AMAPA PREMA | ଅମାପ ପ୍ରେମ | RITURAJ & DEEPTI REKHA| PRASAD LIMA MUSIC OFFICIAL VIDEO | 2024

  Рет қаралды 196,516

PRASAD LIMA MUSIC

PRASAD LIMA MUSIC

Күн бұрын

FOR BETTER SOUND CLARITY
" USE HEADPHONES "
FULL VIDEO ......
ଅମାପ ପ୍ରେମ ............
AMAPA PREMA ............
AUDIO CREDITS :-
Singer : RITURAJ MAHANTY & DEEPTI REKHA
Music : PRASAD LIMA
Lyrics : Rev PRAMOD GURU
Recording at : Studio SOMESH , (Bhubaneswar)
Recordist : BUNNY MOHANTY
Mastering : SOMESH SATAPATHY
VIDEO CREDITS :-
In Frame : RITURAJ & DEEPTI REKHA
D.O.P / Camera : GOURAV KUMAR
Editing: : GOIRAV KUMAR
Thumbnail designed by : PARSURAM SAGARIA
Special Thanks : Brother SISIR LIMA ( Project Manager )
ଅମାପ ପ୍ରେମ ର ସମ୍ପୂର୍ଣ୍ଣ ଗୀତ :-
ଅମାପ ପ୍ରେମ କଲ ପ୍ରଦାନ
ନୁହେଁ କଳ୍ପିତ ବାସ୍ତବ ଜାଣ
ଇତିହାସ ଦିଏ ପ୍ରମାଣ
ତଥାପି ବୁଝୁନି ଏ ମନ
ତୁମ ସେ ପ୍ରେମ, କୃଷିୟ ପ୍ରେମ
ନିଃସର୍ତ୍ତ ପ୍ରେମ ସ୍ବର୍ଗୀୟ ପ୍ରେମ
1. ତମସାର ପାରାବାରେ
କବଳିତ ପାପୀନରେ
ନିରୁପାୟ ଥିଲା ଜୀବନ..
ଦେଖି ନିରାଶା ପରାଣ
ଅନ୍ତରର ସେ କ୍ରନ୍ଦନ
ଉପାୟ ସାଜିଲେ ରାଜନ
ସ୍ବର୍ଗୀୟ ଶୋଭାକୁ ମଣିଲ ନଗଣ୍ୟ
ମୋ ପାପ କାରଣେ ଦୁଃଖ କଲ ବରଣ
ଧନ୍ୟ ସେ ପ୍ରେମ.., ନିସ୍ଵାର୍ଥ ପ୍ରେମ
2. ଡାକନ୍ତି ଅତି ଆତୁରେ
ତାଙ୍କରି କୋମଳ ସ୍ଵରେ
ଫେରି ଆସ ବନ୍ଧୁ ସକଳେ..
ଛାଡ଼ି ମୋହ ମାୟା ଦ୍ୱେଷ
ଅନୈତିକ ଅବିଶ୍ୱାସ
ଶାନ୍ତି ପାଇବାକୁ ମୋଠାରେ
ଭୁଲିକି ପାରିବୁ ଅଭୁଲା ସେଗୁଣ
ସେ ପ୍ରେମେ ସାଧିଲ ମହାପରିତ୍ରାଣ...
ଧନ୍ୟ ସେ ପ୍ରେମ .. ନିଖୁନ୍ତ ପ୍ରେମ
ତୁମ ସେ ପ୍ରେମ.. ସ୍ବର୍ଗୀୟ ପ୍ରେମ
ନିଃସର୍ତ୍ତ ପ୍ରେମ..
ନିସ୍ଵାର୍ଥ ପ୍ରେମ...
ନିଖୁନ୍ତ ପ୍ରେମ...
ପ୍ରଭୁ ଯିଶୁଙ୍କର ପବିତ୍ର ଏବଂ ମହାନ୍ ନାମ ନେ଼ଇ ଆମ୍ଭମାନଙ୍କ ପ୍ରିୟ ଦର୍ଶକ ବନ୍ଧୁ ମାନଙ୍କୁ ଆମର ପ୍ରଣାମ ଏବଂ ଅନେକ ଅନେକ ଶୁଭେଛା ଏବଂ ଶୁଭକାମନା ଜ୍ଞାପନ କରୁ ....... 🙏🙏
ଜଗତ ପାଇଁ ପ୍ରଭୁ ଯୀଶୁଙ୍କ ପ୍ରେମ ନିଖୁନ୍ତ ପ୍ରେମ ...ନିସ୍ଵାର୍ଥ ପ୍ରେମ...ନିଃସର୍ତ୍ତ ପ୍ରେମ ... ଏବଂ ସ୍ବର୍ଗୀୟ ପ୍ରେମ ଅଟେ , ଯେଉଁ ପ୍ରେମକି ଆଉ କେହି କରି ପାରିବେ ନାହିଁ ।
