤️🙏🙏
@birsharani2443
@birsharani2443 3 жыл бұрын
Whoooooo....so beautiful song
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You So So much Birsha Rani Ji....... Pls Pray for US and watch Our all videos and Gloryfy God...... May God bless you 🙏🙏
@junasbag8105
@junasbag8105 3 жыл бұрын
Praise God. Nice song. God bless to team.
@PRASADLIMAMUSIC
@PRASADLIMAMUSIC 3 жыл бұрын
Praise God and thank You So So much ❤️❤️🙏🙏
@singhpinkukumarmohana5606
@singhpinkukumarmohana5606 3 жыл бұрын
Praise the Lord . Wonderful song dada . May God bless you abundantly in all respect for his glory .
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your Lovely compliments dear Pinku Babu ❤️❤️ All GLORY and honour to almighty God and May God bless you abundantly too....…
@sadaprabhumusic3566
@sadaprabhumusic3566 3 жыл бұрын
Glory of God Very beautiful😍💓 song 🎤🎵🎶 Thank you🙏💕 God
@PRASADLIMAMUSIC
@PRASADLIMAMUSIC 3 жыл бұрын
All glories for the GLORY of the Lord Sir........Thanks for watching and praying for US dear brother ❤️❤️🙏🙏 God bless you also and your family
@sachinraita5779
@sachinraita5779 3 жыл бұрын
Wow!! Nice song
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your valuable feedback dear brother ❤️❤️ God bless you
@subeshkumarnayak960
@subeshkumarnayak960 3 жыл бұрын
Very nice, praise the lord
@mamatapradhan9662
@mamatapradhan9662 3 жыл бұрын
Praise the Lord, ଖୁବ୍ ସୁନ୍ଦର ଲେଖା ଓ ଲେଖକ ଶ୍ରୀଯୁକ୍ତ ଯୁଗଳ କିଶୋର SIR ଙ୍କୁ ମୋର ଆନ୍ତରିକ ପ୍ରଣାମ ଯେ କି ଏଭଳି ହୃଦୟ ସ୍ପର୍ଶୀ ଗୀତ ରଚନା କରି ଆମ୍ଭମାନଙ୍କୁ ଆହୁରି ଈଶ୍ବରଙ୍କ ନିକଟବର୍ତ୍ତୀ କରାଉଛନ୍ତି, ଈଶ୍ୱର ଜୀବନର ଶେଷ ଯାଏ ତାଙ୍କୁ ଏହି ପରି ବ୍ୟବହାର କରି ସଂଗୀତ ଦ୍ଵାରା ନିଜେ ଗୌରବାନ୍ଵିତ ହୁଅନ୍ତୁ ପୁଣି ତାଙ୍କୁ ଓ ତାଙ୍କ ପରିବାରଙ୍କୁ ମଧ୍ୟ ଆଶିର୍ବାଦ କରିବା ସହିତ ଏ TEAM କୁ ଆଉ ଗାଇଥିବା SINGER କୁ ମଧ୍ୟ ଭାବେ ଆଶିର୍ବାଦ କରନ୍ତୁ
@jugalkishorepradhan5875
@jugalkishorepradhan5875 3 жыл бұрын
ଆପଣଙ୍କ ସୁନ୍ଦର ମତାମତ ପାଇଁ ଧନ୍ୟବାଦ. God bless you.
@PRASADLIMAMUSIC
@PRASADLIMAMUSIC 3 жыл бұрын
ପ୍ରକୃତରେ ମମତା ଭଉଣୀ ଆପଣଙ୍କ ମତାମତରେ ମୁଁ ସତ ପ୍ରତିଶତ ସହମତି ପ୍ରଦାନ କରୁଛି..... ଯୁଗଳ କିଶୋର ଆଜ୍ଞା ଏକ ସୁନ୍ଦର ଲେଖକ ହେବା ସହିତ ସେ ଜଣେ ଉତ୍ତମ ପ୍ରଭୁପ୍ରିୟ human being ଅଟନ୍ତି and I am blessed with his beautiful relationship....... Thank You So much ❤️❤️🙏🙏 God bless you
@sunitkumarnayakofficial466
@sunitkumarnayakofficial466 3 жыл бұрын
So nice. Praise the lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for loving US dear encouraging US ❤️❤️❤️ God bless you
@suniltakriofficial
@suniltakriofficial 3 жыл бұрын
Praise the Lord... Very nice song...
