Soumya Advices Not To Be A Blind Follower !

  Рет қаралды 9,056

Nirbhay

Nirbhay

Күн бұрын

Пікірлер: 60
@manasdas5715
@manasdas5715 4 сағат бұрын
👌 କଥାଟା ସମ୍ପୁର୍ଣ୍ଣ ଠିକ୍ ଆଞ୍ଜା 🙏
@bishnucharnrana3282
@bishnucharnrana3282 6 сағат бұрын
ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରଚଣ୍ଡ ପ୍ରତିଭା'ର ଅଧିକାରୀ ହୋଇ ମଧ୍ୟ ନିଜର ଅସ୍ଥିର ରାଜନୈତିକ ଚିନ୍ତାଧାରା ଯୋଗୁଁ ଆଜି ଜଣେ ବିଫଳ ରାଜନୀତିଜ୍ଞ ଭାବେ ଓଡ଼ିଶାରେ ପରିଚିତ ।
@susantasahoo9544
@susantasahoo9544 4 сағат бұрын
ଆମର ଗୋଟେ ପ୍ରବାଦ ଅଛି, " ଅତି ଶିକ୍ଷିତରେ ବାଇ -ତାଙ୍କୁ ମୁରୁଖ ପଛରେ ନାହିଁ " ସୌମ୍ୟ ବାବୁଙ୍କ ବସ୍ଥା ସେହିପରି /
@shashankapurohit4372
@shashankapurohit4372 4 сағат бұрын
ଅତି ଲୋଭ ହେଲେ. ଏମିତି ହୁଏ ଏବେ ପସ୍ତେଇଲେ ଲାଭ କଣ, ନବୀନ ମନ୍ତ୍ରୀ କଲେନି
@er.priyadarsiniswain8401
@er.priyadarsiniswain8401 3 сағат бұрын
ନିରାଟ ସତ୍ୟ 🙏
@manjupravamishra8000
@manjupravamishra8000 3 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@satishchandrabehera7291
@satishchandrabehera7291 4 сағат бұрын
ବହୁତ ଦିନପରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ନିଛକ ସତକଥା ଟିଏ କହିଦେଲେ ଆପଣ। ସତ କହିବାକୁ କିଆଁ ଡରିବି.............
@BijayMishra-o8p
@BijayMishra-o8p 5 сағат бұрын
ଆଜ୍ଞା ପ୍ରଣାମ ମୁଁ ଆଜ୍ଞା ଧଣ୍ଡପଡା ଯାଇଛି ବହୁତ ଥର ସେତେବେଳେ ସୌମ୍ୟ ବାବୁ ସ୍ଵାଧୀନ ଭାବେ ଲଢ଼ିଥିଲେ ଆଉ ଥରେ ବି ସ୍ଵାଧୀନ ଲଢ଼ିଥିଲେ ଜିତି ବି ଥାଆନ୍ତେ ଆକଳନ କରି ପାରିଲେ ନାହିଁ ଜନତାଙ୍କ ମୁଡ୍ ଯେଉଁ ଦିନ ଗଲେ ବିଜେଡି କୁ ମୋତେ ଖରାପ ଲାଗିଲା ଜନେ ଜ୍ଞାନୀ ବ୍ୟକ୍ତି ଏତେବଡ ଭୂଲ କଲେ କିପରି
@wisdomacademye-education3464
@wisdomacademye-education3464 5 сағат бұрын
He is known for his selfness and business not his wisdom
@rabindranathmallik9547
@rabindranathmallik9547 4 сағат бұрын
Absolutely correct analysis. Thank you very much.
@jchoudhury274
@jchoudhury274 3 сағат бұрын
ସମ୍ୟ ବାବୁ 2 ମୁଣ୍ଡିଆ ଲୋକ
@trinathsahoo4326
@trinathsahoo4326 3 сағат бұрын
ସୌମ୍ୟ ବାବୁ ଯେଉଁ ଦଳକୁ ଯିବେ ସେହି ଦଳ ପାଇଁ ଓଜନ ହୋଇ ରହିବେ। ମୁଁ ଏତିକି କହିବି ମଣିଷ ପ୍ରକୃତି ମଲେ ତୁଟେ.........
@chandipadapanda4707
@chandipadapanda4707 4 сағат бұрын
ସ୍ବାଧୀନ ଚେତା ମଣିଷ କେବେ କାହାରି ଲାଞ୍ଜ ହୋଇ ବେଶୀଦିନ ରହି ପାରିବେ ନାହିଁ ,ତାଙ୍କର ସ୍ବାଭିମାନ ପାଇଁ ।
@bishnucharantripathy8938
@bishnucharantripathy8938 2 сағат бұрын
Has Soumya Babu got any self-respect? A businessman means business always.
@pramodkumarrout7641
@pramodkumarrout7641 3 сағат бұрын
ଆପଣ ଠିକ୍ ଭାବେ ବାଖ୍ୟା କରିଛନ୍ତି। ଆଶାକରେ ସେ ଲେଖିବା ଜାରି ରଖିବେ ।
@UpendraBehera-o1z
@UpendraBehera-o1z 5 сағат бұрын
Soumya ପଟ୍ଟନାୟକ ଙ୍କ ବିଜେପି ଦଳରେ ଥିବାବେଳେ ତାଙ୍କର ସମ୍ମାନ ଥିଲା । ବିଜେପି ଛାଡି ବିଭିନ୍ନ ଦଳରେ ମିଶିବା ଦ୍ବାରା ତାଙ୍କର ସମ୍ମାନ ଗଲା । ବିଜେଡ଼ି ଯିବାଦ୍ୱାରା ସବୁ ହରାଇଲେ।
@jayakrishnapanda5424
@jayakrishnapanda5424 5 сағат бұрын
What I thought in the past, you explain today. Thanks
@maheswarparihari5189
@maheswarparihari5189 5 сағат бұрын
ସୌମ୍ୟ ବାବୁ ଚାନ୍ଦ ଧରିବାକୁ ଚେଷ୍ଟା କରି ବିଫଳ ହୋଇଗଲେ ।
@gopalsamall8365
@gopalsamall8365 6 сағат бұрын
ସୋମ୍ୟ ଅତ୍ୟଧିକ କ୍ଷମତା ମୋହ କ୍ୟାଂକ୍ଷୀ Se ନିଜର ବ୍ୟକ୍ତତ୍ୱ ଓ ଦକ୍ଷତା କୁ ନିଜେ ପରଖି ପରିବାର ଭଳି ଅବସ୍ଥା ରୁ ବାହାରି ଗଲେ l
@GolokSahoo
@GolokSahoo 5 сағат бұрын
I think it will open the eyes of the blind folded followers.
@pratapchandrasamal2396
@pratapchandrasamal2396 4 сағат бұрын
ସୌମ୍ୟ ବାବୁ ନିଶ୍ଚିତ ଭାବେ ଜଣେ ଶିକ୍ଷିତ ଲୋକ। କିନ୍ତୁ ଅତ୍ୟନ୍ତ ସ୍ୱାର୍ଥପର। ଏବେ ସେ ଯେଉଁ ପଶ୍ଚାତାପ କରୁଛନ୍ତି ତାହା ଆଉ ଏକ ନାଟକ, ଲୋକଙ୍କୁ ବିଭ୍ରାନ୍ତ କରିବାର ଅପ ଚେଷ୍ଟା। ମନ୍ତ୍ରୀ ହେବା ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ। ନ ହେବାରୁ ଗରଗର ହେଲେ। ଯେତେ ଗୁଣ ଥିଲେ କଣ ହେଲା, ଚରିତ୍ର ଆଉ ସ୍ବାର୍ଥ ନଥିଲେ ସବୁ ଅସାର। ଏବେ ବି ରୁବେନଙ୍କ ସହ ମିଶି ଆଉ ଗୋଟେ ଭୁଲ କରୁଛନ୍ତି। ଏହା ଠିକ୍ ସେହିପରି - ଚୋର ଚୋରୀ କରି ଧରା ପଡ଼ିଗଲା ପରେ ଚୋରୀ ଏକ ଅପରାଧ କହିବା ଯାହା।
@SabitaKhuntia-ih5yq
@SabitaKhuntia-ih5yq 5 сағат бұрын
Jay Jagannath sir namaskar excellent presentation 🙏🙏
@bibhutiparida7565
@bibhutiparida7565 2 сағат бұрын
ଅତି ଲୋଭ ର ପରିଣାମ ବିଷୟରେ ପଞ୍ଚତନ୍ତ୍ର ଠାରୁ ଆରମ୍ଭ କରି ଅନେକ ଅନେକ କାହାଣୀ ରୁ କିଛି ନା କିଛି ସେ ଅବଶ୍ୟ କେବେ ନା କେବେ ପଢ଼ିଥିବେ। ତଥାପି ମୋହ ବଶତଃ ଲୋଭଗ୍ରସ୍ତ ହେଲେ । ଯେବେ ସେ କାଗଜ ମାଧ୍ୟମରେ ଆଲୋଚନା ସମାଲୋଚନା କଲେ କେହି ଜଣେ ତାଙ୍କୁ ସମର୍ଥନ କଲେନି ବରଂ ଏକା ଏକା କିଛିଦିନ ଅଜ୍ଞାତବାସ ରେ ରହିଗଲେ । ଆଉ ଏବେ ଲେଖାଲେଖି ର ସମୟ ଆସିଲେ କ'ଣ ହେବ , ହେଲେ ପଢ଼ିବା ପାଇଁଁ ସମ୍ଭବତଃ ସମୟ କାହା ପାଖରେ ନାହିଁ ।
@l.p.rajguru1681
@l.p.rajguru1681 2 сағат бұрын
ଅନେକ ଦୀନ ପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦୀକକ ପଶ୍ନରେ କହିଥିଲେ କି ଯେହେତୁ ନବୀନ ବାବୁ ଓଡିଆ ଭାଷା କହିପାରୁନାହାନ୍ତି ସେ ଦଳକୁ ଯିବାର ପ୍ରଶ୍ନ ଉଠୁନି ବୋଲି
@BhaktaHari-xy3lf
@BhaktaHari-xy3lf 6 сағат бұрын
Right❤❤❤❤❤
@AjayaMuduli-l5b
@AjayaMuduli-l5b 4 сағат бұрын
100% right nabin sir
@anandbal2213
@anandbal2213 2 сағат бұрын
ଶଳା ମଦୁଆ ଟା
@skdsingerkumarsaroj655
@skdsingerkumarsaroj655 6 сағат бұрын
100% Right
@mihirdwivedi8843
@mihirdwivedi8843 6 сағат бұрын
Excellent presentation, let Arun Babu ask Naveen Das about his statement about Pandian
@bijaykumarparida1936
@bijaykumarparida1936 5 сағат бұрын
Right sir
@AkshyaKumarMohanty-b1u
@AkshyaKumarMohanty-b1u 2 сағат бұрын
Raw Truth 🙏
@brajakishorepadhi4022
@brajakishorepadhi4022 5 сағат бұрын
ଘୁସୁରୀ ମୁହାଁ ସୌମ୍ୟ ରଂଜନ, ଅପନ୍ତରା, ନିତି ହୀନ, ଲୋଭୀ, ଡବଲ ଷ୍ଟାଡାଡ।
@prafulasingh2267
@prafulasingh2267 2 сағат бұрын
ସୌମ୍ୟ ବାବୁ ବିଜେପି ଦଳ ଛାଡ଼ିବାର ନଥିଲା ।
@manojkumarsaint7803
@manojkumarsaint7803 2 сағат бұрын
Jay Maa Durgatinasini ❤❤❤
@pravasgaigaria1174
@pravasgaigaria1174 4 сағат бұрын
Your observation -Neta ,mafia officer getting closer towards BJP is absolutely right.
@rajeshsethi2947
@rajeshsethi2947 38 минут бұрын
ନମସ୍କାର ଅଜ୍ଞା ବର୍ତମାନ ସମୟରେ/ ଆମ ଓଡ଼ିଶା/ ମୁଣ୍ଡ ଟେକି ଥାଆନ୍ତା
@hemantaswain1421
@hemantaswain1421 4 сағат бұрын
Janaki Ballav Pattanaik's black money if it had been transfered long year ago to soumya' s pocket then all activities carried out by soumya may bring fatal to larger society.
@ajitkumarpanda6388
@ajitkumarpanda6388 3 сағат бұрын
ଆପଣଙ୍କ ବିଶ୍ଳେଷଣ ପୁରା ଠିକ୍,,,,,,,ଲୋଭ ରେ ପଡିଲେ ଏମିତି ଡୁବିବାକୁ ହୁଏ,,,,,ଏ ସତର୍କ ବାଣୀ ସମସ୍ତଙ୍କ ପାଇଁ,,,,
@arunkumarbehera9271
@arunkumarbehera9271 Сағат бұрын
Right
@Cricketedgeodia
@Cricketedgeodia 36 минут бұрын
ମତେ ଆପଣ କୁହନ୍ତୁ ଯଦି ବିଜେଡି 2024 ରେ ପୁଣି ଆସିଥାନ୍ତା ତେବେ କଣ ଏ dilouge marithante କି , ଆଉ ଯଦି ଗୋଟେ ମନ୍ତ୍ରୀ ପଦ ମିଲିଥନ୍ତା ତେବେ ସେ ମାଟି ବଡ଼ ନା ପାର୍ଟି ବଡ଼ ନେତା ବଡ଼ ନା ଅଫିସର ବଡ଼ ଲେଖା ଲେଖି ଥାନ୍ତେ କି ସେ କେବଳ ନେତା ହୋଇ ମନ୍ତ୍ରୀ ହୋଇ ନିଜ ସମ୍ପତି କୁ ସୁରକ୍ଷିତ ରଖିବା ସୁଅଧିକରୁ ଅଧିକ ସମ୍ପତି ପାଇଁ ରାଜନୀତି କରନ୍ତି ସେବା ପାଇଁ ନୁହଁ
@kishorchsrichandan307
@kishorchsrichandan307 4 сағат бұрын
ସୌମ୍ୟ ଜଣେ ସ୍ପଷ୍ଟ ବାଦ୍ ଲୋକ। ପାଣ୍ଡୁ ବିରୋଧ ରେ ସେ ପ୍ରଥମେ ଦଳ ନେତା ଭାବରେ ଆଗକୁ ଆସି ଫଳ ପାଇଲେ।
@rameshsahu8640
@rameshsahu8640 Сағат бұрын
ପୁରା ସତ କଥା
@prafulasingh2267
@prafulasingh2267 Сағат бұрын
ସୌମ୍ୟ ବାବୁ ବିଜେପି ଦଳ ଛାଡ଼ିବାର ନଥିଲା । ଆଉଜଣେ ନେତା ବିଜେଡି ଛାଡ଼ି ନିଜର ଗୋଟିଏ ଦଳ କରିଥିଲେ , ଅନିଶ୍ଚିତତା ପଛରେ ଧାଇଁ ଲୋକହସା ହେଲେ ଏବଂ ବିଜେପି ଦଳକୁ ଗଲେ ବିଜେପିରେ ବି ରହିପାରିଲେ ନାହିଁ ଏବେ ତାଙ୍କ ପୁତ୍ର ବୟସର ବ୍ୟକ୍ତିର ଲାଞ୍ଜ ହୋଇଛନ୍ତି । ସମୟ କହିବ କ'ଣ ହେବ । ବିଜେପିକୁ ଆସିଲେ , ତାଙ୍କପରି ନେତା
@BhaktaHari-xy3lf
@BhaktaHari-xy3lf 6 сағат бұрын
Very good 🎉❤😂😢😢😢
@bijoyketanacharya8921
@bijoyketanacharya8921 6 сағат бұрын
Soon BJD will merge with BJP after visit of Saha with the leadership of Pandian
@successfullife6722
@successfullife6722 5 сағат бұрын
🙏🚩🚩🚩
@anandachandrasahoo7377
@anandachandrasahoo7377 Сағат бұрын
Like every Patnaik he is a Patnaik
@allinone00001
@allinone00001 5 сағат бұрын
Pandian name no nei gote video karu nahanti
@drpanda9462
@drpanda9462 2 сағат бұрын
Had he been the minister could have told this?
@bhubanbehera2379
@bhubanbehera2379 Сағат бұрын
Without prejudice Somya babu led t movement for the chitfund scam. But got MLA seat & jump to BJD then never open his mouth Personall gaun but lost his image.without power he can not live .He is not a fighter to fight against Pandian.He was in congress,BJP,BJD for what only power.His best weapon was Sambad press but due to t police development he resigned We Sambalpuri are Banbasi but has hopes Somya will fight back but jo ho na saka.
@nilamanisethi9211
@nilamanisethi9211 4 сағат бұрын
Bjd Nabin Dasra dal
@AmaGnaAmaChasa
@AmaGnaAmaChasa 5 сағат бұрын
Kruskar. Dasapadila
@pradeepkumargiri7701
@pradeepkumargiri7701 4 сағат бұрын
Bjd Re Nabina gouna
@prasanprusty7160
@prasanprusty7160 2 сағат бұрын
Don’t highlight advice of selfish people. Soumya is an absolute selfish. He never think about Odisha. More dangerous than Naveen. Had bjd won this election, he would have taken bjd side
@aksahoo346
@aksahoo346 6 сағат бұрын
Aagnya budha loka mane kuhanti bapre rajyare. Raja jete. Kharap. Heu. Raja. Birudhare. Kebe. Kahibanahi. Karana. Raja. Goja. Jetebele. Kan. Karibe. Kei. Kahibeki. Paribeni. Tenu samaya babu vul karile. Bujhantu. Se bahu gyaniloka
@rabindramishra3319
@rabindramishra3319 6 сағат бұрын
Soumya is a spent force,no party. Will take him
@anjananayak3971
@anjananayak3971 5 сағат бұрын
Right sir
It’s all not real
00:15
V.A. show / Магика
Рет қаралды 20 МЛН
How Strong Is Tape?
00:24
Stokes Twins
Рет қаралды 96 МЛН
It’s all not real
00:15
V.A. show / Магика
Рет қаралды 20 МЛН