ମୃତ୍ୟୁ ପରେ ରହିବନି ଜମିପଟ୍ଟାର ସମସ୍ୟା... କୋର୍ଟରେ ଆବେଦନ ନକଲେ ବି ଉତ୍ତରାଧିକାରୀଙ୍କର ହୋଇଯିବେ...

  Рет қаралды 550,988

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 424
@hrudayasahusahu3219
@hrudayasahusahu3219 6 ай бұрын
ମୁଖ୍ୟ ମନ୍ତ୍ରୀ କ୍ନୁ ବହୁତ ଧନ୍ୟ ବାଦ ଦେବେ ଓଡିଶା ବାସି ଏହି ନିୟମ ଯଦି ଅତି ଶୀଘ୍ର ଲାଗୁ କରାଯାଏ ସବୁ ଲୋକ ଭୁଲି ପାରିବେନି କୋଟି ପ୍ରଣାମ କରୁଛୁ କି ଶୀଘ୍ର ସେ ଶୀଘ୍ର ଲାଗୁ କରାଯାଉ ଜୟ ଜଗର୍ଣ୍ଣାଥ 🙏🙏🙏🙏
@basantasinghmajhi209
@basantasinghmajhi209 6 ай бұрын
ତମେ କେନେ ଅଛ ହୋଭାଇ ଏ ସରକାର ର ଭୋଟର୍ ଇସ୍ତାହାର ତୋ ଥିଲା କି ୩୦୦ ଇଉନିତ୍ ଫ୍ରୀ ,ମୁଣ୍ଡି ଧାନ ମୂଲ୍ୟ ୩୧୦୦ , ଭତା ୩୦୦୦ ,ଆଉ ମଦମୁକ୍ଟ୍ଟି ଓଡ଼ିଶା, ନ କଲେ ଆଉ ଇଟା କରିବେ ତୁମ ବିଶ୍ୱାସ ଛି,,,
@basudevmallick598
@basudevmallick598 5 ай бұрын
​@@basantasinghmajhi209300 unit free nuhe solar lgeile solare miliba 300 unit
@tapangamer2013
@tapangamer2013 4 ай бұрын
Ok ❤❤❤❤
@akhilasahu4386
@akhilasahu4386 5 ай бұрын
ବହୁତ ବହୁତ ଧନ୍ୟବାଦ ସାର ମାନେ 🙏🙏🙏
@dillipbhoi758
@dillipbhoi758 6 ай бұрын
ସରକାର ସରଳ କଲେ ତହସିଲଦାର ମାନେ ଲୋକ ମାନଙ୍କୁ ହଇରାଣ କରୁଛନ୍ତି।
@NrusinghaCharanRatha
@NrusinghaCharanRatha 5 ай бұрын
@@dillipbhoi758 ହଇରାଣ ନକଲେ ଶଳେ ହାତଗୁଞ୍ଜା ବଟି କେମିତି ପାଇବେ ?
@sanjayapaikaraya1524
@sanjayapaikaraya1524 6 ай бұрын
ସ୍ୱଗତ ଯୋଗ୍ୟ
@biswaranjanrout2696
@biswaranjanrout2696 2 ай бұрын
କହିବା ଟା ବଡ କଥା ନୁହେଁ କରିକି ଦେଖେଇଲେ ବିଶ୍ୱାସ କରିବୁ କାରଣ ତମେ କହିବା ଶିଖିଛ କରିବା ଆମେ ଦେଖିନୁ
@bhagabansahu3420
@bhagabansahu3420 6 ай бұрын
ଖୋଜି ଖୋଜି ଏ ଭଳି ଲୋକ ମାନଙ୍କ ଅସୁବିଧା ବାହର କରି ସମାଧାନ କଲେ ଲୋକମାନଙ୍କ ପ୍ରିୟ ଭାଜନ ହେବେ
@dayanidhidas331
@dayanidhidas331 6 ай бұрын
ବହୁତ ଭଲ ମହତ ଚିନ୍ତା ଧାରା ସାର୍।
@rohitfficial3414
@rohitfficial3414 6 ай бұрын
ବହୁତ ବଢିଆ କରୁଛ ମତେ ପସନ୍ ଲାଗଲା
@NareshkumarMajhi-pv9um
@NareshkumarMajhi-pv9um 5 ай бұрын
😮😢
@shesabandhurajhansa8071
@shesabandhurajhansa8071 6 ай бұрын
ବହୁତ ଭଲ ବିଷୟ.. ମନ କୁ ପାଇଲା
@ମନୋଜବେହେରା-ବ5ଦ
@ମନୋଜବେହେରା-ବ5ଦ 3 ай бұрын
❤❤❤❤ଲଭ❤❤❤ମୋହନ❤❤❤ମାହାନ
@NrusinghaCharanRatha
@NrusinghaCharanRatha 6 ай бұрын
ବହୁତ ସୁନ୍ଦର ଓ ଉପକାରୀ ଧାରଣା । ଅଫିସର ଚାହିଁଲେ ଅଟୋମେଟିକ ମ୍ୟୁଟେସନ କଷ୍ଟକର ହେଲେ ବି ସମ୍ଭବପର ହୋଇପାରିବ। ଅଫିସର ମାନଙ୍କର ଦକ୍ଷତା ଓ ନିଷ୍ଠା ଉପରେ ଏହା ନିର୍ଭରଶୀଳ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@mrritesh6150
@mrritesh6150 6 ай бұрын
Amiti Hele sarbasadhara Loka khusihebe ambhemane Sri jaganathnk pakhare karuchu Subaru odishagadhiha tank you a amemae🎉
@ChintamaniKumbhar-p1p
@ChintamaniKumbhar-p1p 6 ай бұрын
ଯଦି ଦୁଇ ଟା କିମ୍ଵା ତିନ ଟା ଭାଇ ଥିବେ ଆଉ ବଡ ପୁଅ ନାଁରେ ପଟା ହୋଇଗଲା ସେ ପୁରା ବାକି ଭାଇ କୁ ନାଟ କରିବ, ଏବେ ତ ଧାନ କାର୍ଡ, ଫସଲ ବୀମା କେ ସବୁ ମୋର କହି ଆଗରୁ କରି ଦେଉଛନ୍ତି, ବାକି ଭାଇ ଗଲେ 🙏
@biranchinarayanbehera3614
@biranchinarayanbehera3614 6 ай бұрын
Seita kemti heichi complain kara Tara patta cancel heijiba
@krushnamohantripathy3785
@krushnamohantripathy3785 6 ай бұрын
Right ​@@biranchinarayanbehera3614
@NilambarGouda-w2e
@NilambarGouda-w2e Ай бұрын
❤❤❤❤❤
@bhaktimarga853
@bhaktimarga853 6 ай бұрын
ଆପଣ ଠିକ କହିଛନ୍ତି . ଉତ୍ତରା ଅଧିକାରୀ ମାନଙ୍କ ନାମରେ ପଟ୍ଟା ଦିଅ.
@basantasinghmajhi209
@basantasinghmajhi209 6 ай бұрын
Bañda ଦେବା
@madanmohansuna635
@madanmohansuna635 6 ай бұрын
ସାର୍ ଆପଣ ଆଗ ଘର ବାରି ଡିହ ପଟ୍ଟା ଆଗ ଦିଅନ୍ତୁ ତାପରେ ଘର କଥା ଚିନ୍ତା କରିବେ ଲୋକ ଙ୍କ ପାଖରେ ଡିହ ପଟ୍ଟା ନାହିଁ ଘର କୋଉଠି କରିବେ
@laxmanDas-ty5gk
@laxmanDas-ty5gk 3 ай бұрын
Good good like
@raghunathswain7478
@raghunathswain7478 2 ай бұрын
Very good👍😊
@kesharisanta4266
@kesharisanta4266 Ай бұрын
ଅତିସୁନ୍ଦର ପଦକ୍ଷେପ sir ❤️🙏🙏
@naraharipanigrahi6582
@naraharipanigrahi6582 6 ай бұрын
Very good steps.🎉
@GunasagarGyan
@GunasagarGyan Ай бұрын
ଆପଣ ଙ୍କର ଅଟୋ ମ୍ୟୁଟେସନ୍ ବିଚାର ଟା ବହୁତ ବଢ଼ିଆ ପଦକ୍ଷେପ ! ଆପଣଙ୍କର ବିଚାରକୁ ସତ ଧନ୍ୟବାଦ !