@PRASADLIMAMUSIC
@PRASADLIMAMUSIC 3 жыл бұрын
Lots of Thanks dear brother Sunil ❤️❤️❤️❤️❤️ may God be glorified and bless you Amen ❤️❤️🙏
@IpsitLofty
@IpsitLofty 3 жыл бұрын
Very Beautiful Song Sir Praise the Lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Glory to God dear brother Ipsit ❤️❤️ and thanks for your love and prayers.... God bless you
@susajitmanohar6263
@susajitmanohar6263 3 жыл бұрын
ପୁଣିଥରେ ପ୍ରଭୁଙ୍କ ଗୌରବ ପ୍ରସଂଶା ଓ ମହିମା ଉଦେଶ୍ୟରେ.. ଓଡ଼ିଶାର ନାମିଦାମୀ ଅନୁଭୂତିସମ୍ପନ ଗାୟିକା ସୁଶ୍ରୀ ଦୀପ୍ତିରେଖାଙ୍କ ଦ୍ୱାରା.. ଏକ ଅତି ନିବିଡ଼ ଓ ଗଭୀର ଅର୍ଥପୂର୍ଣ ଭାବାର୍ଥକୁ ଏହି ଗୀତ ମାଧ୍ୟମରେ ଆମ ଜନ ସମାଜ ଓ ଶ୍ରୋତାମଣ୍ଡଳୀ କୁ ଭେଟି ଦେଇଥିବାରୁ.. ମୁଁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଏ ଲିମ୍ମା ଆଜ୍ଞା..! ବାସ୍ତବରେ ଗୀତଟି ଏତେ ସୃତିମଧୁର ହେଇଛି ଯେ... ତାହାକୁ ମୁ ମୋ ଭାଷା ଦ୍ୱାରା ଲିଖିତ ଆକାରରେ କହିବାକୁ ସକ୍ଷମ ବି ନୁହଁ.. ସତରେ ଯୁଗଳ ଆଜ୍ଞାଙ୍କ ଗୀତର ଲେଖା ବହୁତ ଗଭୀର ଓ ଅତ୍ୟନ୍ତ ହୃଦୟ ସ୍ୱର୍ତ୍ସି ହୋଇଛି.. ଗୀତ ଶୁଣିଲାବେଳେ ବାସ୍ତବ ଭାବେ ମୋ ଅନ୍ତର କୁ ଛୁଇଁ ଯାଉଛି.. ତା ସହିତ ଦୀପ୍ତିଙ୍କ ଗାୟନ ଶୈଳୀ..ସଂଗୀତ ପରିଚାଳନା.. ଭିଡ଼ିଓ.. ଆଉ ବାକି ସମସ୍ତ ବିଷୟ ସତରେ ବହୁତ ବହୁତ ବହୁତ ହିଁ ଭଲ ଲାଗୁଚି.. ଏମିତି ନୂଆ ନୂଆ ଗୀତ ଦ୍ୱାରା ପ୍ରଭୁଙ୍କ ଗୌରବ କରିବା ସହିତ, ଆମ ଶ୍ରୋତାମଣ୍ଡଳୀ ଙ୍କ ହୃଦୟରେ ଆନନ୍ଦ ଭରୁଥାଅ ଶୀଘ୍ର ଆଉଗୋଟିଏ ସୁନ୍ଦର ଗୀତ ପାଇଁ ମୁଁ ଆଶା ଓ ଅପେକ୍ଷା କରୁଅଛି........ଧନ୍ୟବାଦ ( ସୁସଜିତ..)
@PRASADLIMAMUSIC
@PRASADLIMAMUSIC 3 жыл бұрын
Susajjit ଆଜ୍ଞା ......ପ୍ରକୃତରେ ଏହି ସ୍ୱର୍ଣ୍ଣ ଅକ୍ଷରରେ ଲିଖିତ ସୁନ୍ଦର ସୁନ୍ଦର ଗୋଟି ଗୋଟି ଅକ୍ଷର ଗୁଡିକ ବାସ୍ତବରେ ପ୍ରଭୁଙ୍କୁ ମହିମା ଦେଇଛି ଏବଂ ପ୍ରଭୂ ନିଶ୍ଚୟ ଗୌରବ ପାଇବା ସହିତ ତାହାର ପୁରସ୍କାର ମଧ୍ୟ ଗୁପ୍ତ ଭାବରେ ରଖିଛନ୍ତି ............ ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରିବା ସହିତ ଆପଣଙ୍କ ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ର ଆଶିର୍ବାଦ ପାଇଁ ଆମେ ସର୍ବଦା ଧନ୍ୟବାଦୀ ଅଟୁ। ଏହା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ.......❤️❤️🙏🙏 ପ୍ରଭୂ ଆପଣଙ୍କୁ ମଧ୍ଯ ଆଶିର୍ବାଦ କରନ୍ତୁ susajiit ଆଜ୍ଞା ....... ଆମେନ୍
@barunamahanandia7348
@barunamahanandia7348 3 жыл бұрын
ବହୁତ ଭଲ ତୁମେ Sir ଏପରି ଗାୟକ ମାନଙ୍କୁ ଆଣୁଛ, ଆପଣଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଚୁର ଆଶୀର୍ବାଦ କରନ୍ତୁ
@PRASADLIMAMUSIC
@PRASADLIMAMUSIC 3 жыл бұрын
ବହୁତ ଧନ୍ୟବାଦ Baruna ଭାଈ ........ ଆମର ପରମେଶ୍ୱର ସାଧାରଣ ପରମେଶ୍ୱର ନାହାନ୍ତି ଯେ ତାଙ୍କୁ ଗୌରବ ଦେବା ପାଇଁ କୁଣ୍ଠାବୋଧ କରିବା.... Thank You So So much for your encouraging words.... God bless you ❤️❤️🙏🙏
@BijaySabar7978
@BijaySabar7978 3 жыл бұрын
What a mind blowing song sir very heart touching song
@PRASADLIMAMUSIC
@PRASADLIMAMUSIC 3 жыл бұрын
HEARTLY THANKS to You dear BS Production 🙏🙏 AndThanks for watching and praying for US ❤️❤️God bless you also and your family
@sushantabhuinyan5353
@sushantabhuinyan5353 3 жыл бұрын
Praise the lord Jesus Hallelujah Amen Jesus Nice song God bless you. U team Thanks
@PRASADLIMAMUSIC
@PRASADLIMAMUSIC 3 жыл бұрын
ବହୁତ ସୁନ୍ଦର ପ୍ରେମ ଭରା ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ ସୁଶାନ୍ତ ଆଜ୍ଞା....... ଏହି ପ୍ରେମ ଆମକୁ ଆଗକୁ ବଢ଼ିବାରେ ନିଶ୍ଚୟ ଉତ୍ସାହିତ କରିବ ପ୍ରଭୂ ଆପଣଙ୍କୁ ମଧ୍ୟ ଆଶିର୍ବାଦ କରନ୍ତୁ ❤️❤️❤️
@manijena1714
@manijena1714 3 жыл бұрын
In these days the Christian Community needs this type of hearts touching Devotional Songs....... And I am very very PROUD of you dear Prasad Sir for doing such a Extraordinary Songs for our Community........ May God bless your Team.......
