Odisha Politics Side Effect In Tamil Nadu | V K Pandian, M K Stalin, K Annamalai | Elections 2024

  Рет қаралды 1,015,790

Odisha Sambad

Odisha Sambad

Күн бұрын

Odisha Politics Side Effect In Tamil Nadu | V K Pandian, M K Stalin, K Annamalai | Elections 2024
ଓଡିଶା ରାଜନୀତିରେ ଭିକେ ପାଣ୍ଡିଆନ୍ ଭୂକମ୍ପ, ତାମିଲନାଡୁରେ ଝଟକା । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁ ଯାଇଥିବା ନେଇ ଜନସଭାରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟାର୍ଗେଟରେ ଥିଲେ ବିଜେଡିର ନମ୍ବର-ଟୁ ନେତା ଭିକେ ପାଣ୍ଡିଆନ
#elections2024 #vkpandian #modi #mkstalin #politics #odishasambad
***
This is an official KZbin Channel of Odisha's leading 24x7 Odia news website www.odishasambad.in. Part of Bhubaneswar-based Frontier Media, which also owns
Odisha's premier English news website www.odishabytes.com and dedicated education & employment news website www.educationbytes.in
***
Disclaimer: The visuals used in this video are not intended at infringement of copyright. It is purely meant for news purpose.

Пікірлер: 734
@Odishahabibi
@Odishahabibi 4 ай бұрын
ଆରେ ବିଜେଡି IT cell ପିଲା କୁଆଡ଼େ ଗଲ 😂। Comment ଦେଖିବାକୁ ମିଳୁନି। ଆରେ ଭାଈ ମାନେ ଆମେ ମାନେ ବିଜେଡି କୁ ବିରୋଧ କରୁନୁ ଆମେ ସେ Non- Political ତାମିଲ ଲୋକ କୁ ବିରୋଧ କରୁଛୁ । ତମେ ମାନେ ବିଜେଡି କୁ ସପୋର୍ଟ କର ଠିକ୍ ଅଛି ହେଲେ ନିଜର ସ୍ବାଭିମାନ ଅଛି ନ ନାହିଁ ? ଥରେ ଭାବ ଆମ ଓଡ଼ିଶା ଅଟୋ ବାଲାଙ୍କୁ ତାମିଲନାଡୁ ରେ ଗାଡି ଚଲେଇ ଦଉନାହାନ୍ତି ତାହେଲେ ଆମେ ଗୋଟେ ତାମିଲ କୁ ଓଡ଼ିଶା ଚଲାଇବାକୁ କେମିତି ଦବା ? ଭାଈ ମାନେ ନିଜ ବିଷୟ ରେ ନ ଭାବିଲେ ନାହିଁ Atleast ତମ next Generation ଯିଏ ଆସିବେ ତାଙ୍କ କଥା ଭାବ। ଏ ପାଣ୍ଡୁ ର Ramco ସିମେଣ୍ଟ , Keonjhar,Paradip ରେ ହଜାର ହଜାର ଗାଡି ଚାଲୁଛି ଆଉ ବହୁତ ଜାଗା ହଡ଼ପ କରି ରଖିଛି ସେ ଏବେ ବିନା ନବୀନ ପଟ୍ଟନାୟକ ରେ ପଇସା ବହୁତ ରଖିଦେଇଛି ଆଉ ଯଦି ଏବେ ତାକୁ ଆମେ ଓଡ଼ିଶା ରୁ ବାହାର କରିଦେବା ତାର କିଛି ହବନି ସେ ବହୁତ୍ ପଇସା କମେଇଛି ହେଲେ ଥରେ ଭାବ ଆମ ପିଲା ଛୁଆ ହେଲା ପରେ ଆଉ ଓଡ଼ିଶା ରେ କିଛି business କିମ୍ବା ଆଉ କିଛି ଖଣି ଖଦାନ ନଥିବ ଆଉ ୟେ ଯେମିତି ଫାଲତୁ ଯୋଜନା ଲକ୍ଷ୍ମୀ ଯୋଜନା, ବ୍ୟାଗ୍ ଯୋଜନା ଆଉ ଶ୍ରୀମନ୍ଦିର ନାରେ ଯେତେ ଟଙ୍କା ଲୁଟିଛି ସବୁ ର ଲୋନ୍ ଆମ ଓଡ଼ିଶା ବାସୀ ଙ୍କ ଉପରେ ପଡ଼ିବ । ତାର କିଛି ହବନି ସେ ତା ବିଜନେସ ସେଟ୍ କରିକି ତାମିଲନାଡୁ ପଳେଇବ। ସବୁ ଆମେ ହି ବୁଝିବା ଯାହା ହେବ ପରେ । ଭାଇମାନେ ସିଏ ତା କାମ ପାଇଁ ଆସିଛି ଆମେ ତାକୁ କନ ପାଇ ସପୋର୍ଟ କରିବା ? ତାକୁ ଓଡ଼ିଶା ରୁ ବାହାର କର । #byebyepandian 👋 From an Educated Voter.
