No video

Odisha BJP VS Aparajita || BJP ରୁ ବିରୋଧ || PULSE_TODAY

  Рет қаралды 126,867

News Adda Odisha

News Adda Odisha

Күн бұрын

#AparajitaSarangi #BJPMP #BhubaneswarMP #JayantaSarangi #puricorridor #sonalisahoo #OdishaBJP #LatestNews #PoliticalAnalysis #pulse_today
ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odia news updates from Odisha and India on KZbin.
#NewsAdda #OdiaNews #WebNews
-----------------------------------------------------------------------------------------------------------
News Adda Web Channel | News Adda | Odia News | ନ୍ୟୁଜ୍ ଆଡା ଲାଇଭ୍
News Adda Web Channel:
ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
#NewsADDA
Follow us on Facebook: / newsaddaodisha
odisha news, latest odisha news, odisha current news, breaking news odisha, latest Odia news , latest news Odia, latest odia News, bhubaneswar, bhubaneswar news, ଓଡିଶା ଖବର, ଓଡ଼ିଆ news, odisha tv, odishatv, odia news headlines, youtube news, live Odia, news, odisha rain news, odisha weather news, odisha weather updates, ukraine russia news, ukraine, ukraine russia crisis

Пікірлер: 182
@sujitpanda1749
@sujitpanda1749 2 жыл бұрын
ଆଜିକା ଦିନରେ ଆମ ଆଦମୀ ପାର୍ଟି ହିଁ ଅପରାଜିତା ଷଡ଼ଙ୍ଗୀ ଙ୍କ ପାଇଁ ଉପଯୁକ୍ତ ।
@user-uf3so2jf7r
@user-uf3so2jf7r 2 жыл бұрын
ଅପରାଜିତା ଙ୍କୁ ଏ ସମସ୍ତେ ବୁଝିବାକୁ କ୍ଷମ ନୁହନ୍ତି. ଏଣୁ ବିବାଦ ଉଠିଛି. ତାଙ୍କ ବିଚାରରେ ମନ୍ଦିର ଚାରି ପାଖରେ ଯେଉଁ ଗାତ ଖୋଲା ଯାଇଛି ତାହା isi ର ବିନା ଅନୁମତି ରେ ଓ ଅଧିକ ଗଭୀର ଗାତ କରାଯାଇଛି. ଯାହା ଶ୍ରୀମନ୍ଦିର ସ୍ଥିତି ପ୍ରତି ବିପଦ ସୃଷ୍ଟି କରିବ. ସମସ୍ତ ଙ୍କର ବୁଝିବାରେ ଭୁଲ ରହୁଛି.
@kishoresahu8818
@kishoresahu8818 2 жыл бұрын
ଅପରାଜିତା କଣ କହିବାକୁ ଚାହୁଛନ୍ତି ଏବଂ ସେ କଣ୍ ଦେଖେଇବାକୁ ଚାହୁଛନ୍ତି କେହି ବୁଝିବା ଉପରେ ନାହାନ୍ତି , ସେ ଏକା କଣ୍ ପାଇଁ ସମସ୍ତଙ୍କ ବିରୋଧରେ ଯାଇ ସେ କଣ୍ କହିବାକୁ ଚାହୁଛନ୍ତି ଆମକୁ ବୁଝିବାକୁ ପଡ଼ିବ, ଜୟନ୍ତ ଷଡ଼ଙ୍ଗୀ ଙ୍କର କେତେ ଜ୍ଞାନ ସେଇଟା ଓଡ଼ିଶା ବାସୀ ଜାଣନ୍ତି ଏବଂ ପ୍ରୁଥିରଜ୍ ଙ୍କର୍ କେତେ ଜ୍ଞାନ ସେ କଥା ବି ଓଡିଶା ବାସୀ ଜାଣନ୍ତି?
@ajitsabat1184
@ajitsabat1184 2 жыл бұрын
Ok
@gourangasa6027
@gourangasa6027 2 жыл бұрын
ସୋନାଲି ସାହୁ ଙ୍କ କଥା ରୁ ଜଣା ପଡୁଛି କୋଷ୍ଟାଲ ବେଲ୍ଡ ରେ ବିଜେପି ଆଉ ଆଗ କୁ ସଫଳ ହେବ ନାହିଁ ।
@belalsensenapati1300
@belalsensenapati1300 2 жыл бұрын
ବହୁତ ଭଲ ସମ୍ବାଦଟିଏ ଦେଲେ ଦୁର୍ଗାବାବୁ। ଆଜି ଯାଏଁ କଂଗ୍ରେସ ଓ ବିଜେପି ସିଧା ରାସ୍ତାରେ ଯାଇ ଓଡ଼ିଶାର ହେଇଚି କଅଣ? ଖାଲି ନବୀନଙ୍କ ତୁଷ୍ଟିକରଣ। ଅପରାଜିତାଙ୍କୁ ସମସ୍ତେ ଵିରୋଧ କରନ୍ତୁ। ସେପଟେ ଯଦି ଅପରାଜିତା ଏମିତି ବଙ୍କା ରାସ୍ତାରେ ଯାଇ ଦମ୍ଭ ଧରି ରହିବେ ତେବେ ଓଡ଼ିଶାର ସେହିଁ ହେବେ CM କିମ୍ଵା ଦୃଢ଼ ବିରୋଧୀ ଦଳର leader. We general people of Odisha support to madam Aparajita.
