When Will Mohan Government Reckon Up The 25 Year Long Sins Of BJD?

  Рет қаралды 37,751

Nirbhay

Nirbhay

Күн бұрын

Пікірлер: 307
@kishorchsrichandan307
@kishorchsrichandan307 Ай бұрын
ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ କମ୍ ସମୟ ମଧ୍ୟରେ ବହୁତ୍ ଅଧିକ ତଥ୍ୟ ଥାଏ, ବିଷୟ ଠାରୁ ଅନ୍ୟାନ୍ୟ କଥା ଭଲଲାଗେ, ପାପି ର କ୍ଷମା ନାହିଁ କେବଳ ଜେଲ୍ ।
@10subrat
@10subrat Ай бұрын
Sir agreed, prentation is good, but math is weak. Till till 2009 BJP and bjd alliance was there so 10 yr BJP have njoy the same "PAP" With bjd. BJP having central govt from 2014,so BJP njoy the same "pap" For another 10 yr. There are several incident witnessed regarding ANTI-CORPURTION front against various state government. So can concludes pap is within 5yr. Na apan kan kahuchanti😂😂
@aryabhuminewspaper1851
@aryabhuminewspaper1851 Ай бұрын
ତୁ ତ ମୁତୁରି ମୁଁ ତ ମୁତୁରି ହେଂସ କାଇପାଇଁ ଧୋଇବା, ଏହାକୁ ଭୁଲିଯିବା ଅନୁଚିତ, ଜଣେ ଦେଶ ଲୁଟୁଛି,ଅନ୍ୟମାନେ ରାଜ୍ୟ ଲୁଟୁଛନ୍ତି, ଆର୍ଯ୍ୟଭୂମି
@NarendraDas-q2m
@NarendraDas-q2m Ай бұрын
ପାପୀ ଙ୍କୁ ଦଣ୍ଡ ନ ଦେଲେ ବହୁତ ବିଜେପି କର୍ମୀ ନରାଜ ହେଇ ବିଜେପି କୁ ତ୍ୟାଗ କରିବେ
@bishnucharnrana3282
@bishnucharnrana3282 Ай бұрын
୨୫ବର୍ଷ ପାପ ପେଡ଼ିର ଢାଙ୍କୁଣି ଯଦି ମୋହନ ସରକାର ନ ଖୋଲନ୍ତି ତାହେଲେ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ ।
@pabitranath5075
@pabitranath5075 Ай бұрын
Sure
@10subrat
@10subrat Ай бұрын
Sir agreed, prentation is good, but math is weak. Till till 2009 BJP and bjd alliance was there so 10 yr BJP have njoy the same "PAP" With bjd. BJP having central govt from 2014,so BJP njoy the same "pap" For another 10 yr. There are several incident witnessed regarding ANTI-CORPURTION front against various state government. So can concludes pap is within 5yr. Na apan kan kahuchanti😂😂
@ramakantapanda6476
@ramakantapanda6476 Ай бұрын
Right
@samirnayak3768
@samirnayak3768 Ай бұрын
ଲାଗୁନି ମୋହନ ସରକାର ଏମାନଙ୍କ ପ୍ରତି କିଛି step ନେବେ. ଦେଖୁ ଦେଖୁ 100 ଦିନ ହେବ. ଖାଲି ପ୍ରଚାର ଜୋରସୋରରେ.
@kalpanapadhi1147
@kalpanapadhi1147 Ай бұрын
ନବୀନ ଦାସ ବାବୁ ଆପଣଂକୁ ଅନେକ୍ ଅନେକ ଧନ୍ୟବାଦ। ମୋହନ ସରକାର ଯଦି ନବୀନ ର ପାପ ଯଦି ନା ଖୁଲନ୍ତି ତେବେ ମୋହନ ବାବୁ ଙ୍କୁ ବହୁତ ମହାଙ୍ଗା ପଡିବ।ଆମେ ନବୀନ ପଟ୍ଟନାୟକ ପାଖରୁ ମାଗଣା ଲାଇନ୍ ରେ ଛିଡା ହେଇ ନ ଥିଲୁ କି ମୋହନ ବାବୁ ଙ୍କୁ ଭୋଟ ଦେଇ ନ୍ ଥିଲୁ ମାଗଣା ପାଇବା ପାଇଁ। ଭୋଟ ଦେଇ ଥିଲୁ ନବୀନ କୁ ତଦନ୍ତ ପରିସରକୁ ଆଣି ଜେଲଦଣ୍ଡରେ ପଠା ଯାଉ।
@susantasahoo9544
@susantasahoo9544 Ай бұрын
ମୋହନ ସରକାରଙ୍କର ନବୀନ ପଟ୍ଟନାୟକ ଓ ପାଣ୍ଡିୟନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସକ୍ଷମ ନୁହଁନ୍ତି।
@rajkumarmohanty9330
@rajkumarmohanty9330 Ай бұрын
କ୍ଷମତା ମିଳିଛି ନବୀନ ଓ ପାଣ୍ଡିଆନ ପାଇଁ। ଦଣ୍ଡ କଣ ମିଳିବ ଆମେ ହେଉଚୁ ବୋକା ଓଡ଼ିଆ, ଏମାନଙ୍କ ଚାଲ ବୁଝିବାକୁ ଅକ୍ଷମ।😂😂
@prafullamohanty5557
@prafullamohanty5557 Ай бұрын
ପାପୀ ଙ୍କୁ ଜେଲ୍ ପଠାଇବା ନିତ୍ୟାନ୍ତ ଆବଶ୍ୟକ। ଟିକସ ଦାତା ଙ୍କ କଷ୍ଟ ଅର୍ଜିତ ଧନ ର ଅପ ବ୍ୟବହାର କାହିଁକି କରାଯାଇଛି ତାର ଉତ୍ତର ପୂର୍ବ ସରକାର ଦେବା ଆବଶ୍ୟକ। ଆଗରୁ ଏମାନେ ବହୁତ୍ ଲୋକଙ୍କୁ ବିନା କାରଣରେ ନିର୍ଯ୍ୟାତନା ଦେଇଛନ୍ତି। ତେଣୁ ସବୁ ର ହିସାବ ହେବା ଦରକାର। ଏହା ବହୁ ଜରୁରୀ। ଜଗୋ ମୋହନ ସରକାର ଜାଗୋ ଏବଂ BJD ମଇଦାନ ଛାଡି ଭାଗୋ।