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks Thanks Thanks a million dear Mani Ji ❤️❤️🙏🙏 for recognising Me and giving your valuable compliments... God bless you
@sanjayapradhan6697
@sanjayapradhan6697 3 жыл бұрын
Praise the Lord very nice beautiful Hart touching song more than more abundantly God bless
@PRASADLIMAMUSIC
@PRASADLIMAMUSIC 3 жыл бұрын
We Love and appreciate Your Valuable Compliments..... Our HEARTLY Gratitude and Thanks to you ❤️❤️🙏🙏 God bless you
@samuelsuna253
@samuelsuna253 3 жыл бұрын
Prabhu sabarbada appana mananku asirbad karantu praise the Lord
@PRASADLIMAMUSIC
@PRASADLIMAMUSIC 3 жыл бұрын
ବହୁତ ସୁନ୍ଦର ପ୍ରାର୍ଥନା ଭରା ଆଶିର୍ବାଦ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ ❤️❤️🙏🙏 ପ୍ରଭୂ ଆପଣଙ୍କୁ ମଧ୍ଯ ଆଶିର୍ବାଦ କରନ୍ତୁ
@hmstarsports
@hmstarsports 3 жыл бұрын
Praise God 🙏 amen super song 👌
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a lot ❤️❤️❤️ dear brother
@subbaappa966
@subbaappa966 2 жыл бұрын
Dedicated singing , very nice.
@PRASADLIMAMUSIC
@PRASADLIMAMUSIC 2 жыл бұрын
Proud to hear your beautiful and valuable Compliments dear Reena Ji ❤️❤️🙏🙏 Thank You and God bless you
@tituslimma8135
@tituslimma8135 3 жыл бұрын
Praise the Lord🙌
@PRASADLIMAMUSIC
@PRASADLIMAMUSIC 3 жыл бұрын
Praise God.....❤️❤️❤️ hallelujah
@prabirlima5899
@prabirlima5899 3 жыл бұрын
So sweet song.. Jesus Christ is our living God... Nice voice... meaningful song..🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
Yes Jesus Christ is our loving God ...... Thank You ❤️❤️🙏🙏
@koraputyanagpila2266
@koraputyanagpila2266 3 жыл бұрын
Heart touching song praise the lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a lot dear brother behalf of our whole Team members ❤️❤️🙏🙏 May the almighty God bless you
@rbmusicofficialchannel8407
@rbmusicofficialchannel8407 3 жыл бұрын
Really Meaning full song Praise The Lord,, ବହୁତ ସୁନ୍ଦର ଗୀତ ପ୍ରଭୁ ଙ୍କର ମହିମା ହେଉ,, Thank you so much Uncle 🙏🏻🙏🏻💞
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for always being with us...... love you and God bless you ❤️❤️🙏🙏
@shishirkantnayak4205
@shishirkantnayak4205 2 жыл бұрын
Nice song and nice lyrics... Praise the lord... Song kaa maadhyame Prabhu kaa dhanyabad ho.. Amen ..
@PRASADLIMAMUSIC
@PRASADLIMAMUSIC 2 жыл бұрын
Sashikant ଭାଈ ନମସ୍କାର ❤️❤️🙏🙏 THANK You So So much ଆପଣଙ୍କ ବହୁମୂଲ୍ୟ ମତାମତ ରେ ପରମେଶ୍ବର ଙ୍କ ଗୌରବ ହେଉ ଏବଂ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍👍
@mohankhara4626
@mohankhara4626 3 жыл бұрын
God bless you all the music team.,...