କିନ୍ତୁ ଜଗତ ସେହି ନିସ୍ଵାର୍ଥ ପ୍ରେମ...ନିଃସର୍ତ୍ତ ପ୍ରେମ ... ଏବଂ ସ୍ବର୍ଗୀୟ ପ୍ରେମ କୁ ତୁଚ୍ଛ କରି ଜାଗତିକ ଛଳନା ଭରା ପ୍ରେମ ପଛେ ପାଗଳ ପରି ଧାଇଁ ବୁଲୁଛି....... ଯାହାର ପରିଣାମ କେବଳ ଧୋକା, ଦୁଃଖ , ମୁତ୍ୟୁ ଏବଂ ଅନନ୍ତ ନର୍କ ଅଟେ ।
ତେବେ ସେହି ବୃଥା ପ୍ରେମ ପଛେ ନ ଧାଇଁ ପ୍ରଭୁ ଯୀଶୁଙ୍କ ଆଗାପେ ପ୍ରେମ ପାଇଁ ପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ତାଙ୍କ ଅସୀମ ପ୍ରେମକୁ ହୃଦୟଙ୍ଗମ କରୁ ଏବଂ ତାଙ୍କ ସହିତ ଆଳାପ କରୁ କି .....?????
ଆଶା କରୁ ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ମହିମା ହେବା ସହ ଆପଣମାନଙ୍କ ପ୍ରେମ ଶ୍ରଦ୍ଧା ଏବଂ ଆଶିର୍ବାଦ ନିଶ୍ଚୟ ମିଳିବ .......
ପ୍ରଭୁ ଆମ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 🙏🙏
ଦୟାକରି ଆପଣମାନଙ୍କ ପ୍ରେମ ଶ୍ରଦ୍ଧା ଏବଂ ଭଲପାଇବା ସହ ପ୍ରାର୍ଥନା ଆମ ପାଇଁ ଜାରି ରଖନ୍ତୁ 🙏🙏
ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍............ଧନ୍ୟବାଦ 🙏🙏
!! ANTI - PIRACY WARNING !!
This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited of this Material . Legal actions will be taken against those who Violate this COPYRIGHT Material Presented.
#ଅମାପପ୍ରେମ
#AMAPAPREMA
#PrasdLimaMusic
#RiturajDeeptirekhaSong
#NewMantuchuriaChristianSong
#MantuchuriaSambalpurisongs
#NewHumanSagarSongs
#NewHumanSagarChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum

Пікірлер: 774
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 121 МЛН
Фейковый воришка 😂
00:51
КАРЕНА МАКАРЕНА
Рет қаралды 6 МЛН
Fake watermelon by Secret Vlog
00:16
Secret Vlog
Рет қаралды 14 МЛН
DHANYABADA ANTORE |SHASANK SEKHAR |OFFICIAL STUDIO VERSION|
7:42
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 121 МЛН