Who selected Deepak - Smith for Governor's medals, who dropped them?

  Рет қаралды 23,922

Nirbhay

Nirbhay

Күн бұрын

Пікірлер: 161
@jyotirmayjena1869
@jyotirmayjena1869 2 күн бұрын
ଆପଣଙ୍କ ସମାଲୋଚନା ଏବଂ ପରାମର୍ଶ ପାଇଁ ମୋହନ ସରକାରଙ୍କ ଆଖି ଖୋଲିଲା । ମୋତେ ଲାଗୁଛି ସ୍ବୟଂ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ନିର୍ଭୟ ଗୁମର କଥାର ଜଣେ ନିୟମିତ ଦର୍ଶକ ଏବଂ ପ୍ରଶଂସକ । ନବୀନ ବାବୁ ଏବଂ ମୋହନ ବାବୁ ଉଭୟ ଧନ୍ଯବାଦର ପାତ୍ର ।
@biswabhusannanda8664
@biswabhusannanda8664 Күн бұрын
Very very CORRECT and BOLD analysis.
@gyanabratamohanty4219
@gyanabratamohanty4219 Күн бұрын
ବାଃ ବାଃ ଚମତ୍କାର ବିଶ୍ଳେଷଣ କରିଚାଲିଛନ୍ତି - ନିର୍ଭୟ ର ନିର୍ଭୀକ ଅଧିକାରୀ - ନବୀନ ଦାଶ ଭାଇ | ଚୋରଙ୍କ ଘର ସବୁଦିନେ ଅନ୍ଧାର ନଥାଏ | ନୂଆ ମୋହନ ସରକାରଙ୍କୁ ସଚେତନ କରି ଚାଲନ୍ତୁ | ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ | 👍👍🙏🙏
@satishchandrabehera7291
@satishchandrabehera7291 2 күн бұрын
ଯାହା ସବୁ କହୁଛନ୍ତି ଆପଣ ନିର୍ଭୟରେ। ସୁନ୍ଦର ଫଳାଫଳ ତାର ଯଥା ସମୟରେ।। ଏମିତି କହି ଚାଲନ୍ତୁ ନବୀନ ମହାଶୟ। ଆପଣଙ୍କୁ ଭଲରେ ରଖନ୍ତୁ ମଙ୍ଗଳମୟ।। ଜୟ ଜଗନ୍ନାଥ!!!
@surendranathlenka3599
@surendranathlenka3599 2 күн бұрын
ଏବେ ଆମେ ନିଶ୍ଚିତ ହେଲୁ ଯେ ସରକାରରେ କେହିନା କେହି ନିର୍ଭୟ ଗୁମର କଥା କୁ ଗୁରୁତ୍ବର ସହ ଦେଖୁଛନ୍ତି। ମୁଁ ଭାବୁଛି ଗୁରୁବାର ର ସମାଲୋଚନା ସମାଲୋଚନା ସରକାରଙ୍କୁ ବାଟକୁ ଆଣିଲା। ଆଗକୁ ପଣ୍ଡିଆନ ଇକୋ ସିଷ୍ଟମକୁ ଭେଦ କରିବାକୁ ପ୍ରକାଶ ମିଶ୍ର ଉପଯୁକ୍ତ ପରାମର୍ଶ ଦେବେ।
@PrasantaKumarSahoo-65
@PrasantaKumarSahoo-65 2 күн бұрын
Right bhai
@SurendraMishara-h1p
@SurendraMishara-h1p 2 күн бұрын
ସାଦର ପ୍ରଣାମ, 🙏ଏହାକୁ କହନ୍ତି ମୋହନ ସରକାରଙ୍କର ଠିକ ସମୟରେ ଠିକ ନିଷ୍ପତ୍ତି ନେବା... ଏବେ ତ ପ୍ରକାଶ ସାର ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ଅଛନ୍ତି, ଏଣୁ ସେ ମଧ୍ୟ ସରକାରଙ୍କୁ ଉଚିତ ପରାମର୍ଶ ଦେବେ.. ଜୟ ଶ୍ରୀରାମ 🙏🙏