@junashkumarganta7555
@junashkumarganta7555 3 жыл бұрын
Amazing Sir......Heart touching song .... Wonderful composition Sir.... Glory to almighty..... Blessed to hear the song....... Wonderful lyrics #Jugal_Kishore_Pradhan ...... Sir
@PRASADLIMAMUSIC
@PRASADLIMAMUSIC 3 жыл бұрын
Really Our whole Team appreciate and thanking you for your valuable compliments dear brother Junash...... We Thank You and God bless you ❤️❤️
@vyduryamvyduryam8542
@vyduryamvyduryam8542 3 жыл бұрын
Chala baagundira prasad devudu మమ్మల్ని దీవించును గాక ఆమెన్ ప్రభువా
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You So So much behalf of our whole Team members ❤️❤️🙏🙏 God bless you too
@PRERANAMESSAGE
@PRERANAMESSAGE 3 жыл бұрын
Glory to God ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଗୀତ । ଗୀତ ଟି ର ସ୍ୱର ସଂଯୋଜନା,ସଂଗୀତ ପରିଚାଳନା ଏବଂ ଗୀତ ରଚନା ଭାରୀ ଉଚ୍ଚ ଧରଣର ହୋଇଛି । Heartily thanks to Nona for making such type of devotional song. My prayer "May the Lord use you for his Glory always." With Lots of Love Yours Jeebit Babu
@PRASADLIMAMUSIC
@PRASADLIMAMUSIC 3 жыл бұрын
ବାବୁ ଜୀବିତ......very very very happy and Proud to hear all this ......... ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ ବାବୁ .... ଏବଂ ଆମ୍ଭ ମାନଙ୍କ ନିମନ୍ତେ ସର୍ବଦା ତୁମର ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ର କାମନା କରୁଛୁ ଏହା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ....... ପ୍ରଭୂ ତୁମକୁ ମଧ୍ଯ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ... ଆମେନ୍❤️❤️❤️❤️❤️❤️
@roshanprince8309
@roshanprince8309 3 жыл бұрын
Prabhu yeshu Masih ki Jai Ho ameen ameen ameen ameen ameen 🙏🙏🙏🙏❤️❤️❤️❤️❤️💖🤩🤩🤩🤩🤩✝️✝️✝️🕊️🕊️🕊️🕊️🕊️🌷🌷🌷🌷🎁🎁🎁🎁🎁🎁💐💐💐💐💐💐💐💐💐👏👏👏👏👏👏👏👏👏👏👏👏
@somyasprmdm8472
@somyasprmdm8472 3 жыл бұрын
ସତରେ ପ୍ରଭୁ ମହାନ କଣ୍ଟ ପ୍ରଦାନ କରିଥିବା କଣ୍ଟରେ ଗାଉଥିବା ଅବଶ୍ୟକ ବ୍ୟବହାର କରୁଛନ୍ତି, ଦିପ୍ତି ବ୍ୟବହାର କରିଛନ୍ତି। ପ୍ରଭୁ ମହାନ ଆଶିଷ କରନ୍ତୁ ତାଙ୍କୁ 🙏🙏 ସବୁ ଜୀବନର ଚଲାପଥରେ।🙏🙏🙏🫂🫂
@PRASADLIMAMUSIC
@PRASADLIMAMUSIC 3 жыл бұрын
ବହୁତ ବହୁତ ସୁନ୍ଦର ଅନୁଚିନ୍ତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଧନ୍ୟବାଦୀ ଭାଇ ❤️❤️❤️❤️ ପ୍ରଭୁ ଆପଣଙ୍କୁ ବହୁତ ଆଶିର୍ବାଦ କରନ୍ତୁ
@mahendrahanu7534
@mahendrahanu7534 3 жыл бұрын
Praise the lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your love brother Mahendra ❤️❤️ God bless you
@ambritamishra3346
@ambritamishra3346 Жыл бұрын
Praise the lord, blessed song
@pintunayakofficial6517
@pintunayakofficial6517 3 жыл бұрын
After listening to this song, my heart got a lot of peace, I can not control myself but I can feel the presence of God in this song. Prasad sir you are giving such a beautiful song, may God always be with you. Beautiful lyrics beautiful composition outstanding music arrangement god blessed u all absolutely ❤
@PRASADLIMAMUSIC
@PRASADLIMAMUSIC 3 жыл бұрын
My brother Pintu thanks a lot ....... because We prayed a lot for this Song to motivate MANY for the GLORY of the Lord। ........ Heartly Thanks to you ❤️❤️🙏🙏
@pintunayakofficial6517
@pintunayakofficial6517 3 жыл бұрын
What a mindblowing composition 😇 I heartily thnq sir 4 a beautiful song God blessed u sir. Praise god ❤❤❤
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks My brother for your love Which I never explain...... But I always pray for you ALL and always wished the good luck 🤞🤞 Thank You ❤️❤️❤️
@Blessedwithjesus
@Blessedwithjesus 2 жыл бұрын
Amen ❤️
@Sudarsansan
@Sudarsansan 3 жыл бұрын
Praise the Lord sister
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You So So So much ❤️❤️❤️
@mrutyunjayalima2002
@mrutyunjayalima2002 3 жыл бұрын
Superb lyrics. Praise the Lord proud off u jugal mama
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a lot behalf of our whole Team ❤️❤️🙏🙏
@sunilsabar1140
@sunilsabar1140 3 жыл бұрын
Excelent mening full song god bless you sister
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for watching and praying for US dear brother Sunil ❤️❤️🙏🙏 may God bless you also and your family
@nareshbardhan3094
@nareshbardhan3094 3 жыл бұрын
Praise the Lord Really heart touching song very nice composition also and Very beautiful voice diptirekha mem May God bless you and use your voice glory of God
@PRASADLIMAMUSIC
@PRASADLIMAMUSIC 3 жыл бұрын
Naresh ଆଜ୍ଞା..... ବହୁତ ସୁନ୍ଦର ପ୍ରେମ ଭରା ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... ପ୍ରଭୂ ଆପଣଙ୍କ ଜୀବନରେ ମଧ୍ୟ ଆଶିର୍ବାଦ କରନ୍ତୁ
@mosesdora2427
@mosesdora2427 3 жыл бұрын
Praise the lord 🙏 how sweet diptirekha 🙏🙏🙏❤️😭❤️
@PRASADLIMAMUSIC
@PRASADLIMAMUSIC 3 жыл бұрын
Moses ଆଜ୍ଞା ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ ❤️❤️❤️❤️
@AbhiMusical-d4p
@AbhiMusical-d4p 3 жыл бұрын
Woow great lyrics song nice sir Good bless you ..
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You behalf of our whole Team ❤️❤️Glory to God and thanks for your love and prayers.... God bless you
@mitukumar6671
@mitukumar6671 3 жыл бұрын
Praise the Lord sir....bhala lagila Geeta ajira...bhala compose heichhi...God bless you sir
@PRASADLIMAMUSIC
@PRASADLIMAMUSIC 3 жыл бұрын
Mitu ଆଜ୍ଞା ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ଆମ ସମସ୍ତଙ୍କ ତରଫରୁ....... ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ❤️❤️❤️
@babilonlimma553
@babilonlimma553 3 жыл бұрын
Praise the Lord , Namaskar to everyone those who behind this beautiful ,meaningful and heartouching song outstanding composition love you all
@PRASADLIMAMUSIC
@PRASADLIMAMUSIC 3 жыл бұрын
Our HEARTLY Thanks to you dear brother Babilon for always showing your love and response for US as well as for the Lord ❤️❤️🙏🙏 God bless you
@abhinandantechchenal8102
@abhinandantechchenal8102 3 жыл бұрын
Nice song
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a million ❤️❤️❤️🙏🙏🙏
@tapu4752
@tapu4752 3 жыл бұрын
Praise the Lord 🙏
@jordanjulious5424
@jordanjulious5424 3 жыл бұрын
Praise the lord..beautiful devotional song ..wonderful composition by bro prasad lima..God bless all of you..kip it up ....meaningful song
@PRASADLIMAMUSIC
@PRASADLIMAMUSIC 3 жыл бұрын
Jordan Sir .......ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ । ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଆପଣଙ୍କ ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ....... ଧନ୍ୟବାଦ୍ ❤️❤️❤️❤️❤️
@masihgroup9579
@masihgroup9579 3 жыл бұрын
Beautiful song Prasad Sir...... awesome .... lyrics and music 🎶 Keep it up 🙂 ... Hey friends like & share . *******************
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your valuable feedback We Love it.......❤️❤️🙏🙏may God bless you
@askinrajchhatria2237
@askinrajchhatria2237 2 жыл бұрын
JAI MASIK KI🙏
@PRASADLIMAMUSIC
@PRASADLIMAMUSIC 2 жыл бұрын
JAY MASHI KI ❤️❤️🙏🙏👏👏
@vyduryamvyduryam8542
@vyduryamvyduryam8542 3 жыл бұрын
Praise the Lord Hallelujah Amen
@PRASADLIMAMUSIC
@PRASADLIMAMUSIC 3 жыл бұрын
Hallelujah hallelujah hallelujah ❤️❤️
@prasadsobhasundar7870
@prasadsobhasundar7870 3 жыл бұрын
Wanderful song 👏👌👏 God bless you ❤️🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your beautiful comment dear Prasad......❤️❤️❤️may God bless you
@Mrlimma
@Mrlimma 3 жыл бұрын
Very beautiful song 🙏🙏🙏God bless you Sir 🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
Joyash brother Our HEARTLY thanks for watching and praying for US ❤️❤️🙏🙏 God bless you and your family
@mandangikalyani1654
@mandangikalyani1654 3 жыл бұрын
Very meaningful song really touched my heart..thanks for such wonderful lyrics May God bless abundantly 🙏🙏 jesus christ is my everything,,he alone can turn away our troubless
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You So So much for your Loving and encouraging compliments dear Kalyani ji....... May God bless you and your family ❤️❤️🙏🙏
@suhanshiangel4802
@suhanshiangel4802 3 жыл бұрын
ପ୍ରଭୁଙ୍କ ଗୀତ ବହୁତ ସୁନ୍ଦର ହେଉଛି ଏହିପରି ଆଗକୁ ଆଉ ଭଲ କାର୍ଯ୍ୟ କରିବ ସମସ୍ତ ଖୀଷ୍ଟିଆନ୍ କାର୍ଯ୍ୟକ୍ରମ କୁ ଅଧିକ ରୁ ଅଧିକ ଆଧାରିତ କରନ୍ତୁ । ଧନ୍ଯବାଦ ସମସ୍ତ ଟିମ୍ କୁ ଆମ୍ଭ ମାଧ୍ଯମ ରେ ପହଞ୍ଚେଇଥିବାରୁ। ଧନ୍ଯବାଦ
@PRASADLIMAMUSIC
@PRASADLIMAMUSIC 3 жыл бұрын
ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା..... ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତ ଆମ୍ଭମାନଙ୍କୁ ଅଧିକ ମାତ୍ରାରେ ଆଗକୁ ବଢ଼ିବା ପାଇଁ ପ୍ରଭାବିତ କରିଛି......... ପ୍ରଭୁ ଆପଣଙ୍କୁ ମଧ୍ୟ ଆଶିର୍ବାଦ କରନ୍ତୁ..... ❤️ ❤️
@dilson7279
@dilson7279 3 жыл бұрын
Sir so superb no words ....only one word may the almighty God our Lord jesus christ bless you and all the team who support...specially prosad sir for a heart touching song all Christian community.....
