Carrying The Burden Of Naveen - Pandian's Sins, Results In Bharatpur Police Station

  Рет қаралды 181,983

Nirbhay

Nirbhay

Күн бұрын

Пікірлер: 1 500
@bimalkantatripathy2776
@bimalkantatripathy2776 Ай бұрын
ଏମାନଙ୍କୁ ଝାରପଡା ପଠେଇବା ଦରକାର।
@sumantabehera1215
@sumantabehera1215 Ай бұрын
ପୋଲିସ ଥାନାର କର୍ମଚାରୀ ଙ୍କ ସହ DCP ଙ୍କୁ ବି ଚାକିରୀ ରୁ ବହିସ୍କାର କରାଯାଉ ଏବଂ କାରାଗାରରେ ରଖା ଜଉ ।ଆଉ ଅଧିକ ଲେଖୁଥିଲେ ଲେଖୁଥିବି ଓଡ଼ିଶା ପୋଲିସ୍ ର ଖରାପ କର୍ମଚାରୀଙ୍କ ବିରୁଦ୍ଧରେ। ଆଉ ଭଲ କର୍ମଚାରୀ ମାନଙ୍କୁ ମୋର ଧନ୍ୟବାଦ୍।ଖରାପ କର୍ମଚାରୀ ମାନଙ୍କୁ ଚାକିରୀ ରି ବହିସ୍କାର କରାଯାଉ।
@radhamadhabmishra2750
@radhamadhabmishra2750 Ай бұрын
ଏ ଘଟଣା ଆର ଜି କର ହସ୍ପିଟାଲ ଘଟଣା ଠାରୁ ଆହୁରି ଲଜ୍ଜାଜନକ। କିନ୍ତୁ ଓଡିଶା ଏହାକୁ ଗୁରୁତ୍ବ ଦେବତ ?
@JethalalGada-m6v
@JethalalGada-m6v Ай бұрын
ଓଡ଼ିଆ ମାନେ ମେଣ୍ଢା ପରି ବି.ଜେ.ଡି. କୁ ପାଞ୍ଚ ପାଞ୍ଚ ଥର ଜୀତାଇବା ହିଁ ସବୁଠୁ ଲଜ୍ଜାକର ଅଟେ ।
@manojdalua1428
@manojdalua1428 Ай бұрын
ଏବେ ବିଜେପି ସରକାର ଏମାନଙ୍କୁ ଜେଲ ରେ ପୁରାନ୍ତୁ
@taraprasaddas5119
@taraprasaddas5119 Ай бұрын
Bjp sarkar bjd ra b team pari kama karuchanti
@ratnakarmunda9880
@ratnakarmunda9880 Ай бұрын
Right sir
@10subrat
@10subrat Ай бұрын
@@JethalalGada-m6v tame bhali loka kebe mendha hoe na thibe. the person wo have not guts to identify him (user****). i can say they are only AMOEBA. The odia who can won 5 times, they can topple the govt(BJD) and won the new timer(BJP). This is Modi's New India, update your database
@a.r.sgamer4051
@a.r.sgamer4051 Ай бұрын
ଯୋଗୀ ଭଳି କାମ କରନ୍ତୁ ମୋହନ ସରକାର
@Jagannath-oc9ht
@Jagannath-oc9ht Ай бұрын
ଦୁଷ୍କର୍ମ କରିଛନ୍ତି କି ନାହିଁ- ହେଉନି ଭାଇ । ଉଲଗ୍ନା କରିବା ଦୁଷ୍କର୍ମ ନାହଁ କି? ସେମଧ୍ୟ ଦୁଷ୍କର୍ମ । ଉତ୍ତର ପ୍ରଦେଶ ସି.ଏମ୍ ଯୋଗିଙ୍କ ଠାରୁ ମୋହନ ବାବୁ ସିଖନ୍ତୁ।
@cutemamata4423
@cutemamata4423 Ай бұрын
Hn Droupdi pari
@jaykrishnadas1274
@jaykrishnadas1274 Ай бұрын
ସେମାନଙ୍କୁ ଗିରଫ କରାଯାଉ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
@satyabansarangi7693
@satyabansarangi7693 Ай бұрын
ଅପରାଧୀ ଦୀନକୃଷ୍ଣ ବିରୁଦ୍ଧରେ କଠୋର। କାର୍ଯ୍ୟାନୁଷ୍ଠାନ ତ୍ୱରିତ ବେଗରେ ନେଇ ମୋହନ ସରକାର ଲୋକଙ୍କ ଆସ୍ଥା ଭାଜନ ହୁଅନ୍ତୁ ନାଇଁ ତ ଇସ୍ତଫା ଦିଅନ୍ତୁ।
@gobindachandrabhujabala2780
@gobindachandrabhujabala2780 Ай бұрын
Great Great salute respect Sir ❤❤ ହୃଦୟ ର ଗଭୀର ତମ ଅନୁକୋଣ ରୁ ପ୍ରଣାମ୍ ❤
@pranakrishnakanungo6597
@pranakrishnakanungo6597 Ай бұрын
ମୋହନ ସରକାର ଙ୍କ ପାଇଁ ଭରତପୁର ଥାନା ଘଟଣା ପ୍ରକୃଷ୍ଟ ସମୟ ଆଣିଛି'ଯଦି ମୋହନ ବାବୁ ଯଥା ଶୀଘ୍ର ପଦକ୍ଷେପ ନ ନିଅନ୍ତି ତାଙ୍କ ସ୍ୱପ୍ନ ବାସ୍ତବରେଅଧୁରା ରହିଯିବ.ଚୋର ମାନଙ୍କ ପ୍ରତି ମୋହନ ସରକାର ଏ ଖୋଲା ସମର୍ଥନ କାହିଁକି? ରାଜ୍ୟର ସମ୍ମାନ ରକ୍ଷାକରନ୍ତୁ
@akshayakumarnayak492
@akshayakumarnayak492 Ай бұрын
Good
@prabinakumarmuduli7573
@prabinakumarmuduli7573 Ай бұрын
We don't want such type of behaviour from present government.
