କିଛିଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହରାଇଥିଲେ, ଆଜି ଅଫିସରଙ୍କୁ ଥଣ୍ଡା କରିଦେଲେNaveen Laxman Bag

  Рет қаралды 741,357

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 346
@RamdhanSingh-p7n
@RamdhanSingh-p7n 3 ай бұрын
ସାବାସ ବାଘ୍ ସାବାସ ଓଡ଼ିଶା ବାସୀ ଙ୍କ ନ୍ୟାୟ ପାଇଁ ଲଢ଼ୁଥିବା ମନ୍ତ୍ରୀ 💐💐💐
@anuanushka2003
@anuanushka2003 3 ай бұрын
ଏମିତି ସବୁ BJP MLA ଆକ୍ସନ ରେ ସବୁଦିନ ପାଇଁ ରୁହନ୍ତୁ ଓଡ଼ିଶା ବାସୀ ଭଲ ଶାସନ ପାଇବେ
@subodhasunani8436
@subodhasunani8436 3 ай бұрын
ଠିକ କଥା ଏମିତି କରିବ ଏମିତି ବିଧାୟକ ସବୁ ଵ୍ଲକ ରେ ହେବା କଥା
@rabindratudu5215
@rabindratudu5215 3 ай бұрын
ବହୁତ୍ ଭଲ ହିରୋ one
@ShambaPalaka
@ShambaPalaka 3 ай бұрын
ଲକ୍ଷଣ ବାଗ ବିଧାୟକ ଧନ୍ୟବାଦ୍
@KRISHNAMDKRISHNAMD-qc4xy
@KRISHNAMDKRISHNAMD-qc4xy 3 ай бұрын
ଧନ୍ୟବାଦ ଭାଈ ସୁନ୍ଦର ମତାମତ ଦେଇଛନ୍ତି ସେ ପୋଲିସ ମାନଙ୍କୁ ଚାକିରୀ ରୁ ବାହାର କରିଦିଅନ୍ତୁ ଶଳା ହାରାମି ଛୁତିଆ ,ମାଦାରଛଦ ପୋଲିସ
@PrasantkumarMekap
@PrasantkumarMekap 3 ай бұрын
ଧନ୍ୟବାଦ ବିଧାୟକ
@SinuDasOdiaVlogs
@SinuDasOdiaVlogs 3 ай бұрын
ବହୁତ ବହୁତ ଧନ୍ୟବାଦ ବାଘ୍ ସାର୍ 🎉
@niharpalai3774
@niharpalai3774 3 ай бұрын
ବିଧାୟକ ମହୋଦୟ ଙ୍କୁ ଧନ୍ୟବାଦ🙏
@NrusinghaCharanRatha
@NrusinghaCharanRatha 3 ай бұрын
ଆଗରୁ କ'ଣ କୁମ୍ଭକର୍ଣ୍ଣ ନିଦ ଶୋଇଥିଲ ? ଗରିବ ଲୋକମାନଙ୍କୁ ଆଗ ଥଇଥାନ ନକରି,ଏମିତି ସେମାନଙ୍କୁ ଉଚ୍ଛେଦ କରିବା ନିହାତି ଅନ୍ଯାୟ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@KRISHNAMDKRISHNAMD-qc4xy
@KRISHNAMDKRISHNAMD-qc4xy 3 ай бұрын
ବହୁତ ସୁଦର ପଦକ୍ଷେପ ନେଇଛନ୍ତି ଏଥିପାଇଁ ବହୁତ ବହୁତ ଧନ୍ୟବାଦ ସେମିତି ପୋଲିସ ମାନଙ୍କୁ ଚାକିରୀ ରୁ ବାହାର କରିଦିଅନ୍ତୁ
@Binodkumarpanigrahi2187
@Binodkumarpanigrahi2187 3 ай бұрын
ଜବ ର ଦଖଲ ହଟାଇବା ଆଦୌ ଭୁଲ ନାହିଁ ,ଯଦି ବିଧାୟକ୍ ଚାହୁଁଚନ୍ତି ନିଜେ ନିଜର ଖଣ୍ଡେ ଖଣ୍ଡେ ଜମି ଦାନ କରିଦିଅନ୍ତୁ
@rajaashoksamrat417
@rajaashoksamrat417 3 ай бұрын
ଜାହା ଶରକାରି ଶମ୍ପତି ରହିଚି ତହା ଜନତା ଙ୍କର ତହା ଆଇନି ବହି ଶମ୍ପିନର କଥା ଏହା ଭିକ ମଗା ଛୂଆ ଘରଭଙ୍ଗା ମାନେ ଜାଣି ନାହାନ୍ତି
@jayshrikrishna2542
@jayshrikrishna2542 3 ай бұрын
Ekdom right 👍
@rajaashoksamrat417
@rajaashoksamrat417 3 ай бұрын
@@Binodkumarpanigrahi2187 ତମର ବୋଧେ ଶବୁ ଶରକାରି ଜାଗା ଗୁଡା ୱମ୍ବିଧାନ ଆଇନି ପାଠ ବୋଦେ ପଢିନ ଆମ ଦେଶର ଭାଶା କୁହନ୍ତୁ ଆମ ଦେଶର ଆଇନି ଜାଣନ୍ତୁ ବିଦେଶରୁ ବହୁତ ମାଗିଖୀଆ ଆଶିଥୀଲେ ସେମାନେ ଭାରତ ଭୁମି ଆଇନି ବାବଦରେ ଜାଣି ନାହାନ୍ତି
@rajaashoksamrat417
@rajaashoksamrat417 3 ай бұрын
@@jayshrikrishna2542 ଭାରତର ସମ୍ବିଧାନ ପଢ ଟିକିଏ ତା ପରେ ବେଲଜ୍ୟ ଭିକାରି ଭଳି ଗରିବଙ୍କ ଉପରେ ଅନାୟ କରାଇବ
@sbsmarteducation
@sbsmarteducation 3 ай бұрын
ସେମାନେ କଣ ଜାଣିନଥିଲେ govt ଜାଗାରେ ଘର କରିବା ବେଆଇନି,
@rajaashoksamrat417
@rajaashoksamrat417 3 ай бұрын
ବେ ଆଇନି ହେଉଚି କାହାରବି ଘର ଭାଙ୍ଗିବା ନବିନ ଗଲେ ଏଇଥୀଲାଗି ଘର ଭାଙ୍ଗି ଭାଙ୍ଗି ଗରିବ ଙ୍କର
@SubhenduBhol-ye5hu
@SubhenduBhol-ye5hu 3 ай бұрын
​@@rajaashoksamrat417ସର୍ବସାଧାରଣ ଜାଗାକୁ ଜବରଦଖଲ କରି ଘର କରିବା ବେଆଇନ , ଜବର୍ ଦଖଲ ଦ୍ଵାରା ସାଧାରଣ ଜନତା ହଇରାଣ ହେଉଛନ୍ତି
@nangamarndi1170
@nangamarndi1170 3 ай бұрын
ସମସ୍ତେ ତ ସରକାର ଜାଗାରେ ଅଛନ୍ତି କିଏ ଆଉ ନିଜ ଜାଗା ରେ ଅଛି ଯାହାର ଜାଗା ନାହିଁ ତାଙ୍କୁ ସରକାରୀ ଜାଗା ଦିୟା ଯାଉ
@bharatipradhanswain2722
@bharatipradhanswain2722 3 ай бұрын
ମୁଁ ଆଜି ଜାଣିଲି ସରକାରୀ ଯାଗା କିପରି ହଡ଼ପ ହେଇଛି । ଏହି ଭଳି ନେତା ଯୋଗୁଁ ।
@bharatipradhanswain2722
@bharatipradhanswain2722 3 ай бұрын
ତୁମେ ବେଆଇନ କଥା କହୁଛ ।ତୁମ ପରି ଲୋକ ଯୋଗୁଁ ରେଲୱେ ଯାଗା ହଡ଼ପ ହୋଇଛି ।
@BailochnNayak
@BailochnNayak 3 ай бұрын
ବିଧାୟକ ଙ୍କୁ ଧନ୍ୟବାଦ
@subashsahoo3527
@subashsahoo3527 3 ай бұрын
ସ୍ଵାଗତ ଯୋଗ୍ୟ ଅତି ସୁନ୍ଦର ଉପସ୍ଥାପନା ଜୟ ଶ୍ରୀ ରାମ 🙏🙏🙏🚩
@birajpradhan9386
@birajpradhan9386 3 ай бұрын
ଏପରି ନେତା ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ଲଢେ଼ଇ କଲେ ଓଡ଼ିଶାର ନିରିହ ଜନସାଧାରଣ ଉପଯୁକ୍ତ ନ୍ୟାୟ ପାଇ ପାରିବେ। ଧନ୍ୟବାଦ ବିଧାୟକ ମହାଶୟଙ୍କୁ।🎉🎉🎉🎉
@rajaashoksamrat417
@rajaashoksamrat417 3 ай бұрын
ଠିକ୍ ଅଛି ଜାହା ଶରକାରି ଶମ୍ପତି ଦାହା ଆମ ଜନତାଙ୍କର ଏହା ଆଇନି ଗତ ଘର ଜୋଡିବା ଲୋକେ ଜଦି ଗୋଟିଏ ଆଶିଗଲାନା ଘରଭଙ୍ଗା ଲୋକୋ 1000 ବି ପରାସ୍ତ ହେବ ବହୁତ୍ ବଢିଆ ନେତା 🙏🙏
@rabinpradhan-jz9xk
@rabinpradhan-jz9xk 3 ай бұрын
ସାବାସ ସାର୍ ଏମିତି ବିଧାୟକ ସାରା ଓଡ଼ିଶା ପାଇଁ ଦରକାର ଅଛି ସାର୍ ବହୁତ୍ ଧନ୍ୟ ବାଦ୍ ସାର୍
@sudarsanmuduli5237
@sudarsanmuduli5237 3 ай бұрын
ବହୁତ ବହୁତ ଧନ୍ୟବାଦ 💐💐🙏
@simanchaldigal1201
@simanchaldigal1201 2 ай бұрын
ଭହୁତ ଭଲ ML
@NandakiswarMallick
@NandakiswarMallick 3 ай бұрын
ଧନ୍ଯବାଦ ଲକ୍ଷ୍ମଣ ବାଘ ଠିକବ୍ଯବସ୍ଥା କଥା କହୁଛନ୍ତି
@susantanahak163
@susantanahak163 3 ай бұрын
Namaskar sir right 👍👍👍👍👍 dicision
@Loc9Location
@Loc9Location 3 ай бұрын
Sakaraki jagare madibasi rahiba bhul . Apananku jadi jabardakhala Kari mananku bikala laguchhi tebe jami khande khande pata Kari semanku diantu, dekhiba apana asala neta.chhire
@ritamallick1256
@ritamallick1256 3 ай бұрын
Right.... Katha Sir.... 🙏
@kamalnaik7206
@kamalnaik7206 3 ай бұрын
ଜୟ ଶ୍ରୀ ରାମ ଜୟ
@Sibaram12370
@Sibaram12370 3 ай бұрын
ବିଧାୟକ ହବତ ଏମିତି ଏଥର ଓଡ଼ିଶା ମୋଡ଼ିଫାଇବ୍ ହବ😜👆👈
@SadhabaKheti
@SadhabaKheti 3 ай бұрын
ଧନ୍ୟବାଦ ବିଧାୟକ 🌹🙏🌹🙏
@SkumarKumar-mz6es
@SkumarKumar-mz6es 3 ай бұрын
Laxmana ii Hero
@romanreignsromanreigns614
@romanreignsromanreigns614 2 ай бұрын
au mui
@rammurmu6108-j4z
@rammurmu6108-j4z 3 ай бұрын
Thanks Laxman Bag Sir thanks 🙏🙏🙏 Ap ko Salute
@madandeep3237
@madandeep3237 3 ай бұрын
Very good MLA
@SinuDasOdiaVlogs
@SinuDasOdiaVlogs 3 ай бұрын
ବାଗ୍ ସାର୍ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଭଗବାନ୍ ଆପଣ ଙ୍କୁ ଭଲରେ ରଖନ୍ତୁ ଏମିତି ଗରିବଙ୍କ ସେବା କରନ୍ତୁ 🎉
@debasarimahanta6028
@debasarimahanta6028 Ай бұрын
Right
@anilbiswal269
@anilbiswal269 3 ай бұрын
Fantastic baag sir, we salute to you, thanks u
@rajeshpradhan319
@rajeshpradhan319 3 ай бұрын
ଟିକେ ବେଶି ହୋଇଯାଉଛି ।
@nirmalamohanty1913
@nirmalamohanty1913 3 ай бұрын
ଏସଳା ଅଫିସର ସବୁଯାକ ଚୋର. ୟାଙ୍କୁ ମୋଟେଛାଡନି.😂24ବର୍ଷହେଲା ଓଡ଼ିଆଙ୍କରକ୍ତ ଶୋଷି ଖାଇସାରିଲେଣି.😅
@patraHK6779
@patraHK6779 3 ай бұрын
ଭୋଟ ପାଇଁ ସବୁ ସରକାରୀ ଜାଗା ଯଦି ଲୋକଙ୍କୁ ଦିଆଯିବ, ତେବେ ଜମି ଆସିବ କେଉଁଠୁ l ଟାଇମ ଦିଆଯାଉ l ପୃଥିବୀର ଅବସ୍ଥା ଚିନ୍ତା କର ହେ l ଜଙ୍ଗଲ ନାଶ କରି ଜମିବାଡ଼ି କରି କୀଳା ନିଅ ନାହିଁ l
@santoshpolai5816
@santoshpolai5816 3 ай бұрын
ଠିକ୍ ଆପଣଙ୍କର ବ୍ୟକ୍ତ ବ୍ୟ,
@mangaljena6941
@mangaljena6941 3 ай бұрын
ଦେଖ୍ ତ ଗାଣ୍ଡସୁଆ କେ, କୋଶଳ ଦାବି ପୂରଣ କର, ମାଇପୋର ଗାଣ୍ଡସୁଆ ଦୁସରା ଆଡ଼େ ଭଟକୁଛେ।
@RabinarayanMishra-fn9ds
@RabinarayanMishra-fn9ds Ай бұрын
Bjd suprimo ku hareils mantri pada mililani
@jayshrikrishna2542
@jayshrikrishna2542 3 ай бұрын
Odisha re jabar dakhal hotaiba darkar. Hele time neiki
@kedarnathnayak7680
@kedarnathnayak7680 3 ай бұрын
Thankyou sir apan right kahichhanti
@sarattripathy6840
@sarattripathy6840 3 ай бұрын
କେଉଁଝର ରେ ଜବର୍ ଦଖଲ ଉଚ୍ଛେଦ କରି ଯେଉଁ ସରକାର ସୁନାମ ଅର୍ଜନ କରୁଛନ୍ତି, ବଲାଙ୍ଗୀର ରେ ସେହି ସରକାର ଉଚ୍ଛେଦ କୁ ବିରୋଧ କରିବା କେଉଁ ପ୍ରକାର ନୀତି।
@biswamberbhutia3280
@biswamberbhutia3280 3 ай бұрын
ବିଜେପି ତମ ପାଇଁ ଅନାୟ କରିଛି, ତମେ ନବିନ ପଟନାୟକ କୁ ହରେଇଛି ମାନେ ତମକୁ ଛାଡି ସେ ମୁଣ୍ଡା କୁ ମୁଖିଆ କରିବା ଭୁଲ। ତମ ଦଳ ଵିରୋଧି କାମ କର ନ ହେଲେ ମୁଖିଆ ହୁଅ ଏ ଆଲୁତୁ ଫାଲତୁ
@bhagabatsoren249
@bhagabatsoren249 2 ай бұрын
ମୋହନ ଙ୍କ ଫନ ଆସିଲେ ଲାଙ୍ଗୁଳ ଯାକି ସୋଇପଡିବ ବାଙ୍ଗ୍ ବାବୁ 😂
@Satyasradhakhushiexprees
@Satyasradhakhushiexprees 3 ай бұрын
respect ❤Laxman Bag SIR ❤❤❤❤
@kanhucharannathkanhu323
@kanhucharannathkanhu323 17 күн бұрын
ନବିଣ କୁ ହରେଇ ଥିବା ଏମ୍‌ଐଲେ ଡ଼ୁ ନନ୍‌ତିରି କଲନି କଣ ପାଇଁ ଯେ
@SarojMajhi-g6y
@SarojMajhi-g6y 3 ай бұрын
ଲଖଣ ବାଗ ନୁହଁନ୍ତି ମାନ୍ୟବର ବିଧାୟକ ଲକ୍ଷ୍ମଣ ବାଘ
@hemantkumarroutray407
@hemantkumarroutray407 2 ай бұрын
ଧନ୍ଯବାଦ ମହାଶୟ,ନେତା ହେବତ ଏମିତି ହୁଅରେ।
@AshokBhoi-iy3ss
@AshokBhoi-iy3ss 3 ай бұрын
Very good bag sir
@Enosh-we2iw
@Enosh-we2iw 3 ай бұрын
Very good,MLA heba ta emiti
@parsuramsisa8947
@parsuramsisa8947 3 ай бұрын
Veri good aml katabaji
@SanjayMohanty-ln5ey
@SanjayMohanty-ln5ey 18 күн бұрын
ତା ହେଲେ ଭଲହେଲା ଆମେମାନେ ରେଲୱେ ଜାଗାରେ ଘରକରିବା ରେଲୱେ ଘରଭାଁଗିଲେ ଜାଗାମିଳିବ
@nirakarpradhan6466
@nirakarpradhan6466 3 ай бұрын
Good
@SachidaChouhan-oj2oj
@SachidaChouhan-oj2oj 10 күн бұрын
ଆଗ ଗାଣ୍ଡିମାରି ବିଜେପି ପଛରେ ମାଲିସି୍ କରୁଛି
@jagannathsutar805
@jagannathsutar805 Ай бұрын
Right chora BJP Sabu
@santoshpolai5816
@santoshpolai5816 3 ай бұрын
ଏସବୁ ହାଇ ଲାଇଟ୍ ଆଉ ଜିଛି ନୁହ, ସେସବୁ ଜାଗା ସରକାରୀ, ସେମାନେ ଘର କରୁଥିଲେ କେମିତି
@jagannathpatnaik8409
@jagannathpatnaik8409 3 ай бұрын
MLA ସବୁ ଜାଣିଛନ୍ତି ଏ ସବୁ ଶସ୍ତା ଲୋକପ୍ରିୟତା ହାସଲ କରିବାପାଇଁ
@alokjally8157
@alokjally8157 3 ай бұрын
Very Good sir
@karunakiran3137
@karunakiran3137 3 ай бұрын
ଏ କଣ ଚାଲିଛି BJP ନାଟକ ଓଡ଼ିଶା ରେ
@somnathpadhan1073
@somnathpadhan1073 3 ай бұрын
Right
@pradoshpusti
@pradoshpusti 3 ай бұрын
Central govt. bi ta BJP ra bodhe... Sir kn Jabardakhalku support karuchantiki... Sir apana sethikar bidhayak aapna kn gote byabstha kari jami daunahanti... Sarkar ta abe apana....
@sweetyarmy495
@sweetyarmy495 3 ай бұрын
Amar kantabanji nabin patnaik jitinthile kichhi karina thanta
@RGPanda-z9s
@RGPanda-z9s 21 күн бұрын
ABE SE POST HATIGALANI ,SIDHA MLA NABIN ,EX RE DURNITY23 BARSHA ,CM SUPREMO HATIGALANI ,SIMPLY MLA .
@subashsamal3730
@subashsamal3730 15 күн бұрын
BJP ra micha pratisruti ku odissa Janata bujhileni BJP hatao odissa bachao
@amiyapriyabhoi7651
@amiyapriyabhoi7651 3 ай бұрын
Bahaduriya sarkar😂agaru soithile abe munda tekichnti.😂
@durlabmuduli4714
@durlabmuduli4714 3 ай бұрын
ବହୁତ ଦୁକର ବିସୟ ଏମାନେ କଉଟି ରହିବ ବିହି ମାନେ 😂😂😂
@minaketan5562
@minaketan5562 2 ай бұрын
ଆପଣଙ୍କ କଥା ଟିକ କହିଛନ୍ତି
@basudebapradhan3828
@basudebapradhan3828 3 ай бұрын
Super hero MLA Babu
@jagannathpatnaik8409
@jagannathpatnaik8409 3 ай бұрын
ଉଛେଦ ହେବନି ତ ବିକାଶ କେମେତି ହେବ?
@25ajitmishra
@25ajitmishra 3 ай бұрын
Han ebe tike garam dekheibe...nua nua sarkar hei chhanti..tike power ta dekheibe.
@manashembram9051
@manashembram9051 3 ай бұрын
1st 1st emiti hebe ,josh re achanti ....pare soipadibe😂
@banamalihansdah8463
@banamalihansdah8463 3 ай бұрын
Ye heuchhi sothik leader Mr Laxman bagh
@Dillip-ks7er
@Dillip-ks7er 3 ай бұрын
Tume kedena odissa bannchebe modi odisaa cream nal
@budhuramhembram
@budhuramhembram 2 ай бұрын
Thank you sir apanka rudaya chuyichi goriba laka pai
@GoGreen-x2d
@GoGreen-x2d 3 ай бұрын
Center ru phone asile bidhayak babu kouthi luchibe nahin ta?
@sumantabehera7642
@sumantabehera7642 3 ай бұрын
ଏ ମାଘିଆ ଗୁଡା ରଜ
@RuksanaBegum-ot1gd
@RuksanaBegum-ot1gd 2 ай бұрын
Great sir jey lokonkon ko dhuk ko buzhu chunti
@maheswarbadatyamasm9616
@maheswarbadatyamasm9616 Ай бұрын
Sisir misra Jie hinjili ru nirabachan ladhithile sie bi bhala kama karithante. Aama bhagya kharapa?
@bhaskarnayak7251
@bhaskarnayak7251 2 ай бұрын
ଧନ୍ୟବାଦ୍ ଭାଇ
@foreveryoutube..3794
@foreveryoutube..3794 3 ай бұрын
ସବାସ ଲଖ୍ମଣ ସାର
@jagannathpatnaik8409
@jagannathpatnaik8409 3 ай бұрын
ଏ ପରା ଲୋକଙ୍କ ସରକାର ଲୋକଙ୍କୁ ଜମି ଦିଅନ୍ତୁ ଆଉ ଜଲଦି ଓଡ଼ିଶା ର ବିକାଶ ରେ ସହଯୋଗ କରନ୍ତୁ।
@fire-mw4dc
@fire-mw4dc 3 ай бұрын
Bhai raildepartment madhyan bjp partyro
@muralidharsahoo1946
@muralidharsahoo1946 3 ай бұрын
ନମସ୍କାର 🙏
@SADANANDADEBATA
@SADANANDADEBATA 3 ай бұрын
Amiti. M. L. A. Rahiba. Darakar. Vari. Vari. Happy.
@prasantchinara9911
@prasantchinara9911 3 ай бұрын
Jay Laxman bag
@sureshpati8056
@sureshpati8056 Ай бұрын
ଧନ୍ୟବାଦ
@diptiranjan7006
@diptiranjan7006 3 ай бұрын
Sir center re apanka madi sarkar achi tebe amiti hela kemiti na ya bhitare kichi achi ....
@mkp7034
@mkp7034 2 ай бұрын
ବାଳ କଥା।
@nkisarpurty4921
@nkisarpurty4921 3 ай бұрын
Bidhayk Hebo to emithi Jai jagannath
@Sanu1167-m2e
@Sanu1167-m2e 2 ай бұрын
❤ good 👍 sir
@bismayprusty7812
@bismayprusty7812 3 ай бұрын
Bala hindi au tike padiki asiba kuha..nahele tution age hau
@sharmistharaut4473
@sharmistharaut4473 3 ай бұрын
ନେତା ହେବତ ଏମିତି !
@AjayaMuduli-l5b
@AjayaMuduli-l5b 3 ай бұрын
Very good bag sir
@jayadevnath5531
@jayadevnath5531 2 ай бұрын
Seta ta bopa jaga ta
@deviprasannakanungo193
@deviprasannakanungo193 3 ай бұрын
Encroachment on Govt Land must be freed. Obstruction is unwarranted. Both BJP Govt at Centre & State.
@gsodia9915
@gsodia9915 3 ай бұрын
Aka thore gehin dele...😅😅😅😅
@ashokbag5461
@ashokbag5461 3 ай бұрын
Val MLA mote bahut Val laguchhe Bag sir ❤❤
@prafullasahu9731
@prafullasahu9731 3 ай бұрын
Cheap publicity
@banamalibehera8781
@banamalibehera8781 2 ай бұрын
BARSHAA RUTURE NUHEIN GREESHMA RUTURE UCHHED HEBAA DARAKAAR.
@jagdishtiria2335
@jagdishtiria2335 3 ай бұрын
Geyser ନେଇକି ଯା ଟିକେ ଗରମ ପାଣି ଟିକେ ପିଆଇ ଦେ 😅😅😅
@Maatelecom2009
@Maatelecom2009 3 ай бұрын
Kendra re ta tame rajyare b ta tame sasan karuchha tebe birodh kahaku bhai
@anandamohakuda4943
@anandamohakuda4943 3 ай бұрын
Navin pattnayak nku hareibara oukat laxman bug ra nahi , only evm jumla
@SasankaSekharMisra
@SasankaSekharMisra 2 ай бұрын
I fully appreciate action of the MLA ,he is justified in his action to prevent the demolition process without making arrangement for rehabilitation.
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 2,2 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 101 МЛН
How To Get Married:   #short
00:22
Jin and Hattie
Рет қаралды 23 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 2,2 МЛН