Shah Sabotaged Naveen's Plan Of Early Election | Nirbhay Gumara Katha

  Рет қаралды 17,630

Nirbhay

Nirbhay

Күн бұрын

Пікірлер: 122
@SantoshKumarBhoi-w7h
@SantoshKumarBhoi-w7h 5 сағат бұрын
କେନ୍ଦ୍ର ରୁ ଯିଏ ବି ଆସନ୍ତୁ କିଛି ହେବନି, ଯେ ପର୍ଯ୍ୟନ୍ତ ପାଣ୍ଡିଆନ୍ ବନ୍ଧା ହେଇନି କୌଣସି ନେତା ମନ୍ତ୍ରୀ କିମ୍ବା ଅଫିସର୍ ସାବାଡ଼ ହେବେନି।
@ashokpattanik6945
@ashokpattanik6945 2 сағат бұрын
ନମସ୍କାର।।ବାଲେଶ୍ଵର ସାଂସଦ ଙ୍କୁ ସଂସଦ ମଧ୍ୟ ରେ ମରଣାନ୍ତକ ଆକ୍ରମଣ କରାଗଲା।ଆପଣ କାହିଁ ସେପରି କିଛି କହିଲେ ନାହିଁ
@10subrat
@10subrat 22 минут бұрын
Naveen Sir, Question is wrong.CBI , ED are independent constitutional institution , how Shaha visit will impact those constructional body. sir do not mislead the audience
@durgaprasadsamantaray7084
@durgaprasadsamantaray7084 3 сағат бұрын
ଯେତେ ଯିଏ ଆସିଲେ ବି ପାଣ୍ଡିଆନ ଫାଇଲ ନିହାତି ଖୋଲିବା ଆବଶ୍ୟକ ରହିଛି, ନଚେତ୍ ତିଷ୍ଠିବା କଷ୍ଟକର।
@PurnachandraBehera-if5tu
@PurnachandraBehera-if5tu 5 сағат бұрын
କମଳ ଯାକ ରୁମ। ମୋହନ ସରକାର ଙ୍କୁ ସମୟ ଲାଗିବ ସଫା କରିବା ପାଈଁ।CBI, Ed ଅଧିକ କ୍ରିୟାଶୀଳ ହେବା ଉଚିତ।
@laxmidharapanda6086
@laxmidharapanda6086 3 сағат бұрын
ବିଜେପିର ବିଶୃଙ୍ଖଳିତ ବିଧାୟକ, ମନ୍ତ୍ରୀ ଓ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଯିଏବି ସ୍ୱାର୍ଥନ୍ଧ ଭାବରେ ବିଜେପି ସରକାରକୁ ଅଡୁଆରେ ପକାଉଛନ୍ତି ସେମାନଙ୍କୁ ଦୃଢ଼ହସ୍ତରେ ସାହା ଯଦି ଦଣ୍ଡିତ କରିପାରିବେ ତେବେ ବିଜେପିକୁ ଭଲ ପାଉଥିବା ଲୋକେ ଅତ୍ୟନ୍ତ ଖୁସିହେବେ !
@chandipadapanda4707
@chandipadapanda4707 3 сағат бұрын
ଶାସନ ବ୍ଯବସ୍ଥା ସେତେବେଳେ ନୂଆ ଶାସକ ଙ୍କର ନିୟନ୍ତ୍ରଣରେ ଆସିବ ,ଯେଉଁଦିନ ପାଣ୍ଡିଆନ ବନ୍ଧା ହୋଇ ଜେଲ ଯିବେ ତଥା ଶାହାଙ୍କ ଯୋଗୁ ଏହି ଦିଗରେ ବିଳମ୍ବ ହେଉଛି ବୋଲି ଲୋକଙ୍କ ଧାରଣାର ଅନ୍ତ ଘଟିବ ।
@santoshbiswal6256
@santoshbiswal6256 5 сағат бұрын
ସାର ନମସ୍କାର. ସାହା ଆସିବାକୁ ମନାନାହିଁ କିନ୍ତୁ ବିଜେଡି ଅମଳରେ ଯେଉଁମାନେ ଦୁର୍ନୀତି କଲେ ତାକୁ ଘଣ୍ଟ ଘୋଡନ୍ତୁ ନାହିଁ. ତୁରନ୍ତ ପଦକ୍ୟପ ନିଅନ୍ତୁ. ଦ୍ୱିତୀୟ ରେ ଆମ ଡେଲାଙ୍ଗ ରେ ଲକମି ବସ୍ ବନ୍ଦ କରନ୍ତୁ.
