`ପୁଅ ଅଲଗା ହେଉଛି, ବାପା-ମା’ ଓପାସରେ ରହୁଛନ୍ତି’ || Migrant Workers' Ration Cards || Sidhant Mohapatra |OR

  Рет қаралды 421,213

Odisha Reporter

Odisha Reporter

Күн бұрын

Пікірлер: 278
@nityanandasahoo4719
@nityanandasahoo4719 3 ай бұрын
ସମ୍ପୂର୍ଣ୍ଣ ସତ୍ୟ ତଥ୍ୟ । ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣ ଅଭିନେତା ହୋଇ ଓଡ଼ିଶା ବାସୀଙ୍କ ପ୍ରିୟ କେବଳ ନୁହଁ ନେତା ହୋଇଲି ମଧ୍ୟ ଓଡ଼ିଶା ବାସି ପ୍ରିୟ । ବହୁତ୍ ବହୁତ୍ ଧନ୍ୟବାଦ୍ ।
@Jotrimay
@Jotrimay 3 ай бұрын
ଠିକି କଥା ସିଦ୍ଧାନ୍ତ ସାର 🙏🙏ଡିଲ୍ଲର ମାନେ ବହୁତ ହଇରାଣ କରୁଛନ୍ତି 🙏
@surendrarana1932
@surendrarana1932 3 ай бұрын
@@Jotrimay ତୁମେ ମାନେ ସରଳ ,ସାଧୁ ଲୋକ ପ୍ରକୃତ କଥା କୁ ତୁମେ ବୁଝିବା ସମ୍ଭବ ନୁହେଁ ଯାହାକୁ ତୁମେ ଭଲ କହୁଛ ସେ କେତେ ଖରାପ ଆଉ ଯାହାକୁ ତୁମେ ଖରାପ କହୁଛ ସେ କେତେ ଭଲ ତୁମେ ବୁଝି ପାରିବ ନି
@NatureTour8716
@NatureTour8716 3 ай бұрын
ସଂପୂର୍ଣ୍ଣ ସତ୍ୟ କଥା,ଏହା ପ୍ରତି ଧ୍ୟାନ ଦିଆଯାଉ ।
@himanchalkumar5087
@himanchalkumar5087 3 ай бұрын
ଧନ୍ୟବାଦ୍ ମହାପାତ୍ର ସାର୍..🙏🙏 ଆପଣଙ୍କ ଅଭିଯୋଗ ଆମ ପାଇଁ ଏକ ଉତ୍ତମ ପୂର୍ଣ୍ଣ
@dilipharichandan4042
@dilipharichandan4042 3 ай бұрын
ଓଡିଶା ରେ ଗୋଟେ ବ୍ଲିକକରେ 10ରୁ 15ବର୍ଷ supply inspector ବଦଳି ନ ହୋଇ ଗରିବ ଙ୍କ ରାସନ ଖାଉଛନ୍ତି
@surendrarana1932
@surendrarana1932 3 ай бұрын
@@dilipharichandan4042 ତୁମେ ଯାହା ଦେଖୁଛ ତାହା କହୁଛ ଭାଇ ,କିନ୍ତୁ ପ୍ରକୃତ କଥା ତୁମେ ବୁଝି ପାରିବ ନି
@pradiptabarik6939
@pradiptabarik6939 3 ай бұрын
Right 👍
@kabiprasadrana5985
@kabiprasadrana5985 3 ай бұрын
ଅତି ସୁନ୍ଦର୍ ମତା ମତ
@PrasantaMalick-tl7xb
@PrasantaMalick-tl7xb 3 ай бұрын
ଆମକୁ ନୁଆ ରାସନ୍ କାର୍ଡ ଦିଅନ୍ତୁ ଆମେ ଯୋଗ୍ୟ ହିତାଧିକାରୀ ଆମକୁ ନୁଆ ଘର 🏠 ଦିଅନ୍ତୁ ମୁଁ ପ୍ରଶାନ୍ତ
@odishastylecooking3949
@odishastylecooking3949 3 ай бұрын
Bhai apna nku nihati miliba bhai tike time lagiba new govt tike time dia aau govt support kara bjd time re bahut ghotala heichi bhai
@chesta197
@chesta197 3 ай бұрын
Kn pain ae toka ku dekh laguchi gariba ki kodhia loka guda hata goda achi kama kar odisha ku loan re budeidebe aji Sarkar post baharuni Sabu ta free debe Maharastra banglore thu shikha ​@@odishastylecooking3949
@sanjayakumar8110
@sanjayakumar8110 3 ай бұрын
Ground zero ru katha te kahile sir❤️❤️❤️
@alekhakandi1517
@alekhakandi1517 3 ай бұрын
ଧନ୍ୟବାଦ୍ ସାର୍ 🙏।
@RakeshRanabijuli
@RakeshRanabijuli 3 ай бұрын
ସଠିକ ଯୋଗ୍ୟ ହିତାଧିକାରୀ ଙ୍କୁ ଚୟନ କରାଯାଉ ଆମ ପଂଚାୟତରେ ବି ମହାଘୋଟଲା
@prakashkumarjena.babusan.n3760
@prakashkumarjena.babusan.n3760 3 ай бұрын
ସାର ଆପଣ ପୁରା ଠିକ କହିଛନ୍ତି 👍👍
@AlokMishra-w3e
@AlokMishra-w3e 3 ай бұрын
50% ରୁ 78% ଥିବା ଭିନ୍ନକ୍ଷମ । 60 ବର୍ଷ ବୟସ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି । ବିଧବା । ଏମାନେ ଯେଉଁସବୁ ରହିଲେ ସମସ୍ତଙ୍କ ଭତା 3000 ଟଙ୍କା କରାଯାଉ। ଜୟଯେଉଁସବୁ ଜଗନ୍ନାଥ । ❤ ଜୟ ଓଡ଼ିଶା ସରକାର ❤
@satyanandanayak4533
@satyanandanayak4533 3 ай бұрын
Thik kahichanti
@prasantadashpupu7853
@prasantadashpupu7853 3 ай бұрын
ଜଣେ ୪୦% ଭିନ୍ନକ୍ଷମ ଜଣେ 60 ବର୍ଷ ର ବୃଦ୍ଧଙ୍କ ସାଙ୍ଗରେ ସମାନ ।
@ଅଭୟ
@ଅଭୟ 3 ай бұрын
ଯୋଗାଣ ମନ୍ତ୍ରୀ ହିଁ ଦାୟୀ ସେ ନିଜ ବିଭାଗ କୁ ସମ୍ଭାଳି ପାରୁ ନାହାଁନ୍ତି ଆମ ଗାଁ ରେ ଧନୀ ବ୍ୟକ୍ତି ମାନେ ଅଧିକ ପାଇଛନ୍ତି ସେ ମାନଙ୍କ card କଟିବ କି ନାହିଁ
@melisha4236
@melisha4236 3 ай бұрын
Bjd dayi
@tapaskumarjena906
@tapaskumarjena906 3 ай бұрын
Ea dum thick katha kahi chanti sir apnku koto koti dhanya bad
@prafulladash6726
@prafulladash6726 3 ай бұрын
Bahut Bahut DhanyaBad Sidhant Babu.Eita Lokank Swara.Agei Jaantu.Ashirbad Rahiba
@hariharmeher9670
@hariharmeher9670 3 ай бұрын
Thanks sir to report really ground reports.... love you....
@BabbyMajhi-g4p
@BabbyMajhi-g4p 20 күн бұрын
🙏👌 ❤
@amitbindhaniamitbindhani5332
@amitbindhaniamitbindhani5332 3 ай бұрын
R8 kotha kohichanti sir
@PJMusiclove
@PJMusiclove 3 ай бұрын
U are absolutely right ❤❤❤❤
@anitabhoi326
@anitabhoi326 3 ай бұрын
Thank you bhai
@sushantapradhan5248
@sushantapradhan5248 3 ай бұрын
You are great sidhanta Bhai
@SarojNag-oi4fr
@SarojNag-oi4fr Ай бұрын
Sarojnag 👌👍🙏🙏
@pramodsahu4459
@pramodsahu4459 3 ай бұрын
କଥା ରେ କହିଲେ ହେବ ନାହିଁ, କାମ ଦରକାର
@Isoolated_Irl
@Isoolated_Irl 3 ай бұрын
Are kahile sina hba na kahile kemiti
@dillipmental4915
@dillipmental4915 3 ай бұрын
Munna Sir is great Hero and He is Golden man 😊
@NamitaSamal-t1o
@NamitaSamal-t1o 3 ай бұрын
ମୋ ବାପା ମା ଙ୍କର 2 ପୁଅ ସେମାନେ ଅଲଗା ହେଇ ରହୁଛନ୍ତି,
@DebiGoud440V
@DebiGoud440V 3 ай бұрын
ରିୟଲ ହିରୋ ସାର
@34-subhamswagatika51
@34-subhamswagatika51 3 ай бұрын
Thik katha 😊
@nimaindas9233
@nimaindas9233 3 ай бұрын
Thank you ସିଦ୍ଧାର୍ଥ ଭାଇ
@rajendrabarik4690
@rajendrabarik4690 3 ай бұрын
Very nice sandahant sir
@bishnupatra5332
@bishnupatra5332 3 ай бұрын
Sir great
@saisankarsahoo8365
@saisankarsahoo8365 3 ай бұрын
Right
@HrishikeshJena
@HrishikeshJena 3 ай бұрын
Bjd ଟାଇମ୍ ଚିଟଫଣ୍ଡ ଠକେଇ ସାମିଲ୍ ଥିଲେ ଟଙ୍କା ପ୍ରଦାନ କରିଦିଅ
@bhabanemallick1801
@bhabanemallick1801 3 ай бұрын
Wright. Wright. Bilkul. Genuine. Katha. Kahile
@ajitofficialstudy
@ajitofficialstudy 3 ай бұрын
Correct
@ArdashBhoi
@ArdashBhoi Ай бұрын
ଆମରି ରାଜନ୍ କାଡ଼ ଆମ ମାଆଙ୍କ ନାମରେ ଅଛି ଆମେ ତିନିଭାଇ ଓ ତାଙ୍କ ପତ୍ନୀ ଦୁଇ ଜଣ ଆମ ପୁଅର ନାମ ଅଛି ଆମେ ଅଲଗା ଅଲଗା କରିବାକୁ ଅନୁରୋଧ
@Nimain-y8d
@Nimain-y8d 3 ай бұрын
Right sir❤
@krushnasameli
@krushnasameli Ай бұрын
ଏ ଠିକ୍ କଥା ମହାପାତ୍ର ସାର୍ ❤❤❤❤❤ ବୁଝନ୍ତି ଏ ପରି କାମ,,
@banajanayak7269
@banajanayak7269 3 ай бұрын
Thanku sir ...thik kahichhanti
@subashpaikraypaikray6733
@subashpaikraypaikray6733 3 ай бұрын
ଆମ ପ୍ରୀୟ ବିଧାୟକ ଯଥାର୍ଥ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ।
@ulcomputer505
@ulcomputer505 3 ай бұрын
right
@sambhubehera5607
@sambhubehera5607 3 ай бұрын
ପୁଅ ଅଲଗା ଯଦି ହଉଛି ତାହେଲେ ତାର କଟାଯାଉ କାହିଁକି ନାଁ ସେ ଅଲଗା ରହିବାକୁ ଇଛା ଅଛି ତାର କମାଣୀ ଅଧିକ କରିବ ସେଥିପାଇଁ ତାର କଟାଯାଉ ବାପା ମା ଅଲଗା ରହିଲେ କେମିତି ବଞ୍ଚିବେ
@pabitragochhayat7076
@pabitragochhayat7076 3 ай бұрын
Sidhanta sir ❤❤❤❤❤❤
@user-kn9gf6sv8u
@user-kn9gf6sv8u 3 ай бұрын
❤❤❤❤❤❤
@desiboyvideo1593
@desiboyvideo1593 3 ай бұрын
ଯଉ ବ୍ୟକ୍ତି ବିକୃତ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ପାଗଳ ସାଜି ଆଧାର କାର୍ଡ କରି ନାହାନ୍ତି....ସେମାନେ ତ e kyc ରେ କୋଟିଯିବେ... ତାଙ୍କୁ କଣ ଭୋକ ହେବ ନାହିଁ l ଖାଲି କାର୍ଡ ରେ ନା କାଟି ଦେଲେ ହବ ନାଇଁ ତାଙ୍କ ପ୍ରତି ବିଚାର କରିବା ଆବଶ୍ୟକ... ଏ ବିଷୟରେ ଆଲୋଚନା କରିବା ପାଇଁ ସମସ୍ତ ରାଜନେତା ମାନଙ୍କୁ ଅନୁରୋଧ 🙏🙏🙏
@GoraPujari-fd2no
@GoraPujari-fd2no 3 ай бұрын
You.are.right
@NamitaSamal-t1o
@NamitaSamal-t1o 3 ай бұрын
ଧନାବାଦ 🎉
@PrasantakuRout
@PrasantakuRout 3 ай бұрын
ଠିକ୍ କହିଲ ସିଦ୍ଧାନ୍ତ ଭାଇ
@champeswarmahadev2141
@champeswarmahadev2141 3 ай бұрын
Thank you Vaee
@MukeshKumarSahu-gw4sq
@MukeshKumarSahu-gw4sq 3 ай бұрын
ସିଦ୍ଧାନ୍ତ sir ଙ୍କୁ ମନ୍ତ୍ରୀ ପଦ ମିଳିବା ଉଚିତ୍
@JitendraMalik-cl1cd
@JitendraMalik-cl1cd 3 ай бұрын
Really sidhant sir u great
@deepakkumarsethy5362
@deepakkumarsethy5362 3 ай бұрын
Right bhai
@Odia798
@Odia798 3 ай бұрын
Right question by sidharth sir
@shibaprasadsahu4181
@shibaprasadsahu4181 3 ай бұрын
Thanks u sir, right information presented
@DeepakKumarMangal
@DeepakKumarMangal 3 ай бұрын
ବୋପା ମା ଯୋଉ ପୁଅ ବୋହ କୁ ଯୋଉ ଭିନେ କରୀକି ରାସନ୍ ଦେଉନାହାନ୍ତି କି ନୂଆ ଫ୍ୟାମିଲ ପାଇ କାର୍ଡ ଦେଉନାହାନ୍ତି
@kaniska1991
@kaniska1991 3 ай бұрын
R8 sr
@NiranjanSethi-e3i
@NiranjanSethi-e3i 3 ай бұрын
ସିଦ୍ଧାନ୍ତ ମହାପାତ୍ର ବିଧାୟକ ଯାହାକହିଲେ ଠିକି କଥା
@surendraadityavlogs
@surendraadityavlogs 3 ай бұрын
ସାର୍ ମୋ ତେ ୮ ବର୍ଷ ହେଲା ରାସନ କାଡ ଦୌନାହାତୀ
@happymylove5296
@happymylove5296 3 ай бұрын
Good
@bikramkesharibehera3080
@bikramkesharibehera3080 3 ай бұрын
Right Katha
@Vibek5678
@Vibek5678 3 ай бұрын
ଏଠି ତ ମଲା ଲୋକ ର ରାସନ୍ ମିଳୁଛି ପୁଣି ଚାକିରି କରିଥିବା ଲୋକ ବି ରାସନ୍ ପାଉଛନ୍ତି । ଯାହାର ବହୁତ ବିଲ ଅଛି ସେମାନେ ବି ପାଉଛନ୍ତି
@PrashanaBarik-sv1vp
@PrashanaBarik-sv1vp 3 ай бұрын
Thik katha
@santutechvlogs8554
@santutechvlogs8554 3 ай бұрын
Great ❤
@ArunnaikArunnaik-s4b
@ArunnaikArunnaik-s4b 2 ай бұрын
ସିଦ୍ଧାନ୍ତ ସାର ଯାହା କହୁଛନ୍ତି ଏକଦମ ସତକଥା ।
@dhaneswarsamal7258
@dhaneswarsamal7258 3 ай бұрын
Sabash dear shidhyat sir ❤ u
@hariharrout3091
@hariharrout3091 3 ай бұрын
Very good sir
@SantoshPatra-yc9vq
@SantoshPatra-yc9vq 3 ай бұрын
Nirat satya
@sumantapanigrahi7407
@sumantapanigrahi7407 Ай бұрын
ଆମେ ରାସନ୍ କାର୍ଡ apply କରି ରହିଛୁ ତ block ଧାଇଁ ଯୋତାଛିଡୀ ଗଲାଣି ହେଲେବି ରାସନ୍ କାର୍ଡ ପାଉନାହିଁ କି ସୁଭଦ୍ରା ଯୋଜନା ମିଳିନାହିଁ ତେଣୁ ମିଡ଼ିଆ ଭାଇମାନେ ଆମକଥାଦୟାକରି ସରକାରଙ୍କୁ ଜଣାଇବେ
@mr.rakesh6006
@mr.rakesh6006 3 ай бұрын
Siddhant mohapatra should be minister
@healtydiatary6588
@healtydiatary6588 3 ай бұрын
Sir trust
@ganeshchoudhury768
@ganeshchoudhury768 3 ай бұрын
Purusa commission gathana koriba pain kotha pakantu bidhan savare
@Govinda431
@Govinda431 3 ай бұрын
Real dhanyabad
@rajendradas9538
@rajendradas9538 3 ай бұрын
ଅଧିକାଂଶ ଘର ବୁ ଲି ଦେଖନ୍ତୁ ଜମି ନେଲାପରେ ବି ବାପା ମା କୁ ପଚାରୁ ନାହାଁନ୍ତି
@JagyasiniHans
@JagyasiniHans 3 ай бұрын
ସାର ଆପଣ ପୁରା ଠିକ କହିଛନ୍ତି 🙏💐
@musicvlogswithjmguddu2946
@musicvlogswithjmguddu2946 3 ай бұрын
Perfect ❤❤
@GhenuBurudi
@GhenuBurudi Ай бұрын
ସବୁ ସତ
@KrupasindhuBehera-bp6qv
@KrupasindhuBehera-bp6qv 3 ай бұрын
Bahut sundar Katha Sidhanta sir
@SATA421
@SATA421 3 ай бұрын
This is the correct thing
@AnilKumarAnil-sl1ll
@AnilKumarAnil-sl1ll 3 ай бұрын
ସତ କଥା କହିଛନ୍ତି ସିଦ୍ଧାନ୍ତ Sir
@BarsaMallik-yz1qq
@BarsaMallik-yz1qq 27 күн бұрын
Bhala Hiba sir
@dambarudharsisa8708
@dambarudharsisa8708 3 ай бұрын
Rasancard ଆଡ଼ କରିବାକୁ କଇଲେ ବ୍ଲକ ର ସପ୍ଲାଏ ମାନେ ୱେବ୍ waveside କୋଲୁନି କୋଉଛନ୍ତି ଏଣ୍ଡ କିଛି 1000ଟଅଙ୍କା ପଡିବ ବୋଲି ମାଗୁ ଛନ୍ତି
@UdenathBudhia-dt2ti
@UdenathBudhia-dt2ti 2 ай бұрын
ଶାସକ ଓ ବିରୋଧି ଜୋ ସରକାର ହେଲେ ବି ରହିବେ ଦୁହେଁ ଓତ:ପ୍ରତୋ :ଭାବରେ ଜଡିତ ଜନତା ବିଧାୟକ ମାନଙ୍କୁ ପଠାଉଛନ୍ତି ନିଜ ଅଂଚଳର ବିକାଶ ପାଇଁ ତେଣୁ ଉଭୟେ ମିଲି ମିଶି ଦେଶ ର ବିକାଶ କରି ବା ଉଚିତ ଆସନ ସୁବୁ ଦିନ ଜଣେ ଲୋକ ର ଠିକା ନୁହେଁ ସମୟ ର ଭାଗ୍ୟ ଚକ୍ର କାହାକୁ ସାର ଦେଉଛି
@manojbarik304
@manojbarik304 3 ай бұрын
Right
@subashpaikraypaikray6733
@subashpaikraypaikray6733 3 ай бұрын
ବର୍ଷକୁବର୍ଷ ଶହ ଶହ କ୍ଵିଣ୍ଟାଲ ଧାନ ପ୍ରତିବର୍ଷ ମଣ୍ଡି ରେ ବିକ୍ରି କରୁଥିବା ଚାଷୀ କେଉଁ ଦୃଷ୍ଟିରେ ଗରିବ? ଏମିତି ହଜାର ହଜାର ଚାଷୀଙ୍କୁ ରାସନକାର୍ଡ ଦିଆଯାଇଛି
@cutyrani9334
@cutyrani9334 3 ай бұрын
Thank you Munna Bhai ❤
@pcworld8639
@pcworld8639 3 ай бұрын
My elder bro your opinion really awesome lage raho munaa bhai
@vasundharaofficial
@vasundharaofficial 3 ай бұрын
100% right kohuchanthi raction card olaga korantu bahut name add korantu card olaga korantu same time ( bjd vote pai korithiba card nku & jananku 2 ghora melichi sabu cut korantu
@SantoshSantoshsethi-h2g
@SantoshSantoshsethi-h2g 2 ай бұрын
ଠିକି,କଇଚ,ସାର
@Mytuition123
@Mytuition123 3 ай бұрын
ଗୋଟିଏ ପରିବାର ପାଇଁ ଗୋଟିଏ ହିଁ କାର୍ଡ ହେବା ଦରକାର, ନ ହେଲେ ଗୋଟିଏ ପଟ୍ଟା ରେ ଗୋଟିଏ କାର୍ଡ ହେଵା ଦରକାର।
@Sekhapatra
@Sekhapatra Ай бұрын
Thank you sir
@pyaripariaaru6839
@pyaripariaaru6839 3 ай бұрын
Tnq sidhant sir
@MonalishLakra
@MonalishLakra 3 ай бұрын
Right katha bhai
@ghasiramsing4216
@ghasiramsing4216 3 ай бұрын
Corect 💯 right 👍 ilove ❤ . sidhanta p...
@rabinarayansahoo7909
@rabinarayansahoo7909 3 ай бұрын
You are great sidhanta mahapatra you are great ❤❤❤
@ashokkumarmuduli5659
@ashokkumarmuduli5659 3 ай бұрын
Thank you so much sir
@nepalbarik9203
@nepalbarik9203 3 ай бұрын
ସିନ୍ଧାାନ୍ତ ସାର ଠିକ୍ ବିଷୟ ଇପସ୍ଥାପନା କରିବା ବାସ୍ତବ କଥା କହିଛନ୍ତି। ସରକାର ପ୍ରତ୍ୟକ ବ୍ଲକ, ପନଚାୟତ ର ଲୋକଙ୍କ କଡା, କିଏ ରହୁଛି କିଏ ନ ଥାଇ ଚାଉଳ ନେଉଛି, କେତେଦିନରୁ ନଥିବା ଲୋକଙ୍କ ରେସନ ଯୋଗାଣ ସହାୟକ ଜାଲିଆତି ରେ ରେସନ ଉଠାଉଛନ୍ତି ତାହା ମଧ୍ୟ ତଦନ୍ତ ହୋଇ ଦୋଷିକୁ ଦଣ୍ଡ ଦେଲେ ସରକାରଙ୍କ କ୍ଷତି ହେବ ନାହିଁ । ଆଉ ମଧ୍ଯ ଭତ୍ତା ଗୋଟିଏ ପରିବାରର କେତେ ଜଣପାଊଛନ୍ତି, କେତେ ଜମି ଅଛି, ସେ ପରିବାରରେ ଚାକିରି , ବେପାରି ଘରର ପୁଅ କେତେ। ଯଦି ଗୋଟାଏ ଜମି ଅଛି। ସରକାରୀ ସୁବିଧା ପାଇବକୁ ଅଲଗା ହୋଇ ରେସନ ଅଲଗା ହୋଇଛନ୍ତି, ସେ ପରିବାରରେ ୨/୩ ଜଣ ଭତ୍ତା ପାଊଛନ୍ତି । ତାହେଲେ ଚ ଚାକିରି କଲାପରି ବସି ଖାଇବେ। ଏମିତି ଲୋକ ଅଛନ୍ତି, ସରକାରି ସୁବିଧା ପାଇଁ ଅଲଗା ରହୁଛନ୍ତି। ସରକାର ନିର୍ଦେଶ ଦିଅନ୍ତୁ ଗୋଟିଏ ପୁଅ ଜଦି ଜମି କି ସମ୍ପତ୍ତି ଅଛି ସିଏତ ଏକା ଖାଇବ ତେଣୁ ବାପା ମା ଭଉଣୀ ଙ୍କ ଦାଇତ୍ୱ ନେବାକୁ ସେ ବାଧ୍ଯ ଅଟେ। ସେଠାରେ ୩୦୦୦ଭତ୍ତା କେବଲ ଜଣକୁ ଦିଆଯାଉ। ଯଦି ଜମି ହୀନ ଯଦି ପୁଅ ନାହାଁନ୍ତି ତାହେଲେ ଅନ୍ତୋଦୟ ରେସନ ଦିଆଯାଉ। ବିଧବା ହେଲେ କଣ ସେ ଗରିବ? ଯଦି ବିଧବା ର ଜମି ନାହିଁ କି ପୁଅ ନାହିଁ ତେବେ ଅନ୍ତୋଦୟ ଦିଆଯାଉ। ଟଙ୍କା ଖାଇ ନେତାମାନେ ଜମିଥିବା ବିଧବାମାନଙ୍କୁ ଅନ୍ତୋଦେଉ ଛନ୍ତି। ଜମିମାଲିକ ମାନେ ଜମିରୁ ଲକ୍ଷ ଲକ୍ଷ ଟଙ୍କା ପାଉଛନ୍ତି ଓ ଏପଟେ ଅନ୍ତୋଦୟ ରେସନ ପାଇ ବସି ଖାଇ ଗାଁରେ ବାହାସ୍ପୋଟ ମାରୁଛନ୍ତି। ଚାକିରିଆର ବାପା ପୁଅଠାରୁ ଅଲଗା ରହି ରେସନ ସହିତ ଭତ୍ତା ନେଉଛି। ସରକାର ନିର୍ଦେଶ ଦିଅନ୍ତୁ ଯଦି ପ୍ରମାଣିତ ହୁଏ ତା ପୁଅର ଦରମା କଟିବ। ଏବେ ତ ଡିଜିଟାଲ ଯୁଗ , କିଏ ଚାକିରି କରୁଛି କାହା ବାପା ଭତ୍ତା ପାଉଛି ସରକାର କଣ ତଦନ୍ତ କରି ପାରିବେ ନାହିଁ? ମାନନୀୟ ମୋହନ ସରକାର ଏସବୁର ତଦନ୍ତ କରି ଭତ୍ତା ଓ ରେସନ ଦିଅନ୍ତୁ।
@surendrarana1932
@surendrarana1932 3 ай бұрын
ସିଦ୍ଧାନ୍ତ ମହାପାତ୍ର ତୁମ କହିବା ଠିକ୍ କିନ୍ତୁ ତୁମେ କଣ ସତରେ ଯୋଗାଣ ସହାୟକ ପାଖକୁ ସଠିକ୍ ପରିମାଣ ରେ ଚାଉଳ ପଠାଉଛ ?
@TruptiBarik-oj5vm
@TruptiBarik-oj5vm 3 ай бұрын
Really correct
@ChandanBehera-wc7cf
@ChandanBehera-wc7cf 3 ай бұрын
Right bhai super video
@SandeshTech-ni3zp
@SandeshTech-ni3zp 3 ай бұрын
ରେସନ କାର୍ଡ କାହାପାଇଁ ଜାହାଜ ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ?
@makkuraj586
@makkuraj586 3 ай бұрын
Sidanta babu bhala katha kahile
@BighneswarMallick-sf7kj
@BighneswarMallick-sf7kj 3 ай бұрын
Thanks siddhant sir❤❤❤❤❤❤
Motorbike Smashes Into Porsche! 😱
00:15
Caters Clips
Рет қаралды 22 МЛН
the balloon deflated while it was flying #tiktok
00:19
Анастасия Тарасова
Рет қаралды 35 МЛН
I Turned My Mom into Anxiety Mode! 😆💥 #prank #familyfun #funny
00:32
Papu pam pam | Faltu Katha | Episode 23 | Odiya Comedy | Lokdhun Oriya
21:09
Motorbike Smashes Into Porsche! 😱
00:15
Caters Clips
Рет қаралды 22 МЛН