@girishpradhan7437
@girishpradhan7437 2 жыл бұрын
BJP ନେତା BJD ଙ୍କ ଠାରୁ ଟଙ୍କା ଖାଉ ଛନ୍ତି ବିରୋଧ କରିବେ କେମିନ୍ତି।
@sadhudas2758
@sadhudas2758 2 жыл бұрын
BJP may not be with Aparajita sarangi but people are with Aparajita. What 's more ?
@sudarsanbehera9310
@sudarsanbehera9310 2 жыл бұрын
BJP will not go ahead only one dynamic lady. She is Aparajita sarangi leaders all party fear Aparajita
@maacreation2542
@maacreation2542 2 жыл бұрын
Odisha BJP bjd ku support karuchhi aparajita madam madi chala odissa apanka saathe achhi congratulations
@sridharpanda7214
@sridharpanda7214 2 жыл бұрын
ଦୁର୍ଗା ବାବୁ 🙏🙏, ଆପଣଙ୍କ news ରସର୍ବସାଧାରଣ କମେଣ୍ଟ ଗୁଡିକ ର ସାର କଥା news ରେ ସ୍ଥାନ ପାଇଲେ ନେତା ଓ ଜନତା ଙ୍କ ଭାବାବେଗ ସ୍ପଷ୍ଟ ହୁଅନ୍ତା 🙏🙏🙏
@subashchandramallick7696
@subashchandramallick7696 2 жыл бұрын
Next CM of odisha aparajita sadangi odisha
@user-fb8fb5qc2n
@user-fb8fb5qc2n 4 ай бұрын
ପୁଣି ବିହାରୀ ଶାସନ୍ ଚାଲିବ। ଆପଣଙ୍କ ରାଇଜର ଜଣେ ସରକାରୀ କର୍ମଚାରୀ ବିହାର ଓ ତାମିଲନାଡୁ ରେ ନେତା ହେବା ସମ୍ଭବ କି।ବିହାରୀ ଓ ତାମିଲ ମାନେ ଏହାକୁ ଗ୍ରହଣ କରିବେକି।
@manmohanpadhi9778
@manmohanpadhi9778 2 жыл бұрын
Sonali sahu mem, puri mandir katha kain chinta karucha ,Babri majid katha chinta kara, Aparijita mem jindabad,
@tankadharjena2298
@tankadharjena2298 2 жыл бұрын
If bjp out aparajita,bjp will not come power last 100year if madam join app she will became chif minister of odisha.
@lipuswain3957
@lipuswain3957 2 жыл бұрын
Aparajita sadangi is a best leader without Aparajita BJP don't rise. Sonali Sahu and Jayanta Sadangi febricated their no value
@joginathpanda8836
@joginathpanda8836 2 жыл бұрын
ଅପରାଜିତା କୁଂ ଓଡ଼ିଶା ଚାହେଁ
@gatinayak9905
@gatinayak9905 2 жыл бұрын
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କୁ ସମସ୍ତଙ୍କର ସମର୍ଥନ ରହିଛି
@ranjanmallik4227
@ranjanmallik4227 2 жыл бұрын
Jie bhala kama kariba se birodhi heba bjp re jete neta achhanti samastankatharu apraajita sarangi best
@adityacomputers3062
@adityacomputers3062 2 жыл бұрын
Bjp odisha re destroy heba darkar. Aparajita madam saport odisha people.
@purnendusarangi3816
@purnendusarangi3816 2 жыл бұрын
Aparajita RIGHT.
@arabindadas65
@arabindadas65 2 жыл бұрын
Aparajita nka image agare sonali sahoo and pruthiraj nka image zero.
@Anil_kumar1998
@Anil_kumar1998 2 жыл бұрын
ମାଡାମ ଅପରାଜିତା ଙ୍କ ସହିତ ଦଳ ଥାଉ କି ନଥାଉ. ଓଡ଼ିଶା ବାଶି ତାଙ୍କ ସହିତ ଅଛନ୍ତି. ତାଙ୍କୁ ଏକାଘାରୀକିଆ କରି ରାଜ୍ୟ ବିଜେପି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି.2019 ଇଲେକ୍ସନ ରେ ଜଣା ପଡିଲା ରାଜ୍ୟ ରେ ବିଜେପି ଅଛି ତା ପୁଣି ଭୁବନେଶ୍ୱର ରୁ. ତାଙ୍କ ହାତ ଛାଡିଦେଲେ ତାଙ୍କର କିଛି ହେଇଜିବନୀ ବରଂ ସବୁଦିନପାଇଁ ନିଜେ ବିଜେପି ରାଜ୍ୟ ରୁ ଲୋପପାଇଯିବ. ଢ଼ିଙ୍କି ଯୁଆଡେ ଯିବ ଧାନ କୁଟିବ
@bhimasenswain4333
@bhimasenswain4333 2 жыл бұрын
Aparajita is right but bjd and bjp is wrong
@bkharapriyabkharapriya8177
@bkharapriyabkharapriya8177 2 жыл бұрын
aprajita madam in future cm in orissa . 🚶‍♂️ 🎠 🚶‍♀️ 🎠 In ke sath jagannath mahaprabhu. god bless you 🙏 ❤ mam
@narayandas369
@narayandas369 2 жыл бұрын
ଅପରାଜିତା ଗଲେ ବିଜେପି ଯିବ
@rabindrakumarmohanty9250
@rabindrakumarmohanty9250 2 жыл бұрын
Coming cM
@puspalataray4821
@puspalataray4821 2 жыл бұрын
Odisha re BJP Ra bhabisyat Aparajita sarangi .Tanku birodh kariba Ghatak sabyasta heba.
@umakantahota1748
@umakantahota1748 2 жыл бұрын
Bjp behavior like Congress. Bjp waiting for obsolete. Bjp can't rise a motion without issue. actually she doesn't wants to protest. But somebody wants to divet the issue.
@niranjannayak2630
@niranjannayak2630 2 жыл бұрын
Aparajita ku chadi au kete dekhajaunahanti au kahara dama nahi
@arabindadas65
@arabindadas65 2 жыл бұрын
Sunantu Bjp ra top leader.,Odissa ra Sabuloka madam Aparajitanku CM bhbare dekhibaku apanamananka bhitaru kahaku nuhe.
@pradeepdas7780
@pradeepdas7780 2 жыл бұрын
Apparaga rajya bjp. Aparajita nkra voter achanti mukhapatra nk voter nahantidala chuliki jiba
@munnatripathi873
@munnatripathi873 2 жыл бұрын
ଶ୍ରୀମନ୍ଦିର ବିକାଶ କାର୍ଯ୍ୟକୁ ଅଯଥା ରେ ରାଜନୀତି କରୁଛନ୍ତି ଅପରାଜିତା ମାଡାମ
@adyashabehera9390
@adyashabehera9390 2 жыл бұрын
ପ୍ରତି ଦଳର ଗୋଟେ ସୀମା ଓ ମର୍ଯ୍ୟାଦା ଥାଏ ଓ ସମସ୍ତେ ତାକୁ ମାନିକରି ଚଳନ୍ତି କିନ୍ତୁ ଅପରାଜିତା ନିଜ ସୀମାପାର କରିଛନ୍ତି ତେଣୁ ତାଙ୍କୁ କୌଣସି ଦଳୀୟ ସହାୟତା ଓ ସମର୍ଥନ ମିଳୁନାହିଁ
@pratapsahani1880
@pratapsahani1880 2 жыл бұрын
SABU CHORA AKTHI HOECHANTI
@bhagabanpradhanbhagabanpra5497
@bhagabanpradhanbhagabanpra5497 2 жыл бұрын
Odisha BJP means Aparajita Sadangi. Without her BJP can not exist, true facts try once more. She has crores of supporters in Odisha. It's secret to everybody.
@renupravamohapatra1036
@renupravamohapatra1036 2 жыл бұрын
The people belonging to all corner of the state are supporting Madam Aparajita but not to BJP.
@lalitadasee4441
@lalitadasee4441 2 жыл бұрын
Thanks Sonali Sahoo!!! Have my love and blessings!!!