@ravipatnaik79
@ravipatnaik79 5 сағат бұрын
ବାବୁ ଜୟନାରାୟଣ ମିଶ୍ରଙ୍କୁ ଶାହ ଭେଟିବେ ତ ??
@KurumaniBarik
@KurumaniBarik 4 сағат бұрын
କେବଳ ଜଣଙ୍କ ପାଇଁ ମାଝୀ ସରକାର ବଦନାମ ହେଉଛନ୍ତି. ସେ ମହାଶୟ ଦିଲ୍ଲୀ ରେ ରହି ମାଝୀ ସରକାର ଙ୍କୁ ବଦନାମ କରୁଛନ୍ତି. କେବଳ ମୁଖ୍ୟମନ୍ତ୍ରୀ ହେବାକୁ. ଦିଲ୍ଲୀ ରେ ରହୁଛନ୍ତି. କେନ୍ଦ୍ର କଥା ଚିନ୍ତା ନ କରି ଓଡିଶା କଥାରେ ମୁଣ୍ଡ ବେଶୀ ପୁରଉଛନ୍ତି.
@sureshchandradash6900
@sureshchandradash6900 4 сағат бұрын
ପୂର୍ବ ସରକାରଙ୍କ ଯେଉଁ ସବୁ କୋଟି କୋଟି ଟଙ୍କା ହରିଲୁଟ, crimes ଓ ଅନାନ୍ୟ ଦୁର୍ନୀତି ଯାହାକି BJP election ଇସ୍ତାହାରରେ ଓଡିଶାବାସୀଙ୍କୁ କହିଥିଲା ତଦନ୍ତକରି ଓଡିଶାବାସୀଙ୍କୁ ଅବଗତକରି ବାନ୍ଧିବ ଏପର୍ଯ୍ୟନ୍ତ କିଛି କଲେନାହିଁ, ନୂଆ ସରକାରଙ୍କ action mood absent ଓ ପୁରୁଣା ସରକାରଙ୍କ ଯୋଜନା continue ଯୋଗୁ specific ଓଡ଼ିଶାବାସୀ BJP ସରକାରଙ୍କଠାରୁ ମନ ଉଣା କଲେଣି
@arucharanpradhan5502
@arucharanpradhan5502 4 сағат бұрын
ସାର୍ ନମସ୍କାର, ଯେତେ ଦିନ ପର୍ଯ୍ୟନ୍ତ ପାଣ୍ଡିଆନକୁ ଦଣ୍ଡ ବିଧାନ ହୋଇ ନାହିଁ କିଏ ବି ଓଡ଼ିଶା ମାଟିରୁ ଦୁର୍ନୀତି କୁ ହଟାଇ ପାରିବେ ନାହିଁ। ଅଫିସର ମାନଙ୍କୁ ଦୁର୍ନୀତି କବଳରୁ ମୁକ୍ତି କରି ପାରିବେ ନାହିଁ। ବିଜେପି ସରକାର ଆସ୍ତେ ଆସ୍ତେ ନିଜର ସତ୍ତା ହରାଇ ବସିବେ।
@trilochanpatnaik6321
@trilochanpatnaik6321 4 сағат бұрын
ଶାହା ଆସିବା ଓ ଯିବା କି ଆସିବା କିଛି ପ୍ରଭାବ ପଡ଼ିବ ବୋଲି ଭାବି ହେଉନି।
@sidhakatha_2021
@sidhakatha_2021 3 сағат бұрын
ଶାହା ଆସନ୍ତୁ କିଛି କଥା ନାହିଁ କିନ୍ତୁ ଓଡ଼ିଶାର ପରିସ୍ତିତି ଯାଥା ପୂର୍ବମ୍ ତଥା ପରମ୍ ରହିବ ।
@Jagannath-oc9ht
@Jagannath-oc9ht 4 сағат бұрын
