Watch The Political Journey of Kantabanji MLA Laxman Bag | EP 17 | Podcast With Laxman Bag

  Рет қаралды 1,299,985

Argus Digital

Argus Digital

Күн бұрын

Пікірлер: 1 600
@UpendraBehera-o1z
@UpendraBehera-o1z 4 ай бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏତେ କଷ୍ଟ କରି ଆପଣ ବିଧାନ ସଭା ଆସିଥିବାରୁ ଧନ୍ୟବାଦ ଜଣାଉଛି । ପ୍ରକୃତ ରେ ଆପଣ ଜଣେ ହିରୋ ।
@SP_ODIYA
@SP_ODIYA 4 ай бұрын
ସତରେ ଲକ୍ଷ୍ମଣ ବ୍ୟାଗ୍ ତୁମେ ଜଣେ stragal ପୁରୁଷ।❤❤❤ ମତେ ବି ସଂଘର୍ଷ କରିବାର ପ୍ରେରଣା ଆଉ ଶକ୍ତି ମିଳିଗଲା। ସଂଘର୍ଷ ର ଅନ୍ୟ ନାମ ସଫଳତା।
@dillipcreations2010
@dillipcreations2010 4 ай бұрын
ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନେ ... ବିରଳ ବ୍ୟକ୍ତିତ୍ବ ଶ୍ରୀ ଯୁକ୍ତ ଲକ୍ଷ୍ମଣ ବାଗ ଙ୍କ ଜୀବନ କାହାଣୀ ... ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ସାଥ ଦିଅନ୍ତୁ ।
@pallimadhuriodiafolksong2771
@pallimadhuriodiafolksong2771 4 ай бұрын
ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ୨୫ ବର୍ଷ ର ମୁଖ୍ୟ ମନ୍ତ୍ରୀ କୁ ହରାଇ ଥିବାରୁ ଧନ୍ୟବାଦ ଜଣାଉଛି।
@SandeepSharma-f4u
@SandeepSharma-f4u 7 күн бұрын
To maa bia re pasigalani ki BJP Banda
@Updated_News_
@Updated_News_ 4 ай бұрын
ବହୁତ ସରଳ ଓ ନିଷ୍କପଟ ମଣିଷ। କଣ୍ଟାବାଞ୍ଜି ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।। 🚩ଜୟ⭕‼️⭕ଜଗନ୍ନାଥ,🚩ଜୟ🏹ଶ୍ରୀ ରାମ।। 🙏🙏🙏
@nirmalkumarbehuria6411
@nirmalkumarbehuria6411 4 ай бұрын
Laxman ବାଗ sir ଆପଣଙ୍କୁ ସତ କୋଟି ନମନ 🙏🏽 ସତରେ ଆପଣ ପୂଜ୍ୟ ପୂଜାର ସରଳ ମଣିଷ ଟିଏ ଜୀବନ ର ମାନେ କଣ ଓ ସଫଳ ତାର ମାପ କାଠି ଆପଣଙ୍କ ଠାରୁ ଶିଖିବ ଏ ସମାଜ 🙏🏽 ଆପଣ ବହୁତ ଆଗ କୁ ଯାନ୍ତୁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ କାମନା 🙏🏽
@bijayanandadas8289
@bijayanandadas8289 4 ай бұрын
ଭଗବାନ ଆପଣଙ୍କ ଚଲାପଥ ରେ ପୁଷ୍ପ ବୃଷ୍ଟି କରନ୍ତୁ, ଆପଣ ଜଣେ ଅନନ୍ୟ ବ୍ୟକ୍ତିତ୍ୱ, ଖୁଵ ଖୁସି ଲାଗିଲା। ନିରପେକ୍ଷ ଭାବେ ଜନସାଧାରଣଙ୍କୁ ସେବା ଦିଅନ୍ତୁ, ଏହାହିଁ ଆମର ଆଶା ଏବଂ ବିଶ୍ୱାସ। ଜୟଶ୍ରୀଜଗନ୍ନାଥ 🙏
@basantabhaibms3913
@basantabhaibms3913 4 ай бұрын
ଏହି କାର୍ଯ୍ୟକ୍ରମ ଟି ବହୁତ ବଢ଼ିଆ ଅନ୍ୟକୁ ପ୍ରେରଣା ଯୋଗାଇବ । ଅଶେଷ ଧନ୍ୟବାଦ
@sanjaykumarswain6265
@sanjaykumarswain6265 4 ай бұрын
କଣ୍ଟାବାଞ୍ଜି ଜନତା ଙ୍କୁ ଅଶେଷ ଧନ୍ୟବାଦ୍ 🙏 ଜୟ ଜଗନ୍ନାଥ 🙏
@InspirationalCircuitBoar-nw4ip
@InspirationalCircuitBoar-nw4ip 4 ай бұрын
ଧନ୍ୟବାଦ ଲକ୍ଷଣ ବାବୁ କଠୋର ପରିଶ୍ରମ କରି ନିଜର ଜୀବନଜୀବିକା,ଆଜି କଣ୍ଟାବାଞୀର ଲୋକପ୍ରିୟ ହୋଇ ଜନତାର ସେଵାଭାଵରେସେଵାଦେଥଗଵା ଭକ୍ତିରେ ରାଜ୍ୟର ଵିଧାନସେଵାର ସଦଶ୍ଯହୋଇଛନ୍ତି। ଜନତାଆଶ୍ରୀଵାଦରେ ଵିଯୟର ଵାନରହିଛି ଜନତାର ସମସ୍ୟା ପୁରଣ କରିସମପଥଚାଳିଥାଉ ଜୟ ଜଗନ୍ନାଥ ଜୟ ଜନତା
@sumantameher4074
@sumantameher4074 4 ай бұрын
ଲକ୍ଷ୍ମଣ ବାଗ ଆଜ୍ଞା ଆପଣ ବହୁତ ବଢିଆ ବ୍ୟକ୍ତି ହୃଦୟ ରୁ ବହୁତ ଭଳ ମୋର ସୋଭାଗ୍ୟ ଯେ ଆପଣ ଙ୍କ ସହିତ ମିଶି ବାର ସୋଭାଗ୍ୟ ପାଇଛି ଆପଣ ଙ୍କର ନିମନ୍ତ୍ରଣ ପାଇ ଆପଣ ଙ୍କର ଗ୍ରାମ ରେ ଆପଣ ଙ୍କ ଦ୍ଵାରା ଆୟୋଜିତ ଶିବ ରାତ୍ରି ପ୍ରୋଗ୍ରାମ ରେ ଦୁଇ ବର୍ଷ ମହା ରାଜ ଭାବରେ ଅଭିନୟ କରି ବାର ସୁଯୋଗ ପାଇଛି ମୋ ସହିତ ଆମର ଅନୁଷ୍ଟାନ ର ସମସ୍ତ କଳା କାର ମାନେ ବି ଯାଇ ଥିଲୁ ସମସ୍ତେ ଆପଣ ଙ୍କର ବ୍ୟବହାର କୁ ସବୁ ବେଲେ ମନେ ପକାନ୍ତି ସାର ଆପଣ ହୃଦୟ ରୁ ଜଣେ ବହୁତ ସୁନ୍ଦର ବ୍ୟକ୍ତି ଆପଣ ଙ୍କର ଜୀବନ ସଂଘର୍ଷ ବିଷୟ ରେ ଶୁଣି ମୁ ମଧ୍ୟ କାନ୍ଦି ପକାଇଲି 🙏🙏
@AkshayKumar-ze8ok
@AkshayKumar-ze8ok 4 ай бұрын
କଷ୍ଟ କଲେ କୃଷ୍ଣ ମିଳେ। ବହୁତ ବହୁତ ଧନ୍ୟବାଦ।ରାଜନୀତିରେ ଢେରେ ଆଗକୁ ଯାଆନ୍ତୁ ।
@sudhansurout451
@sudhansurout451 4 ай бұрын
ଧୈର୍ଯ୍ୟ ଓ ସାହସ ଆପଣଙ୍କୁ ଶିଖରରେ ପହଞ୍ଚାଇ ପାରିଛି ।ଅଶେଷ ଧନ୍ୟବାଦ
@akshayatripathy3703
@akshayatripathy3703 4 ай бұрын
ସତରେ ଇୟେ ଏକ ହୃଦୟ ବିଦାରକ ଦୃଶ୍ୟ।ସତରେ ଭଗବାନ ଅଛନ୍ତି। କିନ୍ତୁ କେବେବି ପୁର୍ବ କଥା ଭୁଲିଜିବେନି। ଧନ୍ୟବାଦ। ଆପଣଙ୍କ ସଂଘର୍ଷ ର କାହାଣି ଜିଏ ଶୁଣିବ ସେ କାନ୍ଦି ପକାଇବ।
@pratyushrath
@pratyushrath 4 ай бұрын
ଆଖି କୁ ଲୁହ ଆସିଗଲା, ପ୍ରକୃତ ସଂଗ୍ରାମୀ... ଲକ୍ଷ୍ମଣ ବାବୁଙ୍କ କାହାଣୀ ଅବ୍ରହମ୍ ଲିଙ୍କନଙ୍କ କାହାଣୀ ପରି ଲାଗିଲା।
@saisankarsahoo8365
@saisankarsahoo8365 4 ай бұрын
ବିଜେଡ଼ି ସରକାର ବହୁତ ଅନ୍ୟାୟ କରିଛି ସେହିତି ପାଇଁ ଏହି ଅବସ୍ତା ଯୁଗ ଯୁଗ ରହିଆସିଛି ଧର୍ମ ଜୟ
@pratapaguruji6311
@pratapaguruji6311 4 ай бұрын
ସତରେ ଜୀବନରେ ଆଗକୁ ବଢ଼ିବାକୁ ହେଲେ ଭଗବାନ ଅନେକ ପରୀକ୍ଷା କରନ୍ତି ଲକ୍ଷ୍ମଣ ବାଗ ଙ୍କ ଠାରୁ ଆମେ କିଛି ଶିଖିବାର ଅଛି ଧର୍ଯ୍ୟ ଏବଂ କଠିନ ପରିଶ୍ରମ ମଣିଷ କୁ ଠିକ୍ ଲକ୍ଷ୍ୟ ପଥରେ ପହଞ୍ଚିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
@GaneswarRout-f9e
@GaneswarRout-f9e 4 ай бұрын
Sharing of ARGUS with Hon"ble M.L.A Sri Laxman Bag brings to light the real successful story .The struggle and. hardworking gave him success ilife..May God bless him and enhance his strength to serve people who contributed for his win. Many many thanks to ARGUS for his endeavour to establish such platform of opinion sharing with actual leader to know about him and realise the result of hardworking service to people . Ganeswar Rout.
@gunanidhinaik3699
@gunanidhinaik3699 4 ай бұрын
କଣ୍ଟାବାଞ୍ଜି ବାସି ଙ୍କୁ କୋଟି କୋଟି ପ୍ରଣାମ।ଏପରି ଏକ ଜୀବନ ସଂଗ୍ରାମରେ ସଙ୍ଘର୍ଷ କରି ରାଜନେତା କୁ ପହଞ୍ଚାଇବା ଦାୟୀତ୍ୱ ନେଇ ଥିବାରୁ।
@nadiabag5524
@nadiabag5524 4 ай бұрын
Dadan sardar e byakti bhai😂😂😂😂
@sidharthapanigrahi2157
@sidharthapanigrahi2157 4 ай бұрын
​@@nadiabag5524 Thik thik
@PR_kumar2
@PR_kumar2 4 ай бұрын
Parisram r a phal mitha
@surajbag5621
@surajbag5621 4 ай бұрын
Tui jai chu k dadan nabin k vote deu thilu boli dadan jau thilu​@@nadiabag5524
@SaraduGoud-e5g
@SaraduGoud-e5g Ай бұрын
😊
@prafulasingh2267
@prafulasingh2267 4 ай бұрын
ଝଡ଼ ପୂର୍ବର ନିରବତା , ଝଡ଼ ପରର ସ୍ତବ୍ଧତା ଲକ୍ଷ୍ମଣ ବାଗ୍ ପ୍ରମାଣିତ କଲେ ସେ ଜଣେ " ଝଡ଼ " ଯାହା ଏକ ବିଶାଳ ବୃକ୍ଷକୁ ଧରାସାଇ କଲେ । ଲକ୍ଷ୍ମଣ ବାଗ୍ ଙ୍କୁ ତତ୍ ସଙ୍ଗେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
@PrafullachDas-n6c
@PrafullachDas-n6c 4 ай бұрын
ଧନ୍ୟବାଦ ଲକ୍ଷ୍ମଣ ଭାଇ , ତୁମ ଯାତ୍ରା ସଫଳ ହେଉ ।
@panchananpradhan729
@panchananpradhan729 4 ай бұрын
ବହୁତ୍ ବହୁତ୍ ଶୁଭେଚ୍ଛା ଓ ଶୁଭକାମନା, ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ
@Babubhaipatra
@Babubhaipatra 4 ай бұрын
ସତ କହୁଛେ ଆଜ୍ଞା... ମୁଇଁ ଯଦି ଫିଲ୍ମ ପ୍ରଯୋଜକ ହେତି ବେଲେ ପହେଲା ଫିଲ୍ମ ଆପଣଙ୍କର କାହାଣୀ କେ ନେଇ କରି କରତି... ବାଗ ନାଇଁ ସେ ବାଘ ଆପଣ... I love you verry much King sir...
@preranashrota8166
@preranashrota8166 4 ай бұрын
Real hero
@RajaPradhan-ey1gu
@RajaPradhan-ey1gu 3 ай бұрын
ହଉ ମୁଁ ତୁମ କୁ ଫିଲ୍ମ ପ୍ରଜାଜକ କରି ଦେବି 🧐🧐 ଆସିକି ଦେଖା କର କଟକ re
@Babubhaipatra
@Babubhaipatra 3 ай бұрын
@@RajaPradhan-ey1gu ଭାଇ ମୋତେ କଣ କରିବ । ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି ରେ ସବୁ copy.....। ସେମାନଙ୍କୁ କୁହ ଏ real story କୁ ନେଇ ଫିଲ୍ମ ବନେଇବେ, ପରେ ମୁ ଯିବି ଯଦି ପୁଣି copy ହେଇଥିବ ବେଲେ ମୁ cut, copy, paste କରିବି....।
@anuradhadey3740
@anuradhadey3740 4 ай бұрын
ଆଖିରେ ଲୁହ ଆସିଗଲା, ଆପଣ ଯେଉଁ ଦଳ ରେ ରୁହନ୍ତୁ ନା କାହିଁକି, ଆପଣ ସମ୍ମାନ ର ହକ୍ଦାର। ତେଲୁଗୁ ଫିଲ୍ମ କୁ କପି କରିବା ଅପେକ୍ଷା ଏଇ ପରି REAL HERO ଙ୍କ STORY କୁ ସାମନା କୁ ଆଣିବା ଦରକାର।
@umakantadas1325
@umakantadas1325 4 ай бұрын
ଜୟ ମାଆ ବିରଜା ଲକ୍ଷ୍ମଣ ବାଗ ଭାଇଙ୍କୁ ସହାୟ ହୁଅନ୍ତୁ ।ସେ ଜନମଙ୍ଗଳ କାର୍ଯ୍ୟରେ ଆଗୁଆ ହୁଅନ୍ତୁ
@amarusatanand2657
@amarusatanand2657 4 ай бұрын
ବହୁତ ସଂଘର୍ଷମୟ ଜୀବନ🙏ରାଜନୀତିରେ ଆପଣଙ୍କୁ ଶୁଭକାମନା ଓ ଶୁଭେଚ୍ଛା 👍🙏
@spokenenglishwithsumatiajo5049
@spokenenglishwithsumatiajo5049 4 ай бұрын
ଗାଈ ଚରାଳି ରୁ ବିଧାୟକ...???!!!really....!!!???ପଶ୍ଚିମ ଓଡ଼ିଶା ର ପୁର ପଲ୍ଲିର ଜଣେ ସାଧାରଣ ମଣିଷ ବିଧାନ ସଭା କୁ ଯାଇ ଛନ୍ତି।ଏହା ଗଣତନ୍ତ୍ର ର ସଫଳତା ଯେଉଁ ଦଳର ହୁଅନ୍ତୁ ନା କାହିଁକି,ସବୁ ବର୍ଗର ଲୋକଙ୍କୁ ବିଧାନ ସଭାରେ ସ୍ଥାନ ମିଳିବା ଉଚିତ୍ ତେବେ ଯାଇ ଗଣତନ୍ତ୍ର ସଫଳ ହୋଇ ପାରିବ।ପୂର୍ବ ତନ ମୁଖ୍ୟ ମନ୍ତ୍ରୀ ମହୋଦୟ ଙ୍କୁ ଜୁହାର୍ କହିବା ଦୃଶ୍ୟ ଟି ବହୁତ୍ ଭଲ ଲାଗିଲା।❤❤❤ଈଶ୍ୱର ଆପଣଙ୍କ ଚଲାପଥ କୁ କୁସୁମିତ କରନ୍ତୁ।
@anvlog1851
@anvlog1851 4 ай бұрын
ଲକ୍ଷମଣ ବାଗ ଆଜ୍ଞା ଙ୍କୁ ଏଥି ପାଇଁ ଜିତା ଯାଇଛି ତାଙ୍କ ପରିଆଉ କେହି ନହେବା ପାଇଁ ନାଇଁତ ନବୀନ ବୁଢା ଜିତିଥିତା । ଲକ୍ଷ୍ଯମଣ ବାଗ ଜିତିଲେ ଇଥନେ ରହେବେ ବଳି
@PruthivirajMajhi
@PruthivirajMajhi 4 ай бұрын
Sabu michha
@anvlog1851
@anvlog1851 4 ай бұрын
ମନ୍ତ୍ରୀ ପଦ ପାଇଁ ଆମର ଅଷାଥିଲା
@RukmanaDas-oz7lw
@RukmanaDas-oz7lw 4 ай бұрын
@@PruthivirajMajhi kana michha ? apana sata kana janichhanti jadi kahibe ki ?
@PruthivirajMajhi
@PruthivirajMajhi 4 ай бұрын
@@RukmanaDas-oz7lw yes
@antaryaminath408
@antaryaminath408 4 ай бұрын
ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣ ଙ୍କୁ ଦୀର୍ଘ ଆୟୁଷ ଦିଅ ନ୍ତୁ ଭଷ୍ଟାଚାରୀ ଡକା ୟତ ନେତା ଓ ଅଫିସର ମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତୁ ପ୍ରକୃତ ରେ ଆପଣ ଓଡିଶା ଇତିହାସ ରେ ଜଣେ ମହାନ ହିରୋ
@kulamanipatra2261
@kulamanipatra2261 4 ай бұрын
🙏🙏🙏🙏sir ଆପଣକୁ ବହୁତ ବହୁତ ଧନ୍ୟବାଦ ଆଉ ଗୋଟେ କଥା ଜାଣିବା କଥା ଯେ...କଷ୍ଟ ର ଫଳ ସବୁ ବେଳେ ଶୁଭ ଫଳ ଦିଅ.. ପରିଶ୍ରମ ର ଫଳ ସବୁ ବେଳେ ମିଠା
@sabyasachi7111
@sabyasachi7111 4 ай бұрын
ନିଶ୍ଚୟ ଆଜିର ପୋଡ଼ କଷ୍ଟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଥିଲା........ ଠିକି ଏଇ ଭଳି କାହାଣୀର ମଣିଷ...... ଧର୍ମଶାଳା ର ସତୀଶ ବିଶ୍ୱାଳ..... ଆପଣଙ୍କ ପୋଡ଼ କଷ୍ଟ ରେ ଆମେ ଥରେ ଦେଖିବାକୁ ଚାହୁଁଛୁ
@jchoudhury274
@jchoudhury274 4 ай бұрын
Laxman bag ଭଳି ମହାନ ବ୍ୟକ୍ତି ଓ଼ିଶାରେ ବିରଳ ଅସଲି ହିରୋ ଭଳି ଜନତା ଙ୍କ ସୁଖ ଦୁଃଖ ରେ ରହି ଥାଆନ୍ତୁ ଜୟ ଜଗନ୍ନାଥ
@hjkvvc
@hjkvvc 4 ай бұрын
Bhai janku cm kara
@dharmupodh6557
@dharmupodh6557 4 ай бұрын
E babu sie dadana samrat bi labour nku mari ba piti ba prathama kama tara
@pashupati55
@pashupati55 Ай бұрын
ଏମିତି ସାଧାରଣ ଲୋକ ଟିଏ election ଜିତି ଗଲେ ସେ ଜନତା ଙ୍କ ମୂଲ୍ୟ ବୁଝେନି କିନ୍ତୁ Sir ଙ୍କ ପରି ଲୋକ ଏତେ struggle ପରେ ଯେତେବେଳେ election ଜିତନ୍ତି ସେ ତାର ମହତ୍ତ୍ଵ ଜାଣି ପାରନ୍ତି ଓ ଜନତା ଙ୍କ ସେବାରେ ନିଜକୁ ଉତ୍ସଗ୍ରିକୃତ କରିଦିଅନ୍ତି।❤❤
@bishnucharansukla9000
@bishnucharansukla9000 4 ай бұрын
ଲକ୍ଷ୍ମଣ ବାଗ ଶକ୍ତି ଭେଦ ହେଲେ ମଧ୍ୟ ଭଲ ହୋଇ ଇନ୍ଦ୍ର ଜିତ୍ କୁ ନିଧନ କରିପାରେ।ଧନ୍ୟ ବାଦ୍।
@RaghuarSinha
@RaghuarSinha 4 ай бұрын
ସଂଘର୍ଷ ମୟ ଜୀବନ ବିତାଇଥିବା ଜଣେ ସଚ୍ଚୋଟ ଓ ଲଢୁଆ ମଣିଷର ବାକ୍ୟ ବାଣୀ ଶୁଣି ଆଶ୍ଚର୍ୟ୍ଯ ଲାଗିଲା । ସେ ଯାହାହେଉ ଲକ୍ଷ୍ମଣ ବାଗ ଆଜି ବିଧାନସଭାକୁ ନିର୍ବାଚିତ ହୋଇ ସାରା ମଣିଷ ଜଗତକୁ ଯେଉଁ ଦିଗଦର୍ଶନ ଦେଲେ ତାହା ବୁଝିବାର ଅଛି । ଧନ୍ୟବାଦ ଶ୍ରୀ ଲକ୍ଷ୍ମଣ ବାଗ ।
@dushasanpradhan7917
@dushasanpradhan7917 4 ай бұрын
ଶ୍ରୀ ଯୁକ୍ତ ଲକ୍ଷ୍ମଣ ବାଗ sir ଆପଣ ସତରେ ଜଣେ ହୃଦୟର ବାସ କରୁଥିବା ବ୍ୟକ୍ତି, ଆପଣ ଭାରି ସରଳ ଆଉ ଆପଣଙ୍କ ଅଂଚଳ ବସି ମଧ୍ୟ ଭାରି ସରଳ ବିଶ୍ୱାସୀ, ସେମାଙ୍କୁ ଆପଣ ଧୋକା ଦେବେନି, ମାନ୍ୟବର ପ୍ରଧାନ ମନ୍ତ୍ରୀ ଆପଣଙ୍କୁ କହିଥିଲି "ସବାସ ମେରା ସେର "ଆଉ ମୋର ଆଶା ଆପଣ ମଧ୍ୟ ଦିନେ ଓଡିଶା ର ମୁଖ୍ୟମନ୍ତ୍ରୀ ହେବେ 😂🇮🇳🇮🇳🇮🇳🙏🙏🙏💕💐💐
@bibhuprasadsahu5205
@bibhuprasadsahu5205 4 ай бұрын
ସ୍ୱାଭିମାନୀ ମଣିଷ ମାନ୍ୟବର ବିଧାୟକ ଲକ୍ଷ୍ମଣ ବାଗ ସାର 🙏
@goformastermind.0002
@goformastermind.0002 4 ай бұрын
ମୁଁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେବୀ argus ଟିଭି କୁ ଏମିତି ଜଣେ ନେତାଙ୍କୁ ଆପଣ ଡାକି ତାଙ୍କର ସଂଘର୍ଷ ପୂର୍ଣ୍ଣ ରାଜନୀତିକ ଜୀବନ ଇତିହାସ କୁ ଲୋକଳଚନ କୁ ଆଣିଥିବ। ପାଇଁ। ଆଗମୀ ରାଜନୀତି ଛାତ୍ର ମାନଙ୍କ ପାଇଁ ଲକ୍ଷ୍ମଣ ବାଗ ଭାଇ ଆଦର୍ଶ।❤
@hemantaroul9419
@hemantaroul9419 Ай бұрын
Actully ଜୀବନ ଟା ଏମିତି ହିଁ ତିଆରି ହୋଇଥାଏ..... 🪷🪷🪷🪷🪷
@chaturbhujabag5095
@chaturbhujabag5095 4 ай бұрын
କଣ୍ଟାବାଞ୍ଜି ଜନ ସାଧାରଣଙ୍କୁ ବହୁତ ବହୁତ ଧନ୍ୟବାଦ୍
@monalisapalei70
@monalisapalei70 4 ай бұрын
Heartiest Gratitude Sir... 🙏 Fr ur Voluminous courage nd Noble nature 🙏Jst grtst salutations 🙏👍 ଆପଣ ଙ୍କ ଭଳି ନେତା ନିଶ୍ଚୟ ଆମର ସୁଖ ଦୁଃଖ ର ସାଥୀ ହୋଇ ପାରିବେ । ଆପଣଙ୍କ ବଡ଼ ପଣ ବଜାୟ ରହିବ ସବୁଦିନ । ଆପଣ ନିଶ୍ଚିତ ଆମର ସମସ୍ୟା ଦୂରୀକରଣ କରିବେ ।। congratulations 👏🎉 fr your victory ✌️🙌 wishes From jajpur Dharmasala...🙏🙏Jay Jagannath...❤
@sairindhrilayak8191
@sairindhrilayak8191 4 ай бұрын
ଅଭାବ ହିଁ ଉଦ୍ଭାବନ ର ଜନନୀ ❤❤
@PusparaniSahoo-jm1tx
@PusparaniSahoo-jm1tx 4 ай бұрын
Very nice topic sir
@anantabag6811
@anantabag6811 4 ай бұрын
Bahut badhia interview... We proud that our mla is laxman Bag sir..
