ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜଧାନୀ କେମିତି ହେଲା? | Bhubaneswar's Inception as Odisha’s New Capital - EP: 1

  Рет қаралды 2,311

OdishaLIVE

OdishaLIVE

Күн бұрын

#odisha #bhubaneswar #capitalcity
୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ପରେ ରାଜ୍ୟର ନୂଆ ରାଜଧାନୀକୁ ନେଇ ଜୋର ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ ପରେ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ହୋଇଥିଲା। ରାଜଧାନୀ ସ୍ଥାପନ ପାଇଁ ଭୁବନେଶ୍ୱରରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଭଲ ପରିବେଶ ଓ ଜଳବାୟୁ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ କୀର୍ତ୍ତିରାଜି, କଳା ସ୍ଥାପତ୍ୟ, ଗମନାଗମନ ପାଇଁ ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ କରିବାର ସୁବିଧା, ପର୍ଯ୍ୟଟନସ୍ଥଳୀ ଏବଂ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ପର୍ଯ୍ୟାପ୍ତ ଖୋଲାସ୍ଥାନ ଥିବାରୁ ଭୁବନେଶ୍ୱରକୁ ହିଁ ନୂଆ ରାଜଧାନୀ ଭାବେ ବଛା ହେଲା।
ଜଣାଶୁଣା ଉଦ୍ୟୋଗୀ ଦେବାଶିଷ ପଟ୍ଟନାୟକଙ୍କ ଉପସ୍ଥାପନାରେ ପ୍ରସ୍ତୁତ ‘ଷ୍ଟୋରି ଅଫ୍ ଭୁବନେଶ୍ୱର’ ଓଡ଼ିଶାଲାଇଭର ଏକ ସ୍ୱତନ୍ତ୍ର ସିରିଜ୍।
Discover the fascinating story of how Bhubaneswar became the new capital of Odisha! In this video, it’ll take you back in time to April 1, 1936, when Odisha was declared a province, and Cuttack was its erstwhile capital. Learn how B.K. Gokhale envisioned Bhubaneswar as the ideal capital due to its vast expanse, offering scope for expansion and development into a metropolis. Explore the historic moment in 1946 when Harekrushna Mahatab passed the bill in the Assembly, declaring Bhubaneswar as the capital of Odisha.
Renowned entrepreneur Debasish Patanaik brings you 'The Story of Bhubaneswar', an exclusive series by OdishaLIVE.
Join this channel to get access to perks:
/ @odishalive
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
KZbin: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
A/23, (Ground Floor) Surya Nagar, Near Hotel Venus,
Governor House Road, Bhubaneswar - 751003 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

Пікірлер: 7
@soozaykar4074
@soozaykar4074 9 күн бұрын
Exllnt...
@prachitanayabehera1457
@prachitanayabehera1457 13 күн бұрын
Impressive to see how Bhubaneswar has evolved from a small town to a thriving smart city!
@biswajitsahooofficial5160
@biswajitsahooofficial5160 5 күн бұрын
Good video on Bhubaneswar
@hksahoo8755
@hksahoo8755 8 күн бұрын
Good information ❤
@hksahoo8755
@hksahoo8755 8 күн бұрын
ସେତେବେଳ ର ଗାଁ ଗୁଡ଼ିକ ର ନାମ, ଅବସ୍ଥିତି ବିଷୟ ରେ ଜଣାନ୍ତୁ ❤
@sudiptrainofrhythm8529
@sudiptrainofrhythm8529 Күн бұрын
ହଁ, କଟକ ରେ ଖାଲି ବନ୍ୟା ନଦୀ ଦେଖା ଗଲା। କଟକ ର ଐତିହ୍ୟ ଏବଂ ଓଡ଼ିଶା ପ୍ରତି ଅବଦାନ ର କିଛି ମୂଲ୍ୟ ନାହିଁ। ଯିଏ ଯେମିତି ଚଷମା ପିନ୍ଧିବ ତାକୁ ଦୁନିଆ ସେମିତି ଦିଶିବ। ତେଣୁ ଆମ ଓଡ଼ିଆ ଙ୍କୁ କଟକ ର ବନ୍ୟା ହିଁ ଦିଶିଲା। ଆଉ କିଛି ଦିଶିଲା ନାହିଁ। କଟକ ର expansion ନାଁ ରେ ଆମ ଲୋକ ପଛେ ୨୫ କିମି ଭୁବନେଶ୍ଵର କୁ ପଳେଇଲେ କିନ୍ତୁ ୮ କିମି ଚୌଦ୍ଵାର କୁ ଯାଇପାରିଲେ ନାହିଁ। କି କାଠଯୋଡି ନଦୀ ସେପଟେ ବାରଙ୍ଗ ଫୁଳନଖରା ଅଞ୍ଚଳ ବି ଦୂର ହେଇଗଲା। ଇତିହାସ ରୁ ଐତିହାସିକ ସହର କଟକ ର ନାମ କୁ ହଟେଇବା ଭଳି କର୍ମ ଯୋଉ ଜାତି କରିପାରେ ସେ ଜାତି ର ଗତି କୁଆଡେ ତାହା ଅତ୍ୟନ୍ତ ଦୁଃଖ ଦାୟକ
Help Me Celebrate! 😍🙏
00:35
Alan Chikin Chow
Рет қаралды 64 МЛН
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 10 МЛН
Миллионер | 1 - серия
34:31
Million Show
Рет қаралды 2,3 МЛН
规则,在门里生存,出来~死亡
00:33
落魄的王子
Рет қаралды 27 МЛН
Biswas Abiswas Andhabiswas | Tigiria Jagannath Temple | PrameyaNews7
26:02
Help Me Celebrate! 😍🙏
00:35
Alan Chikin Chow
Рет қаралды 64 МЛН