@raghunathpanda5000
@raghunathpanda5000 Ай бұрын
ଧରମା ଥିବା ପର୍ଯ୍ୟନ୍ତ ନବୀନା ଓ ପାଣ୍ଡୁ ଦିହରେ ମାଛି ମଶା ବି ବସେଇ ଦବନି। ସବୁ ଖେଳ ଧରମା ର
@rakeshmohanty134
@rakeshmohanty134 Ай бұрын
​@@prafullamohanty5557ଏ ସରକାର ଭି ସେଇଆ ଚଲେଇଛି ରଙ୍ଗ ମାରି ଲୋକଙ୍କ ଟିକସ ପଇସା ର ଅପବେବହାର କରୁଛି
@dharmendrasee794
@dharmendrasee794 Ай бұрын
ଏ ନବୀନ ଆଉ ସେ ନବୀନ ଭିତରେ ଏତିକି ପାର୍ଥକ୍ୟ ଯେ ଏ ନବୀନ ନିର୍ଭୟ ସେ ନବୀନ ନିର୍ଭର
@10subrat
@10subrat Ай бұрын
Sir agreed, prentation is good, but math is weak. Till till 2009 BJP and bjd alliance was there so 10 yr BJP have njoy the same "PAP" With bjd. BJP having central govt from 2014,so BJP njoy the same "pap" For another 10 yr. There are several incident witnessed regarding ANTI-CORPURTION front against various state government. So can concludes pap is within 5yr. Na apan kan kahuchanti😂😂
@nintyanandanaik716
@nintyanandanaik716 Ай бұрын
Very good analysis
@RABIKISKU-mf3gb
@RABIKISKU-mf3gb Ай бұрын
ନମସ୍ତାର ନବୀନ ସାର ମୁଁ ଭାବୁଛି ଆସନ୍ତା ସାଧାରଣ ନିର୍ବାଚନ ଆଗରୁ ପାଣ୍ଡିଆାନ ଆଉ ନବୀନ ପଟ୍ଟନାୟକ ଙ୍କୁ (cbi ed,) ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ବୋଲି ମୁଁ ଭାବୁଛି
@rameshpradhan8772
@rameshpradhan8772 Ай бұрын
24 ବର୍ଷର ଅନ୍ୟାୟ, ଏକଛତ୍ରବାଦ ଓ କଳା ଶାସନରେ ପାପର ପେଢ଼ି ଖୋଲିବା ଦରକାର । ନବୀନ ପାଣ୍ଡୁ , ବବି, ମାନସ, ସସ୍ମିତ୍, ଅରୁଣ, ଦିବ୍ୟଶଙ୍କର, ବିକ୍ରମ, ଶ୍ରୀକାନ୍ତ ପ୍ରଭୁତି ଅନ୍ୟାୟୀ ନେତାମାନେ ଦଣ୍ଡ ପାଇବା ଦରକାର । ମୋହନ ସରକାରକୁ BJD ନେତ୍ରୀ Sulata ଦେଓ ଚାଲେଞ୍ଜ କରି କହୁଛନ୍ତି କିଛି କରିପାରିବ ନାହିଁ, BJP ସରକାରଙ୍କୁ ଲଜ୍ଜ୍ୟା ଲାଗିବା କଥା , ନିଲାର୍ଜ୍ ପରି ରହୁଛନ୍ତି ବିଜେପି ନେତା ନେତ୍ରୀ ମାନେ । BJD ର ପାପର ପେଢ଼ି ଖୋଲି ନପାରିଲେ, BJP କୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ସମୟକୁ ଅପେକ୍ଷା କରି ରହୁଛୁ.........
@basantapattnaik7812
@basantapattnaik7812 Ай бұрын
ସାର ବିଜେଡି ର ଦୁର୍ନୀତି ପ୍ରମାଣ ସହ ପ୍ରକାଶ କରିବା ଦରକାର ମୋହନ ସରକାର ଏବଂ ଯେଉଁ ମାନେ ଦୁର୍ନୀତି କରିଛନ୍ତି ସେମାନେ କେବେ ଝାରପଡା ଜେଲ ଜିବେ l ମୂ ଅପେକ୍ଷା ରେ ଅଛି ନା ମୋର ଅପେକ୍ଷା ଅପେକ୍ଷା ରେ ରହିଯିବ ପାଞ୍ଚ ବର୍ଷ ବିତି ଜିବ
@10subrat
@10subrat Ай бұрын
Sir agreed, prentation is good, but math is weak. Till till 2009 BJP and bjd alliance was there so 10 yr BJP have njoy the same "PAP" With bjd. BJP having central govt from 2014,so BJP njoy the same "pap" For another 10 yr. There are several incident witnessed regarding ANTI-CORPURTION front against various state government. So can concludes pap is within 5yr. Na apan kan kahuchanti😂😂
@ramakantapanda6476
@ramakantapanda6476 Ай бұрын
​@@10subratyour argument is unjustified. Valu less
@10subrat
@10subrat Ай бұрын
​@@ramakantapanda6476sir agree ❤ pls right your view otherwise this will be judgmental
@jayhind6187
@jayhind6187 Ай бұрын
ସେମାନଙ୍କ ପାପର ପ୍ରାୟଶ୍ଚିତ ହେଇ ନାହିଁ । ପାପର ପ୍ରାୟଶ୍ଚିତ ସେ ଦିନ ହବ ଯେଉଁ ଦିନ ବିଜେଡି ଓଡ଼ିଶା ମାଟିରୁ ନିଚିହ୍ନ ହବ ।
@akshayakumarnayak3480
@akshayakumarnayak3480 Ай бұрын
ନବୀନ ବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାଆନୁଷ୍ଠାନ ନେବା ପାଇଁ ମୋହନ ସରକାର ଙ୍କ ସାହସ ପାଉନାହିଁ
@chandipadapanda4707
@chandipadapanda4707 Ай бұрын