@PinkyDehuri-te4qn
@PinkyDehuri-te4qn Ай бұрын
Safa karo sabunku emane rahile shuru oliaa karibe
@taraprasaddas5119
@taraprasaddas5119 Ай бұрын
Mohan babu subhadra jojana re byesta achanti..dukhi lokanka katha sunibaku time nahi
@radhamadhabacharya4202
@radhamadhabacharya4202 Ай бұрын
Examplray action should taken by the CM for which people of odisha had voted BJP
@debrajmall1704
@debrajmall1704 Ай бұрын
ଆମ କୁ ସୁରକ୍ଷା କରୁଥିବା ଜଣେ ସେନାବାହିନୀ ଯଦି ଏମିତି ହଟହଟା ହେଉଛନ୍ତି ଜନସାଧାରଣ ପୋଲିସ୍ ଠୁ କେମିତି ସୁରକ୍ଷିତ ରହିବେ
@GaneswarNayak-e6j
@GaneswarNayak-e6j Ай бұрын
ଆମ ଦେଶର ପୋଲିସ କୁକୁର ଠାରୁ ମଧ୍ୟ ହୃଦୟ ହିନ , ଏମାନଙ୍କ ମଗଜରେ ବ୍ରିଟିଶ ଅମଳର ଅହଂକାର ର କୀଟ ବସା ବାନ୍ଧି ରହିଛି, ଏ ମାନେ ନିଜକୁ ଭାବୁଚନ୍ତି ଲୋକ ମାନଙ୍କର ପ୍ରଭୁ,। ଥାନା କୋର୍ଟ କଚେରୀ ଏମାନେ ସବୁ ଲୋକମାନଙ୍କ ବଇରୀ। ଜୟ ଶ୍ରୀ ଜଗନ୍ନାଥ, ଚକା ଆଖି ସବୁଦେଖୁଚି।
@prafullamohanty5557
@prafullamohanty5557 Ай бұрын
@@GaneswarNayak-e6j ଶଳା ଟି ମାନଙ୍କୁ ଚାକିରି ରୁ ବହିଷ୍କାର କରାଯିବା ଆରମ୍ଭ ହେଲେ ମନୁକୁ କୁକୁର ଠୁ ମଣିଷ ହେବା ଆରମ୍ଭ ହେବେ
@universaldhara.5946
@universaldhara.5946 Ай бұрын
Kukura hrudaya hin nuhen,loyal,emane ka thu kukura bahut upare..
@asutoshraj3651
@asutoshraj3651 Ай бұрын
ଦେଶର ସମ୍ବିଧାନ ହିଁ ଭଡାରେ ଆସିଛି.... ଶାଶନ କିପରି ଭଲ ହେବ..... ଦେଶର ହିତ ପାଇଁ ନୂଆ ସମ୍ବିଧାନ ତିଆରି କରାଯାଉ
@Ku_Dushmanta
@Ku_Dushmanta Ай бұрын
ଜଣେ ବିଜେପି ସମର୍ଥକ ଭାବେ କହିବି ଏ ଖବର ଶୁଣିବା ପରଠୁ ହୃଦୟ ଆନ୍ଦୋଳିତ , ଏ କଣ ବିଜେପିର ବ୍ୟବସ୍ଥା ପରିବର୍ତ୍ତନ ର ଦୃଶ୍ୟ ସବୁଠୁ ମୋତେ ଆଶ୍ଚର୍ଯ୍ୟ କରୁଛି ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ମୋହନ ମାଝି ଏତେ ବଡ ଘଟଣା ପରେ ଚୁପ୍ କିଛି ମନ୍ତବ୍ୟ ନାହିଁ ଅତ୍ୟନ୍ତ ଦୁଃଖ ଦାୟକ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିବା ଦରକାର ପୋଲିସ ବିଭାଗର କାରଣ ସବୁଠୁ ଭ୍ରଷ୍ଟ ଚାଲିଚି 24 ବର୍ଷର ମୋଟା ଚମଡା ପୋଲିସ ବିଭାଗର ।
@prafullamohanty5557
@prafullamohanty5557 Ай бұрын
@@Ku_Dushmanta ମୁଖ୍ୟ ମନ୍ତ୍ରୀ ନିଜେ ଗୃହ ବିଭାଗ କୁ ମାଡିବସି ରଖିଛନ୍ତି। ବଦନାମ୍ ହେବା ଥୟ।
@prakashpatra3588
@prakashpatra3588 Ай бұрын
Galua CM ku bachhile
@ଜୟଜଗନ୍ନାଥ-ଠ8ଡ
@ଜୟଜଗନ୍ନାଥ-ଠ8ଡ Ай бұрын
ଯାହା ହୋଇଛି ଭଲ ହୋଇଛି.. ପୋଲିସ ର ବି ଭୁଲ army ର ବି ଭୁଲ... ରାତି ଅଧ ରେ ଝିଅ ଧରି ବୁଲିବା. ରଣ୍ଡୁଆ army ଦେଶ ପାଇଁ ଆଉ ତା କ୍ୟାମ୍ପ ପାଇଁ ବିପଦ. M
@Ku_Dushmanta
@Ku_Dushmanta Ай бұрын
@@ଜୟଜଗନ୍ନାଥ-ଠ8ଡ ତା ମାନେ ରାତିରେ କେହି କାମ ଥିଲେ ମଧ୍ୟ ରାଜଧାନୀରେ ରାତିରେ ଯାଇ ପାରିବେ ନାହିଁ । ଆଉ ତୁ ଯିଏ ହେଉଥା ଆର୍ମୀ ଭଳି ସଂସ୍ଥା ଆଉ ଦେଶର ଯବାନ ମାନଙ୍କ ପ୍ରତି ତୋର ଭାଷା ଅତି ନିମ୍ନ ମାନର ଭଗବାନ ନ କରନ୍ତୁ ତୁ କେବେ ତୋ ମା ଭଉଣୀ କୁ ନେଇ କୁଆଡେ ରାତିରେ ଯାଉଥିଲେ ତୋ ସହ ଏମିତି ନ ଘଟୁ ।
@rasmikantamalla6196
@rasmikantamalla6196 Ай бұрын
​@@ଜୟଜଗନ୍ନାଥ-ଠ8ଡemti chhanel na dei ebhali mantabya rakhiba ghunya
@badalmohapatra9205
@badalmohapatra9205 Ай бұрын
ସାର, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କିନ୍ତୁ ପୋଲିସ କେବେ ସୁଧୁରିବ ନାହିଁ
@ramachandrasahoo1921
@ramachandrasahoo1921 Ай бұрын
ଲଜ୍ଜ୍ୟା ଲଗୁଛି ବହୁତ ଦୁଖ ଦାୟକ ଖବର ଆଜ୍ଞା ଆଗକୁ ଆହୁରି ସୁନ୍ଦର ଉପସ୍ଥାପନା କରନ୍ତୁ ଜୟ ଶ୍ରୀରାମ 🙏🚩🚩🚩
@samediadarpan9532
@samediadarpan9532 Ай бұрын
ଏଭଳି କାର୍ଯ୍ୟ ବଡ଼ ଦୁଃଖ ଦାୟକ। ଯେପର୍ଯ୍ୟନ୍ତ ଗୋଟେ ଦୃଷ୍ଟାନ୍ତ ମୂଳକ ପଦକ୍ଷପ ନେଇ ନାହାନ୍ତି ସେ ପର୍ଯ୍ୟନ୍ତ ଏଭଳି ଖଳ ପ୍ରସ୍କୃତିର କାର୍ମଚାରୀ ସୁଧୁରିବେ ନାହିଁ। ଆଶା କରିଛି 100 ଦିନ ପଟେ ସରକାର ଆକ୍ସନ ମୁଡ କୁ ଆସିବେ!🙏
@ajayakumarrout5854
@ajayakumarrout5854 Ай бұрын
ମହାଶୟ ନମସ୍କାର ।ଏହା ହେଉଛି ମୋହନ ସରକାର ଙ୍କ ପାଇଁ ଦ୍ଵିତୀୟ ସତକ୍ର ଘଣ୍ଟି ।୨୫ ବସ୍ତର ପାପ ମୁଣ୍ଡାଇବା ପରେ ଚିକିଟି ମଦ ମୃତ୍ତୁ ଥିଲା ପ୍ରଥମ ଶତକ୍ର ଘଣ୍ଟି ।ହୁସିଆର୍ ରହନ୍ତୁ ବିଜେପି ସରକାର ଆପଣଙ୍କୁ ବଦନାମ କରିବାକୁ ଖଣ୍ଟ llc ଆଉ ନାଇଟି ପିନ୍ଧି ଥିବା ଅଧିକାରିଣୀ ର ଅଭାବ ନାହି ।
@UdyanathSahoo-z6p
@UdyanathSahoo-z6p Ай бұрын
Right
@manojroutray9603
@manojroutray9603 Ай бұрын
👍
@sanjuktabiswal1569
@sanjuktabiswal1569 Ай бұрын
ଓଡ଼ିଆ ଠିକ ଭାବେ ଲେଖିଆସୁନି, ପ୍ରତି କଥାରେ ରାଜନୀତି ସମସ୍ତେ cmt ରଖୁଛନ୍ତି, ନବୀନ ସବୁ କରୁଥିଲା ମାଝୀ କିଛି କରିପାରବନି, ଧନ୍ୟ ତୁମ ଚିନ୍ତାଧାରା
@Alekhachandramohanty
@Alekhachandramohanty Ай бұрын
Thanks Mr. Naveen Das for your bright analysis. Be strong to criticism like any fault of the then and present Government
@amitakar948
@amitakar948 Ай бұрын
ପୋଲିସ ମାନ ଙ୍କ ର ବ୍ୟବହାର ବୋହୁତ ଖରାପ ସାଧାରଣ ଲୋକ ଙ୍କୁ ତାଙ୍କ ଚାକର ଭାବନ୍ତି
@prafullamohanty5557
@prafullamohanty5557 Ай бұрын
@@amitakar948 କାରଣ ସରକାର ଙ୍କ ଅପାରଗତା
@10subrat
@10subrat Ай бұрын
To Naveen Sir , Please listen the horror story from victims , The State govt chief completely responsible and more Home ministry is under him, this is not time play the blame game. for sake of God lord Jagannatha 🙏 please enough is enough
@manidraanugulia455
@manidraanugulia455 Ай бұрын
Really ❤❤❤❤
@prafullamohanty5557
@prafullamohanty5557 Ай бұрын
@@10subrat entire law and order totally spoil due to previous govt.That IIC is man of Mr Kute check his previous track record he was penthia of rulling party.but now he touched the wrong were shock of 440 volt will be there.just wait and watch.
@10subrat
@10subrat Ай бұрын
@@prafullamohanty5557 This is unfortunate we are playing the blame game. we have a expectation from a capable govt. This "Neheru time" theory is old enough , so act very proactively
@user-zr5bj5vx4u
@user-zr5bj5vx4u Ай бұрын
ନିଲମ୍ବନ ଏକ ଦଣ୍ଡ ନୁହେଁ ଏହା ନିଶ୍ଚିତ ସତ୍ୟ କଥା ସାର୍ ।
@prassanakumarsahoo2512
@prassanakumarsahoo2512 Ай бұрын
ଆପଣ ନିର୍ଭୟରେ ସତକଥା କହି ଆପଣଙ୍କ ପୁତ୍ରକୁ ହରାଇଛନ୍ତି କେବଳ ଆପଣଙ୍କ ଜୀବନ ବ୍ୟତୀତ ଆଉ କିଛି ହରାଇବାର ନାହିଁ ବୋଲି ଅନୁଭବ କରୁଛି. ଆପଣ ଏମିତି ସତକଥା କହିବାକୁ ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଶତ ପରମାୟୁ ପ୍ରଦାନ କରନ୍ତୁ ଏତିକି ତାଙ୍କ ପଦତଳେ ମିନତୀ.
@abhijitmohanty8284
@abhijitmohanty8284 Ай бұрын
ପୁଅ ର କଣ ହେଇଥିଲା
@ratikantapanda120
@ratikantapanda120 Ай бұрын
ପୁଅ କଣ ହେଲା ସାର
@kumudinijee7948
@kumudinijee7948 Ай бұрын
Perfectly analysis..Jai Nirbhay Sir..
@ramachandrapanipani7424
@ramachandrapanipani7424 Ай бұрын
ଏସବୁ ଶୁଣିଲେ ଲାଜ ଲାଗୁଛି । ଆମ ଦେଶର ପୋଲିସ ଅଧିକାରୀ କେତେ ତଳକୁ ଯାଇ ପାରନ୍ତି !
@bharatmohanta
@bharatmohanta Ай бұрын
Amo Deshra police nuha odisha ro police. Be saram police au besaram Sarkar purba sarkar parika Gunda raj chaleichi police au sarkar akhi muji ki basichi police
@AjayaMohapatra-io7ke
@AjayaMohapatra-io7ke Ай бұрын
ଲାଜ ନୁହେଁ ଦୁଃଖ ଲାଗିବା କଥା
@JasobantNayak-p7h
@JasobantNayak-p7h Ай бұрын
​@@bharatmohantagggvv
@debaprasad8399
@debaprasad8399 Ай бұрын
ବିଜେଡି କୁ ଲୋକେ ବାହାର କରିଛନ୍ତି କେବଳ ପୋଲିସ ବିଭାଗ ର ଉତ୍ପାତ ଓ ଅସଜଡ଼ା ବ୍ୟବହାର ପାଇଁ ଯାହା ବର୍ତ୍ତମାନ ର ମୋହନ ସରକାର ଜାଣିବା ଦରକାର୍।
@Dada-wo5xl
@Dada-wo5xl Ай бұрын
ଲାଜ କାହିଁ ଲାଗୁଛି ପୋଲିସ act ku reform କଲେନି aji jaein ଆମେ ଇଂରେଜ ମାନଙ୍କ ମାନସିକତା ନେଇ ବଞ୍ଚୁ ଚୁ
@basantpegodo54
@basantpegodo54 Ай бұрын
ଆପଣ ନିଶ୍ଚିତ ଭାବେ ଜାଣିବେ ଆଜ୍ଞା...... ସୋସିଆଲ ମିଡିଆରେ ଭାଇରଲ ହେଉଛି...ଆପଣ କେମିତି ଜାଣି ନ ଥିବେ 😮
@sarojbeura1695
@sarojbeura1695 Ай бұрын
ଗୃହ ବିଭାଗ ଜୟ ନାରାୟଣ ମିଶ୍ର ଦିଆ ହଉ
@bijayanandadash5344
@bijayanandadash5344 Ай бұрын
100 % correct.
@prafullamohanty5557
@prafullamohanty5557 Ай бұрын
@@sarojbeura1695 ekdam thik Katha କହୁଛନ୍ତି। ମୋହନ ସରକାର ଅପାରଗତା ବଦନାମ୍ ରୁ ରକ୍ଷା ପାଇବେ। ପୋଲିସ ବ୍ୟବସ୍ଥା ରାତାରାତି ସୁଧରିଯିବ।
@Ku_Dushmanta
@Ku_Dushmanta Ай бұрын
@@sarojbeura1695 ଜୟ ନାରାୟଣ ଭାଇ ଉଚିତ୍ ଲୋକ ଏ ବିଭାଗ ପାଇଁ ।
@kalpanaparida3178
@kalpanaparida3178 Ай бұрын
He is right person❤
@shibajeesingh5140
@shibajeesingh5140 Ай бұрын
Right step sir
@babitaswain571
@babitaswain571 Ай бұрын
ଓଡ଼ିଶା ର ସଂପୂର୍ଣ୍ଣ police system କୁ ଓଡିଶା ରୁ ବିଦା କରି ନୂତନ ପୋଲିସ ନିଯୁକ୍ତି ଦିଅନ୍ତୁ
@sukumarrana9091
@sukumarrana9091 Ай бұрын
ସମସ୍ତ ଅଭିଯୁକ୍ତ ପୋଲିସଙ୍କୁ ଅବିଳମ୍ବେ ଚାକିରୀ ରୁ ବହିସ୍କାର କରାଯାଉ ।
@karunkumarmohanty4228
@karunkumarmohanty4228 Ай бұрын
Presentation is highly informative, investigative, research oriented,bold and admirable and much better than even the reputed hindi channels.
@rajkumardutta3684
@rajkumardutta3684 Ай бұрын
ପୁରୀ ର ଜିଲ୍ଲାପାଳ pandian ମୋହ ଭୁଲିପାରୁ ନାହାନ୍ତି, ମୋହନ୍ ଭାଇ ଏମାନଙ୍କୁ ସାବାଡ କରନ୍ତୁ,
@hometventertain
@hometventertain Ай бұрын
Se agaru Angul re thila pandia ku per month 5crore PC dauthila
@bm4324
@bm4324 Ай бұрын
Mohan majhi laguchi kichi Kariba painee abasta re naahanti
@subhamjena6426
@subhamjena6426 Ай бұрын
​@@bm4324 24 yrs ra system ku hateiba pai tym lagiba.. administration re thile apana jani paribe complexity kn ..nahele kahiba pai bahut loka achanti.. hn...emti mane pakeideba darkar.. bar bar
@smohanty3507
@smohanty3507 Ай бұрын
kete chhatiba BJP ra..rajyapala pua bishaya re kana kale mohan sarkar... apanaka bhalia chatukar patrakar duniare birala..
@hometventertain
@hometventertain Ай бұрын
@@subhamjena6426 right
@purnapradhan1549
@purnapradhan1549 Ай бұрын
From your reviews Naveen sir,police is for political people,not for general public.
@sangramswain502
@sangramswain502 Ай бұрын
ଏବେ ବି ଥାନାଗୁଡ଼ିକରେ ବି ଜେ ଜି ନେତାଙ୍କ ଦବ୍ ଦବା ଚାଲୁଛି ।
@tusarpradhan9444
@tusarpradhan9444 Ай бұрын
ଧନ୍ୟବାଦ ।।
@prafullamohanty5557
@prafullamohanty5557 Ай бұрын
IIC ଏବଂ ସମସ୍ତ ଅଧିକାରୀ ଚାକିରି ରୁ ବହିଷ୍କାର ହେବା ଦରକାର। ନଚେତ୍ ଓଡିଶା ର ସମସ୍ତ ପୂର୍ବତନ ସେନା ବାହିନୀ ର କର୍ମଚ।ର୍ରୀ ମୋହନ ସରକାର ଙ୍କୁ ଉଚିତ୍ jawab ଦେବେ।
@debendradhal5935
@debendradhal5935 Ай бұрын
ଧନ୍ୟବାଦ୍, ଆପଣଙ୍କ ପୀଡା ପ୍ରକାଶ କରିଥିବାରୁ
@bishnumishra8668
@bishnumishra8668 Ай бұрын
ପୋଲିସ ମାଡାମ୍ Nighty ପିନ୍ଧିକି Night Duty ରେ ଥିଲେ!??
@ranjanjyotipattnaik8403
@ranjanjyotipattnaik8403 Ай бұрын
😮ଭରତପୁର ଥାନା ର ନାଁ ପରିବର୍ତ୍ତନ କରି " କଳଙ୍କପୁର୍" ଥାନା ରଖାଯାଉ 😮😢😮
@subashchandra5589
@subashchandra5589 Ай бұрын
😂😂
@swadhikarbetaj3768
@swadhikarbetaj3768 Ай бұрын
ଆଜ୍ଞା! ଏ ନିର୍ବୋଧ ମୋହନ ସରକାରଙ୍କୁ ସତ୍ତାରେ ରହିବାକୁ ସମ୍ଭବତଃ ଭଲଲାଗୁନାହିଁ। ଏଣୁ ଷଣ୍ଢ ଆଗରେ ଭାଗବତ ପଢିଲେ ଯାହା ଏ ସରକାରଙ୍କୁ କହିବା ତାହା।
@Eagleeye774
@Eagleeye774 Ай бұрын
ଏସବୁ ନବୀନ ପାଣ୍ଡୁ ସରକାରର ପାପକର୍ମର ପରିଣାମ.. ଚାପ ପକାଇ ପୋଲିସକୁ ଦଳୀୟ କାମରେ ବ୍ୟବହାର କରିବା, ହାତବାରିସୀ କରି ନିଜ ଦଳର ଅପରାଧୀ ନେତା କୁଜିନେତାଙ୍କୁ ସୁରକ୍ଷା ଦେବା, ସାଧାରଣ ଲୋକଙ୍କୁ ଖରାପ ବ୍ୟବହାର ଦେଖେଇବା ଅଭ୍ୟାସ ହୋଇଯାଇଛି.. ଅହଙ୍କାର ଓ ଦୁର୍ନୀତିର ଗନ୍ତାଘର ବିଜେଡି..
@sandhyamohanty709
@sandhyamohanty709 Ай бұрын
ନବୀନବାବୁଙ୍କ ଗଛର ଫଳ ମାଗଣା ନିଶାରେ ଓଡିଶା ବାସୀ ବହୁତ ଖାଇ ଛନ୍ତି, ଖାଉଛନ୍ତି. ମୋହନବାବୁଙ୍କୁ ଗଛକୁ ମୂଳରୁ ଓପାଡିବାକୁ ସମୟ ଲାଗିବ, ସମସ୍ତେ ସଜାଗ ହୁଅ 🙏
@Sudestna-l7w
@Sudestna-l7w Ай бұрын
ଏପରି ପୋଲିସ ବାଲାଙ୍କୁ ରାସ୍ତାରେ ଲଙ୍ଗଳା କରି ବାଡେଇବା ଦରକାର
@RanjanBehera-ge1kf
@RanjanBehera-ge1kf Ай бұрын
☀️..ଯେ ପର୍ଯ୍ୟନ୍ତ BJP ସରକାର ର କାର୍ଯ୍ୟ ଶୈଳୀ ରେ ପରିବର୍ତ୍ତନ ନ ହେଇଛି.. ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବଡ଼ ଧରଣର କାର୍ଯାନୁଷ୍ଠାନ ଯଥା.. ED..CBI ଆକ୍ସନ୍ ନହେଇଛି.. ସେ ପର୍ଯ୍ୟନ୍ତ ଏଇଭଳି ଗୋଟେ ପରେ ଗୋଟେ ବଦନାମ୍ ହେଇଚାଲିଥିବ ବିଜେପି ସରକାର । ଲୋକଙ୍କ ମନରୁ ମଧ୍ୟ ଆଶା ତୁଟି ଯିବାର ସମ୍ଭାବନା ଅଛି.......
@prafullamohanty5557
@prafullamohanty5557 Ай бұрын
@@RanjanBehera-ge1kf ଏକ ଦମ୍ ଠିକ୍ କଥା ଆଜ୍ଞା
@RanjanBehera-ge1kf
@RanjanBehera-ge1kf Ай бұрын
​@@prafullamohanty5557 ☀️... Thank you Sir...... 👌👌👍 💐 🌹 💐 🌹 💐 🌹 💐 🌹 💐 🌹 💐 🌹
@bcj658
@bcj658 Ай бұрын
For taking action by ED & CBI, Amit shah intervention required. Why he will interfere?
@GaneswarRout-f9e
@GaneswarRout-f9e Ай бұрын
Thank you "Nirvaya" for your impartial statement.Please continue your voice raising for sensitisation of people .When people will be organised and raise voice aganst the injustice,the illegal persons can not find way to protect himself. It is not wise for the corrupted and illegal persons to think to be more powerful than Janata Janardan. Ganeswar Rout.
@narendrabarik9855
@narendrabarik9855 Ай бұрын
ଏମାନେ ନବୀନ ପୋଲିସ ସୁଧୁରିବେ ନାହଁ ପ୍ରଥମେ ବଡ ଅଫିସର ମାନଙ୍କୁ ବଦଳି କରାଯାଉ
@PinkyDehuri-te4qn
@PinkyDehuri-te4qn Ай бұрын
Dissmis karajau sighra
@binaykumarpradhan2200
@binaykumarpradhan2200 Ай бұрын
Ta sahita jail bi for misuse of post.
@rabindrarath9474
@rabindrarath9474 Ай бұрын
ସାର ଆଜି ଉପସ୍ଥାପନା ପାଇଁ ଅନେକ ଅନେକ ଧନ୍ୟବାଦ ସରକାର ଆପଣଙ୍କ ଦୈନିକ ଉପସ୍ଥାପନାକୁ ତର୍ଜମା କରିବାପାଇଁ ଗୋଟିଏ ବିଭାଗ ଖୋଲନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୃଢ ପଦକ୍ଷେପ ନେଇ ଓଡିଶାବାସୀ ନିର୍ମଳ ଶାସନ ଦେଇ ଓଡ଼ିଆଙ୍କ ଶ୍ରଦ୍ଧାଭାଜନ ହେବାଦରକାର
@sandipkumarpradhan8331
@sandipkumarpradhan8331 Ай бұрын
ବହୁତ କଷ୍ଟରେ ବିଜେପି ସରକାର ଶାସନକୁ ଆସିଲା କିନ୍ତୁ ମୋହନ ମାଝି ମୁଖ୍ୟ ମନ୍ତ୍ରୀ ହବାର ନ ଥିଲା ।
@lilamayasahu6669
@lilamayasahu6669 Ай бұрын
ତମେ ହେବାର ଥିଲା
@kuanramajhi8001
@kuanramajhi8001 Ай бұрын
😁😁😁😁😁😁😁😁😁
@prakashkumaracharya6025
@prakashkumaracharya6025 Ай бұрын
ଏଭଳି ଅଭଦ୍ର Police ମାନଙ୍କୁ ଚାକିରିରୁ ବିଦା କରି ଦେଇ ଆଜୀବନ କାରାଦଣ୍ଡ ଦିଆଯାଉ।
@santoshdakua6698
@santoshdakua6698 Ай бұрын
ଗୃହ ବିଭାଗ କୁ ଜୟନାରାୟଣ ମିଶ୍ର ଙ୍କୁ ଦିଆଯାଉ 👍👍🙏🙏
@10subrat
@10subrat Ай бұрын
this is time the we should do example action rather do politics ,
@satyaranjandash388
@satyaranjandash388 Ай бұрын
Bilkul, ଠିକ
@rajiblochanparida2546
@rajiblochanparida2546 Ай бұрын
Odisha now needs a vibrant leader as CM. And I think Jaynarayan Mishra is the right person for this post.
@TuChootiyAA
@TuChootiyAA Ай бұрын
Sir b super laanchuaa salaa ta
@shibasankarkamila742
@shibasankarkamila742 Ай бұрын
Right think
@kalpatarubal6405
@kalpatarubal6405 Ай бұрын
ଆପଣଙ୍କ ବୁଝେଇବା ଶୈଳୀ ଟି ହୃଦୟ ପ୍ରଶି
@saratmishra7100
@saratmishra7100 Ай бұрын
ପୁରୁଣା କୋଟରୀ ଓ ଥାନା ଅଧିକାରୀ ମାନେ ସମସ୍ତେ BJD agent। ତେଣୁ ସମାନେ ମୋହନ ସରକାର ଙ୍କୁ ସବୁବେଳେ ଅସୁବିଧା କରିବେ ଓ ସରକାର ବଦନାମ ହେବେ। ଏହା ନିରାଟ ସତ୍ୟ।
@techcrypto493
@techcrypto493 Ай бұрын
Satta ra paribartana haechi kintu byabasta saeiaa achi.....
@Sidhakatha19
@Sidhakatha19 Ай бұрын
Bhai re up re bi akhilesh ra system thila odisha thu bi ahuri kharap hele yogi taku size karidela mohan majhi jama bhida ku nuha CM hela pare goda au tale laguni kan kariba kichhi jani paruni sie aparajita nka thu paramarsa nei e byabasta ku sabad kariba darkar karana se jane dakhya prasasak thile
@trinathsethi8075
@trinathsethi8075 Ай бұрын
Thanks aapananku. Emiti correct decision first time sunibaku paili
@orissaflybricksmachine977
@orissaflybricksmachine977 Ай бұрын
ଏଥି ପାଇଁ ବି ନବୀନ ଆଉ pandian ଦାୟୀ। ସାର୍ ଆପଣଙ୍କ ସାମ୍ୱାଦିକତା ପାଇଁ ଆପଣଙ୍କୁ ନୋବେଲ ମିଳିବ
@shashankbehera2921
@shashankbehera2921 Ай бұрын
ସବୁ କଥୀରେ ନବୀନଙ୍କୁ ଦାୟି କରିବା ଏ ମହାଶୟଙ୍କ ପୁରୁଣା ଅଭ୍ଯାସ। କଥା କୁହାଳିଆ ସାମ୍ବାଦିକ।
@sukantapal6711
@sukantapal6711 Ай бұрын
​@@shashankbehera2921500% right
@PabitrakumarSwain-wt4tp
@PabitrakumarSwain-wt4tp Ай бұрын
Adarsh sambadik
@nmnarottamcreations
@nmnarottamcreations Ай бұрын
ନବୀନ ଦାସ ସାମ୍ବାଦିକ କୁ ମୋଦି ପୁରସ୍କାର ମିଳିବା ଦରକାର. ନହେଲେ BJP ପକ୍ଷ ରୁ ଓଡିଶା ର ମୁଖ୍ୟମନ୍ତ୍ରୀ କରିଦିଅ
@kamalakantanayak4574
@kamalakantanayak4574 Ай бұрын
Sala budha ra alu dosh jobani
@pitambarmohapatra7339
@pitambarmohapatra7339 Ай бұрын
ଆପଣ ଙ୍କ ଉପସ୍ଥାପନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋହନ ବାବୁଙ୍କ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଜୟ ଜଗନ୍ନାଥ।
@FAKIRJENA-du2zs
@FAKIRJENA-du2zs Ай бұрын
ମୋହନ ମାଝି ତୁରନ୍ତ ଗୃହ ବିଭାଗ କୁ ଜୟ ନାରାୟଣଙ୍କୁ ହସ୍ତାନ୍ତର କରନ୍ତୁ। ବିଜେପି ବିଜେଡ଼ି ଠାରୁ ତଳକୁ ଖସୁଛି ଓ ଆଉ କିଛି ଦିନ ପରେ କଂଗ୍ରେସ୍ ଆସି ୟାଙ୍କ ମଜା ବୁଝିବ।
@shibajeesingh5140
@shibajeesingh5140 Ай бұрын
Right now sir
@manojpanda2956
@manojpanda2956 Ай бұрын
ଆଜ୍ଞା ଧନ୍ୟବାଦ, ମୋହନ ବାବୁ ଭିତିରିଆ ସମ୍ପର୍କ ଅଛି କି ବି ଜେ ବି ସହିତ, ନା ସେ ଜଣେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ
@arucharanpradhan5502
@arucharanpradhan5502 Ай бұрын
ଆଜ୍ଞା ନମସ୍କାର, ଜାଣି ଶୋଇବ ଯିଏ, ତାଙ୍କୁ ଉଠାଇବ କିଏ। ମୋହନ ସରକାର ପ୍ରଥମେ ବଡ଼ ମୁଣ୍ଡିଆ ଦୁର୍ନୀତି ଗ୍ରସ୍ତ ନେତା ନେତ୍ରୀ ମାନଙ୍କୁ ତଦନ୍ତ କରି ଦଣ୍ଡ ବିଧାନର ରାସ୍ତା ଆପଣେଇ ଥିଲେ, ଏପରି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ। ଜୟ ଜଗନ୍ନାଥ।
@GitanjaliSamantray-dr9nu
@GitanjaliSamantray-dr9nu Ай бұрын
Right analysis and best guidelines for the new govt.
@lluluLuludas
@lluluLuludas Ай бұрын
ଧ୍ରୁତରାଷ୍ଟ୍ର ସରକାର ର ବର୍ତ୍ତମାନରେ ରହିଥିବା ସବୁଜ ରଙ୍ଗ ପୋଷାକ ଧାରୀ ଙ୍କୁ ବହିଷ୍କାର କରାନଗଲେ ଓଡ଼ିଶାରେ ଅରାଜକତା ବ୍ୟାଧି ସମଗ୍ର ରାଜ୍ୟରେ ବ୍ୟାପିବାର ବହୁତ ସମ୍ଭାବନା ଦେଖା ଯାଉଛି। ତେଣୁ ମୋହନ ସରକାର ବେଳ ଥାଉଁ ଥାଉଁ ସାବଧାନ ହେବ। ଉଚିତ। ଓଡ଼ିଶାବାସୀ ଙ୍କୁ ଶାନ୍ତି ସୁରକ୍ଷା ପାଇଁ କେବଳ ଯୋଗ୍ୟ ଅଫିସର ,କର୍ମଚାରୀ ଏବଂ ଦାୟିତ୍ୱ ବାନ ଅଫିସରଙ୍କୁ ନିଯୁକ୍ତ ମିଳିବା ଆବଶ୍ୟକ।
@PrasannaMansingh
@PrasannaMansingh Ай бұрын
ସେଥିପାଇଁ ପୋଲିସକୁ ସାଧାରଣ ଲୋକ କେବେ ବି ବିସ୍ଵାସ କରନ୍ତି ନାହିଁ ଏମାନଙ୍କ ବଂଶ ବୁଡିଯିବ
@golockchandrasahoo8357
@golockchandrasahoo8357 Ай бұрын
Transfer is no punishment. Even suspending a police officer is no punishment. In any such case, the police officer should be dismissed from service.. Should be exemplary punishment.
@SibaprasadMohapatra-so9wc
@SibaprasadMohapatra-so9wc Ай бұрын
Mohan sarkar gagrata huantu rajyaku kharappolice manakatharu janatanku surakhya diantu
@basantajena5418
@basantajena5418 Ай бұрын
ଏକ ନମ୍ବର ଦୋଷୀ ମୁଖ୍ୟମନ୍ତ୍ରୀ ଦୁଇ ନମ୍ବର ଦୋଷୀ ପୁଲିସ କମିଶନର ଓ ତିନି ନମ୍ବର ଦୋଷୀ ପୁଲିସ ଡିଜି | ଦୀନକୃଷ୍ଣ ନିର୍ଦୋଷ |
@harekrishnasahoo9741
@harekrishnasahoo9741 Ай бұрын
Jay Narayan Mishra should be Home Minister of Odisha.
@AmiyaKumarSahoo-u3s
@AmiyaKumarSahoo-u3s Ай бұрын
ଆଉ କେତେ ଦିନ ମୁହଁ ପୋତି ବାଟ ଚାଲୁଥିବ, ମୋହନ ବାବୁ
@narendrarout3552
@narendrarout3552 Ай бұрын
Very good advice at last I think all educated people should write a letter to cm odisha and pm India to take proper action against the victims or against the CM of odisha thanks.
@bishnucharanjena6464
@bishnucharanjena6464 Ай бұрын
ଆପଣଙ୍କ ନିର୍ଭିକ ଆଲୋଚନାକୁ ମୁଁ ଧନ୍ୟବାଦ ଦେଉଛି । ଆପଣମାନେ ହିଁ ନ୍ୟାୟ ପାଇଁ ଆମର ଭରସା ।
@supriyasahoo4400
@supriyasahoo4400 Ай бұрын
Sir namaskar ମୁଁ ଆପଣ ଙ୍କ ମାଧ୍ୟମରେ ସରକାରଙ୍କୁ ଅନୁରୋଧ ଯେ ସବୁ ପୋଲିସ ଷ୍ଟେସନ ଗୁଡିକୁ ଓ ପୋଲିସ ମାନଙ୍କୁ ଟିକେ ସାବଧାନ କରନ୍ତୁ ନ ହେଲେ ଲୋକମାନେ ଆଉ କଣ ଆପଣଙ୍କ ଠାରୁ ଆଶା କରିବେ ଆପଣ ଙ୍କୁ ବହୁତ୍ ଆଶା ରେ ସରକାର ପରିବର୍ତ୍ତନ କରାଯାଇଛି
@binayaktripathy7119
@binayaktripathy7119 Ай бұрын
U are correct
@Ganeshchandrakhatua-e3k
@Ganeshchandrakhatua-e3k Ай бұрын
Gather right information and analyze on it without particular knowledge don’t blame anyone, Thank you
@upendrakumarbiswal4682
@upendrakumarbiswal4682 Ай бұрын
ନିର୍ଭୟ ଗୁମର କଥା ର ସୁନ୍ଦର ଉପସ୍ଥାପନା, ଭରତପୁର ଥାନା ଜନସାଧାରଣଙ୍କୁ କିଭଳି ନ୍ୟାୟ ଦେଉଛି ପୁନଃଛ କ୍ରାଇମବ୍ରାଞ୍ଚର ତଦନ୍ତ ହାସ୍ୟାସ୍ପଦ, ମୋହନ ସରକାର କରୁଛନ୍ତି କଣ ?
@brundabatipanda790
@brundabatipanda790 Ай бұрын
ଜୟ ହୋ ଓଡ଼ିଶା ପୋଲିସ ଓ ଭିଜିଲାନ୍ସ Dept....ଆପଣ ମାନଙ୍କୁ କୋଟି କୋଟି 👏
@pratapchandramohapatra5159
@pratapchandramohapatra5159 Ай бұрын
ନବୀନ sir ସୁନ୍ଦର କଥା କହିଲେ
@prafullachaulia5388
@prafullachaulia5388 Ай бұрын
You are right. Hon' ble Mohan Majhi govt should have taken immediate action against the police officials.
@kishorchsrichandan307
@kishorchsrichandan307 Ай бұрын
ପୁଲିସ ଆଭିମୁଖ୍ୟ ପରିବର୍ତ୍ତନ ପାଇଁ ସମୟ ଲାଗିବ। ଅଳ୍ପ କିଛି ଅଫିସର ଙ୍କ ପାଇଁ ପୋଲିସ ବଦନାମ୍ ହେଉଛି। ଏ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର।
@saratkumarpanda7007
@saratkumarpanda7007 Ай бұрын
ଏମାନେ ନିଜକୁ ଇନ୍ଦ୍ର ବୋଲି ଭାବୁଛନ୍ତି
@rakeshkumarchakra
@rakeshkumarchakra Ай бұрын
Alpa kichi...mane 90% police parama MG
@healthylifewithorganic4536
@healthylifewithorganic4536 Ай бұрын
Nationalwide Demand for CBI inquiry and Investigation because Crime Branch is under Odisha Police Circle for 100 💯 clear investigation
@IS21-222
@IS21-222 Ай бұрын
ସିଏଚୋରପୁଲିସ ଅଫିସରକୁ ଚାକିରୀରୁ ବହିଷ୍କାର କରାଯାଇଜେଲ୍ ହା ଜତକୁ ପଠାଯାଉ
@pravakarmishra8813
@pravakarmishra8813 Ай бұрын
Suspension is not a punishment
@arabindamishra4045
@arabindamishra4045 Ай бұрын
ଖାଲି ଥାନା ସ୍ତରରେ ନିଲମ୍ବନ ଓ ବଦଳି କଲେ ଚଳିବନି। ଥାନା ବାଲାଙ୍କୁ ଘଣ୍ଟ ଘୋଡାଉଥିବା ଉପରିସ୍ଥ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ନିଲମ୍ବନ ଏକ ଦଣ୍ଡ ନୁହେଁଁ। କିଛି ଦିନ ପରେ ବାତାବରଣ ଥଣ୍ଡା ପଡିଗଲେ ଏହାକୁ ହଟେଇ ଦିଆଯାଏ। ଏ କ୍ଷେତ୍ରରେ ଭି ହବ।
@rabindrajati8272
@rabindrajati8272 Ай бұрын
Long live Mr Naveen Das. God bless you and your independence voice should stand as a symbol of Odisha people.
@AmiyaKumarSahoo-u3s
@AmiyaKumarSahoo-u3s Ай бұрын
ଚବିଶି ବର୍ଷ ରେ କମଳ ଯାକ ବାଳ ଯେତେ ବାଛିଲେ ସରିବନି
@tulsicharandash8394
@tulsicharandash8394 Ай бұрын
ଆପଣଙ୍କ ଜର୍ଜମା ଖୁବ ଉଚ୍ଚକୋଟୀର,ସ୍ବଷ୍ଠବାଦିତା,ନିର୍ଭିକତା ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପହଞ୍ଚିବା ଦରକାର ନମସ୍କାର ଜୟ ଶ୍ରୀରାମ
@orissaflybricksmachine977
@orissaflybricksmachine977 Ай бұрын
କେତେ ଦିନ ଆଉ ବିରୋଧୀ ଉପରେ ଦୁଷ ଲଦେଇ ମୋହନ ସରକାରଙ୍କୁ ବଞ୍ଚେଇବେ
@DinabandhuNaik-yw1xs
@DinabandhuNaik-yw1xs Ай бұрын
ଏମିତି ପୋଲିସ ଅଧିକାରୀ କୁ କାର୍ଯ ରୁ ବାହାର କରି ଜେଲ ଦିଆଯାଉ
@tsggurukul2197
@tsggurukul2197 Ай бұрын
Angya 100% katha kahile.thanking you from my core of heart.
@alokkumardas8848
@alokkumardas8848 Ай бұрын
Sir, this is the common phenomenon in all the police station in Odisha. Administration is existed only on papers not in field.
@banamalisahoo9252
@banamalisahoo9252 Ай бұрын
The higher police officer is the god father of the unsociable criminal police officer due to P
@gokulchandra9249
@gokulchandra9249 Ай бұрын
Thanks news channel. Jay SriRam
@nrusinghaprasaddas4783
@nrusinghaprasaddas4783 Ай бұрын
ପୋଲିସ ଥାନାଗୁଡ଼ିକର ନାମ ବଦଳାଇ " ନିର୍ଯ୍ୟାତନା କେନ୍ଦ୍ର" ଭାବରେ ନାମିତ କରାଯାଉ।
@basantapattnaik7812
@basantapattnaik7812 Ай бұрын
ସାର ପ୍ରଣାମ 🙏🌹
@BULURAY-c2m
@BULURAY-c2m Ай бұрын
ନବୀନ ଦାସ ଜଣେ ସାମ୍ବାଦିକ ନିରପେକ୍ଷ ହେବା ଦରକାର । ଏହା ଗଣତନ୍ତ୍ର ପାଇଁ ଶୁଭଦାୟକ। ମାତ୍ର ଆପଣଙ୍କ ସ୍ବର ତୋସାମଦ କଲାପରି ଲାଗୁଛି।
@bijanmishra5021
@bijanmishra5021 Ай бұрын
ଆପଣ ଆଉ କାହା କଥା କହୁଛନ୍ତି କଣ ନିଜେ ମୁଖ୍ୟମନ୍ତ୍ରୀ ଏଇ ନିର୍ବାଚନ ଆଗରୁ କିଛି ଦିନ ତଳେ ନିଜେ ପରା କୋଉ ଥାନାରେ ବାମ୍ଫ ନେଇଥିଲେ!
@manasimishra5543
@manasimishra5543 Ай бұрын
Jogi nka Pari Sasana darkar.Odissa ra janata khub santipraya
@Rajarockstar99
@Rajarockstar99 Ай бұрын
Perfect justice
@manjupravamishra8000
@manjupravamishra8000 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@prashantkumardash5793
@prashantkumardash5793 Ай бұрын
ବହୁତ ସ୍ବାଗତଯୋଗ୍ଯ ଓ ଅତୀ ଆବଶ୍ୟକୀୟ ତଥ୍ୟ
@trailokyanathmaharana3499
@trailokyanathmaharana3499 Ай бұрын
ନିର୍ଭୀକ ବିଚାର ପାଇଁ ଆପଣଂକୁ ଧନ୍ୟବାଦ❤।🙏
@Abhimanyu82
@Abhimanyu82 Ай бұрын
ଜୟ ନାରାୟଣ ମିଶ୍ରଙ୍କୁ home ମିନିଷ୍ଟର ଟା ଦିଆଯାଉ
@bibhutibhusanacharya5635
@bibhutibhusanacharya5635 Ай бұрын
Thanks for your correct analysis
@pkp4793
@pkp4793 Ай бұрын
ଜୟ ଜଗନ୍ନାଥ
@SarthakTripathybhubaneswar
@SarthakTripathybhubaneswar Ай бұрын
Very nice explanation. There is need for reformation. Its sin of previous government.
@user-qe9tp9hi4u
@user-qe9tp9hi4u Ай бұрын
ଗୋଟିଏ ପକ୍ଷ୍ଯ କଥା ଶୁଣି ଅନ୍ୟ ପକ୍ଷ୍ଯ କୁ ଦୋଷାରୋପ କରିବା ମଣିଷର ପାଗଳାମି ଅଟେ ।
@razzkara7608
@razzkara7608 Ай бұрын
Police excuse
@pravasinisatapathy6341
@pravasinisatapathy6341 Ай бұрын
ଓଡିଶା ବାସୀ ସୁଧରି ଯାଅ ଆଜି ସେ ଝିଅ ସାଥିରେ ହେଲା କାଲି ତମ ଝିଅ ସାଥିରେ ହବ
@samarprusty212
@samarprusty212 Ай бұрын
Sir🙏🏼ଆଜ୍ଞା ଏ ମୋହନ ଦ୍ୱାରା ଖଡା ସିଝିବନି l ସିଏ ଯାଉ, ବଂଶୀ ବଜେଇ ଗାଈ ଜଗିବ l
@brajakishorepadhi4022
@brajakishorepadhi4022 Ай бұрын
ନବୀନ ପଟ୍ଟନାୟକ ପୁଷ୍ପପୋଷକତାରେ ଏହି ଭଳି ମାନସିକତା ର ପୁଲିସ ମାନେ ହିଁ ସଂରକ୍ଷଣ ରହିଥିଲେ।
@prashantnayak5941
@prashantnayak5941 Ай бұрын
Lots of good wishes to you for your gutsy & eye opening analysis.
Nabin Nka Charcha With Ex-MLA Sunanda Das
45:20
Nirbhay
Рет қаралды 22 М.
Family Love #funny #sigma
00:16
CRAZY GREAPA
Рет қаралды 41 МЛН
CAN YOU DO THIS ?
00:23
STORROR
Рет қаралды 49 МЛН
Human vs Jet Engine
00:19
MrBeast
Рет қаралды 195 МЛН
Why is Naveen affected by comments on Pandian?
22:30
Nirbhay
Рет қаралды 37 М.
Millet scam of Rs 4 crore | No Comments
3:36
Nirbhay
Рет қаралды 10 М.
Family Love #funny #sigma
00:16
CRAZY GREAPA
Рет қаралды 41 МЛН