Рет қаралды 87,083
#ମୁଖ୍ୟମନ୍ତ୍ରୀଙ୍କ_ଠୁ_କଣ_ଏମାନେ_ବଡ଼?
ଏମାନଙ୍କୁ କ’ଣ କୁହାଯିବ? ଏମାନେ ମୁଖ୍ୟମନ୍ତ୍ରୀଙ୍କ ଠୁ ବଡ଼ ନା ଉଦ୍ଧତ? ଏତେ ବଡ଼ ଦଦବୀରେ ଅଛନ୍ତି, ହେଲେ ଶାଳୀନତା ଓ ନମ୍ରତା ଅଛି ବୋଲି କହିପାରିବେ କି? ବ୍ୟକ୍ତିଗତ ସ୍ତରରେ ଯାହା ବି ଥାଉ, ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ତାଙ୍କର ଗାରିମା ପ୍ରତି ସମସ୍ତଙ୍କର ଆଦର ଓ ସମ୍ମାନ ରହିବା କଥା । ମାତ୍ର ଏତେ ହେୟଜ୍ଞାନ କରାଯାଉଛି, ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ମୋହନ ଚରଣ ମାଝୀଙ୍କୁ ନେଇ ନାନା ପ୍ରଶ୍ନ ଉଠିବା ସ୍ୱାଭାବିକ ।
#thequiver #thequivernews #latest #update #cmo #pmo #bjpgovernment #bjpodisha #cmmohanmajhi #baleswar #paratapsarangi #sureshpujari #mohancharanmajhi #odishacm #iasofficer #brajeshmishra #collector #hemantsharma
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZbin! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics