Odisha BJP minister’s assembly statement exposed Dharmendra Pradhan’s bluff on metro rail.

  Рет қаралды 130,804

Satyapatha

Satyapatha

Күн бұрын

Odisha BJP minister’s assembly statement exposed Dharmendra Pradhan’s bluff on metro rail.
#satyapatha #dharmendrapradhan #metrorail #bhubaneswar #cuttack #sasmitpatra #achyutasamanta #odishapolitics #bjpodisha #bjd
Click on the playlist 'Satyapatha With Satyaprakash' & watch all the editorial episodes.
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
KZbin: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 293
@prakashmahapatra2182
@prakashmahapatra2182 11 күн бұрын
ଓଡିଶା ରେ ଧର୍ମେନ୍ଦ୍ର କୁଂ ଆଉ ପସନ୍ଦ କରୁନାହାନ୍ତି.
@JagamohanNaik-x5o
@JagamohanNaik-x5o 11 күн бұрын
Right
@maheshpattanayak1798
@maheshpattanayak1798 11 күн бұрын
Galua Guna pain
@pradeepmohanty892
@pradeepmohanty892 6 күн бұрын
7:21 ​@@JagamohanNaik-x5o
@khushmantnayak1151
@khushmantnayak1151 11 күн бұрын
କଥା କୁହା ବଉଳା ଗାଇ ଧର୍ମେନ୍ଦ୍ର ପ୍ରଧାନ NEET ଚୋର।
@JagamohanNaik-x5o
@JagamohanNaik-x5o 11 күн бұрын
Right
@anilkumarabehera6804
@anilkumarabehera6804 11 күн бұрын
A sala Dharmendra Pradhan ta pagala heigalani neet ru tanka khaiki
@pabitramohandalai4100
@pabitramohandalai4100 11 күн бұрын
Sambalapur re metro kebe heba Dharmendra pradhan kuhantu!!
@dmohanty5003
@dmohanty5003 8 күн бұрын
@@pabitramohandalai4100. Jagi tha a bjp govt kariba
@yasobantapradhan346
@yasobantapradhan346 6 күн бұрын
😂😊🤡🤡🤡🤡🤡🤡🤡🤠🤠​@@pabitramohandalai4100
@pramodsahu4459
@pramodsahu4459 11 күн бұрын
ଧର୍ମେନ୍ଦ୍ର ଓଡିଶା ରେ ସମ୍ପୂର୍ଣ ହାରିବ ଆଜି ହାରିଯିବ
@Rurusingh
@Rurusingh 10 күн бұрын
କିରେ ଏବେ ପରା ଭୋଟ ସରିଛି
@trilochanmohanty-rc2rl
@trilochanmohanty-rc2rl 11 күн бұрын
ଛାଡ ----- ହୋ । ଅସରପା ଗୋଟେ ଚଢେଇ । ଧରମା ଗୋଟେ ମନ୍ତିରି ।
@abhijitnanda40
@abhijitnanda40 11 күн бұрын
ବାବୁ ଦିନକୁ 20 ଥର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ କହୁଥିଲେ. ହେଲେ ବାବୁ ଙ୍କ ମୁହଁରେ ଆଜି ଯାଏ କାହିଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଣିବାକୁ ମିଳୁନି ମୋହନ ମାଝୀ ଙ୍କ ଉଦେଶ୍ୟରେ. ବାବୁ ନିଜକୁ ବହୁତ ବଡ଼ ଭାବି ଦେଉ ନାହାନ୍ତି ତ? ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଖାଲି ମୋହନ ମାଝୀ ବୋଲି ବୋଧେ ଭାବି ଦେଉଛନ୍ତି.
@Ujjwal_Biswas
@Ujjwal_Biswas 11 күн бұрын
Mohan Majhi Puri re tanka sanman hareichhanti.
@riteshnayak8824
@riteshnayak8824 11 күн бұрын
Nabin nku samaste manyabara mukhyamantri kahutile,but sabu media,bjp,all members direct mahan majhi kahuchanti 😅😮
@sushantasahu6107
@sushantasahu6107 11 күн бұрын
ମଞ୍ଜି କଥାଟା କହି ଦେଲେ ଭାଇ।
@user-ib2xt3od4c
@user-ib2xt3od4c 11 күн бұрын
ଧର୍ମକୁ ପଚରା ଜଉ NET scam kmitii hleaa
@ranajitjena4668
@ranajitjena4668 11 күн бұрын
ଅତି ସୁନ୍ଦର, ଆସାମୀ ଶିକାର କରିବାକୁ ଯାଇ ନିଜେ ନିଜର ଜାଲରେ ଫସିଗଲା.