@arabindadas65
@arabindadas65 2 жыл бұрын
Aparajita madam is the future CM of Odissa
@ranjitmohanty335
@ranjitmohanty335 2 жыл бұрын
Aparajita Madam Jindabad
@mamataparida2685
@mamataparida2685 2 жыл бұрын
Aparajita mam is going alone from starting with a arogation as a MP Just satiring BJP leaders though they are fighting year after year without winness but she can win without their help she thinks very sad walking unparallelly rudly
@niranjankar2911
@niranjankar2911 2 жыл бұрын
Thank U Sonali Mam for your remark
@ashokpati4792
@ashokpati4792 5 ай бұрын
ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ , ନବରତ୍ନ ମନ୍ତ୍ରୀ ଜଣେ ଓଡ଼ିଆ ପୁଅ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଷକରି ଜଣେ ପୂର୍ବତନ ସୁନାମଧନ୍ୟା ପ୍ରସାସିକା ତଥା ଚମତ୍କାର ବ୍ୟକ୍ତିତ୍ଵ ସମ୍ପନ୍ନ ସମ୍ମା ନୀୟା ଭୁବନେଶ୍ଵରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ପାଇଁ ଓଡ଼ିଶା ଜନସାଧାରଣ ବିଜେପି ପ୍ରତି ଅତିମାତ୍ରାରେ ଆକର୍ଷିତ ହୋଇଛନ୍ତି ।
@dillipbhoi758
@dillipbhoi758 2 жыл бұрын
ଅପରାଜିତା ଷଡ଼ଙ୍ଗୀ ସହିତ ଓଡ଼ିଶାର ଜନତା ଅଛନ୍ତି ।
@amagiha1046
@amagiha1046 5 ай бұрын
To maa bia pocha
@spectrovision7466
@spectrovision7466 2 жыл бұрын
ତୋର କଣ ଯାଉଛି କିରେ ଚାମଚା ? ବିଜେପି ଫାଟିଲେ ତୁ କଣ ଚାଟିବୁ ? ଶଳା ଦେଶବିକା ମାଗଣାଖିଆ ତକ ନଵୀନା କୁ ଟେକି ଟାକି ରାଜ୍ୟ କୁ ଅଳସୁଆ କରି ସାରିଲଣି । ଲୋନ୍ କାଙ୍ଗାଳ ଓଡିଶା ଆଜି । ଖାଲି ମନ୍ଦିର ଭରସା । ଅପରାଜିତା ଜିନ୍ଦାଵାଦ୍ । ତୁ ନିଜେ ଵୁଝିପାରୁନି । ଭଲକି ଵୁଝେ । ସେ ଜଣେ ଆଇ ଏ ଏସ୍ । ମନ୍ଦିର ଭାଙ୍ଗ ଶଳା ସଵୁ ମିଶିକି ।
@user-el2oo1ll7u
@user-el2oo1ll7u 5 ай бұрын
, BJP ଆଉ ଓଡିଶାରେ ନାହିଁ ଆମେ ସବୁ ଜନତା ସାଧାରଣଲୋକମାନେ ବୁଝି ସାରିଲେଣି ସାଧାରଣଲୋକ ଏତେବେ କାନୁହଁନ୍ତି ଏସବୁ ମୋଦୀର ଚାଲେ ଜୟଶିବଙ୍ଗଙ୍କର ଜୟ ଓଡ଼ିଶା |
@Si_pu310
@Si_pu310 2 жыл бұрын
ବର୍ତମାନ ବି ଜେ ପି ଦଳର ସ୍ଥିତି ଦେଖିବାକୁ ଗଲେ ଓଡ଼ିଶାରେ କଂଗ୍ରେସ ଦଳଠାରୁ କିଛି ଗୁଣରେ କମ୍ ନୁହେଁ । ଯେପରି ପଦବୀ ପାଇଁ କଂଗ୍ରେସର ଛକାପଞ୍ଝା ଲାଗି ରହୁଛି ବର୍ତ୍ତମାନ ବିଜେପିରେ ସମାନକଥା । ଆଗକୁ ଦଳର ସ୍ଥିତି ବର୍ତ୍ତମାନ ର ପରିସ୍ଥିତି କହିବ । ବିଜେପି ନେତାମାନେ ଏକଥା ଭଲଭାବରେ ଜାଣିଛନ୍ତି । ତଥାପି କାଳେ ମିଳିଯିବ କି ।ଆଶା -- -- - - - । ମୁରବୀ ହୀନ ଘର ଯେପରି ଚାଲେ ।
@mohantybalia7292
@mohantybalia7292 2 жыл бұрын
ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ରାଜନୀତି ପାଇଁ କଳଙ୍କ
@prasantkumarsahoo1054
