କାହିଁକି ପୂର୍ବ ଅପେକ୍ଷା ଏବେ ବହୁତ ଖୁସି ଆଉ ବିନ୍ଦାସ୍ ରହୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Naveen

  Рет қаралды 549,838

Odisha Bhaskar

14 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - OdishaBhaskar
TWITTER - odishabhaskar
INSTAGRAM - odishabhaskar
#odishabhaskar #latestnews

Пікірлер: 374
@rupa1073
@rupa1073 14 күн бұрын
ପାଣ୍ଡିଆ ପାଇଁ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇଯାଇଥିଲେ ଅସୁସ୍ଥ ହେବାର କାରଣ କେବଳ ପାଣ୍ଡିଆ😡ଏବେ ନବୀନ ପଟ୍ଟନାୟକ ଭଲ ଅଛନ୍ତି ବହୁତ୍ ଖୁସି ଲାଗିଲା ଦେଖିକି ସବୁବେଳେ ଭଲରେ ରୁହନ୍ତୁ ନବୀନ ପଟ୍ଟନାୟକ😊🙏👍
@Saumya505
@Saumya505 13 күн бұрын
Right 👍👍😊😊😊
@trustworthy-guy6408
@trustworthy-guy6408 13 күн бұрын
🎉🎉
@dagreswargoud
@dagreswargoud 13 күн бұрын
ଏବେ ବି ନବୀନ ନିବାସ ରେ ପାଣ୍ଡିଆ ନ ଅଛି
@ramachandranbehera8748
@ramachandranbehera8748 13 күн бұрын
ନବୀନ ସରକାର ବହୁତ ଭଲ ଥୀଲା ବୋଲିତ 24 ବର୍ଷ ଶାସନ କଲେ ମାଗିହା ପାଣ୍ଡୁ କୁ ଧର ମାଗିହା କୁ ଗୋଟେ ଛୋଟ ରୁମ ରେ ପୁରାଇ ଲଙ୍କା ଧୂଆଁ ଦିଅନ୍ତୁ ଲଙ୍ଗଳା କରି ମାଗିହା ପାଣ୍ଡୁ ସବୁ ମାନିବ ଆମର c m ଙ୍କୁ ଶଳା ସ୍ଲୋ proyajan ଦେଇ ରଖି ଥୀଲା ତେଣୁ ପାଣ୍ଡୁ କୁ ଧରି inkari କରାଯାଉ
@sanjeetsarsing8817
@sanjeetsarsing8817 13 күн бұрын
Love you papa
@saleskumargiri6187
@saleskumargiri6187 14 күн бұрын
ସୁନା ସବୁ ବେଳେ ସୁନା ,ଅଙ୍ଗରେ ଲାଗିଥିଲେ ବି ଚକ୍ ଚକ୍ ଅଙ୍ଗାର ରେ ପୋଡିଲେ ବି ଚକ୍ ଚକ୍ ।ନବୀନ ଙ୍କର ମୁଣ୍ଡ ଚୂଳ କୁ ତାଙ୍କର ଧଳା ପୋଷାକ, always keep him ever green. Now he is risk free from us to listen our demands.
@user-od2jt7wm8i
@user-od2jt7wm8i 13 күн бұрын
Baahhh....super
@learnwithbini6060
@learnwithbini6060 13 күн бұрын
Right 👍
@gufran.mohammad8317
@gufran.mohammad8317 13 күн бұрын
Odisha hero Naveen Patnaik zindabad 🎉🎉🎉🎉🎉🎉🎉
@natamanicomedy
@natamanicomedy 13 күн бұрын
ନବୀନ ସାର ମୁଁ ଆପଣଙ୍କୁ ବହୁତ ପସନ୍ଦ କରେ ମୋ ହୃଦୟ ସବୁବେଳେ ରହିବେ I miss you nabin sir
@dillipprusty7406
@dillipprusty7406 13 күн бұрын
ଭଗବାନ୍ ସବୁ ବେଳେ ଭଲରେ ରଖିଥାନ୍ତୁ
@Shree_910
@Shree_910 14 күн бұрын
ନବୀନ ସବୁବେଳେ ଫିଟ୍ ଆଉ ଫାଇନ୍ 😂ଆପଣ ମାନେ ଖୁସି ତ 😅
@Shakti674
@Shakti674 14 күн бұрын
Bhut Khushi lagila naveen babu aagru adhika ebe bhala achanti maha Prabhu Jagannath asiwad ru aaga ku fit rehibe