@Kancha_Lanka
@Kancha_Lanka 11 күн бұрын
ଯେପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନହେଇଛନ୍ତି ଏମିତି ପ୍ରଳାପ କରି ଚାଲିଥିବେ 😂
@SanatanchattarChattar
@SanatanchattarChattar 11 күн бұрын
ଆଗେ ଆପଣଙ୍କ ସତ୍ୟପାଠ ଚ୍ୟାନେଲ କୁ ଧନ୍ୟବାଦ୍ ଦେବାକୁ ହେବ । କଥାଟା ଠିକ୍ ଧରି ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଜଣେ ପାଗଳ ଏବଂ ବିଜେପି ସରକାର୍ ମହା ଗlଳୁଆ ସରକାର୍
@amarjeetlifestylevlog3161
@amarjeetlifestylevlog3161 11 күн бұрын
ଜ୍ଞାନ ନଥିବା ଲୋକ ବି ଶିକ୍ଷା ମନ୍ତ୍ରୀ ହେଉଛନ୍ତି। ଧନ୍ୟ ରାଜନୀତି
@abhijitnanda40
@abhijitnanda40 11 күн бұрын
ଲୋକେ ଟୁପୁରୁଟାପୁରୁ ହୁଅନ୍ତି ଯେ ବଡ଼ media ମାନେ କୁଆଡେ ଏ ବାବୁ ଙ୍କ pocket ରେ. ସତ୍ୟପାଠ ବୋଲି କିଛି social media ଥିବାରୁ ଏମିତି କିଛି ଆଲୋଚନା ହୋଇ ପାରୁଛି
@Odisha-FarmerNews
@Odisha-FarmerNews 11 күн бұрын
କଥା କୁହା କପିଳା
@sarojde9808
@sarojde9808 11 күн бұрын
ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଓଡିଶା ର ସୁପର Chief Minister ଭାବୁଛନ୍ତି ବୋଧେ !!!
@sudarsannayak356
@sudarsannayak356 11 күн бұрын
ଦୀପ ଲିଭିଲା ଵେଳେ ଜୋରେ ଜଳେ
@santoshrout5764
@santoshrout5764 11 күн бұрын
ଛାଡ ହୋ... ନବୀନ ବାବୁ ଦେବେ 100 ୟୁନିଟ ମୋଦି ଦେବ 300 ୟୁନିଟ ତମ ସେ ଧରମା କହି ଥିଲା 300 ୟୁନିଟ ମାଗଣା ବିଜୁଳି କଥା ଆଗ ପୂରଣ କର... ଅଗଷ୍ଟ 15 ଠାରୁ ସବୁ ମଦ ବନ୍ଦ ହେବ ପୂରଣ କର.... 24 ବର୍ଷ କଥା କଣ କହୁଛୁ... ତୁ କହି ଥିଲୁ ବା... 24 ଘଣ୍ଟା ରେ ଚିଟଫଣ୍ଡ ଟଙ୍କା ଲୋକ ପାଇବେ କୁଆଡେ ଗଲା.... 😛😛😛ତମ ବିଜେପିର ଗୋଟେ ନେତା ଅଛି ନବୀନ ବାବୁ ଆଗରେ ଛିଡା ହେଇକି କଥା ହେବା ପାଇଁ... 😂😂😂😂
@laxmidharnayak4191
@laxmidharnayak4191 11 күн бұрын
ଏକଦମ ସଠିକ୍ ବିଶ୍ଳେଷଣ। ଧନ୍ୟବାଦ। ନିଜକୁ ସର୍ବେସର୍ବା ଭାବିନେଲେ ଭୁଲ ଠିକ୍ ବିଚାର କୁ ଖାତିରି ନ ଥାଏ।
@narendrapanda5452
@narendrapanda5452 11 күн бұрын
ରଙ୍ଗ ବଦଲା ରଙ୍ଗିଲା ମୋହନ ମାଝି ସରକାର ଧର୍ମେନ୍ଦ୍ର ପ୍ରଧାନ ଙ୍କ ନାମ ପରିବର୍ତ୍ତନ କରି ଧର୍ମ ଛଡ଼ା ପ୍ରଧାନ ବୋଲି ରଖିବା ନେଇ ମାଲକୁନ୍ଦୁରୁ ମିଡ଼ିଆ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି,ଏଣୁ ଆଗକୁ ଦେଶର ସମସ୍ତ କାଗଜପତ୍ର ରେ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନାଁ ଧର୍ମ ଛଡ଼ା ପ୍ରଧାନ ଲେଖିବାପାଇଁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି
@reetap4008
@reetap4008 11 күн бұрын
ଏଇ ଡହରା ଟା ର ସଭା ରେ ଅନ୍ଧ ଭକ୍ତ ମାନେ ବହୁତ୍ ମଜା ରେ ତାଳି ମାରି ଏଞ୍ଜୟ୍ କରୁଛନ୍ତି ଛି ଛି ରେ ଦାନବ ଦଳ 😠
@manasdas5715
@manasdas5715 11 күн бұрын
ଗାଲୁଆ ର ବାରବାଟୀ ଚାଷ 😂, ଡବଲ ଇଞ୍ଜିନ୍ ର କଣ ତାଳମେଳ ନାହିଁ କି ? କିନ୍ତୁ ଓଡ଼ିଶା ର ବିକାଶ କର ମୋହନ ଙ୍କ ନେତୃତ୍ବରେ 🙏
@benudharabastia8838
@benudharabastia8838 11 күн бұрын
Very good analysis 👍
@ranjankumarbiswal6022
@ranjankumarbiswal6022 11 күн бұрын
ଓଡ଼ିଶାରେ ନିଟ ଘୋଟାଲା ହୋଇନାହିଁ ମାହିଙ୍ଗୁଳା ତଥା ଜଗନ୍ନାଥଙ୍କ ଦ୍ବାହି ଦେଇ କୁହନ୍ତୁ ଯେ ମୋ ବୋଉ ଓଡ଼ିଶାରେ ହୋଇନାହିଁ ।
@satyanarayanbehera2683
@satyanarayanbehera2683 11 күн бұрын
Nice news thanks 🙏🙏
@drtusharkantinayak7523
@drtusharkantinayak7523 11 күн бұрын
ଏଇ ଲୋକର ମନ୍ତ୍ରଣାଳୟ ରେ କିଛି କାମ ନାହିଁ ବୋଧେ । ଯେତେବେଳେ ଦେଖିବ ଓଡ଼ିଶାରେ ଆସି ଲଫଡା କରିବାରେ ଲାଗିଛି । ମୋହନ ମାଝି ସରକାର ଅପଦସ୍ତ ହେଉଛି । ମନରେ ଖୋଟ୍ ଅଛି ଏହାର ।
@ଗୀତିକବିତାକାର୍ତ୍ତିକଚନ୍ଦ୍ରରାଉଳ
@ଗୀତିକବିତାକାର୍ତ୍ତିକଚନ୍ଦ୍ରରାଉଳ 11 күн бұрын
ଏଭଳି ନେତା କେବଳ କଥା କୁହନ୍ତି, ହେଲେ କାମରେ ନୁହେଁ। ଆପଣଙ୍କ ସତ୍ୟପାଠକୁ ଅନେକ ଅନେକ ଧନ୍ୟବାଦ ।
@udayanathswain1569
@udayanathswain1569 11 күн бұрын
ଭାଇ ଆଗରୁ କେତେ ଜଣ କେନ୍ଦ୍ର ମନ୍ତ୍ରୀ ଙ୍କୁ ଜାଣିଥିଲେ ଦେଶବାସୀ....... ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଓଡିଶା କୁ ବହୁତ କିଛି ଆସିଛି କାମ.........❤❤❤❤❤
@sudhansumohanty5225
@sudhansumohanty5225 11 күн бұрын
Dharmendra Pradhan is not eligible to be a Cabinet Minister in India Government.
@DevsSambalpuriablogs_5
@DevsSambalpuriablogs_5 11 күн бұрын
Bjp ସରକାର ଭୁଲି ଯାଉଛି ଯେ ଓଡିଶା ରେ ଭୁଆଁ ବୁଲେଇ ବିଜୟ କରିଛି, ଏବେ ଯଦି election ହେବ ଗୁଟେ mla ଜିତି ପାରିବ ନାହିଁ
@rajendrakumardas9739
@rajendrakumardas9739 11 күн бұрын
Hon,ble Chief Minister,Odisha should be allowed to work peace fully to lead the state.
@ktccreation9722
@ktccreation9722 11 күн бұрын
ଓଡ଼ିଆ ଅସ୍ମିତା କହି କହି ନିର୍ବାଚନ ଜିତିଲା ପରେ ଓଡ଼ିଶାରୁ ମେମ୍ୱରସିପ ନେବା କଥା କଣ ଦିଲ୍ଲୀରୁ ନେଲେଣି? ଏମିତି ଓଡ଼ିଆଙ୍କୁ ବୋକା ବନେଇ ଓଡ଼ିଆ ଅସ୍ମିତା ପ୍ରତି ସମ୍ମାନ ଦଉଛି ବିଜେପି ! #bjpgoback #bjphataoconstitutionbachao #bjpagainstdemocracy #bjphate #bjpfake #fraudbjp #BjpGoBack #fakebjp
@SisirDalai-pb8bg
@SisirDalai-pb8bg 11 күн бұрын
Thank you for your update news
@suryanshucrazyindia
@suryanshucrazyindia 11 күн бұрын
ଛା ଡ଼ ହୋ ,,,,, ତାକୁଁ କରିବାକୁ ଦିଅ
@NarendraNarayanJena-tv2ic
@NarendraNarayanJena-tv2ic 11 күн бұрын
ତାର ବେଳ ପୁରିଲାଣି. ମେଡିକାଲ ସିଟ ବିକି ବହୁତ କମେଇ ନେଇଛି.
@biranchinarayanmohanty4699
@biranchinarayanmohanty4699 11 күн бұрын
ଚୋରା କୋଇଲା ବେପାର ଓ ଛlତ୍ର ଛାତ୍ରୀଙ୍କ ଚୋରା ପରକ୍ଷା ବେପାର ବିଷୟରେ ଭଲ ଭାବରେ ବୁଝେଇ ଦେଇ ପରିବେ
@SoumyaranjanPandey-do8ke
@SoumyaranjanPandey-do8ke 11 күн бұрын
Remote control Government 😂😂😂😂😂
@babumoshay1732
@babumoshay1732 11 күн бұрын
ଗୋଟେ ସୁପର ଗଧ ଆଜି ଶିକ୍ଷା ଦେଉଛି, ସଂସ୍କୃତି ଉପରେ। ଗଧଙ୍କ ଝୁଣ୍ଡ ର ଅଧ୍ୟକ୍ଷ ଆଜି ଗର୍ଜୁଛି, ଜନ ମାନସ ଙ୍କୁ ପ୍ରଥମେ ଜୟ ଶ୍ରୀରାମ ଆଉ ପରେ ଜୟ ଜଗନ୍ନାଥ କହି ଏମାନେ ଧୋଖା ଦେଉଛନ୍ତି। ତମେ ଚିର କାଳ ଢେଙ୍କାନାଳିଆ ହୋଇ ରହିଥିବ। ଜନ ବିରୋଧୀ ଯୋଜନା ବ୍ୟତିରେକ୍ ତୁମ ପାଖେ ଆଉ କିଛି ମୁଦ୍ଦା ହିଁ ନାହିଁ।😂
@i_m_sk63
@i_m_sk63 10 күн бұрын
ଓଡ଼ିଶାର ଅଘୋଷିତ CM ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ! ଆପଣ ଅପେକ୍ଷା କରନ୍ତୁ ରେଭେନ୍ସା କଲେଜର ନାମ କିପରି ପରିବର୍ତନ ହେଉଛି ଦେଖିବେ 👌
@GeetajiBehera
@GeetajiBehera 11 күн бұрын
ବିଜେପି ରେଭେନ୍ସା ର ନାମ ପରିବର୍ତ୍ତନ ଚାହୁଁ ନାହିଁ ସେଦିନ ଥିଲା ଧର୍ମେନ୍ଦ୍ର କଂ ବ୍ଯକ୍ତି ଗତ ବାଚାଳାମି.... ଜୟ ଶ୍ରୀରାମ❤🎉❤❤🎉🙏🙏ଜୟ ବିଜେପି, ଜୟ ରେଭେନ୍ସା, ଜୟ ଓଡ଼ିଶା🙏🙏🙏
@stiphannanda1121
@stiphannanda1121 11 күн бұрын
ଛାଡ଼ ହୋ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ବାୟାଟା 2ନ ଜୁମଲା ବାଜ 😅😅😅😅😅😅
@laxmidharrout8676
@laxmidharrout8676 11 күн бұрын
Dharmendra has no such personality to deserve in cabinet,he is only there for his chamcha giri to Saha and modi.