CBI ଏବଂ ED ତତ୍ପର ହେବା ଆବଶ୍ୟକ ଏବଂ ହୁଅନ୍ତୁ । 1. ଧୀର ପାଣି ପଥର କାଟେ, ଏକବାର ସତ, ନବିନ୍ ଜାହା କରିଥିଲେ ହଟା🎉ତ ଏକାଥରେ ବଦଳିବା ହେବ ନାହିଁ । 24 ବର୍ଷ ର କଳେଙ୍କାରି ଏତେ ଚଞ୍ଚଳ ଅସମ୍ଭବ, ବିଜେପି ନାହିଁ ଆଉ କେଉଁ ସରକାର ହେଲେ ମଧ୍ୟ କରି ପାରନ୍ତେ ନାହିଁ । କନ୍ତୁ ମନେ ହେଉଛି କିଛି ବିଜେପିଆ ଭାବୁଛନ୍ତି ପାଇଛୁ ସୋଯୋଜ ଫଟାଫଟ କରିଦେଇ ଜିବା , କିନ୍ତୁ ଭଲ କାମ ପ୍ରଶଂସନୀୟ କାମ ହେଲେ ଭଲ ହୁଅନ୍ତା ।
@bulusethy9220
@bulusethy9220 6 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 1St
@kalakarbehera1275
@kalakarbehera1275 5 сағат бұрын
ଯିଏ ଭୁଲ କରିବ, ସିଏ ଦଣ୍ଡ ପାଉ
@pareshkumarchoudhury2634
@pareshkumarchoudhury2634 49 минут бұрын
ଆମର ଅଧିକାଂଶ ରାଜନୀତିକ ନେତା ଓ ଅଫସରଙ୍କ ନୀତି ହେଲା "ମୋତେ ଯେତେ ମଠୀବୁ ମାଠ ମୁଁ ସେହି ଦରପୋଡ଼ା କାଠ"। ତେଣୁ ଆସନ୍ତା ପାଞ୍ଚ ବର୍ଷ ବେକାର ନହେଉ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
@bikashkumar-u5x9j
@bikashkumar-u5x9j 2 сағат бұрын
ଜୟ ଜଗନ୍ନାଥ🙏🙏🙏🙏🙏
@tusharkantparida1332
@tusharkantparida1332 2 сағат бұрын
Can we expect some discussion regarding price hike, daily need for middle class and currency valuation. Need some strong discussion regarding failure of govt. both state and central govt.
@samirnayak3768
@samirnayak3768 3 сағат бұрын
ଜନତା ଯାହା ଆଶା ରଖିଥିଲେ କି ଦୀର୍ଘଦିନ ଧରି ଶାସନରେ ଥିବା ନେତା ମନ୍ତ୍ରୀ ଭ୍ଳଷ୍ଟାଚାର ବିପକ୍ଷରେ ରଖିଥିବା ଉସ୍ଛାହ ବିଜେପି ସରକାର ଭାଗିଂଦେଲା ଏବଂ ଜନତାଙ୍କର ଆଶାତୀଥ ଗ୍ରହଣୀୟ ହୋଇପାରୁନି.
@narottammishra9353
@narottammishra9353 5 сағат бұрын
Mohan Sarakar. Jindabad🙏
@RanjanBehera-ge1kf
@RanjanBehera-ge1kf 6 сағат бұрын
☀️ ଆଜ୍ଞା ନିର୍ବାଚନ ପୂର୍ବରୁ ବିଜେପିର Narration ଥିଲା ଅଲଗା... ନିର୍ବାଚନ ପରେ ସମ୍ପୁର୍ଣ୍ଣ ଭିନ୍ନ..! ବୁଦ୍ଧିଜୀବୀ, ଜ୍ଞାନୀ ଗୁଣୀ, ଶିକ୍ଷିତସମାଜ ବିଶେଷକରି ପୁରୁଷ ଭୋଟରଙ୍କ ଭିତରେ ଅସନ୍ତୋଷ..!
@sudarsannayak356
@sudarsannayak356 5 сағат бұрын
All expect some positive steps from HM Saha
@UpendraBehera-o1z
@UpendraBehera-o1z Сағат бұрын
ଏଥିପାଇଁ ଜଣେ କେନ୍ଦ୍ର ମନ୍ତ୍ରୀ ଦାୟୀ। ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶା ରଖିଛନ୍ତି।
@subhransudalai8360
@subhransudalai8360 3 сағат бұрын
ବେକାର କଥା କୁ ଆଲୋଚନା କରିବା ଅପେକ୍ଷା ସାଂପ୍ରତିକ ଘଟଣା ଯାହା ଅମିତ ଶାହା ଆମ୍ବେଦକର ଙ୍କ ବିଷୟ ରେ କହିଥିଲେ ଆଲୋଚନା କଲେ ଭଲ ହୁଅନ୍ତା
@bharatchandramallick2454
@bharatchandramallick2454 3 минут бұрын
You are right Sir, your have a Great Thinking
@prafulasingh2267
@prafulasingh2267 5 сағат бұрын
ଓଡ଼ିଶାରେ ଯେତେ କାର୍ଯ୍ୟକ୍ରମ ଟିଭି ମିଡ଼ିଆରେ ସବଠି କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚର୍ଚ୍ଚା , ଯେଭଳି ବିଜେଡ଼ିରେ ତାମିଲ କାର୍ତ୍ତିକଙ୍କର ହେଉଥିଲା ଏବଂ ବିଜେଡ଼ି ଦଳରେ କୌଣସି ନେତା ମନ୍ତ୍ରୀ ଥିବା ପରି ଜଣାଯାଉ ନଥିଲା ସେମିତି ଏବେ କେବଳ ଧର୍ମେନ୍ଦ୍ର ବାବୁ । କେବଳ ମୁଖ୍ୟମନ୍ତ୍ରୀଙ୍କୁ ବାଦଦେଲେ ବିଜେପିରେ ଆଉ କୌଣସି ନେତା ମନ୍ତ୍ରୀ ଥିବାପରି ଲାଗୁନାହିଁ । ଏବେ ଆସୁଛନ୍ତି ଅମିତ୍ ଶାହାଜୀ ସମ୍ବଲପୁର ସେଠାରେ ଧର୍ମେନ୍ଦ୍ରଙ୍କୁ ସରପ୍ରାଇଜ୍ ଦେବେ । ଉଲ୍ଲେଖଯୋଗ୍ୟ ଧର୍ମେନ୍ଦ୍ର ଓ ଅମିତ୍ ଶାହାଜୀ ମେଣ୍ଟ ସପକ୍ଷରେ ଥିଲେ । ଧର୍ମେନ୍ଦ୍ର ବାବୁଙ୍କ ସମର୍ଥକ ମାନେ ଚାହାଁନ୍ତି ଧର୍ମେନ୍ଦ୍ର ବାବୁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଦେଖାଯାଉ କେଉଁ ପାଣି କୁଆଡେ଼ ଯାଉଛି
@shyamsundarkhadanga5307
@shyamsundarkhadanga5307 5 сағат бұрын
ଅଯୋଗ୍ୟ ଙ୍କୁ ଅନୁଶାସନ ଦରକାର ଅନେକ ଯୋଗ୍ୟ ଙ୍କୁ ଅଣଦେଖା କରନ୍ତୁ ନାହିଁ
@kalucharanpaikray7238
@kalucharanpaikray7238 4 сағат бұрын
CBI, ED ଅଧିକାରୀ ଚେଲା ଆସୁଛନ୍ତି କି ନାହିଁ..??
@ashiskumarbehera6185
@ashiskumarbehera6185 4 сағат бұрын
Aso କୁ ମାଡ଼ ମାରିବା କଥା କାହିଁକି kahileni
@bishnumishra8668
@bishnumishra8668 4 сағат бұрын
ମାଁ ଲଙ୍କିନି ସମଲେଶ୍ବରୀ ରୂପେ ଆବିର୍ଭାବ ହେଇଛନ୍ତି 🌺🙏🌸
@niranjanrout6358
@niranjanrout6358 Сағат бұрын
ବି ଜେ ପି ପଇସା କଣ ଆପଣଙ୍କୁ ଅଣ୍ଟୁନି ଜେ ପୁଣି ପଦାରେ ମାଗୁଛ ଡବଲଇଞ୍ଜନ ଚଳାଇଲ ତଥାପି ତମକୁ ଅନ୍ତୁନି ଧନ୍ୟ ତମ ଭିକାରିପାଣ କୂ
@AmiyaKumarSahoo-u3s
@AmiyaKumarSahoo-u3s 5 сағат бұрын
ସାହା ବାବୁ ଗଲା ପରେ ଓଡିଶା ବିଜେପି ରେ କିଛି ପରିବର୍ତ୍ତନ ହେଲା ଭାଳି ଲାଗୁନି
@pramodkumarrout7641
@pramodkumarrout7641 5 сағат бұрын
ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତ ଓ ଦୁର୍ନୀତି ଉପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଧ୍ୟାନ ଦିଅନ୍ତୁ। ଅତୀତ ରେ ଓଡ଼ିଶାର ଯାହା ଦୁର୍ନୀତି ହୋଇଛି , କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥା କୁ ନିର୍ଦେଶ ଦିଅନ୍ତୁ। ଯାହାଦ୍ୱାରା ଓଡ଼ିଶାର ଜନସାଧାରଣ ନ୍ୟାୟ ପାଇବେ।
@rajanikantabiswal2669
@rajanikantabiswal2669 3 сағат бұрын
ସାର୍ ନମସ୍କାର କେତେଟା ବିକଳିଆ ମନ୍ତ୍ରୀ ଓ ବିଧାୟକ ବିକାକିଣା କାମ ପାଇଁ ସାହା ଜି ଆସୁଛନ୍ତି
@BhaktaHari-xy3lf
@BhaktaHari-xy3lf 3 сағат бұрын
Right ❤❤❤❤❤
@mituprdhan2020
@mituprdhan2020 5 сағат бұрын
ଜୟ ଶ୍ରୀ ଜଗନ୍ନାଥ
@rkbehera1241
@rkbehera1241 3 сағат бұрын
Good news sir
@p643-f1x
@p643-f1x 6 сағат бұрын
Jay Jagannath 🙏
@sibakalyanmohanty3552
@sibakalyanmohanty3552 4 сағат бұрын
ଠିକ୍ ସେଇୟା ଏଇଟା କଣ high command କାମ ନା cm କାମ ସେ କଣ playing stuff। ବିଚିତ୍ର ରାଜନୀତି ଏଠାରେ CM ପାରିବାର ହୁଅନ୍ତୁ ଦଳରେ ସନ୍ତୁଳନ ରକ୍ଷା କରନ୍ତୁ
@adwaitchandrabeura6847
@adwaitchandrabeura6847 Сағат бұрын
ଅମିତ ଶାହା କୌଣସି ମାମୁଲି ରାଜନୀତିଜ୍ଞ ନୁହଁନ୍ତି ଦେଶ ବିଶ୍ବ ମାନିବାରେ କିନ୍ତୁ ଓଡିଶା ବିଜେପି ସରକାର ପାଇଁ କ୍ଳୀବ। ୬ମାସ ଶାସନ କାଳରେ କୌଣସି ଗୋଟିଏ ଦୁର୍ନିତୀ ଭ୍ରଷ୍ଟାଚାର ର ମାମଲା କରିବାକୁ ସାହାସ ଜୁଟେଇ ପାରିନାହାଁନ୍ତି।
@priyadarsansatpathy910
@priyadarsansatpathy910 3 сағат бұрын
ତେଲ କେତେ ମାରୁଛନ୍ତି? ଟିକିଏ ସୀମା ଭିତରେ ରହନ୍ତୁ। ସିବିଆଇ ଫେରୀଗଲା, ବିଷ୍ଣୁ ଵାବୁ ହାଜିର ହେଲେ ନାହିଁ। ଆସୂଛନ୍ତି ଡ଼କାୟତ ସର୍ଦ୍ଦାର ସେଇଥିପାଇଁ। ଆପଣ ସେ ବିଷୟରେ ନୀରବ କାହିଁକି?
@nrushinghnathsahu1630
@nrushinghnathsahu1630 4 сағат бұрын
ବିଜେପି ର କିଛି କରିତକର୍ମା ଚାହୁଁ ନଥିଲେ ଯେ ଓଡିଶା ରେ ବିଜେପି ସରକାର ହେଉ. ସେହି କରିତକର୍ମା ଓ ପାଣ୍ଡୁ ନବୀନ୍ ସହ ଭଲ ସମ୍ପର୍କ ଥିଲା. ସେ ହିଁ ଚାହୁଁନାହାନ୍ତି ଯେ ମୋହନ ସରକାର ଠିକ୍ ସେ ଚାଲୁ ଓଡିଶା ର ଦୁର୍ଭାଗ୍ୟ ଯେ ସେହି କରିତକର୍ମା ବିଜେପି ର ସଭାପତି ବି ହୋଇ ପାରନ୍ତି.
@bulusethy9220
@bulusethy9220 5 сағат бұрын
ମୁଁ ଯାହା ବୁଝୁଛି ଭୋଟ ପୂର୍ବରୁ #ବିଜେଡି ର V.କାର୍ତ୍ତିକେୟ ପାଣ୍ଡିଆନ୍ କରିଥଲେ ଗାଉଳୀ ଭାଷାରେ ଗୁଞ୍ଜି କଡା ବ୍ୟଠକ ପରି ହେବନାହିଁ ବୋଲି ପରିଭାଷା ହେଉଛି ।
@srikantarout1038
@srikantarout1038 4 сағат бұрын
Adani bepara odisha re kipari byapiba tadarakh kariba
@gangadhardash3430
@gangadhardash3430 2 сағат бұрын
🎉🎉
@SabitaKhuntia-ih5yq
@SabitaKhuntia-ih5yq 5 сағат бұрын
Jay Jagannath sir namaskar very good presentation very good journalist very good nirbhaya 🙏🙏
@pradeepmalik1708
@pradeepmalik1708 4 сағат бұрын
One topic about govt job problem in odisha
@sharadananda5110
@sharadananda5110 4 сағат бұрын
After many days, there is a video critical of BJP government. Thanks for speaking the truth.
@AshokPanda-qt4qn
@AshokPanda-qt4qn 4 сағат бұрын
JaiJaganath 💐🙏💐🤝
@surendrakumarsethy8816
@surendrakumarsethy8816 3 сағат бұрын
Saha will nominate Rajya president. CBI.ED will be proactive.
@manjupravamishra8000
@manjupravamishra8000 5 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@ramprasadpanda5372
@ramprasadpanda5372 3 сағат бұрын
Required change...
@sahadevnayak4382
@sahadevnayak4382 3 сағат бұрын
Nice analysis. BJP appears to be not upto people 's expectations.
@sudhirpadhy9177
@sudhirpadhy9177 5 сағат бұрын
ଆଉ ଦକ୍ଷିଣ ଓଡ଼ିଶା ରେ କଣ
@gurucharanmohapatra4508
@gurucharanmohapatra4508 Сағат бұрын
Bahut haluka mantabya
@akshayakumarbehera8301
@akshayakumarbehera8301 4 сағат бұрын
District level party adikari should change Zero talarence in corruption should be only strategy of Mohan Government
@Jagannath-oc9ht
@Jagannath-oc9ht 4 сағат бұрын
JAI JAI SHREE JAGANNATH.
@banditabarik2872
@banditabarik2872 5 сағат бұрын
Nabin Das sir MLA mana nka salary brudhi & Unemployment bisay re 2 ti Nirbhay gumar katha ku anantu.
@prabhasray675
@prabhasray675 2 сағат бұрын
Jay shree ram Jay Jagannath
@PratapPadhan-tq5iz
@PratapPadhan-tq5iz 5 сағат бұрын
ଢେଙ୍କାନାଳ ଜିଲ୍ଲା
@dilipdeep9
@dilipdeep9 4 сағат бұрын
Remote balaa cm, president..... Modi ,Amit sahar
@mihirdwivedi8843
@mihirdwivedi8843 3 сағат бұрын
Why BJP government is not taking any action against Pandian n others. Pl don't delay.