ଆଶ୍ଚର୍ଯ୍ଯ ର କଥା ଏହି ଯେ ଆମେ ଦୀର୍ଘ ଚବିଶି ବର୍ଷ ଧରି ବିଜେଡିର ପାପ ବୋଝକୁ ମୁଣ୍ଡରେ ବିନା ପ୍ରତିବାଦରେ ବୋହି ଆସିଥିଲୁ,ଏବେ ହଠାତ୍ ଅସହ୍ଯ ବୋଧ କରିବା ଉଚିତ ମନହେଉ ଥିଲେ ମଧ୍ଯ ଆମେ ନିଜକୁ ପ୍ରଥମେ ଧିକ୍କାର କରିବା ସହିତ ଧୈର୍ଯ୍ୟର ସହିତ କାର୍ଯାନୁଷ୍ଠାନ ଦିଗରେ ସରକାରଙ୍କୁ ସହଯୋଗ କରିବା ଆବଶ୍ଯକ ମନେହେଉଛି ।
@manojkumarsaint7803
@manojkumarsaint7803 Ай бұрын
Jay Shree Ram ❤❤❤
@pratapkumarswain2921
@pratapkumarswain2921 Ай бұрын
ବାବୁ ତୁମଠାରୁ କମ ପାପୀ ସେମାନେ କାରଣ ତୁମର ନିରପେକ୍ଷତା ନାହିଁ l
@subhransudalai8360
@subhransudalai8360 Ай бұрын
😮 ସତ କହିବା କୁ ସାହସ ଦରକାର ଆଜ୍ଞା, ସତ୍ତା କୁ ପ୍ରଶ୍ନ କରିବା କୁ କଲିଜା ଦରକାର
@salilkumar9703
@salilkumar9703 Ай бұрын
ପାଣ୍ଡିୟାନ ଅମିତ ଶାହା ଙ୍କର ଛତ୍ରଛାୟାରେ ଥିବାରୁ ମୋହନ ମାଝି ସିଧାସଳଖ ପଦକ୍ଷେପ ନେଇ ପାରୁନାହାଁନ୍ତି ଏଇଟା ହିଁ ପ୍ରଧାନ କାରଣ
@KalandiNaik-u1e
@KalandiNaik-u1e Ай бұрын
Sir ସର୍ବ ପ୍ରଥମେ ଆପଣଙ୍କୁ ମୋର ହୃଦୟରୁ ପ୍ରଣାମ ସମସ୍ତେ ଲୁଟ୍ ର ଶିକାର ହୋଇଛନ୍ତି ଏହାର ତଦନ୍ତ କରାଯାଉ ଗାଈ ଚରାଳି ବି ପ୍ରଶ୍ନ ପଚାରୁ ଛି ତାର ଉତ୍ତର ସରକାର ଙ୍କୁ ଦେବାକୁ ପଡ଼ିବ, ଜୟ ଶ୍ରୀରାମ
@RomeokumarSahoo
@RomeokumarSahoo Ай бұрын
ଜୟ ଶ୍ରୀ ଜଗନ୍ନାଥ ❤
@akpanda833
@akpanda833 Ай бұрын
Shocking as 100 days passed but no action on Pandian ? Why so delay ?
@ଫୋକସ୍
@ଫୋକସ୍ Ай бұрын
ସର୍ ନମସ୍କାର... ମୋହନ ସରକାର ରାତିସାରା ଖଟ ସଜାଡ଼ିଲେ ଶୋଇବେ କେତେବେଳେ ଆମେ ଅଧର୍ଯ୍ୟ ହେଇ ଯାଉଛୁ
@nabakishorelenka1915
@nabakishorelenka1915 Ай бұрын
ଯଦି ପୂର୍ବ ସରକାର୍ ଙ୍କ ପାପ ପେଡ଼ି ଖୋଲା ଯିବ ନାହିଁ ତାହାଲେ ବୁଝା ପଡ଼ିବ ଉଭୟ ଙ୍କ ମଧ୍ୟରେ କିଛି ସଲାସୁରୁରା ନିଶ୍ଚୟ ରହିଛି
@mituprdhan2020
@mituprdhan2020 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ❤❤❤
@manjupravamishra8000
@manjupravamishra8000 Ай бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏
@DinabandhuNaik-yw1xs
@DinabandhuNaik-yw1xs Ай бұрын
ଆମପଇସା ରେ ତାମିଲ ନାଡୁ ବିଦ୍ୟୁତ୍ ପାଉଥିଲେ ଟାଟା ଆମଠାରୁ କୋଟି କୋଟି ଟଙ୍କା ଲୁଟ କରୁଛି ଏବଂ ଏବେ ମଧ୍ୟ ଲୁଟୁଛି, ତାର ପ୍ରତିକାର କଣ
@tapansarangi4611
@tapansarangi4611 Ай бұрын
ଲୋକସେବା ଭବନରେ ସାମ୍ବାଦିକ ମାନଙ୍କୁ ଯିବାପାଇଁ ଅନୁମତି ଦେବା ମଧ୍ଯ ମୋହନ ସରକାରଙ୍କ ଆଉ ଗୋଟିଏ ଭଲ ନିଷ୍ପତ୍ତି।
@rnayak4u
@rnayak4u Ай бұрын
Right. But we can not expect unbiased news from politically inclined news houses. Digital news channels are playing important role nowadays.
@sarojghosh1199
@sarojghosh1199 Ай бұрын
Badhia presentation
@ashoksamal7683
@ashoksamal7683 Ай бұрын
ଧନ୍ୟବାଦ ରଂଜିତ ବାବୁ 👍
@bijayanandadas8289
@bijayanandadas8289 Ай бұрын
ପାପ ପେଡି ପରର୍ଦାଫାଶ ପାଇଁ ମୋହନ ସରକାରଙ୍କର ଆନ୍ତରିକ ରାଜନୈତିକ ଇଛାଶକ୍ତି ଏବଂ ଦୃଢ ମନୋବଳ ଦରକାର। ଲୁଟ ପରେ ଲୁଟ ର ପ୍ରଚାରସର୍ବସ୍ୱ ରାଜନୀତି କାନକୁ ଚମକେଇ ଦଉଚି କିନ୍ତୁ ଯଦି କଥା ଓ କର୍ଯ୍ୟରେ ଫରକ ଦେଖାଯିବ ତାହେଲେ ଓଡିଶାବାସୀ କ୍ଷମା କରିବେ ତ??
@aduniamodunia6550
@aduniamodunia6550 Ай бұрын
ପାପର ପେଡି ଖୋଲିବା ପାଇଁ ହନୁମାନ କିମ୍ବା ପ୍ରଭୁ ଶ୍ରୀ ରାମ ଙ୍କ ଭଳି ନୀତିବାନ ହେବା ଆବଶ୍ୟକ , ହେଲେ ଦେଶରେ ବିଜେପି ଜୟ ଶ୍ରୀ ରାମ ନାରା ଦେଉଥିବା ବେଳେ ଯଦି ରାବଣ ସାଙ୍ଗରେ ସନ୍ଧି କରିବେ ତ ପ୍ରଜା ଆଉ କଣ କରି ପାରିବେ........?
@satishchandrabehera7291
@satishchandrabehera7291 Ай бұрын
ଚବିଶ ବର୍ଷର ଶାସନ ଯଦି ଗାଈର ଆତ୍ମକାହାଣୀ ତେବେ ଲବେ ଦିନର ଶାସନ କ'ଣ ବିଲେଇ ର ଆତ୍ମ କାହାଣୀ!?!
@narendranathnayak6169
@narendranathnayak6169 Ай бұрын
It's a interesting Awareness program..
@abinashnayak3913
@abinashnayak3913 Ай бұрын
ଆଜ୍ଞା କିଛି ହେବନି l ଆପଣଙ୍କ ଭଳି ସାମ୍ବାଦିକ ମାନେ ଖାଲି ଗପିବେ, ଲୋକଙ୍କୁ ଭୁଆଁ ବୁଲେବା ନେତାଙ୍କ କାମ l ଯେତେ ଦୁର୍ନୀତି ହେଇଚି ବିଜେପି କହୁଛି କି ନିର୍ବାଚନ ବେଳେ କହିଥିଲା ତାର ଫଳ ଶୂନ୍ୟ ହେବ ଆପଣ ଅପେକ୍ଷା କରନ୍ତୁ 5ବର୍ଷ ଦେଖିବେ l
@PradeepKuDas-ls5xf
@PradeepKuDas-ls5xf Ай бұрын
ଭିତିରିଆ ବୁଝାମଣା
@srikantsahoo6563
@srikantsahoo6563 Ай бұрын
ଦୋଷୀ ଉପଯୁକ୍ତ ଦଣ୍ଡ ନ ପାଇଲେ ମୋହନ ସରକାର ଙ୍କ ସ୍ଥିତି ଓ ଆସନ ଅସୁରକ୍ଷିତ।
@DusmantaSa-j7w
@DusmantaSa-j7w Ай бұрын
ସାର ଆପଣଙ୍କୁ ବିଜେପି ଏତେ ଭଳ କାହିଁକି ଳାଗୁଛି
@prasanprusty7160
@prasanprusty7160 Ай бұрын
Excellent ❤
@Ku_Dushmanta
@Ku_Dushmanta Ай бұрын
ଏ ପର୍ଯ୍ୟନ୍ତ ନବିନ ବାବୁ ନିର୍ଭୟ ଅଛନ୍ତି ଏହାହିଁ ସବୁଠୁ ବିଫଳତା ବିଜେପି ର । ମୂଳରୁ ଚୂଳ ପର୍ଯ୍ୟନ୍ତ ଦୁର୍ନୀତି କରିଥିଲେ ନବିନ ପଟ୍ଟନାୟକ କିନ୍ତୁ ସରକାର ସେ ଦିଗରେ ଗୋଟେ ଭି ପଦକ୍ଷେପ ନେଇ ନାହାନ୍ତି ଖାଲି ମନ୍ତ୍ରୀ ମାନେ କହୁଛନ୍ତି ତଦନ୍ତ ହବ ଆଉ କେବେ କରିବ ଭାଇ ??
@raghunathpanda5000
@raghunathpanda5000 Ай бұрын
ଅପେକ୍ଷା କରିଥାଅ ।ଧରମା ଥିବା ପର୍ଯ୍ୟନ୍ତ ନବୀନା ଓ ପାଣ୍ଡୁ ଦିହରେ ମାଛି ମଶା ବି ବସେଇ ଦବନି।ବିଚରା ମୋହନ ମାଝି ରବର ଷ୍ଟାମ୍ପ୍ 😢
@BishnucharanRay-xy5ox
@BishnucharanRay-xy5ox Ай бұрын
କେବଳ ନବୀନ ଙ୍କର କୁଶାସନ ଓ ପାଣ୍ଡିଆଙ୍କର ଅଣ ସମ୍ଭିନାୟକ କାର୍ଯ୍ୟ କୁ ବଦଳାଇବାକୁ ଚାହିଁଥିଲେ 25 ବର୍ଷ ପରେ ଜନସାଧାରଣ. କିନ୍ତୁ ଏବେ ସୁଦ୍ଧା ସେପରି କାର୍ଯ୍ୟ କରିନାହାନ୍ତି ମୋହନ ସରକାର
@raghunathpanda5000
@raghunathpanda5000 Ай бұрын
କେମିତି କଣ କରିବେ ବିଚରା ରବର୍ ଷ୍ଟାମ୍ପ୍ ମୋହନ ?? ଧରମା ଇଙ୍ଗିତ ରେ ସବୁ ଚାଲୂଚି।
@jayaramasahoo7106
@jayaramasahoo7106 Ай бұрын
ଆପଣ ଦୟାକରି କୁହନ୍ତୁ ଯେ ବିଜେପି ରେ ତିନି ଫାଟ ବହୁ ଚର୍ଚ୍ଚା ହେଲାଣି, ଏହାର ସୁଯୋଗ ବିଜେଡି ନେବ ନାହିଁ ତ ! ବିଜେପି ଘରେ ନ ପଶୁଣୁ ଚାଳ ବାଜିଲାଣି ଯଦି ଗୋଡ଼ ଟଣା ବନ୍ଦ ନ ହେବ ତିନି ଫାଟ ଏକାଠି ନ ହେବ ଆଉ ବିଜେପି ଓଡ଼ିଶାରେ ତିଷ୍ଠି ପାରିବନି
@dhaneswardas7823
@dhaneswardas7823 Ай бұрын
ବିଜେପିକୁ ଓଡ଼ିଶା ବାସୀ ଆଣିଥିଲେ କେବଳ ୨୪ ବର୍ଷର ଦୁର୍ନୀତିର ପର୍ଦ୍ଧାଫାଶ। ବିଜେପିକୁ ଆଣିବାରେ ଭୂମିକା ଆପଣଙ୍କର ଯଥେଷ୍ଟ। ଆପଣ ଆଉ କିଛି କୁହନ୍ତୁ ନାହିଁ ଏବଂ ଓଡ଼ିଶାର ଲୋକେ ବୁଝିଛନ୍ତି ଯେ କିଛି ହେବ ନାହିଁ।
@sanjibrout1466
@sanjibrout1466 Ай бұрын
ମୁଦି ଆଣ୍ଡ ନବୀନ ଥିବା ଯା କିଛି heboni
@aryabhuminewspaper1851
@aryabhuminewspaper1851 Ай бұрын
ଏବେ ଅଦାନୀ ଅମ୍ବାନୀ ଲୁଟିବା ପାଇଁ ବାଟ ଖୋଲିଗଲା
@himansupanda409
@himansupanda409 Ай бұрын
ମହାଶୟ ପ୍ରଣାମ, ଆପଣ ପୂର୍ବ ସରକାରଙ୍କର ସମସ୍ତ ଦୁର୍ନୀତି ପେଡ଼ି ଖୋଲିଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ୍ କିନ୍ତୁ ମୋହନ ସରକାର ତାଙ୍କ ହାତରେ ସମସ୍ତ କ୍ଷମତା ଥାଇ ମଧ୍ୟ ସେ କିଛି ପଦକ୍ଷେପ ନେଉନାହାନ୍ତି କଣ ଅସୁବିଧା ଅଛି ବୁଝିହେଉନି l
@PradeepKuDas-ls5xf
@PradeepKuDas-ls5xf Ай бұрын
ଠିକ୍ କହିଛନ୍ତି
@PradeepKuDas-ls5xf
@PradeepKuDas-ls5xf Ай бұрын
ଆଉ କେତେଦିନ
@sarojmishra7932
@sarojmishra7932 Ай бұрын
Nabin ku jete punishment dele bi sabu kama heba.
@jyotsnasahoo62
@jyotsnasahoo62 Ай бұрын
Mohan ସରକାର ଏଥର ଯଦି ସେମାନଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆସନ୍ତା ନିର୍ବାଚନରେ ଆଉ ଆସିବାର ମୌକା ହିଁ ପାଇବେ ନାହିଁ।
@prasantamohapatra7767
@prasantamohapatra7767 Ай бұрын
ଆପଣଙ୍କ ଭଳି ବିଜ୍ଞ ଲୋକ କେମିତି ବୁଝି ପାରୁନାହାନ୍ତି ମୁଁ ବି ବୁଝି ପାରୁନି l ପାଣ୍ଡିଆନଙ୍କୁ ଦାୟିତ୍ୱ ଦିଆଯାଇଛି ଏକ ବର୍ଷ ମଧ୍ୟରେ ବିଜେଡିକୁ ଧ୍ବଂସ କରିବାପାଇଁ l ଯଦି ବର୍ଷକରେ ବିଜେଡିର ପତନ ନହୁଏ ତେବେ ପେଡି ଖୋଲିବା ଆବଶ୍ୟମ୍ଭାବି l
@ashoksamal7683
@ashoksamal7683 Ай бұрын
ଏଟା ବିଜେପି ମୁଖପାତ୍ର, ଜୀବନଟା ସାରା ନବୀନ, ଆଉ ପାଣ୍ଡିଆନ ଛଡା କିଛି ଜାଣିନି, କୁକୁର ଟା ଭଳି ରାଉ ରାଉ ହେଉଛି,25ବର୍ଷ କିପରି ହେଲା,9ବର୍ଷ ସାଙ୍ଗରେ ଥିଲେ ତତେ ଜଣା ନାହିଁ, ଅଲଜ୍ୟା ତତେ ଜୟ ନାରାୟଣ ମିଶ୍ର ନାଁରେ କେତେ ମାମଲା ଅଛି କହୁନୁ,
@arthasachibapatro5415
@arthasachibapatro5415 Ай бұрын
Culprit should be punished
@pramodkumarrout7641
@pramodkumarrout7641 Ай бұрын
ମୋହନ ସରକାର ତୁରନ୍ତ ବିଗତ ପଚିଶ ବର୍ଷ ର ପାପ ପେଡି (ଦଳର ପୁସ୍ତକ ଅନୁଯାଇ) ଖୋଲି, ପାପି କୁ ଦଣ୍ଡ୍ ଦେବାକୁ ପଦକ୍ଷେପ ନିଅନ୍ତୁ।
@sipramishra8094
@sipramishra8094 Ай бұрын
ମୋହନ ସରକାରଙ୍କ ଆନ୍ତରିକ ଇଚ୍ଛା ନାହିଁ। କିମ୍ବା action ନେବାକୁ ଦମ୍ ନାହିଁ।
@nibarandas9776
@nibarandas9776 Ай бұрын
Dhanyavad agyan!sabu odia bada bada officer dayee.Lagithantu,na hale sabu dabi jiba!
@NabikushMahakul-es2lk
@NabikushMahakul-es2lk Ай бұрын
Allright.
@upendranathswain2022
@upendranathswain2022 Ай бұрын
ଲୋକମାନେ କହିଲେଣି, ପାଣ୍ଡିଆନ ନିର୍ଦୋଷ ନବୀନ ବାବୁଙ୍କର clean -chit ପ୍ରକାରେ l ସବୁ ଜାଣିକି ନବୁଝିଲା ଭଳି ଅଭିନୟ କଲେ ଆଗାମୀ ସମୟ ଅତି କଠିନ ହେବ l
@raghunathmohanty6929
@raghunathmohanty6929 Ай бұрын
There is a justice above all Justices. ପ୍ରଭୁ ଜଗନ୍ନାଥ ବିଚାର ଆରମ୍ଭ ଜାରି ରଖିଛନ୍ତି. ସମୟ କୁ ଅପେକ୍ଷା କରିବାକୁ ପଡିବ.
@bhaktimarga853
@bhaktimarga853 Ай бұрын
ଯାହା ଜଣାପଡ଼ୁଛି, ସେପରି କିଛି। ହେବନି । ଏମାନେ ଏବେ ମଧ ମିଶିକରି ଅଛନ୍ତି ।
@trinathsahoo7404
@trinathsahoo7404 Ай бұрын
ଧଳା ପାଜମା ବେଷ୍ଟିତ ନବୀନ କେତେ କେତେ କଳା ଦାଗ ଭରି ରହିଛି ତାର cbi ତଦନ୍ତ ଆବଶ୍ୟକତା ଅଛି
@rajendraswain5365
@rajendraswain5365 Ай бұрын
Sir your report is exlent without fear you have been delivered. Take care Jai Jagannath
@padmanavsahoo8432
@padmanavsahoo8432 Ай бұрын
ସମ୍ମାନସ୍ପଦ ନବୀନ ବାବୁ,ନିର୍ଭୟ ଗୁମର କଥା ଗୁଡିକ କଣ ମୋହନ ସରକାର ଙ୍କ କାନରେ ବାଜୁନାହଁ ବୋଧେ ଏ ସରକାରଙ୍କ ବିଜେଡି ନୀତି ଧରିବେ କି ?
@basantapattnaik7812
@basantapattnaik7812 Ай бұрын
ସାର ପ୍ରଣାମ 🙏🌹
@bhagabansahu3420
@bhagabansahu3420 Ай бұрын
ପାପପେଢି ଖୋଲି ପାପିକୁ ଦଣ୍ଡ ଦିଆଯାଉ
@BulakiSwain-n4c
@BulakiSwain-n4c Ай бұрын
ଯିଏ ଦୁର୍ନୀତି ର ମହାନାୟକ ସିଏ ଆଜି ବିଧାନସଭା ରେ ଗାଈର ଆତ୍ମ କାହାଣୀ ପ୍ରସଙ୍ଗ ଉତ୍ଥାପନ କଲେଣି।ଆମ ସରକାର କରୁଛନ୍ତି କ'ଣ ?
@rajeshbeheraoo
@rajeshbeheraoo Ай бұрын
ଆମେ ସବୁ ଜଗନ୍ନାଥ ପ୍ରଭୁ ଙ୍କ ତଳେ ବିଚାର ତାଙ୍କର
@ashoksamal7683
@ashoksamal7683 Ай бұрын
15ଲକ୍ଷ କେବେ ମିଳିବ 14ବର୍ଷ ହେଲା,
@dhamirona8662
@dhamirona8662 Ай бұрын
ମହୋନ ମାଝି ସରକାର ର ଅଣ୍ଟା ରେ ବଳ ନାହିଁ ନବୀନ ପାଣ୍ଡିଆନ ଓ ଟିମ୍ ଉପରେ ଆକ୍ସନ୍ ନେବାପାଇଁ ଯାହା ବର୍ତ୍ତମାନ ଯାଏ ଆମେ ବୁଝିଛୁ
@manojdikshit1308
@manojdikshit1308 Ай бұрын
ପ୍ରତ୍ୟେକ ଦୁର୍ନୀତି କଥା ଆଲୋଚନା ହେଉଛି କିନ୍ତୁ ପାଣି ଫୋଟକା ପରି କୁଆଡେ ହଜିଯାଉଛି l ବବି ଦାସ କେଶ୍ କୁଆଡେ ଗଲା ?ବିଜେପି ବୋଧେ ପାରିବ ନାହିଁ ଜଣା ପଡୁଛି l
@RajasmitaBal
@RajasmitaBal Ай бұрын
ପାପୀ ମାନଙ୍କୁଘୋରଶାସ୍କୀମିଳିବା ଉଚିତ😂
@DusmantaSa-j7w
@DusmantaSa-j7w Ай бұрын
ବିଜେପିକୁ ଭୟ ଲାଗୁଛି କି
@ashoksamal7683
@ashoksamal7683 Ай бұрын
ବିଜେପି ର ପାପ ପେଡି କିଛି ନାହିଁ
@sasthakumarpurohit2580
@sasthakumarpurohit2580 Ай бұрын
ଗାନ୍ଧାରୀ କହିଲେ,ଧର୍ମର ହେଉ।ପୁଣ୍ୟ ଜଗତେ,ପାପର ହେଉ କ୍ଷୟ,,,,,,,୨୫ ର ପାପର ଭାଗିଦାରୀ b j d,,,,,,,,
@chabilalnaik2001
@chabilalnaik2001 Ай бұрын
ବିଜେପି ସରକାର ପାପ ଫେଢୀ କେବେ ଖୋଲିବ ଭୋଟ ବେଳେ କହିଥିଲେ ଦୁଇ ବର୍ଷ ରେ 50 ହଜାର ସମସ୍ତଙ୍କୁ ଭତ୍ତା 3500
@prasantakumarswain3419
@prasantakumarswain3419 Ай бұрын
ପାପ ପ୍ରଥମେ ପ୍ରମାଣ ହେଉ, ତାପରେ ଶାସ୍ତି ଦିଆଯିବ ନା ନାହିଁ ଦେଖିବା। ଅସଲ କେଁ ପ୍ରମାଣ କରିବା !
@raghunathpanda5000
@raghunathpanda5000 Ай бұрын
ପ୍ରମାଣ କରି ଦଣ୍ଡ ବିଧାନ ବେଳକୁ ହୁଏତ ଆମ ପିଢି ସଂସାର ରେ ନଥିବା 😢
@rnayak4u
@rnayak4u Ай бұрын
​@@raghunathpanda5000Right
@SantoshKumarBhoi-w7h
@SantoshKumarBhoi-w7h Ай бұрын
ପାପୀ ମାନଙ୍କୁ କୌଣସି ସଜା ହେବନି ମୋହନ୍ ସରକାର ତାଙ୍କୁ କ୍ଷମା ଦେବେ ଆସନ୍ତା 17 ତାରିଖ ପରେ ମୁଖ୍ୟମନ୍ତ୍ରୀ କି କୌଣସି ନେତା ମନ୍ତ୍ରୀ ପାପୀ ମାନଙ୍କ ବିରୋଧରେ ଆଉ ଆରୋପ କିମ୍ବା ଅଭିଯୋଗ କରିବେ ନାହିଁ।
@spykerbabu8404
@spykerbabu8404 Ай бұрын
ମୋର ହିସାବରେ ଦୁର୍ନୀତି ର ଦଣ୍ଡ ଫାଶୀ ହେବା କଥା ।
@subashmishra5616
@subashmishra5616 Ай бұрын
❤ଅମିତ ପାଣ୍ଡୁ ଗୁପ୍ତ ସ୍ବାର୍ଥ ମୋହନ ସରକାର ପାଇଁ ଆତ୍ମଘାତୀ ହେବ ଜୟ ଜଗନ୍ନାଥ
@Sushama-s4r
@Sushama-s4r Ай бұрын
Punishment for 25 years corrupted government, tears of odia public people 😂😂
@laxmidharapanda6086
@laxmidharapanda6086 Ай бұрын
ମୋହନ ମାଝୀ ମହୋଦୟ, ଆପଣ ଆମକୁ ଦେଖାଇଥିବା 25ବର୍ଷର ପାପପେଡ଼ି ର ସାପ ମାନଙ୍କୁ ଯଦି ଦଣ୍ଡିତ କରି ପାରିବେନାହିଁ ତେବେ ତାଙ୍କୁ କ୍ଷମା କରିଦିଅନ୍ତୁ ଓ ଓଡିଶାବାସୀଙ୍କୁ ଆପଣ କ୍ଷମା ମାଗିନିଅନ୍ତୁ ! 100ଦିନ ବିତିଲାପରେ ଓଡ଼ିଆଙ୍କ ଧୈର୍ଯ୍ୟକୁ ଆଉ ପରୀକ୍ଷା କରନ୍ତୁନାହିଁ !
@hemalatasandhibigraha6645
@hemalatasandhibigraha6645 Ай бұрын
Very nice upastapana
@AkshyaChand
@AkshyaChand Ай бұрын
Sir ନମସ୍କାର, ଏ ନବୀନ ସରକାର ଭଳିଆ ହେଇଯିବନିତ ମୋହନ ସରକାର.କାଇଁ ଜେ ମତେ ବିଶ୍ୱାସ ହେଉନି ଏ ମୋହନ ସରକାର ସବୁ ଦୁର୍ନୀତିର ତନାଘନା କରିବ ବୋଲି.
@nabakishoresubudhi2647
@nabakishoresubudhi2647 Ай бұрын
ସଜ୍ଜା ଦେବାର ସକ୍ଷମ ହେଲାଭଳି ଲାଗୁନି...