@sailendrakumarkar8803
@sailendrakumarkar8803 4 ай бұрын
ଏଠୁ ପୁରା ଜଣାପଡିଗଲା ପାଣ୍ଡୁ ଷ୍ଟାଲିନ୍ ର ଏଜେଣ୍ଟ
@DineshPatel-jb2np
@DineshPatel-jb2np 4 ай бұрын
ଏବେ ଆମ ଓଡ଼ିଶାର ଲୋକ ଜଗିଲେଣି ବହୁତ ଜଲଦି ଉତ୍ତର ପାଇବେ ତାମିଲ ମୁଖ୍ୟମନ୍ତ୍ରୀ ଷ୍ଟାଲିନ
@sarojrout9173
@sarojrout9173 4 ай бұрын
ଏଥର ତାମିଲ ପାଣ୍ଡୁ ହଟିବ ଓଡ଼ିଶା ବଂଚିବ ଓଡ଼ିଶା ବାସୀ ଜାଗ୍ରତ ହୁଏ
@N.Rvlogs-s4e
@N.Rvlogs-s4e 4 ай бұрын
Chup sala pahla.sata kahilu pandian ku tumoro gandi fatuchi
@nabintj6195
@nabintj6195 4 ай бұрын
Aau to maa ku gayebo
@BikashRayaguru-e9w
@BikashRayaguru-e9w 4 ай бұрын
Athara Mag*a Tate hateo debi odisha ku bancheibi
@akshayasahu1858
@akshayasahu1858 4 ай бұрын
ଆମ ଓଡ଼ିଆ ନିଜେ ଓଡ଼ିଆ କୁ ବିରୋଧ କରୁଛନ୍ତି କିଛି ଟଙ୍କା ପାଇଁ।। ଶଳା ପାଣ୍ଡୁ ଓଡ଼ିଶାକୁ ଖୋଳ କରିଦେବ,,,, ସଜାଗ ରୁହ ଓଡ଼ିଶା ବାସୀ,, ନିଜକୁ ନିଜେ କ୍ରୀତଦାସ କରନ୍ତୁ ନାହିଁ,, ପାଣ୍ଡୁକୁ ହତାଓ ଓଡ଼ିଶା ରାଜସ୍ବ ବଞ୍ଚାଅ
@info.agnostsolutions
@info.agnostsolutions 4 ай бұрын
Padiyan odisha re jiju sala nahi
@nabintj6195
@nabintj6195 4 ай бұрын
To maa ku gayebo 😅😅
@ganeshpati22
@ganeshpati22 4 ай бұрын
ମୋଦି‌ ର ଭୁଲ ଅଛି ।
@dhananjayadm3287
@dhananjayadm3287 4 ай бұрын
​@@ganeshpati22athi re Modi jii nka ra kana bhul achhi
@jumarendrabehera6484
@jumarendrabehera6484 4 ай бұрын
Modi sir tamilnadu state name nela bada bhull Tamar power achhi joro achhi cbi id cymebancha sabu patheiki Jain purauna kanhiki tamaku sadabele navin Kendra re sahajya karichi
@biplabkumarnayak8499
@biplabkumarnayak8499 4 ай бұрын
ସନାତନ ସଂସ୍କୃତି ଆଉ ଜଗନ୍ନାଥ ସଂସ୍କୃତି କୁ ଧ୍ଵଂସ କରିବାକୁ DMK ପାଣ୍ଡୁ କୁ ପଠେଇଛି। ନହେଲେ ଚେଙ୍କ କାଇଁ ଲଗିଲା ଷ୍ଟାଲିନ୍ କୁ?
@BasantaMahapatra-cc6ni
@BasantaMahapatra-cc6ni 4 ай бұрын
DMK ku ଦୋସ ଦେବା ଆଗରୁ କିଏ ଥିଲା ମୁଖ୍ୟ ମନନ୍ତ୍ରି ଓଡିସା ବାସି ଭାରି ---------
@JagarnathSwain-hn9ll
@JagarnathSwain-hn9ll 4 ай бұрын
Mukhamantri ta stanu
@dipakranjan108k
@dipakranjan108k 4 ай бұрын
Stalin gote param maghia ta
@dusupadhan8446
@dusupadhan8446 4 ай бұрын
Odisha ବାସୀ ଏକ ହୁଅ, ତାମିଲ୍(bjd)ଶାସନ ହଟାଇ ଦିଅ । ଜୟ ଜଗନ୍ନାଥ ।
@Rohankumar-gp7fg
@Rohankumar-gp7fg 4 ай бұрын
Right 👍
@jalandharmalliki-rf2cg
@jalandharmalliki-rf2cg 4 ай бұрын
0:53 ​@@Rohankumar-gp7fg
@sangrammohapatra4588
@sangrammohapatra4588 4 ай бұрын
Right 👍
@sanjayasahoo9278
@sanjayasahoo9278 4 ай бұрын
Narendra Modi announced to make odisha no1 if it comes to power. My only question is which state will be in 2nd and 3rd and so on positions. I have never seen such a useless things like this Specially from a pm of a country.They are also in power for a long time in Bihar why it's the poorest state in india . It should be in the top list. Another example look at kerala ....
@jharanapatra4830
@jharanapatra4830 4 ай бұрын
Pp​@@sanjayasahoo9278
@sarbeswarparida9706
@sarbeswarparida9706 4 ай бұрын
ଷ୍ଟାଲିନ ଏକ ନମ୍ବର ଭାଡୁଆ ସନାତନ ଧର୍ମ କୁ ମଶା ମାଛି ବୋଲି କାହିଁକି କହିବ
@prasantapurohit3646
@prasantapurohit3646 4 ай бұрын
ତାମିଲ ହଟାଅ ଓଡିଶା ବଞ୍ଚାଅ ସଚେତନ ହୁଅ
@bikashputel8423
@bikashputel8423 4 ай бұрын
Haa
@kathaokabitabysunanda2136
@kathaokabitabysunanda2136 4 ай бұрын
Gujurati heu Odisha ra bhagaban... Jagannath nku chadi ethara Har har....
@chandanbehera9088
@chandanbehera9088 4 ай бұрын
Bihari bia, jharkhand banda besi sukha tate
@tourandtravel2658
@tourandtravel2658 4 ай бұрын
ତାମିଲନାଡୁ ରୁ ଯଦି ଓଡିଶା ଲୋକ ତଡି ଦେବେ ତମେ କାମ ଦବ ଶଳା ସବୁ
@SudhansuSwain-cm4gi
@SudhansuSwain-cm4gi 4 ай бұрын
ତାମିଲ ର ସ୍ୱାଭିମାନ ଅଛି, ହେଲେ ଓଡ଼ିଶାରେ କୁକୁର ଭଳି ତାମିଲ ପଛେ ଗୋଡ଼େଇଛନ୍ତି
@ganeshpati22
@ganeshpati22 4 ай бұрын
BJP ବାଲେ କେବଲ ତାମିଲ ପଛ ରେ ଗୋଡାଉଛନ୍ତି ।
@JagarnathSwain-hn9ll
@JagarnathSwain-hn9ll 4 ай бұрын
​@@ganeshpati22tu Tamil ra kritadasa tu Kan kahibu katha
@Just_randomhuman
@Just_randomhuman 4 ай бұрын
One question to odia janta Kebe bi dekhicha ki bhaba ki Tamil nadu ra cabinet minister gotey odia achi ki ??? Semaney sethi bahar loko ku chaprasi bi karibeni
@maitri56
@maitri56 4 ай бұрын
Ekdum theek kahilo. 👍👍
@chaturbhujmuduli4785
@chaturbhujmuduli4785 3 ай бұрын
V k pandian nku BJP patheithila chanakya kutaniti
@20NEW-MUSIC
@20NEW-MUSIC 4 ай бұрын
ତାମିଲନାଡୁର ଡିଏମକେ ହିନ୍ଦୁମାନଙ୍କ ବିରୋଧର କାମ କରୁଛି।
@nabintj6195
@nabintj6195 4 ай бұрын
Aau to maa ku gaychi😅😅
@01Bharatiya
@01Bharatiya 4 ай бұрын
​@@nabintj6195ଅସଭ୍ୟ ଭଳି ପଚରା ଭାଷା କହିଲେ କଣ ହବ ସେ ତ ହିନ୍ଦୁ ବିରୋଧି ବୋଲି ନିଜେ କହେ
@mrutyunjayafiregaming4729
@mrutyunjayafiregaming4729 4 ай бұрын
​@@nabintj6195kn ta bhul kahila se Laguchhi tamara maa bhauni kehi nahanti
@mrutyunjayafiregaming4729
@mrutyunjayafiregaming4729 4 ай бұрын
​@@nabintj6195maa bapa sistachara jadi deithante tu aji kaha maa bhauni bisayare kahibaku Sahasa kari nathantu Chhii ete talaku Khasi jauchhanti loka
@nabintj6195
@nabintj6195 4 ай бұрын
@@mrutyunjayafiregaming4729 tumo pori harami andbhakto jogu achi desho ro halat khorap heuchi chor modi ro faltu kukur jako tome
@Indianarmy143
@Indianarmy143 4 ай бұрын
ଏହା ଏକ ରାଜନୀତି ଯଦି ଜଣେ ଓଡ଼ିଆ ଲୋକ ଯାଇ ତାମିଲନାଡୁରେ ଶାସନ କଲେ କଣ ତାମିଲନାଡୁ ଲୋକେ ସ୍ବୀକାର କରିବେ କି
@something40
@something40 4 ай бұрын
South indian kebe anya rajya ra loka nku support karibeni, bishes kari tamilnadu,,ta aame kahin pandyan ku support kariba, se kie ki
@Social_-Reformer
@Social_-Reformer 4 ай бұрын
Jadi capable aau bele ja kie mana karba
@ChabilaLima-o8n
@ChabilaLima-o8n 4 ай бұрын
ତାମିଲନାଡୁ ନେଇଛନ୍ତି ରତ୍ନ ଭିଣ୍ଡାର ଚାବି ପାଣ୍ଡିଆନ 👍
@AIO58Odisha
@AIO58Odisha 4 ай бұрын
😂😂😂
@BikashRayaguru-e9w
@BikashRayaguru-e9w 4 ай бұрын
Mag**a tate ta maa kahithila ki ratire
@chakradharalenka3852
@chakradharalenka3852 4 ай бұрын
ପାଣ୍ଡୁ କେବଳ ଚୋର ନୁହେଁ ମହାନ ଡକାୟତ
@BikashRayaguru-e9w
@BikashRayaguru-e9w 4 ай бұрын
Tu mag** dakayata ta family sabu dakayata Pandian sir kn emiti kahucho🤬🤬🤬🤬🤬☠️☠️☠️🍌
@Updated_News_
@Updated_News_ 4 ай бұрын
ତାମିଲ୍ ହଟାଅ....ଓଡ଼ିଶା ବଞ୍ଚାଅ। ନ ହେଲେ ଆଗକୁ ଓଡ଼ିଶା ର ପରିସ୍ଥିତି କ'ଣ ସଙ୍ଗୀନ୍ ହେବ ଖାଲି ଦେଖିବାକୁ ବାକି ରହିଲା? ଯଦି ହିମ୍ମତ ଅଛି କେହି ଜଣେ ଓଡ଼ିଆ ଓଡ଼ିଶା ର ନେତୃତ୍ବ ପାଇଁ ଆଗକୁ ଆସନ୍ତୁ। ବିନା ପ୍ରତିବାଦରେ ଆମେ ତାଙ୍କୁ ସମର୍ଥନ କରିବୁ। ଜଣେ ସ୍ବାଭିମାନୀ ଓଡ଼ିଆ ହିସାବରେ ପ୍ରତି ଓଡ଼ିଆ ଙ୍କ ପ୍ରାଥମିକ ଲକ୍ଷ୍ଯ ହେବା ଦରକାର ଗୋଟିଏ ସୁସ୍ଥ ଓ ପ୍ରଗତିଶୀଳ ଓଡ଼ିଶା ର ଗଠନ ଯେଉଁଠି ସ୍ନେହ,ପ୍ରେମ ଓ ଭାଇଚାରା ଥିବ। ଆମର କଳା, ସଂସ୍କୃତି ଓ ଐତିହ୍ୟ ଆମ ଅସ୍ମିତା ର ଜୟଗାନ କରୁଥିବ। ନାଁ ଥିବ ରକ୍ତ ପାତ ନାଁ ଥିବ ଦୁଃଖ ଓ ଯନ୍ତ୍ରଣା। ସମସ୍ତେ ପ୍ରଭୁ ଜଗନ୍ନାଥ ଙ୍କ ପ୍ରଜା ହୋଇ ସୁଖରେ ଜୀବନ ଯାପନ କରିବା। ।। 🚩ଜୟ⭕‼️⭕ଜଗନ୍ନାଥ,🚩ଜୟ🏹ଶ୍ରୀ ରାମ।। 🙏🙏🙏
@nabintj6195
@nabintj6195 4 ай бұрын
To maa ku gayebo odisha banchi bo😅😅
@GUDDU8779
@GUDDU8779 4 ай бұрын
ଏତିକି କଥାରେ ତାମିଲ ସ୍ଵାଭିମାନ ଫୁଟି ଉଠିଲା !! ତାହେଲେ ଓଡିଶାରେ ଓଡିଆ ସ୍ଵାଭିମାନ କାହିଁକି ନୁହେଁ? ପାଣ୍ଡିଆ ନ ଓଡ଼ିଆ କି? ସେ ଓଡ଼ିଶା ର କି? ବିଜୁ ଲିଗାସୀ ର ଦାୟାଦ ବିଜେଡ଼ି ନେତୃବୃନ୍ଦ ଟିକିଏ ସ୍ଵାଭିମାନୀ ହୁଅନ୍ତୁ ।
@rojalinbehera2328
@rojalinbehera2328 4 ай бұрын
Support to K annamalai sir, he has the genuine point.. Tamilnadu never chooses its cm post candidate from odisha. So stop this political agenda against Modiji.
@Skybluewindcool
@Skybluewindcool 4 ай бұрын
Seita tu eka support karibu taku
@NimaiLenka
@NimaiLenka 4 ай бұрын
ବିହାରୀ ହଟାଅ କେବେ ତ କହୁନ ଯେତେ ନେତା ବିଜେପିରେ ଗୁଟିଏ କିଏ ଭଲ ତା ନା କହିପାରିବ ବିଜେପି ଵାଲା ତମ ନାଳୀରେ ଧାକ ଅଛି
@jashobantanpanda3127
@jashobantanpanda3127 4 ай бұрын
ତାମିଲ ହଟାଓ
@tikeswarkalas4735
@tikeswarkalas4735 4 ай бұрын
Tamil kritadasa
@ratnakarsahoo3422
@ratnakarsahoo3422 4 ай бұрын
Pandian neini ଅପରାଜିତା ଷଡ଼ଙ୍ଗୀ ନେଇଛି ଚାବି
@JyotiranjanRoutrya
@JyotiranjanRoutrya 4 ай бұрын
ହ ଚୋର🎉🎉🎉🎉 ରାମ ବନବାସ କାହାଣୀ ସେଶ
@basantamuduli7294
@basantamuduli7294 4 ай бұрын
ତାମିଲ୍ ବାଲା ଏମିତି ଭାବିଲେ ଅଧା ଓଡ଼ିଆ ଭିକାରୀ ହେଇଯିବେ। ଭାଈ ମାନେ ରାଜନୀତି ସବୁଠୁ ଖରାପ । ବାସ୍ ଓଡ଼ିଆ ନୁହଁ ଭାରତୀୟ ହେଇକି ରୁହ ।❤ ଭାରତ ମା ର ସନ୍ତାନ ଆମେ ପରିଚୟ ଆମ ଭାରତୀୟ।❤❤ ରାଧେ କୃଷ୍ଣ 🚩🙏
@gopalofficial3397
@gopalofficial3397 4 ай бұрын
He Bhagwan jagannath athar tame hi saha bharasha jay jagannath 🙏
@barsabarnalimohanty3427
@barsabarnalimohanty3427 3 ай бұрын
Thank you Mr. Anamalai.... We Odias agreed with ur statement about that PANDIAN.... 🙏🇮🇳
@manasranjan14333
@manasranjan14333 4 ай бұрын
ଏବେ ଯାହା ଲାଗୁଛି ତାମିଲନାଡୁ ରାଜ୍ୟରେ କାମ କରୁଥିବା ଭାଇ ଭଉଣୀମାନେ ଏ ରାଜନୀତିଆ ଲୋକଙ୍କ ପାଇଁ ତାମିଲନାଡୁ ରେ ମାଡ଼ ଖାଇବେ ଜୟ ଜଗନ୍ନାଥ ଓଡ଼ିଆଙ୍କୁ ତୁମେ ହିଁ ଭରସା❤
@swapnilraja1409
@swapnilraja1409 4 ай бұрын
ମୋଦି ର କାମ, ଲୋକଙ୍କୁ ରାଜ୍ୟ କୁ ଭାଗ ଭାଗ କର😂😂😂 ଆଉ ସାଧାରଣ ଲୋକଙ୍କୁ ଅପମାନିତ କରି ଶାସନ କର❤❤❤
@rupalisamantray4552
@rupalisamantray4552 4 ай бұрын
Only BJP 🧡
@mscl9512
@mscl9512 4 ай бұрын
Madam apan Thik kahuchhanti kintu Odisha public 200 Tanka ry vote dauchhanti bjd ku Time asichi sudhurijao Odisha public sudhurijao a Nonodia sasan hatao Odisha ry Naveen pattanayk cm rahily lutibaku subidha hauchi nonodia ku
@BikashRayaguru-e9w
@BikashRayaguru-e9w 4 ай бұрын
Only BJD ❤❤❤❤🎉🎉
@BikashRayaguru-e9w
@BikashRayaguru-e9w 4 ай бұрын
​@@mscl9512 Tu sal* poka Haram jada ta Tate Hotao Desa banchao,☠️☠️☠️☠️🍌🍌🍌🍌🍌🍌
@GaneshPanigrahi-xu7vr
@GaneshPanigrahi-xu7vr 4 ай бұрын
କିନ୍ତୁ ଓଡ଼ିଆ ଆଜି ମଧ୍ୟ ଅଜ୍ଞାତ ରହିଛି ଓ ମାତୃଭୂମିକୁ ଜାଣିନଥିବା ଭଳି ଗୋଲାମୀ ମନୋବୃତ୍ତିର ଓଡିଆମାନେ ଅସଭ୍ୟ ଅନାର୍ଯ୍ୟଗଣ ଭଳି ନିଘୋଡ଼ ନିଦରେ ଶୋଇଛନ୍ତି !!!... ଯେତେ ବି ଧିକ୍କାର କଲେ କମ ହେବ...
@sushreeipsitamohapatra318
@sushreeipsitamohapatra318 3 ай бұрын
Bas ...Apana thik kahichanti....But Murkha loka nka agare tatwa katha kahile nijara loss....
@srustidhardey5817
@srustidhardey5817 4 ай бұрын
Only BJP ଆସିବ ଓଡ଼ିଶା ରେ ସରକାର ହେବ
@Skybluewindcool
@Skybluewindcool 4 ай бұрын
Yes ❤
@dhalsourabha8338
@dhalsourabha8338 4 ай бұрын
Odissa ru pandu ku hatao
@IndianArmy-x3s
@IndianArmy-x3s 4 ай бұрын
ଏ ସବୁ ଆମ ଅପରଙ୍ଗା ମୁଖ୍ୟମନ୍ତ୍ରୀ ପାଇ ହେଉଛି,,,
@mithunabhoi8732
@mithunabhoi8732 4 ай бұрын
ପାଠ ପଢ଼ି IAS ଅଫିସର ହୋଇ ଥିଲା ପାଣ୍ଡିୟାନ କାହା ଦୟା ରେ ନୁହଁ ଜୟ ଜଗନ୍ନାଥ ଜେତେ ସବୁ ବିରୋଧ କରୁଛ ସବୁ ଗୋଟେ ଗୋଟେ IAS ଅଧିକାରୀ ହୋଇ କି ଦେଖ 😂😂😂😅😅😢😢😢😂😂😂
@SubasiniRugu-l9c
@SubasiniRugu-l9c 3 ай бұрын
ଘର କଣ ପାଇଁ ସେ ଯି ବୋ ବୋଟ ସରିଗଲା ପରେ ବସ୍ ମାଲିକ ସଂଘ ଅଛି ଏଠାରେ ପ୍ରତିବର୍ଷ ଦୋଳ ଉତ୍ସବ ପାଳନ କରାଯାଇଥାଏ ରଜପର୍ବ
@davidpahad3
@davidpahad3 4 ай бұрын
M. ମିଥ୍ୟାବାଦୀ O. ଓ D. ଦେଶ ବିକ୍ରୟକାରୀ I. ଇନ୍ ସାନ୍
@subhransudalai8360
@subhransudalai8360 4 ай бұрын
ବିଜେପି ର ହୀନ ରାଜନୀତି, ପ୍ରଗତି ଶାନ୍ତି କଥା ବିଜେପି ର ପ୍ରାଥମିକତା ନୁହେଁ
@01Bharatiya
@01Bharatiya 4 ай бұрын
ଓଡ଼ିଆଙ୍କ ସ୍ୱାଭିମାନ କେବେ ଜାଗ୍ରତ ହେବ ? ନା ଏମିତି କ୍ରୀତଦାସ ହେଇ ରହିଥିବ
@biswacreation5829
@biswacreation5829 4 ай бұрын
ହଁ ଆମ ଓଡିଶା ତ ପାଗଳ ପାଣ୍ଡ୍ୟାନ୍ କୁ ଚାବି ଦେଇ ଦବ😅😅
@munathewriter1234
@munathewriter1234 4 ай бұрын
ତାମିଲ ନାଡୁ ମୁଖ୍ୟ ମନ୍ତ୍ରୀ ଚୁର ଆଉ ଅସଭ୍ୟ
@dhrubanandabarik1638
@dhrubanandabarik1638 4 ай бұрын
Then ତାମିଲନାଡୁ must say where is the key?
@lalattendujena3126
@lalattendujena3126 3 ай бұрын
ଜୟ ଜଗନ୍ନାଥ 👍
@btsarmygirl9064
@btsarmygirl9064 4 ай бұрын
ତାମିଲନାଡୁରେ ଷ୍ଟାଲିନ ମୋଦିର ସବୁ ଓଲଟାଇ ଦେବ ।
@skm1652
@skm1652 4 ай бұрын
ଓଡ଼ିଶାର ଲୋକ ହାରାମଜାଦା ୧୦୦୦ ଟଙ୍କା ରେ ବିକ୍ରି ହୋଇ BJD କୁ ଭୋଟ ଦେଇ ସାରିଛନ୍ତି
@Skybluewindcool
@Skybluewindcool 4 ай бұрын
Kintu bjd thu paisa khaiki bi vote ta bjp ku dei parithante. Boka satare odisha loka
@AbhinaMajhi-24
@AbhinaMajhi-24 4 ай бұрын
Right BJP
@seemapanda5689
@seemapanda5689 4 ай бұрын
Stalin should take Pandian to Tamil Nadu if he is that honest and capable please take him and make him your party leader
@dialyviews7010
@dialyviews7010 4 ай бұрын
Pandian ra samarthana re DMK, Tamilnadu CM asigale. Jana odia kou rajya re thile BJD, Odisha CM tanku amiti samarthana debe ki?
@mharibandhureddyz3574
@mharibandhureddyz3574 4 ай бұрын
Modi tik kara a... Puri Jagannath mandir ki chabi..vk pandian.. tamilnadu me a
@manasranjan4401
@manasranjan4401 4 ай бұрын
ଓଡିଶା ଲୋକେ ମୋଦି ନାଟୁଆ କେଁ ଉଚିତ ଜବାବ ଦେବେ
@Skybluewindcool
@Skybluewindcool 4 ай бұрын
Ni dau be haramkhor nabin ke demu jabab bujhilu tu
@KarunakarDhani-eo2sl
@KarunakarDhani-eo2sl 4 ай бұрын
ଓଡ଼ିଶା ରେ ପାଣ୍ଡିଆନ ର ଏତେ ଭକ୍ତ କୁଆଡେ ଆସଲେ।
@janitrinath2233
@janitrinath2233 3 ай бұрын
Right.... ପାଣ୍ଡିଆନ ଚୁର ଶଳା..... ରତ୍ନଭଣ୍ଡାର ଚାବି ସିଏ ନେଇକି ଯାଇଛି
@sahootukuna9211
@sahootukuna9211 4 ай бұрын
ତାମିଲ୍ ରେ ପାଣ୍ଡୁ ଜାଇକି ଶାସନ କରୁନି କଣ ପାଇଁ,ଓଡିଶାରେ କଣ ପାଇଁ ରହିଛି
@KamalPaikaray-u3s
@KamalPaikaray-u3s 4 ай бұрын
Right
@abyaktakumarrout9084
@abyaktakumarrout9084 4 ай бұрын
ସତରେ ପାଣ୍ଡୁ କରିବ ନବୀନଙ୍କୁ ନାଣ୍ଡୁ ଏ ପାଣ୍ଡୁ ପୁରା ନବୀନଙ୍କୁ ଆୟତରେ ରଖିଛି
@JyotiJyotiranjandas
@JyotiJyotiranjandas 4 ай бұрын
ମୋର ଅଡିଶା ଲୋକ ମାନଙ୍କୁ ଗୋଟେ କଥା କହୁଛି ଶୁଣ. ମୁଁ ତାମିଲନାଡୁରେ କାମ କରୁଛି. ତାମିଲ ଲୋକ ନିଜ ସୋର୍ଥ ଦେଖନ୍ତି. B J D ଖରାପ ନୁହଁ. କିନ୍ତୁ ପାଣ୍ଡିଆ ଖରାପ. ଓଡ଼ିଆ ଲୋକ କଣ କହି ନାହାନ୍ତି. ମନ୍ତ୍ରୀ ହବା ପାଇଁ. ପାଣ୍ଡିଆ ଖୋଳ କରିବ. ଓଡ଼ିଆ ମାନଙ୍କୁ. ଏ କଥା ସତ ହବ ଦିନେ. . ପାଣ୍ଡିଆ ବହୁତ ହାରାମି
@TimePassVlog-j7t
@TimePassVlog-j7t 4 ай бұрын
Pandiyan hatao Odisha bachao
@rudra2953
@rudra2953 4 ай бұрын
Pandu ku hata odisha basi
@Niakhuntai3595
@Niakhuntai3595 4 ай бұрын
ଗାଣ୍ଡୁ ଗାଣ୍ଡା ଗାଣ୍ଡେ... ସାଂସଦ ବିଧାୟକଙ୍କ ନେତା ପାଣ୍ଡୁ ନବୀନ, ଅଣ ଓଡ଼ିଆ ଛତା ମୁଣ୍ଡାଇ.... ଓଡ଼ିଶା କଳଙ୍କ ପାଲଟି ଗଲା... ଶତ ଧିକ୍ ଆମ ଓଡ଼ିଆ ଜଗନ୍ନାଥ ଜୀବନ ।।
@jungletigergaming3229
@jungletigergaming3229 3 ай бұрын
Odisha ମନ୍ଦିର ଚାବି ତାମିଲନାଡୁରେ କାହିଁକି ଗଲା
@Kshetramohan-w3l
@Kshetramohan-w3l 4 ай бұрын
ତାମିଲ୍ ଚୋର ନେଇଗଲା ରତ୍ନଭଣ୍ଡାର ଚାବି ତାମିଲ୍ ହଟାଓ ଓଡ଼ିଶା ବଞ୍ଚାଅ
@Routrayster
@Routrayster 3 ай бұрын
PM padara maryada tike bi nahi yehi Rakshyas ku
@Routrayster
@Routrayster 3 ай бұрын
Modi hatao BJP hatao Des bachao
@akshayakumar8712
@akshayakumar8712 4 ай бұрын
ଓଡ଼ିଶା ବାସୀ ଏକ ହୁଅ ତାମିଲ ( BJD ) କୁ ହଟାଇ ଦିଅ , ଜୟ ଜଗନ୍ନାଥ 🙏🙏🙏⭕‼️⭕🙏🙏🙏
@Hacker-em7bo
@Hacker-em7bo 3 ай бұрын
MODI KICHIDIN PARE JAGANNATH MAHAPRABHU NKU RATNA SINGHASANARU HATEYE RAMANKA MURTI STAPANA KARIBAKU CHESTA KARIBA
@SanjulataNahak
@SanjulataNahak 4 ай бұрын
ତାମିଲନାଡୁ ବସୀ ଚୋର ବୋଲି ଆମେ ଓଡିଶାବାସୀ କେବେ ବି କହିବୁ ନାହିଁ l ଆମେ କେବଳ ପାଣ୍ଡିଆନ ମହୋଦୟଙ୍କୁ କହୁଛୁ l ଏଥିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ନିକ୍ଷେପ କରିବା କଥା ନୁହେଁ
@ambujasahoo4202
@ambujasahoo4202 4 ай бұрын
Modi hariba 💯💯 re
@jashobantanpanda3127
@jashobantanpanda3127 4 ай бұрын
ମୋଦୀ ଯିତିବରେ
@Rohankumar-gp7fg
@Rohankumar-gp7fg 4 ай бұрын
BJD govt and Tamilnadu pandian hatao odisha banchao 🙏🚩
@pabitramohanmalik2031
@pabitramohanmalik2031 4 ай бұрын
ଇଏ ତ ସେଇଭଳି କଥା ହେଲା.... ଠାକୁର ଘରେ କିଏ ? ନା ମୁଁ କଦଳୀ ଖାଇନି....
@97Ibibhuprasad
@97Ibibhuprasad 4 ай бұрын
ମୋତେ ନିଜକୁ ଓଡ଼ିଆ ବୋଲି କହିବାକୁ ବି ଡର ଆଉ ଖରାପ୍ ଲାଗୁଚି😢ଯଦି ପୁଣି BJD rahila, ଆଉ ଓଡ଼ିଶା ରହିବନି, ଦୟାକରି ସମସ୍ତେ ବେଳ ଥାଉ ଥାଉ 31ଭିତରେ ସବୁ ଜଗନ୍ତୁ
@nabindas284
@nabindas284 3 ай бұрын
ଆରେ ଭାଇମନେ ଆଜି ବିଜେପି କେନ୍ଦ୍ରରେ ସରକାର ଗଢୁଛି କେବଳ ଓଡିଶାର 19 ଟି MP seat ଯୋଗୁଁ, 271 seat bjp ପାଇଥିଲେ ହାରିଥାନ୍ତା, =293-19=274-3(others)=271 seat(defeated BJP) jadi odisha BJD harichhi kebal VK Pandian pain
@sushreesangita7296
@sushreesangita7296 4 ай бұрын
ନିଜକୁ ଧିକ। ଆମେ ଏତେ ଅଯୋଗ୍ୟ, ନିର୍ଲଜ, କୁକୁର ଯେ ଓଡ଼ିଶା ରାଜନୀତିକୁ ଏତେ ତଳକୁ ନେଲେ ଯେ ଆଉ ଗୋଟେ ବାହାରୁ ଆସି ଶାସନ କରିବ। ଏ ପିଢ଼ିର ସମସ୍ତେ ନିଜ ଆଗାମୀ ପିଢ଼ି ପାଖେ ଦାୟୀ ରହିବେ କଳଙ୍କିତ ଇତିହାସ ପାଇଁ।
@dwarikanathmishra3808
@dwarikanathmishra3808 4 ай бұрын
Tamilnadu re search karile ratna bhandar ra chabi bhari mote laguchi Tamilnadu ra CM ghare chabi achi
@HareKrushna-f3d
@HareKrushna-f3d 3 ай бұрын
ତାମିଲ ନାଡୁର ଲୋକେ ଚୋର ନୁହନ୍ତି ଚୋର ହେଉଚି ପାଣ୍ଡିଆନ ତା ହାତରେ ଆମ ଆମ ଭାଷା ଜାଣି ନଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କୁ ତାଙ୍କ ସାସନ କାର୍ଯ୍ୟ ଭିତରେ ନିଜର କା କରି ଚଳାଉ ଥିଲେ ଫଳରେ ତାଙ୍କ ସାସନ କାଳରେ ରନ୍ନ୍ମ୍ ଭଣ୍ଡାର ର ଚାବି ହଜିଛି ,ସେ ଚାବି ପାଣ୍ଡିଆନଙ୍କ ପାଖରେ ଥିଲା ସେଥିପାଇଁ ଦେଶର ପ୍ରଧାନ ମନ୍ତ୍ରୀ କହିଲେ କଣ ଭୁଲ ହୋଇ ଗଲା ?ଦେଶର ପ୍ରଧାନ ମନ୍ତ୍ରୀ କେବେ ତାମିଲ ଲୋକ ମାନେ ଚୋର କହି ନାହାନ୍ତି ,ତମେ ଘଟଣା ଠିକ୍ ରେ ନବୁଝୀ B J D ଦଳ ପାଈଁ ଓକିଲାତି କରିବା ବନ୍ଦ କର ।
@starmohapatra
@starmohapatra 4 ай бұрын
ବିଜେଡ଼ି ହଟାଇ ତୁରନ୍ତ ପାଣ୍ଡିଆନ ରାଜନୀତି ବନ୍ଦ କର।
@kamananidhi3672
@kamananidhi3672 4 ай бұрын
ତମ ଘରେ କ'ଣ ଜାଗା ନାହିଁ ? ଓଡିଶା ଆସୁଛ କାହିଁ ପାଇଁ?
@sankarreddy4559
@sankarreddy4559 3 ай бұрын
ମିଛୁଆ ଚଲାନ ରଙ୍ଗ ନାଲି କରାଯାଇଛି ଏଥିରେ ନୂଆ ପଥର
@mahendradas4516
@mahendradas4516 4 ай бұрын
ଚୋର ନୁହେଁ ଯଦି mind କରିବାର କଣ ଅଛି l
@BiswanataBarik
@BiswanataBarik 4 ай бұрын
BJD ତାମିଲ ହଟାଅ ଓଡ଼ିଶା ବଞ୍ଚାଅ
@bdas5226
@bdas5226 3 ай бұрын
Mr Stalin may have lack of knowledge on language or he has idea of modofying the meaning .
@santoshkumarmohapatra78
@santoshkumarmohapatra78 4 ай бұрын
ତାମିଲ ସ୍ୱାଭିମାନ ଯାଉ କି ନ ଯାଉ , ଓଡିଆ ଙ୍କ ସ୍ୱାଭିମାନ ଚିନ୍ତା ଅଛି କି?
@dharmendramishra1348
@dharmendramishra1348 4 ай бұрын
Han...Tamilnadu lDMK oka chora
@sanjeebbarik4405
@sanjeebbarik4405 4 ай бұрын
ତାମିଲନାଡୁ ବାସି ବାସ୍ତବରେ ଚୁର ନୁହନ୍ତି ତ ଆଉକନ
@KalpataruKeshi
@KalpataruKeshi 3 ай бұрын
ବଗ ବସିଛି ଡାଳରେ, ଷ୍ଟାଲିନ କଥା ମୋ ବାଳରେ
@johndev8355
@johndev8355 3 ай бұрын
ଜଗନ୍ନାଥ ମହା ପ୍ରଭୁଙ୍କୁ ଅ ସ ମାନ କରି ଥିଲା... ସେ ଗୋ ମାଂସ ଖିଆ କମିୟା ଜାନି କୁ ଆଣି କୀ ଜଗା ଦେଖେଇ ଦେଲା
@PratapKumar-y9t
@PratapKumar-y9t 4 ай бұрын
Tamilnadu jaichi
@RasmitaMohapatra-k6s
@RasmitaMohapatra-k6s 4 ай бұрын
Thic kahichhanti Modi ji
@amlanmishra3366
@amlanmishra3366 4 ай бұрын
Odisha. Will be ruled by DMK in future No doubt Pandian is Stalin’s Agent.
@Skybluewindcool
@Skybluewindcool 4 ай бұрын
Han thik kahchanti
@AdityaSahuofficial-uu3tn
@AdityaSahuofficial-uu3tn 3 ай бұрын
ଏଇଟା ବାଳ news ଚ୍ୟାନେଲ
@Rohankumar-gp7fg
@Rohankumar-gp7fg 4 ай бұрын
Only Modi and BJP government 💯📍🇮🇳
@sk_creation496
@sk_creation496 4 ай бұрын
Odia cm darkar..
@omprasadmishra3641
@omprasadmishra3641 4 ай бұрын
Tamel kana chora ke ha odisa loka chora tautara haila
@himansubhusanatripathy1469
@himansubhusanatripathy1469 4 ай бұрын
ପ୍ରଧାନମନ୍ତ୍ରୀ ଠିକ୍ କହିଛନ୍ତି
@sanatanmishra86
@sanatanmishra86 3 ай бұрын
ଏଥିପାଇଁ ତାମିଲନାଡୁ ରେ ବିଜେପି ଜିରୋ
@SudeepGaming-kz3uk
@SudeepGaming-kz3uk 3 ай бұрын
ପାଣ୍ଡା ଚୋର ନୁହେଁ କଣ ସାଧୁ ?
@jagabandhugiri6980
@jagabandhugiri6980 4 ай бұрын
Jay Hind 🇮🇳🇮🇳🙏🔥🔥🔥😅
@ramaballavamangaraj9103
@ramaballavamangaraj9103 3 ай бұрын
ଦ୍ଵିତୀୟ ବାର କାଞ୍ଚି ବିଜୟ
@manojsamal1446
@manojsamal1446 4 ай бұрын
ପାଣ୍ଡୁ ବିଜେଡି କୁ ଖାଇଲା
@KLLinku
@KLLinku 4 ай бұрын
ଚୋର ରା କୁ ଚୋର କହିବେନି ଆଓ କଣ କହିବେ
@kanhudas886
@kanhudas886 4 ай бұрын
Sabu naveen ra bhulu😂
@ramkrushnabhadra4032
@ramkrushnabhadra4032 4 ай бұрын
ଏଥର ବିଜେପିର ସରକାର ଆସିବ 💯💯
@jagabandhugiri6980
@jagabandhugiri6980 4 ай бұрын
Good morning odisha Jay Jagannath 🙏🙏🙏🙏 Happy New year 2024
@ganeswarbehera7907
@ganeswarbehera7907 4 ай бұрын
ତାମିଲ୍ କଣ ଭାଦ୍ର ଚୋର ଶଲା
小丑妹妹插队被妈妈教训!#小丑#路飞#家庭#搞笑
00:12
家庭搞笑日记
Рет қаралды 38 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 27 МЛН
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 71 МЛН
Bharatpur Echo In Odisha CM Mohan Majhi Pep Talk To Police Officers
4:15
World cup Cricket  1992#Imran khan#pakistan #nice #cricket#final#play
9:50
Md Rafiqul Islam
Рет қаралды 1,2 МЛН
Rati ra Bhubaneswar || kinner in Bhubaneswar city || Odia new vlog
6:48
DRx BABA🚩
Рет қаралды 1,1 МЛН
小丑妹妹插队被妈妈教训!#小丑#路飞#家庭#搞笑
00:12
家庭搞笑日记
Рет қаралды 38 МЛН