`ଭିଡିଓ ଭାଇରାଲ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି' || Bharatpur Police Station News || Odisha Reporter

  Рет қаралды 130,706

Odisha Reporter

Odisha Reporter

Күн бұрын

Пікірлер: 435
@basantakumarpanda9022
@basantakumarpanda9022 Ай бұрын
ବାରମ୍ବାର ସଷପେଣ୍ଟ ହେଉଥିବା ଅଫିସର ମାନଙ୍କୂ। ବହିସ୍କାର କରାଯିବା ଆଇନ୍ ହେଉ ।
@pradeepkumarsinha803
@pradeepkumarsinha803 Ай бұрын
ତୁରନ୍ତ ସମସ୍ତଙ୍କର ଘର ରେଡ୍ କରାଯାଉ..
@PrasanabisiBisi
@PrasanabisiBisi Ай бұрын
😢🎉🎉😂😂❤
@BatakrushnaSwain-hj8qr
@BatakrushnaSwain-hj8qr Ай бұрын
ଭରତପୁର ଥାନାର ସମସ୍ତ ପୋଲିସ୍ କର୍ମଚାରୀ ଯେଉଁମାନେ ଏହି ଦୁଃଖଦ ଘଟଣାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀ ମୋହନ ବାବୁ ନିଅନ୍ତୁ। ସେମାନଙ୍କୁ ଚାକିରିରୁ ବହିଷ୍କାର କରି ଜେଲ୍ ପଠାନ୍ତୁ।ମୋହନ ବାବୁ କାହା ଚାପରେ ଏ ପର୍ଯ୍ୟନ୍ତ ଚୁପ୍ ଅଛନ୍ତି?
@sanatanpattanaik5903
@sanatanpattanaik5903 Ай бұрын
ମଣିଷ ପ୍ରକୃତି ମଲେ ଛାଡେ,, ଏଇ ଭଳିଆ ପୋଲିସ ଙ୍କୁ ଚାକିରୀ ନଦେବା ଦେଶ ପାଁଇ ମଙ୍ଗଳ... ପୋଲିସ ଙ୍କ ଉପରେ ଲଗାମ ରହିବ ଜରୁରୀ.... ପୋଲିସ ମାଧ୍ୟମ ରେ ଦେଶରେ ବିଶୃଙ୍ଖଳା ର ସୃଷ୍ଟି...
@tusarkantasahu1064
@tusarkantasahu1064 Ай бұрын
କଣ ଏ ପୋଲିସ୍ ରାଜ୍ୟପାଳ ଙ୍କ ପୁଅ କି? କଣ ମୋହନ ସରକାର, ମମତା ସରକାର ର ରୂପ ଧାରଣ କରିବେ ନା ଯୋଗୀ ଜୀ ହେବାକୁ ପସନ୍ଦ କରିବେ...
@manjildefencestudy3224
@manjildefencestudy3224 Ай бұрын
Bhai tu sabu janichhu ki video jadi na hou thanta tahele ti biswas Kari pari nathantu,kahinki police ku direct dosha douchu ,ghatana ku bhalase dekhe ​@@tusarkantasahu1064
@chittaranjanchakra35
@chittaranjanchakra35 Ай бұрын
ସେ ଶଳା ମିଶ୍ର ମା ଘିଆ କୁ ଗୋଡାଇ ଗୋଡାଇ ପିଟା ଯାଉ ମୋହନ ଭାଇ ଜଣାଯାଉ ତାକୁ ବଡ ପନିସମେଣ୍ଟ ଦିଆଯାଉ
@NilamaniSahu-de9rl
@NilamaniSahu-de9rl Ай бұрын
ଲୋକମାନେ ଏହି ଭିଡିଓ କ୍ଲିପ୍ ରେ ଭ୍ରମିତ ହେବେ ନାହିଁ। ଲୋକ ଜାଣନ୍ତି ଏ ପୋଲିସ୍ ମାନ ଙ୍କର୍ ବ୍ୟବହାର ଜନସାଧାରଣ ଙ୍କ ପ୍ରତି ଆଦୌ ଭଲ ନୁହେଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ପୋଲିସ୍ FIR ଦେବାକୁ ଆସୁଥିବା ଜନତାଙ୍କୁ ଉତ୍ତମ ବ୍ୟବହାର କରନ୍ତୁ। କିନ୍ତୁ ଏ କ'ଣ ହେଲା।
@Lipidash1234A2z
@Lipidash1234A2z Ай бұрын
Right
@REALHEROJEETRAJFITNESS
@REALHEROJEETRAJFITNESS Ай бұрын
​@Lipidash1234A2z kiss ur dudh
@samarmohapatra-jr3ne
@samarmohapatra-jr3ne Ай бұрын
କେଉଁ ଅଧିକାରରେ ଦୁଇ ଅଭିଯୋଗକାରୀଙ୍କୁ ପୋଲିସ ମାରପିଟ କରୁଥିଲେ , ସେମାନେ ସମାଜକୁ କଣ ମେସେଜ ଦେଉଥିଲେ କି ଥାନାକୁ କେହି ରାତି ଅଧରେ ଅଭିଯୋଗ ନେଇଆସିଲେ, ଏହିପରି ଦଣ୍ଡ ମିଳିବ, ଏଇଟା କଣ model ଥାନାର police friendly systems
@srn78610
@srn78610 Ай бұрын
ଗୋଟିଏ ଉଦ୍ଦେଶ୍ୟ। ଲୋକଙ୍କୁ ହଇରାଣ କରିବା।
@basantakumarpanda9022
@basantakumarpanda9022 Ай бұрын
ଭିଡିଓ ରୁ ଯାହା ଜଣାପଡୁଛି ଝିଅଟିର ସ୍ବାସ୍ଥ୍ୟ ଠିକ୍ ଥିଲା ।ହାତ କିଏ ଭାଙ୍ଗିଲା ?ଆହତ କିଏ କଲା।ସେଭିଡିଓ ପୋଲିସ ଦେଖାଉ।😊
@pramodkumarrout7641
@pramodkumarrout7641 Ай бұрын
ମାଡ଼ାମ ଙ୍କର ସବୁସମୟ ରେ ନେଉଥିବା ସାକ୍ଷାତକାର ଓ ଉପସ୍ଥାପନା ଅତି ଉଚ୍ଚକୋଟିର। ଧନ୍ୟବାଦ।
@sukantakumarmohanty4095
@sukantakumarmohanty4095 Ай бұрын
ଥାନା ରେ ଯେଉଁ ୭ ଜଣ ଅତ୍ୟାଚାର କରିଛନ୍ତି ସେମାନଙ୍କ ନାମ ରେ ମରଣାନ୍ତକ ଦଫା ଲଗାଇ ଗିରଫ କଣ ପାଇଁ କରାଯାଇନାହିଁ ?
@LaxmipriyaRaul-j9v
@LaxmipriyaRaul-j9v Ай бұрын
Mohan sarakar a nku nibedana karichhi ki ebhali police ku enkuter karaj
@manaromaswain9328
@manaromaswain9328 Ай бұрын
ପୋଲିସ ଭ୍ରମିତ କରିବା କୁ ଚାହୁଛି
@subasnayak1510
@subasnayak1510 Ай бұрын
ଭରତପୁର ଆଇ ଆଇ ସି ର ଗଡ଼ ଫାଦର ହେଲା ଡି ଏସ କୁଟେ ଡି ଏସ କୁଟେ ହେଲେ ପାଣ୍ଡିଆନ ର ଧରମ ଭାଇ ପାଣ୍ଡିଆନ ହେଲେ ମୋହନ ମାଝୀ ର ମା ଘଇତା ତେଣୁ ଏମିତି ଚଳିବ ଓଡିଶା ରେ
@KulamaniPanda-r3r
@KulamaniPanda-r3r Ай бұрын
ଛି ଛି ଲଙ୍ଗଳା କରି ପୋଲିସ କୁ ମାରିବା କଥା
@upcomingnotification9297
@upcomingnotification9297 Ай бұрын
@@KulamaniPanda-r3r ସବୁଠୁଁ ଭଲ,police department ku close karideba katha. police kechi darkar ନାହିଁ
@RupNarayanMajhi
@RupNarayanMajhi Ай бұрын
​@@upcomingnotification9297 ତାହେଲେ ଲୋକଙ୍କ ସୁରକ୍ଷା କେମିତି ହେବ ?
@upcomingnotification9297
@upcomingnotification9297 Ай бұрын
@@RupNarayanMajhi Army department kariba
@RupNarayanMajhi
@RupNarayanMajhi Ай бұрын
@@upcomingnotification9297 ଯିଏ ନେତା ମନ୍ତ୍ରୀଙ୍କ under ରେ ଆସିବ ସେ corrupt ହେବ । ତ army ସେଇୟା ହେବନି ବୋଲି ୟାର ସମ୍ଭାବନା କୁ ଏଡେ଼ଇ ଦିଆଯାଇପାରିବ ନାହିଁ ।
@LaxmipriyaRaul-j9v
@LaxmipriyaRaul-j9v Ай бұрын
Sala nkar babu Kati dea
@SatyaranjanSethy-u3l
@SatyaranjanSethy-u3l Ай бұрын
ଓଡିଶା ରେ ପୋଲିସ କୁ ହଟେଇ ଆଗିନୀ ବୀର କୁ ଦାୟତ୍ୱ ଦିଅନ୍ତୁ cm sir....
@JaiUtkalaMaa
@JaiUtkalaMaa Ай бұрын
ଲୋକଙ୍କ ଟ୍ୟାକ୍ସ ପଇସାରେ ଦରମା ନେବେ। ଚୋରଠୁ ବଟି ନେବେ। ତମକୁ ସୁରକ୍ଷା ମାଗିବାକୁ ଯାଇଥିବା ଝିଅକୁ ଡାହଳ କୁକୂର ପରି ଝୂଣିବ।
@soumyashreedash7465
@soumyashreedash7465 Ай бұрын
ଆରେ ଭାଇ ମୁଖ୍ୟମନ୍ତ୍ରୀ ମଧ୍ୟ ଆଗରୁ ଅଭଳି ପୋଲିସ ର ଯୁଲୁମ୍ ର ଶିକାର ହୋଇଛନ୍ତି ।
@gokulchandra9249
@gokulchandra9249 Ай бұрын
Our Hon 'ble C.M. have better experience with Odisha police. Jay Hind.
@upcomingnotification9297
@upcomingnotification9297 Ай бұрын
ଠିକ୍ ସେ inquiry ହୋଇନି
@odiatechgyan605
@odiatechgyan605 Ай бұрын
ସେଥିପାଇଁତ ଲୋକେ ଚୋର କୁ କମ ପୋଲିସ କୁ ବେଶୀ ଡରନ୍ତି
@adityamallick7881
@adityamallick7881 Ай бұрын
ତୁମ ଝିଅ ଯଦି ଠିକ୍ .. ତୁମେ କାଇଁ ବିଚଳିତ ହେଉଛ.. ଯିଏ ଯାହା କରିବା କଥା କରୁ ... ଭିଡିଓ ଭିରାଲ ରେ କଣ ଅଛି ସତ ସାମ୍ନା କୁ ଆସିବ ... ସେ ପେଟୁ ପୋଲିସ ହେଉ କି ତୁମ ଝିଅ।।।
@BaskeyAnanta
@BaskeyAnanta Ай бұрын
ପୁରା ପୁରି ସତ କଥା
@pitabassahoo7318
@pitabassahoo7318 Ай бұрын
ଭାଇ ଝିଅର ଉଲଗ୍ନ ଶରୀର ଦେଖାଇ ଉତ୍ତ୍ପାତ୍ ହେବା କଥାଟା କେମିତି ଦବିବ। ସେଥିପାଇଁ ବାପା ର କୁମ୍ଭୀର କାନ୍ଦ
@duryodhanmalik1141
@duryodhanmalik1141 Ай бұрын
ପୁଲିସ ଯେପରି ତାଙ୍କୁ ଗିରଫ କଲା. ସେମାନେ ବେଲ୍ ରେ ଆସିଲେ ସେପରି ପୁଲିସ୍ ମାନେ ମଧ୍ୟ ଦୋଷ କଲେ ଗିରଫ କରାଯାଉ..
@rajatkumarmishra5912
@rajatkumarmishra5912 Ай бұрын
Court case ଉପରେ ତର୍ଜମା କଲେ police ଉପରେ ସଂଗୀନ ଦଫା ଲଗାଇପାରିବେ. ଯାହାକି Police minimum ଦୀର୍ଘଦିନ jail ରେ ରହିପାରିବ.
@k-adicomedy8266
@k-adicomedy8266 Ай бұрын
ସେନା ଅଧିକାରୀଙ୍କୁ ଯଦି ଏମିତି ଦୁର୍ବ୍ଯବହାର କରିପାରୁଛନ୍ତି, ସାଧାରଣ ଲୋକମାନଙ୍କୁ ଏମାନେ କି ବ୍ଯବହାର କରୁଥିବେ ଥରେ ଭାବନ୍ତୁ। 😢😢😢
@gourangasa6027
@gourangasa6027 Ай бұрын
ଜଣେ ଜଣାଶୁଣା ଓଡ଼ିଆ ହୋଇ ଅବିବାହିତ ଝିଅ କୁ କାହିଁକି ଓ କଣ ପାଇଁ ରାତି ରେ ଯିବା ପାଇଁ ଅନୁମତି ଦେଇ ଥିଲେ।
@surajpradhan92
@surajpradhan92 Ай бұрын
Legal action must
@Mr.Harimohan
@Mr.Harimohan Ай бұрын
ନିହାତି ଭାବେ Reporter ଦିଦି, ଏହି ମାମଲାରେ ଯେଉଁ ଅଧିକାରୀ ମାନେ ସାମିଲ୍ ଥିଲେ ତାଙ୍କୁ ନିଲମ୍ବିତ ନାହିଁ ନିଲମ୍ବିତ ସହ କୋଠାର କାର୍ଯ୍ୟନୁଷ୍ଟାନ ନିଆ ଯିବା ଆବଶ୍ୟକ, ତେବେ ଆମେ ବୁଝିବୁ କି ଭାରତ ସମ୍ବିଧାନର ନିୟମ ସମସ୍ତଙ୍କ ପାଇଁ ସମାନ।
@Skgbul470
@Skgbul470 Ай бұрын
ଯାହାର ଝିଅ ଦୁଷଚରିତ ପୋଲିସ ବାଲାଙ୍କୁ ବାହା ଦିଅନ୍ତି ଭଲ ଝିଅ ଭୁଲରେ ପୋଲିସ ବାଲାଙ୍କୁ ବାହା ହେବ ନାହିଁ.
@ranjitswain6957
@ranjitswain6957 Ай бұрын
To vauni bi carecter less hei thiba.
@sasankabiswasray
@sasankabiswasray Ай бұрын
Arrest that IIC and he should be punished as removed from the job.
@niharranjandash8869
@niharranjandash8869 Ай бұрын
ଏ ଘଟଣା ଉତ୍ତର ପ୍ରଦେଶ କୁ ବଳିଗଲା ବିଜେପି ଶାସିତ ରାଜ୍ୟରେ ଏମିତି ହୁଏ ଓଡିଶା ରେ ହେଲା. ଯଦି ତାଙ୍କର କୋର୍ଟମାର୍ସଲ ନ କରି ସସ୍ପେଣ୍ଡ କଲେ ଲୋକଙ୍କୁ ଚୁଟିଆ ବନାଉଛି
@User-yhjjgzz
@User-yhjjgzz Ай бұрын
Strict action needed against these corrupt police.
@rajatkumarmishra5912
@rajatkumarmishra5912 Ай бұрын
Suspention is not a punishment. Only Terminet
@debkumarbehera4824
@debkumarbehera4824 Ай бұрын
ଇଏ କେମିତି ଜଣେ ବାପା,ତାଙ୍କ ଉଦ୍ଧତ ଝିଅର ଭୁଲ୍ ଦେଖୁ ନାହାଁନ୍ତି ? ମଦ୍ୟପାନ କରି ରାଜ ରାସ୍ତାକୁ ନିଜ ବାପାର ବୋଲି ଭାବି ଗାଡି ଚଲାଉ ଥିଲେ ।🤵
@saratmishra7100
@saratmishra7100 Ай бұрын
BJP କୁ ଲୋକମାନେ କାହିଁକି ଭୋଟ ଦେଇଥିଲେ, କଣ ଏଇଥି ପାଇଁ ??? ନିଜେ CM ଗୃହ ବିଭାଗ ତାଙ୍କ ପାଖରେ ରଖିଛନ୍ତି। Suspension is not only the solution। Put all of them in jail first। ନହେଲେ ସରକାର ବଦନାମ ହେବ ଓ ଆଗାମୀ ଦିନରେ ସେମାନେ ଲୋକଂକ ବିଶ୍ୱାସ ହରାଇବେ।
@TukuNaik-hj6cf
@TukuNaik-hj6cf Ай бұрын
BJD chora mane au rahiparibeni bjd thile viral karibaku deinathanta
@TukuNaik-hj6cf
@TukuNaik-hj6cf Ай бұрын
BJD chora mane au rahiparibeni bjd thile viral karibaku deinathanta
@pratyushranjannayak3965
@pratyushranjannayak3965 Ай бұрын
Bjd police ku pura control re rakhithila, 😮
@balaramsahu8948
@balaramsahu8948 Ай бұрын
ରାଷ୍ଟ୍ରୀୟ ସ୍ତର ରେ ଆମେ ଆଜି ନିନ୍ଦିତ, କିଛି ପୋଲିସ କର୍ମୀ ଙ୍କ ଜଗୁ, କଣ ଏହା ଠିକ୍ କି
@ChandanvlogKpr
@ChandanvlogKpr Ай бұрын
Police ମାନଙ୍କ body fitness ଭଲ ରେ ଦେଖନ୍ତୁ ଏ ମାନେ କେମିତି ପରିଶ୍ରମ କରୁଥିବେ ଜଣା ପଡି ଯାଉଚି।
@RahulaMallick-zu9fn
@RahulaMallick-zu9fn Ай бұрын
ସେହି ଥାନାର ପୋଲିସ କରର୍ମ ଚାରୀଙ୍କୁ ବି ପଚlରl ଯାଉ ସେମାନେ କଣ କହୁଛନ୍ତି l
@RupNarayanMajhi
@RupNarayanMajhi Ай бұрын
କେହି ପାଟି ଖୋଲିବେନି ।
@muralidharsamanta5995
@muralidharsamanta5995 Ай бұрын
ସେ ଝିଅର କଥା ଯଦି ସତ୍ୟ ଉପଯୁକ୍ତ ଇନକ୍ୱାରୀ କରି ଫାଶୀ ଦିଆଯାଉ.ବାଡ଼ ଯଦି କ୍ଷେତ ଖାଉଛି ସେ ବାଡ ଜାଳିଦିଆ ଯିବା ଦରକାର
@ranjanmohapatra56
@ranjanmohapatra56 Ай бұрын
ସବୁ ପୋଲିସ ଥାନା ରେ ସିସିଟିଭି ଲଗାଯାଉ
@froyoandroid3478
@froyoandroid3478 Ай бұрын
ମଦ ପିଇ ରାତି ଅଧ ଯାଏ ବୁଲିବାକୁ ଝିଅ କୁ କିପରି ଅନୁମତି ମିଳୁଛି
@sanjuktamohanty9668
@sanjuktamohanty9668 Ай бұрын
Namaste sir,Ankita 's father 👨. You are so calm,jentle man can't be expressed.
@abiramgamango-nv6hf
@abiramgamango-nv6hf Ай бұрын
ସାତ ଜଣ ପୋଲିସମାନଙ୍କୁ ବହିଷ୍କାର କରି ଜେଲ ପଠେଇବା ଦରକାର ଏମାନେ ଆଇନ ଓ ବ୍ୟବସ୍ଥା ବିରଧୀରେ କାମ କଲେ
@balaramsamal2104
@balaramsamal2104 Ай бұрын
ଏମିନ୍ତି ବେଧ ଛୁଆ ଜନ୍ମକରିଚୁ ଲଜ୍ୟା ଲାଗୁନି ତୋତେ
@Loki-pg7jr
@Loki-pg7jr Ай бұрын
True police should also be sent to jail...
@hemantakumar4603
@hemantakumar4603 Ай бұрын
we demand proper enquiry
@bishnuprasadmishra8830
@bishnuprasadmishra8830 Ай бұрын
Good reporting
@SwadharmaOdisha
@SwadharmaOdisha Ай бұрын
ଭଗବାନ କରନ୍ତୁ ଅଙ୍କିତା ଶୀଘ୍ର ସୁସ୍ଥ ହୁଅନ୍ତୁ। ସାର୍ ବହୁତ୍ ସୁନ୍ଦର୍ କଥା କହୁଛନ୍ତି। ଧନ୍ୟବାଦ୍।
@SwadharmaOdisha
@SwadharmaOdisha Ай бұрын
ରିପୋର୍ଟର ବହୁତ୍ ସୁନ୍ଦର୍ ପ୍ରଶ୍ନ ।
@GaneshPrasadMishra-zl4le
@GaneshPrasadMishra-zl4le Ай бұрын
C. M. Sir immediate take action
@rajatkumarmishra5912
@rajatkumarmishra5912 Ай бұрын
No suspend only terminent
@susantkumar6085
@susantkumar6085 Ай бұрын
Only CBI enquiry for justice for Army officer..
@JaiUtkalaMaa
@JaiUtkalaMaa Ай бұрын
ଆମେରିକାରେ ସବୁ ପୋଲିସ ଦେହରେ କ୍ୟାମେରା ଓ ମାଇକ୍ରୋଫୋନ ଲାଗି ଥାଏ । ଏଠି ଥାନାରେ ସାମାନ୍ଯ ସିସିଟିଭି ନାହିଁ। ଛଅ କୋଟି ଖର୍ଚ୍ଚ କରି ମଡେଲ ଥାନି ବନେଇଲ ପନ୍ଦର ହଜାର ଖର୍ଚ୍ଚ କରି ସିସି ଟିଭି କାହିଁକି ଲଗା ଗଲାନି। ପୋଲିସର ଈଳା କାରନାମା ସବୁ ଲୁଚାଇ ରଖିବାକୁ ।
@NoDaddyIssues
@NoDaddyIssues Ай бұрын
ପ୍ରଧାନ ବାବୁ vdo ସମ୍ପର୍କରେ ମଧ୍ୟ fir ଦିଅନ୍ତୁ
@upendradebguru3245
@upendradebguru3245 Ай бұрын
କିଏ ଦୋଷୀ ତାକୁ କଂଫୋର୍ମ୍ କରା ଯାଉ
@sujitbisi7185
@sujitbisi7185 Ай бұрын
Adminitration kichhi kara na hele public jaudina police upare bhari padiba ta hele police aau rahiba nai
@PremKumar-yk4de
@PremKumar-yk4de Ай бұрын
କଥା କୁ ଦବେଇ ଦେବା ପାଇଁ ଚାହୁଚୋନ୍ତି
@Himanshurout-q3i
@Himanshurout-q3i Ай бұрын
Dissmiss Kara jou ,sabu police ku🎉🎉
@TANKADHARJENA-c2n
@TANKADHARJENA-c2n Ай бұрын
Police ku jail heba darkara
@upcomingnotification9297
@upcomingnotification9297 Ай бұрын
@@TANKADHARJENA-c2n police department ku close karideba
@Krishna77787
@Krishna77787 Ай бұрын
​@@upcomingnotification9297 banda chod daba ...bekar katha kahin kuha sabu tame Steps naba darkar ...na band kardeba😂😂
@bijanmishra5021
@bijanmishra5021 Ай бұрын
ଏମିତି କାମ କେବଳ ଦେଶଭକ୍ତ ମାନଙ୍କର ହୋଇପାରେ।
@sanatanpattanaik5903
@sanatanpattanaik5903 Ай бұрын
ଥାନା ରେ ଗୋଟେ ନିମ୍ନମାନର ପୋଲିସ ପଇସା ଖାଇ ଯାହା ଦଫା ଲଗେଇଦେବ,, ତାକୁ ଆମ ବିଚାରପତି ମହୋଦୟ ଅନ୍ଧ ଭଳି ନଦେଖି ଜିଲା ରେ ପୁରାଇଦେବେ... ମାତ୍ର କିଛିଦିନ ସିଆସେ ଚାଲିଲାପରେ ସେ ନିର୍ଦୋଷ ରେ ଖଲାସ ହେବ.. ମାତ୍ର ସେଦିନର ପୋଲିସ କୁ ଅରରେଷ୍ଟ ହେବ ଉଚିତ... ତାହାର ମନମୁଖୀ ପାଁଇ.....
@DigambarSingh-ir5no
@DigambarSingh-ir5no Ай бұрын
ସୁସ୍ପେଣ୍ଡ କଣ ସେମାନଙ୍କୁ ଚାକିରିରୁ ବାହାର କର
@debarchanbehera6826
@debarchanbehera6826 Ай бұрын
Respect this lady news reporter always with truth...
@nakuldhal1007
@nakuldhal1007 Ай бұрын
ଭାରତ ବର୍ଷର ସବୁ ରାଜ୍ୟର ପୋଲିସ ଏହି ପରି । ଏଥିରେ କିଛି ନୂତନତ୍ବ ନାହିଁ । ପୋଲିସ କହିଲେ ଲୋକଙ୍କ ମନରେ ଘୃଣା ଆସୁଛି । ଲୋକଟିଏ ଥାନାକୁ ଯିବାକୁ ଭୟ କରୁଛି । ପୋଲିସ ସବୁବେଳେ ରାଜନୈତିକ ବ୍ୟକ୍ତି, ଗୁଣ୍ଡା ବଦମାସ୍, ମାଫିଆଙ୍କ ସ୍ୱାର୍ଥରେ କାମ କରୁଛି । କାରଣ ସେମାନେ ପୋଲିସ କୁ ଭଲ ଅର୍ଥ ଦେଇ ପାରନ୍ତି ବା ପ୍ରଭାବ ପକାଇ ପାରନ୍ତି ।ଏହାର କାରଣ ଅନେକ । କଥା ହେଉଚି, ସେ ଜଣେ ଆର୍ମୀ ଅଫିସର ନ ହୋଇ ଜଣେ ସାଧାରଣ ଲୋକ ହୋଇ ଥିଲେ ଏତେ କଥା ହୋଇ ନ ଥାଆନ୍ତା । ନା, ମିଡିଆ, ନା ମହିଳା କମିଶନ, ନା ସ୍ଵେଚ୍ଛାସେବୀ ସଂଗଠନ କେହି ବାହାରି ନ ଥାନ୍ତେ । ଯିଏ ବାହାରି ଥାନ୍ତେ, ସେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥାନ୍ତା । ଜଣେ ଡିସିପି, କିଛି ନ ଜାଣି, ନିଜର ଅବିବେକି, ନିଷ୍ଠୁର, ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବଞ୍ଚାଇବାକୁ ତୁରନ୍ତ କ୍ଲିନ୍ ଚିଟ୍ ଦେଇଦେଲେ । ଏ କୁଟ୍ଟେଙ୍କ ପୋଲିସ । ଅଭ୍ୟାସ ଆଗରୁ ରହିଛି । ମୁଖ୍ୟ କଥା ହେଉଚି । ପୋଲିସ ଆଇନ ର ଉର୍ଦ୍ଧରେ । ପୋଲିସ ଯାହାକୁ ଚାହିଁବ, ତାକୁ ହଇରାଣ କରି ପାରିବ । ପରେ କଣ ହେବ, ସେମାନେ କଣ ଦଣ୍ଡ ପାଇବେ ସମସ୍ତେ ଜାଣନ୍ତି । କୋର୍ଟ କଚେରୀ କିପରି ଚାଲେ ପୋଲିସ ଭଲଭାବେ ଜାଣେ। କୌଣସି ସରକାର, କୌଣସି ନ୍ୟାୟାଳୟ ପୋଲିସକୁ ଠିକ୍ ରାସ୍ତାକୁ ଆଣି ପାରିବ ନାହିଁ । ଗୋଟେ କନେଷ୍ଟବଳ ର ସଂପତ୍ତି ଉପରେ ତଦନ୍ତ କରାଯାଉ କେତେ ଆୟ ବହିର୍ଭୁତ ସଂପତ୍ତି ବାହାରିବ ଦେଖିବେ । ନା ନବୀନ ସରକାର, ନା ମୋହନ ସରକାର ଦୁର୍ନୀତିଗ୍ରସ୍ତ ପୋଲିସଙ୍କ ଠାରୁ ସାଧାରଣ ଜନତାଙ୍କୁ ରକ୍ଷା କରି ପାରିବେ । ଏତେ ଭିଜିଲାନ୍ସ ରେଡ ନୂଆ ସରକାର ରେ ହେଉଚି । ଗୋଟିଏ ପୋଲିସ ଅଧିକାରୀ ନାହାନ୍ତି । ତାର ଅର୍ଥ କଣ ସବୁ ପୋଲିସ ଅଧିକାରୀ ସ୍ୱଚ୍ଛ । ପ୍ରତ୍ୟେକ ଥାନା ଦୁର୍ନୀତିରେ ବୁଡି ରହିଛି । ଏମାନଙ୍କୁ ସୁରକ୍ଷା ଦେବାପାଇଁ ଦୁର୍ନୀତିଗ୍ରସ୍ତ ଆଇପିଏସ୍ ଭରି ରହିଛନ୍ତି । ଦୁର୍ନୀତିଗ୍ରସ୍ତ ଆଇପିଏସ୍ ଙ୍କୁ ସୁରକ୍ଷା ଦେବାପାଇଁ ଦୁର୍ନୀତିଗ୍ରସ୍ତ ଆଇଏଏସ୍ ବି ରହିଛନ୍ତି । ଦୁର୍ନୀତିଗ୍ରସ୍ତ ରାଜନୈତିକ ବ୍ୟକ୍ତିଙ୍କର ଅଭାବ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥାହେଲା ଏ ସରକାରକୁ କୁତ୍ତେଙ୍କ ସିନିୟର୍ ପୋଲିସ ଅଧିକାରୀ ମାନୁ ନାହାନ୍ତି । DG ଙ୍କୁ ବି ଖାତିର କରୁ ନାହାନ୍ତି । ତେଣୁ ଯେଉଁ ଆଇଏଏସ୍ ଓ ଆଇପିଏସ୍ ସରକାରରେ ଥାଇ, ବିଗତ ସରକାରର ପ୍ରଭାବଶାଳୀ ଲୋକଙ୍କ ଇଙ୍ଗିତରେ କାର୍ଯ୍ୟ କରି ଏ ନୂଆ ସରକାରରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବା ପର୍ଯ୍ୟନ୍ତ ସରକାରଙ୍କ ବିପତ୍ତି ବଢ଼ି ଚାଲିବ । ଗୋଟିଏ ରାସ୍ତା ନୂଆ ସରକାର ଶାସନକୁ ପାଣ୍ଡିୟନ ଓ କୁଟ୍ଟେ ଙ୍କ ପ୍ରଭାବରୁ ମୁକ୍ତ କରି ସେମାନଙ୍କ ଏଜେଣ୍ଟଙ୍କୁ ଚିହ୍ନଟ କରି ବିହୀତ ପଦକ୍ଷେପ ନିଅନ୍ତି ।
@tusarkantasahu1064
@tusarkantasahu1064 Ай бұрын
ମୋହନ୍ ସରକାର ଆମେ ଆପଣଙ୍କ ଠାରୁ ମମତା ଦିଦି ପରି ଶାସନ ଆଶା ରଖୁନ୍ତ.. ଆମେ ଚାହୁଁ ଯୋଗୀ ପରି ଶାସନ... ରାଜ୍ୟପାଳ ପୁଅ ଘଟଣା ରେ ଆପଣ ଫେଲ, ଏବେ କେବଳ ବଦଳି କିମ୍ବା ସସପେଣ୍ଡ କରିଦେଲେ ଆମ କୁ ନ୍ୟାୟ ମିଳିବ ନାହିଁ. ଗୋଟେ ସାଧାରଣ ଲୋକ ଏହି ଅପରାଧ କରିଥିଲେ କଣ ଦଣ୍ଡ ହୋଇଥାନ୍ତା? ରକ୍ଷକ ଭକ୍ଷକ ସାଜିଲେ କି ଦଣ୍ଡ ଦିଆଯିବା ଉଚିତ ଯୋଗୀ ସରକାର ଙ୍କୁ ପଚାରି ବୁଝନ୍ତୁ.. ନୂହେଁ କି ରାଜଭବନ ରେ ବିଚାର କରିବା ଭଲି ଏ ଘଟଣା କୁ ଆଉ କେଉଁ ଗୁପ୍ତ ଏସି କୋଠରୀ ରେ ରଫାଦଫା କରି 4 କୋଟି ଲୋକଙ୍କୁ ଆଇନ୍ 2 ପ୍ରକାର ର ବୋଲି ପ୍ରମାଣିତ କରିବେ... ଜୟ ହିନ୍ଦ
@Symsncpurchase
@Symsncpurchase Ай бұрын
I urge both the victim must approach Supreme Court for permanent suspension with longest jail punishment
@biruamamalaxmi541
@biruamamalaxmi541 Ай бұрын
ନିଜ ଝିଅ କୁ ବଞ୍ଚାଇବାକୁ ବାପା ଚେଷ୍ଟା କରୁଛି. ଆଗେ check କରା ଯାଉ ସେ amry ଆଉ gf kou pop ରୁ ମଦ ପିହିକି ଆସୁଥିଲେ ରାତି 2tare ଆସୁଥିଲେ
@NiranjanMohanty-z8t
@NiranjanMohanty-z8t Ай бұрын
ଝିଅକୁ ସମ୍ଭାଳୁ ପାରୁନି ,ଟୋକା ସାଥିରେ ରାତି କଟାଉଛି, ଧନ୍ୟ ତୁ ରେ ବାପା.
@SwadharmaOdisha
@SwadharmaOdisha Ай бұрын
ନିଲମ୍ବିତ ନୁହେଁ, ବହିଷ୍କାର କରାଯାଉ। ସେଭଳି ଆଇନ ବି ଲାଗୁ କରାଯାଉ
@JaiUtkalaMaa
@JaiUtkalaMaa Ай бұрын
ମୋହନ ମାଝି ସରକାର ଭାରି ନରମା। ଏମାନଙ୍କ ଦ୍ବାରା ଶାସନ ହବନି। ଭୂବନେଶ୍ବର ଦେଶର ସବୁଠୁ ଅସୁରକ୍ଷିତ ସହର ।
@ManasSwain-h8v
@ManasSwain-h8v Ай бұрын
Baisalin panda police to bea re giha kohal
@saratchandrasethi3651
@saratchandrasethi3651 Ай бұрын
lady police janaka thana re nite kan pain pindhithila, ratire gents officer nka sahita soiba pain.
@sanjaybiswal9242
@sanjaybiswal9242 Ай бұрын
ତାଙ୍କୁ ଲଙ୍ଗଳା କରି ଚଲେଇବା ଦରକାର
@budhanathmohapatra150
@budhanathmohapatra150 Ай бұрын
ବର୍ତ୍ତମାନ ସେହି ପାଞ୍ଚ ଜଣ ପୋଲିସଙ୍କର activities ଏବଂ phone call ସବୁ record କରାଯାଉ, ସେମାନେ କାହା କାହା ସହିତ ଏବଂ କଣ କଣ କଥା ହେଉଛନ୍ତି।
@ashokkumardalei1057
@ashokkumardalei1057 Ай бұрын
କଲି ୟୁଗ୍ ର ପ୍ରକୋପ ଏବେ ଚରମ ସ୍ଥାନ ରେ ପହଞ୍ଚିଲାଣି। ଅଉ ଆମ ଦେଶରେ ନିୟମ କାନୁନ୍ ବୋଲି କିଛି ନାହିଁ। ବିଶ୍ୱାସ ଉଠିଗଲା।😢
@scdas01
@scdas01 Ай бұрын
Suspending 05 is not enough. Why DCP Prateek Singh & his ACP are not yet suspended. ? Ex,IIC Dinakrushna Mishra is his choiced police officer for Bharatpur PS. When IIC Mishra was transferred to BBSR he was reporting to DCP Prateek Singh. When a new police station in Bharatpur was commissioned he choosed his close-most officer Dinakrushna Mishra for ICC Bharatpur PS, fully knowing the track-record of Mr. Mishra. Because Dinakrushna who was the IIC of Cantonment PS, Cuttack in 2021-22 was also reporting to Sri Singh, the then DCP of Cuttack. In that fateful night at about 04:30AM as per IIC Mr Mishra, he had talked to ACP first & then to DCP over phone & he briefed them in detail. What IIC did next was as per the advice of ACP & DCP. Next day morning even both of them did not think it necessary to go to Bharatpur PS to make a first hand finding. Rather they were busy in manufacturing points to prove their staffs inocent. Both ACP & DCP were putting all points to blame the person who had gone to PS for help. Even both were justfying the arrest & brutal attack on Army Major. DCP needs to be suspended & criminal proceedings is required against ACP & DCP. because they have failed in guiding his subordinates & allowed the incident of brutality in PS to go to this extent.
@Parsuram-gf5sr
@Parsuram-gf5sr Ай бұрын
ଥ ଥାନାରେ ଜେ୭ଜଣ କର୍ମଚାରୀ ଥିଲେ ତାଙ୍କ ବିରୁଦ୍ଦରେ ଦଣ୍ଡ ବିଧାନ କରାଜାଉ
@sadanandmohanty3537
@sadanandmohanty3537 Ай бұрын
Jay sriram Jay jagannath 🙏🙏🙏🙏🙏🙏🙏🙏🙏🙏
@maheswarkar2608
@maheswarkar2608 Ай бұрын
ଆଜିକାଲି ବଡ ବଡ଼ିଆ ମାନେ ହୋଟେଲ ରୁ ମଦ ପିଉଛନ୍ତି ଠିକ ଅଛି ସେ ମଦ ପିଇଲେ ବୋଲି କଣ ପୋଲିସ ଲଙ୍ଗଳା ହୋଇ ଗୋଟେ ଝିଅ କୁ ଲିଙ୍ଗ ଦେଖାଇ ଅଭଦ୍ର ପ୍ରଶ୍ନ କରିବ ❓ଏ ସବୁ ସମାଜର ଉଚ୍ଚ ବର୍ଗ ର ବ୍ୟକ୍ତି ହୋଇ ତାର ଗାରିମା ହଟାଇ ପୋଷାକ ର ପତିଆରା ଦେଖାଇ କରା ଯାଇ ଛି ଯାହାନିନ୍ଦନୀୟ ନିଶ୍ଚିତ ଦଣ୍ଡ ବିଧାନ ହେଉ ଶିକ୍ଷା ସଂସ୍କୃତି ଉଛ ବର୍ଗ ପରିବାର ର ଗାରିମା କୁ ବି ଏ ମାଟିରେ ମିଶାଇ ଦେଇଛନ୍ତି ଏମାନଂକୁ କ୍ଷମା କରିବା ଅର୍ଥ ସଂସ୍କୃତି ର ହତ୍ୟା ହେବ ଧିକ୍କାର ଏ ମାନଙ୍କୁ
@santoshmahanta2319
@santoshmahanta2319 Ай бұрын
Kulangar DINAKRISHNA MISHRA Arrest hona chahiye kyunki wo criminal hai.
@janmejaydandapat9427
@janmejaydandapat9427 Ай бұрын
Right speech sir
@kalyanirout7764
@kalyanirout7764 Ай бұрын
Honesty of police should not be defamed only for those 7people.criminal behaviours should be checked in police department
@theunexpectedworld3533
@theunexpectedworld3533 Ай бұрын
All are equal in the eyes 👀 of laws
@anantanaik549
@anantanaik549 Ай бұрын
Dismiss kara🎉 what nonsense suspend
@shaktinathsatpathy8376
@shaktinathsatpathy8376 Ай бұрын
Not only suspension,but sure shot dismiss & stringent exemplary action.
@santanukumarbisoi877
@santanukumarbisoi877 Ай бұрын
The investigation would be happen by a special jurisdiction under cheif justice of High court.
@mdshahidanwar4540
@mdshahidanwar4540 Ай бұрын
Justice for odisha police Tali dui hata re baje Both side ru suna
@hareshkumarpatel7452
@hareshkumarpatel7452 Ай бұрын
ପୋଲିସ ଦ୍ବାରା କେବେବି ଦେଶ ତଥା ରାଜ୍ଯ ରେ ସୁ ସେବା ଦେଇ ପାରିବନି କାରଣ ଇଂରେଜ ମାନେ୧୮୫୭ ସିପାହୀ ବିଦରୋହ ପରେ ପୋଲିସ ଏକ ୧୮୬୧ ତିଆରି କରିଥିଲେ କେବଳ ଭାରତିଅ ମନକୁଂ ଦବେଇ ରଖିବା ପାଇଁ ଓ ଇଂରେଜ ଶାସନ କଳକୁ ସୁରକ୍ଷା ଦେବାପାଇଁ।ମୋ କହିବା କଥା ହେଲା ଇଂରେଜ ଏକ୧୮୬୧ ର ପୋଲିସ ଲୋକଙ୍କୁ କେମିତି ସେବାଦେବ।
@abinashbehera9184
@abinashbehera9184 Ай бұрын
Video shows rude behaviour of accused lady...Court will give decision in favour of police..
@diptilenka2440
@diptilenka2440 Ай бұрын
Tu v achhu ethire samil
@abinashbehera9184
@abinashbehera9184 Ай бұрын
@@diptilenka2440 yes suspend me.... No matter u related to army personnel that doesn't give u right to being drunk create ruckus in police station... Se kiyan nighty dress re achi boli e jhua mobile re capture kala instead of reporting her file....
@SeemaMallick-z6s
@SeemaMallick-z6s Ай бұрын
ପୋଲିସ୍ ଗୁଡ଼ ଚୋର ସବୁ ପୋଲିସ୍ ନୁହେଁ କେତେ ଗୁଡ଼ିଏ ଅଯୋଗ୍ୟ ପୋଲିସ୍। ମୋର ନିଜ ଅଙ୍ଗେ ଲିଭା ଅନୁଭୂତି ନିଆଳି ଥାନାର ଅଫିସର ଜଗନ୍ନାଥ ପାଣିଗ୍ରାହୀ ଙ୍କ ପାଖ କୁ ମୁ ଆଉ ମୋ ବାପା ଜଣେ ବ୍ୟକ୍ତି ଜବରଦସ୍ତି ଆମ ଜମି ରେ ପସି ଗଛ ହାଣିଲା , ମୋ ମା ଙ୍କୁ ଅଭଦ୍ର ଭାଷା ରେ ଗାଳି କଲା ମାରିବାକୁ ବି ଠେଙ୍ଗା ବଡି ଉଚେଇଲା ମୁ ପ୍ରତିବାଦ କରିବାରୁ ମତେ ମାରଣାସ୍ତ୍ର ଧରି ଆସିଲା ମାରିବାକୁ ୮ଦିନ ପରେ ତା ବାପ ମରିଗଲା । ସେ ଗୁଣିଗାରେଡି ସନ୍ଦେହ କରି ଆମ ପରିବାର କୁ ହଣିକି ମାରିବ କୁ ଧମକ ଦେଲା ଆମେ ଥାନା କୁ ଗଲୁ FIR delu ହେଲେ ନିଆଳି ଥାନାର ଅଫିସର ଜଗନ୍ନାଥ ପାଣିଗ୍ରାହୀ ସାର୍ ଆମ କଥା ଶୁଣିଲେନି ବିନା ଦୋଷ ରେ ମୋ ପାପାଙ୍କୁ ଚୌଦ୍ଵାର ଜେଲ ରେ ମଡର୍ କେସ ରେ ପୁରେଇଦେବି ବୋଲି ଧମକ ଦେଲେ। ମୋ ବାପାଙ୍କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କଲେ ମୁ ଘଟଣା କଣ ହେଇଛି କହିବାରୁ ମତେ ପୁରା 4 ,5 ଜଣ ପୋଲିସ୍ ମତେ ଢମକେଇ କି ପାଟି କଲେ ଆଉ ଲେଡ଼ିସ ପୋଲିସ ଲଗେଇ ମାଡ ମାରିବେ ବୋଲି ଡରେଇଲେ । ଜଗନ୍ନାଥ ପାଣିଗ୍ରାହୀ ସାର୍ ଆପଣ ଥାନା କୁ ଆପଣଙ୍କ ଡ୍ରଇଂ ରୁମ୍ ବା ଖଟି ଆଡ଼ା ଭାବୁଥିଲେ କି ଆଉ ଆଇନ କୁ ଆପଣଙ୍କ ଡ଼ାୟେରୀର ମନଇଛା କବିତା ଭାବୁଥିଲେ ଯାହା ଇଚ୍ଛା ଟା କହିଯିବେ? ଆପଣ ପୋଲିସ ଚାକିରୀ ପାଇ written test ରେ କେତେ slangs ଲେଖିଲି ପାସ କରିଥିଲେ ? କଣ କହୁଥିଲେ ମତେ ତୋ କେଶ ରୁ କିଛି ମିଳିବ ? କାଇଁ ତମ କୁ ଦରମା ମିଳୁନି କି ଏତେ ଭିକ ମଗୁଛ ଗରିବ ଲୋକ ଙ୍କୁ ? ତମ ପରିବାର ର ଶିକ୍ଷା ଦିକ୍ଷା କଣ ଏଇଟା ଅଭଦ୍ର ଭାଷା ରେ ବିଚାର ନ୍ୟାୟ ଆଶାରେ ଆସିଥିବା ବୁଢ଼ା ଲୋକ କୁ ଗାଳି କରିବା ? ଆଇନ କୁ ନିଜ ବାପା ପ୍ୟାକେଟ ର କଲମ ଭାବୁଥିଲକି ପାଣିଗ୍ରାହୀ ସର୍ ମନଇଚ୍ଛା ଖେଳିବ ? କେତେ ଲାଞ୍ଚ ନେଇଥିଲା କେସ କୁ ଆପସ୍ ସମାଧାନ କରିବାକୁ ଜୋର୍ ଜବରଦସ୍ତ ବାଧ୍ୟ କଲ ?
@basantajena3220
@basantajena3220 Ай бұрын
Emiti bahut police nka bhasa bahut kharap
@hotspicyvlogger6874
@hotspicyvlogger6874 Ай бұрын
Police Ta 100% Bhul Kintu Bridger Sahab Apnanka su Kanya 12 rate koude Jai thila
@preetisnigdhamohanty1965
@preetisnigdhamohanty1965 Ай бұрын
Kain Swadhina Bharata re rati 12 re baharaku jiba jhia mana nku mana boli kauthi niyam achi?? Ba re mentality!!!!
@rabindramohannayak4834
@rabindramohannayak4834 Ай бұрын
Retrenchment is suitable punishment along with jail
@AMohapatra
@AMohapatra Ай бұрын
Jhia jadi video karuchi police v karu, asubidha nahi. Kintu thana re CCTV kahinki nahi?
@arundhati97
@arundhati97 Ай бұрын
Police vdo ବନେଇଛନ୍ତି ମାନେ ନିଜ କୁ ଭଲ ଦେଖେଇ ବେ ,ସେଇ ପାଇଁ vdo , ଯାହା କୁ ଚାହିଁ ବେ ତାକୁ ଦୋଷୀ କରି ଛିଡ଼ା କରେଇ ବେ,ନିଜେ ଭଲ ହେବେ cctv ହଟେଇ ଦେବେ ନିଜ ଭୁଲ ବାହାରିଲେ
@jenadillipjenadillip4642
@jenadillipjenadillip4642 Ай бұрын
ମଉସା କହିଲେ ଆପଣଙ୍କର ଝିଅ ଏତେ ରାତିରେ କ'ଣ ପାଇଁ ବାହାରକୁ ଯାଇଥିଲା, ଟିକେ ଆପଣ ଝିଅ କୁ ପଚାରିଲ, ତୁମର କିଛି ଦାଇତ୍ୱ ନାହିଁ ହଁ ସବୁ ଦିନ ରାତିରେ ତ ଫେରେ, ପ୍ରଥମେ ତୁମ ଝିଅ କୁ ଘରେ ରଖ, ପୁରା ଖୋଲା ଛାଡ଼ିଦିଅ ନାହିଁ, ତୁ କୁ ଟିକେ ବି ତ ଲାଜ ସରମ ନାହିଁ, ଖାଲି ବୁମ୍ ଦେଖିଲେ ମନ ଉଡୁଛି,
@udayanathswain1569
@udayanathswain1569 Ай бұрын
ଝିଅ କଣ ବାହାରେ ବୁଲି ପାରିବେନି........ପୁଅ ଖାଲି ମଦ ପିଇ ବୁଲିବ......ନିଜର ମାନସିକତା ବଦଳାନ୍ତୁ.........
@SarojMajhi-g6y
@SarojMajhi-g6y Ай бұрын
Nilamban.danda.nuhe.bahiskar.karajau
@POWER_OF_BAPPA
@POWER_OF_BAPPA Ай бұрын
WE WANT JUSTICE. NO SUSPEND ONLY TERMIATION WAITING FOR JUSTICE.😊
@sampadkumaranayak2497
@sampadkumaranayak2497 Ай бұрын
@surjyasamanta6961
@surjyasamanta6961 Ай бұрын
ଚୋର ଦୀନ କୁଷ୍ନ ମିଶ୍ର କୁ ଗିରଫ କରାଯାଉ।
@kashyapmohakhud4409
@kashyapmohakhud4409 Ай бұрын
Taku fasi diaajau
@balaramsamal2104
@balaramsamal2104 Ай бұрын
ଝୁଅ ଲଙ୍ଗଳା ହେଈ ନାଚିବାକୁ ଛାଡିଦେ ରାସ୍ତା ରେ ଲାଜ ବୋଲି ଟିକେ ତୋ ମୁହଁ କୁ ନାହିଁ ସେଥିପାଇିଁ ମିଡିଆ ଆଗରେ ଗପ ମାରୁଚୁ
@prasantakumarpadhi4399
@prasantakumarpadhi4399 Ай бұрын
Habitual offender ଉପରିସ୍ଥ officers ଙ୍କୁ ପଇସା ଦେଇ ଚାକିରୀ ରେ ରହୁଛନ୍ତି।
@tanmayarani337
@tanmayarani337 Ай бұрын
For the 1st time m liking the way interviewer interviewing... This is a sensitive case. And the lady did rt. to her job... And very sad to hear this type bad situation happened in bhubaneswar... 7 police officer shd b suspended... And those who r suspended more than once shd b restricted....
Disrespect or Respect 💔❤️
00:27
Thiago Productions
Рет қаралды 34 МЛН
World’s strongest WOMAN vs regular GIRLS
00:56
A4
Рет қаралды 27 МЛН
Disrespect or Respect 💔❤️
00:27
Thiago Productions
Рет қаралды 34 МЛН