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a million my dear one and only DILSON brother ❤️❤️❤️❤️ We are giving Our efforts to Pleasing our almighty God as well as our community......and you have Pinned your GOLDEN WORDS to encourage US........Thank You So So much ❤️❤️🙏🙏
@sanjayaraitahiiii....9242
@sanjayaraitahiiii....9242 2 жыл бұрын
God bless you Deepti mam
@PRASADLIMAMUSIC
@PRASADLIMAMUSIC 2 жыл бұрын
Thank You So So much dear brother Sanjaya bhai ❤️❤️❤️🙏🙏 God bless you ❤️❤️
@saratchandrabardhan6204
@saratchandrabardhan6204 3 жыл бұрын
Very beautiful congratulations Prasad Bhai and entire team.
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your beautiful and valuable love and blessings always dear Bhaina ❤️❤️🙏🙏
@_s.u.k.o.o.n.__6970
@_s.u.k.o.o.n.__6970 3 жыл бұрын
May God work in her life...and give his identity to her🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
Yes...... We Pray in the mighty name of JESUS CHRIST....
@_s.u.k.o.o.n.__6970
@_s.u.k.o.o.n.__6970 2 жыл бұрын
@@PRASADLIMAMUSIC Amen🙏
@Blessedwithjesus
@Blessedwithjesus 2 жыл бұрын
Prabhunkara mahan namara gauraba heu ❤️ Hallelujah ❤️ praise the Lord ❤️ I Love u Jesus Abba Jaan ❤️
@PRASADLIMAMUSIC
@PRASADLIMAMUSIC 2 жыл бұрын
THANK You THANK you and Thank You So So much dear brother 👏👏❤️❤️🙏🙏 We appreciate your valuable feedback and Praying for your spritual growth 👍👍
@Blessedwithjesus
@Blessedwithjesus 2 жыл бұрын
@@PRASADLIMAMUSIC Thank you sir
@Mrlimma
@Mrlimma 3 жыл бұрын
Praise the LORD
@abhiseksingh107
@abhiseksingh107 3 жыл бұрын
ଯୁଗଳ ସାର ଆପଣଙ୍କ ଲେଖା ଅତି ସୁନ୍ଦର
@PRASADLIMAMUSIC
@PRASADLIMAMUSIC 3 жыл бұрын
JUGAL sir is the best.....and Our HEARTLY regards to him ❤️❤️🙏🙏 Thank You So much
@jikhariyanayak7072
@jikhariyanayak7072 3 жыл бұрын
Praise the Lord It's wonderful song Glory to God
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a lot behalf of our whole Team dear brother Jikhariya......for your Lovely response and beautiful Compliments ❤️❤️🙏🙏
@AmitBadanayak
@AmitBadanayak 3 жыл бұрын
Thank you so much my beloved sir for bringing a beautiful and Meaningful devotional song to the Christian community. The composition of the song and writing of lyrics are very nice.Style of singing is spectacular. May the name of the Lord be glorified and praised through this song. May the Lord bless you all abundantly. Make new songs for us.
@PRASADLIMAMUSIC
@PRASADLIMAMUSIC 3 жыл бұрын
My loving brother Amit ..... ହୃହୟକୁ ଛୁଈଁଗଲା ଭଳି ଆପଣଙ୍କ ବହୁମୂଲ୍ୟ ସ୍ଵର୍ଣ୍ଣ ଅକ୍ଷର ର ବାକ୍ୟ ଗୁଡ଼ିକ ମନକୁ ଆନନ୍ଦରେ ଭେଦ କରି ଯାଉଛି ଯାହାକୁ କି ଅକ୍ଷରରେ ଲେଖିବା କଷ୍ଟକର ବିଷୟ .... ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରିବା ସହିତ ଆପଣଙ୍କ ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ପାଈଁ ଆମେ ସର୍ବଦା ସୁରଖିତ ଏବଂ ଆନନ୍ଦିତ , ଏଣୁ ପ୍ରଭୂ ଆପଣଙ୍କୁ ମଧ୍ଯ ଆଶିର୍ବାଦ କରନ୍ତୁ... ଆମେନ୍ ❤️❤️
@Blessedwithjesus
@Blessedwithjesus 2 жыл бұрын
Amen ❤️ Hallelujah ❤️ Praise the Lord 🥰 I Love u Jesus Abba Jaan 😍
@MeekuAajad
@MeekuAajad 3 жыл бұрын
Mind Blowing Song I love the song God bless you.. forever and ever..👍🏻💯
@PRASADLIMAMUSIC
@PRASADLIMAMUSIC 3 жыл бұрын
What a great and heart touching compliments ❤️❤️❤️❤️ May God bless you abundantly
@bardhanesterrani4714
@bardhanesterrani4714 3 жыл бұрын
I am very glad to hear this new oriya Gospel song heart breaking with meaning , it's beautiful voice and wonderful compose ...May God bless team and may God add more blessing with wisdom on composer and use him for his kingdom. ..glory to God alone
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You So So much behalf of our whole Team Ester Rani Mam....🙏🙏 Your valuable encouragement and blessings is Dedicated to Our All Hard workers who dedicated for the Lord..…. and Our HEARTLY Gratitude to you ❤️❤️ God bless you
@akmusicproduction2939
@akmusicproduction2939 3 жыл бұрын
👌👌👌❤❤❤
@PRASADLIMAMUSIC
@PRASADLIMAMUSIC 3 жыл бұрын
Praise God hallelujah........ Thank You So much ❤️❤️🙏🙏
@justinsingh6272
@justinsingh6272 2 жыл бұрын
God bless you sir
@PRASADLIMAMUSIC
@PRASADLIMAMUSIC 2 жыл бұрын
Thanks for watching and loving US dear brother Justin ❤️❤️🙏🙏 May God bless you
@bharatdigal5966
@bharatdigal5966 3 жыл бұрын
Very nice song God bless all this team and channel
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for the beautiful and valuable feedback dear brother Bharat...... God bless you ❤️❤️🙏🙏
@simiyadalabehera
@simiyadalabehera 3 жыл бұрын
Nice song sir...
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a lot again and again and again and again ❤️❤️❤️❤️❤️ my dear brother Simiya...... God bless you
@rangetbhai4787
@rangetbhai4787 3 жыл бұрын
Very nice song halleluya praise the lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for watching and praying for US Ranjeet sir ❤️❤️🙏🙏 God bless you and your family
@angelpari8800
@angelpari8800 3 жыл бұрын
Dear Prasad Nana many congratulations for this beautiful and heart touching song... God bless you for this beautiful and innovative thought...
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a million dear Suresh ❤️❤️❤️ very happy and Proud to hear All this..... God bless you and your family
@jibitkumar.85
@jibitkumar.85 3 жыл бұрын
Very nice song sir
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your love and prayers support 🙏🙏❤️❤️
@jisayasabar
@jisayasabar 3 жыл бұрын
Beautiful song Praise the Lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You dear brother Joyash....... God bless you and your family ❤️❤️❤️❤️❤️❤️❤️❤️❤️
@PrafullaTechnical
@PrafullaTechnical 3 жыл бұрын
Woow super heichi
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a lot dear brother ❤️❤️
@jugalkishorepradhan5875
@jugalkishorepradhan5875 3 жыл бұрын
May our glorious God be glorified by this song....
@PRASADLIMAMUSIC
@PRASADLIMAMUSIC 3 жыл бұрын
ଯୁଗଳ କିଶୋର ଆଜ୍ଞା...... ପ୍ରଥମେ ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ସର୍ବଦା ଆଶିର୍ବାଦ ପାଇଁ ମୁଁ କୃତଜ୍ଞତା ଜ୍ଞାପନ କରେ ଏବଂ ଆପଣଙ୍କ ବହୁମୂଲ୍ୟ ପ୍ରାର୍ଥନା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ପ୍ରଭୂ ଆପଣଙ୍କ ଜୀବନରେ ମଧ୍ଯ ଆଶିର୍ବାଦ କରନ୍ତୁ... ଆମେନ୍ ❤️❤️
@maheshpani7630
@maheshpani7630 3 жыл бұрын
Beautifully written ,composed and arranged.Soulful 👍
@sushilnayak806
@sushilnayak806 3 жыл бұрын
Beautiful song, praise the Lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for watching and giving your valuable feedback dear brother ❤️❤️❤️ God bless you
@samuelnayak6498
@samuelnayak6498 3 жыл бұрын
1st of all I want to appriciate prasad bhai, and all the members of the team for making soulful and heartouching song. May God bless you all abaduntly.. Always praise God. Deepti mam👌👌👌❤️💜
@PRASADLIMAMUSIC
@PRASADLIMAMUSIC 3 жыл бұрын
My big brother Samuel ...... it's a wonderful relationship with you.... and I appreciate you and your every deeds ....... May the almighty God bless you and your family aboundently ❤️❤️🙏🙏
@maansing4604
@maansing4604 3 жыл бұрын
Beautiful song sir praise the lord
@PRASADLIMAMUSIC
@PRASADLIMAMUSIC 3 жыл бұрын
Glory to God dear brother Mann ❤️❤️ and thanks for your love and prayers.... God bless you
@albertpradhan8675
@albertpradhan8675 2 жыл бұрын
Bhai.....wonderful song.....amen💞💞💝💝💒💒
@PRASADLIMAMUSIC
@PRASADLIMAMUSIC 2 жыл бұрын
Albert ଆଜ୍ଞା ନମସ୍କାର ❤️❤️🙏🙏 ଆମ୍ଭମାନଙ୍କୁ ପ୍ରେମ କରି ଇଶ୍ୱରଙ୍କ ସନିଧ୍ୟାରେ ସମର୍ପିବା ସହିତ ଆମ୍ଭମାନଙ୍କୁ ଉତ୍ସାହିତ କରୁଥିବାରୁ ବହୁତ ବହୁତ ଧନ୍ୟବାଦ .......👏👏👏👏
@philipmashi6789
@philipmashi6789 3 жыл бұрын
Wordless.... Very nice❤Praise the Lord
@PRASADLIMAMUSIC
@PRASADLIMAMUSIC 3 жыл бұрын
TIKI MASHI....... FEELING PROUD OF YOUR SO................ BEAUTIFUL AND UNCOUNTABLE COMPLIMENTS ❤️❤️❤️❤️❤️❤️❤️❤️❤️❤️ MAY THE GOOD GOD BLESS YOU ABOUNDENTLY
@munnamandangi134
@munnamandangi134 3 жыл бұрын
Good 🙏🙏🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
It's really beautiful ❤️❤️
@roshanprince8309
@roshanprince8309 3 жыл бұрын
Love you thank you thank you thank you so much didi and paster
@PRASADLIMAMUSIC
@PRASADLIMAMUSIC 3 жыл бұрын
WE Love you Roshan bhai......❤️❤️ Thanks a lot dear brother behalf of our whole Team.......❤️❤️ Plz watch Our all videos and Gloryfy God ....… God bless you 🙏🙏
@eliyoentertainment5394
@eliyoentertainment5394 3 жыл бұрын
Praise the Lord ବହୁତ ସୁନ୍ଦର Lyrics, Compos, music and singing ଏହି ଗୀତ ମାଧ୍ୟମରେ ପରମେଶ୍ୱର ସମସ୍ତ ଦର୍ଶକ ଓ ଶ୍ରତାବନ୍ଧୁମାନଙ୍କୁ ଆଶୀର୍ବାଦ କରନ୍ତୁ l ଧନ୍ୟବାଦ ❤For Eliyo Digal (G. S. Eliyo ) Praise the Lord 🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
ମୋ ପ୍ରିୟ Eliyo ଭାଈ ........ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜଣାଉ ...... ତୁମର ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ , ପ୍ରଭୂ ତୁମକୁ ଆଶିର୍ବାଦ କରନ୍ତୁ....... Amen ❤️❤️❤️❤️
@dncrsunilsheikh234
@dncrsunilsheikh234 2 жыл бұрын
God bless you🥰🙏❤
@PRASADLIMAMUSIC
@PRASADLIMAMUSIC 2 жыл бұрын
God bless you Too Dear brother Heartly Thanks and love to you ❤️🙏
@mitrabhanusahu1099
@mitrabhanusahu1099 3 жыл бұрын
Such a heart touching song. I thank to writer and singer. The style in which she has sung is mind blowing
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for your outstanding compliments ❤️❤️ God bless you abundantly 🙏🙏
@samujofficial9746
@samujofficial9746 3 жыл бұрын
Very SoulFull Song😘😘
@PRASADLIMAMUSIC
@PRASADLIMAMUSIC 3 жыл бұрын
Praise God and thank you so so much dear brother ❤️❤️🙏🙏
@sudhirbeer3071
@sudhirbeer3071 3 жыл бұрын
Exlenet minigfull devotional song brother , praise God , praise the Lord, God bless you
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for watching and giving your valuable compliment dear brother in Christ Sudhir ....... May God bless you and your family ❤️❤️🙏🙏
@alhadinilima3967
@alhadinilima3967 3 жыл бұрын
Heart touching song. Really. I'm impressed for this song... God bless you sir... 🙏🙏🙏🙏🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a million dear sister Aladini behalf of our all brothers...... All GLORY to God and God bless you mightyly ❤️❤️❤️❤️❤️❤️
@singraisundi4309
@singraisundi4309 3 жыл бұрын
So Very good👍 this is that 🎵songs.. And... My 💕💕💕💕heart touching...
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks for watching and giving your valuable love and prayers support 🙏🙏❤️❤️ God bless you
@spofficialcreation5491
@spofficialcreation5491 3 жыл бұрын
Heart touching song
@PRASADLIMAMUSIC
@PRASADLIMAMUSIC 3 жыл бұрын
May this Song touch many Spectators heart and God be glorified through this song ❤️❤️❤️🙏🙏🙏 Thank You So much
@purbikhuntia971
@purbikhuntia971 2 жыл бұрын
Waaoo very heart touching
@lipilipanayak6001
@lipilipanayak6001 2 жыл бұрын
Very nice song thanks
@PRASADLIMAMUSIC
@PRASADLIMAMUSIC 2 жыл бұрын
Dear Lipika ❤️❤️👏👏 Proud to have your beautiful and valuable compliments Our HEARTLY THANKS to You
@sagarnayak5884
@sagarnayak5884 3 жыл бұрын
Praise the lord Sir...Christmas pain gita Bonantu sir.. please..God bless you Sir..and Aghaku jaantu
@PRASADLIMAMUSIC
@PRASADLIMAMUSIC 3 жыл бұрын
Thank You So So much.... We all are happy to see your valuable feedback ❤️❤️🙏🙏 Thank You So much and God bless you..... Plz watch Our All videos and Gloryfy God.....
@lihitguru8826
@lihitguru8826 3 жыл бұрын
Praise the Lord This song is another new unique heart touching & meaningful song Nice compose &lyrics mama I am so happy Music arrangements super bapi bhai God bless you❤❤❤ I Love your compose & lyrics my dear lovely mama
@PRASADLIMAMUSIC
@PRASADLIMAMUSIC 3 жыл бұрын
Thanks a lot from the bottom of my HEART ❤️❤️❤️ my dear and Loving Mama.... God bless you for all your Love and Dedications for the Lord.... Amen
@mr.bmkingdombuilder9764
@mr.bmkingdombuilder9764 3 жыл бұрын
Wonderful 👍👍👍 . meaningful, personal and real life song . wish strength from God for you and team for his work continuance .🙏
@PRASADLIMAMUSIC
@PRASADLIMAMUSIC 3 жыл бұрын
Our HEARTLY THANKS and gratitude to you dear brother and Our prayers are with you always for upholding US for the GLORY of the Lord ❤️❤️🙏🙏
UFC 308 : Уиттакер VS Чимаев
01:54
Setanta Sports UFC
Рет қаралды 547 М.
didn't manage to catch the ball #tiktok
00:19
Анастасия Тарасова
Рет қаралды 35 МЛН
啊?就这么水灵灵的穿上了?
00:18
一航1
Рет қаралды 93 МЛН
UFC 308 : Уиттакер VS Чимаев
01:54
Setanta Sports UFC
Рет қаралды 547 М.