@khirodkumarpanda4763
@khirodkumarpanda4763 2 күн бұрын
R K Sharma ଙ୍କୁ ଏପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଡାକି ଭର୍ସନା ଓ ତାଗିଦ କଲେଣି କି ନାହିଁ ଏଭଳି ଅଫିସର ପାଣ୍ଡିଆନ ଙ୍କ ଗୋଲାମଗିରି
@susantasahoo9544
@susantasahoo9544 2 күн бұрын
ଧନ୍ୟବାଦ ନବୀନ ବାବୁ, ଆପଣଙ୍କ ଅନୁସନ୍ଧାନ ମୂଳକ ତଥ୍ୟ ପ୍ରକାଶ କଲାପରେ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଛି ଓ ପରେ ଏ ଦୁଇଜଣଙ୍କୁ କାଲି ରାଜ୍ୟପାଳ ପଦକ ଦିଆଯାଇନାହିଁ / ଓ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ରୂପେ ନିଯୁକ୍ତି ମିଳିଛି /
@ajitkumarpanda6388
@ajitkumarpanda6388 2 күн бұрын
ଆପଣଙ୍କ ତଥ୍ୟ ମୂଳକ ସମ୍ବାଦ ପରିବେଷଣ କୁ ସରକାର ଗୁରୁତ୍ବ ର ସହ ନେଉଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରୁଛନ୍ତି ,,,,, ଆପଣଙ୍କୁ ସତ ସତ ଧନ୍ୟବାଦ୍ ଆପଣଙ୍କ ର ନିର୍ଭୀକ ସମ୍ବାଦ ପରିବେଷଣ ପାଇଁ,,,,,,,,,
@rajanikantachoudhury2343
@rajanikantachoudhury2343 2 күн бұрын
ସାର ନମସ୍କାର. ବହୁତ ବହୁତ ଧନ୍ୟବାଦ ଆପଣ ଙ୍କ ଆକଳନ ଅତି ସଠିକ ହେଲା. ସମୟ ସାପେକ୍ଷ ହେଲେ ମଧ୍ୟ ମାଡ଼ ଟା ଠିକ ଠିକ ବାଜିବା ଆରମ୍ଭ ହେଲାଣି.
@bishnucharnrana3282
@bishnucharnrana3282 2 күн бұрын
ନିଷ୍କପଟ ସରଳ ମୋହନ ସରକାରଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଭରସା । ଆପଣଙ୍କ ଉପସ୍ଥାପନାକୁ ଅଶେଷ ଧନ୍ୟବାଦ।
@nrushinghnathsahu1630
@nrushinghnathsahu1630 2 күн бұрын
ନିର୍ଭୟ ଗୁମର କଥା କୁ ମୋହନ ସରକାର ଗୁରୁତ୍ୱର ସହ ନେଉଛନ୍ତି
@prabhasray675
@prabhasray675 2 күн бұрын
Jay Shriram
@babitaswain571
@babitaswain571 2 күн бұрын
ଏମାନେ ପ୍ରଶାସନ ରେ କଳଙ୍କ। ଖାକି ପାଇଁ ଏମାନେ ଅଯୋଗ୍ୟ।
@tariniprasadmohanty1136
@tariniprasadmohanty1136 2 күн бұрын
ଆପଣଂକର ସଚେତନତା ଆଉ ଉପଦେଶ ପାଇଁ ଧନ୍ୟବାଦ.