@defenceintel
@defenceintel 4 ай бұрын
BJP ର କିଏ ବିରୋଧୀ ହେଇପାରେ କିମ୍ବା ସମର୍ଥକ ହୋଇପାରେ. କିନ୍ତୁ ଗୋଟିଏ କଥା କହିବି BJP ହେଉଛି ସେହି ଦଳ ଯିଏ ତୃଣମୂଳ ସ୍ତରରେ ଲୋକଙ୍କୁ ରାଜନୀତିରେ ସୁଯୋଗ ଦିଏ. ସେ ପ୍ରତାପ ଷଡ଼ଙ୍ଗୀ ହୁଅନ୍ତୁ କି ମୋହନ ମାଝୀ, ଦ୍ରୌପଦୀ ମୁର୍ମୁ ହୁଅନ୍ତୁ, କିମ୍ୱା ଲଖ୍ମଣ ବାଗ, କିମ୍ବା ନରେନ୍ଦ୍ର ମୋଦୀ. ବିଜେପି EVM ନୁହେଁ ଲୋକଙ୍କ ହୃଦୟକୁ ଅକ୍ତିଆର କରି ଜିତେ. 🙏🏻🙏🏻
@laxmidharamohapatra1491
@laxmidharamohapatra1491 4 ай бұрын
Right
@PremBagh-gq6tu
@PremBagh-gq6tu 4 ай бұрын
Bjp selfish pati
@AsitKumarSa
@AsitKumarSa 4 ай бұрын
Hahaha.....😅😅😅😅
@ksp3490
@ksp3490 4 ай бұрын
BJP 100% ❤❤❤ Love from Heart❤❤❤❤
@bhaktabandhusahu3905
@bhaktabandhusahu3905 4 ай бұрын
Exactly 💯
@uniquesearcher.6150
@uniquesearcher.6150 4 ай бұрын
Heart touching interview... Jai Shree ram... Satya ka hamesa jai hota he..
@bhagirathibarik9956
@bhagirathibarik9956 4 ай бұрын
ଆପଣ ଙ୍କ ଭଳି ଜଣେ ଶଚା ଦେଶ ପ୍ରେମୀ ଲୋକ ପ୍ରେମୀ ସର୍ବୋପରି ଜଣେ ଦଳ ପ୍ରେମୀ ନେତା ଙ୍କୁ ସତ ସତ ନମନ ଯାହାର ଟିକିଏବି କ୍ଷମତା ଲୋଭ କି ଅର୍ଥ ଲୋଭ ନାହି 🙏🙏
@prakashkumarjena4385
@prakashkumarjena4385 4 ай бұрын
Sat sat Naman Apanaku Hurdaya ru fram odisha driver Mahasangha
@tikerambag9866
@tikerambag9866 4 ай бұрын
ଲକ୍ଷ୍ମଣ ବାଗ ବହୁତ ସରଳ ଲୋକ ❤🙏
@gajendranathjena356
@gajendranathjena356 16 күн бұрын
ଧନ୍ୟବାଦ୍ ଲକ୍ଷ୍ମଣବାଗ କଣ୍ଟାବାଞ୍ଜି ବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ଲକ୍ଷ୍ମଣବାଗଭଳି ଦୟାବାନ ବ୍ୟକ୍ତିଙ୍କୁ ସମର୍ଥନ ଜଣାଇଥିବାରୁ ଠିକ୍ ବ୍ୟକ୍ତିଙ୍କୁ ବିଧାୟକ କରି ମହାନ ହୋଇଛନ୍ତି❤😂🎉ଆପଣଙ୍କ ମହତ୍ୱ ଚିନ୍ତାଧାରାଙ୍କୁ ଧନ୍ୟବାଦ😢🎉😂❤
@ourlearning6425
@ourlearning6425 4 ай бұрын
କଣ୍ଟାବାଞ୍ଜି ପ୍ରତି ଅନ୍ୟାୟ କରିବେ ନାହିଁ | ଭଗବାନ୍ ଆପଣଙ୍କ ପାଖରେ ପାଖେ ରହିବେ | ଆପଣ ବିରଳ ଓ ଅନନ୍ୟ |
@subhrachhotaray1512
@subhrachhotaray1512 4 ай бұрын
Such a very very down to earth person... ସ୍ପଷ୍ଟ କଥା ସରଳ ମଣିଷ l ହାରି ହାରି ଜିତିବା ୟାକୁ କୁହାଯାଏ l ପରିଶ୍ରମ ଆଉ ସଚୋଟ ଫଳ l ଏ ପରି ଅନୁଭବୀ ମଣିଷ ରାଜନୀତି କୁ ଆସିଲେ ଦୁଃଖ କଷ୍ଟ କୁ ବହୁତ୍ ନିକଟରୁ ବୁଝିପାରିବେ l best podcast
@ganeswarbehera-fj6yu
@ganeswarbehera-fj6yu 4 ай бұрын
ଧନ୍ୟବାଦ ଭାଇ ଆପଣ ଜଣେ ମହାନ ବ୍ୟକ୍ତି , ଏତେ ଦୁଃଖ କଷ୍ଟ ସହି ଏପରି ସ୍ତାନରେ ପହଞ୍ଚିଲେ । ଭଗବାନ ଆପଣ ଙ୍କୁ ଶକ୍ତି ଦିଅନ୍ତୁ, ଆପଣ ଦୁଃଖିଲୋକର ଦୁଖ ବୁଝନ୍ତୁ। ଭଗବାନ ଆପଣ ଙ୍କ ର ମଙ୍ଗଳ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଭାଇ । ଜୟ ଶ୍ରୀରାମ, ଜୟ ଜଗନ୍ନାଥ ।
@karnapangi141
@karnapangi141 4 ай бұрын
🙏🙏👍👍 ପ୍ରକୁତରେ ସ୍ୱଚ୍ଛ mla laxman Bagh sir.
@AstrologerEr.NiranjanPanda
@AstrologerEr.NiranjanPanda 4 ай бұрын
ବହୁତ ବହୁତ ଧନ୍ୟବାଦ ଲକ୍ଷ୍ମଣ ଭାଇ। ଜଗନ୍ନାଥ ତମର ମଙ୍ଗଳ କରନ୍ତୁ। ଏମିତି ଲୋକଙ୍କ ର ସେବା କରୁଥାଅ। ଦୁଃଖ ପରେ ସୁଖ ଆସେ।ବିଧିର ବିଧାନ।
@hemantamohanty4171
@hemantamohanty4171 4 ай бұрын
ଲକ୍ଷ୍ମଣ ଭାଇ ଜଗନ୍ନାଥ ତୁମ ପରିବାର ଙ୍କର ମଙ୍ଗଳ କରନ୍ତୁ ମୁଁ ମହାପ୍ରଭୁଙ୍କ ଚରଣେ ତଳେ ମଥା ନୂଆ ପ୍ରଣାମ କରୁଛି
@debendranathpal813
@debendranathpal813 4 ай бұрын
ଏମିତି ସରଳ ନିଷ୍କପଟ ବ୍ୟକ୍ତି ଯେବେ ଗଣତନ୍ତ୍ର ର ପୂଜାରୀ ହୋଇ ଯିବେ, ସେ ଦିନ ରାମ ରାଜ୍ୟ ର ଆରମ୍ଭ ନିଶ୍ଚୟ ପୁଣି ହୋଇ ପାରିବ! ଜଗନ୍ନାଥ ଙ୍କ କୃପା ରୁ ଏମିତି ଅନେକ ଲୋକ ଭରି ଯାଆନ୍ତୁ ରାଜନୀତି ରେ ସେ ଯେଉଁ ଦଳ ର ହୁଅନ୍ତୁ। ସାଲୁଟ 🙏
@daityaree5230
@daityaree5230 4 ай бұрын
ଜୁହାର କରୁଛି ସେହି ବ୍ୟକ୍ତିଙ୍କୁ ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହରାଇ ଚମ୍ପିୟାନ ହୋଇ ଅଛନ୍ତି ।
@abinashpradhan5929
@abinashpradhan5929 4 ай бұрын
ସତରେ ଚମତ୍କାର ବ୍ୟକ୍ତିତ୍ଵ ଆପଣଙ୍କର ଲକ୍ଷ୍ମଣ ବାବୁ। କେବଳ ରାଜନୀତି ନୁହେଁ ପୁରା ସମାଜରେ ଆପଣଙ୍କ ଭଳି ବ୍ୟକ୍ତିତ୍ଵ ଅତି ନିଆରା।
@pabitramohannayak1551
@pabitramohannayak1551 4 ай бұрын
Real Hero of the day!May God Bless You with healthy, wealthy and peaceful life!Let you keep up the public welfare work afterwards and get public bless!
@sourabhabisoyi2507
@sourabhabisoyi2507 4 ай бұрын
ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଜଣେ ପ୍ରକୃତ ହିରୋ।
@sabitarani6363
@sabitarani6363 4 ай бұрын
ଧନ୍ୟବାଦ ଲକ୍ଷ୍ମଣ ବାଗ ଆଜ୍ଞା କୁ, ଆପଣଂକ ଉପରେ ଆପଣଂକ ନିର୍ବାଚନ ମଣ୍ଡଳୀ ର ସାଧାରଣ ଜନତା ଅନେକ ଆଶା ରଖିଛନ୍ତି ତାହାକୁ ପୂର୍ଣ୍ଣ କରିବା ପାଇଁ ଅନୁରୋଧ
@tapanojha3982
@tapanojha3982 4 ай бұрын
Bahut ଧନ୍ୟବାଦ୍ ଦେବି ହୃଦୟରୁ ଆପଣଙ୍କୁ,you are great, କିନ୍ତୁ ଆପଣ ଗୋଟେ ଉତ୍ତର ଦିଅନ୍ତୁ,ବିନା ଗଦୀ ରେ ଜନ ସେବା karihabani?
@tofannaik7687
@tofannaik7687 Ай бұрын
ଅଜ୍ଞ୍ୟା ଜୁହାର ଆପଣ ବହୁତ ଭାଗ୍ୟବାନ ଆମର ପଶ୍ଚିମ ଓଡିଶା ର ହିରୋ ଆପଣଙ୍କର କଥା ମନ କେ ଛୁଇଁ ଗଲା ସାର
@laxmankumarnayak3270
@laxmankumarnayak3270 4 ай бұрын
ସବୁ ଅପେକ୍ଷାର ଅନ୍ତ ଘଟିଛି, ଏବେ ସାଧାରଣ ଲୋକ ଅସାଧାରଣ କାମ କରିବାର ବେଳ ଆସିଛି, ଧନ୍ୟ ଆପଣ,ଧନ୍ୟ ଆପଣଂକ ନିଷ୍ଠା 🙏🙏🙏ସାଧୁବାଦ ଭାଇ, ଶୁଭେଚ୍ଛା ଓ ଅଭିନନ୍ଦନ 🪷🎉🎉🎉
@SasankaSekharMisra
@SasankaSekharMisra 3 ай бұрын
What a heart-touching story of MLA of Kantabanjhi(Lakshman Bag) who struggled hard to make a living.My eyes were wet with tears listening to such news.I convey my best wishes to him for long and prospective life.
@bharatchandradas8895
@bharatchandradas8895 4 ай бұрын
ସରଳ ହୃଦୟ ର ମଣିଷ। ଈଶ୍ୱର ଙ୍କ ଆଶିର୍ବାଦ ସର୍ବଦା ଆପଣଙ୍କ ପାଇଁ ରହୁ।
@jaishree1391
@jaishree1391 4 ай бұрын
ଆପଣ ଙ୍କ କଥୋପକଥନ ବହୁତ ଭଲ ଲାଗିଲା, ହୃଦୟ ସ୍ପର୍ଶୀ 💐🙏
@swadhikarbetaj3768
@swadhikarbetaj3768 4 ай бұрын
ଏମାନେ ହିଁ ପ୍ରକୃତ ନେତା। ନେତୃତ୍ବ ନେବାର ଅଛି କ୍ଷମତା।
@Mr.Sourabha
@Mr.Sourabha Ай бұрын
Have a great leader Laxman Bag 🙂
@nutankumar98
@nutankumar98 4 ай бұрын
Sir always be simple like this in future also. Don't change like Arvind Kejriwal.
@manojkumarmohanty1866
@manojkumarmohanty1866 4 ай бұрын
Impossible itself says that I am possible. So that Laxman Bag is not an exception. 💐💐💐
@gayadharsethy4817
@gayadharsethy4817 4 ай бұрын
ଆପଣଙ୍କ ଭଳି ଜଣେ ଜନ ମଙ୍ଗଳକାରୀ ଭାବଧାରା ର ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଅନ୍ତୁ ମା ବିରଜାଙ୍କ ପାଖରେ ଏତିକି ପ୍ରାଥନା 🙏 ଏବଂ ଆପଣଙ୍କ ପରି ଜଣେ ସଚୋଟ ସ୍ପଷ୍ଟ ବାଦୀ ଲୋକ ସବୁ ଜିଲ୍ଲା /ରାଜ୍ୟ /ଦେଶରେ ରହିବା ଦରକାର ଜୟ ମା ବିରଜା 🙏
@nababarika4028
@nababarika4028 4 ай бұрын
Yes,Really Laxman Bag is the great. So salute to people of Kantabanjhi
@susrisrimayeepanda6210
@susrisrimayeepanda6210 4 ай бұрын
ପରିଶ୍ରମ ଓ ଆତ୍ମବିଶ୍ୱାସ ହିଁ ମଣିଷକୁ ଉତ୍ତମ ଫଳ ମିଳେ ❤
@bijaykumarsahoo9553
@bijaykumarsahoo9553 6 күн бұрын
ଆପଣଙ୍କ ପରି personality କୁ ଓ କଣ୍ଟାବାଞ୍ଝି ବାସୀଙ୍କୁ କୋଟି କୋଟି ଧନ୍ଯବାଦ ଭରା Namaskar l🙏🙏🙏🙏🙏❤️❤️❤️❤️❤️❤️❤️❤️🌹🌹🌹🌹🌹🌹🌹🌹🌹🌹🌹
@babunamallick5594
@babunamallick5594 4 ай бұрын
ସାର୍ ମୁଁ ବି ଜଣେ ବିଜେଡ଼ି କର୍ମୀ ଟିଏ, କିନ୍ତୁ ଆପଣଙ୍କ ଦୁଃଖ କାହାଣି ଶୁଣି ମତେ ବୋହୁତ୍ ଦୁଃଖ ଲାଗିଲା, କିନ୍ତୁ ଆପଣ ଏ ନିର୍ବାଚନ ରେ ବିଜୟର ହକ୍ ଦାର ଥିଲେ, ମୋର ବିଶ୍ୱାସ ଆପଣ ଯୋଉ ସ୍ତର ରୁ ଆସି ଏଠି ପହଞ୍ଚି ପାରିଛିନ୍ତି ଆପଣ ନିଶ୍ଚୟ ସେଠାକାର ନିଷ୍ପେଷିତ ଦଳିତ ଓ ଅବହେଳିତ, ବର୍ଗର ଲୋକଙ୍କ ପାଇଁ କାମ କରିବେ
@ganpatieducation7571
@ganpatieducation7571 4 ай бұрын
tq my bro
@Badrinath_807
@Badrinath_807 4 ай бұрын
Tnx bro
@ABOJIO-ot9ny
@ABOJIO-ot9ny 4 ай бұрын
@babunamallick5594 ବର୍ତ୍ତମାନ ମଲିକ୍ ପରିବର୍ତ୍ତନ ହୋଇଯାଇଛି | (ଆଉ ମଳରୁ ଯାତ ମଲିକ୍ କହିଵା ନାହିଁ) 😅😅😅
@sukantjena1984
@sukantjena1984 4 ай бұрын
ଭାଇଙ୍କ ଠାରୁ ଆମ ସମସ୍ତଙ୍କୁ କିଛି ଶିଖିବାର ଅଛି. ଓଡିଶା ରାଜନୀତି ରେ ଅଭୁଲା ସ୍ମୃତି ହୋଇ ରହିବ... ଜୟ ଜଗନ୍ନାଥ
@sankarshanpradhan6339
@sankarshanpradhan6339 4 ай бұрын
ଜୀବନରେ ଦୁଃଖୀ ଜାଣିବ ଦୁଃଖ କଣ 🙏🙏🙏🙏🙏
@jashobantapradhan7888
@jashobantapradhan7888 4 ай бұрын
ଲକ୍ଷ୍ମଣ ମାନେ ହଁ ସେବକ ଭାତୃଗଣ ପ୍ରେମି ଏ ସେବକ ମୋ ପରି ସେବକ
@narayandas369
@narayandas369 4 ай бұрын
ଅର୍ଗୁସ news ଧନ୍ୟବାଦ
@everythingforyou9342
@everythingforyou9342 4 ай бұрын
ରାଜକୀୟ ପରିବାରରୁ ନବୀନ ଆସିଥିଲେ ଦୁଃଖ କେବେ ଜାଣି ନାହାନ୍ତି... ନିଜ ଜୀବନରେ ଦୁଃଖ ଜାଣି ନଥିବା ଲୋକ ଆପଣଙ୍କ ସହ fight କଲା sir... ସେଥିପାଇଁ ଆପଣ ବିଜୟୀ ହେଇଗଲେ 🙏🏻🙏🏻🙏🏻
@sureshchandramohanty5367
@sureshchandramohanty5367 3 ай бұрын
You are a great fighter n hard working person we r proud of you..jai jagannath
@AnilKumar-SM369
@AnilKumar-SM369 4 ай бұрын
ଲକ୍ଷଣ ବାଗଙ୍କ କାହାଣୀ କୁ ନେଇ ଗୋଟେ ଓଡ଼ିଆ ସିନେମା ହେବା ଦରକାର.
@bhaktarampanda304
@bhaktarampanda304 4 ай бұрын
​@user-cf9ju2kr4o pandian and Naveen Patnaik upare film Kariba kata 24 years corruption
@Badrinath_807
@Badrinath_807 4 ай бұрын
Yes
@mynameisnew3783
@mynameisnew3783 4 ай бұрын
Right
@tapanyadav565
@tapanyadav565 4 ай бұрын
Right 👍🏻
@Pankajkumbhar1991
@Pankajkumbhar1991 4 ай бұрын
Yes
@GR-mz9ll
@GR-mz9ll 4 ай бұрын
ଛୁଆ ବେଳେ ବହି ରୁ ପଢ଼ିଥିଲୁ ଯତ୍ନ କଲେ ରତ୍ନ ମିଳେ , ପରିଶ୍ରମ ର ଫଳ ମିଠା ସମୟ ବହୁତ୍ ମୂଲ୍ୟ ବାନ ଏହା ୧୦୦ ରୁ ୧୦୦ ଭାଗ ସତ୍ୟ ଅଟେ ଏହା ମାନେ ରଖିବା ଦରକାର , ଜୟ ଜଗନ୍ନାଥ 🙏🙏
@laxmanmishra9265
@laxmanmishra9265 4 ай бұрын
Laxman Babu nku thakura nka asirbad sabubele thau Jai shree Ram ji
@rukmi1943
@rukmi1943 4 ай бұрын
❤❤❤beautiful interview, ଶୁଣିକି ବହୁତ କାନ୍ଦ ଆସିଗଲା😢..... Laxman sir u r great 🎉🎉🎉🎉🎉... Keep growing🤤
@brajakishorepadhi4022
@brajakishorepadhi4022 4 ай бұрын
ଜୟ ଜଗନ୍ନାଥ। ନବୀନ ପଟ୍ଟନାୟକ ଶତାବ୍ଦୀର ସବୁଠାରୁ କୁକୁର ପରି ହାର। ନଂ-୧ ନବୀନ ର ନବଂର-୧ ହାର।। ଗୁଡବାଏ ନବୀନ ବୁଢା
@deepikaratha2879
@deepikaratha2879 4 ай бұрын
A well deserve candidate for MLA... May God bless u sir...bahut agaku jaun.. Love from bottom of our heart...
@kalpanasahoo2036
@kalpanasahoo2036 4 ай бұрын
ପ୍ରକୁତ ହିରୋ ଲଖମନ ବାଗ. ଧର୍ମର ଜୟ ହେଇଛି. ପ୍ରକୁତ ରେ ଭଗବାନ ଅଛନ୍ତି
@mrajdigital2579
@mrajdigital2579 4 ай бұрын
Jay Jagannath, Jay Sri Krishna, Jay Sri Ram
@bijaykumarmarandi4047
@bijaykumarmarandi4047 4 ай бұрын
Hnn Ayodhya re auu Kedarnath re b Aame Dekhilu❤😂
@biswashreepriyadarsini4259
@biswashreepriyadarsini4259 4 ай бұрын
God bless u sir.....
@banamalipradhan2382
@banamalipradhan2382 4 ай бұрын
ରିଅଲ ହିରୋ, ଧନ୍ୟବାଦ
@rakeshkumarmohapatra4501
@rakeshkumarmohapatra4501 4 ай бұрын
ଓଡିଶା ରେ ଏବେ ଆପଣଙ୍କ show ସବୁଠୁ ଭଲ ଲାଗୁଚି। You are the best...
@AmirKumar88
@AmirKumar88 4 ай бұрын
Satare ye Story suniki mo akhire luha asigala😭🥹
@prasantakumarbehera5096
@prasantakumarbehera5096 4 ай бұрын
Right👍👍👍❤❤❤
@haradhananag2551
@haradhananag2551 4 ай бұрын
Mora madhya
@niranjanmohapatra7219
@niranjanmohapatra7219 4 ай бұрын
ଧନ୍ୟବାଦ ଲକ୍ଷ୍ମଣ ବାଗ, ଆପଣଙ୍କ ଆତ୍ମବିଶ୍ବାସକୁ। ଜୟ ଜଗନ୍ନାଥ।❤❤❤
@Sadboysudhir03
@Sadboysudhir03 4 ай бұрын
ଆଖିରୁ ଲୁହ ଆସିଗଲା 😢😢 ସତରେ ଆପଣ ବହୁତ ଭଲ 🙏🙏🙏
@karunakarmallik2305
@karunakarmallik2305 4 ай бұрын
GOOD.BHAEI
@sridharpatel2459
@sridharpatel2459 4 ай бұрын
ଲଖଣ ବାଘ୍ ମୋର କୋଟି କୋଟି ପ୍ରଣାମ ଧନ୍ୟବାଦ
@brajasundarsahoo9344
@brajasundarsahoo9344 4 ай бұрын
ଆପଣଙ୍କୁ ଶତ ଶତ ଶୁଭେଚ୍ଛା ଓ ପ୍ରଣାମ
@pratima5870
@pratima5870 4 ай бұрын
🙏sir! May God bless you 🙏 ଆପଣଙ୍କ କଥା ଶୁଣି ଲାଗୁଛି ଗଣତନ୍ତ୍ର ଫେରୁଛି।।।।
@sushreeswagatikapalai420
@sushreeswagatikapalai420 2 ай бұрын
ଏହି ସାକ୍ଷାତକାର ଦେଖିଲା ପରେ ଆପଣଂକୁ ମୁଁ ବେକ୍ତିଗତ ଭେଟିବାକୁ ମନରେ ଆଶା ବାନ୍ଧିଛି ସମୟ କୁ ଅପେକ୍ଷା ଜୟ ଶ୍ରୀରାମ ଜୟ ଯାଦବ ଜୟ ମାଧବ 🙏🙏
@purnachandrakhamari8956
@purnachandrakhamari8956 4 ай бұрын
ବାସ୍ତବରେ ଆପଣ hero 🙏🏿🙏🏿
@biswajitrout6996
@biswajitrout6996 4 ай бұрын
U r really grt inspiration
@bipinimallickbipini6793
@bipinimallickbipini6793 4 ай бұрын
ନୀଳବର୍ଣ. ଶୃଗାଳକୁ. ହରେଇଲେ. Laxmana. Baga. ବାବୁ. ପ୍ରକୁତ. ହିରୋ. 🙏🏼❤
@PruthivirajMajhi
@PruthivirajMajhi 4 ай бұрын
Jiye b bjp re thiya heba jitiba kichhi bada katha nuhe nabin harithanta ok
@Kamalraut-c8o
@Kamalraut-c8o 4 ай бұрын
ନା ଏଇଟା ସତ ନୁହଁ bjd and congress ମଧ୍ୟ ରେ ଟକ୍କର ତାଳେ କଣ୍ଟାବାଞ୍ଜି ରେ ଏଥର ପରିବର୍ତ୍ତନ ପାଇଁ bjp କୁ ଭୋଟ ଦେଇଛନ୍ତି ଏବଂ ଜିତାଇଛନ୍ତୀ​@@PruthivirajMajhi
@PruthivirajMajhi
@PruthivirajMajhi 4 ай бұрын
@@Kamalraut-c8o yes
@PruthivirajMajhi
@PruthivirajMajhi 4 ай бұрын
Bjp party re apana v kantabanji re election re candidate heithante apana v election jiti thante
@PruthivirajMajhi
@PruthivirajMajhi 4 ай бұрын
Laxman bag last change next election new candidate bjp party graduate loka heba
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 8 МЛН
快乐总是短暂的!😂 #搞笑夫妻 #爱美食爱生活 #搞笑达人
00:14
朱大帅and依美姐
Рет қаралды 10 МЛН
Haunted House 😰😨 LeoNata family #shorts
00:37
LeoNata Family
Рет қаралды 16 МЛН
Happy birthday to you by Secret Vlog
00:12
Secret Vlog
Рет қаралды 6 МЛН
Nabin Nka charcha With Ex-MP Rabi Narayan Pani
1:00:23
Nirbhay
Рет қаралды 48 М.
Public Talks in Urdu by Dr Zakir Naik & Shaikh Fariq Zakir Naik
3:05:51
Dr Zakir Naik
Рет қаралды 612 М.
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 8 МЛН