@SubratSarangi-lh5iz
@SubratSarangi-lh5iz Ай бұрын
ଅଦାନୀ କୁ ଯୋଉ ଗୋପାଳପୁର ବନ୍ଦର ବିକିଲେ ସେ ବିଷୟରେ ଟିକେ କହୁନ.. 300 ୟୁନିଟ ବିଜୁଳି ବିଷୟରେ ଟିକେ କହୁନ... ସୁଭଦ୍ରା ଯୋଜନା 50000 ବିଷୟରେ ଟିକେ କହୁନ..ଖାଲି ନବୀନ ପାଣ୍ଡିଆନ କଣ ହଉଛ... ସବୁ GM
@jagannathmishra5300
@jagannathmishra5300 Ай бұрын
ମୋହନ ସରକାର ଙ୍କୁ ଏଵଂ କେନ୍ଦ୍ର ସରକାର ଙ୍କ ଚାରି ଖୁରା କୁ ନମସ୍କାର। କଣ କହିବା କି ଗୁଣ ଗାଇବା ଆମ ସରକାର ଙ୍କ।
@kshitishpanda5288
@kshitishpanda5288 Ай бұрын
ନେତାଉ ବାଚ ....... ମିଶୁ ଏ ଦେଶର ଧନ ମୋ ଘର ପାଣ୍ଠି ରେ , ଦେଶବାସୀ ଚଳି ଯାଆନ୍ତୁ କଷ୍ଟରେ। ଦେଶର ସ୍ୱରାଜ ପଛେ ଯେତେ ଗାଢ଼, ପୁରୁ ତହିଁ ପଡ଼ି ମଦ ମାଂସ ହାଡ଼।
@PurnachandraBehera-if5tu
@PurnachandraBehera-if5tu Ай бұрын
Cag ଦୁର୍ନୀତି ଅଭିଯୋଗ ଆସିବା ନବୀନ ବାବୁ ଙ୍କ ନାମରେ ଥାନାରେ ଏତଲା ହେବା ପରେ ବି ସରକାର ଚୁପ ରହିବା ଓଡିଶା ବାସୀ ଙ୍କୁ ସନ୍ଦେହ ଭିତରକୁ ନେ଼ଇ ଯାଉଛି। ପଦ୍ମ ଫୁଲ ଦେଖି ଭୋଟ ଦେଇ ନାହାନ୍ତି। ଦୁର୍ନୀତି ପଦାକୁ ଆଣିବା ପାଇଁ ଦେଇଛନ୍ତି।
@subhransudalai8360
@subhransudalai8360 Ай бұрын
CAG ରିପୋର୍ଟ ବିନୋଦ ରାୟ କୋଇଲା ଦୁର୍ନୀତି ପ୍ରକାଶ କରୁଥିଲେ ବିଜେପି ତାଙ୍କୁ ପୁରସ୍କୃତ କରିଥିଲା କୋଇଲା ଦୁର୍ନୀତି ରେ କିଏ ଦୋଷୀ ହେଲା, କେବଳ ସରକାର ବଦଳିବା ଯୋଜନା ଥିଲା,2g ସ୍ପେକ୍ଟ୍ରମ କନ ହେଲା, କେବଳ ରାଜନୈତିକ ନାଟକ, ୨୪ନିର୍ବାଚନ ପୂର୍ବରୁ ସେଣ୍ଟ୍ରାଲ cAG ରିପୋର୍ଟ ପ୍ରକାଶ ପାଇଁ ସୁଯୋଗ ପାଇଲେନି ସବୁ ଅଧିକାରୀ ଙ୍କୁ ଅଧାରୁ ହଟେଇ ଦିଆଗଲା, ଆଜି ସବୁ ସାମ୍ବିଧାନିକ ସଂସ୍ଥା ର ଅଧିକାର ସଙ୍କୁଚିତ କରାଯାଇଛି
@mihirdwivedi8843
@mihirdwivedi8843 Ай бұрын
It's high time for Bjp government to take action against BJD party.
@nareshpanda4485
@nareshpanda4485 Ай бұрын
ଆପଣଙ୍କ ତଥ୍ୟ ଆଉ ଉପସ୍ଥାପନା ଓଡିଶା ର କୋଟି କୋଟି ଲୋକଙ୍କ ଆବେଗ ସହିତ ଜଡିତ.ସେଇ ଭିତରେ ମୋହନ ମାଝୀ ଅଛନ୍ତି କି ନାହାନ୍ତି ମୁଁ ତ ଜାଣିନି. ଦେଖାଯାଉ
@ranajitjena4668
@ranajitjena4668 Ай бұрын
ତୁମର କୋଉ ପାପ ପାଇଁ ପୁଅ ଅଧା ବୟସରେ ଗଲା ଟିକେ କହିଲେ ଓଡିଶା ଜନସାଧାରଣ ଜାଣିପାରନ୍ତେ ତୁମ ସାମ୍ବାଦିକତା କେତେ ନିରପେକ୍ଷ.
@NirmalSahu-p3r
@NirmalSahu-p3r Ай бұрын
ଆଜ୍ଞା 🙏, ଗୋଟେ ଗାଉଁଲି ଢ଼ଗ ମନେ ପଡ଼େ ସାର " ତୁ ତ ମୁତୁରୀ ମୁଁ ତ ମୁତୁରୀ, ହେଁସ କାହିଁ ପାଇଁ ଧୋଇବା ! ଏହାର ଜବାବ ଓଡ଼ିଶା BJP କୁ 29 ନିର୍ବାଚନରେ, ଏହି ନୀରବ ଭୋଟର ନିଶ୍ଚିତ ଦେବେ । କେବଳ ସମୟକୁ ଅପେକ୍ଷା !
@abhiramsahoo5642
@abhiramsahoo5642 Ай бұрын
ଆସନ୍ତା ୧୭ ତାରିଖରେ ଓଡିଶାକୁ ପ୍ରଧାନମନ୍ତ୍ରୀ ଗସ୍ତ କଲା ବେଳେ ଓଡିଶାର ଜନତା ଓ ଗଣମାଧ୍ଯମ ସଂସ୍ଥାମାନେ ଏ ପାପପେଡି ଖୋଲିବା ବିଷୟରେ ତାଙ୍କୁ ପ୍ରଶ୍ନ କରିବା ଉଚିତ ! ପ୍ରତିବାଦ କରିବା ବି ଦରକାର !
@SatrughanNayak-qf1rt
@SatrughanNayak-qf1rt Ай бұрын
ଛୋଟ ଛୋଟ ଯନ୍ତ୍ରୀ ଅଫିସର କିରାଣୀ ମାନଙ୍କୁ ଧରି ଦେଖେଇଲେ ଲାଭ ନାହିଁ, ବିଜେଡ଼ି ଦଳର ନେତା ମନ୍ତ୍ରୀ ଆଉ ବିଜେଡ଼ି ଦଳରେ ଯିଏ ଖେଳ କରୁଥିଲା ଆଉ ଶାନ୍ତ ସରଳ ମୁଖା ଲଗେଇ ଦୁର୍ନିତୀ କରିବାକୁ ନୀରବ ସମର୍ଥନ ଦେଇ ଅଜଣା ହୋଇ ରହିଯାଏ ତା ବିରୋଧରେ କେବେ CBI ED ଯାଞ୍ଚ୍ କରିବେ, ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ ନାହିଁ ତେବେ ଆଗକୁ ବିଜେପି ସରକାର କୁ ଓଡ଼ିଶାରୁ ବିଦା କରିବାରେ ଅବହେଳା କରିବେ ନାହିଁ ଜନତା
@dasharathiroutray7176
@dasharathiroutray7176 Ай бұрын
People want action against corruption and result ,no talking only
@shyamsundarkhadanga5307
@shyamsundarkhadanga5307 Ай бұрын
ଆପଣଙ୍କୁ ଶତ ଅଭିନନ୍ଦନ ପାପର ପେଢ଼ି ଖୋଲିବା ପାଇଁ ଜନମତ ସୃଷ୍ଟି କରିଥିବା ଯୋଗୁଁ ।ଜନମତ ଆଗରେ କିଏ ତିଷ୍ଟି ପାରିବ ନାହିଁ ।ଡେରିରେ ହେଲେ ମଧ୍ୟ ସରକାର ପଦକ୍ଷେପ ନିଶ୍ଚୟ ନେବେ ।
@prafulasingh2267
@prafulasingh2267 Ай бұрын
ଯେପର୍ଯ୍ୟନ୍ତ ରାଜା ଇନ୍ଦ୍ରଙ୍କର ହୁକୁମ୍ ନମିଳିଛି , ମୋହନଙ୍କ ବଂଶୀ ବାଜିବ କେମିତି ? କିଛି ନହେଲେ ଢୋଲ ମହୁରୀ ବାଜନ୍ତା , ସେ ବଜେଇବା ବାଲାଙ୍କୁ ବି ଛୁଟି କରିଦେଲେଣି ରାଜା ଇନ୍ଦ୍ରଦେବ । ଏବେ କେବଳ ରାଜା ଇନ୍ଦ୍ରଙ୍କର ଜୟ ଜୟ କାର ଗାନ । ଏହା ସତକଥା , ମୋହନଙ୍କ ଚାବିକାଠି ରାଜା ଇନ୍ଦ୍ରଙ୍କ ପାଖରେ , ରାଜା ଇନ୍ଦ୍ରଙ୍କର ଚାବିକାଠି ଅଛି ବ୍ରହ୍ମାଦେବଙ୍କ ପାଖରେ ଆଉ ବ୍ରହ୍ମାଦେବଙ୍କ ଚାବିକାଠି ତାମିଲନାଡୁରେ । ଏଣୁ ମୋହନ ଚାହିଁଲେ ବି ବଂଶୀ ବଜେଇବେ କେମିତି ? ଏବେ କେବଳ ପଶ୍ଚିମି ହ୍ବାୱା ବ୍ୟତିତ ପୂର୍ବ ଦକ୍ଷିଣି ଉତ୍ତରି ହ୍ବାୱା ବନ୍ଦ । ଆପଣ କୁହନ୍ତୁ କ'ଣ କରାଯିବ । ଆପଣଙ୍କର ବିଶ୍ଳେଷଣ ଗୁଡ଼ିକ ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ସତର୍କ ଘଣ୍ଟି ପରି ।
@childcare6895
@childcare6895 Ай бұрын
ଜିତିବା ପାଇଁ ବିଜେଡି ବିରୁଦ୍ଧରେ ଗଲେ ସିନା କିନ୍ତୁ ଯେତେ ବେଳେ ଦୁର୍ନୀତି ହଉଥିଲା କେନ୍ଦ୍ର କୁ ଭାଗ ଦଉଥିଲେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ
@sahoochittaranjan5973
@sahoochittaranjan5973 Ай бұрын
ମୋହନ ସରକାର ଙ୍କୁ ପଦକ୍ଷେପ ରେ ବଡ଼ ବାଧକ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଯିଏ କି ପାଣ୍ଡୁ ସହ ଭିତିରି ସମ୍ପର୍କ ଏବେ ବି ଅଛି, ରେଭେନ୍ସା ର ନାମ ପରିବର୍ତ୍ତନ ର କଥା ଉଠେଇ ମୋହନ ସରକାର ଙ୍କୁ ବଦନାମ କରୁଛି , ଧର୍ମେନ୍ଦ୍ର ବାବୁ ଉପରେ ପାଣି ଚିଞ୍ଚି ଭିତରେ ଚେର କଟିବାରେ ଲାଗିପଡିଛନ୍ତି,
@RajuRaju-ik9on
@RajuRaju-ik9on Ай бұрын
କିଛି କରି ପାରିବେ ନାହିଁ ଭାଷଣରେ 5 ବଷ ସରି ଯିବ ଏମାନଙ୍କ ନିଜସ୍ୱ କିଛି ନାହିଁ
@bhubanmohanty3853
@bhubanmohanty3853 Ай бұрын
କିଛି ହେବନି ନିର୍ବାଚନ ଜିତିବା ପାଇଁ ଏକ narrative ଥିଲା
@rameswar3765
@rameswar3765 Ай бұрын
ପାପପେଡି ଖୋଲିଲେ ମୋହନ ବାବୁଙ୍କ ଭୁଷୁଡ଼ି ଯିବାର ଭୟ ଅଛି ,ତେଣୁ ଖୋଲାଯାଇ ପାରୁନି...
@chhabindramansingh73
@chhabindramansingh73 Ай бұрын
Bjp, bjd ସଲା ସୁତରା କିଛି ଦୁର୍ନୀତି ଧରିବନି bjp, ମହଙ୍ଗା ପଡିବ bjp କୁ
Conflict among Ministers - MLAs intensified!
4:22
Nirbhay
Рет қаралды 13 М.
У вас там какие таланты ?😂
00:19
Карина Хафизова
Рет қаралды 20 МЛН
Amazing remote control#devil  #lilith #funny #shorts
00:30
Devil Lilith
Рет қаралды 11 МЛН
Why is Naveen affected by comments on Pandian?
22:30
Nirbhay
Рет қаралды 36 М.