@କଳ୍କୀ
@କଳ୍କୀ 11 күн бұрын
BJP ହଟେଇବା ଓଡ଼ିଶା ବଞ୍ଚାଇବା ଜୟ ଜଗନ୍ନାଥ
@bichitranandasenapati121
@bichitranandasenapati121 11 күн бұрын
ତା ବାପା ମୋଦି ତ ମିଛୁଆ ଆଉ ଇଏ କଣ ସତିଆ ମା ଘିଆ କୁ ଖାଲି ମାଡ଼ ଦରକାର ,
@purnachandramohanty5951
@purnachandramohanty5951 11 күн бұрын
Satyanews 🙏👍
@narayanpadhi23
@narayanpadhi23 11 күн бұрын
ବେହିଆ ପଛରେ ବଥ ହେଲେ କୁହନ୍ତି ଭଳାହେଲା ଛାଇ ହେଉଛି
@abhayakumarrout1037
@abhayakumarrout1037 11 күн бұрын
ସତ୍ୟ ସାର୍ ଧର୍ମେନ୍ଦ୍ର ବାବୁ last year Dhenkanal ଜିଲ୍ଲା ର ଗୋଟେ ସଭାରେ କହୁଥିବା ମୁ ଶୁଣିଛି ମେଟ୍ରୋ ତ୍ରିଶୁଲିଆ ପର୍ଯ୍ୟନ୍ତ ଆସିବ ମୁଁ ଚାହୁଚି କଟକର ବାଳି ପର୍ଯ୍ୟନ୍ତ ଆସୁ ଢେଙ୍କାନାଳ ଲୋକ ବି ସୁବିଧା ପାଆନ୍ତୁ
@aganicharanjena758
@aganicharanjena758 11 күн бұрын
ଧର୍ମେନ୍ଦ୍ର ବାବୁ ବୋଧ ହୁଏ ଭୁଲି ଯାଇଛନ୍ତି ଓଡ଼ିଶାରେ ଏବେ ବିଜେପି ଶାସନ ଭାର ସମ୍ଭାଲୁଛି।ବିଜେଡି ଶାସନ ବିରୁଦ୍ଧରେ କହିବାର ଯେଉଁ ମାନସିକତା ତାହା ଏପର୍ଯ୍ୟନ୍ତ ଧର୍ମେନ୍ଦ୍ର ବାବୁଙ୍କ ମନରେ ବଳବତ୍ତର ଅଛି।
@sudarsanrout6957
@sudarsanrout6957 11 күн бұрын
Bhai dharmendra you are mind fully doung is your work for the odisha.
@p.kbarik4443
@p.kbarik4443 11 күн бұрын
Minister medical test required
@makaradhwajpadhan47
@makaradhwajpadhan47 11 күн бұрын
ଆମ ମୁଖ୍ୟ ମନ୍ତ୍ରି ଧମେନ୍ଦ୍ର ହେଵା କଥା ଠାକୁଆ ଟା
@saratchandradash1233
@saratchandradash1233 11 күн бұрын
Good coment
@sapanbehera8966
@sapanbehera8966 2 күн бұрын
ଓଡ଼ିଶା ର ଶିକ୍ଷା ର ବିକାଶ ପାଇଁ ଏବଂ Teachers ଙ୍କର ସମସ୍ୟା ସମାଧାନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କର କିଛି ବି ଅବଦାନ ବର୍ତମାନ ସୁଧା ନାହିଁ ...
@JagamohanNaik-x5o
@JagamohanNaik-x5o 11 күн бұрын
Dharmendra chura michua katha kuha kapila
@dinabandhupatanaik3857
@dinabandhupatanaik3857 11 күн бұрын
Mohan Majhi is better than any other from BJP as a chief Minister of Odisha. He is a simple leader and no harmful.
@abhiramsahoo5642
@abhiramsahoo5642 10 күн бұрын
Right,but he should not be so simple as a CM.Should be strictly strong to suppress the anti personals.
@KamalSahoo-q2o
@KamalSahoo-q2o 11 күн бұрын
Michhua radhua dharama
@niharranjandash8869
@niharranjandash8869 11 күн бұрын
Sir ଲଜ୍ୟା ନାମ ବୋଲି କିଛି ଅଛି 🐖
@maheshwardas310
@maheshwardas310 11 күн бұрын
300 ୟୁନିଟ୍ କାହିଁ ରେ ଚୋର
@GHMeddahofficial
@GHMeddahofficial 11 күн бұрын
Write right 👍👍 sir
@gajendranathjena356
@gajendranathjena356 11 күн бұрын
ଜୟଜଗନ୍ନାଥ
@rajatkumarsahoo3050
@rajatkumarsahoo3050 11 күн бұрын
Your channel/media is great to disclose true.
@bidyamandirclass3922
@bidyamandirclass3922 11 күн бұрын
Highcourt bench issue
@sakarsansarafsankar9235
@sakarsansarafsankar9235 11 күн бұрын
ଛାଡ ହୋ ଗୋଟେ ମିଛ ପ୍ରମାଣିତ ହେଲା
@PradipRout-hy6mw
@PradipRout-hy6mw 11 күн бұрын
ସବୁ ମିଛ କହିଛନ୍ତି
@user-cb9vf1cx4i
@user-cb9vf1cx4i 8 күн бұрын
ଏହି ଗୋଟିଏ ନେତା ଯୋଗୁଁ ଓଡିଶା ବିଜେପି କ୍ଷମତାହରାଇବା ଅସମ୍ଭବ ନୁହେଁ.
@SkDas-e3t
@SkDas-e3t 8 күн бұрын
ସବୁ ଖାଈ ଗଲଣୀ ମାଫିଆ ଏକ୍
@sribachharaut5445
@sribachharaut5445 10 күн бұрын
Super
@pravatpattanayak6604
@pravatpattanayak6604 11 күн бұрын
Already metro train work started from january-24.
@biswanathpadhy8371
@biswanathpadhy8371 10 күн бұрын
ଦକ୍ଷିଣ ଓଡିଶା ପାଇଁ ଧର୍ମେନ୍ଦ୍ର ବାବୁ କେବେ କିଛି କରିଛନ୍ତି କି?
@RashmitaNayak-zt3id
@RashmitaNayak-zt3id 11 күн бұрын
Good
@user-ln8ts2gm2d
@user-ln8ts2gm2d 7 күн бұрын
ଏପରି ମନ୍ତବ୍ୟ ଦେବା BJP ନେତା ମନ୍ତ୍ରୀ ଙ୍କ ପ୍ରକୃତି।
@ManishaBehera-o2m
@ManishaBehera-o2m 2 күн бұрын
Thik kahichanti apana
@sabyasachimahala7020
@sabyasachimahala7020 6 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର ଆଉ କଟକ ମଧ୍ୟରେ ନିଶ୍ଚିତ ମେଟ୍ରୋ ପ୍ରୋଜେକଟ କରିବେ
@gopalchandrapallai5200
@gopalchandrapallai5200 11 күн бұрын
NEET - What - depends upon Supreme Court - ' reply ....?
@goutambhai2893
@goutambhai2893 10 күн бұрын
Dharmendra Pradhan is a great leader on Odisha.
@sudhansudas8543
@sudhansudas8543 8 күн бұрын
ମୋଦୀଙ୍କ ସହିତ କାମ କରି କରି ମିଛ କହିବା ଅଭ୍ୟାସ ଗତ ହୋଇ ଯାଇଛି।
@ASISH_SATYA_VLOGER
@ASISH_SATYA_VLOGER 11 күн бұрын
ସତ୍ୟପାଠରେ ସବୁ ସତ ଦେଖାନ୍ତୁ ଖାଲି ବୀଜେପି କଲା ନେତାକଲେ ବିଜେଡି 24 ବର୍ଷ ରହି ବିଦା ହେଲା ତାକୁ ଦେଖାନ୍ତୁ କଣକରିଛି କାହିଁକି ବିଦା ହେଲା କେତେ ଚୋର ଅଛନ୍ତି ଆଜିବି ଓଡ଼ିଶା ରେ ଲୋକେ ଘର ପାଉନାହାନ୍ତି ଗରିବ ପାଉନି ବଡଲୋକ ପାଇଛନ୍ତି ଦେଖାନ୍ତୁ ବିଜେପି 5 ବର୍ଷ ରହିବ ଆଗକୁ ଦେଖେଇବ
@gitanjalimohanty6657
@gitanjalimohanty6657 11 күн бұрын
Depression ରେ ଅଛନ୍ତି ।
@sukantamohanty2540
@sukantamohanty2540 11 күн бұрын
Why don't you bring this matter into print media?
@ashokkumarmoharana7946
@ashokkumarmoharana7946 11 күн бұрын
Great Satya Babu. Find out the the defect, lacuna, & indiscipline of GOVT Policy only the sole duty of Media since the Media is 4th pillar & present the voice of Public. Now your endeavor on this way is praisable.
@mahendrakumarnayak3039
@mahendrakumarnayak3039 11 күн бұрын
ସତ୍ୟ ବାବୁ ଆମକୁ ଶୁଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ର ଭାଷଣ ଅଥଚ ନିଜେ କଣ ବୁଝୁଛନ୍ତି ଆମେ ବି ଜାଣି ପାରୁନାହୁଁ। ସେ ତ କହିଲେ ସସ୍ମିତ ବାବୁ ବର୍ତ୍ତମାନ ଓଡ଼ିଶାର କଟକ ର ମେଟ୍ରୋ ଲାଇନ୍ ର ସ୍ଥିତି ଅଧୁନା କେଉଁ ପରିସ୍ଥିତି ଅଛି। ଆଉ ତାର ପ୍ରତ୍ୟୁତ୍ତର ରେ ସେ କହିଲେ କେନ୍ଦ୍ର ପାଖରେ ଏହାର କୌଣସି ଦରଖାସ୍ତ ଓଡ଼ିଶାରୁ ଆସିନାହିଁ। ସେମିତି କେନ୍ଦ୍ର ସରକାରଙ୍କୁ ସେହି ପ୍ରଶ୍ନ ଅଚ୍ୟୁତ ବାବୁ ପଚାରି ଥିବା 2023 ପ୍ରଶ୍ନର ଉତ୍ତର କେନ୍ଦ୍ର ନାଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ସମାନ ଉତ୍ତର ଦେଇ କହିଛନ୍ତି କେନ୍ଦ୍ର ସରକାରଙ୍କୁ ଏହା ବିଷୟରେ କୌଣସି ଆବେଦନ କରା ଯାଇନାହିଁ। ଅଥଚ ବିଧାନ ସଭାରେ ମେଟ୍ରୋ ଉପରେ ପଚରା ଯାଇଥିବା ପ୍ରଶ୍ନ ଓ ତାର ଉତ୍ତର ରେ କୁହାଯାଇଛି ଯେ ଭୁବେଶ୍ବରସ୍ଥିତ ବିମାନ ବନ୍ଦର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମ ଚାଲୁ ରହିଛି ଏବଂ ଏହାପାଇଁ ଏତେ ଟଙ୍କା ର ବ୍ୟୟ ବରାଦ କରାଯାଇଛି। ଏଠି ବୁଝିବା କଥା ଧର୍ମେନ୍ଦ୍ର ବାବୁ ଯେଉଁ କଥାକୁ ତାତ୍ସଲ୍ୟ କରୁଛନ୍ତି ଆଉ ସତ୍ୟ ବାବୁ ଯେଉଁ କଥାକୁ ଆମକୁ ବୁଝାଉଛନ୍ତି ଦୁଇଟି ଅଲଗା ଅଲଗା କଥା। ତା ଛଡା ରାଷ୍ଟ୍ର ର ରେଳ ବିଭାଗ ଅଛି ରାଜ୍ୟରେ ନାହିଁ ତେଣୁ ଏମ୍ ଓ ୟୁ ରେ ଯେଉଁ କଥା ଉଲ୍ଲେଖ କରା ଯାଇନାହିଁ ତାହା ନିୟମ କାନୁନ ରେ ଅଛି ଯେ କୌଣସି ରେଳ ପ୍ରସ୍ତାବ କରିବାକୁ ହେଲେ କେନ୍ଦ୍ର ଅନୁମତି ନେବାକୁ ପଡ଼ିଥାଏ ଜଦିବା କେନ୍ଦ୍ରର ଆର୍ଥିକ ସାହାଯ୍ୟ ରାଜ୍ୟକୁ ଦରକାର ନଥାଉ। ଭୁଲ ପ୍ରସଙ୍ଗରେ ଆଲୋଚନା କରି ଆମକୁ ଅର୍ଦ୍ଧସତ୍ୟ ରେ ରଖୁଛନ୍ତି।
@rakeshbel8332
@rakeshbel8332 10 күн бұрын
ଏଥିରେ କିଛି ମିଛ ନାହିଁ ତମେ ଲୋକଙ୍କୁ ଭୁଆଁ ବୁଲାଉଛ ଏହି ବାଇଟି ବିଜେଡି ବିରୋଧରେ ଥିଲା
@NarayanDas-x7f
@NarayanDas-x7f 10 күн бұрын
ଧର୍ମେନ୍ଦ୍ର ମୋହନ ସାରଙ୍କୁ ପଚାରିଲା ପରେ କଛି କହିଥିଲେ ଭଲ ହେଇଥାଆନ୍ତା
@ManojPradhan-uv6fg
@ManojPradhan-uv6fg 11 күн бұрын
ସତ୍ୟପାଠ ରେ ସତ୍ୟ କେତେ.. ମିଥ୍ୟା କେତେ... ରେଭେନ୍ସା matter ଟା BJP ରେ ପୂର୍ବରୁ ଆଲୋଚନା ହୋଇ ନ ଥିବ??? ଅପରିପକ୍ଵତା ସମ୍ବାଦିକତା ନୁହେଁ??? ହଁ ଆପଣ କଂଗ୍ରେସିଆ ଲୋକ
@jayarajmohanty9486
@jayarajmohanty9486 3 күн бұрын
Angul Cuttack road first karantu.daily road jamming & accident.
@sajansundarka7832
@sajansundarka7832 11 күн бұрын
Katha kuha kapila
@trilochanmohanty-rc2rl
@trilochanmohanty-rc2rl 10 күн бұрын
ଆମେ ଭାବି ନ ଥିଲୁ ଯେ ଧର୍ମ ଛଡାଟା ଆମ ଦଳ ପାଇଁ ଏମିତି କଥାକହି ଦଳକୁ ରାଜରାସ୍ତାକୁ ଓହ୍ଲାଇ ଦେବ।
@Anandeswarpanigrahi
@Anandeswarpanigrahi 11 күн бұрын
NEET CHORA Should be sent to jail
@sandeepprakash7332
@sandeepprakash7332 11 сағат бұрын
Media strong& reality haba darkar
@kumartapas6020
@kumartapas6020 11 күн бұрын
Ajogya ku vote daeki bahut bhul hae gala.
@arabindapati5973
@arabindapati5973 Күн бұрын
👍
@biswadebbehera6871
@biswadebbehera6871 11 күн бұрын
Nana 💓 always Dynamic of Jatni
@tradingview8314
@tradingview8314 11 күн бұрын
କୋଟି କୋଟି ଟଙ୍କା ରଖିଛନ୍ତି ସବୁ
@kailashgadabad8923
@kailashgadabad8923 9 күн бұрын
ଧର୍ମେନ୍ଦ୍ର ପ୍ରଧାନ କଣ କରିବେ ଏ ବାବୁ ମିଛୁଆ ମୋଦି ସ୍କୁଲ ରେ ପାଠ ପଢ଼ିଛନ୍ତି, ମିଛ କୁହ ଲୋକଙ୍କୁ ମୂର୍ଖ ବନେଇ ସତା ଦଖଲ କର
@niranjanpalnsp509
@niranjanpalnsp509 11 күн бұрын
Right
@gopalchandrapallai5200
@gopalchandrapallai5200 11 күн бұрын
Education Minister, how many government universities you have opened in India during your period
@surendrakumarsethy8816
@surendrakumarsethy8816 11 күн бұрын
Minister has told the report of the then government of Odisha. Dharmendra babu has told that ,Odisha government has not sent to central government for approval. Why you are confusing the people of Odisha? Why you had gone to Dharmendra Pradhan?
@VoyageDays
@VoyageDays 11 күн бұрын
Very confusing govt...Dharmendra pradhan is a very big denger for BJP govt..
@sandeepprakash7332
@sandeepprakash7332 11 сағат бұрын
Pandian babu is an ias officer whatever he may be but wanted to develop odisha. Metro project & Ev project at Naraj wsa his top priority..
@santoshkumarkarjee9082
@santoshkumarkarjee9082 7 күн бұрын
ଧର୍ମେନ୍ଦ୍ର ପ୍ରଧାନ ପାଗଳ ହେଇଗଲେଣି 😂
@hariharapanda678
@hariharapanda678 9 күн бұрын
ଧର୍ମେନ୍ଦ୍ର ବାବୁ ସତ କହିବା ଶିଖି ନାହାନ୍ତି
@bibhuprasadnanda6922
@bibhuprasadnanda6922 11 күн бұрын
Right sir
@nrushinghnathsahu1630
@nrushinghnathsahu1630 8 күн бұрын
ସତ୍ୟପ୍ରକାଶ ବି ରେଭେନ୍ସା ବଂଶଧର କି?
@straighttalk2022
@straighttalk2022 8 күн бұрын
It means the minister cannot understand english notifications policies
Секрет фокусника! #shorts
00:15
Роман Magic
Рет қаралды 98 МЛН
An Unknown Ending💪
00:49
ISSEI / いっせい
Рет қаралды 37 МЛН
Шок. Никокадо Авокадо похудел на 110 кг
00:44
Kalikesh Singh Deo criticized the BJP government in the House
10:31