@Skstarvlog3735
@Skstarvlog3735 2 күн бұрын
ସରକାର ଆପଣଙ୍କ କଥା ଦେଖୁଛନ୍ତି cm ସିଧା Rk sharma କୁ ବାହାର କରାଯାଉ
@dr.purnendutripathy5263
@dr.purnendutripathy5263 2 күн бұрын
ଆପଣଙ୍କ ନିର୍ଭୟ ର ଗୁମର କଥା ଓ ତାହାର ସଂପ୍ରସାରଣ ହିଁ ବାଧ୍ୟ କରିଥିବ।
@basantibalapanigrahi5289
@basantibalapanigrahi5289 2 күн бұрын
Home Department should be given to Jay Narayan Mishra
@BhaktaHari-xy3lf
@BhaktaHari-xy3lf 2 күн бұрын
Right ❤❤
@indiradutta5837
@indiradutta5837 2 күн бұрын
ଆପଣଙ୍କ ବିଶ୍ଳେଷଣ ଯଥେଷ୍ଟ ପରିମାଣରେ ପ୍ରଭାବ ପକାଇଛି ନିଶ୍ଚୟ ।
@prankrishnabanik2906
@prankrishnabanik2906 2 күн бұрын
Very nice presentation. ଆପଣଙ୍କୁ ବିନମ୍ର ଅନୁରୋଧ, ଯେହେତୁ ମୋହନ ବାବୁ ନୂଆ ଆଉ ସରକାର ଚଳାଇବା ଅଭିଜ୍ଞତା ସମ୍ପୂର୍ଣ୍ଣ ହାସଲ କରି ନାହାନ୍ତି, ତେଣୁ ଆପଣ ହିଁ ଉପଯୁକ୍ତ ବ୍ୟକ୍ତିତ୍ଵ ଯିଏକି ତାଙ୍କୁ ହାତଧରି ବାଟ ଚାଲିବା ଶିଖେଇ ପାରିବେ । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆପଣ ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆଗକୁ ଆସି ମୋହନ ବାବୁଙ୍କୁ ସୁପରlମର୍ଶ ଓ ସଚେତନ କରାଇ ଥିବାରୁ । ପୁଣିଥରେ ଅନେକ ଅନେକ ଧନ୍ୟବାଦ ଓ ନମସ୍କାର ।
@indiradutta5837
@indiradutta5837 2 күн бұрын
ଯାହାହେଉ ବିଳମ୍ବ ରେ ହେଉ ପଛେ ସରକାର ଙ୍କ ଚୈତନ୍ୟ ଉଦୟ ହୋଇଛି ।
@basantapattnaik7812
@basantapattnaik7812 2 күн бұрын
ସାର ପ୍ରଣାମ 🙏🌹
@neerennayak7417
@neerennayak7417 2 күн бұрын
ଗୁଡ୍ ପଦକ୍ଷେପ ମୋହନ ସରକାର
@praneswaripurohit4902
@praneswaripurohit4902 18 сағат бұрын
Thank you Sir 🙏🏻
@brajabandhusahoo6043
@brajabandhusahoo6043 2 күн бұрын
ଏଥର ଆସିଗଲେ ଆଉ ମୋହନ ବାବୁ ଡରିବେ ନାହିଁ ପ୍ରକାଶ ମିଶ୍ର ଠିକ ବାଟ ଦେଖାଇବେ.
@pradeepbannerjee7500
@pradeepbannerjee7500 2 күн бұрын
Sir, many many thanks.
@KhirodChandrachand
@KhirodChandrachand Күн бұрын
ବହୁତ ବଢ଼ିଆ ଲାଗିଲା ମୋହନ ବାବୁ ଙ୍କୁ ଅଶେଷ ଧନ୍ୟବାଦ ! ଏହି ପଦକ୍ଷେପ କେବଳ ଆପଣଙ୍କ ସତର୍କ ସନ୍ଦେଶ ପାଇଁ ହୋଇପାରିଲା.
@RanjanBehera-ge1kf
@RanjanBehera-ge1kf 2 күн бұрын
🌱 ଆମେ କେତେ ଖୁସିରେ ବାଛିଥିଲୁ Double Engine.. ଭ୍ରଷ୍ଟାଚାରି ମାନଙ୍କୁ Deputation ରେ ହେଲେ ପଠାଯାଉ...
@SibaPrasadPadhi-nw5rt
@SibaPrasadPadhi-nw5rt Күн бұрын
Dhanya bad sir
@narayanmohanty5100
@narayanmohanty5100 Күн бұрын
The CM, Mohan charan Majhi was narrowly escaped from being cheated regarding governor's medal issue. Thanks a lot to nirbhay for its warning - l convey my gratitude to Naeen Das and Nirbhay as well.
@sarojghosh1199
@sarojghosh1199 Күн бұрын
ନବୀନ ଭାଇ ନମସ୍କାର, ପ୍ରକୃତରେ ଆପଣ ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ଅଟନ୍ତି l ଭଗବାନ ଆପଣଙ୍କୁ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ କରନ୍ତୁ l ଆପଣଙ୍କ ନିର୍ଭୀକ ସାମ୍ବାଦିକତା ଓଡିଶାବାସୀଙ୍କୁ ଆଜି ମନ୍ତ୍ରମୁଗ୍ଧ କରିପାରିଚି l ବହୁତ ବଢିଆ ବିଷୟ ଓ ଆପଣଙ୍କ ଉପସ୍ଥାପନା l ଜୟ ଶ୍ରୀରାମ 🙏👍
@debiprasadpanda3490
@debiprasadpanda3490 Күн бұрын
Hope Nirbhay will continue to work for the larger interest of Public in future. Thanks a lot for bringing the inside story behind the medal in right time.
@santoshbiswal6256
@santoshbiswal6256 Күн бұрын
ସାର ପ୍ରଣାମ. ଆପଣଙ୍କ ଉପସ୍ଥାପନା ଉଭାକୋଟୀର. ଗୁମର କଥା ବିଜେପି ବାଲେ ଠିକ ବୁଝିଲେ. ତେଣୁ ଏ ଦୁଇ ଭଦ୍ର ଲୋକ ଉପାଧି ବଂଚିତ ହେଲେ. ଆଉ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ବିଷୟ କୁ ଆପଣ ଙ୍କ ଗୋଚରଃଥେ ଜଣାଇବାକୁ ଯାଉଛୁ. ଯଥା ସ୍ମର୍ଟ ମିଟର ଲଗାଇ ଲୋକ ମାନଂକୁ ଶୋଷଣ କରିବାକୁ ଗଲେଣି. ଏଇ ପଂଚାୟତ ଇଲେକ୍ସନ ରେ ସବୁ ଜାଣି ପାରିବେ ବିଜେପି ବାଲେ.
@pradiptasahoo3488
@pradiptasahoo3488 Күн бұрын
Thank you sir for your couragious attempt.
@childcare6895
@childcare6895 2 күн бұрын
ଆପଣଙ୍କ ଉପରେ ଦୁଇ ଜଣ ଅଫିସର ରାଗରେ ଜଳୁ ଥିବେ
@santoshkumarsahoo8671
@santoshkumarsahoo8671 Күн бұрын
😅😅😅
@PurnachandraBehera-if5tu
@PurnachandraBehera-if5tu 2 күн бұрын
ନିର୍ଭୟର ପ୍ରଭାଵ।
@rajatkumarbehera3973
@rajatkumarbehera3973 Күн бұрын
ବହୁତ ବଢିଆ ଉପସ୍ଥାପନା...... ଏକଦମ ସତ ଆପଣ କହିଛନ୍ତି.,..
@khatoofficial3175
@khatoofficial3175 Күн бұрын
U r right sir
@akshayakumarnayak492
@akshayakumarnayak492 2 күн бұрын
Goodadvice
@laxmidharsatapathy1167
@laxmidharsatapathy1167 21 сағат бұрын
Wow, very effective analysis ❤
@sudhanshudas9574
@sudhanshudas9574 Күн бұрын
Sir namaskar apna kemiti janu chanti sabu Katha apanku bahut bahut dhanyabad
@PraphulaBhuyan-c9p
@PraphulaBhuyan-c9p 2 күн бұрын
Thank you sir. God bless you.
@AchintyaBiswal
@AchintyaBiswal 2 күн бұрын
Nabin babu very very thanks to u for ur disclosure of pandian's officers nexus.
@maheswarprusty3043
@maheswarprusty3043 2 күн бұрын
100/very.good.thank.you.congraculation.namste
@motilalmunda2816
@motilalmunda2816 2 күн бұрын
Dhanyabadh
@chhabindramansingh73
@chhabindramansingh73 2 күн бұрын
ଅରୁଣ ଥୋବୋରା କୁ ପଦକ ଦେଲେନି ମନ ଦୁଃଖ, କେତେ ନିରପେକ୍ଷ୍ୟ ସାଧୁ ଲୋକଟା, ଏସଳା ଅଫିସରଙ୍କୁ bjp କ୍ଷମତା ବିହିନ ପଦବିରେ ରଖୁ ନଚେତ ହିନସ୍ତା ହବ
@RanjanBehera-ge1kf
@RanjanBehera-ge1kf 2 күн бұрын
☀️ ବହୁତ ଦୁଃଖ ଲାଗୁଛି ଆମ୍ଭରି ଆଖି ଆଗରେ ବିଜେପିର ଭୋଟ୍ ତାସ୍ ଖେଳ ଭଳି ଭୁଷୁଡି ଯାଉଛି....
@amit_ganjam
@amit_ganjam Күн бұрын
Power of Nirbhay.
@prasannakumar3065
@prasannakumar3065 Күн бұрын
Sir, ଓଡ଼ିଶାରେ ସବୁ ଚଳିବ. ସବୁ corrupt officers reward ପାଆନ୍ତି. ଭିଜିଲାସନ୍ସ raid ପରେ ଅଫିସର sp ହୁଏ. ଏମିତି ନହୋଇଥିଲେ କୁଟେ, ଆଶିଷ ସିଂ clean chit ପାଇଁ ନଥାନ୍ତେ. ପାଣ୍ଡିଆନ ର ସବୁ ଦୁର୍ନୀତି ଜାଣିବା ପରେ ବି ବିଜେପି govt. ଚୁପ ବସିଛି. ବିଜେପି govt. କିଛି କରିପାରିବ ନାହିଁ. ଶେଷରେ ଶାସନ ବି ହାତରୁ ଯିବ. ବିଜେଡି ତ ଆଉ ନଥିବ, ନୂଆ ଏକ ଆଞ୍ଚଳିକ ଦଳ ଶାସନ କରିବ.
@madhusudanmohanty4293
@madhusudanmohanty4293 Күн бұрын
Good explanation
@ArakhitaDash
@ArakhitaDash 2 күн бұрын
Apannku ases dhanyabad
@santoshpurohit8540
@santoshpurohit8540 Күн бұрын
😮🙏 Namaskar ♥️.... Ecosystem upare bhala najar rakhi thibaru.... Bishesh Dhanyawad 🙏
@rabindrakumarpanda9861
@rabindrakumarpanda9861 2 күн бұрын
Excellent
@rabindrakumarmohapatra8182
@rabindrakumarmohapatra8182 Күн бұрын
Fine
@mihirdwivedi8843
@mihirdwivedi8843 2 күн бұрын
I am a regular viewer of your news, atleast you have saved the prestige of Mr Majhi CM.
@unlimitedstatus7362
@unlimitedstatus7362 Күн бұрын
ଓଡିଶା ର ସମସ୍ତ ନାଗରିକ ଙ୍କ ତରଫରୁ ମୁଁ ଆପଣଂକୁ ଧନ୍ୟବାଦ ଦେଉଛି
@prafullachandrasahoo7183
@prafullachandrasahoo7183 2 күн бұрын
ଆପଣଙ୍କୁ ଧନ୍ୟବାଦ।
@bikashkumar-u5x9j
@bikashkumar-u5x9j 2 күн бұрын
ଜୟ ଶ୍ରୀ ଜଗନ୍ନାଥ
@basantibalapanigrahi5289
@basantibalapanigrahi5289 2 күн бұрын
Jay Jagannath 🙏 🙏 🙏
@ientertainm9236
@ientertainm9236 2 күн бұрын
ଓହୋ beautifull 😂😂😂😂
@chandipadapanda4707
@chandipadapanda4707 Күн бұрын
ନିର୍ଭୟ ଗୁମର କଥାର ପ୍ରଭାବର ବାସ୍ତବ ପ୍ରତିଫଳନ ଦେଖିବାକୁ ମିଳିଲା, ଗୁମର କଥାର ଉପସ୍ଥାପକ ଙ୍କୁ ଅଶେଷ ଧନ୍ୟବାଦ।
@GolokSahoo
@GolokSahoo 2 күн бұрын
Thank you for timely episode.
@biswajeetnayak5019
@biswajeetnayak5019 Күн бұрын
ମୋହନ ସାର୍ ନିଶ୍ଚିତ ନିର୍ଭୟ ଗୁମର କଥା ଦେଖି ନିଷ୍ପତ୍ତି ନେଇଥିବେ ନବୀନ ସାର୍ ଆପଣ ଦୁଇ ଦିନ ହେବ କଣ ମତାମତ ପଢ଼ୁନାହାନ୍ତି😢
@mituprdhan2020
@mituprdhan2020 2 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🅾️‼️🅾️🙏🏻🙏🏻🌹🙏🏻🌹🙏🏻🌹
@mishrabishnu7848
@mishrabishnu7848 Күн бұрын
ନବୀନ ସାର୍ ପ୍ରଣାମ, ଆପଣଙ୍କ ନିର୍ଭୟ ଗୁମର କଥା ପାଇଁ ବିଜେପି ସରକାର କିଛି ସୁଧୁରୁଛି ତେଣୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାତ୍ରା ଧିକ ହସ୍ତକ୍ଷେପ ଉପରେ ଗୋଟିଏ ସ୍ପେକ୍ସିଆଲ ଏପିଶୋଡ କରିବାକୁ ଆପଣଙ୍କୁ ଅନୁରୋଧ।
@gangadhardash3430
@gangadhardash3430 Күн бұрын
🎉🎉🎉
@bikashsamal4029
@bikashsamal4029 2 күн бұрын
Your opinion is.fully correct sir
@SabitaKhuntia-ih5yq
@SabitaKhuntia-ih5yq 2 күн бұрын
Jay Jagannath sir namaskar 🙏🙏
@bijayakumarmishra2964
@bijayakumarmishra2964 2 күн бұрын
👍👍👍👌
@prasannatarini3737
@prasannatarini3737 2 күн бұрын
Jay shree jagannath
@pramodkumarrout7641
@pramodkumarrout7641 Күн бұрын
ଆପଣ ଙ୍କ ତଥ୍ଯ ଭିତ୍ତିକ ଉପସ୍ଥାପନା ଯୋଗୁ ସେମାନଙ୍କ ନାମ ବୋଧହୁଏ ସରକାର ବାଦ ଦେଲେ।
@manjupravamishra8000
@manjupravamishra8000 2 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@ashokkumarraul3504
@ashokkumarraul3504 Күн бұрын
ଯାହା ହେଉ ଆମ ମୂଖ୍ୟମନ୍ତ୍ରୀ ନିର୍ଭୟା ଗୁମରକଥା ଦେଖନ୍ତି ବୋଲି ଏବେ ବିଶ୍ୱାସ ହେଲା ।
@prasannatarini3737
@prasannatarini3737 2 күн бұрын
❤❤❤❤
@Jagannath-oc9ht
@Jagannath-oc9ht Күн бұрын
JAI JAI SHREE JAGANNATH.