@barshasahu9421
@barshasahu9421 6 ай бұрын
ମୋହନ ସରକାରଙ୍କର ଏଇ ବିଷୟ ଟି ସମସ୍ତଙ୍କ ଉପକାର ହେବ ।
@Parthimapanda
@Parthimapanda 6 ай бұрын
ଅନେକ ଲୋକଙ୍କର ପୈତୃକ ସମ୍ପତ୍ତି ଥାଇ ମଧ୍ୟ ତାଙ୍କର କୌଣସି ଆସ୍ତ୍ତିତ୍ତ୍ୱ ନଥାଏ ଏହାର କାରଣ ପକ୍ଷପାତ ଏହାର ସମାଧାନ ହେଲେ କିଛିଟା ଲୋକେ ତ ନ୍ୟାୟ ପାଇପାରିବେ। ଜୟ ଜଗନ୍ନାଥ
@sapnasahu3866
@sapnasahu3866 5 ай бұрын
Dil k touch kala 🎉🎉🎉🎉
@susilkhadia7236
@susilkhadia7236 20 күн бұрын
ବହୁତ ଭଲ👍
@Parthimapanda
@Parthimapanda 6 ай бұрын
ଯେଉଁ ବ୍ୟକ୍ତିଙ୍କ ନା ରେ ଯେତିକି ଘର ଓ ଜମି ରହିବା ଦରକାର ସେହି ପରିମାଣ ରେ ଜମି ଭାଗ ମଧ୍ୟ ହେବା ଦରକାର। କାହିଁକି ନା ବଡ଼ ଭାଇ ଭାଗ ବେଶୀ ଉ ସନ କମ Ect ନ ହେଲେ ପ୍ରତ୍ୟେକଟି ପରିବାର ରେ ସମାନ ଭାବରେ ଭାଇ ଭଉଣୀଙ୍କୁ ଭାଗ ମିଳିଲେ ଭଲ ହେବ
@RAMCHANDRAACHARYA-gr6nx
@RAMCHANDRAACHARYA-gr6nx 4 ай бұрын
Bahut sunder padakhyepa
@chhabindrapradhan7555
@chhabindrapradhan7555 6 ай бұрын
ଏଇ ସବୁ ସମସ୍ୟା ର ସମାଧାନ ହେଲେ ଲୋକ ମାନେ ନିଶ୍ଚିନ୍ତ ଉନ୍ନତି ହେବେ।
@SudhakantaBehera-zv9uk
@SudhakantaBehera-zv9uk 6 ай бұрын
୧୯୮୦/୯୦ ପୂର୍ବ ରୁ ଦଲିଲ୍ ମାଧ୍ୟମରେ କିଣା ବିକା ହୋଇ ଥିବା ଜମି ର ପଟା କାହା ନାମରେ ହେବ ? ସେସବୁ ପଟା କିଣି ଥିବା ଲୋକ ନମରେ ସରକାର କେବେ କରି ଵେ ? ବିକି ଥିବା ଲୋକମାନଙ୍କ ନାତି ମାନେ ଜମି ଛଡାଇ ନେବାକୁ ଧମକ ଦେଲେଣି , ଏଥି ପାଇଁ ସଂପୃକ୍ତ ବିଭାଗ ଦାୟୀ
@harashh4770
@harashh4770 6 ай бұрын
Think katha
@chandan6149
@chandan6149 6 ай бұрын
Kete kinicha 😅😅😅😅
@manojgiri1199
@manojgiri1199 6 ай бұрын
ଆମର ବରଗଡ ଜିଲ୍ଲାବାସୀ ବାରମ୍ବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଆସୁଥିଲେ ମଧ୍ଯ ମାରୱାଡି ମାନଙ୍କ ସମ୍ମିଳିତ ଉଦ୍ୟମରେ ହାଇକୋର୍ଟ ର ଦ୍ବାରସ୍ଥ ହୋଇ stay order ଆଣୁଛନ୍ତି ଏବଂ ଲେଙ୍ଗୁ ମିଶ୍ର ଛକ ଠାରୁ ନୃଆଁ ବ୍ରିଜ ପର୍ଯ୍ୟନ୍ତ ଜବର ଦଖଲ କରି ଆସୁଛନ୍ତି
@HasatramHota
@HasatramHota 5 ай бұрын
Best step.
@niharranjanmohanty3378
@niharranjanmohanty3378 6 ай бұрын
ବହୁତ ବଢିଆ ନିଷ୍ପତ୍ତି
@RameshHasnda-cf2dw
@RameshHasnda-cf2dw 6 ай бұрын
Super Mohan Majhi CM 🎉🎉🎉🎉❤❤❤
@UdenathBudhia-dt2ti
@UdenathBudhia-dt2ti 5 ай бұрын
କୃଷି ଜମିରେ ଯେତେ ଖତ ସାର ଦେଇ ଧାନ ଚାଷ କଲେ ମଧ୍ୟ ଜମି ରେ ଗୋଟିଏ ଜଙ୍ଗଲୀ ଧାନ ବି ହୋଇ ଥାଏ ତାହା ଶସ୍ୟ ଅମଳ ହେଲା ବେଳକୁ ଜଙ୍ଗଲୀ ଧାନ ସବୁ ଝଡି ଯାଇ ଥାଏ ଅସଲି ଧାନକୁ ଖତ ସାର ଖାଇ ନଷ୍ଟ କରି ଦେଇ ଥାଏ ସେହି ପରିମଣିଷ ସମାଜ ରେ ମଧ୍ୟ ଏପରି ମଣିଷ ଅଛନ୍ତି ଆମ ଦେସ ର ଧନ କୁ ସଦ ବିନି ଯୋଗ ରେ ଲଗା ଉ ନାହାନ୍ତି ସେପରି ଲଲୋକଙ୍କୁ ଚି଼ହ୍ନଟ କରି ଅପ ଖର୍ଚ କାରି ମାନଙ୍କୁ ସୁଯୋଗ ରୁ ବଞ୍ଚିତ କରା ଯାଉ ସେ ମାନଙ୍କୁ ସେ ମାନଂକର କର୍ମ ଫଳ ଭୋଗି ବାକୁ ଦିଆଯାଉ
@santoshswain3113
@santoshswain3113 6 ай бұрын
Thanks Mohan Sarkar
@ramaojha1074
@ramaojha1074 6 ай бұрын
ସ୍ଵାଗତ ଯୋଗ୍ୟ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରି କରିବାପାଇଁ ଅନୁରୋଧ
@dillippradhan3536
@dillippradhan3536 5 ай бұрын
very good sir
@MamamanjariDas
@MamamanjariDas Ай бұрын
ଭଲ❤❤❤❤❤
@rajatkumarmishra5912
@rajatkumarmishra5912 4 ай бұрын
Jay cm mohan jee, Jay Suresh jee.
@chhabindrapradhan7555
@chhabindrapradhan7555 6 ай бұрын
ବର୍ଷ ବର୍ଷ ଧରି ତହସିଲ ରେ ଯେତେ କର୍ମଚାରୀ ବେକାର ଦରମା ନେଉଛନ୍ତି।କିଛି କାମ ହେଉନି।
@ManojSeth-f5j
@ManojSeth-f5j 6 ай бұрын
ଯାହା diglar କରି ଥିଲେ ତାହା ପୂରଣ କରନ୍ତୁ ବିଜୁଳି ବିଲ ମାଗଣା ସୁଭଦ୍ରା ଯୋଜନା 50 ହଜାର ଟଙ୍କା ଆଉ ଭତ୍ତା 3000 ଏବଂ ଚାଷୀ ଧାନ ରେଟ୍ 3100 ଫାଷ୍ଟ ok କର ତାପରେ ଦେଖିବା
@durgaprasadbag4752
@durgaprasadbag4752 5 ай бұрын
Good 👍
@biswambardas2575
@biswambardas2575 6 ай бұрын
Very Good 👍🏻👍🏻
@lokanathdas5246
@lokanathdas5246 6 ай бұрын
ବହୁତ ଭଲ
@kartikeswarmishra9660
@kartikeswarmishra9660 6 ай бұрын
Good system . Congratulations to new govt .