@dayanidhimishra2145
@dayanidhimishra2145 14 күн бұрын
100%
@binapanishatapathy4965
@binapanishatapathy4965 13 күн бұрын
Yes100%
@neeladribhushanamishra4243
@neeladribhushanamishra4243 13 күн бұрын
ଖୁସି ଆଜ୍ଞା
@Binod236
@Binod236 13 күн бұрын
​😊😊
@benudharanti5195
@benudharanti5195 13 күн бұрын
ସେଥି ପାଇଁ ତୋ ନବୀନ ପଟନାୟକ ସମସ୍ତଙ୍କ ପ୍ରିୟ.. ଜୟ ଜଗନ୍ନାଥ 🙏🙏
@learnwithbini6060
@learnwithbini6060 13 күн бұрын
Right 👍
@maushumisoy904
@maushumisoy904 14 күн бұрын
ସ୍ବାସ୍ଥ୍ୟ ଖରାପ୍ ଥିଲା, ଏକ ଅପ ପ୍ରଚାର,,
@kuanrtudu9960
@kuanrtudu9960 13 күн бұрын
ଅପ ପ୍ରଚାର ନୁହେଁ ପାଣ୍ଡୁ ତାଙ୍କୁ ଦୁର୍ବଳ କରି ରଖିଥିଲା ।
@Prince-zf1pp
@Prince-zf1pp 13 күн бұрын
Pandu tanku drugs deuthila
@kuanrtudu9960
@kuanrtudu9960 13 күн бұрын
@@Prince-zf1pp Right
@prangyarajput7869
@prangyarajput7869 13 күн бұрын
Thik katha thik katha
@nakulabehera8456
@nakulabehera8456 14 күн бұрын
ଆଗରୁ ଓଡ଼ିଶା ପାଇଁ ଚିନ୍ତାରେ ରହୁଥିଲେ ଏବେ ପୁରା ଖୁସି ସେ ଜାଣିଛନ୍ତି ଓଡ଼ିଶା ପାଇଁ ନବୀନ ଓ ପଣ୍ଡିଆନ ଯାହା କରିଛନ୍ତି ବିଜେପି ସରକାର 100ବର୍ଷରେ କରିପାରିବେନି
@7mininformation123
@7mininformation123 14 күн бұрын
Sabu chhodi deichanti
@amagiha1046
@amagiha1046 14 күн бұрын
To bouku pany gehiki pila karideithibo
@BalaramJhankar-ci8ml
@BalaramJhankar-ci8ml 14 күн бұрын
Right ​@@amagiha1046
@padmanavsenapati9586
@padmanavsenapati9586 13 күн бұрын
Avadra sala 😂 ଲଜ୍ଜା
@hello64879
@hello64879 13 күн бұрын
Like , can you explain some of their century lasting achievements
@rameshwarbadamali4742
@rameshwarbadamali4742 13 күн бұрын
Slow poision ଦେଉଥିବା ସନ୍ଧେହ କୁ ଏଡାଇ ଦିଆଯାଇ ନପାରେ
@gangadharsatapathy316
@gangadharsatapathy316 13 күн бұрын
ବାସ୍ତବରେ ନବିନ୍ ବାବୁ ସୁସ୍ଥ !! ହେଲେ ପାଣ୍ଡିଆନ୍ ହିଁ ଗର୍ବରେ ଓ ଅହଙ୍କାର ଦ୍ୱାରା ସ୍ଥାଣୁ ( ମୁକ ) କରିକି ରଖିଥିଲା। ବର୍ତ୍ତମାନ୍ ପୁରା ସୁସ୍ଥ ଥିବା ର ଦେଖାଯାଉଛନ୍ତି । ଭଗବାନ୍ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଆଶୀର୍ବାଦ ଦିଅନ୍ତୁ।
@bidyutranjanbhanja3836
@bidyutranjanbhanja3836 13 күн бұрын
Kemiti pandian asustha Kari ki rakhi thila !?!?!??!????
@neeladribhushanamishra4243
@neeladribhushanamishra4243 13 күн бұрын
ପାଣ୍ଡିଆନ ନବୀନ ଆଜ୍ଞା ଙ୍କୁ ସ୍ଲୋ ପଏଜନ ଦେଉଥିଲା
@user-bs5wv9xx7s
@user-bs5wv9xx7s 13 күн бұрын
ଆମେ ହାରିଛି ସତ ହେଲେ ଆମ ନବିନି ହିର‌❤🙏🙏🙏🙏👍👍👍
@kuanrtudu9960
@kuanrtudu9960 13 күн бұрын
ପାଣ୍ଡୁ ର ଗଡ ଧରି ଜୁହାର ହୁଅ ତୁମର ମଙ୍ଗଳ ହବ ।
@sanjaysahoo5544
@sanjaysahoo5544 13 күн бұрын
ଅବିବାହିତ ଲୋକ ଆହୁରି 15 yrs ରହିବେ 29 ରେ return and again government bjd and cm Navin sir❤❤❤
@arosiarosi3379
@arosiarosi3379 12 күн бұрын
Na thau
@dillipkumarswain5649
@dillipkumarswain5649 8 күн бұрын
Pandian thile sambhaba nuhen
@sanjaysahoo5544
@sanjaysahoo5544 8 күн бұрын
@@dillipkumarswain5649 କେତେ ପୁଷ ମାସ ଯାଇଛି ଅପେକ୍ଷା ଆମର ମାଘ ଆସିବ ପୁଣି ବାଘ
@TheIronMaster956
@TheIronMaster956 4 күн бұрын
29 re BJP 100+ kari ki Mohan sir puni CM hebe.. 😂
@ELDAIBabuKobasi
@ELDAIBabuKobasi 14 күн бұрын
SABASH...... ODIYA PUO....... LEGEND IS ALWAYS LEGEND
@arajunmaharana6147
@arajunmaharana6147 13 күн бұрын
ହିରୋ କଦାପି ହାରେନା ❤U Nabeen 🙏ଜୟ ଜଗନ୍ନାଥ 🙏
@Official_B.kanhar7289
@Official_B.kanhar7289 13 күн бұрын
Pandian ରୋଗ ଗଲା ସେଥି ପାଇଁ ନବୀନ ଏବେ ଭଲ ଅଛନ୍ତି।
@daulamahananda6114
@daulamahananda6114 13 күн бұрын
Naveen sir always great 🙏
@niharranjanmohanty28
@niharranjanmohanty28 14 күн бұрын
Naveen sir looks more confident
@manojsahu2039
@manojsahu2039 14 күн бұрын
ଆମର ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ସେ ଯେପରି ସୁସ୍ଥ ଓ ଦୀର୍ଘାୟୁ ରୁହନ୍ତୁ ,ହେଲେ ଆମେ ଜାଣି ପାରୁନାହୁଁ ସେ ଦିନ ଏମିତି ହାତ କାହିଁ ଥରୁ ଥିଲା ----, ଏସବୁ ଜାଞ୍ଜ ର ଆବଶ୍ୟକତା ନାହିଁ ତ ?
@simapradhan7503
@simapradhan7503 14 күн бұрын
Nerve problem seita. Abe b hau thiba
@amagiha1046
@amagiha1046 14 күн бұрын
​@@simapradhan7503to maa bia
@babinanaik2122
@babinanaik2122 14 күн бұрын
Actually, Pandian au Amit Shah misiki emt kale Taki Naveen Patnaik jmt harijanti...
@user-pu9qo1sg6p
@user-pu9qo1sg6p 13 күн бұрын
ଏଥିରୁ ଜଣାପଡିଯାଉଛି ଯେ ପୂର୍ବରୁ ଯେଉଁ କେତେଟା ମାମଲତକାରୀ କରୁଥିଲେ ସଦାବେଳେ ନବୀନ ବାବୁଙ୍କଠାରୁ ଆଗୁଆ ଦେଖେଇ ହେବା ପାଇଁ ତାଙ୍କୁ ମିଛ ସତ ଓ ଚାଟୁ ବାଣୀ କଥା କହି ଅନ୍ଧାରରେ ବସେଇ ରଖିବାକୁ ଚେଷ୍ଟା କରୁଥିଲେ। ନବୀନ ବାବୁ ତାଙ୍କ ଉପରେ ବିଶ୍ୱାସ କରିବାରେ ଏପ୍ରକାର ଫଳ ପ୍ରାପ୍ତ କଲେ। କିନ୍ତୁ ପ୍ରକୃତରେ ସେ ଦୁର୍ବଳ ନ ଥିଲେ।
@gangadharsatapathy316
@gangadharsatapathy316 13 күн бұрын
ଅତି ଚମତ୍କାର୍ ❤❤
@ramachandrapanda5349
@ramachandrapanda5349 14 күн бұрын
Tiger Come Back 😂Wait and See❤🎉
@learnwithbini6060
@learnwithbini6060 13 күн бұрын
Right 👍
@rajendradalei8483
@rajendradalei8483 14 күн бұрын
Who can't be happy when one discovers that people really miss him when he has nothing. Who can't be happy that living a life that mattered to millions. A life really worth lived. Tensions, problems, uncertainties, only when in power, and now those are gone.
@srisai2566
@srisai2566 13 күн бұрын
Jaganath karantu se sabubele. Sushtha ruhantu.Aau puni thare 2029 re mukhyamantri huantu.
@TheIronMaster956
@TheIronMaster956 4 күн бұрын
Naa 29 re BJP 100+ heba
@sairindhrilayak8191
@sairindhrilayak8191 14 күн бұрын
ଓଡ଼ିଶା ତାମିଲ ହାତରୁ ବଞ୍ଚିଗଲା ବୋଲି ଖୁସି ଅଛନ୍ତି
@ahwaanmishra7410
@ahwaanmishra7410 13 күн бұрын
Wishing for the Hero good health and happiness always
@nodout7059
@nodout7059 14 күн бұрын
I wish he will be ready for next.
@RajendraSingh-mf6rj
@RajendraSingh-mf6rj 13 күн бұрын
ଜୟ ଜଗନ୍ନାଥ ଦେବ। ଜୟ ସୀତା ରାମ। ଠାକୁର ମହାପ୍ରଭୁ ନବୀନ ବାବୁ ଙ୍କୁ ସଦା ସର୍ବଦା ଶୁଭ ଦୃଷ୍ଟିରେ ଦେଖୁ ଥାନ୍ତୁ। ସେ ସଦା ସର୍ବଦା ସୁସ୍ଥ ସବଳ ରହି ଆମ ଓଡ଼ିଶାର ଉନ୍ନତି ହେବ, ସେଥି ପ୍ରତି ନଜର ଦିଅନ୍ତୁ।❤❤❤🎉🎉🎉
@SatrughanNayak-qf1rt
@SatrughanNayak-qf1rt 14 күн бұрын
ପାଣ୍ଡୁ ପୁତ୍ର ସଙ୍ଗରେ ଥିଲା ବେଳେ ହାତ ଗୋଡ଼ ଥରୁଥିଲା ଏବେ ସୁସ୍ଥ ସବଳ ଦେଖାଯାଉଛି ନବୀନ ବାବୁ, ଆଗେ ଗାତରୁ ବାହାରୁ ନଥିଲେ ଏବେ ବିଧାନ ସଭାକୁ ଯାଇ ପାରୁଛନ୍ତି, ହୁଏତ ପାଣ୍ଡୁ ସ୍ଲୋ ପଏଜନ୍ ଦେଉ ନଥିଲେ ତ?
@diptiranjanpradhan5111
@diptiranjanpradhan5111 14 күн бұрын
Serial😂 dekhiki pua story gauchi
@Odia_pua_sameer143
@Odia_pua_sameer143 13 күн бұрын
Dil se Miss you Naveen Sir 🙏❤️🥹😢😢
@madhupattnaik6417
@madhupattnaik6417 13 күн бұрын
Loko nka sewa tankara mula lakhya.. Naveen Babu nku koti koti pranam ,,hey jaga tanku dirghayu rakhithao.
@santhalsikariya5
@santhalsikariya5 14 күн бұрын
ନବୀନ ପଟ୍ଟନାୟକ ସାରଙ୍କୁ ପାଣ୍ଡୁ ହାଇଜାକ୍ କରିଥିଲେ ଏବେ ସେ ମୁକ୍ତିଲାଭ ପାଇଲେ , ବିଜେପି ର ସବୁ କର୍ମକର୍ତ୍ତା ଙ୍କୁ ଅନୁରୋଧ ନବୀନ ପଟ୍ଟନାୟକ ସାରଙ୍କୁ ଯିଏ ପ୍ରତାରଣା ଦେଇଛନ୍ତି ସେହି ଅଭିଯୁକ୍ତଙ୍କୁ କଠର ରୁ କଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ 🙏
@SureshChandraSahoo-qs4bp
@SureshChandraSahoo-qs4bp 13 күн бұрын
All time we miss you Naveen sir ❤❤❤❤❤
@learnwithbini6060
@learnwithbini6060 13 күн бұрын
Lord Jagannath may provide him long life and healthy life
@akhayakumarjena8677
@akhayakumarjena8677 14 күн бұрын
Pandian navin sir nku medicine dei rakhuthila se jiba parathu sir ebe full fit
@muktaranisamal5134
@muktaranisamal5134 8 күн бұрын
ମଣିଷ ଟିଏ କାହାର ଉପରେ ନିର୍ଭର କରିଲେ ତାର ମନବଳ ଦୁର୍ବଳ ହୋଇଯାଏ, ଆସା ଥାଏ କିଏ ତ ଅଛି ମୁଁ ପଡିଗଲେ ଉଠାଇ ଦେବ ... ଭୁଲ କରିଲେ ଆକଟ କରିବ. କିମ୍ବା ସବୁ ସମୟ ସାଥୀ ରେ ଥିବ ... ଉପସ୍ଥିତ ଲୋକ ଠିକ ହେଉ କି ଭୁଲ ତାର ଉପସ୍ଥିତି ହିଁ ପରୋକ୍ଷ ଭାବେ ନିଜ ର self confidence କୁ କମାଇ ଦିଏ ... ଆଉ depended କରାଇ ଦିଏ .. ହେଲେ ସତ ତ ଏଇଆ କି ଦୁନିଆ କୁ ଏକା ଆସିଛେ ଏକା ଯିବା ... ଏକା ବଞ୍ଚିବା ପାଇ ଭଗବାନ ସମସ୍ତ ଙ୍କୁ ଯଥେଷ୍ଟ ସାମର୍ଥ୍ଯ ଦେଇଛନ୍ତି ... ବର୍ତ୍ତମାନ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ନିଜ ର self confidence ରେ ହି ନିଷ୍ପତ୍ତି ନିଅନ୍ତୁ ଓ ନିଶ୍ବାର୍ଥପର ଭାବେ Odisha କୁ ଆଗକୁ ନିଅନ୍ତୁ ..... ଏଠି କେହି ବିରୋଧୀ ଦଳ କି କେହି ଶାସକ ଦଳ ନୁଁହ ସମସ୍ତେ ଠଡିଆ ❤ ........ ନିଜ ରାଜ୍ଯ ପାଇଁ ମିଶିକରି ଲଢିବା ...
@SailendraKumarBarick
@SailendraKumarBarick 14 күн бұрын
Bahgwan Naveen babu nku sustha rakhantu. Se Odisha pain bahut kichi karichanti. Se CM pada re thantu ki birodhi dala re, sabu bele sustha ruhantu.
@archanarout4500
@archanarout4500 13 күн бұрын
@allhadinipatel1655
@allhadinipatel1655 13 күн бұрын
Naveen babu agaru rajniti ra hero thile ebe samasthanka hrudayara hero palati jaichhanti tenu bes khusi achhanti
@trilochanpatnaik6321
@trilochanpatnaik6321 13 күн бұрын
ନବୀନ ବାବୁ ଙ୍କୁ pandia କୌଣସି Medicine ଦ୍ଵାରା ନିଷ୍କ୍ରିୟ କରୁଥିଲା ବୋଲି ସନ୍ଦେହ ହେଉଛି। ଏହା ତଦନ୍ତ ହେବା ଦରକାର।
@HappyNayak-dx5qm
@HappyNayak-dx5qm 13 күн бұрын
Jay ho Naveen Jay odisha
@Chittaswarupdas2580
@Chittaswarupdas2580 13 күн бұрын
Long live,Sir.
@susantasahoo9544
@susantasahoo9544 13 күн бұрын
ନବୀନ ପଟ୍ଟନାୟକ ବାବୁ pandian ବାବୁ ଙ୍କୁ ଦଳର ଭବିଷ୍ୟତ ନେତା ତଥା ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଭାବରେ ଜନସାଧାରଣଙ୍କୁ ଜଣାଇବା ପାଇଁ ନିଜକୁ ରୋଗୀ ରୂପରେ ଅଭିନୟ କରୁଥିଲେ ।
@swayampanda1238
@swayampanda1238 13 күн бұрын
Sir apana sabubele bhala re ruhantu
@pinkybehera9383
@pinkybehera9383 14 күн бұрын
Au kana kandibthantee ete kalapare jadi bemanloka beimanikale ta se lokanka pai kain manadukha karube sir
@sabitamishra1084
@sabitamishra1084 13 күн бұрын
Lots of love and respect for Naveen Pattnaik. ❤
@tilotamabaliarsing6426
@tilotamabaliarsing6426 13 күн бұрын
👌👌👌
@sasmitaswain6210
@sasmitaswain6210 13 күн бұрын
Jagannath jaha bichara karanti sabu thik bichara karanti aau ebe Naveen sir pai jaha thik taha heiche .jay Jagannath 🙏
@urgumrecordsentertainment
@urgumrecordsentertainment 11 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଭୁ ଜଗନ୍ନାଥ ଘଣ୍ଟ ଘଡେ଼ଇ ରଖି ଥାନ୍ତୁ ଏବଂ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ ରଖିଥାନ୍ତୁ 🙏🙏 ଜୟ ଜଗନ୍ନାଥ
@banils_shorts
@banils_shorts 13 күн бұрын
BJD ଜିତିଥିଲେ ନବୀନ ପଟ୍ଟନାୟକ କୁ ମାରି ଦେଇଥାନ୍ତା ସେ.. ଏବେ କେତେ ଭଲ ଦେଖା ଯାଉଛନ୍ତି ଆମର ନବୀନ sir ❤❤❤
@DuguJena-lr4fr
@DuguJena-lr4fr 13 күн бұрын
Sir apana emiti hasa khusire ruhantu ❤💚💚👍
@lopamudranayak1661
@lopamudranayak1661 13 күн бұрын
We always proud of u ExCM Nabin Pattnaik Sir🙏
@Beero_explores
@Beero_explores 13 күн бұрын
ମୁଖ୍ୟ ପ୍ରତିବନ୍ଧକ ହଟି ଯାଇଛି ସେଥି ପାଇଁ ଏବେ ନବୀନ ବାବୁ ବିନ୍ଦ।ସ ଅଛନ୍ତି
@nodout7059
@nodout7059 14 күн бұрын
Now he is using own idea.
@mrspanda4101
@mrspanda4101 13 күн бұрын
Lord Jagannath blessings always with him. Age just like a number.time will pass and our champion becomes very active in few days.Nabin Patnaik means Odisha.
@Bodhia-kd8oj
@Bodhia-kd8oj 13 күн бұрын
ସ୍ବାସ୍ଥ୍ୟ ଭଲ ରହୁ, ନବୀନ ବାବୁ ନିରୋଗ ରୁହନ୍ତୁ, ମହାପ୍ରଭୁ ଙ୍କୁ ଏତିକି ନିବେଦନ। ଲାଗୁଚି ଯଦି ପ ପାଣ୍ଡିଆ ଆଉ କିଛି ଦିନ ନବୀନ ବାବୁ ଙ୍କ ସହ ରହିଥାନ୍ତନ୍ତା ତ ନବୀନ ବାବୁ ପୁରା ଅଚଳ ହେଇ ପଡି ରହି ଥାନ୍ତେ
@janardanpanda5378
@janardanpanda5378 13 күн бұрын
ନବୀନ ବାବୁ ଙ୍କୁ ନଜର ବନ୍ଦୀ କରି ରଖାଯାଇଥିଲା
@user-oe5yx9gf6c
@user-oe5yx9gf6c 12 күн бұрын
Lord Jagannath keep him healthy and fine. He has given the bright example of democracy. Thanks BJP for creating bright democratic culture. God bless all .🎉
@mahadevdas7772
@mahadevdas7772 14 күн бұрын
ପର ବୁଦ୍ଧିରେ ବାଟ ଚାଲିବା ଲୋକ ବା ଅନ୍ୟର ବଳରେ ପାଦ ପକାଉ ଥିବା ଲୋକ ସର୍ବଦା ଦୁର୍ବଳ ହୋଇଯାଏ ।ନବୀନ ବାବୁ ଏବେ ନିଜର ବୁଦ୍ଧି ଓ ଦୃଢ ଇଚ୍ଛା ଶକ୍ତି ବଳରେ ରାଜନୀତି ର ପର୍ବତ ପାଦଦେଶରେ ପାଦ ପକାଇଛନ୍ତି ।ପର୍ବତ ଶିଖର ତ ଅତିକ୍ରମ କରିବେ ନିଶ୍ଚୟ । ଆଗରୁ ଏମିତି ନିଜ ବୁଦ୍ଧିରେ ବାଟ ଚାଲିଥିଲେ ପର ବୁଦ୍ଧି ପ୍ରଳୟ ଭଳି ଘଟଣା ଘଟି ନଥାନ୍ତା କି ସେ ଗାଦିଚ୍ୟୁତ ହୋଇ ନଥାନ୍ତେ
@gangadharsatapathy316
@gangadharsatapathy316 13 күн бұрын
ଭଗବାନ୍ ତାଙ୍କୁୁ ଦୀର୍ଘାୟୁ କରନ୍ତୁ ଏବଂ ଶଦ୍ ବୁଦ୍ଧି ଦିଅନ୍ତୁ ❤❤
@dagreswargoud
@dagreswargoud 13 күн бұрын
​@@gangadharsatapathy316ହଁ ତାଙ୍କୁ ସଦ୍ ବୁଦ୍ଧି ମିଲୁ
@rupalirupasmita1666
@rupalirupasmita1666 14 күн бұрын
Ama Hero pa. Sie kn sadharana ki ??? Se pa ODISHA SANDHA ra PUA❤❤❤❤ Koti odia ra Maudamani
@user-cw2rp3qs2r
@user-cw2rp3qs2r 13 күн бұрын
Chora na
@pprs58
@pprs58 13 күн бұрын
ଭାରତବର୍ଷ ଇତିହାସରେ ଓଡିଆଙ୍କ ଦ୍ବାରା ଗଠିତ ଏହି ବିଶାଳ ଆଞ୍ଚଳିକ ଦଳ ଖାଲି ଓଡ଼ିଶା କାହିଁକି ସମଗ୍ର ବିଶ୍ୱରେ ଓଡିଆ ମାନେ ଗର୍ବାନ୍ବିତ ଥିଲେ।
@rashmiranjanmohanty8526
@rashmiranjanmohanty8526 13 күн бұрын
He is Always Fit and Fine. Because Mr. Pandian tried to show all that He is unfit and without him Naveen Sir cannot do anything
@babinanaik2122
@babinanaik2122 14 күн бұрын
Naveen Patnaik 🎉🎉🎉
@basantakumargiri3721
@basantakumargiri3721 8 күн бұрын
ନବୀନ ପଟନାୟକ ମଧ୍ୟ ଚାଁହୁ ଥିଲେ ବିଜେଡି ହାରୁ, ଏବଂ ପାଣ୍ଡିଆନ ଓଡିଶା ରୁ ବିଦାହେଉ ତାହାହିଁ ହେଲା ତେଣୁ ବର୍ତମାନ ଖୁସିରେ ଅଛନ୍ତି
@shantilatamohanty6380
@shantilatamohanty6380 13 күн бұрын
Exllenet 🌾🙏🙏💲 picture
@BLPlus6940
@BLPlus6940 13 күн бұрын
ନବୀନ sir ❤
@user-ej4mp4vz1h
@user-ej4mp4vz1h 4 күн бұрын
❤❤❤❤❤❤🙏🙏🙏
@iJagannath
@iJagannath 13 күн бұрын
ବହୁତ୍ ଭଲ ଭାବରେ ଖବର ପରିବେଷଣ କଲେ ଭାଇ ଆପଣ ସର୍ବଦା ଏମିତି ହିଁ ଖବର ପଢନ୍ତୁ ଯେଉଁଥିରେ ଭାଷା ଖରାପ ନଥିବ, ଇଙ୍ଗିତ ଖରାପ ଥିବ କିନ୍ତୁ ସଭ୍ୟ ଭାବରେ ହେଇଥିବ..
@rangaballavrout8226
@rangaballavrout8226 13 күн бұрын
God.blese.you.sir
@hariharmoharana6176
@hariharmoharana6176 13 күн бұрын
ଆଗରୁ ବିଧାନ ସଭାରେ ଗୃହ ର ନେତା ଥିଲେ ଏବେ ସେହି ଗୃହ ରେ ବିରୋଧି ଦଳ ନେତା.🙏🙏🙏
@lokanathmohanty345
@lokanathmohanty345 13 күн бұрын
The responsibility since 24 years for the people of odisha of Nabin sir being not power hankering has diminished hence the freshness without any tension.
@harekrushnapanigrahi4077
@harekrushnapanigrahi4077 13 күн бұрын
Love you sir ❤❤
@suryasunipanamohapatra2366
@suryasunipanamohapatra2366 8 күн бұрын
Mohan sir anku dhanyabad kahikina se daitya nele nabin babu aswastha hele.
@sandhyarani470
@sandhyarani470 13 күн бұрын
Nabin Patnaik is Odisha's proud . No one take his place . Even other CMs will be next to him . God bless him with health , happiness and peace
@chhayakantaparida7979
@chhayakantaparida7979 14 күн бұрын
Aei News aanibaku samaya achhi kintu loka jauthire upakruta hebe sei katha upare News aanu nahanti abebi loka nkara rasan Card nahin sei News aanantu
@Seemacraftanddance
@Seemacraftanddance 13 күн бұрын
Love you sir only hero Naveen Patnaik sir
@PujaraniJena-q5y
@PujaraniJena-q5y 2 күн бұрын
😊
@BAPINA333
@BAPINA333 12 күн бұрын
❤nabine❤sare❤❤❤namaste 🇮🇳 🙏🏼 ♥️ ❤️
@BAPINA333
@BAPINA333 12 күн бұрын
He Prabhu Jagannath Nabine sare feria aana ntu Jay Jagannath ❤namaste 🇮🇳
@sumitratripathy8065
@sumitratripathy8065 13 күн бұрын
Naveen sir only one
@jibanjyoti119
@jibanjyoti119 14 күн бұрын
Naveen Pattnaik coming soon just wait and see
@prafulladash8040
@prafulladash8040 13 күн бұрын
ବିଜେଡି ନିର୍ବାଚନ ଜିତିଥିଲେ, ନବୀନ ବାବୁ ବେଶୀ ଦିନ ବୋଧହୁଏ ବଞ୍ଚି ନଥାନ୍ତେ।ଏହା ହିଁ ପାଣ୍ଡୁ କୃତିତ୍ୱ।
@sarojkumardas1006
@sarojkumardas1006 12 күн бұрын
Naveen sir sabu bele sustha ruha ntu. jay jagannath
@rozalinpanda1031
@rozalinpanda1031 13 күн бұрын
Mahapravu nka dayaru ama nabeen sir susta ruhantu ame tanku cm vabe nhele nanhi odisara jane nagarika hisabare dekhiba
@suratinayaksurati8961
@suratinayaksurati8961 12 күн бұрын
Right 👍
@gurukrupa4151
@gurukrupa4151 13 күн бұрын
ମୋତେ ଲାଗୁଛି ତାମିଲ୍ ବାବୁ ନବୀନ ସାର୍ ଙ୍କୁ slow poison ଦେଉଥିଲା, କାରଣ ନବୀନ ସାର୍ ଙ୍କ ସହିତ ଯେତବଳେ pandian ରହୁଥିଲେ ନବୀନଙ୍କ ଗୋଡହାତ ଥରୁଥିଲା କିନ୍ତୁ ଏବେ ପୁରା ଫିଟ୍ ଏଥିରୁ clear ଜଣାପଡୁଛି ନବୀନ ସାର୍ ଙ୍କୁ ଥାପା ଗଣେଶ କରିଦେଇଥିଲେ pandian
@vlogdisbilitybapunu
@vlogdisbilitybapunu 13 күн бұрын
Ld ଲାଗୁଚି ସେ ମାଘିଆ ପାଣ୍ଡିଆନ ନବୀନ ପଟ୍ଟନାୟକକୁ କିଛି ମାତ୍ର ଅସୁସ୍ଥ କରାଇ ନିଜକୁ cm ହବ ବୋଲି ସେ ମାଘିଆ ସପନ ଦେଖୁଥିଲା,ଯୋଉ ମାନେ ଏ ଭିଡ଼ିଓଟି ଦେଖିଚ ସେହି ମାନେ ହିଁ କହି ପାରିବେ. ଏଇଠି ସଂନ୍ଦେହେ ଘେରାକୁ ଆସୁଛି ପାଣ୍ଡିଆନ.ଭୋଟ ଆଗରୁ ଠିକ ଭାବରେ ଚାଲି ପାରୁ ନ ଥିଲେ ଅନ୍ୟର ସାହାରା ଥିଲା, ଏବେ ନବୀନ ବାବୁ ପୁରା ଫିଟ ଦେଖାଯାଉଛନ୍ତି. ଆଊ ନିଜେ ବି ଠିକ ରେ ଚାଲୁଛନ୍ତି. ମେଡ଼ିଆ ଭାଇ ଠିକ କହୁଛନ୍ତି. ଏ ବିଷୟରେରେ ତଦନ୍ତ କରାଯାଉ.
@user-jd8fz4pb3y
@user-jd8fz4pb3y 14 күн бұрын
Nabin babu is great Pandian sir welcome Veteran leaders should take necessary action about BJD Next chief minister BJD Its Lord Jagannath bless & wish
@Shradhashok
@Shradhashok 14 күн бұрын
Navin sir free re rahibaku chahnu thile kintu pandian badhya karu thila
@manoranjanpadhy4396
@manoranjanpadhy4396 9 күн бұрын
Light glos bright when it's fuel declines nearly
@digambarbehera7278
@digambarbehera7278 13 күн бұрын
Perfectly fit
@manoranjanmullick3487
@manoranjanmullick3487 13 күн бұрын
Jay Naveen 💚 jay Naveen 💚
@JanakiJena-my5cr
@JanakiJena-my5cr 9 күн бұрын
Good morning
@dillipkumarswain5649
@dillipkumarswain5649 8 күн бұрын
Pandian jara chhadigala deharu, Pandian ra kala karanama ru nijaku mukta hoithibaru bahuta khusi achhanti Nabin Babu
@ajayasahu4728
@ajayasahu4728 13 күн бұрын
Jay Jagannath Jay BJD Jay Naveen Pattnaik sir emiti CM Odisha re kehi hei paribeni
@Prince-zf1pp
@Prince-zf1pp 13 күн бұрын
Nabin Pattnayak Sashan re naruhantu pache se sustha ruhantu etiki bhagawan nku minati jaya jagannath 🙏🚩
@gourishankarmishra929
@gourishankarmishra929 13 күн бұрын
Aatmanirbharta Naveen, after loss of power he is now free from pressure .. .
@rohitpradhan-fi7ln
@rohitpradhan-fi7ln 13 күн бұрын
Correct 💯
@pravatpatra6398
@pravatpatra6398 14 күн бұрын
Amo Odisha bashi au Navin ku kasto dioni