@satyanaryanpraharaj5840
@satyanaryanpraharaj5840 Күн бұрын
ଏଥିପାଇଁ ଗୁହ ସଚୀବ ଦୟି ତାକଂ ଉପରେ କରୟାନୁଷଠାନ ହେବା ଦରକାର । ଆପଣ ସାହସିକତାର ସହ ଉଠାଇବାରୁ ବନ୍ଦ ହେଲା ।
@manaswinisahoo6357
@manaswinisahoo6357 Күн бұрын
ଆପଣ ଗୁମର ଖୋଲୁଛନ୍ତି ବୋଲି, ରାଜ୍ୟ ରକ୍ଷା ପାଇଯାଉଛି
@rabindrarath9474
@rabindrarath9474 Күн бұрын
ସାର ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ ଅପଣ ଓଡିଶା ର ଜାଗ୍ରତ ପ୍ରହରୀ
@KamalakantaNayak-z3o
@KamalakantaNayak-z3o 2 күн бұрын
ପିପିଲି ଗଣ ଦୁଷ୍କର୍ମ ଘଟଣା ଠାରୁ ଶେଷରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପର୍ଯ୍ୟନ୍ତ ଯେତେ ସବୁ ଅଘଟଣ ହୋଇଛି ସେଗୁଡ଼ିକୁ ଢାଙ୍କି ଦେବା ପାଇଁ ଯେଉଁ ମାନେ ନିୟମ କାନୁନ କୁ ଜଳାଞ୍ଜଳି ଦେଇଛନ୍ତି ସେମାନେ ଧର୍ମ ର ଦଣ୍ଡ ପାଇଁ ଅପେକ୍ଷା କରନ୍ତୁ।
@prakashchandrapattnaik9214
@prakashchandrapattnaik9214 2 күн бұрын
ସାର 🙏 ଆହୁରି ମଧ୍ୟ ନିର୍ଭାୟ ଗୁମର କଥାକୁ ଆସେଶେଷ ଧନ୍ୟବାଦ 👍💐❤️
@deepakkumarmohapatra5056
@deepakkumarmohapatra5056 Күн бұрын
ନିର୍ଭର ଗୁମର କଥା ହିଁ ମୂଖ୍ୟ...😃😃😂😂🙏🙏
@successfullife6722
@successfullife6722 2 күн бұрын
🙏🚩🚩🚩
@rabindraprusty4718
@rabindraprusty4718 2 күн бұрын
Majhi sarkar follow nirbhaya guide line
@rajanikantabiswal2669
@rajanikantabiswal2669 Күн бұрын
ସାର୍ ନମସ୍କାର ଜଗନ୍ନାଥ ଆପଣ ଙ୍କୁ ଦିର୍ଘାୟୁ କରନ୍ତୁ ଓଡ଼ିଶା ର ଲୋକମାନଙ୍କୁ ସତ୍ଯ ଓ ନିରପେକ୍ଷ ଖବର ଦେଇଥିବା ରୁ ଅଶେଷ ଅଶେଷ ଧନ୍ଯବାଦ
@gurumohanty8208
@gurumohanty8208 2 күн бұрын
सही पकड़े है Sirji
@surendramoharana6643
@surendramoharana6643 2 күн бұрын
Aaji nichhita helijey aapana ka analyze ku mohan babu ku nochhinta follow up karuchanti, thanks for you sir, aapana ka pai sarakar lanchhita hebaru banchigaley.
@subodhakumardash6750
@subodhakumardash6750 Күн бұрын
ପ୍ରତ୍ୟେକ ପ୍ରସଙ୍ଗ ରେ ମୁଖ୍ୟମନ୍ତ୍ରୀ ସଜାଗ ହେବା ଆବଶ୍ୟକ
@sanjayadebta8681
@sanjayadebta8681 2 күн бұрын
ପୁରସ୍କାର ଗ୍ରହଣ ପୂର୍ବରୁ ଆପଣଙ୍କ ସତେଚନାତ୍ମକ ନିର୍ଭୟର episode ଟି ଭିଟାମିନ ଭଳି କାମ ଦେଇଛି। ନିର୍ଭୟର ନିର୍ଭୀକ ସାମ୍ବାଦିକ ଭଗବାନ୍ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ 🙏🙏🙏🙏🙏
@sumankar6856
@sumankar6856 Күн бұрын
Pandu is so hateful. Nobody likes him. But still bjd clings to him. 😂😂😂😂
@kamalakantadas6050
@kamalakantadas6050 2 күн бұрын
ଜୟ ଜଗନ୍ନାଥ 🙏
@santoshsamal4897
@santoshsamal4897 2 күн бұрын
Jiye bhi katichi vala karichi na hele BJP ku loka chhi chhakara hei thanta
@anasuiyamohapatra5111
@anasuiyamohapatra5111 2 күн бұрын
First viewer
@RanjanBehera-ge1kf
@RanjanBehera-ge1kf 2 күн бұрын
💠 Very good...👍💐💐🌸
@MarutiEntertainment5241
@MarutiEntertainment5241 2 күн бұрын
Jay shree jagarnath
@padarbindasamal4365
@padarbindasamal4365 Күн бұрын
Let's hope things are going to change now that Prakash Mishra, the Former Director General of Odisha Police and Director General (DG) of the Central Reserve Police Force (CRPF), has been appointed as Chief Minister Mohan Charan Majhi's advisor.
@manasdas5715
@manasdas5715 2 күн бұрын
ଆଞ୍ଜା ପାଣ୍ଡିଆ ଇକୋ ସିଷ୍ଟମ ଜେଉଁ ଷଡ଼ଯନ୍ତ୍ର ରଚିଥିଲେ ପ୍ରାଇଜ ଦେବାପାଇଁ ଯେଉଁମାନେ ନବୀନ ପଟ୍ଟନାୟକ କ୍ୟାବିନେଟ୍ ର ପୂର୍ବତନ ମନ୍ତ୍ରୀଙ୍କୁ ନବ ଦାସ ଏବଂ ସ୍ମିତା ମେହେର ଙ୍କ ହତ୍ୟା ତଦନ୍ତ କୁ ଏପଟ ସେପଟ କରିଦେଇଥିଲେ କିନ୍ତୁ ସୈାଭାଗ୍ୟ କୁ ନିର୍ଭୟ ଗୁମରକଥା ତାଙ୍କର ପର୍ଦ୍ଦାଫାଶ କରିଦେବାରୁ ଇକୋ ଗୋଷ୍ଠୀ ଚିଟପଟାଙ୍ଗ , ଧନ୍ୟବାଦ ଆପଣ ଙ୍କୁ ଏକ ବିପଦ କୁ ଗାଳିଦେଲେ 👌🙏👍
@sandhatoka3091
@sandhatoka3091 2 күн бұрын
Khusi lagila...apananka upastapana sedina dekhithili .ebon khusi lagila je aji tar falafal dekhi bahut khusi..emiti ei bhali chora taskar ias ips neta mananku bataku anibaku chesta jari rahu
@Lakshmidharpradhan7437
@Lakshmidharpradhan7437 Күн бұрын
ନିର୍ଭୟର ଆତ୍ମ ବ୍ୟାକୁଳତା ସୁଦୃଢ ବିଚାର ଧାରାର ମହୋଷଧି ଭଳି । ସମାଜ ତତ୍ତ୍ଵରେ ପଦାଧିକାରୀ ମାନଙ୍କର ମାନବିକ ମୂଲ୍ୟବୋଧର ଅବକ୍ଷୟ ଯଜ୍ଞରେ ଏପରି ନବ ଦାସ, ମମିତା ମେହେର୍ ଙ୍କ ଭଳି ଚରିତ୍ର ମାନଙ୍କୁ ଆତ୍ମ ବଳିଦାନ ଦେବାକୁ ହୋଇଥାଏ। ନିର୍ଭୟର ପ୍ରଭାବ ଏବଂ ରାଜ୍ଯ ସରକାରଙ୍କ ଜ୍ଞାନ ଉଦ୍ରେକ କରି ନିଷ୍ପତ୍ତି କୁ ସୁସ୍ୱାଗତ ।
@suryakantasahoo5526
@suryakantasahoo5526 Күн бұрын
ଆମେ ଟିକେ ରାଗି କି ଆମ ପ୍ରିୟ ମୋହନ sir ଙ୍କୁ ଗାଳି ଦେଇଥିଲୁ, କ୍ଷମା କରିଦେବ । ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖନ୍ତୁ ।
@akpanda833
@akpanda833 Күн бұрын
GOVT SLEEPING MODE
@satyanaryanpraharaj5840
@satyanaryanpraharaj5840 Күн бұрын
ଆପଣକୁଂ ଭଲରେ କମେଟ କଲେ ସେତେବେଳେ ବିଜେଡି ରୁ ଧମକୀ ଆସୁଥିଲା କାନ୍ତୁ ସେ ଜାଣିନଥିଲେ ମୁଁ ପ୍ରତିଷ୍ଠା ସଭ୍ୟ ।
Katani-Chatani takes away 800 rupees | No Comments
4:52
Nirbhay
Рет қаралды 12 М.
Odia asmita once again mocked | No Comments
6:13
Nirbhay
Рет қаралды 12 М.