@Laxminarayan-Youtube
@Laxminarayan-Youtube 5 ай бұрын
Nice step
@santoshkumarmishra2620
@santoshkumarmishra2620 5 ай бұрын
ଆଧାର କାର୍ଡରେ ପିତା ନାମ ଥିବା ଦରକାର. ଏହାଦ୍ବାରା ପୁଅ ବା ନାତି ନାମରେ ପଟ୍ଟା ସୁବିଧାରେ ହୋଇପାରିବ.
@amiyachoudhury9452
@amiyachoudhury9452 6 ай бұрын
Sundara prayasa
@kailashpanda8001
@kailashpanda8001 5 ай бұрын
Suresh pujahari 💕👌🙏
@SanjaybabuSiba
@SanjaybabuSiba 3 ай бұрын
Right sare
@NiranjanMati
@NiranjanMati 6 ай бұрын
Good very good sir
@punamswain2347
@punamswain2347 4 ай бұрын
Bahut bhala katha 👍
@dillipkumarnayak9798
@dillipkumarnayak9798 5 ай бұрын
Excellent terms and conditions
@Jayasanta-m7s
@Jayasanta-m7s 6 ай бұрын
ସାର ପ୍ରଧାନମନ୍ତ୍ରୀ ଆବାସଯୋଜନା ଘର ଗୁଡିକକୁ ଗ୍ରାମାଞ୍ଚଳରେ ବି 200000. ଲକ୍ଷ ଟଙ୍କା କରନ୍ତୁ, ସିମେଣ୍ଟ, ରୋଡ, ଏ ମେଟେରିଆଲ ସହରରୁ କିଣି ଆଣିବାକୁ ବହୁତ ଟଙ୍କା ଖର୍ଚ୍ଚ ହୋଇଯାଉଛି, ଏଥିପାଇଁ ଘର ଗୁଡିକ କଂପ୍ଲେଟ ହୋଇପାରୁନି.
@Ash-wx7hj
@Ash-wx7hj 6 ай бұрын
Sir apnaku bahut dhanabbad 🎉🙏
@srisidharthdas5259
@srisidharthdas5259 6 ай бұрын
Thanks cm Mr mohan sir🙏
@babunielectrician7292
@babunielectrician7292 3 ай бұрын
Bahuta bhala katha
@banamalibhue4612
@banamalibhue4612 6 ай бұрын
Ati sundar
@krishnanaik2453
@krishnanaik2453 6 ай бұрын
ଏହା ହେଲେ ଅନେକ ଲୋକ ଲାଭ ପାଇ ବାରମ୍ବାର କୋର୍ଟ ତହସିଲ ଦୋଉଡ଼ିବାରୁ ମୁକ୍ତି ପାଇବେ ।good step by BJP govt
@ashokjena3128
@ashokjena3128 Ай бұрын
ଧନ୍ୟବାଦ୍ ଜଣାଉଛୁ
@binayminz1588
@binayminz1588 5 ай бұрын
Good CM 👍
@SushantaDas-p5w
@SushantaDas-p5w 3 ай бұрын
Good CM of Odisha
@RameshchandraGahir-o1w
@RameshchandraGahir-o1w 6 ай бұрын
Thank you sir ❤❤❤
@sridharapradhan2758
@sridharapradhan2758 9 күн бұрын
Very strong stapes bahut bahutt dhanyabadh mohan babu.
