Is Deputy Chief Minister promoting a private organization? | No Comment

  Рет қаралды 10,939

Nirbhay

Nirbhay

Күн бұрын

Пікірлер: 83
@successfullife6722
@successfullife6722 9 сағат бұрын
ସାର, ଆପଣଙ୍କୁ କୋଟି କୋଟି ପ୍ରଣାମ l ଆପଣ ରାଜ୍ୟ ସ୍ୱାର୍ଥରେ ଉଚିତ ଉପସ୍ଥାପନା କାର୍ଯ୍ୟ କରୁଥିବାରୁ ସାଧୁବାଦ l ଜୟ ଶ୍ରୀରାମ l🚩🚩🚩
@prasantakumarswain3419
@prasantakumarswain3419 10 сағат бұрын
କଦାପି ଅନୁମତି ଦେଇ ନଥିବେ, ତେବେ ସତସାହସ କିଛି କମ ନୁହେଁ, ଅନୁସନ୍ଧାନ ସାପେକ୍ଷ ।
@anadicharansamal7033
@anadicharansamal7033 11 сағат бұрын
ତିରୁପତି ପାଣିଗ୍ରାହୀ ଜାଲରେ ପଡ଼ିଛନ୍ତି ଉପମୁଖ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ
@ManojKumar-ie1sk
@ManojKumar-ie1sk 9 сағат бұрын
Tirupati panigrahi Kaha pua?
@debansupatro5419
@debansupatro5419 6 сағат бұрын
​@@ManojKumar-ie1sk tirupati panigrahi ra pua rupesh panigrahi parlakhemundi bjd mla
@rajendramaharana9243
@rajendramaharana9243 8 сағат бұрын
Absolutely correct
@SabitaKhuntia-ih5yq
@SabitaKhuntia-ih5yq 10 сағат бұрын
Jay Jagannath sir namaskar excellent 🙏🙏
@laxmidharnayak4191
@laxmidharnayak4191 8 сағат бұрын
ପାଇଥିବେ। ନଚେତ୍ ଫଟୋ ଗୁଡ଼ିକୁ ଲଗାଇବା ପାଇଁ ସାହସ କରି ନ ଥାଆନ୍ତି। ସ ବର୍ତ୍ତମାନ ସମୟରେ ଯାହା ଦରକାର ହାଇଟେକ୍ ହାଇଲି ଦେଇ ଥିବ। ଧନ୍ୟବାଦ ନମସ୍କାର।
@sureshchandradash6900
@sureshchandradash6900 9 сағат бұрын
କିଛି କମେଣ୍ଟ ଲେଖିବାକୁ ହାତଯାଉନାହିଁ 👌
@ajitkumarpanda6388
@ajitkumarpanda6388 8 сағат бұрын
କି ବେଳ ହେଲାରେ ମାଧିଆ,,,,, ଆପଣଙ୍କ ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଉପ ମୁଖ୍ୟମନ୍ତ୍ରୀ ଦୁଇଜଣ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ,,,,,ଏ କି ପ୍ରକାର ସରକାର ଚାଲିଛି ଆମ ରାଜ୍ୟ ରେ,,,,,,,
@HemantaJena-fc2kz
@HemantaJena-fc2kz 5 сағат бұрын
ଅତ୍ୟନ୍ତ ଉଚ୍ଚକୋଟୀର ଆଲୋଚନା ଆପଣଙ୍କୁ ଅନେକ ସାଧୁବାଦ
@ManaGobinda-wl6oz
@ManaGobinda-wl6oz 5 сағат бұрын
ରାଜନୀତି କୁ ବ୍ୟବସାୟ କରିଦେଲେ।
@apartibehera6122
@apartibehera6122 8 сағат бұрын
ଏମାନେ ସବୁ କ୍ଷମତା ବାଉଳା । ଆଗକୁ ଆଉ ପାଇବେ କି ନାହିଁ। ତେଣୁ ଖାଇ ଚାଲ
@netajidash9367
@netajidash9367 8 сағат бұрын
ଶୁଣିବା କଥା ଦିନେ ଗୁପଚୁପ ବିକୁଥିବା ଅଶିକ୍ଷିତ ନ ହେଲେ ବି ସେମିତି ଶିକ୍ଷିତ ନଥିବା ଲୋକ ମା' ଲକ୍ଷ୍ମୀଙ୍କ କୃପାରୁ ଧନଶାଳୀ ହେଇ ରାଜନେତାଙ୍କ ନିକଟତର ହେବାର କଳା ହାସଲ କରିଛି। କାଲି ବିଜଦ ସାଙ୍ଗରେ ଥିଲା ଆଜି ବିଜେପି ସାଙ୍ଗରେ। ଗୁଡ଼ ମାଠିଆରେ ଜନ୍ଦା ସମ।
@roshnimohapatra2797
@roshnimohapatra2797 10 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏 ଯଦିଓ ମନ୍ତ୍ରୀମାନଙ୍କ ଫଟ ଦିଆଯାଇଅଛି ଆପଣଙ୍କ ଭାଷାରେ ସେମାନଙ୍କର ଅନୁମତି ନେଇଥିଲେକିନାହିଁ ଏହାର ତଦାରଖ କରାଯିବା ଉଚିତ....ସେପରି କଲେ ସତ୍ଯ ଭିତ୍ତିକ ତଥ୍ଯ ପଦାକୁ ଆସିବ......
@manoranjanbhuyan4826
@manoranjanbhuyan4826 8 сағат бұрын
ଯଦି permission ଦେଇ ଥିବେ ତା ହେଲେ କଥା ଅଲଗା ନହେଲେ ହାଇ ଟେକ୍ ମେଡିକାଲ କଲେଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହବା ନିହାତି ଦରକାର
@akpanda833
@akpanda833 8 сағат бұрын
WHAT A GREAT NEWS ? IS IT NUMBER ONE ? BJP SEEMS MOVING TOWARDS LIKE BJD
@chandipadapanda4707
@chandipadapanda4707 10 сағат бұрын
ମାଇଲେଜ ପାଇଁ ବାଉଳା ହେଉଛନ୍ତି ,ପରବର୍ତ୍ତୀ ସମୟରେ ଅଡୁଆ ସୃଷ୍ଟି ହୋଇପାରେ ।
@arogyaBira
@arogyaBira 9 сағат бұрын
Guests ଫଣ୍ଡ ପାଇଥିବେ ନଚେତ୍ ଯାଇ ନ ଥାନ୍ତେ
@sanjibkar7495
@sanjibkar7495 8 сағат бұрын
Hi- tech hospital's credibility is so doubtful for ever . Even it's treatment & care are worsened severely in comparison to other all standard hospitals in Odisha .😂
@sarojkumarmohanty6139
@sarojkumarmohanty6139 8 сағат бұрын
A duijan Mantri rasta re jauthiba kila ku huisil mari daki kahuchanti____________ ,
@prafullamohanty5557
@prafullamohanty5557 8 сағат бұрын
ଏଠି ସରକାର ନୁହେଁ ତେଜରାତି ଦୋକାନ ଚାଳିଛି। ତେଣୁ ମନ୍ତ୍ରୀ ଙ୍କ ଫଟୋ ବ୍ୟବହାର କରାଯାଇ ପାରିବ।
@niranjanpanda8574
@niranjanpanda8574 7 сағат бұрын
ସାର ଧନ୍ଯବାଦ। ପାଣ୍ଡୁ ଇସାରାରେ କଟକ ଜିଲ୍ଲାପାଳ କଳାକାର ଅସୀମାକୁ ଓ ମୁଖ୍ଯମନ୍ତୂୀ ମେହନ ସାରକୁ ଅପମାନ କରିବା ପରେ କିଛି କାର୍ଯାନୁଷ୍ଠାନ ନିଆଯାଇନି। ଏପଟେ ହାଇଟେକ ହସପିଟାଲରେ ଏ ଫଟ ବିଜେପି ଭିତରେ ଫାଟ ଓ ମୁଖ୍ଯମନ୍ତ୍ରୀକୁ ଅପମାନର ସୁନ୍ଦର ପ୍ରୟାସ,ଏହା ନିସନ୍ଦେହ।
@chandankumarroutray09
@chandankumarroutray09 9 сағат бұрын
ନିରାଟ ସତ୍ୟ ଗୁରୁଜୀ💯👌🫡
@ArabindaSatapathy-y1u
@ArabindaSatapathy-y1u 8 сағат бұрын
Aushman yojana ru thaki kari paisa nebe.
@prashantkumarbehera8999
@prashantkumarbehera8999 7 сағат бұрын
ଓଡ଼ିଆ ଅସ୍ମିତା ର ପ୍ରଚାର କରାଯାଉଛି,,,,
@basantajena3220
@basantajena3220 7 сағат бұрын
Minister Mane tike nija ijat rakhiba darkar
@netajidash9367
@netajidash9367 8 сағат бұрын
ଏଥିପାଇଁ ମନ୍ତ୍ରୀଙ୍କ ସମ୍ମତି ଥିବ ବୋଧହୁଏ
@gokulmeher6168
@gokulmeher6168 6 сағат бұрын
Na
@pratapchandrasamal2396
@pratapchandrasamal2396 11 сағат бұрын
ଏହି ମେଡିକାଲ କଲେଜ ପାଇଁ ସେତେବେଳର ରାଜସ୍ବ ମନ୍ତ୍ରୀ ଏବେକାର ବିଜେପି ଦଳର ମୁଖ୍ୟ। ସେତେବେଳେ ନଦୀ ପଠା ଜମି ଅଧିଗ୍ରହଣ ବେଆଇନ ଭାବେ ହୋଇଥିବା କଥା ସମସ୍ତେ ଜାଣନ୍ତି। ବିଜେପି ବିଜେଡ଼ି ଭିତରେ କିଛି ଫରକ ନାହିଁ। ସେମାନେ ଲୁଟିକି ଗଲେ, ଏମାନେ ଖୋଳ କରିବେ। କଂଗ୍ରେସ ଆସିଲେ କାଙ୍ଗାଳ କରିଦେବ।
@Subrat_Nayak
@Subrat_Nayak 9 сағат бұрын
ତାହେଲେ କଣ କରିବା ଭାଇ କାହାକୁ ଭୋଟ ଦେବା ମୋତେ ତ କୌଣସି ପାର୍ଟି ଭଲଲଗାନ୍ତି ନାହିଁ।
@RanjanBehera-ge1kf
@RanjanBehera-ge1kf 5 сағат бұрын
​@@Subrat_Nayak ☀️ NOTA is best. After then President Role...!!!
@FAKIRJENA-du2zs
@FAKIRJENA-du2zs 10 сағат бұрын
ଆରେ ହାଇ ଟେକ୍ ହଉ ବା ଲୋ ଟେକ ହଉ ସିଧା ସିଧା ଓଡ଼ିଶା ସରକାର ୟାକୁ ଲାଇସେନ୍ସ ପ୍ରଦାନ ଯେହେତୁ କରିଛନ୍ତି ଫଟୋ ମରl ଗଲେ କିଛି ଅସୁବିଧା ନାହିଁ।
@BiplabMohanty-ng3ci
@BiplabMohanty-ng3ci 10 сағат бұрын
ଲାଇସେନ୍ସ ଦିଆଯାଇଥାଏ ରୋଗୀ ଙ୍କ ଚିକିତ୍ସା କରିବା ପାଇଁ ନା କି ପ୍ରମୋସନ ପାଇଁ ମନ୍ତ୍ରୀ ଙ୍କ ଫଟୋ ମାରିଵା ପାଇଁ।
@GaluRamMajhi
@GaluRamMajhi 8 сағат бұрын
ଓଡିଶା ଗଡିଗଲା
@jayakrishnapanda5424
@jayakrishnapanda5424 10 сағат бұрын
They will destroy the party, BJP.
@digvijayasenapaty5962
@digvijayasenapaty5962 9 сағат бұрын
Kete tankare kina hoithibe kintu ame vote deithilu kana eya dekhibaku ... Emiti kichi paien ta bjd ra abasta aji .... Eha uchit nuhan ....
@rabishankarraut1977
@rabishankarraut1977 9 сағат бұрын
କାହାର ସପକ୍ଷରେ ନାଁ କାହାର ବିପକ୍ଷରେ, କହିବାକୁ ସାହାସ ପାଉନାହିଁ।
@FAKIRBAG
@FAKIRBAG 10 сағат бұрын
Sir you are the great for our odisha.
@Bhagirathis007
@Bhagirathis007 11 сағат бұрын
Have patience. They are KASHI(Buds)
@bishnumishra8668
@bishnumishra8668 10 сағат бұрын
NO
@bipinbihariswain3511
@bipinbihariswain3511 9 сағат бұрын
Not a good hospital for cardiology treatment at all.
@rissipandayt
@rissipandayt 9 сағат бұрын
PayTM had used Modi’s pictures.
@Swap3331
@Swap3331 11 сағат бұрын
Nua sarkar abhigyanta ra ghore abhab !
@yudhisthiraswain
@yudhisthiraswain 11 сағат бұрын
Jay shree Ram 🎉🎉🎉
@trilochanpatnaik6321
@trilochanpatnaik6321 9 сағат бұрын
Paid photo ନା କଣ ବୁଝିବା ଦରକାର।
@prakashkumarjena.babusan.n3760
@prakashkumarjena.babusan.n3760 10 сағат бұрын
କ୍ରେଡିଟ ନେଲାବେଳୁ ଆଗଭର ଆଉ ବଦନାମ ଅସିଲେ ପୁରା ନିରବ..ସତେ ଯେମିତି କିଏ ପାଟିରେ ବେଙ୍ଗ ମାଡ଼ିଦିଏ | #BJDAntiOdisha #fekunaveen #NaveenPatnaik #luteranaveen
@khirodhota1440
@khirodhota1440 11 сағат бұрын
ଏ ଦୁଇ ଦଳ ଗୋଟିଏ ଲାଉର ମଞ୍ଜି l
@subashmishra5616
@subashmishra5616 11 сағат бұрын
❤ସତ୍ୟ କଥା
@FAKIRJENA-du2zs
@FAKIRJENA-du2zs 10 сағат бұрын
ଫଟୋ ମରl ଯିବା ଯଦି ବେଆଇନ୍ ସଂସ୍ଥା ନାଁରେ ଆପଣ ନିଜେ ଏ ପର୍ଯ୍ୟନ୍ତ ଜନ ସ୍ବାର୍ଥ ମାମଲା କୋର୍ଟ ରେ ରୁଜ୍ଜୁ ନ କରି ଲୋକଙ୍କୁ ସରକାରୀ ବିରୋଧି କାହିଁକି କରୁଛନ୍ତି ?
@BiplabMohanty-ng3ci
@BiplabMohanty-ng3ci 10 сағат бұрын
ସଂସ୍ଥା କଣ ନବିନ ଦାସ ଙ୍କ ଫଟୋ ଲଗାଇଛନ୍ତି ଯେ ସେ କୋର୍ଟ ଯିବେ?
@susantasahoo9544
@susantasahoo9544 10 сағат бұрын
ଗତ ବିଜେଡ଼ି ସରକାରରେ ମନ୍ତ୍ରୀମାନଙ୍କ ଚେହେରା ନା ସଭାସମିତିରେ ଦେଖିବାକୁ ମିଳୁଥିଲା ନା କୌଣସି ଵିଜ୍ଞାପନ ଓ ଖବରକାଗଜରେ ଦେଖିବାକୁ ମିଳୁଥିଲା /ତେଣୁ ବିଜେପି ସରକାରରେ ମନ୍ତ୍ରୀମାନେ କିଏ ଗୁରୁତ୍ୱ ଦିଅନ୍ତୁ ବା ନଦିଅନ୍ତୁ ସେମାନେ ସେମାନଙ୍କର ଛବି (ଫଟୋ ) ଟିଭି, ଖବର କାଗଜ ଓ ସରକାରୀ ଓ ବେସରକାରୀ ସଂସ୍ଥାର ଵିଜ୍ଞାପନରେ ପ୍ରକାଶ ପାଇଲେ ନିଜକୁ ଗୌରବାନିତ ମନେକରୁଛନ୍ତି /
@aksahoo346
@aksahoo346 11 сағат бұрын
Sabuthire rajaniti chhalichi
@ArakhitaDash
@ArakhitaDash 6 сағат бұрын
Nindaniy katha
@sangramkar8667
@sangramkar8667 11 сағат бұрын
Dr ନାମ ଥୀଲେ ଭଲ ହେଇ ଥାନୃ
@ghanashyammohapatra1491
@ghanashyammohapatra1491 8 сағат бұрын
Dandaniya Apradh ate...
@amitmahauty3548
@amitmahauty3548 9 сағат бұрын
Jadi kichi function kara jau thaye tahele photo byabahara kari paribe.... Au seta gote stage ra photo....... Kichi najani adhika bhasana marani mausa
@BiplabMohanty-ng3ci
@BiplabMohanty-ng3ci 9 сағат бұрын
Kou stage ra photo? Eita Hitech Medical College Hospital ra promotion hoarding
@bijoyketanacharya8921
@bijoyketanacharya8921 11 сағат бұрын
Lack of experince or publicity crazy. Must have been paid for the advice as model.
@bijoyketanacharya8921
@bijoyketanacharya8921 11 сағат бұрын
For advertisement.
@laxmidharbiswal2139
@laxmidharbiswal2139 Сағат бұрын
Namaskar bala budha pela Takua khai marucha Kain kahunu be chora 😮😮😮😮
@saratswain7951
@saratswain7951 5 сағат бұрын
Bad
@debiprasadpanda3490
@debiprasadpanda3490 8 сағат бұрын
Nothing wrong in it. Seems to be an intolerant attitude.
@BiplabMohanty-ng3ci
@BiplabMohanty-ng3ci 7 сағат бұрын
So minister are endorsing commercial Advertisment of Hitech Medical College & Hospital? How logical and legal is it?
@prabodhapanda5184
@prabodhapanda5184 11 сағат бұрын
ସରକାରଙ୍କୁ ଏତେ ଟେକନ୍ତୁ ନାହିଁ, ବିଜେଡି ସହ ଏମାନେ ସମକକ୍ଷ ନୁହଁନ୍ତି, ଏହା ନିଶ୍ଚିତ. ଭୋଟ ହେରଫେର କରି ବିଜେପି ଜିତିଛି, ଏକଥା ସମସ୍ତେ ଜାଣନ୍ତି, ଓ ଆପଣ ମଧ୍ୟ ଜାଣନ୍ତି.
@RanjanBehera-ge1kf
@RanjanBehera-ge1kf 11 сағат бұрын
☀️ କେମିତି ଆଜ୍ଞା ବିଜେପି ବିଶ୍ଵରେ ଏକ ନମ୍ବର ଦଳ ହେଲା ମୁଁ ସେହି କଥା ଭାବୁଛି...!!!!!!
@PabitrabaralBaral-db3eq
@PabitrabaralBaral-db3eq 10 сағат бұрын
Vote her.fer b.j.d ku bhala vabare jananti. B.j.p.nuhen.
@sarojkumarpradhan1917
@sarojkumarpradhan1917 11 сағат бұрын
Unnecessary matter
@PrasantaPradhan-l2k
@PrasantaPradhan-l2k 6 сағат бұрын
Apana kate taka paii chanti
How could Mohan meet anti-people & scammer industrialist?
22:26
News Fuse 19 NOV 2024
21:00
OTV
Рет қаралды 7 М.
When Cucumbers Meet PVC Pipe The Results Are Wild! 🤭
00:44
Crafty Buddy
Рет қаралды 51 МЛН
They Chose Kindness Over Abuse in Their Team #shorts
00:20
I migliori trucchetti di Fabiosa
Рет қаралды 12 МЛН
How Much Tape To Stop A Lamborghini?
00:15
MrBeast
Рет қаралды 201 МЛН
BJD's Munna Khan Statement Sparks Political Tension In Odisha
2:59
When Cucumbers Meet PVC Pipe The Results Are Wild! 🤭
00:44
Crafty Buddy
Рет қаралды 51 МЛН