@prasantkumarsahoo1054 2 жыл бұрын
Tama pari alajya repoter. Mu bahut kam dekhichi Odisha shadharana janata aparajita kn jani Chanti tama pari agyani hi janeye gyani shachota shikhita netri nku epari bhabuthiba au chora bjp birodha karibeye bjd tanka khaiki bjp rey neta hoiki bashichanti
@maasaralacomputer
@maasaralacomputer 4 ай бұрын
ଅପରାଜିତା ଏ ମାଟିର ବିରୋଧୀ, ବିକାଶ ର ବିରୋଧୀ, 🙏
@jayasuryarath8563
@jayasuryarath8563 2 жыл бұрын
ଆତ୍ମଘୋଷିତା ନେତ୍ରୀ ଦଳୀୟ ଶୃଙ୍ଖଳା କୁ ସମ୍ମାନ ଦେଉନଥିବା ଓ ଦଳୀୟ ଶୃଙ୍ଖଳା କୁ ଫୁ କରି ବିଶୃଙ୍ଖଳିତ ଆଚରଣ ଓ ଉଚାରଣ ର ଏକ ପରମ୍ପରା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି,,ଆଉ କଣ ଆଶା କରାଯାଇପାରେ,,,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ବିକାଶ ର ଧାରା କୁ ବିନାଶ କରିବା ଓ ଜନସାଧାରଣ ଙ୍କୁ ବିଭ୍ରାନ୍ତ ଓ ବିଭ୍ରାଟ କରୁଛନ୍ତି,,,ଭାଜପାର ସଂପାଦକ,,,ମାନ୍ୟବର ବିଧାୟକ ପୁରୀ,,,ଭାଜପାର ମୁଖପାତ୍ର ମହାଶୟା ଙ୍କର ମତାମତ ଓ ମନ୍ତବ୍ଯ ବିକାଶ ର ଧାରା କୁ ଆଗେଇ ନେବା ପାଇଁ ଉଦ୍ଦିଷ୍ଟ,,,,ଏତେ ପ୍ରଚାର ଓ ପ୍ରସାର,,ବିଶ୍ଳେଷଣ ଓ ଉପସ୍ଥାପନା ଇତ୍ୟାଦି କରି ଅଯଥା ରେ ଆତ୍ମଘୋଷିତା ନେତ୍ରୀ ଙ୍କୁ ହାଇଲାଇଟ୍‌ କରନ୍ତୁ ନାହିଁ,,,
@bipinamallik2803
@bipinamallik2803 5 ай бұрын
Jaya Jagannatha Jaya Editornka Kathare Sampurna Ekamata Aparajita Sarangi BJP Dalara Netamanka Sahita Susamprka Narakhi Nijaku Badabhabu Chanti
@trilochanpuntia2513
@trilochanpuntia2513 2 жыл бұрын
Contractor through re bjd kete tanka deichi emiti safei dabaku
@aswinipradhan2237
@aswinipradhan2237 2 жыл бұрын
ଏଥିରୁ ଜଣା ପଡୁନି କି ଵିଜେପି ଵିଜେଡି କୁ ଵିରୋଧ କରୁନି । ଯଦି ଦେଖିବା ମନ୍ଦିର ଵେଢାରେ ହଗିବା ପାଇଁ ଯାଗା କରିବା କଣ ଵିକାଶ। ଏମିତି ଦେଖିଲେ ଵିଜେଡି କଣ ରାଜ୍ୟର ବିକାଶ କରିଛି ? ଗୋଟିଏ ର ନାମ ନିଅନ୍ତୁ। ଵିଜେଢି କୁ ଵାହାରେ ଵିରୋଧ କରିବା ଓ ଭିତରେ ତାଙ୍କଠାରୁ ଚା ଜଳଖିଆ ଖାଇବା କି ଆଦର୍ଶ
@sridharpanda7214
@sridharpanda7214 2 жыл бұрын
ଅପରାଜିତା ମାମ ପ୍ରାୟ କାର୍ଯ୍ୟ ବିରୋଧ କରି ନାହାନ୍ତି ସୁରକ୍ଷିତ ଓ ନିତନିୟମ ଆଧାର ହେବା ଉଚିତ
@bikrambiswal1571
@bikrambiswal1571 2 жыл бұрын
Sri program re tike delhi ra video dekhei thile bhala hoeithanta
@sibaprasadmishra3224
@sibaprasadmishra3224 2 жыл бұрын
ନିଜ ଦଳ ନିଜକୁ ଅନାଉନି ଅଯଥାରେ ପ୍ରହସନ ବନ୍ଦ କରନ୍ତୁ
@Tankdharbhoiofficial
@Tankdharbhoiofficial 10 ай бұрын
ବିଜେପି ର ଅନେକ ନେତା ଅହଙ୍କାର କରୁଛନ୍ତି ଅପରାଜିତା ଙ୍କୁ କାରଣ ଓଡ଼ିଆମାନେ ନିଜ ଭିତରୁ କିଏ ଯଦି ଉପରକୁ ଉଠି ଯାଏ ତା ଗୋଡ ଟାଣି ଦେବା ଅଭ୍ୟାସ ଟା ଆମ ପରମ୍ପରା ଅଟେ।ଜୟନ୍ତ ଆଉ ଥରେ ବିଧାୟକ ହେବା ସମ୍ଭାବନା ନାହିଁ।ପୃଥ୍ବୀ ରାଜ ଜାଣିଛି ସେ କେବେ ଆଉ ନିର୍ବାଚନ ଜିଣି ପାରିବେ ନାହିଁ ସେଥିପାଇଁ ସାରା ଓଡ଼ିଶା ଅପରାଜିତା ଙ୍କୁ ପ୍ରଶଂସା କରୁଥିବା ବେଳେ ସେମାନେ ଦଳରେ ଥାଇ ଅହଙ୍କାର ରେ ଛତିପିତିଜଳିପୋଡ଼ି ଯାଉଛନ୍ତି
@gajendranathjena356
@gajendranathjena356 5 ай бұрын
ଆଇନ ସଂପର୍କରେ ଅପରାଜିତା ମାତାମ ଅଧିକ ଜଣାଅଛି ଅନ୍ୟମାନେ ସ୍ଵାର୍ଥପର ବୟାନ ବାଜୀକରୁଛନ୍ତି ରୋଗ ଚିହ୍ନି ଛନ୍ତି ଅପରାଜୀତା କିଛି ବେଆଇନ ନିଶ୍ଚିତ ନିଶ୍ଚିତ ଭାବରେ ପାଇବେ ଚେଷ୍ଟା କରିଥିଲେ ଧରା ପଡନ୍ତେ✍️🏃👄⭕U⭕
@swayamcreation1573
@swayamcreation1573 2 жыл бұрын
Bahu pachhare asi aji ete lokanka hrudayare achhanti kale kali loke tanku cm sajridebeni ta, sethipain purukha mane bhayabhita.
@narottamkanungo8935
@narottamkanungo8935 2 жыл бұрын
ଏଇଟା ବୋଧେ କେଜରୀବାଳ କୁ ଚାଟିବ ।ବିହାରୀ ମାଇକିନିଆ କୁ ସାବଧାନ
@dolagobindasahoo9267
@dolagobindasahoo9267 2 жыл бұрын
ଦୁର୍ଗା ବାବୁ,ପରବର୍ତ୍ତୀ ସମୟରେ ଏ ସମ୍ପର୍କିତ ସମ୍ବାଦ ପରିବେଷଣ କଲାବେଳେ ଆପଣ ଟିକିଏ କହିବେ ଯେ " ପୁରୀରେ ହଉଥିବା ବିକାଶ କାର୍ଯ୍ୟ ଆଇନ ସମ୍ମତ ନା ନୁହେଁ" । ଏ ବାବଦରେ ଆପଣଙ୍କର ସ୍ପଷ୍ଟ ମତ କଣ । ସଂପୃକ୍ତ କାର୍ଯ୍ୟ ପାଇଁ ଆଇଏସଆଇ ର ଲିଖିତ ସିକୃତି ଅଛି କି ?ଆମ ଦେଶ ଲିଖିତ ନିୟମରେ ଚାଲେ ନା ମୌଖିକ ନିୟମରେ ?
@laxmidharmuduli8424
@laxmidharmuduli8424 2 жыл бұрын
ଅପରାଜିତାଙ୍କ ହାତ ଛାଡ଼ିଲେ ବିଜେପି,ଲୋକମାନେ ବିଜେପି ର ହାତ ଛାଡ଼ିଦେବେ।
@krishanacharya2687
@krishanacharya2687 2 жыл бұрын
Such a reduculas politic i never seen in my life
@prunamahantw833
@prunamahantw833 5 ай бұрын
We support madam aparajita
@Si_pu310
@Si_pu310 2 жыл бұрын
ରାଜ୍ୟ ରେ ବିଜେପି ରେ କିଏ ଅଛି ? । ବର୍ତମାନ ର ଏକତା ଆଗକୁ କାମ ଦେବତ ? ।ଟିକେ ଭଲଭାବରେ ଭାବିଚିନ୍ତି ଦେଖିନିଅନ୍ତୁ ।ଟାଣ ରହିବତ ? ।
@prafullapradhan3860
@prafullapradhan3860 5 ай бұрын
Sidha Katha Odisha ra Loka Mane Pura Jani Sari Chhanti BJD BJP Eka One .Jai Jagannath
@saisupravanayak
@saisupravanayak 2 жыл бұрын
Aparajita mam should leave this BJP party.. She should start a new party like AAP
@gopalkrishnapattnaik5313
@gopalkrishnapattnaik5313 5 ай бұрын
In the present situation , Madam Aparajita either join BJD OR CONGRESS , as soon as possible. There is no chance of MADAM IN BJP.
@himansusekharpanda7721
@himansusekharpanda7721 2 жыл бұрын
Aparajita next CM at the cost of any revolt. She is not a chatukar.
@narayandas369
@narayandas369 2 жыл бұрын
ଅଧା ଶୁଣାଇଲ ବିଧାୟକଂକ କଥା କଣ ପାଇଂ
@debendranarayandash1528
@debendranarayandash1528 2 жыл бұрын
ଏମାନେ ପସନ୍ଦ ନ କରନ୍ତୁ ଏମାନଙ୍କର ଇଜ୍ଜତ୍ ଅଛିତ ରାଜ୍ୟ ବିଜେପି ବିଜେଡି ସହିତ ଅଛି
@gouraharigagarai859
@gouraharigagarai859 2 жыл бұрын
She should join AAP as soon as possible.
@sudhirshona8094
@sudhirshona8094 2 жыл бұрын
App party re jibe sure
@laxmanbehera7619
@laxmanbehera7619 2 жыл бұрын
Unique leader aparajita sarangii... Future chief minister,.. Sonali kuu aau pruthiraj kuu kia pachaaree, gote thara jitikii dekhaaoo election......
@nareshpattnaik2454
@nareshpattnaik2454 5 ай бұрын
ଏଇ ସାମ୍ବାଦିକ ଙ୍କ କାମ କିଛି ନାଇ କି? ଏ ଫାଲତୁ କଥା ନ କହି ଗାଁ ଗଣ୍ଡାକୁ ଯାଇ ଆସ ଓ ବିଜେଡ଼ି ସରକାରଙ୍କ କରୁଣ ଦେଖି ଆସୀ ନିଜେଅନୁଭବ କରିବା ସହ ଲଡେଇ କଲମ ରେ କର ନଚେତ୍ ନୀରବ ରୁହ
@rashmiranjanmohapatra6494
@rashmiranjanmohapatra6494 2 жыл бұрын
Modi support with Aparajita & B j p Voter s support with Aparajita
@malayabhoi261
@malayabhoi261 2 жыл бұрын
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ସମସ୍ତେ ସମର୍ଥନ କରୁଥିବା ବେଳେ ଏହା ଅପରାଜିତା କଣ ପାଇଁ ଏହାକୁ ବିରୋଧ କରୁଛନ୍ତି
@rabidehuri4046
@rabidehuri4046 2 жыл бұрын
APARAJITA MADAMNKU ODISSA VAASI NKA SWAGAT PADAKHEP LAAGI AANTARIKATA R SAHITA DHANYABAAD JANAUCHHU. AAPANKU JAGANNATH PRABHHU ODISSA VAASI NKA SEVA PAAEN NISCHAYA SUJAG DEVE,A THHIRE KONASI SANDEHA NAAHI.JADI AAPANKA PRATI JADI A PARI ANYAA KATHHA B.J.P. RA MEMBERS KUHANTI JATHHA SONALI SAHU,. TAHA HELE ODISSA RU B.J.P. LIBHHI JIBA, JAGANNATH NISCHAYA TAANKU ANDHHAKAAR RE RAKHHIDEBE JAU MAANE JAANI SUNI AAU THHIK PADAKHEP NEBA SWATTE TAANKU BIRODH KARUTHHIBA SABU MEMBERS MAANANKU BHAGWAN JAGANNATH DEKHEIDEBE.
@sribastabapanigrahi9009
@sribastabapanigrahi9009 2 жыл бұрын
Have Harichandan and Sonali Sahoo ever faced electoral battle? What is their stature in comparison to Aparajita madam? Odisha BJP has no power or authority to decide about Aparajita mam. If there is any decision, it will be by Center only. Moreover your channel is quite useless propagating half truth, which is more dangerous.
@nilambarsahu4084
@nilambarsahu4084 2 жыл бұрын
NowBJDGovernmentHadDamagedTheOldCulture&CreatNewculture.ItisnotPermitedByNSO.
@laxmidharmuduli8424
@laxmidharmuduli8424 2 жыл бұрын
Jayant Babu ବୋଧହୁଏ ବିଜେଡି ଦଳରେ ମିଶିବା ପାଇଁ ଆଗ୍ରହୀ।ସାମ୍ବାଦିକ ମଧ୍ୟ।ଅପରାଜିତା ଅପରାଜିତା।ତାଙ୍କ ସମକକ୍ଷ ତୁମେ ହୋଇପାରିବ ନାହିଁ।
@sankarsangochhayat1765
@sankarsangochhayat1765 2 жыл бұрын
Please make pulse for BJD iligal making of puri corridor
@sridharpanda7214
@sridharpanda7214 2 жыл бұрын
We support mam.
@prakashchandrapattnaik9214
@prakashchandrapattnaik9214 2 жыл бұрын
Vala. Vala. Bharatiya. Janata. Party. Kagresa pari. Ka. Heuci Vala. Vala. 2024 BJD. Pai. Laile. Safa
@gitanjalimishra1049
@gitanjalimishra1049 4 ай бұрын
Aparajita mam is a good woman
@sanghamitradas371
@sanghamitradas371 2 жыл бұрын
Bjd channel
@kalpatarudash2770
@kalpatarudash2770 2 жыл бұрын
Bastabare odishara netamane aparajita madam ka karjya kariparibe nahi boli eprakar katha kahuchhanti. But she is a very honest IAS as well as strong leader
@subashchandramallick7696
@subashchandramallick7696 2 жыл бұрын
ବିଜେପି ଜିନ୍ଦାବାଦ
@ajitsabat1184
@ajitsabat1184 2 жыл бұрын
Puri mla kata naicha
@sonubiku5927
@sonubiku5927 2 жыл бұрын
Galuanka barabati chaasa. Bjd o BJP mentare. Ehi budhi jadi bahara kara tebe aau 100 barsa odisare BJP aasibani.....
@prakashchandranayak8582
@prakashchandranayak8582 2 жыл бұрын
Tama manaka telia gunajogu bjp odissare asiba ni
@saisupravanayak
@saisupravanayak 2 жыл бұрын
We general people all support Aparajita mam.. BJP leaders all r already corrupted... Only Aparajita mam is a clean and clear face in BJP..So BJP should support Aparajita mam other wise BJP will destroy in our Odisha...Be careful BJP party and Dharmendra Pradhan
@bkharapriyabkharapriya8177
@bkharapriyabkharapriya8177 2 жыл бұрын
achhi achieve aparajita. Adam nkar.
@purnendusarangi3816
@purnendusarangi3816 2 жыл бұрын
ସବୁ ମାଇଚିଆ
@Clawedits
@Clawedits 6 ай бұрын
B j p dala all are ekathi kama karanti B J d tanks lobha karntunahi
@sunandadevi3294
@sunandadevi3294 5 ай бұрын
Kou dala kanakahuchhi taha badakatha nuhen.sara odishabasi aparajitanku wholeheartedly chahunchhanti tahaj hi gurutwapurna .
@ashoknanda1170
@ashoknanda1170 2 жыл бұрын
Puri Kamare kehi RAJANITI Karantu Nahi Nahele Odisha JANASADHARANA Chhadibe Nahi ODIYA LOKA ODISHA KATHA BUJHIBE JAI JAGANNATH🚩🚩🚩🚩🚩🚩🙏
@HemantaSwain-lu1to
@HemantaSwain-lu1to 5 ай бұрын
Bihari mata
@sridharpanda7214
@sridharpanda7214 2 жыл бұрын
Nirmandhin bridge bhangigale anudhyan o tadarakha heba kahiba pari 'Srimandir' tathya adeiba uchit hebanahin.
@kailashchbehera5956
@kailashchbehera5956 5 ай бұрын
Aparjita madam next mukhyamantri haba darkar apana jou dala gadhibe ame tama sathire rahibu
@kailashchbehera5956
@kailashchbehera5956 5 ай бұрын
Rani panda didi nku tama sathire rakhiba
@srikantnayak2430
@srikantnayak2430 2 жыл бұрын
Sonali and jayanta sadangi bite absolutely rong
@chitaranjandash6336
@chitaranjandash6336 5 ай бұрын
Bihari Kan Odisha Katha Jane,,BirodhakaleNije UthiParibe,,
@manmathnayak5434
@manmathnayak5434 8 ай бұрын
Aparajita.dekhuchi
ଇସ୍ତଫା ଦେଲେ ନରସିଂହ ! | Odisha Reporter
5:02
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 46 МЛН
Magic trick 🪄😁
00:13
Andrey Grechka
Рет қаралды 68 МЛН
1ОШБ Да Вінчі навчання
00:14
AIRSOFT BALAN
Рет қаралды 4,9 МЛН
World cup Cricket  1992#Imran khan#pakistan #nice #cricket#final#play
9:50
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 46 МЛН