@namitamandal7225
@namitamandal7225 6 ай бұрын
ଜମି ର ଅସୁବିଧା କୁ ସମାଧାନ କଲେ ଆପଣ ହିଁ ହେବେ ଓଡ଼ିଶା ର ଅସଲ ମୁଖ୍ୟ ମନ୍ତ୍ରୀ
@KhageswarNaik-b9o
@KhageswarNaik-b9o 6 ай бұрын
Good mahan sarkar 🎉🎉🙏🙏
@basantaswain3674
@basantaswain3674 6 ай бұрын
Right 👍
@arabindabiswal7609
@arabindabiswal7609 5 ай бұрын
ଭାଗଚାଷୀ ପାଇଁ ଭଳ ସୁବିଧା କରାଯାଉ❤
@m.ranjan7320
@m.ranjan7320 6 ай бұрын
ଜୟ ଜଗନ୍ନାଥ 🙏🙏🚩🚩 ତଦନ୍ତ କରି କେବଳ ଓଡ଼ିଶାର ବାସିନ୍ଦା ଲୋକଙ୍କୁ ହିଁ ପଟ୍ଟା ପ୍ରଦାନ କରାଯାଉ । ଓଡ଼ିଶାରେ ଜମିଜମା ପାଇଁ ଲୋକ ବହୁତ ହଇରାଣ ହେଉଛନ୍ତି। କାହାର ପଟ୍ଟା ଜମି ମଧ୍ୟ ହଡ଼ପ କାହାର ପଟ୍ଟା ଥାଇ ମଧ୍ୟ ଜମି ରେ କିଛି କରିପାରୁନି ଏମିତି ବହୁତ ସମସ୍ୟା ଅଛି। ସରକାର ତଦନ୍ତ କରିଲେ ସବୁ ଠିକ୍ ହେଇଯିବ।
@basantasinghmajhi209
@basantasinghmajhi209 6 ай бұрын
ଇଟା ଖିଲି ଫେସବୁକରେ ଆମେ ଲେଖୁଛେ ସରକାର ଜନୁଛେକେ ବେକାର ସବୁ ଭାଇ,,,,
@hemantapande8773
@hemantapande8773 6 ай бұрын
Ryt.
@dabajanidash8857
@dabajanidash8857 6 ай бұрын
Super idea.
@Basant889
@Basant889 6 ай бұрын
Very well mahon sir
@UpendraDas-n4n
@UpendraDas-n4n 6 ай бұрын
ପ୍ରତ୍ୟେକ ଅକେସନ ଠିକ୍ କାର୍ଯ୍ୟ କରାଯିବା ଦରକାର୍ ଆପଣଙ୍କୁ ଅଭିନନ୍ଦନ
@santilatamohapatra9204
@santilatamohapatra9204 6 ай бұрын
Thankyou mohan sir
@kailashbalabantroy4551
@kailashbalabantroy4551 6 ай бұрын
ଦୀର୍ଘ ଦିନ ତଳେ ଜମି ପାସବୁକ୍ ଦିଆଜଆଇଥିଲା ଯେଉ ଥିରେ ଜମି ମାଲିକ ସହିତ ଉତରାଧିକରିଙ୍କ୍ ନାମ ରେକର୍ଡ କରାଯାଇଥିଲା ତାହାକୁ କାର୍ଯ୍ୟ କାରି କରାଗଲେ ମ୍ଵୁତସନ୍ ପାଇଁ ତହସିଲଦାର୍ଙ୍କ ପାଖକୁ ଯିବକୁ ପଡିବ ନାହିଁ
@MohanBehra-zm7hq
@MohanBehra-zm7hq 11 күн бұрын
Very good step Jagannath 🎉
@ksahani232
@ksahani232 6 ай бұрын
Kapilsahani amveryhappy
@JhariaSahu
@JhariaSahu 6 ай бұрын
I love mahan sir
@mayadharsahoo1385
@mayadharsahoo1385 8 күн бұрын
Very very good discussion
@banamalibehera6715
@banamalibehera6715 Ай бұрын
Thank you sir, for your decision regarding the matter.🙏
@rojalinpanda7761
@rojalinpanda7761 6 ай бұрын
Thank you sir bless you
@ChandrasenHantal
@ChandrasenHantal 4 ай бұрын
Good ❤❤❤
@sonubehera170
@sonubehera170 6 ай бұрын
Yes yes good
@pradeepmanhira8641
@pradeepmanhira8641 6 ай бұрын
Ek number
@KailashNaik-r1z
@KailashNaik-r1z 4 ай бұрын
Very good decision sir
@Raseswari12377
@Raseswari12377 5 ай бұрын
ଆମର ବି ଜେଜେବାପା ଙ୍କ ନାମରେ ଜାଗା ଅଛି..ବାପା,ଦାଦା ଚାଲିଗଲେଣି ।କିନ୍ତୁ ଆମ ନାଁ ରେ ହୋଇପାରୁନି..ଆମ ବାପାଙ୍କର ୪ ପୁଅ,ଦାଦାଙ୍କର ୨ ପୁଅ ଭିତରେ ସବୁବେଳେ ଝଗଡ଼ା ହଉଛି (ଏ ସମସ୍ୟା ଶୀଘ୍ର ଦୂର ହେଇଯାଉ)🙏🙏🙏
@ManasSrichandan-y9g
@ManasSrichandan-y9g 6 ай бұрын
Ram rajya sir Odisha CM.....
@KarunaKar-i5p
@KarunaKar-i5p 6 ай бұрын
Right sir
@tapankumarjena5703
@tapankumarjena5703 6 ай бұрын
Thank you 🙏🙏
@nilanchalanag3628
@nilanchalanag3628 6 ай бұрын
Good step mohan sir
@lilianaik5756
@lilianaik5756 6 ай бұрын
ହଁ ହେଉଛି ପରା ରଙ୍ଗ ବଦଳ ଆଉ ନାମ ବଦଳାଇବା ହେଇ ନ ଥିଲା ହେଉଛି 😫
@panchananmohanty5119
@panchananmohanty5119 6 ай бұрын
ଭୁବନେଶ୍ୱର ରେ ଆଗ ଭଙ୍ଗା ଯାଉ, ,ନିଜେ ରହୁଛନ୍ତି ଆଉ ଭଡ଼ା ବି ଲଗାଉଛନ୍ତି,
@କାହ୍ନୁଚରଣବିନ୍ଧାଣୀ
@କାହ୍ନୁଚରଣବିନ୍ଧାଣୀ 4 ай бұрын
ମାନନୀୟହେ ରାଜସ୍ବ ମନ୍ତିରୀ ମୋଜନମ ଖବର ବହୁତ ଜରୁରୀ ବଯସ ହେଲାଣୀ 72ବରଷ ମରିମାରୀ ଯିବି ଏବେ ରହିଛିଡର =1 କହିଦେଲେ କୁଳକୁ ଲାଜହେ ନକହିଲେ କୁଳ ଭାସିଯାଉଛି ଜୋର୍ ତମପାଖେ କହିପାରୁନି ଖବର ମୁଖ୍ଯମନ୍ତ୍ରୀଙ୍କ ରହିଛି ଯାହାନମ୍ବର =2 ଶୁଣାଣି ବା କେବେ ପାଇବି ଖବର ନବୀନ ଶାସନର ରହିଛିଡର🎉🎉🎉🎉🎉🎉🎉🎉🎉🎉🎉🎉🎉🎉 ଶହଶହ ଆବେଦନ ଯେତେ ମୋର ଶଂଖଗିଳି ପଙ୍କେ କରିଛି ଘର =3 ଭୁଲିନାହି ପୁରୁଣାକଥା ଶରମାବାବୁଙ୍କ ଆଦର ତ୍ରିପାଠୀବାବୁ ଦେଲେ ନମ୍ବର ତିନିମାସପାଇଲି ବିଜେପି ପୁସ୍ତକର ତାପରେ କିଏକଲାକି ଅନାଦର =4 ତତାପି ଗୋପନେ କଲିପ୍ରଚାର ମୋଶତୃଅର୍ଣ୍ଣେ ଥିଲାଯା'ର ଆଦର ଜିତାପଟଦେଖି କହନ୍ତି ବିଜେପିର ଚିରଞ୍ଜିବୀ ହେଉ ମୋଦୀସରକାର =5 ଯୁଦ୍ଧ ଚାଲିଛି ବିଦେଶୀପ୍ରବଳ ହିନ୍ଦୁଅସୁରକ୍ଷିତ, ଲକ୍ଷଲକ୍ଷ ଜମିରେଘର ତଥାପି ଗୋପନେ କରନ୍ତି ପ୍ରଚାର ଯେଉଁଠି ପାରୁଛ ହିନ୍ଦୁଙ୍କୁହିଁ ମାର =6 ❤❤❤❤❤❤❤❤❤😂😂❤ 🎉🎉🎉🎉🎉🎉🎉🎉🎉🎉🎉🎉
@soubhagyasahoo3218
@soubhagyasahoo3218 6 ай бұрын
Wah beautiful, nispati world famous bichar
@PradeepSahu-x1j
@PradeepSahu-x1j 6 ай бұрын
Mohan Majhi veri good
@rabichandrapal632
@rabichandrapal632 4 ай бұрын
ଯେଉଁଠି ଆଇନ ଗତ ସମସ୍ୟା ଥାଏ ସେଇଠି... ଏମିତିକା ବାଲିଗୁଡା ତହସିଲ ରେ ବହୁତ ପଟ୍ଟା ଜମି ଜବରଦସ୍ତ ଦଖଲ କରି ମାଫିଆ ନିଜ ନାମରେ କରିନେଇଛନ୍ତି ସେଇଠି ସରକାର କଣ କରିବେ
@krushnachandrabehera1039
@krushnachandrabehera1039 6 ай бұрын
ମୋର ବାପା ବିୟୋଗ ହୋଇଯାଇଛି କିନ୍ତୁ ଆମେ ଚାରିଭାଇ ଗୋଟେ ଭଉଣୀ ଦୁଇ ଜଣଙ୍କ ନାମରେ ଜମି ପଟ୍ଟା ଅଛି ଆଉ ତିନି ଜଣ ନାମରେ ନାହଁ ଏ କିପରି ହେଲା ଦୟାକରି ଯାଂଚ କରାଯିବା ଉଚିତ
@chandrapanda7222
@chandrapanda7222 6 ай бұрын
ସରକାର ନିଜେ Objectionable ଜମି ରେ ଘର କରି ଥିଲେ, ତାହା କଣ ହେବ?
@AshisRoutMilu-q7c
@AshisRoutMilu-q7c 2 ай бұрын
Sir banki post office 754008 garib lok ,o murkha lok ku bahuta hairan.karuchanti post office staf Mane amane thiki bhabe o time re Kam karunahanti
@HariHansdah-m8i
@HariHansdah-m8i 6 ай бұрын
Bholo lagila
@sumbitmajhi780
@sumbitmajhi780 6 ай бұрын
Right decision sir
@AJAYAKUMARNayak-xx5kv
@AJAYAKUMARNayak-xx5kv 2 ай бұрын
Variy good dress on
@HiramanihansdaHira
@HiramanihansdaHira 2 ай бұрын
Very good disesan
@LaxmiDhar-fi5ok
@LaxmiDhar-fi5ok 6 ай бұрын
ଲୋକ ଅଧିକ ଜମୀ ରଖି କିଛି ଚାଷ କରୁ ନାହାଁନ୍ତି ସେ ମାନଙ୍କ ଠାରୁ ମୋଟା ଅଙ୍କରେ ଟିକସ ଆଦାୟ କରନ୍ତୁ ସାପ ମରିବ ନାହିଁ ବାଡି ଭାଙ୍ଗିବ ନାହିଁ
So Cute 🥰 who is better?
00:15
dednahype
Рет қаралды 19 МЛН
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН