OSSSC Exam ରେ ବଡ ଦୁର୍ନୀତି ଅଭିଯୋଗ... ଆଉଥରେ ପରୀକ୍ଷା ଦାବିରେ ପ୍ରାର୍ଥୀଙ୍କ ବିକ୍ଷୋଭ OSSSC Exam Scam

  Рет қаралды 106,013

Odisha Bhaskar

Odisha Bhaskar

Күн бұрын

Пікірлер: 474
@ashutoshpanda4982
@ashutoshpanda4982 Ай бұрын
Aji 1st time Odisha Bhaskar news channel kichi bhala news dekhaichi In 2nd Bhai tu tension ne nahi ....
@RajeswariOdiaVloger
@RajeswariOdiaVloger Ай бұрын
ସମସ୍ତ news channel ଗୁଡ଼ିକୁ ମୁଁ request କରୁଛି ଅନ୍ୟ ସବୁ news କୁ ଯେମିତି High light କରୁଛନ୍ତି ସେମିତି ଏ news କୁ ବି High light କରି ସରକାର ଙ୍କ ଦୃଷ୍ଟି ଗୋଚରକୁ ଆଣନ୍ତୁ ଏବଂ ଏ ପିଲା ଙ୍କୁ ନ୍ୟାୟ ଦିଅନ୍ତୁ please 😢
@ranusahu9134
@ranusahu9134 Ай бұрын
Great point
@ajayjena6370
@ajayjena6370 Ай бұрын
Absolutely right bhai
@parthakumar1111
@parthakumar1111 Ай бұрын
Tk Katha hauna
@odishacreationmusic6168
@odishacreationmusic6168 Ай бұрын
ଯିଏ ମେହନତ କରୁଛି ସେ ଜାଣିଛି life ରେ କଷ୍ଟ କଣ... ଓଡିଶା is ଏ full of Curruption...😢
@rakeshnanda9845
@rakeshnanda9845 Ай бұрын
Its pure emotion .....its a sincere request to the government please stop this corruption....a deserving candidate should get a job ...
@NiteshSubudhi
@NiteshSubudhi Ай бұрын
Next election pain ready hauchanti ebethu.
@a.s.d6643
@a.s.d6643 Ай бұрын
ଏହି ଜିନିଷ ଖାଲି election ପୂର୍ବ ରୁ ହେଇଥାନ୍ତା କେତେ ନେତା ମନ୍ତ୍ରୀ ଙ୍କର କୁମ୍ଭୀର କାନ୍ଦଣା ଦେଖିଥାନ୍ତ ।।। କିନ୍ତୁ ଏମାନେ କେମିତି ଖେଳୁଛନ୍ତି ଦେଖ election ପରେ result declare କରିକି
@rabinarayanmajhi7497
@rabinarayanmajhi7497 Ай бұрын
Bhai govt bahut chalak exam kebe b election agaru rakhibeni na hi result election agaru declaration koribe
@a.s.d6643
@a.s.d6643 Ай бұрын
@@rabinarayanmajhi7497 hmm ba
@naturebeautywithsrp4188
@naturebeautywithsrp4188 Ай бұрын
Bjp achi ta corruption nahi 😂
@arunPasdhan
@arunPasdhan Ай бұрын
Sata katha
@User.no.420
@User.no.420 Ай бұрын
ତୁମର ସିନା ଜମି ଅଛି ବୋଲି ବିକି କି ଟଙ୍କା ଦେଇଦବ କିନ୍ତୁ ଆମର ଗୋଟିଏ ଡିସିମିଲ୍ ଜମି ନାହିଁ। ମୁଁ କ'ଣ କରିବି?????😭😭😭😭😭😭😭😭😭😭😭
@SankarMurmu-fe4tf
@SankarMurmu-fe4tf Ай бұрын
OMG 😅
@RasmitaRana-k2r
@RasmitaRana-k2r Ай бұрын
Mor ବି same problem 😢
@khaladiherel404
@khaladiherel404 Ай бұрын
ଯାହାହେଉ ବହୁତ୍ ଦିନ ପରେ ଭାସ୍କର ନ୍ୟୁଜ ଗୋଟେ ଭଲ ଖବର ପ୍ରସାର କରିଛି... ଆଶା କରୁଛି ଆଗକୁ ଏମିତି ଭଲ ଖବର ପ୍ରସାରଣ କରିବେ...
@suchismitasahoo7200
@suchismitasahoo7200 Ай бұрын
ସରକାର ଶୀଘ୍ର ହସ୍ତଖେପ କରନ୍ତୁ ନହେଲେ ଅଭିଶାପ ପଡ଼ିବ।
@bikashsahoo1904
@bikashsahoo1904 Ай бұрын
ବହୁତ ଭଲ ଲାଗିଲା ଏବେ ଆଉ ନବୀନ ବାବୁଙ୍କ ଦୋଷ ଆଉ କେହି ଦେଵେନି😊😊😊
@BRAHMACHARYAPOWER-b9i
@BRAHMACHARYAPOWER-b9i Ай бұрын
ସେ ନବୀନ time ରେ exam ହୋଇଥିଲା ...... ସବୁ post ବିକିଛି ସେ
@sarojkumarpaspureddy1809
@sarojkumarpaspureddy1809 Ай бұрын
Han Bhai thik kahila​@@BRAHMACHARYAPOWER-b9i
@Scoobysnecks
@Scoobysnecks Ай бұрын
Isss pura Naveen Tama ghaeta
@bikashsahoo1904
@bikashsahoo1904 Ай бұрын
@@Scoobysnecks to gatiasala
@bikashsahoo1904
@bikashsahoo1904 Ай бұрын
@@BRAHMACHARYAPOWER-b9i tu ja surtaku
@laxmidharmirror5500
@laxmidharmirror5500 Ай бұрын
ଆରେ ଯୁବକ ବନ୍ଧୁ ବର୍ଷକୁ ପାଖା ପାକ୍ଷୀ ରାଜ୍ଯ ରେ ବର୍ଷ କୁ 4 ଲକ୍ଷ graduate ବାହାରିଛନ୍ତି କିନ୍ତୁ ସରକାର୍ ନିଯୁକ୍ତି ସଙ୍ଖ୍ୟା ସମସ୍ତ ବିଭାଗ ରେ ମିଶାଇଲେ 100 କି 150 ସେଥିରେ ,Ex service man କୋଟା, ସ୍ପୋର୍ଟ କୋଟା, ହାଣ୍ଡି କ୍ୟାପ କୋଟା, ମହିଳା କୋଟା, EWS (ସୁଦାମା) କୋଟା,SEBC କୋଟା,SC କୋଟା,ST କୋଟା ଶେଷ କୁ ଜାଲିଆତି କରି ପଇସା ଦେଇ ବଡ଼ ବଡିଆ ମାନେ ଚାକିରୀ କିଣିଲା ଏଠି ସଧାରଣ ଗରୀବ ପିଲା ସେ ଯେଉଁ ବର୍ଗ ର ହେଉଥାଉନା କାହିଁକି ଶେଷ କୁ ମରିବ ଆଉ ଆମର ରାଜନେତା ଓ ତାଂକ ଦଳ ସବୁ ନିର୍ବାଚନ ପରୀକ୍ଷା ପାସ ହୋଇ ଚୁପ୍ ହୋଈ ସୋଇ ପଡ଼ିବେ ଏଇ ତ ଏ ଦେଶର ରାଜ୍ୟ ର ଅବସ୍ଥା ପଦବୀ ତ ସମୁଦ୍ର କୁ ସଂଖେ S
@RWA-e9z
@RWA-e9z Ай бұрын
Thik thik .....✅
@spacecuriosity2304
@spacecuriosity2304 Ай бұрын
ଆଉ କଣ କିଛି job ନାହିଁ ଖାଲି govt job.. କାମ ଚୋର ସବୁ
@laxmidharmirror5500
@laxmidharmirror5500 Ай бұрын
@@spacecuriosity2304 ଭାଇ ଆପଣ ଠିକ୍ କହିଛନ୍ତି କେବଳ କଣ govt job ଆମେ ବି ସେହି କଥା କହୁଛୁ ସରକାର୍ ବି କଳ କାରଖାନା, ଚାଷ ପାଇଁ ସୁବିଧା ସୁଯୋଗ ଦେଉ ଲୋକେ କଣ ପାଇଁ govt job ପଛରେ ପଡ଼ିବେ। ଆଉ ସରକାର୍ କଣ କେବଳ ଭୋଟ ପାଇ ଶୋଇବ ନିଜ ଓ ଦଳର ସମ୍ପତି ଠୁଳ କରିବ
@spacecuriosity2304
@spacecuriosity2304 Ай бұрын
@@laxmidharmirror5500 ପ୍ଲାଣ୍ଟ ଆଉ କୋଉ କମ୍ପାନୀ ରେ କାମ କରିବା ପାଇଁ skill ଦରକାର ଯୋଉଟା କି ଓଡିଶା ପିଲାଙ୍କ ପାଖରେ ନାହିଁ... ଖାଲି govt job ପଛରେ 5yrs 6yrs waste କଲେ...
@harapriyapradhan7786
@harapriyapradhan7786 Ай бұрын
St SC cota pain asabu parinati
@itzjitenmbj
@itzjitenmbj Ай бұрын
ଭାସ୍କର ପାଇଁ 1❤ ଲାଇ😂😂😂😂😂😂ଆଜି ମାନିଗଲି ଭାସ୍କର news ରୋ କମାଲ ❤
@lalmohanpatel7395
@lalmohanpatel7395 Ай бұрын
100% corruption.
@d.mahanta2594
@d.mahanta2594 Ай бұрын
Right
@Jagaa333
@Jagaa333 Ай бұрын
ପଇସା କମେଇବା ପାଇଁ ବଢିଆ ନିଞ୍ଜା Techniques, ଯେମିତି ସେମିତି କରି MLA Seat ପାଅ,ପ୍ରଚାର ରେ ପଇସା ଉଡାଓ ଆଉ ଜେତେ ଇଛା ମିଛ କହି କହି vote ମାଗ, ଆଶା ଭରସା ଦିଅ,ଦେଇକି MLA ହେଇଯାଅ, ୫ବର୍ଷ ପରେ MLA ପୁଣି ହୁଅ କି ନା ହୁଅ ମରିବା ଯାଏ Pension 1.5 per Month... Wow ତାଳି
@movietrailervideos3870
@movietrailervideos3870 Ай бұрын
ଭାଇ ସବୁ ଜାଗା ରେ କାମ ଅଛି ନିଜର ଆତ୍ମବିଶ୍ୱାସ ଥିବାର ଅଛି ଜୟ ଜଗନ୍ନାଥ 🙏❤️
@devenroy8470
@devenroy8470 Ай бұрын
MLA haba kan ete easy ?
@Educationpoint100
@Educationpoint100 Ай бұрын
ଭାସ୍କର news ରେ ପ୍ରଥମ ଥର ମୁ news ଦେଖୁଚି। ଘର ଭଙ୍ଗା news ଦେଖେଇବା ଭାସ୍କର ର କାମ।
@SandhyaraniDas-yb4fq
@SandhyaraniDas-yb4fq Ай бұрын
😂😂😂 right 👍
@brundabanseth8621
@brundabanseth8621 Ай бұрын
Total ଘୋଟାଲା ଚାଲିଛି ,ପିଲା ମାନଙ୍କ ଜୀବନ ସହିତ ଖେଳୁଛନ୍ତି
@KehKeLoonga
@KehKeLoonga Ай бұрын
୧୨ ତାରିଖ BJP, ଅଫିସ୍ ଚାଲ, CM ଆସିବେ,EXAM RE EXAM ହବ,CANCEL ହବ
@KehKeLoonga
@KehKeLoonga Ай бұрын
ଚାଲ, ୧୨ ତାରିଖ ଚାଲ BJP ଅଫିସ, ଚାଲ ଚାଲ CM ଆସିବେ, EXAM CANCEL ହବ ରେ
@Kharvela.-
@Kharvela.- Ай бұрын
Bala haba re exam​@@KehKeLoonga
@KehKeLoonga
@KehKeLoonga Ай бұрын
ସବୁ ଭାଈ ଭଉଣୀ ମାନେ ଚାଲ ରେ ସହ ସହ ସଂଖ୍ୟା ରେ, EXAM CANCEL ହବ,RE EXAM ହବ
@MourjaMoona
@MourjaMoona Ай бұрын
Cm Delhi re Bhai mane
@dharitri.samal.
@dharitri.samal. Ай бұрын
Right 👍🏻👍🏻
@RWA-e9z
@RWA-e9z Ай бұрын
Ye houchii ama odisha....jouthi jane ate mehnat kariki exam deba nija hak paini asiki ladhei kariba....kintu se jogya pila ta ra mehnat ku aw jane ghare basiki paisa deiki khaideithiba........aw athi government khali scheme upare scheme bantuthiba hele kou government gote aji paryant Satya ra side re thia helanii.......khali kemiti knn kariki vote ku hateibuu hele jouta abasyaka gote pila ra government ra support seta se karibanii......
@Jagaa333
@Jagaa333 Ай бұрын
ଭାଇ ଭଉଣୀ ମାନେ ଆମ ଦେଶ ରେ ଆମ ଓଡିଶା ରେ ଆଉ System ଭଲ ଚାଲୁ ନାହିଁ.... Corruption ବହୁତ ବଢ଼ି ଚାଲୁଛି, ଲୁଟୁଛନ୍ତି, ବହୁତ ଅନ୍ୟାୟ ହଉଛି ସାଧାରଣ ଲୋକ ସହ... ସବୁ ଦଳର ସବୁ ନେତା ଆଉ ବଡ ଧନୀ ଲୋକ ମାନେ British ଶାସନ କରିଲେନି
@chikusingh6794
@chikusingh6794 Ай бұрын
Shame on such corrupt system shame on osssc still maintained silent
@accurategyan1597
@accurategyan1597 Ай бұрын
Save odisha aspirants 😡😡😡😡😡😡😡😡
@sridharapanda9380
@sridharapanda9380 Ай бұрын
ଚାକିରି ନିଲାମ ଡକାଯାଉ
@KehKeLoonga
@KehKeLoonga Ай бұрын
OSSSC ଗାଲରେ ଚାପୁଡା ମାରି ପିଲାଙ୍କୁ ପଠେଇ ଦେଲା, କି INQUIRY ହବ ମ, ବେକାର ହେଇ ଗଲା, ସବୁ CURRUPTION ପିଲା ଚାକିରି ପାଇବେ, ନା CANCEL ହେଲା, ନା RE-EXAM ହେଳା, କେତେଟା ହାରାମି KZbinR ଶଳା କୁକୁର
@shankarroul2253
@shankarroul2253 Ай бұрын
Reexam helebi tu paibuni Tension kn pai nauchu
@chinmayadass3226
@chinmayadass3226 Ай бұрын
Tu chhhodi pakeibu ma giha nai tu kadhua ta janinu ame​@@shankarroul2253
@Abcdand1234
@Abcdand1234 Ай бұрын
​@@shankarroul2253😂
@Sam-j3j9r
@Sam-j3j9r Ай бұрын
​​@@shankarroul2253are seta ku raga bahar karibaku dia se ragi ki achi...exam clear kari paruni sethi pai.
@Chumiki795
@Chumiki795 Ай бұрын
Bhaskar news 😢😢😢😢😢1st time kichhi bhala news dekheila😂
@c.ktechnical2979
@c.ktechnical2979 Ай бұрын
ସମସ୍ତ News channel ମାନଙ୍କୁ ଅନୁରୋଧ ଯେ ଯେତେବେଳ ଯାଏଁ ଅନୁସନ୍ଧାନ ନ ହୋଇଛି ଏବଂ ନ୍ୟାୟ ନ ମିଳିଛି OSSSC ର ପିଛା ଛାଡ଼ନ୍ତୁ ନାହିଁ । କାରଣ ଏହା ହିଁ ଆଜି ପର୍ଯ୍ୟନ୍ତ ର National News । Strictly action ନିଆଯିବା ଆବଶ୍ୟକ । ଯୋଗ୍ୟ ପିଲା ପଦବୀ ପାଇବା ଉଚିତ୍ । Rechecking / Re-examination ହଉ
@madhusmitabehera7425
@madhusmitabehera7425 Ай бұрын
Kandoni bhai🙏🏻Sobu thik haejibo..God Bless You🧿🙏🏻
@IRONFIST1580
@IRONFIST1580 Ай бұрын
Yaaku kuhanti real news. Hatts off Odisha Bhaskar 👍
@asishkumarmishra5053
@asishkumarmishra5053 Ай бұрын
The tear says the strive and grief ,dont worry brother u will some how get into it keep faith in GOD
@kshetrabasisahoo2765
@kshetrabasisahoo2765 Ай бұрын
ଏଇ ପିଲା ମାନଙ୍କର ଚିନ୍ତା ଧାରା ବଦଳିବା ଦରକାର.
@Sam-j3j9r
@Sam-j3j9r Ай бұрын
Thik Katha a government chakariku dekhiki basichanti private job karunahnti ete peta pai paisa nahi tahele..Pvt job sathi govt exam deuthao
@safsidhibaat
@safsidhibaat Ай бұрын
So u think corruption is right ​@@Sam-j3j9r
@TRILOCHANPUHAN
@TRILOCHANPUHAN Ай бұрын
Bhai Bhagaban Achhanty Tamara mulya bhagaban Nischaya debe khali bhagaban upare Bharasa Rakha 🙏🙏🙏
@NirakarSaraswati
@NirakarSaraswati Ай бұрын
ଯେପରି ସୁପରୀମକୋର୍ଟ କୋର୍ଟ ନିର୍ଦଦେଶରେ NET exam ପୁନଃ ହେବାଦ୍ବାରା ସତ୍ୟ ପ୍ରକାଶ ପାଇଛି। ସେହିପରି,forestgurd ପରୀକ୍ଷା ରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ର ଙ୍କୁ ଗୋଟିଏ ଶିଫ୍ଟ ରେ ପରୀକ୍ଷ osssc କରାଇ ପାରିବ,ସତ୍ ସାମ୍ନାକୁ ଆସିବ - ଏଥିପାଇଁ ଉଚ୍ଛ ନ୍ୟାୟଲାୟ ର ହସ୍ତ୍କ୍ଷପ ଜରୁରି। ଅବେନୁହ୍ ତ କେବେ ନୁହଁ।।।
@sushantbehera4745
@sushantbehera4745 Ай бұрын
Bhai sata katha Odisha re job ବିକିରି ହଉଚି ଏମିତି ହେଲେ ଓଡ଼ିଶା ର ଗରିବ ପିଲା ଓ ମିଡିଲ କ୍ଲାସ ପିଲା ମାନେ job କରିବା ରେ ଅସୁବିଧା ହଉଚି I requested sir mohan majhi Odisha ra job pai kichhi bujha....l
@soumyaranjan7498
@soumyaranjan7498 Ай бұрын
It's a real truth of middle class family aspirant.....God kindly help us ...
@akashkumarbhoi9371
@akashkumarbhoi9371 Ай бұрын
Only Manoj Sir can feel the pain of Aspirants
@MeriJungOneManArmy1
@MeriJungOneManArmy1 Ай бұрын
କିଏ ସିଏ
@khaladiherel404
@khaladiherel404 Ай бұрын
ମନୋଜ ମହା ଭାଣ୍ଡମି ଲୋକ
@daku7689
@daku7689 Ай бұрын
Manoj Kie Ki se Kn Sahitya Master ??
@raghunathbehera445
@raghunathbehera445 Ай бұрын
100% corruption
@GANESH_YADAV641
@GANESH_YADAV641 Ай бұрын
Osssc ନିଜ ମନମୁଖୀ କାର୍ଯ୍ୟ କରୁଛି , Results ବାହାର କଲେ କଣ ହେବ ପିଲା କେତେ mark ପାଇଲେ, କଣ ଭୁଲ ଥିଲା ସେଇ ଟା ବାହାର କରିବା ଦରକାର 😡🇮🇳 👍ଯେତେ ପରିଶ୍ରମ କଲେ କଣ ହେବ 😢 ଚାକିରିଆ ପୁଅ ଚାକିରି ପାଉଛନ୍ତି 💯 Corruption ଚାଲିଛି 👍👍
@jayantibehera974
@jayantibehera974 Ай бұрын
Dayakari pila mananka jibana sahita na khelantu bahut dukha laguchi o sssc plz emiti karani
@durjyadhanmajhi7417
@durjyadhanmajhi7417 Ай бұрын
ଭାଇ ବ୍ୟବସାୟ କର
@Sam-j3j9r
@Sam-j3j9r Ай бұрын
Pokudi thela lagao atam nirbhara bano- PM modi
@latsaheb1947
@latsaheb1947 Ай бұрын
ଶଳା ଯୋଉ ବେଧ ପିଲା ପଇସା ଦେଇ osssc, opsc, ossc 2:09 , odisha police, ଇତ୍ୟାଦି ରେ ଚାକିରୀ ପାଇବ ଶଳା ତମ ମା ଙ୍କ ର 1000 ଘଇତା, ଆଉ ଯୋଉ ମଘୀୟା ଝାବଡ officer, ମନ୍ତ୍ରୀ, ଦଲାଲ, departmental ତଳଟାଲିଆ କର୍ମଚାରୀ ପଇସା ପାଇଁ ଗରିବ ମେଧାବୀ ପିଲା ଙ୍କ ଭବିଷ୍ୟତ saha🤼‍♀️ଖେଳୁଛ ତମ ମା, ସ୍ତ୍ରୀ ଓ ଭଉଣୀ କୁ ବେଶ୍ୟା କରି ପଇସା ରୋଜଗାର କର, ଆଉ ରହିଲା ଶସ୍ତା news chhanel କଣ କରୁଛ କେବଳ ରାଜନୀତି କରିବ ପିଲା ଙ୍କ ସହ ନିରପେକ୍ଷ ruha🤼‍♀️ପିଲା ଙ୍କ କଥା କୁ ସରକାର ଙ୍କ ପାଖରେ ପଂହଁଚା
@rajalaxmibiswal6345
@rajalaxmibiswal6345 Ай бұрын
Right katha Bhai satarea kemiti badalibea aa samaja Bhai jadi paisa na diaa ntea ta hele officer manea be Paisa na neaiki patha padhuthiba pila nku job milanta Mora request ke Paisa deaiki job karantuni apana nka pai ama pari gariba pila aji telent thaiki be gotea secure job nhi😢
@nandinibirua418
@nandinibirua418 Ай бұрын
ଏ ଇ ସରକାର କଣ କରୁଛନ୍ତି କିହେତୋ 17ମସିହା+ କିହେତୋ 18ମସିହା contest exam ଦେଉଛନ୍ତି କୈlଣସି ପିଲାଙ୍କର ଟିକ୍ ଟା କ୍ ନ୍ୟାୟ ମିଳିପାରୁନାହିଁ କାହିଁ କି ପିଲାଙ୍କ ପ୍ରତି ଏତେ ଅନ୍ୟା ହେଉଛି ହେ ପ୍ରଭୁ ?
@soumyaranjannath1020
@soumyaranjannath1020 Ай бұрын
Corruption bahut bhai... Hardworking students exam re bhala score kariki bi job paunahati... 😞
@sai6504
@sai6504 Ай бұрын
Real emotion of a student. Bohut corruption karuchanti amane
@liveforever6998
@liveforever6998 Ай бұрын
ଯିଏ ଯେତେ ଦୁର୍ନୀତି କଲେ ବି ଏଠି କାର୍ଯାନୁଷ୍ଠାନ ଶୂନ
@salgehembram2137
@salgehembram2137 Ай бұрын
Jaha hou Bhaskar News Channel Aaji gota volo kamo karichi Eata Year pore Tq Bhasksr news channel Bhai Toma kandoni Amoku bi bahut kasto Houchi Tamo dako Jagannath nehati suniba Plz God se bhanku tk dharjo dintu 🙏🙏🙏🙏🙏
@chandankumarrout3570
@chandankumarrout3570 Ай бұрын
District re exam hauni, sabu khorda re exam achi, big scam heichi.
@LearnerA-Z
@LearnerA-Z Ай бұрын
Tension neni bhai.. You will be rewarded for your hard work very soon .. Keep grinding😢
@ImRocky15
@ImRocky15 Ай бұрын
Mora 4, 5 jana sanga 17 lakh deichanti RI Pae...tanka computer hack heichi semane nije kahichanti mate😢😢😢😢😢
@samayas4899
@samayas4899 Ай бұрын
Bhai se pila mananka ghara kouthi
@sarojkumarbehera1761
@sarojkumarbehera1761 Ай бұрын
You are right katha kahile bhai
@Subanimarndi1983
@Subanimarndi1983 Ай бұрын
Satya ro jay heu 👍👍👍👍
@BAPIMOHANTY99
@BAPIMOHANTY99 Ай бұрын
ଆମେ କୌଣସି ଟଙ୍କା ନ ଦେଇ selection ହୋଇଛୁ। ପରିଶ୍ରମ କରିଛୁ।
@villagemksvlogs
@villagemksvlogs Ай бұрын
ସେହି କଥା ଟା ହିଁ ସେମାନେ କହୁଛନ୍ତି.... ସେ ମାନେ ବି ପରିଶ୍ରମ କରିଛନ୍ତି
@tikendrasahu9906
@tikendrasahu9906 Ай бұрын
Thanks for the help the corrupt office.
@Ashutosh-l7h
@Ashutosh-l7h Ай бұрын
Exam delay hele ba recruitment process delay hele ame selected chhua + Ri pain dedication saha padhuthiba chhua samaste osssc office + CMO nka pakhaku jiba 🙋‍♂🙋‍♂✊✊✊Ready thaaa..... Prove=Percentile merit list+ Category, percentile ,rank ,name merit list ✊
@sudhansusekharsahoo2833
@sudhansusekharsahoo2833 Ай бұрын
କେବଳ ସାଧାରଣ ବର୍ଗ ର ପିଲାମାନେ ହିଁ ଗାଣ୍ଡୀ ମରୁଛନ୍ତି । ବାଳ ସବୁ department ku Privatisation କରିଦିଅନ୍ତୁ Reservation Automatic hatijiba kamse kam ଯୋଗ୍ୟ ପିଲାମାନଙ୍କୁ କିଛିତ ମିଳିବ।
@Naranmarndi46
@Naranmarndi46 Ай бұрын
Reservation ବନ୍ଦ ହେବା ପୁର୍ବ ରୁ private school private colleges ଗୋଡ଼ିକ ବନ୍ଦ କରି All syllabus same design କରିବା ଉଚିତ୍
@bric_theforum_0101
@bric_theforum_0101 Ай бұрын
ଏଠି ପ୍ରାଇଭେଟ୍ ରେ interview CV କେବଳ Reference ରେ accept ହଉଚି ଆଉ ପ୍ରାଇଭେଟ୍ ରେ ବି ପଇସା ନଦେଲେ job ନାହିଁ, Point - ୧ - Reference Point - ୨ - Donation i.e Privatization
@Nilkumar760
@Nilkumar760 Ай бұрын
Privatisation re besi poisa drkr.. Tata jindal re apply kori dekho
@Naranmarndi46
@Naranmarndi46 Ай бұрын
@@Nilkumar760 ଏହି ସମସ୍ୟା ଗୋଡ଼ିକ ର root cause କଣ ଜାଣିଛନ୍ତି ?
@kamleshbiswas
@kamleshbiswas Ай бұрын
reservation hatei deu, dekho firbnext yr sabu bihari, up wala sabu post re disibe, 50lkh deiki post nei jibe... odisha pila mane kouthu debe ete tanka, sabu bhajia khaibe
@gourimohanmalik2235
@gourimohanmalik2235 Ай бұрын
TCS conduct kariba darkar
@chandankumarrout3570
@chandankumarrout3570 Ай бұрын
Exam center bahut dura re achi, khorda re samasta nkara achi.
@Jay_Mahakal360....
@Jay_Mahakal360.... Ай бұрын
Eita Bhaskara News to mor b joma biswas heuni....😂
@gyansacharak
@gyansacharak Ай бұрын
Meritorious students v ta achanti re exam hele ta tanka prati ta anyaya heba 😅
@biswajeetnayak5019
@biswajeetnayak5019 Ай бұрын
Corruption hatajau transparency karajau job selection process re
@dillipkirtyraj5769
@dillipkirtyraj5769 Ай бұрын
Re exam haba possible hi nuhe guys Samastanka raw score deidele jana padijanta Aeta hi osssc ra gote demerit Mark chadidau Every body must clear about it
@Mjena2006
@Mjena2006 Ай бұрын
Odisha government compidettive pilanka saha kemiti khela kheluchhi jaha heu bhaskar news channel dyara samastanka samnaku asila..
@nihalchannel045
@nihalchannel045 Ай бұрын
ଓଡ଼ିଶା ସରକାର ଓ OSSSC ମନେ ରଖନ୍ତୁ ଯଦି ଆପଣ ଛାତ୍ର ଛାତ୍ରୀ ଓ ଯୁବକ ଙ୍କ ଅଧିକାର ଓ ଚାକିରୀ ସହିତ ଖେଳ କଳେ ଅପଣ ଙ୍କ ଚାକିରୀ ଓ କ୍ଷମତା ଖାଇ ଦବୁ
@Babul1912
@Babul1912 Ай бұрын
Best news channel ❤❤❤❤
@supriyajena2127
@supriyajena2127 Ай бұрын
Right katha kahichha bhai 😭
@smrutiranjanchoudhury3931
@smrutiranjanchoudhury3931 Ай бұрын
12 sep . Place -BJP office. We have to meet CM sir.
@Izel_001
@Izel_001 Ай бұрын
Those who are saying re exam.. instead of re exam they should provide the merit list once again and in a very transparent way
@Sam-j3j9r
@Sam-j3j9r Ай бұрын
Because there not even close to the cutoff mark so ...they want reexam.😂
@bharatipanigrahy1070
@bharatipanigrahy1070 Ай бұрын
​@@Sam-j3j9r😂😂😂
@jyotiranjanshorts9582
@jyotiranjanshorts9582 Ай бұрын
Nischaya haba Bhai ..kandantuni👍
@pushpapradhan2833
@pushpapradhan2833 Ай бұрын
Ame parisrama Kari patha padhibu au Paisa dei dhani loka job paibe
@knowledgepharmacyDpharm
@knowledgepharmacyDpharm Ай бұрын
Bhai eithi parishrama ra phala nahi
@Iloveutoo-143
@Iloveutoo-143 Ай бұрын
Ama odisha ru palei jiba chala youth......nahele nilam hau job ra mame 1 core die kinibh
@DebabrataBarik-s6m
@DebabrataBarik-s6m Ай бұрын
It's true sir ..gote single line bi vull nahiii e video re se vai mora kandi kandi kahigale.....plz government stop this corruption...plzz
@dusmantadash4305
@dusmantadash4305 Ай бұрын
Really Bhai you are great🙏🙏 I agree with you
@CarevantisMedicare
@CarevantisMedicare Ай бұрын
Respected cm tike dekhantu
@GOODWORLD-999
@GOODWORLD-999 Ай бұрын
ତମେ ବି ଚାକିରି କରୁଛ ଟଂକା ପାଇଁ ସେମାନେ କେମିତି ଟଂକା ନ ନେବେ 😅 ବେପାର କର ରେ Lifeହେଇଯିବ
@devenroy8470
@devenroy8470 Ай бұрын
Bedha ta kilo tu
@Jagaa333
@Jagaa333 Ай бұрын
News ଦେଖୁଥିଲି ଗୋଟେ MLA କହିଲା ଆମେ ଲୋକଙ୍କ ସେବା କରୁଛୁ ଏତେ ଆମର ଦରମା ବଢିବା କଥା.... 1.5Lakh Salary ru hela 2.5Lakh, Pension hela 1.5Lakh କି ସେବା କରୁଛ ମ.... ଏଇଟା ସେବା ନାଁରେ ଲୁଟୁଛ..... ଲୋକ ଙ୍କ ଅସୁବିଧା ଦେଶ ର ରାଜ୍ୟ ଅସୁବିଧା କଥା ବିଧାନ ସଭାରେ କଣ ଉଠେଇବା କଥା 3ମାନେ ତାଙ୍କର ଦରମା ବଢୁ ବୋଲି ବିଧାନସଭାରେ Meeting କରିଲେନି 🤭🤭 ତମେ MLA ମାନେ ଖାଲି ସେବା କରୁନ ସବୁ Govt. Employees ଭି ସେବା କରୁଛନ୍ତି.... ତାହାଲେ ତାଙ୍କର ବି ତ ଦରମା 5k, 10k 15k, 20k, 30k 40k 50k ନ ହେଇ 1 Lakh ରୁ ବେଶୀ ହେବା କଥା ଆଉ ଆଉ pension ବି ବହୁତ ମିଳିବା କଥା pension ହଟେଇ ଦେଇ ଥିଲ ଆଉ ଏବେ କଲ ଯେ UPS... ତମ ମାନଙ୍କ ବେଳେ OPS ଆକାରରେ 🤷🏻‍♂️🤷🏻‍♂️🤷🏻‍♂️ ମଟେ ନିଜକୁ ଓଡିଶା, ଆଉ ଭାରତୀୟ ବୋଲି କହିବାକୁ ଖରାପ ଲାଗିଲାନି.... 9:42
@rajkishordas1396
@rajkishordas1396 Ай бұрын
It has become a trend of complaining against osssc recruitment process.
@Sam-j3j9r
@Sam-j3j9r Ай бұрын
Complain kari kari age paleile chup hebe.
@BRAHMACHARYAPOWER-b9i
@BRAHMACHARYAPOWER-b9i Ай бұрын
ଇଲେକ୍ସନ ଆଗରୁ exam ହୋଇଥିଲା.... ବିଜେଡି ସବୁ ବିକି ଦେଇଛି..... ସେଇ ପଇସା ରେ ସେ ମଦ, ମାଂସ ବାଣ୍ଟିଚି
@safsidhibaat
@safsidhibaat Ай бұрын
Ta ri exam ebe hauchi then puni kemiti same way exam ??
@bidyadharbhutia8614
@bidyadharbhutia8614 Ай бұрын
We can relate this 😢😢😢😢
@sarojkumarbehera273
@sarojkumarbehera273 Ай бұрын
OSSSC OSSC.. Corruption ra Master mind N GURU..Ban Karajau sei Agency ku..Sei corruption pain Pila Bahut Depression Aau Suffer heuchanti..Stop Corruption..
@kumarworld.6276
@kumarworld.6276 Ай бұрын
Odisha re competitive exams re transparency asiba darkar
@bijaykumarmarandi4047
@bijaykumarmarandi4047 Ай бұрын
Paper Leak Kara ..auu Students Protest kole Tanko Naam re Alag alag Allegation Logeiki Pila nko Future Dark Kara jauchhi 💯
@Liza....Pr.
@Liza....Pr. Ай бұрын
Green shirt pila ra interview suniki kharab lagila, 103 rakhiki bi helani, padhi padhi kete padhibu!!
@MeriJungOneManArmy1
@MeriJungOneManArmy1 Ай бұрын
ଓଃ
@MeriJungOneManArmy1
@MeriJungOneManArmy1 Ай бұрын
ଧନ ତୁମେ ବାହା ହେଇ ଯାଉନା
@BanmaliBag-de5lo
@BanmaliBag-de5lo Ай бұрын
😢 gariba pua pain e pakhe jaga nahi
@swetaketuluhar6164
@swetaketuluhar6164 Ай бұрын
Thik katha bhai
@gopabandhunayak5843
@gopabandhunayak5843 Ай бұрын
Jauthi exam seithi eka result heba darkar sabash bhai salute 🙏
@Swayangsampurnnasahoo
@Swayangsampurnnasahoo Ай бұрын
Bhai nka katha suni bahut kanda lagila ...😢
@GaganSamantaray-kl2cp
@GaganSamantaray-kl2cp Ай бұрын
Converse with Mohan sir.
@bulubiswal5580
@bulubiswal5580 Ай бұрын
Without cutoff and normalize mark... Merit list should be illegal
@sureshnaik9238
@sureshnaik9238 Ай бұрын
Forester forest guard and lsi aspirants nku nyaya milu tanka prati anyaya hoichhi nahale ame ଏହାକୁ ଗଣ ଆନ୍ଦୋଳନ ର ରୂପ ଦୋବୁ
@knowledgepharmacyDpharm
@knowledgepharmacyDpharm Ай бұрын
Bhai bhagaban nahi eithi j sabu baimanni karuchanti semankar chakiri ethi haba
@MeriJungOneManArmy1
@MeriJungOneManArmy1 Ай бұрын
କାନ୍ଦେ ନା ରେ କାନ୍ଦେ ନା ରେ..ସୁନାର ଶାରୀ ଭାଗ୍ୟରେ ଅଛି ତୋ ସୁନା ପଞ୍ଜୁରୀ
@jayantipradhan1910
@jayantipradhan1910 Ай бұрын
Comment kn emti
@jayantipradhan1910
@jayantipradhan1910 Ай бұрын
Jie hard karuchi se hi januchi
@MeriJungOneManArmy1
@MeriJungOneManArmy1 Ай бұрын
@@jayantipradhan1910 ହଁ ଲୋ
@PriyadarsiniParida-b2b
@PriyadarsiniParida-b2b Ай бұрын
Hmm sabu emiti hauchi tasaha high school teacher madhya appointment re corruption haethila
@rajbro8225
@rajbro8225 Ай бұрын
Banned this system in odisha state 👍👍🙏🙏🙏🙏💯
@IRONFIST1580
@IRONFIST1580 Ай бұрын
Sarkar nku ea pidita jubaka maanka pai uchit step nabaa uchit.
@rebatinayak3975
@rebatinayak3975 Ай бұрын
Ame 2013 masiha thu preparation kru chhhu, ybe bi job painu kete tension
@tapankumarmohanty6078
@tapankumarmohanty6078 Ай бұрын
Government should take steps to conduct corruption free examination
@Jyoti-q6y
@Jyoti-q6y Ай бұрын
Stop corruption give chance to meritorious students 😢😢
@pintujenapupun7215
@pintujenapupun7215 Ай бұрын
We want justice
@kingofkings8071
@kingofkings8071 Ай бұрын
Already mun gote acre biki sarichhi nxt exam pain full prepare🌝 Bilkul risk nahi
@sunilkumardhal1958
@sunilkumardhal1958 Ай бұрын
Area Bhai Exam conduct karuthiba vendor ku change kara jau anya State rea ban karajaichi kintu ama Odisha rea taku Allow karuchanti plze sabu kuhantu Exam karuthiba vendor Kara jau...au Hig security software used kara jau exam rea Tcs❤😢
@filmirage57
@filmirage57 Ай бұрын
Ssc ra kete exam deichha Bhai Kete TCS question practice karichha ?
@manoranjanclasses9355
@manoranjanclasses9355 Ай бұрын
Please govt. take it carefully also all ED, CBI, NIA, CRIME BRANCH investigation heu😢
@manojkumarmurmu915
@manojkumarmurmu915 Ай бұрын
Bhai please continue try
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 295 МЛН
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,9 МЛН
The IMPOSSIBLE Puzzle..
00:55
Stokes Twins
Рет қаралды 28 МЛН
Wait… Maxim, did you just eat 8 BURGERS?!🍔😳| Free Fire Official
00:13
Garena Free Fire Global
Рет қаралды 9 МЛН
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 295 МЛН