ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ବ୍ୟୋମକେଶଙ୍କ ବିସ୍ଫୋରକ ବୟାନ, କହିଲେ "ପୋଲିସ ବାବୁ ଜାଣିଛନ୍ତି ଚୋର କିଏ!"

  Рет қаралды 101,684

Odisha Bhaskar

Odisha Bhaskar

Күн бұрын

Пікірлер: 255
@basantasahu3719
@basantasahu3719 9 күн бұрын
ସତ୍ୟ କଥା କହିଲେ ଭାଇ। ଧନ୍ୟବାଦ୍
@birajpradhan9386
@birajpradhan9386 9 күн бұрын
ଧନ୍ୟବାଦ ସାର୍ ନମସ୍କାର ଉପଯୁକ୍ତ ତଥ୍ୟ ଦେଇଛନ୍ତି ମଣିଷ ସମାଜରେ କିଛି ଶିଖିବାର ଜିନିଷ ଅଛି 🎉🎉🎉।
@ShibaRauta-d8j
@ShibaRauta-d8j 8 күн бұрын
ତୁମକୁ ଧନ୍ୟବାଦ୍ ବାବୁ ଏହି ମତାମତ ସୁନ୍ଦର ଭାବରେ ଦେଇଥିବାରୁ
@bhanuprakashbehera4419
@bhanuprakashbehera4419 9 күн бұрын
ଅସଲ ମଞ୍ଜି କଥା କହିଲେ ବ୍ୟୋମକେଶ ବାବୁ 👌👍
@RankandhiJena-iq2sg
@RankandhiJena-iq2sg 8 күн бұрын
ଆପଣ ସତ୍ୟ କହିଛନ୍ତି। ଅଶେଷ ଧନ୍ୟବାଦ୍।
@SatyaranjanSethy-u3l
@SatyaranjanSethy-u3l 8 күн бұрын
ବୋମକେଶ ସାର ତମର ବାଣ କାହାକୁ କଣ ଲାଗୁ ମୋତେ ବହୁତ ଭଲ ଲାଗେ sir you are grat🙏🙏🙏
@manjupravamishra8000
@manjupravamishra8000 9 күн бұрын
ଆଳସ୍ୟ ପରାୟଣ ବ୍ୟକ୍ତିର ମସ୍ତିଷ୍କ ଏକ ସୈତାନର କର୍ମଶାଳା 👍।ଜୟ ଶ୍ରୀ ଜଗନ୍ନାଥ 🙏🌹।
@gyanaparida9901
@gyanaparida9901 9 күн бұрын
ଧନ୍ୟବାଦ ସାର
@srikantakumarhota6134
@srikantakumarhota6134 9 күн бұрын
ଚୋରଟି ଲୋକାଲ୍ ଚୋର। ସେ ସବୁ ଜାଣିଛି କେଉଁଠି କଣ ଅଛି। ପୋଲିସ ବି ଭଲ ଭାବରେ ଜାଣିଛି ଚୋର କିଏ। ଚୋରି ହେଲେ ପୋଲିସ ର ବଡଲାଭ। କାରଣ ଜବତ ହେଲେ ବି ପୋଲିସ ସେ ସବୁକୁ ଦେବେ ନାହିଁ। ମୋ ଘରୁ ଚୋରି ହୋଇଯାଇଥିଲା ମୁଁ ଓ ମୋ ସ୍ତ୍ରୀ ମିଶି ଚୋରମାନଙ୍କୁ ଧରିଲୁ। କିନ୍ତୁ ପୋଲିସ ସବୁ ସୁନା ୨୫ ଭରି ନେଇଗଲେ। ଆମକୁ କିଛି ଦେଲେ ନାହିଁ। କହିଲେ ତମ ସୁନା ଚୋର ନେଲା। ସେ ସୁନା ଆଉ ତମର ନୁହେଁ। ସେ ସବୁ ପୋଲିସ ର।
@Satyanarayanraita
@Satyanarayanraita 9 күн бұрын
ଧନ୍ୟବାଦ ସାର୍ ମଣିଷ ସମାଜରେ କିଛି ଶିଖିବା ଆଉ ସରକାର ଙ୍କୁ ଶିଖାଇବା ଭଳି ବାର୍ତ୍ତା କହିଲେ ତେଣୁ ସରକାର ଅଧିକ ଶିଖିବା ଦରକାର ସାର୍ ଏମିତି ବାର୍ତ୍ତା ଦିଅନ୍ତୁ ସରକାର ଏବଂ ମଣିଷ ସମାଜ ଶିଖନ୍ତୁ ଜୟ ଜଗନ୍ନାଥ
@brajakishordas276
@brajakishordas276 8 күн бұрын
ଅସଲ ମଞ୍ଜି କଥା କହିଲେ ବ୍ୟୋମକେଶ ବାବୁ 🙏🙏🙏👍👍👍
@Binayakumaradhal
@Binayakumaradhal 8 күн бұрын
ବଢ଼ିଆ କଥା କହିଛନ୍ତି ବ୍ୟମକେସ ବାବୁ, ସତ କଥା
@laxmidharapanda6086
@laxmidharapanda6086 9 күн бұрын
ED CBI ଠାରୁ ରକ୍ଷା ପାଇବାକୁ ଚୋରି ଏକ ପ୍ରାୟୋଜିତ କାର୍ଯ୍ୟ ! ସବୁ ଧନ ସମ୍ପତ୍ତି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଗଲା !
@ajitkumarsamal7202
@ajitkumarsamal7202 9 күн бұрын
Semiti laguchhi kichhi. Pre-planned kari chori karaheichhi kahathu banchiba pain.
@ishwarchandra3980
@ishwarchandra3980 9 күн бұрын
ମୁଁ ବି ସେଇ କଥା କାଲିଠାରୁ ଭାବୁଛି ! ଚୋର 1/2 ଲକ୍ଷ ହେଲେ କାହିଁରେ କଣ 50 ଲକ୍ଷ ଚୋରୀ କରିବାକୁ ତାର ସାହସ ହେଲା କେମିତି ଆଉ ହାତ ଗଲା କେମିତି ! 100% ନାଟକ ଚାଲିଛି ! ବ୍ୟାମକେଶ ବାବୁ ଇଂଡାଇରେକ୍ଟ କହିଦେଲେ ବୁଝିବା ଲୋକ ବୁଝ !
@gautamtechnical1782
@gautamtechnical1782 8 күн бұрын
Right
@sangramkumarkalu9052
@sangramkumarkalu9052 8 күн бұрын
Mu bhabuchi tame badhe andavakta
@laxmidharapanda6086
@laxmidharapanda6086 8 күн бұрын
@@sangramkumarkalu9052 କିନ୍ତୁ କଂଗ୍ରେସୀଙ୍କ ପରି ଦେଶଦ୍ରୋହୀ ନୁହେଁ ! ବଂଶ ବୁଡ଼ି ସାରିଲାଣି କାରଣ ଘୋଡ଼ାମୁହାଁ ପୁଅ ପାଗଳ ପପ୍ପୁ ଜନ୍ମ ହୋଇସାରିଛି !
@sibarampanda5962
@sibarampanda5962 9 күн бұрын
Sat katha bhai
@bipinamallik2803
@bipinamallik2803 9 күн бұрын
Jaya Sree Jagannath Swami Jaya Byomkesh Babu Jahakahuchanti Nirata Satya Asesh Asesh Dhanyabad
@gajendranathjena356
@gajendranathjena356 8 күн бұрын
ଯଥାର୍ଥ କଥା କହିଛନ୍ତି ରାଜନେତା ଘରୁ ଚୁରି ହେବା ଏକ ସନ୍ଦେହପୂର୍ଣ୍ଣ ଘଟଣା କାରଣ ମେଘନ୍ନାଦ ପାଚେରୀଠାରୁ ରାଜନେତାମାନଙ୍କ ପାଚେରୀ ଇନ୍ଦ୍ରଙ୍କ ପାଚେରୀଠାରୁ ଅଧିକ ଶକ୍ତି ଉନ୍ନତ ଓ ସୁରକ୍ଷିତ ପୋଲିସ କେବଳଚୁର ଗୋଟିଏ ସନ୍ଦେହ କରି ଧରିଆଣିଲେ ଚିଉଟି😮🎉😮❤😮❤😮😮😢😢🎉😂❤
@himansumajhi7796
@himansumajhi7796 8 күн бұрын
Indian no1 adv sir like you sir 💞💕💞
@hackerbhai198
@hackerbhai198 9 күн бұрын
ପୋଲିସ ସବୁ କହୁଛନ୍ତି ଆମେ ଏ କେଶ୍ ଶିଘ୍ର ବୁଝିବୁ।ସେ କଥାଟା ବାରବର୍ଷ ବିତିଗଲେ ବି କେଶ୍ କିଛି ପରିବର୍ତ୍ତନ ନାହିଁ।ଆଉ ମୁଖ୍ୟମନ୍ତ୍ରୀ ଙ୍କ କଥା କହିଲେ ସବୁ କଥାରେ କଥାରେ ଚାଲିଛି କାମ କିଛି ନାହିଁ।
@BapunikumarDash
@BapunikumarDash 9 күн бұрын
Right
@sibugaminggameryt709
@sibugaminggameryt709 8 күн бұрын
100% true.ଏ ସମାଜ ଗରିବ ପଡୁଆ ପିଲା ବେକାରୀ.. କଣ କରି ପରିବାର ବଞ୍ଚାଇବ. ସେ ବି ସତ କଥା 🙏🙏ବଡ ବଡ଼ିଆ କେବଳ ଓଡିଶା କୁ ଲୁଟ କଲେ. ଟଙ୍କା ର ଅଭାବ ନାହିଁ
@dusmantabhoi7998
@dusmantabhoi7998 8 күн бұрын
Right. Katha kahile sir
@BubuMohanty-g3k
@BubuMohanty-g3k 9 күн бұрын
You are God sir
@amitavsarangi1883
@amitavsarangi1883 8 күн бұрын
100% ସତ କଥା କହିଲେ.... sir
@arucharanpradhan5502
@arucharanpradhan5502 9 күн бұрын