@AlakapriyadarsiniJena-q8n
@AlakapriyadarsiniJena-q8n 21 минут бұрын
Saha
@bhubanmohanty3853
@bhubanmohanty3853 5 сағат бұрын
ଲାଗୁଛି ଡର ନାହିଁ
@rabimohanty112
@rabimohanty112 2 сағат бұрын
ଦରମାଖିଆ କୁକୁର କର୍ମ ଚାରି ମାନଙ୍କୁ ସାବାଦ କରନ୍ତୁ.
@kailashrana5820
@kailashrana5820 Сағат бұрын
Naveen Patnaik may join BJP and nominate as CM .
@deviprasaddas85
@deviprasaddas85 27 минут бұрын
Kichi hebani
@dr.sunilacharya4669
@dr.sunilacharya4669 5 сағат бұрын
Thanks to giving scan for donation but it should be shown for the beginning to end of your subject
@basantibalapanigrahi5289
@basantibalapanigrahi5289 48 минут бұрын
Dam achita Jayanarayan Mishra anku Home department deaidekhabtu
@DillipKumarMohanty-yg5ge
@DillipKumarMohanty-yg5ge 3 сағат бұрын
Mohansarkar bhala loka ta thik achhi kintu bhala sasan taa darkar odisha ra loka mane jaha bhabi sarkar pari
@sanjiibkumar6213
@sanjiibkumar6213 50 минут бұрын
Hi dost
@gyanasahoo4
@gyanasahoo4 3 сағат бұрын
Dharmendra Pradhan jogu bjp lopa Paiba ....pandiyan ku help karuchi Dharmendra
@srikantarout1038
@srikantarout1038 4 сағат бұрын
Desh re duita dakayat achhanti.sab saman gotie seth ku bikuchhanti.
@SRSwain14
@SRSwain14 4 сағат бұрын
Apana bjp ra posa kukura agayan
@amitavsarangi1883
@amitavsarangi1883 5 сағат бұрын
Amit saha meeting will be with vk pandian and naveen patnaik bcoz how to ଲୁଟ odisha ଖଣି, କୋଇଲା etc....
@neelamadhabreddy2997
@neelamadhabreddy2997 3 сағат бұрын
Bhubaneswar re 5 ta hotel opening houchi ‘but seti sabu non odia job karuchonti .odisha govt private sector re kichi karile bholo hoithabta
@bijoyketanacharya8921
@bijoyketanacharya8921 5 сағат бұрын
Saha or Modi,may come and go.But BJP Govt is loosing ground in Odisha.
@mahendramajhi3051
@mahendramajhi3051 6 сағат бұрын
First viewer
@satyasahanee6397
@satyasahanee6397 6 сағат бұрын
Thanks for your fast report, i have done the donation , but would like to highlight a point . Looks like central BJP govt don't want to give power to state govt and wants to operate a shadow govt , That cancels the word ashmitha. Even I voted for BJP both the seats , but now after Mohan Majhi's incompetent govt . Want to vote BJD 😢 . Sad but reality
@sunakarsamantaray9737
@sunakarsamantaray9737 5 сағат бұрын
ଆପଣଙ୍କୁ ବିଜେପି କୁ ଭୋଟ ଦେବାକୁ ୨୪ ବର୍ଷ ଲାଗିଗଲା , ଏବେ ମାତ୍ର ୬ ମାସରେ ଆପଣ ବ୍ୟସ୍ତ ହୋଇପଡ଼ିଛନ୍ତି ?
@peaceisprosperity3203
@peaceisprosperity3203 3 сағат бұрын
😁
@AlakapriyadarsiniJena-q8n
@AlakapriyadarsiniJena-q8n 20 минут бұрын
Saha asuchhanti kana pain ethi ta pandu scheme re odisa sasan chalichhi.
@saratmahalik5022
@saratmahalik5022 3 сағат бұрын
You Nabin Das keep silent.
@soniabpriya239
@soniabpriya239 4 сағат бұрын
Apan ......houchanty....BJP.... supporter......
@drpanda9462
@drpanda9462 5 сағат бұрын
You may go to Rajyasabha.
@saratkumarmishra1126
@saratkumarmishra1126 Сағат бұрын
Shaha wheesil mariba ki
@dillipkumarsahoo4823
@dillipkumarsahoo4823 5 сағат бұрын
Tu Khali shah ku japu thaa.
@ramakrishnamahapatro1271
@ramakrishnamahapatro1271 6 сағат бұрын
One nation one election - request for support of BJD
@dilipdeep9
@dilipdeep9 4 сағат бұрын
Bjp acting .....re no one.....
@KhirodChandrachand
@KhirodChandrachand 2 сағат бұрын
Play way teaching had some effect but odisha present govt. Need roudy teaching with threatening. Sri saha's coming may have some effect on one nation one election.
@nilamanisethi9211
@nilamanisethi9211 5 сағат бұрын
Sadharan janata upare kichi pravab padibani ojeuthare aneka Dina pare Swad chakhuchanti gunatak man Badhibar nahin
@muktikantanayak560
@muktikantanayak560 4 сағат бұрын
Nabin babu apana bjp govt ku criticize karantu eha dwara mohan majhi and co tankar bhul sudhari paribe ahuri anek samaya baki achhi , au baki rahila sabu corruption ku 5 yrs re khatam kariba ete sahaja nuhen tenu samaya sahita patience rakhiba bi abasyaka...
@Dinabandhu_sahoo
@Dinabandhu_sahoo 4 сағат бұрын
Nana khabar kn
@drpanda9462
@drpanda9462 5 сағат бұрын
Useless CM.
@gurucharanmohapatra4508
@gurucharanmohapatra4508 Сағат бұрын
You are totally biased and BJP promoted social media sambadika..
@basantapattnaik7812
@basantapattnaik7812 2 сағат бұрын
ସାର ପ୍ରଣାମ 🙏🌹
@aksahoo346
@aksahoo346 4 сағат бұрын
Pranam sir mnu jane sadharan voter / Amit saha aasantu kimba kendriya tim asantu odisa bjp neta mla mantri badalibe nahi / karan amane bbsr re basi midia re baite dei jitichanti tenu avali chhalichi amane kebe voter nka nikataku jai nahanti. Odisa loka Modi nku varasa Kari vote deichanti. Tenu odisa bjp neta. Sukhilare macha darichanti. Aha hni Mora matamat
@shishirranjanlenka.399
@shishirranjanlenka.399 4 сағат бұрын
Kendriya neta mane ta aasuchhnti aau emananku upadesa deiki jauchhanti kintu emane ta jama bi loka manankara samasya bujhu nahanti, Samasya mane jaha prakrut samasya 100/ hoichhi, aame kahunu ki mote chakiri dia,ki artha dia, mora sabu demand Puran kara, eha bilkul bi nuhe, samasya hela purba sarakara nka time re aama prati hoithiba SARAKARI ANYAA ru NYAA paiba pain emanaku sabu praka ra guhari kale bi emane jama kehi sunu nahanti,ehipari jadi aagaku lagiruhe tebe kan paristhiti heba aapana chinta karantu,
@chittaranjanpradhan9805
@chittaranjanpradhan9805 4 сағат бұрын
Apana channel BJP ro Ate tenu Khali bjp ku sapat karuchanti odia asmita khatha kuade gala
@pkp4793
@pkp4793 5 сағат бұрын
ଏଇଟା କଥା କୁହା ସରକାର ।କାମ ଘର ବିଗ୍ 0।
@pratapchandrasamal2396
@pratapchandrasamal2396 4 сағат бұрын
ଆପଣଙ୍କ ମତ ପଢ଼ାଜିବ ନାହିଁ। ମୋହନ ସରକାର ୟାଙ୍କର ଗେହ୍ଲା ପୁଅ।
@priyadarsansatpathy910
@priyadarsansatpathy910 3 сағат бұрын
kzbin.info/www/bejne/anqrZJiwbdSmeLMsi=QvkICQ0n5gCIluRW ଶୁଣ କେମିତି ଅନ୍ୟମାନେ ଆପଣଙ୍କ ନେଇ କହୁଛନ୍ତି। ଟିକିଏ ତ ଲଜ୍ଜା ସରମ ରଖ।
Soumya Advices Not To Be A Blind Follower !
7:08
Nirbhay
Рет қаралды 3,8 М.
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
Sigma Kid Mistake #funny #sigma
00:17
CRAZY GREAPA
Рет қаралды 30 МЛН
The Best Band 😅 #toshleh #viralshort
00:11
Toshleh
Рет қаралды 22 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН