No video

Three Doors Remained Closed Because Of Tantra Mantra, Ratnabhandar Was Not Opened Because Of Power

  Рет қаралды 121,670

Nirbhay

Nirbhay

Ай бұрын

Three Doors Remained Closed Because Of Tantra Mantra, Ratnabhandar Was Not Opened Because Of Power | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 722
@geetaranisamal6638
@geetaranisamal6638 Ай бұрын
ସେବାୟତ ମାନେ ନିଶ୍ଚିତ ଦାୟୀ।
@umakantachoudhury4537
@umakantachoudhury4537 Ай бұрын
ଅତିସୁନ୍ଦର ଓ ଅତି ଉଚ୍ଚ ଅଭିଜ୍ଞତା ସମ୍ପନ୍ନ ତଥ୍ୟ ବହୁତ ଭଲ ଲାଗିଲା
@prafulasingh2267
@prafulasingh2267 Ай бұрын
ଆପଣଙ୍କ ସମ୍ବାଦ ପରିବେଷଣ ଉଚ୍ଚକୋଟୀରର । ଆପଣଙ୍କ ବିଶ୍ଳେଷଣ କୁ ସରକାର ନିହାତି କାନ ଡେରିବା ଉଚିତ୍ । ଜୟ ଶ୍ରୀରାମ
@jagannathmishra5300
@jagannathmishra5300 Ай бұрын
ଅରିଜିତ ପଶାୟତ ଗୋଟେ ଅପାରଗ ବିଚାରପତି I ଆଜ୍ଞା ମହାପ୍ରଭୁ ଙ୍କ ଆଗରେ କୌଣସି ତନ୍ତ୍ର ମନ୍ତ୍ର କାମ କରେନି I
@soumyaranjandas9109
@soumyaranjandas9109 Ай бұрын
ମତେ ଲାଗୁଛି ଆପଣ ଜଣେ ପ୍ରଫେସର।କାରଣ ଆପଣଙ୍କ ଉପସ୍ଥାପନା ଅତ୍ୟନ୍ତ ଉଚ୍ଚକୋଟୀର।🙏🙏🙏
@Socialreform2022
@Socialreform2022 Ай бұрын
ଗୋବର ଗଣେଶ ମୂର୍ଖ ଟା କୁ ପ୍ରଫେସର୍ କହୁଛ
@soumyaranjandas9109
@soumyaranjandas9109 Ай бұрын
@@Socialreform2022 ତମର ଯଦି ଶିକ୍ଷାଗତ ଯୋଗ୍ୟତା ଥାଆନ୍ତା ତେବେ ତମେ ଏପରି କଥା ଲେଖିନଥାନ୍ତ। ମତେ ଲାଗୁଛି ତୁମେ ଗୋଟେ ମୂର୍ଖ , ଅପାଣ୍ଡୁକ ଓ ନିର୍ଲଜ ଧରଣର ମଣିଷଟିଏ।ସେମିତି କୁକୁର ଭଳିଆ ଭୁକୁ ଥା 🐕🐶।
@lilamayasahu6669
@lilamayasahu6669 Ай бұрын
​@@Socialreform2022bjp wala ମୁର୍ଖ ତମେ ଘୁଷୁରୀ wale phd holder
@nalindrasoy6366
@nalindrasoy6366 Ай бұрын
​@@Socialreform2022Sir jemiti uposthapana karuchonti semiti tume tk uposthapana kalo dekhiba bhari dhogo kahuchu
@pramodbadajena2158
@pramodbadajena2158 Ай бұрын
Budha sara pancha haba
@manjushaswain1037
@manjushaswain1037 Ай бұрын
ଗୁମର କଥା ଓଡ଼ିଶା ବାସୀ ଙ୍କୁ ବହୁତ ପ୍ରଶାସନିକ ଗୁମର ଜଣାଉଛି । ସେଥିପାଇଁ ଧନ୍ୟବାଦ । ହାତ ଗଣତି ଯେଉଁ କେତେଜଣ ଅନ୍ୟଥା ଭାବୁଛନ୍ତି ପ୍ରଭୁ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ଧର୍ମର ଜୟ ଅଧର୍ମର କ୍ଷୟ । ଜୟ ଜଗନ୍ନାଥ ‌। ମଂଜୁ ଷା ସ୍ବାଇଁ ।
@narayanmahapatra3102
@narayanmahapatra3102 Ай бұрын
ଆପଣଙ୍କ ବିଶ୍ଳେଷଣ ଅତ୍ୟନ୍ତ ସଠିକ। ଏଣୁ ଧନ୍ୟବାଦ।
@priyadarsansatpathy910
@priyadarsansatpathy910 Ай бұрын
ନବୀନ ବାବୁ, ରାଜ୍ୟପାଳଙ୍କ ଗୁଣ୍ଡା ପୁଅ ସରକାରୀ କର୍ମଚାରୀଙ୍କୁ ବାଡେଇ ଲହୁଲୁହାଣ କଲା୍ ସେ ବିଷୟରେ ଗୋଟେ ଏପିସୋଡ କରନ୍ତୁ । ନା ସେଇଟା ଛୋଟିଆ କଥା ଆପଣଙ୍କ ପାଇଁ? ମୁଁ ଓଡ଼ିଆ ଅସ୍ମିତା କଥା ଉଠାଉ ନାହିଁ।
@anilmajhi7174
@anilmajhi7174 Ай бұрын
ନବୀନ ଦାସ ପରା BJP Bhakta ଓ ପ୍ରେମୀ ତାଙ୍କ ପାଇଁ ସାଥ khun ମାଫ....
@tnanda1432
@tnanda1432 Ай бұрын
ଓଡିଆ ଲୋକ ମାନେ କଲିକତା ରେ କିପରି ଲାଞ୍ଚିତ ହେଉଛନ୍ତି ସେପରି କଣ ବଂଗାଳି ଓଡିଶା ରେ ହେଉଛନ୍ତି କି? ବରଂ ସେମାେନ ଟେକ ପାଉଚନ୍ତି। ଓଡ଼ିଆ ଅସ୍ମିତା ଯାଉଚି କୁଆଡେ
@jayantidas8179
@jayantidas8179 Ай бұрын
​@@tnanda1432 Bhai odia mane odisha re lanchhita hauchhanti ei bengalee mananka payin
@rabimohanty112
@rabimohanty112 Ай бұрын
ସେବାୟତ ନୁହେଁ ଡକାୟତ.
@rabimohanty112
@rabimohanty112 Ай бұрын
ଭିକ ମଗାଇଲା, ଟ୍ରଲିରେ ବସାଇଲା ପୀଡା ନାହିଁ, ଅକସ୍ମାତ ଢଳି ଗଲେ ବୋଲି...
@chandankumarmahapatra3240
@chandankumarmahapatra3240 Ай бұрын
ରାଜ୍ୟପାଳ ରଘୁବର ଦାସ ଙ୍କ ପୁଅ ଙ୍କ ବିଷୟରେ ଗୋଟେ episode ହୋଉ
@sandhyaranimahanta8018
@sandhyaranimahanta8018 Ай бұрын
ଠିକ
@sujatasahoo7892
@sujatasahoo7892 Ай бұрын
Right
@hardworkneverdies5679
@hardworkneverdies5679 Ай бұрын
ହବନି ଭାଇ ଏଇଟା ଅଯୋଗ୍ୟ ଅନ୍ଧ ପରା 😅
@mantuspeaks3399
@mantuspeaks3399 Ай бұрын
😂😂😂😂 ଗଣ୍ଠି କଥା ପଚାରି ଦେଲ ଭାଇ
@akashmaharana4384
@akashmaharana4384 Ай бұрын
Bhai channel band hei jiba ta pare.
@amitpradhan5052
@amitpradhan5052 Ай бұрын
Pls have a video and analysis on ASO being beaten by Governor's son. No one can analyse better than you.Your opinion pls
@amareshbhoi2747
@amareshbhoi2747 Ай бұрын
Sir ye baneibe nahi only BJP supporter vdedo banauchnti, neet scan bisayre pade b kahile ni
@Arunabh_M
@Arunabh_M Ай бұрын
He won't, He is a hardcore BJP supporter
@priyadarsansatpathy910
@priyadarsansatpathy910 Ай бұрын
ରାଜ୍ୟପାଳଙ୍କ ପୁଅ ବିଷୟର ଇଏ ଉଠାଇବେ ନାହିଁ।
@prashantkumarbehera8999
@prashantkumarbehera8999 Ай бұрын
ରାଜ୍ୟପାଳଙ୍କ ପୁଅ ଜଣେ ASO ଅଧିକାରୀ ଙ୍କୁ ମାଡ଼ ମାରିବା ଘଟଣା ଉପରେ କିଛି କୁହ,,,, ସବୁ ବେଳେ ନବୀନ ପଟ୍ଟନାୟକ ଙ୍କ ବିଷୟର କହୁଛନ୍ତି
@PradeepaSamal-xx2zj
@PradeepaSamal-xx2zj Ай бұрын
Naveen pattnaik ticket deleni ta
@pravatchhualsingh4236
@pravatchhualsingh4236 Ай бұрын
Rajyapal pua galakuade
@prashantkumarbehera8999
@prashantkumarbehera8999 Ай бұрын
ଲୁଚି thiba କୋଉଠି
@aswinibehera7181
@aswinibehera7181 Ай бұрын
ଇଏ କହିବେନି, ଦାନା ପାଣି କଥା
@pritampolei7087
@pritampolei7087 Ай бұрын
Are bhai ta makinia au aso ku pachara se mane rajyapal nka sahita katha hoi tankara mutual final hoijaichi.se news puruna hoigalani.abe ratna bhandar dekha se maghia Christian Naveen au ta malika tamilian pandu kemiti drama karuthile 24years ratna bhandar kholiba nei BJP asu asu kholi dekheila.tuma mananka dehare jadi jauni gandire bournal lagei dia.gote month re amiti halat tumara au five years re kana heba sekatha bhaba.pandu au ta bopa Christian Naveen chhodi heinathantu jana achhi tanku besi chhodi hele tihad.au tume mane faltu re pakar pakar heucha
@bishnucharnrana3282
@bishnucharnrana3282 Ай бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୌଣସି ତନ୍ତ୍ର ମନ୍ତ୍ର ଓ ଯନ୍ତ୍ର କାମ କରିବ ନାହିଁ କାରଣ ସେ ହେଲେ ମହା ଭୈରବ ତେଣୁ ପଲକ ପଡୁ ନଥିବାଚକା ଆଖିରେ ସବୁ ନିରୀକ୍ଷଣ କରୁଛନ୍ତି,ଯେପରି ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଉଇ ଖାଇଗଲା ବୋଲି ପ୍ରଚାର କରି ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ବଦନାମ ହୋଇଥିଲେ।ଜୟ ଜଗନ୍ନାଥ।
@Narmada-s3y
@Narmada-s3y Ай бұрын
ଭୈରବ ଡରି ପଳାଇ ଯାଉଥିଲା ପ୍ରତି ଶନିବାର ମହାଭୈରବଂକ ପାଖକୁ😮😮😮
@Pinkyswain9862
@Pinkyswain9862 Ай бұрын
It's not like that Puri temple is a sakti peetha. Sethipain pandian babu puri mandira ku Bandhan karuthile
@malikabichhara8835
@malikabichhara8835 Ай бұрын
ଏ ବ୍ୟକ୍ତି ପଣ୍ଡିଆକୁ କୁହ କିନ୍ତୁ , ସେ ଯାହାଙ୍କ କଥା କହୁଛି ଆଜି ଗୋଟେ ହାର କଣ ହାତ ମାରିଲେ ହାର ବୁଲୁଛି, ଏ ପୁଣି କଣ ମିଛ ,
@sahadevsingh6814
@sahadevsingh6814 Ай бұрын
ନିର୍ଭୟ ର ନିର୍ଭୀକ ସମ୍ବାଦ ପାଠକ ଙ୍କୁ ପ୍ରଣାମ ଓ ଅଶେଷ ଅଶେଷ ଅଭିନନ୍ଦନ
@padmalayaprusty4526
@padmalayaprusty4526 Ай бұрын
ଉପସ୍ଥାପନା ଉଚ୍ଚକୋଟୀର। ଧନ୍ୟବାଦ
@rajkumarmohanty9330
@rajkumarmohanty9330 Ай бұрын
ଲକ୍ଷେ ଶାଳଗ୍ରାମ ଉପରେ ଆସିନ ପ୍ରଭୁ ଜଗନ୍ନାଥ ସବୁ ତନ୍ତ୍ର ରୁ ଉର୍ଦ୍ଧ୍ବରେ। ଏ ଦୁନିଆକୁ ତନ୍ତ୍ର ସେ ହିଁ ଦେଇଛନ୍ତି ଶ୍ରୀକୃଷ୍ଣ ଅବତାର ବେଳେ। ତେଣୁ ଏ ଅଭିଯୋଗ ଭିତ୍ତିହୀନ।।
@SantoshSahu-lw8jn
@SantoshSahu-lw8jn Ай бұрын
କେବଳ ମାଆ ତାରିଣୀ ଙ୍କ ପୁଅ ମୋହନ ମାଝୀ ଆସିବାରୁ ତନ୍ତ୍ର କାମ କଲାନି ❤❤❤🙏🙏🙏🙏🙏🙏
@chakradharswain9603
@chakradharswain9603 Ай бұрын
ତାହେଲେ କଣ ପାଣ୍ଡିଆ ରତ୍ନ ମନ୍ଦିରରୁ ଚୋରି କରିଛନ୍ତି ? 👍👍👍
@debendradhal5935
@debendradhal5935 Ай бұрын
ଅତିସୁନ୍ଦର ଉପସ୍ଥାପନା ପ୍ରତି ଦିଗକୁ ଦୃଷ୍ଟିରେ ରଖି ଆଲୋଚନା କରିଛନ୍ତି ଧନ୍ୟବାଦ
@hariharnath8798
@hariharnath8798 Ай бұрын
ରାଜ୍ୟପାଳ ପୁଅ ଓଡିଆ ଏଏସ୍ ଓ ଙ୍କୁ ମାଡ ବାବଦ ରେ ଏପିସୋଡ ଗୋଟେ ହେଉ , ନବୀନ ଦାସ ନିର୍ଭୟ ରେ
@BabitaMishra-yx2hr
@BabitaMishra-yx2hr Ай бұрын
ବାଣ ବିସ୍ପୋରଣ ଘଟଣାରେ ପୂର୍ବ CMଙ୍କ ଦୁଃଖ ନଥିଲା , ବ୍ରହ୍ମ ବିଭ୍ରାଟ କଥାରେ ଦୁଃଖ ନଥିଲା । ପ୍ରତିଦିନ ନୀତି କାନ୍ତି ବିଭ୍ରାଟ ରେ ଦୁଃଖ ନଥିଲା
@brajakishorepadhi4022
@brajakishorepadhi4022 Ай бұрын
ନବୀନ ପଟ୍ଟନାୟକ ତୈତୟା ଯୁଗର ବହୁରୂପୀ ରାକ୍ଷସ କାଳନେମୀ। ପ୍ରପଂଚ, ଛଳନା ର ମୂର୍ତ୍ତି ନବୀନ ଭଦ୍ର ଡକାୟତ
@bijaymohanty2248
@bijaymohanty2248 Ай бұрын
ଲୋକମାନେ ବି ଖୁସି ଥିଲେ, ଯେତେବେଳେ ଡାହୁକ ଡାକ ଶୁଣୁଥିଲେ "ଆପଣମାନେ ଖୁସିତ ....!"
@nutanmohanty5225
@nutanmohanty5225 Ай бұрын
Jagannath sabutanraruurdhyare
@thirdeye9492
@thirdeye9492 Ай бұрын
ତୁମ ବାହୁଡା଼ରେ ବାହୁଡୁ ହେ ପ୍ରଭୁ ଓଡିଶାର ସୁଖ ଶିରୀ ଦୁଷ୍ଟ ଦୁର୍ୟୋଧନ କଂସ ଓ ରାବଣ ଦେଖନ୍ତୁ କାଳ କୋଠରୀ 😢😢
@shobhamayeepradhan3073
@shobhamayeepradhan3073 Ай бұрын
Yes
@PankajDash-im9nw
@PankajDash-im9nw Ай бұрын
ଜୟ ଶ୍ରୀରାମ ଭାଇନା ଆହୁରି ଗୋଟିଏ ତଥ୍ୟ ରଖନ୍ତୁ, ବିନା କାରଣ ରେ ବହୁତ ନିରୀହ ଙ୍କୁ କେଶ ରେ ପକେଇ ଜେଲରେ ପୁରେଇ ଦେଇ ଛନ୍ତି ଓ ଏବେ ବି କେଶ ଚାଲିଛି ଓ ଫର୍ଜରି ରାସନ କାର୍ଡ ଉପରେ ତଥ୍ୟ ରଖନ୍ତୁ, ଧନ୍ୟବାଦ
@Rishi_kesh63
@Rishi_kesh63 Ай бұрын
ଆପଣଙ୍କ ପରି ଜଣେ ନିଷ୍ଠା ବାନ ବ୍ୟକ୍ତି ବିଶେଷ ର ଆବଶ୍ୟକତା ଅଛି ଓଡ଼ିଶା କୁ । ଧନ୍ୟବାଦ ନମସ୍କାର 🙏
@binayakpaikaray8221
@binayakpaikaray8221 Ай бұрын
ଆପଣଙ୍କ ସ୍ବରରେ ଆମ୍ଭର ସ୍ବର।
@manjupravamishra8000
@manjupravamishra8000 Ай бұрын
ବାହୁଡ଼ା ଯାତ୍ରା ଉପଲକ୍ଷେ ଆପଣଙ୍କୁ ମୋ 'ତରଫରୁ‌‌ ଅଜସ୍ର ଅଭିନନ୍ଦନ ସହ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା ତଥା ପ୍ରଣାମ 🙏🌺।‌ଜୟ ଶ୍ରୀ ଜଗନ୍ନାଥ 🌹🙏।
@Lingaraj18
@Lingaraj18 Ай бұрын
ଆପଣ କହିବା ମାନେ ନବୀନ ମରିବା ପର୍ଯ୍ଯନ୍ତ୍ ଶାସନ କରି ଥାନ୍ତେ କି, ତାଙ୍କ ବୟସ ହେଲା ଲୋକ ମାନେ change କରିଲେ, ସବୁ ପୁରୀ ର ପଣ୍ଡା ମାନେ ସବୁ ଖେଳ କରି ସାରିଛନ୍ତି
@kishorkumarbeherakishor1405
@kishorkumarbeherakishor1405 Ай бұрын
ରତ୍ନଭଣ୍ଡାର ନ ଖୋଲିବାର ଚକ୍ରାନ୍ତ ଯେଉଁ ରାଜନୈତିକ ଦଳ କରୁଥିଲା , ସେମାନେ ଆଗକୁ ମାଟିରେ ମିଶିଯିବ ।।
@hpadhi7
@hpadhi7 Ай бұрын
ଏକ ବର୍ଷରେ BJD ଦଳ ଲୋପ ପାଇଯିବ
@jamunamurmu4427
@jamunamurmu4427 Ай бұрын
Samay kahiba kiye buduchi kiye uthuchi
@maheswarparihari5189
@maheswarparihari5189 Ай бұрын
ନବୀନ ପଟ୍ଟନାୟକଙ୍କ ଧର୍ମ ଜ୍ବାଇଁ ପାଇଁ ଏହି ଯନ୍ତ୍ର ମନ୍ତ୍ର ବ୍ୟବସ୍ଥା ହୋଇଛି, ଚାବି ଖାପ ଖାଉନାହି ମାନେ କିଛି ଗଡବଡ ହୋଇଛି,ଯଦି ହୋଇଥିବ କଲେକ୍ଟର ପୁରୀ ଏବଂ ମନ୍ଦିର ପ୍ରସାସନ୍ ଙ୍କୁ ତଦନ୍ତ ପରିସରର୍ଭୁକ୍ତ ହେବା ଜରୁରୀ
@prasantakumarmohanty4876
@prasantakumarmohanty4876 Ай бұрын
ଆଉ ମହାରାଜା???
@abhayamishra3806
@abhayamishra3806 Ай бұрын
Sie Ta Saburi Mulare​@@prasantakumarmohanty4876
@sudhirmishra6662
@sudhirmishra6662 Ай бұрын
Kindly make an episode on non action of police on the FIR of ASO of Governor
@priyadarsansatpathy910
@priyadarsansatpathy910 Ай бұрын
ସେ ବିଷୟରେ ୟାଙ୍କର ପାଟି ଫିଟିବ ନାହିଁ ୍
@manasranjanbehera3938
@manasranjanbehera3938 Ай бұрын
ମହାପ୍ରଭୁ ବଳଭଦ୍ର ପହଣ୍ଡି ବେଳେ ରଥରୁ ଖସିପଡିବା ଆପଣଙ୍କୁ ବି ଗୋଟେ ଛୋଟ କଥା ଲାଗିଲା, ଆପଣଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି, ଆପଣଙ୍କ ପାଖରୁ ଏମିତି ଆଶା କରୁ ନଥିଲି। ଚାଟୁକରିତା ପତ୍ରକରିତା କୁ ନଷ୍ଟ କରି ଦିଏ।
@pranatidildilbecharasahoo6719
@pranatidildilbecharasahoo6719 29 күн бұрын
You are absolutely right sir.
@santoshnarayanbhagat2437
@santoshnarayanbhagat2437 Ай бұрын
Best analices sir ji
@user-tm1kk4sd3q
@user-tm1kk4sd3q Ай бұрын
ବିଜେଡ଼ି ସରକାର କାହିଁକି ଖୋଲୁ ନ ଥିଲେ । ଏବେ ନବୀନ ବାବୁ ତାଙ୍କର ଭୁଲ୍ ବୁଝି ପାରୁଥିବେ ।
@AmitKumardasDas-hg1uc
@AmitKumardasDas-hg1uc Ай бұрын
Kn pai
@hardworkneverdies5679
@hardworkneverdies5679 Ай бұрын
Are behya ରତ୍ନ ଭଣ୍ଡାର ଖୋଲିଲା ପରେ କଣ କ୍ଷତି କରିଥିଲା ବିଜେଡ଼ି ତାର ଉତ୍ତର କାଇଁ ମିଳିଲାଣି??
@rajeshguru4160
@rajeshguru4160 Ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@sashibhusanmahanta617
@sashibhusanmahanta617 Ай бұрын
You are great. Unfold the truth.
@basudevmohanty3504
@basudevmohanty3504 Ай бұрын
Sir, Advocate General appointment : please do an episode. U r very much outspoken and brave. Please focus on that
@srisai2566
@srisai2566 Ай бұрын
@@basudevmohanty3504 sorry agyan apnanka comment upare kichhi kahuchi. Emane kehi brave nuhanti ,sabu oppertunist aau selfish. Jadi thik loka heithibe tahele governor ra pua case ta Pura open. Tahele ei mahasaya nka munha aau news chanel band kain heijaichi. Kahinkina emane sabu swartha para,juade barsha side chhata, daruchanti aau sahas nahi . Odia ashmita ra dim dim pituchanti hele bahar rajya ra loke sie Puni governor ra pua gote on duty ASO nku badeiba aau dhamkaiba bhali sangin abhijog asila pare madhya kichhita swarthapara aau opertunist chanel aau reporter nka munha band achhi.adihka kahibini apana nije jane budhijibi apana bujhiparuthibe.
@bijayakumarchoudhury959
@bijayakumarchoudhury959 Ай бұрын
କେତେ ନକଲି ଅଳଙ୍କାର ରଖି ଅସଲି neijaithibe
@parsuramsahoo7509
@parsuramsahoo7509 Ай бұрын
ଏଇ ମହାଶୟ ଜଣେ ତ୍ରିକାଳ ଦ୍ରଷ୍ଟା
@dasharathinayak6425
@dasharathinayak6425 Ай бұрын
Analysis is absolutely emotional. spiritual, meaningful and submissively narrated. Thanks Sir
@DivineEnergy0508
@DivineEnergy0508 Ай бұрын
ବିରୋଧୀ ଦଳ ସହ ଭାବପ୍ରୀତି କରି ବିଜେପି ନିଜ ଲକ୍ଷ୍ୟ ଭୁଲି ନ ଯାଉ ନହେଲେ ୨୦୨୯ ରେ ପୁଣି ପସ୍ତେଇବ
@pramodbadajena2158
@pramodbadajena2158 Ай бұрын
Tu kia kou gai gobara ?
@rashmibijaykumarmishra5543
@rashmibijaykumarmishra5543 Ай бұрын
Absolutely true
@DivineEnergy0508
@DivineEnergy0508 Ай бұрын
@@pramodbadajena2158 jungle re rahuchu kire
@user-rt7ic2xi5b
@user-rt7ic2xi5b Ай бұрын
Excellent performance Sir
@user-og1bl7ni9j
@user-og1bl7ni9j Ай бұрын
ଦ୍ଵାର ବନ୍ଦସକାସେ ମୁଁ ପୁରା ବିରୋଧୀ ଥିଲି ଠିକ୍ ହୋଇଛି. ଜୟ ଜଗନ୍ନାଥ🙏🙏🙏
@rajanikantajena3136
@rajanikantajena3136 Ай бұрын
Great speech sir
@gyanranjanpradhan5312
@gyanranjanpradhan5312 Ай бұрын
Apana politics re only BJD ku samalochana karuchhamti, governor nka pua bisayare kichhi kuhantu
@priyadarsansatpathy910
@priyadarsansatpathy910 Ай бұрын
ଅର୍ଗସ ଟିଭି ପରି ନବୀନ ବାବୁ ଖାଲି ବିଜେଡି ବିରୋଧରେ କଥା କହନ୍ତି।
@radhakrishanrana2263
@radhakrishanrana2263 Ай бұрын
don't worry law will take its own course
@sunitadash478
@sunitadash478 Ай бұрын
Right
@snnirmala7374
@snnirmala7374 Ай бұрын
​@@priyadarsansatpathy910au jane b semti achanti bjp against re only kuhe taku b kuha😂
@pkp4793
@pkp4793 Ай бұрын
Jay Jagannath... Mahaprobhu...
@ramapanda4747
@ramapanda4747 Ай бұрын
Finally ,I came to know d mystry of closed three doors. A great salute to U Nirbhay Sir
@brajakishorepadhi4022
@brajakishorepadhi4022 Ай бұрын
ନବୀନ ପଟ୍ଟନାୟକ ନିଜେ ଜଗନ୍ନାଥ ଦୌହି।
@somanathmishra4111
@somanathmishra4111 Ай бұрын
ବିରଜା ମନ୍ଦିର କେଲଙ୍କରୀ ବେଳେ ନବୀନ ବାବୁ କହିଥିଲେ ଯାଜପୁର ର ଲୋକଙ୍କ ଭାବାବେଗ କୁ ସମ୍ମାନ ଦିଆଯିବ।କିନ୍ତୁ ଏପର୍ଯ୍ୟନ୍ତ RDC report ku ଚପେଇ ରଖିଛନ୍ତି। ଆବେଗ ଭାବାବେଗ ଏ ଲୋକ ତାର ମାନେ ବି ଜାଣିନି
@duryodhanmahanta7766
@duryodhanmahanta7766 Ай бұрын
ବଡ଼ ଠାକୁରଙ୍କସହ ଯିଏ ବିଶ୍ବାସଘାତକତା କରିଛି ସିଏ ସମୂଳେ ବିନାଶ ହେବ।
@PuriToka91
@PuriToka91 Ай бұрын
ସତ ନ ପରଖି ପୋଷା ଶୁଆ ଭଳି କଥା କହୁଛନ୍ତି। କରୋନା ପାର ଠୁ ଲୋକଙ୍କ ସଂଖ୍ୟା ବହୁ ମାତ୍ର ରେ ବଢ଼ି ଯାଇଚି, ଭିଡ କୁ ଠିକ୍ ଭାବେ ପରିଚାଳନା ପାଇଁ 3 ଦ୍ଵାର ବନ୍ଦ୍ ଥିଲା। ଆପଣ ଜ୍ଞାନୀ କିନ୍ତୁ ଆଦ୍ୟ ସେବକ ତାହେଲେ ପରିକ୍ରମା ପ୍ରକଳ୍ପକୁ ମିଛେ ପ୍ରଶଂସା କରୁଛନ୍ତି।
@dwarikanathkar2461
@dwarikanathkar2461 Ай бұрын
ଆପଣ ମାନଙ୍କଦ୍ୱରା ଜନତାଜଗରୁକ୍ ହେବା ସମ୍ଭବ
@nabinbeura3225
@nabinbeura3225 Ай бұрын
ନବୀନ୍ ବାପୁଡା ଏଇଟିକୁ କଣ ଶୁଣୁଥିବେ ?
@ArabindaChoudhury
@ArabindaChoudhury Ай бұрын
Arabinda Choudhury . Good sajeson Nabin Das . Thank you so much .Jay jagannath .
@ChittaranjanDalai-rn6hi
@ChittaranjanDalai-rn6hi Ай бұрын
ସାର ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡିଆ କର୍ମଚାରୀଙ୍କୁ ମାଡ଼ ମାରିଲେ। ସେ ସମ୍ପର୍କରେ କିଛି କହିଲେନି। କାରଣ‌ ଆପଣ ଛାତିବାଡେଇ ଓଡିଆ ଅସ୍ମିତା ବିଷୟରେ କୁହନ୍ତି। ଆଶା କରେ ଆପଣ ଆପଣଙ୍କ ଚ୍ୟାନେଲ ରେ ଆଲୋଚନା କରିବେ ।
@jyotirmayjena1869
@jyotirmayjena1869 Ай бұрын
ଯଦି ନବୀନ ସରକାର ଅମଳରେ ରତ୍ନ ଭଣ୍ଡାର ଖୋଲା ଯାଇଥାନ୍ତା ତେେବେ ସିନ୍ଦୁକ ସବୁ ତାମିଲନାଡୁରୁ ଆସିଥାନ୍ତା । ୫ଟି ନିରିକ୍ଷଣରେ ଖୋଲା ଯାଇଥାନ୍ତା । ୫ଟି ଅଧକ୍ଷ ପାଣ୍ଡିଆନ୍ ନିହାତି ରତ୍ନ ଭଣ୍ଡାର ଭିତରକୁ ଯାଇଥାନ୍ତେ ।
@user-rt7ic2xi5b
@user-rt7ic2xi5b Ай бұрын
Au 5T Nahin hai Gendalia
@subodhakumardash6750
@subodhakumardash6750 Ай бұрын
ଧନ୍ୟବାଦ ଆଜ୍ଞା, ଆଜି ପ୍ରକୃତ ରେ ଏକ ଗୁମର ଖୋଲିଛନ୍ତି । । ଜନସାଧାରଣ ଜାଣିଲେ,ଅସଲ ଲୋକ ଜାଣିଲେ,ଭଲହେବ ।।ସତ କେବେ ଲୁଚି ରହେ ନାହିଁ ।।
@hardworkneverdies5679
@hardworkneverdies5679 Ай бұрын
କଣ ଜାଣିବାକୁ ପାଇଲ?? ରତ୍ନ ଅଛି ନା pandian ନେଇଯାଇଛି??
@susantkumarsahoo4967
@susantkumarsahoo4967 Ай бұрын
ନିର୍ଭୟ ବିନା ଏତେ ଖବର ଜାଣିବା ଅସମ୍ଭବ... ଆପଣଂକ ଉପସ୍ଥାପନା ପାଇଁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻...
@purnanandabarik1562
@purnanandabarik1562 Ай бұрын
ନବିନ ପଟ୍ଟନାୟକ କେବେବି ଓଡ଼ିଆ ନୁହଁନ୍ତି ତେଣୁ ସେ ମହାପ୍ରଭୁଙ୍କୁ ଅବମାନନା କରି ତିନି ଦ୍ବାର ବନ୍ଦ ରଖିଥିଲେ ରତ୍ନ ଭଣ୍ଡାର ଖୋଲିବାକୁ ଚାହୁଁନଥିଲେ। ଓଡ଼ିଆ କହି ପାରୁନଥିବା ଜଣେ ବ୍ୟକ୍ତିକୁ ଓଡ଼ିଆ ବୋଲି କହିବା ମୁର୍ଖାମୀ।
@rashmibijaykumarmishra5543
@rashmibijaykumarmishra5543 Ай бұрын
What I read , the gentleman is 1/2 Punjabi from Lahore ( his Mom) , 1/4 th Bengali from Chittagong ( his Dadi ) and 1/4 th Odia ( his Jeje Bapa ) .
@srinibastripathy5938
@srinibastripathy5938 Ай бұрын
ଯାହା କହିଲେ ଠିକ୍ କଥା କାରଣ ବିଗ୍ରହ ବଦଳିଗଲା ଯେମିତି ଧର୍ମେନ୍ଦ୍ର ପ୍ରଧାନ। cm dy cm ଙ୍କୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବୋଲି କହିଦେଲେ ଆପଣ ଏ କଥା ଟିକେ କହିଦିଅନ୍ତୁ ଅତି ସୁନ୍ଦର
@DeepakDas-p2e
@DeepakDas-p2e Ай бұрын
ଆଜ୍ଞା ରାଜ୍ୟପାଳ ଙ୍କ ପୁଅ ଓଡ଼ିଆ ଅଫିସର ଙ୍କୁ ବାଡେଇଲା... ଏହା ଓଡ଼ିଆ ଅସ୍ମିତା ପ୍ରତି ଆଘାତ ନୁହେଁ କି.... ଆପଣ ଏହା ବିଷୟ ରେ କିଛି କହୁ ନାହାନ୍ତି... ନବୀନ ଦାସ ଆପଣ କଣ ଜଣେ ନିରପକ୍ଷ ସାମ୍ବାଦିକ ନା ବିଜେପି କୁ ସପୋର୍ଟ କରୁ ଥିବା ସାମ୍ବାଦିକ
@user-nv1kb7tu8e
@user-nv1kb7tu8e Ай бұрын
BJP supporter
@sanjaymishra4833
@sanjaymishra4833 Ай бұрын
ୟାଙ୍କୁ ଯେବେ governor ପୁଅ ବାଡ଼େଇବ ସେବେ ଠିକ ବୁଦ୍ଧି ଆସିବ..
@saurabhastravelvlog8088
@saurabhastravelvlog8088 Ай бұрын
Nice analysis sir
@ranjitrout3213
@ranjitrout3213 Ай бұрын
ଧନ୍ୟବାଦ୍ ଆପଣଂକ ବିଶ୍ଳେଷଣ ପାଈଁ
@debrajbehera8341
@debrajbehera8341 Ай бұрын
Jay Shree Jagannath 🙏 Jay Nirbhay Gumar Katha 🎉 Bhai Nabin Das 🙏👍 for your valuable presentation ❤️.We, friends were discussing about Tantra mantra yantra by southern Tantriks perhaps called by some members of BJD in connivance of Temple Priests . Who were telling Sankh Bhaban would service for 100 years for this tantra only. We are very much thankful to you Nabin Bhai for bringing the truth at length.
@gangadharjenaganga4026
@gangadharjenaganga4026 Ай бұрын
ନବୀନ sir ଟିକେ ନିରପେକ୍ଷ କଥା କହିଲେ ଭଲ huanta
@user-yd7dq7ij6w
@user-yd7dq7ij6w Ай бұрын
Nirapekhya.koutabujhantukan.kharap.kahile.kuhantu
@creasyrudraxyz6481
@creasyrudraxyz6481 Ай бұрын
Jai jagannath Swami
@durgamadhabmohapatro9796
@durgamadhabmohapatro9796 Ай бұрын
Thank you🙏
@arakhyapradhan9478
@arakhyapradhan9478 Ай бұрын
ଜଗନ୍ନାଥ ଙ୍କୁ ନେଇକି ତନ୍ତ୍ର ମନ୍ତ୍ର ଯନ୍ତ୍ର ଫଳ କୁଷ୍ଠ ରେଗ ହେବ ହି ଭୋଗିବ |
@suchismitapradhan2068
@suchismitapradhan2068 Ай бұрын
Truth gives confidence
@reenaparida8303
@reenaparida8303 Ай бұрын
Jay jagannath Swami 🙏🙏
@pabi94
@pabi94 Ай бұрын
Why you are not covering Governor son case? Selective news. Shame on you old man
@geetaranisamal6638
@geetaranisamal6638 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏
@rathamahanta
@rathamahanta Ай бұрын
Nirbhay ku koti koti Namaskar pranam Jay ajagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🛕🛕🛕🛕🛕🛕🛕🛕🛕🛕🛕🦜🦜🦜🦜🌹🌹🌹🌹🌹🌹🐒🐒🐒🐒🐒🐒
@s.mohapatra-i1k
@s.mohapatra-i1k Ай бұрын
ଏହି ପାଗଳ ଦିନେ କହୁ ଥିଲା ଯେ 4200 କୋଟି ଖର୍ଚ୍ଚ ହୋଇ ଥିଲା ବୋଲି ଏବେ ସରକାର ଙ୍କୁ କହ ତାହା ବି ଯାଞ୍ଚ ହେଉ
@KumarJena-dd8oc
@KumarJena-dd8oc Ай бұрын
🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
@abhijitprusty7565
@abhijitprusty7565 Ай бұрын
ସବୁ ବୁଝି ହେଲା ଯେ ତନ୍ତ୍ର ମନ୍ତ୍ର କିଏ କରୁଥିଲା ବୁଝି ହେଲା ନାହିଁ। ବବି ଦାସ ଘର ଭାଙ୍ଗିବା କଥା କଣ ହେଲା? ନିଉଜ ୱାଲା ଭୁଲିଗଲେ ବୋଧେ ଆଉ ଦେଖାଉ ନାହାନ୍ତି ସେ ବିଷୟରେ।
@bijaylaxmitripathy934
@bijaylaxmitripathy934 Ай бұрын
ସତ୍ୟ ନବୀନ କୁ।ବଶୀଭୂତ ରତ୍ନ ଚୋରି ହେଇଛି ମୋର ସନ୍ଦେହ
@narendrabarik9855
@narendrabarik9855 Ай бұрын
Jay Jagannatha 🙏🙏🙏🙏🙏🙏🙏
@basantakumarpanda9022
@basantakumarpanda9022 Ай бұрын
ନବିନ ବାବୁ ଆପଣ ଜଣେ ଭଲ ସମାଲୋଚକ ତନ୍ତ୍ର ମନ୍ତ୍ର ଉପରେ ଆପଣଙ୍କର ଅଗାଧବିଶ୍ଵାସ।ଏବେଗଣତିବେଳେ ଧରିକରିପଳେଇବେନିତ ଟିକେଜଗ । ଲୋକେ ଗୋଟେ ଦ୍ଵାରରେ ଭଲ ଦର୍ଶନ କରୁଥିଲେ ଏବେ କୁଦାଦଳା ହେଉଛନ୍ତି।ମିଛସମାଲୋଚନା ରେମାତିଲେ ନିଜେ ଭକୁଆ ବନିବେ
@chaturbhujamahakuda3301
@chaturbhujamahakuda3301 Ай бұрын
Ex cm alasua Naveen
@arundhatibehera9197
@arundhatibehera9197 Ай бұрын
ପାଖରେ କ୍ଷମତା ଅଛି ବୋଲି, ବାହୁରେ ବଳ ଅଛି ବୋଲି , ପାଖରେ ଧନ ସମ୍ପତ୍ତି ଅଛି ବୋଲି, କେବେ ମଧ୍ୟ ଜୀବନରେ କ୍ଷମତା,ବଳ ଓ ସମ୍ପତ୍ତି ଏ ତିନୋଟିକୁ ମନ୍ଦ ବା ଖରାପ କାମରେ ଏମିତି ବ୍ୟବହାର କର ନାହିଁ ଯେ ଏଥିପାଇଁ ଦିନେ କବାଟ କୋଣରେ ଲୁଚି ରହିବା ପାଇଁ ପଡ଼ିବ । କାରଣ ଏଠି ଜୀବନ କ୍ଷଣସ୍ଥାୟୀ,ବଳ କ୍ଷଣସ୍ଥାୟୀ ଧନ ସମ୍ପତ୍ତି କ୍ଷଣସ୍ଥାୟୀ ଆଉ କ୍ଷମତା ବି .....
@mantoshmohanty3712
@mantoshmohanty3712 Ай бұрын
Nirbhay Gumar kathaki Jay.
@jyotiranjan203
@jyotiranjan203 Ай бұрын
Jay Jagannath
@babundarpradhan4790
@babundarpradhan4790 Ай бұрын
🙏🙏🙏ଜୟ ଜଗନ୍ନାଥ... ଜୟ ଜଗନ୍ନାଥ... 🙏🙏🙏
@HarishBarik-x7y
@HarishBarik-x7y Ай бұрын
Nirbhayku.samrthn.karuchi
@Narmada-s3y
@Narmada-s3y Ай бұрын
ଯୌବନଂ ଧନସଂପତ୍ତି ପ୍ରଭୂ୍ତ୍ୱଂ ଅବିବାହିତା🎉🎉🎉🎉🎉
@PorsuramBhatra-pj3cp
@PorsuramBhatra-pj3cp Ай бұрын
ଅବିବେକିତା
@prananathnayak6690
@prananathnayak6690 Ай бұрын
Sir semane ra govt. ru galeni, Tike Rajabhaban katha kuhantu
@sanjaytripathy9675
@sanjaytripathy9675 Ай бұрын
ନବକଳେବରରେ ଯେଉଁଦିନ ବ୍ରହ୍ମ ବିଭ୍ରାଟ ହେଲା ସେହିଦିନ ରାତିରେ ରତ୍ନ ଚୋରି ହେଇଛି ।
@bijaypanda1843
@bijaypanda1843 Ай бұрын
ସାର ଠିକ କହିଲେ ସବୁ ପାଣ୍ଡୁ ଆଉ ସେବାୟତ ଙ୍କ ମିଲି ଭକତ
@user-ud1lp4oh5t
@user-ud1lp4oh5t Ай бұрын
ହେ ଓଡିଶା ବାସି ଆଉ କେତେ ଦିନ ସହିବ ନବୀନ କୁ ଉଚିତ ଜବାବ ଦିଆଯାଉ
@damniksunani7577
@damniksunani7577 Ай бұрын
🙏🙏🙏ଆଂଜ୍ଞା, ଏମିତି ତଥ୍ୟ ଜଣାଇ ଓଡ଼ିଆ ମନ ଖୁସି କରୁଥିବାରୁ, ଜଗନ୍ନାଥ ଆପଣକୁ ଆଶ୍ରିବାଦ କରନ୍ତୁ I ଜୟ ଜଗନ୍ନାଥ 🙏🙏🙏
@sanjayakabi6515
@sanjayakabi6515 Ай бұрын
ବହୁତ ସୁନ୍ଦର ଉପ୍ଥାପନା, ଆପଣ ସବୁ ଖୋଲିଦେଲେ ଓଡିଶାର ଜନତା ଜାଣି ପାରିବେ ଗଣତି ମାନତି ହେଲେ ଜଣା ପଡ଼ିବ।
@gautamchandrarout605
@gautamchandrarout605 Ай бұрын
Pranam 🙏
@ramachandrapanipani7424
@ramachandrapanipani7424 Ай бұрын
ଜୟ ଶ୍ରୀ ଜଗନ୍ନାଥ !
@mihirdwivedi8843
@mihirdwivedi8843 Ай бұрын
Excellent presentation by you Sir.
@user-od2fs9gq4v
@user-od2fs9gq4v Ай бұрын
ଜୟ ଶ୍ରୀ ଜଗନ୍ନାଥ
@ramakantmahanta6994
@ramakantmahanta6994 Ай бұрын
ଜୟ ଜଗନ୍ନାଥ 🙏
@greatodishaodia3832
@greatodishaodia3832 Ай бұрын
ତମେ ଓଡିଶା ନୁହଁ ତମେ ଭାରତ ର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ହେଇଯିବ କିଛି କାମ ନାଁହି ତୋର
@santoshkumarsahoo8671
@santoshkumarsahoo8671 Ай бұрын
ଅତି ନିଖୁଣ ନୀର୍ଭିକ ଉପସ୍ଥାପନା କରୁଥିବାରୁ କେତେକ ବିଜେଡି ସମର୍ଥକ ମାନଙ୍କୁ ଆଦୋୖ ଭଲ ଲାଗୁନଥିବ
@chittaranjanmohanty9934
@chittaranjanmohanty9934 Ай бұрын
ଆରେ ବିଜେପି ଚାଟୁକାର ସାମ୍ବାଦିକ ଟିକିଏ ସତ କହୁନୁ।ତ ଡ୍ଯାସ୍ ଉପାଡ଼ି ପାରିବେ ନାହିଁ। ନିର୍ଭୟରେ
@ranjansamal4782
@ranjansamal4782 Ай бұрын
Are bhai tame ta sabu upadi neichha au kia upadiba athar na thiba sonpapudi khaiba jaga
@SanjitNayak-dp9dv
@SanjitNayak-dp9dv Ай бұрын
Sir apanka byte ❤
@bhagirathidasodisha.6934
@bhagirathidasodisha.6934 Ай бұрын
ଆପଣଙ୍କ ଉପସ୍ଥାପନା ସତ୍ୟ ଆଧାର ରେ ଧନ୍ୟବାଦ ଜୟ ଜଗନ୍ନାଥ
@krushnachandradash4327
@krushnachandradash4327 Ай бұрын
ଜୟ ଶ୍ରୀ ଜଗନ୍ନାଥ।
Naveen Nka Charcha With BJD Leader, Ex MLA Amar Satpathy
41:28
Вы чего бл….🤣🤣🙏🏽🙏🏽🙏🏽
00:18
CHOCKY MILK.. 🤣 #shorts
00:20
Savage Vlogs
Рет қаралды 28 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 18 МЛН
Вы чего бл….🤣🤣🙏🏽🙏🏽🙏🏽
00:18