ଧିକ ଏ ସଂସାର ସବଳର ଯହିଁ ସବୁ କଥାରେ ସୁଯୋଗ -- ଦୁର୍ବଳର ଯହିଁ କପାଳ ଲିଖନ ନିରବ ଲାଞ୍ଛନା ଭୋଗ। ଧନିକ ଭି ଆଇ ପି ମାନଙ୍କର ଲୋଟାଟେ ଚୋରି ଗଲେ ରାଜ୍ୟସାରା ହୋହାଲ୍ଲା ପଡ଼ି ଯାଏ। ପୋଲିସ ବଡ଼ ତତ୍ପର। ନିରିହ ମାନଙ୍କର ଚୋରୀ ପାଇଁ ତତ୍ପର ନୁହନ୍ତି।
@PrasannakumarmansinghPrasanna
@PrasannakumarmansinghPrasanna 8 күн бұрын
ବେମ କେଶ ବାବୁ ପୁରା ଠିକ୍ କହୁଛନ୍ତି👍
@myfoodmytaste1294
@myfoodmytaste1294 9 күн бұрын
100% ri8
@sibarambehera841
@sibarambehera841 8 күн бұрын
ସତ୍ୟ କଥା କହିଲେ ଭାଇ
@Sambit765
@Sambit765 8 күн бұрын
Correct Byomkesh bhai awesome
@Kanu-z9q
@Kanu-z9q 9 күн бұрын
ବଡଘର ଲୋକ ଚୋରି କରନ୍ତି ଛୋଟଘର ଲୋକ ଡ ରିକି ରହନ୍ତି ସତ କହିଲି ନା
@jyotiprakashnayakjyotiprak5086
@jyotiprakashnayakjyotiprak5086 8 күн бұрын
Bhai ta mora pura open ❤
@dharmuTandi-v7z
@dharmuTandi-v7z 8 күн бұрын
Very good sir ପୋଲିସ ବାବୁ ମାନେ ଆଉ କାମ କରୁନାହାନ୍ତି
@Vastu2024
@Vastu2024 9 күн бұрын
Perfectly described by advocate
@bhimasenrana7208
@bhimasenrana7208 8 күн бұрын
ସାର ଆପଣଙ୍କ ମତରେ ଆରାମ, "ହାରାମ" ଅଟେ, ମାତ୍ର ହାରାମ, ହିଁ "ଆରାମ" ଦିଏ, ଜୟ ଜଗନ୍ନାଥ 🙏👍❤️
@SatyaranjanSethy-u3l
@SatyaranjanSethy-u3l 8 күн бұрын
ବୋମକେଶ ସାର 💯💯💯ଆପଣଙ୍କ ସହିତ ଭଗବାନ ଅଛନ୍ତି 🙏🙏🙏
@mamatamohapatra8559
@mamatamohapatra8559 8 күн бұрын
Dhanyabad
@GUNAGUNA-y5k
@GUNAGUNA-y5k 8 күн бұрын
🙏🙏🙏👌👌👌 🙏🙏🙏ଭଲ ଲାଗିଲା
@ramchandraupadhyay3479
@ramchandraupadhyay3479 9 күн бұрын
You are right sir.Bymocasbobu
@niranjanpanda4964
@niranjanpanda4964 8 күн бұрын
CORRECT
@AnjanmajhiAnjanmajhi-ky6rq
@AnjanmajhiAnjanmajhi-ky6rq 9 күн бұрын
You are good sir
@rameshnayak6188
@rameshnayak6188 9 күн бұрын
❤❤❤❤
@jchoudhury274
@jchoudhury274 8 күн бұрын
ପୁରା ସତ କଥା କହି ଛନ୍ତି ସାର୍ ଜୟ ଜଗନ୍ନାଥ
@amareshamohanty69
@amareshamohanty69 9 күн бұрын
ସାଧାରଣ ଲୋକ ଗଣତି ରେ ଆସୁ ନାହାନ୍ତି ।
@SabarAdinarayana
@SabarAdinarayana 8 күн бұрын
Thank you sir rait asar👍👍👍
@bipinbiharinayak5973
@bipinbiharinayak5973 8 күн бұрын
Correct topics
@sukhmankotia9674
@sukhmankotia9674 8 күн бұрын
Very good sir 🙏🙏🙏
@2019TANMAYEETPS
@2019TANMAYEETPS 8 күн бұрын
ଗୋଟେଗୋଟେ କଥା ସତ ସାର
@lipshamishra2778
@lipshamishra2778 8 күн бұрын
Dhanyavaad thank you🙏 Thik katha kahile🙏
@diptimayeenaik7841
@diptimayeenaik7841 8 күн бұрын
Ati sundar katha kahile sir
@managobindamahanta8700
@managobindamahanta8700 8 күн бұрын
Very good analysis to grow Odisha .
@BasantSahu-s9j
@BasantSahu-s9j 8 күн бұрын
Good Topic sir
@ChandrasekharBehera-go9to
@ChandrasekharBehera-go9to 8 күн бұрын
Right 👍 thanks bro
@JayantaDas-f2d
@JayantaDas-f2d 8 күн бұрын
Sir good ansar
@debasishpahadi9439
@debasishpahadi9439 9 күн бұрын
Sri❤sir🎉
@mrutyunjaymahalik3821
@mrutyunjaymahalik3821 6 күн бұрын
ନିରାଟ ସତ୍ୟ କଥା କହିଦେଲେ ସାର୍
@trilochandas1791
@trilochandas1791 6 күн бұрын
Verry nice sir Aapnaku 100 Salam
@santilatapanda1386
@santilatapanda1386 8 күн бұрын
Bomkesh sir apona satya kahu chhanti policemene ragu thibe
@GOPINATHMALLICK-h4y
@GOPINATHMALLICK-h4y 8 күн бұрын
I agree with your statement
@bitusujaybehera2737
@bitusujaybehera2737 9 күн бұрын
ସତ କଥା କହିଲା ଭାଇ ମାଗିଆ ପୋଲିସ କୁ ମାଡ଼ ଦରକାର
@ODIACRIMESTORYOFFICIAL
@ODIACRIMESTORYOFFICIAL 8 күн бұрын
Thik katha kahile 😂😮
@Himanshurout2025
@Himanshurout2025 8 күн бұрын
Right sir 🙏🙏🙏
@ashokkumarsahoo2574
@ashokkumarsahoo2574 8 күн бұрын
ଯିଏ ଚୋରି କରିଚି ଭଲ ଚୋରୋଟେ😂😂😂😂😂
@c.shortsstory7822
@c.shortsstory7822 8 күн бұрын
One of the best person of Odisha ❤
@ChinmayaBai-d2c
@ChinmayaBai-d2c 8 күн бұрын
B k.2 odisa policy Jay hind 🇮🇳
@bhimasenrana7208
@bhimasenrana7208 8 күн бұрын
ଠିକ କଥା କହିଛନ୍ତି ସାର ଆପଣଙ୍କୁ ହୁଦୟ ରୁ ନମସ୍କାର ସମସ୍ତ ଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିୟନ୍ତୁ, ଜୟ ଜଗନ୍ନାଥ
@KunujaniKunujani
@KunujaniKunujani 9 күн бұрын
ଠିକ୍ କହିଲେ ଆଜ୍ଞା,🎉
@JajatiMahala
@JajatiMahala 9 күн бұрын
Right🎉
@SanjayaKumar-i5h
@SanjayaKumar-i5h 8 күн бұрын
U r right sir
@BiranchiPattanayak-b4w
@BiranchiPattanayak-b4w 9 күн бұрын
Right sir
@sibarampanda5962
@sibarampanda5962 9 күн бұрын
Bhai katha no one
@subash8976
@subash8976 8 күн бұрын
Byomekesh babu nku dhanyabd
@Juli-v8e
@Juli-v8e 8 күн бұрын
ବାଂଲାଦେଶ ରୁ ଆସି ସେମାନେବେପାର କରୁଛନ୍ତି ଆମଠୁ ମଧ୍ୟ ଲୁଟୁଛନ୍ତି ଆଗ ସେମାନଙ୍କୁ ତଡ଼ିଦିଆଯାଉ
@sureshmohanty6223
@sureshmohanty6223 8 күн бұрын
Right katha
@shashikantarout490
@shashikantarout490 8 күн бұрын
Right Brother Bhala katha kahile
@Saswata.108
@Saswata.108 9 күн бұрын
Good advocates love 💕 you
@Sureshofficial07
@Sureshofficial07 8 күн бұрын
Jay Jagannath sir
@lakonathnatak1044
@lakonathnatak1044 8 күн бұрын
Thakiye you sar
@debendrasahoo823
@debendrasahoo823 9 күн бұрын
Os 👍
@padminibehera6950
@padminibehera6950 7 күн бұрын
Uchit katha sir... Thanks
@KunujaniKunujani
@KunujaniKunujani 9 күн бұрын
Verry good❤🎉
@mahimadham2314
@mahimadham2314 9 күн бұрын
Good 👍
@SidhuAmit0780
@SidhuAmit0780 8 күн бұрын
Nice sir
@urbashij
@urbashij 8 күн бұрын
Yes right
@saibaba4092
@saibaba4092 8 күн бұрын
👍👍👍👍👍👍
@rameshchandrajena9319
@rameshchandrajena9319 8 күн бұрын
ଆପଣ 100% ଠିକ କଥା କହୁଛନ୍ତି.
@iswarsethi5461
@iswarsethi5461 9 күн бұрын
Absolutely good Sir
@bimanbehura4181
@bimanbehura4181 6 күн бұрын
You are great, Brother.
@sankara6406
@sankara6406 7 күн бұрын
ବ୍ୟେମକେଶ ବାବୁ ଆପଣଙ୍କ କିଛି କଥା ମନକୁ ଛୁଇଁଲା ବାକି କିଛି କଥା ଆପଣ proof କରୁଛନ୍ତି ଯେ ସେ ଚୋର କୁ ଆପଣ ଭଲରେ ଜାଣିଛନ୍ତି ନହେଲେ ସେ intelligent ଚୋର ବୋଲି ଆପଣ କେମିତି ଜାଣିଲେ
@MalatiNayak-b6v
@MalatiNayak-b6v 2 күн бұрын
ଠିକି କହିଛନ୍ତି ଆଜ୍ଞା
@BharatikrushnaRath
@BharatikrushnaRath 8 күн бұрын
ଓକିଲ ହେବ ତ ଏମିତି ହୁଅନ୍ତୁ.
@biswaranjannayak6032
@biswaranjannayak6032 8 күн бұрын
Very nice explain sir
@SankarsanSamal-d4m
@SankarsanSamal-d4m 9 күн бұрын
Jay Jagannath
@sushreesangita1234
@sushreesangita1234 8 күн бұрын
ସତ କଥା ଆପଣ କହିଲେ
@PrasantaKumarpradhan-l4x
@PrasantaKumarpradhan-l4x 8 күн бұрын
Satakatha bhai kahile utaranahi ❤❤❤❤❤❤❤❤❤
@bbsenapati2245
@bbsenapati2245 9 күн бұрын
Bilkul right
@KanyajumariDas
@KanyajumariDas 8 күн бұрын
Right 👍
@amarkumarloveyouall3152
@amarkumarloveyouall3152 8 күн бұрын
Right bhumikesh sir
@sdpfashion4070
@sdpfashion4070 8 күн бұрын
Sir apana bahut bhala loka thanks sir mu apanatu bhala sikshya paili
@puspashreeroutray2658
@puspashreeroutray2658 8 күн бұрын
I agree with you . 100%
@SarojkumarSahu-h7l
@SarojkumarSahu-h7l 7 күн бұрын
Thank you sar good sajesan
@LaxmidharSamal-gt1pg
@LaxmidharSamal-gt1pg 9 күн бұрын
No politics search truth is God 🙏.
Мен атып көрмегенмін ! | Qalam | 5 серия
25:41
The evil clown plays a prank on the angel
00:39
超人夫妇
Рет қаралды 53 МЛН
Каха и дочка
00:28
К-Media
Рет қаралды 3,4 МЛН