ଟଙ୍କାଖିଆ IIC, ମାଲ ଦେଲେ FIR ରଖୁଥିଲେ || Bharatpur Police Station || Bhubaneswar || Odisha Reporter

  Рет қаралды 201,821

Odisha Reporter

Odisha Reporter

Күн бұрын

Пікірлер: 617
@pravakarmishra8813
@pravakarmishra8813 3 ай бұрын
ଯେତେ ସୁନ୍ଦର ଥାନା ହେଇଛି ସେତେ କଦର୍ଯ୍ୟ ଆଇଆଇସି
@chittaranjanpradhan506
@chittaranjanpradhan506 3 ай бұрын
କନେଷ୍ଟବଳ ହେବା ପାଇଁ ୟାର ଯୋଗ୍ୟ ନାହିଁ କିନ୍ତୁ ଆଇଆଇସି କେମିତି ହେଇଗଲା ✅
@earcaneer6826
@earcaneer6826 3 ай бұрын
Paisa dei job pai thiba ea iic laguchi Jail patha jau ea iic ku
@soumyanayak7755
@soumyanayak7755 3 ай бұрын
Naveen babu sabu karuthile bhalse.
@SasmitajenaPriya
@SasmitajenaPriya 3 ай бұрын
😂
@SARAT-M
@SARAT-M 3 ай бұрын
POLICE: DUM BIRYANI DIO SABU KAMA THIK THAK HEIJIBA😂
@simrankanungo
@simrankanungo 3 ай бұрын
Jete bada peta sete bada padabi 😂
@pravakarmishra8813
@pravakarmishra8813 3 ай бұрын
ଆଜିକା ଦିନରେ ସାଧାରଣ ଲୋକ ପୋଲିସ ପାଖକୁ ଯିବାକୁ ଡରୁଛନ୍ତି କେବଳ ସେମାନଙ୍କର କଡର୍ଯ୍ୟ ବ୍ୟବହାର ପାଇଁ
@asmilvlogs5669
@asmilvlogs5669 3 ай бұрын
ସତ କଥା ଏସବୁ ଆଜି କାଲି ଦିନ କୁ ଦିନ ପୋଲିସ ର ବ୍ୟବହାର ଗୋଟିଏ ଅସୁର,ରାକ୍ଷସ ଭଳିଆ ...ଛି ଛି ଲଜ୍ୟା ଲାଗିବା କଥା ଆମ ଟଙ୍କା ରେ ଦରମା ନେଉଚ ଆଉ ଆମକୁ ସୁରକ୍ଷା ଦେବା ବଦଳ ରେ ନିଜେ ଥାନା , ବର୍ଦି କୁ ବାପା ର ସମ୍ପତି ଭାବିକି ରାଜ କରୁଛନ୍ତି ।ଛି ଛି
@Debasish.Rout046
@Debasish.Rout046 3 ай бұрын
Sae sala mohan majhi karuchi kan
@LaxmanSingh-nr6qo
@LaxmanSingh-nr6qo 3 ай бұрын
ସବୁ ଥାନା ବାଲା ଏମିତି ହଇରାଣ କରନ୍ତି
@kailashnayak7643
@kailashnayak7643 3 ай бұрын
Right
@Chittaranjan-i4o
@Chittaranjan-i4o 3 ай бұрын
Yes
@tikchandisari3648
@tikchandisari3648 3 ай бұрын
Really Katha bhai
@sankhalicharangiri805
@sankhalicharangiri805 3 ай бұрын
CM SIR nku aei thana balanka karnama bholo bhabare jona. CM sir nku anurodh emiti danda diontu jemiti example sabudino paain rahijibo
@shubhambehera-di8ne
@shubhambehera-di8ne 3 ай бұрын
A bhalia thana babunku fasi diajau
@Laxmidhar-
@Laxmidhar- 3 ай бұрын
ଓଡିଶା ର ପ୍ରତ୍ୟେକ ଥାନାରେ ଏମିତି ଚାଲିଛି ଓଡ଼ିଶା ପୋଲିସ କୁ ଭରସା ନାହିଁ
@skindoctor21
@skindoctor21 3 ай бұрын
ଓଡ଼ିଶା ର ସବୁ ଥାନା ରେ ଏହି ଅବସ୍ଥା
@inat9563
@inat9563 3 ай бұрын
ବହୁତ ସୁନ୍ଦର
@nilanchalgouda2999
@nilanchalgouda2999 3 ай бұрын
ଏ ମାନକୁ ପଇସା ଖିଆ ଦେଖାଇଛି bjd Sarkar
@khirodkumarpanda4763
@khirodkumarpanda4763 3 ай бұрын
ଯୋଗୀ ଆଦିତ୍ୟନାଥ ଙ୍କ ଢାଞ୍ଚାରେ ତୁରନ୍ତ ସମ୍ପୃକ୍ତ ଥାନା ଅଧିକାରୀ ଙ୍କ ନାମ ରେ ଚାର୍ଜସିଟ୍ କରି ତଳ ପାହ୍ୟା ହାବିଲଦାର କୁ ଖସାଇ ଦିଆଯାଉ ତାହାଲେ ସେ ବୁଝିବେ ଦଣ୍ଡ କ'ଣ
@techtanveer5804
@techtanveer5804 3 ай бұрын
Maghia yogi modi mohan sabu chora maghia mane
@SANGRAMBEHERA-j4f
@SANGRAMBEHERA-j4f 3 ай бұрын
Supar idea🙏
@aashacreation9606
@aashacreation9606 3 ай бұрын
Bhala katha te kahile
@srikanta671
@srikanta671 3 ай бұрын
ପାଣ୍ଡିଆନ ଧରମ ଭାଇ ଆଇଆଇସି
@ratnakarbarik7186
@ratnakarbarik7186 3 ай бұрын
କିଛି ଥାନା ଅଧିକାରୀ ଙ୍କ ପାଇଁ ପୋଲିସ ଡିପାର୍ଟମେଣ୍ଟ ବଦନାମ
@dsd4230
@dsd4230 3 ай бұрын
ଦୀନକୃଷ୍ଣକୁ ଜେଲ ପଠାଯାଉ
@SurendrarautSurendraraut-uf1th
@SurendrarautSurendraraut-uf1th 3 ай бұрын
ବିଜେଡି ସରକାରଙ୍କ ପୋଷ୍ୟ ପୁଅ
@Kuldeeprajput969-s7c
@Kuldeeprajput969-s7c 3 ай бұрын
To bou ra ghaita
@SurendrarautSurendraraut-uf1th
@SurendrarautSurendraraut-uf1th 3 ай бұрын
@@Kuldeeprajput969-s7c ଗଲୁ ହେଉଛିକିରେ
@SurendrarautSurendraraut-uf1th
@SurendrarautSurendraraut-uf1th 3 ай бұрын
ରାଜପୁତ ନୁହଁ ପେଳ ପୁତ କାହା ଚେନଲ ରେ କମେଣ୍ଟ କଲେ ଛୋଡିପୁଅ ଗାଣ୍ଡି ପୋଡୁଛି
@Kuldeeprajput969-s7c
@Kuldeeprajput969-s7c 3 ай бұрын
@@SurendrarautSurendraraut-uf1th to bou bia re bjd gehuchi sala ninda karuchu
@Niteshjha33
@Niteshjha33 3 ай бұрын
​@@Kuldeeprajput969-s7c bhaina tumara e bhasa sabu thik? Sidha bou uparaku palaucha. Tamaku kie emiti kahile kan lagiba?
@maheswarmohanty6415
@maheswarmohanty6415 3 ай бұрын
କେବଳ ପୋଲିସ ନୁହଁ ଓଡିଶା ସରକାର ଫରେଷ୍ଟ ଡିପାର୍ଟମେଣ୍ଟ ରେ ମଧ୍ଯ ଏହିଭଳି ଚାଲିଛି।
@joshabantagarnayak
@joshabantagarnayak 3 ай бұрын
Revenue department also
@joshabantagarnayak
@joshabantagarnayak 3 ай бұрын
Requesting to BJP Govt to take appropriate action against these
@inat9563
@inat9563 3 ай бұрын
ବହୁତ ସୁନ୍ଦର
@funnyy9120
@funnyy9120 3 ай бұрын
ଏ ବିଜେପି ସରକାର ଯଦି କିଛି କିଛି ଆକ୍ସନ ନ ନେଲା ତାହେଲେ ବିଜେପି ଉପରୁ ଆମର ଭରସା ଉଠୀଯିବ, ଆଉ ବିଜେପି କୁ ଭୋଟ ଦେବୁ ନାହୁ
@joshabantagarnayak
@joshabantagarnayak 3 ай бұрын
U r 100% right
@numerologistsannjoy5996
@numerologistsannjoy5996 3 ай бұрын
ଏମିତି ବହୁତ ପ୍ରକାର ଦାଗ ଅଛି ସେଇ ଦିନକୃଷ୍ଣ ନାଁ ରେ. ସେ ପୁରୁଣା ଦାଗି.
@SrikantaGomango
@SrikantaGomango 3 ай бұрын
24 ବର୍ଷ ଶାସନରେ ବହୁତ୍ ସରକାରୀ କର୍ମଚାରୀ ଦୁର୍ନୀତି ଗ୍ରସ୍ତରେ ବୁଡ଼ିକି ରହିଥିଲେ l ତେଣୁ ସୁଧାରିବାକୁ ସମୟ ଲାଗିବ l ଆଶା କରୁଛି କି ବର୍ତ୍ତମାନର ସରକାର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା କରୁଛି l
@satyabehera9431
@satyabehera9431 3 ай бұрын
ସେ ଆଆସି କୁ ତୁରନ୍ତ ଚାକିରୀ ରୁ ବହିଷ୍କାର କରାଯାଉ।ତାପରେ ଘରେ ଭିଜିଲାନ୍ସ ରେଡ଼ କରାଯାଉ ।
@BijayanandaBehera-h1i
@BijayanandaBehera-h1i 3 ай бұрын
100%right
@sushantasahu1858
@sushantasahu1858 3 ай бұрын
Amiti police ku dismiss kariba katha
@BasudebSahoo-m9t
@BasudebSahoo-m9t 3 ай бұрын
ଶଳା ଭୁବନେଶ୍ୱର ବାଗିର ଜାଗା ରେ ଯଦି ଏନ୍ତା ହେଉଛେ ବଏଲେ ଆମର ଗାଁ ଗାଉଁଲି ରେ କାଣା ନି ହେଉଥିବା ଡବଲ ଇଞ୍ଜିନ ସରକାର ଦୁଃଖ ବୁଝ.
@surajitjana7671
@surajitjana7671 3 ай бұрын
ଏ ଆଇ ଆଇସି କୁ ଦେଖିଲେ ଜଣାପଡେ ଏଇଟା ପୁରା ଭଉଣୀଗିହା
@GaneswarMunda-h7z
@GaneswarMunda-h7z 3 ай бұрын
ମାଆଘିଅ ପୋଲିସ
@SANGRAMBEHERA-j4f
@SANGRAMBEHERA-j4f 3 ай бұрын
Peta bharilai khainki
@pritiranjandas5875
@pritiranjandas5875 3 ай бұрын
ବିଜେଡି ର ଏମାନେ ସବୁ ପୋଷା ଗୁଣ୍ଡା.... 24 ବର୍ଷ ଖାଇ ଖାଇ ଅଭ୍ୟାସ ହେଇ ଯାଇଛି....
@subashdash4944
@subashdash4944 3 ай бұрын
IIC ku jaldi arrest karajau n dismissed from service karajau
@satyanarayanswain1863
@satyanarayanswain1863 3 ай бұрын
ଛି ଛି ଛି ଛି ଛି ପୋଲିସ ବିଷ୍ପସ୍ ଲାଗୁନି ଓଡ଼ିଶା ପୋଲିସ
@prakashkumaracharya6025
@prakashkumaracharya6025 3 ай бұрын
ଏ କରିତକର୍ମା ଙ୍କୁ ବନ୍ଧା ଯାଉନାହିଁ କାହିଁକି? ଆମ ମୁଖ୍ୟମନ୍ତ୍ରୀ MLA ଥିବାବେଳେ ନିଜେ ପୁଲିସ ଦୁର୍ବ୍ୟବହାର ର ସମ୍ମୁଖୀନ ହୋଇଥିଲେ। ତଥାପି ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ କାହିଁ?
@santoshbehera6532
@santoshbehera6532 3 ай бұрын
ଦେଶରେ ଓଡ଼ିଶା ପୋଲିସ୍ ର ଛବି ବହୁତ୍ ଖରାପ
@ManjariManjari-p6f
@ManjariManjari-p6f 3 ай бұрын
Request to dismiss from govt service.
@GaneshJena-mr1hf
@GaneshJena-mr1hf 3 ай бұрын
ଧନ୍ୟବାଦ୍,ଆଜ୍ଞା ଏମିତି ଅନେକ ଖବର ଓ ଆଶ୍ଚର୍ଯ୍ୟ ଖବର ଆଗକୁ ଆହୁରି ଆସିବ |
@BijayanandaBehera-h1i
@BijayanandaBehera-h1i 3 ай бұрын
Satarka aberu huaa
@abhayakumardas1798
@abhayakumardas1798 3 ай бұрын
ଆମ ସରକାର ଙ୍କ। ଥାନା। Iic ବାବୁଙ୍କର
@ashokbeherabehera4125
@ashokbeherabehera4125 3 ай бұрын
ଶେଷଳା ପେଟ କାଡିକି ଅଛି କି ପୋଲିସ ରେ ତୁ ଶଳା ଟିକେ ଚାଲିପାରିବୁନି,goverment ବି ଏମିତି ପେଟା ଗୁଡାକୁ କଣ ପାଇଁ ରଖୁଛି, ଓଡିଶା ପୋଲିସ ଇଣ୍ଡିଆ ରେ no1 cortuption
@GaganbihariBalabantaray
@GaganbihariBalabantaray 3 ай бұрын
ଏ ହେଉଛି ପୋଲିସର ଅସଲ ପରିଚୟ
@pradipray6127
@pradipray6127 3 ай бұрын
ଏଥି ପାଇଁ ଏହାର ପରିବାର ଦାୟୀ ବାପ ମା ସଂସ୍କାର ଶିଖାଇ ନାହାନ୍ତି ଟଂକା ଦେଇ ଚାକିରୀ କରିଥିବ
@ramakantapradhan6288
@ramakantapradhan6288 3 ай бұрын
ସରକାର ଙ୍କୁ ଅନୁରୋଧ ଏ ଆଇଆଇସି କୁ ତୁରନ୍ତ ଆଇନ ଅନୁଯାଇ ଦଣ୍ଡ ଦିଆଯାଉ ଏଇ ଅଫିସର ମାନଙ୍କ ପାଇଁ ସାଧାରଣ ଲୋକଟିଏ ନ୍ୟାୟ ପାଇପାରୁ ନାହାନ୍ତି
@rabinarayanapraharaj4477
@rabinarayanapraharaj4477 3 ай бұрын
ଏଭଳି ଦେଶଦ୍ରୋହି କୂ ବାଘ ଆଗକୁ ପେଲି ଦବା କଥା
@biswanathmohapatra1836
@biswanathmohapatra1836 3 ай бұрын
We Dare We care..... should be changed to We Loot We Eat...😂
@sandhyatara1993
@sandhyatara1993 3 ай бұрын
😃
@PradiptaDas-sy4jn
@PradiptaDas-sy4jn 3 ай бұрын
ଶଵୁ ଥାନାରେ ଏମିତି ଲୋକକୁ ହଇରାଣ କରୁଛତି ଏପେଲେଇପୁଅ ଆଇ ଆଇ ଶି ଵଶିକି ଖାଇକି ପେଟଵଢି ଗଲାଣି
@pravatkumarmishra9760
@pravatkumarmishra9760 3 ай бұрын
ୟାର ଘର୍ ଆଗ ରେଡ କରି ଚାକିରୀରୁ ବହିଷ୍କାର କରି କୋଡ଼ିଏ ବର୍ଷ ଜେଲ ଦିଅ
@nareshbehera9227
@nareshbehera9227 3 ай бұрын
ଦିନ କୃଷ୍ଣ ସାର୍ ଙ୍କୁ ଜେଲ୍ ପଠାଯାଉ ସମସ୍ତଙ୍କର କଥା ଶୁଣିଲା ପରେ ଦୀନକୃଷ୍ଣ ପୋଲିସ ଅଫିସର ଭଲ ଲୋକ ନାହିଁ
@salbegpradhan4118
@salbegpradhan4118 3 ай бұрын
ସବୁ ପୋଲିସ ଵାଲେ ଏମିତି କୁହନ୍ତି ଗାଡି ରେ ପେଟ୍ରୋଲ ନାଇଁ ଆମକୁ ଖର୍ଚ ପାଣି ଦେଲେ ଆମେ ଆକ୍ସନ ନେବୁ
@dharmanandabhutia767
@dharmanandabhutia767 3 ай бұрын
A police ku home guard jogya nahi
@madhusudandhal302
@madhusudandhal302 3 ай бұрын
Eei iic nku ଚାକିରୀ ରୁ ବାହାର କରନ୍ତୁ ଏବଂ ପେନସନ ବି ଯେମିତି ନ ମିଳିବା ଦରକାର 😡😡😡
@jagatkrishna1543
@jagatkrishna1543 3 ай бұрын
ପ୍ରକୁତ ସତ୍ୟ। ଧନ୍ୟବାଦ୍ media to expose this issue. Long Live! Long Live!
@dibakarpanigrahy9369
@dibakarpanigrahy9369 3 ай бұрын
Such a police officer should be dismissed from the service and arrested....👉😎
@PratapDas-n2x
@PratapDas-n2x 3 ай бұрын
ଦେଶର କଳଙ୍କ ଏମାନେ ତାକୁ ଚାକିରି ରୁ ଅବସର ନେବା ଦରକାର
@fakirmohankhatua2832
@fakirmohankhatua2832 3 ай бұрын
ପାଣ୍ଡିଆନ ଶାସନ ର ଅଭ୍ୟାସ ଛାଡିପାରୁନି ପୋଲିସ
@saratkumarpanda7007
@saratkumarpanda7007 3 ай бұрын
ଏକା ଏଇ ଆଆସି ଲାଞ୍ଚଖୋର ।ଅନ୍ୟ ଥାନାରେ ସାଧୁମାନେ ଅଛନ୍ତି। ସରକାର କିଛି ପଦକ୍ଷେପ ନିଅନ୍ତୁ। ଆମ ସାଧାରଣ ଲୋକ କିପରି ରହିବୁ।
@AmarAcharya-v8m
@AmarAcharya-v8m 3 ай бұрын
ଇଆ ଫେସ ରୁ ଜଣା ପଡୁଛି ଇଏ ଟଙ୍କା ଖିଆ,
@pradyumnaPanda-d8x
@pradyumnaPanda-d8x 3 ай бұрын
ଓଡ଼ିଶା ର ପ୍ରତ୍ୟେକ ଥାନାରେ ଅବସ୍ଥା ଏମିତି
@skmstorywriter6400
@skmstorywriter6400 3 ай бұрын
DCP ସିଂ ଅଯୋଗ୍ୟ ପାଇଁ ଏ ସବୁ
@MasterGulu1
@MasterGulu1 3 ай бұрын
ଦାନୁଆ ବ୍ରହ୍ମଣ କୁ ଧକ୍ଷିଣା ଦିଅ justic for Ankita
@susilnayak7949
@susilnayak7949 3 ай бұрын
ଆକୁ ମେଳି ମାଡ଼ ଦରକାର
@narottambhoi5218
@narottambhoi5218 3 ай бұрын
ଦୀନକୃଷ iic କେ ଜେଲ ହେଉ
@prasantakumarpadhi4399
@prasantakumarpadhi4399 3 ай бұрын
ତା ପରେ ମାଲ ଗୁଡ଼ିକୁ ଉପରିସ୍ଥ officer nku ଦେଉଥିଲେ।
@skbbsrodisha
@skbbsrodisha 3 ай бұрын
ଏମିତି କଥା କେବଳ ଭରତପୁର ଥାନାର କାହାଣୀ ନୁହେଁ ଏମିତି କଥା ଓଡ଼ିଶାର ପ୍ରାୟ ପ୍ରାୟ ଅଧିକାଂଶ ଥାନାର ଘଟଣା ।
@karunakarmohanty89
@karunakarmohanty89 3 ай бұрын
କୋଟାରେ ଆ ସି ହେଇଛି ହୋମ୍ ଗାଡ଼ ଯୋଗ୍ୟ
@DaitariPraharaj
@DaitariPraharaj 3 ай бұрын
Strong action taken against police officer.i,e dismisse.
@gangadharamohanty1686
@gangadharamohanty1686 3 ай бұрын
ଏବେ ଏ ଘଟିୟା ଦିନବନ୍ଧୁ ର ସମସ୍ତ ସମ୍ପତି ଯାଞ୍ଚ୍ କରିବା ଦରକାର୍ । ଏ ଶଳା ବ୍ରାହ୍ମଣ ନାମରେ କଳଙ୍କ ତେଣୁ ମୁଁ ଏ ଘଟିୟା ବ୍ୟକ୍ତି ର ଗାଆଁ ଭାଇ ମାନଙ୍କୁ ଅନୁରୋଧ କରୁଛି-- ଏ ଦେଶ୍ ଦ୍ରୋହି ଗର୍ଦାର କୁ ଗାଆଁ ରେ ଵାସନ୍ଦ କରନ୍ତୁ -- ଜୟ ଜଗନ୍ନାଥ ।
@sheetalsubhadarshini4449
@sheetalsubhadarshini4449 3 ай бұрын
ସବୁ ଥାନା ଏହି ଭଳି
@SP6612472219
@SP6612472219 3 ай бұрын
Laja....Laguni...Odisha Police Ku
@pratyushmohanty8788
@pratyushmohanty8788 3 ай бұрын
Shame on Odisha Police.
@nilamanikar954
@nilamanikar954 3 ай бұрын
ଓଡ଼ିଶା ର ପ୍ରାୟ ଥାନା ରେ ଲାଞ୍ଚ କାରବାର ହେବାର ନଜିର ବହୁତ୍ ଅଛି।ଏ ବାବୁ ଏକୁଟିଆ ନୁହେଁ। ଅନେକ ଅଛନ୍ତି। ଏହାର କିଛି ପ୍ରତିକାର ଅସମ୍ଭବ। ଅଶୀ ଦଶକରେ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ପ୍ରଜାତନ୍ତ୍ର ରେ ଗାଁ ମଜଲିସ୍ ବୋଲି ଏକ ସନ୍ଦର୍ଭ ଲେଖୁଥିଲେ।ଏଥିରେ ସେ ଥରେ ଓଡ଼ିଶା ପୋଲିସ ଓ ଥାନା ଓ ଆମର ସାମାଜିକ ପରିସ୍ଥିତି ବିଷୟରେ ଲେଖିଥିଲେ। ଜଣାପଡୁଛି ଜନସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଲେଖାର ଅର୍ଥ ବଦଳି ଯାଇଛି
@SwadharmaOdisha
@SwadharmaOdisha 3 ай бұрын
ସତ କହିବାକୁ ଧନ୍ୟବାଦ୍
@abhijitmohanty2428
@abhijitmohanty2428 3 ай бұрын
ମିଟିଂ ଡକେଇ ସମସ୍ତଙ୍କୁ suspend Kari ନୂଆ requirement କରାଯାଉ
@SusantaBiswal-h2p
@SusantaBiswal-h2p 3 ай бұрын
Police administration must investigate and take action
@SR_Santali_Creation
@SR_Santali_Creation 3 ай бұрын
ବହୁତ ବଡ଼ିଆ ହେଇଛି....ଏମିତି କେସ ହେଲେ ହିଁ ସମସ୍ତେ ସାବଧାନ ହେବେ .
@laxmidharmirror5500
@laxmidharmirror5500 3 ай бұрын
ଶଳା ଲାଂଚୁଆ ପୋଲିସ ଚାକିରି କେମିତି ପାଇଛି ସେ ହେରଫେର କରି ଚାକିରି କରିଛି ଶଳା ଭିକାରୀ
@balaramswainbalaram5427
@balaramswainbalaram5427 3 ай бұрын
ସବୁ ପୋଲିସ ଲାଚ ନେଉଛତି କୋଉ ଛୋଡ଼ିପୁଅ ଭଲ ନୁହନ୍ତି ଟଙ୍କା ଦେଲେ କାମ ସିଆଡେ
@RabindraKumarSahoo-jn7tw
@RabindraKumarSahoo-jn7tw 3 ай бұрын
ଏଥିପାଇଁ ଦାୟୀ ଗୃହ ବିଭାଗ, ଆଉ ନେତା କାହିଁକି ନା ପୋଲିସ ତାଙ୍କ ବୋଲକରା
@pradiptarout4070
@pradiptarout4070 3 ай бұрын
ଶଳା ଭିକ ମାଗି ଚଳୁଛି ପୋଲିସ
@santoshkumarsahoo1934
@santoshkumarsahoo1934 3 ай бұрын
ଭାରତ ପୂର୍ ଥାନା ରେ ପେଟ୍ରୋଲ ⛽ ପମ୍ପ ଶୀଘ୍ର ସ୍ଥାପନ କରାଯାଉ ମାନ୍ୟବର ମୋହନ ଜି ଙ୍କୁ ଅନୁରୋଧ
@skbbsrodisha
@skbbsrodisha 3 ай бұрын
ବହୁତ ଭଲ ନଇଁ ପଡିଥିବ ଯେତେବେଳେ ବିଧାଏ ମାରିବ ସେତିକିବେଳେ । ଏଭଳି ଥାନା ଅଧିକାରୀ ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥାଏ ବୋଲି ଆମ ମାନଙ୍କର ଧାରଣା ।
@SachidanandaPatra-bl9ty
@SachidanandaPatra-bl9ty 3 ай бұрын
Thike hoichi suspend iic
@janakipiroi
@janakipiroi 3 ай бұрын
Hm a police Mane amitika katha kuhanti
@sasanksekharaswain9208
@sasanksekharaswain9208 3 ай бұрын
# justice for Ankita
@sanjayakumarsahoo3531
@sanjayakumarsahoo3531 3 ай бұрын
Real hero
@SANGRAMBEHERA-j4f
@SANGRAMBEHERA-j4f 3 ай бұрын
Balla na
@Babaphakiryoutube
@Babaphakiryoutube 3 ай бұрын
Encounter specialist DK Mishra ICC
@birabhadrabehera1476
@birabhadrabehera1476 3 ай бұрын
The police should change their mindset in our odisha.
@ratnakardas724
@ratnakardas724 3 ай бұрын
ଓଡ଼ିଶା ର କେତେ ଟା, ଲାଚୁଆ, ଅପରାଧୀ ପୋଲିସ, ମା,ବାପା କେମିତିକା ହୋଇ ଥିବା କେଜାଣି
@SatyanarayanSwain-k7b
@SatyanarayanSwain-k7b 3 ай бұрын
This type of cases need to be reviewed at top level and remeady measures be sorted out
@khageswarpadhan6685
@khageswarpadhan6685 3 ай бұрын
ଭରତପୁର ଥାନାରେ ଥିବା ପୋଲିସ୍ କର୍ମ ଚାରିଙ୍କୁ ବାହାର କରି ଥାନାକୁ ସୁଧିକ୍ରି ଆ କର। ଜାଉ ।
@soumyanayak7847
@soumyanayak7847 3 ай бұрын
Dismis kar job ru
@purnachandrarout.verygood3368
@purnachandrarout.verygood3368 3 ай бұрын
ସବୁ ଥାନା ରେ ଏହିଭଳି ଘଟଣା। ମୁଖ୍ୟମନ୍ତ୍ରୀ ତୁରନ୍ତ ଷ୍ଟେପ ନିଅନ୍ତୁ।
@chandansahoo8857
@chandansahoo8857 3 ай бұрын
Good 👍👍👍
@LipuSwain-n6k
@LipuSwain-n6k 23 күн бұрын
Nic report
@tofanbehera8403
@tofanbehera8403 3 ай бұрын
ସବୁ ପୋଲିସ ମାନେ ଟଙ୍କା ନନେଲେ କୁଆଡେ ଯିବେନି ଯଦି କାହା ଘରକୁ ଯିବେ ଏ ଶଳା ପୋଲିସ କହିବେ ଆମ ଖର୍ଚ୍ଚକୁ ଦଉନ
@seeyou6818
@seeyou6818 3 ай бұрын
ନବୀନ ବାବୁ ନଥିଲେ ତ କିଛି ହବନାଇ ଆଉ...🎉
@santoshkumarsahoo1934
@santoshkumarsahoo1934 3 ай бұрын
UP CM ଙ୍କ ଶାସନ ଓଡ଼ିଶା ପାଇଁ ଦରକାର୍
@Lionelmessi-zu4pq
@Lionelmessi-zu4pq 3 ай бұрын
ବାଡ଼ ସାଳକୁ
@bibekanandasahoo4037
@bibekanandasahoo4037 3 ай бұрын
Iic nku vigilance red karajaou
@rajatkumarmishra5912
@rajatkumarmishra5912 3 ай бұрын
ଚୋର IIC
@bhagirathimohapatra3604
@bhagirathimohapatra3604 3 ай бұрын
ଏ ମାଆଗିଆ ପୋଲିସ ର ପେଳ କାଟିଦିଅ
@pradiptadatta2928
@pradiptadatta2928 3 ай бұрын
IIC of Bharatpur must be dismissed from the job.
@bhubananandadas1956
@bhubananandadas1956 3 ай бұрын
ରାଉରକେଲାରେ sector 7 ଥାନା ରେ ମଧ୍ୟ ଏହି ଅବସ୍ଥା , ସେଠାରେ ଥିବା ମାନସ ବାବୁ sub inspector ଏହିପରି କରିତକର୍ମା😂
@debanandasahu7298
@debanandasahu7298 3 ай бұрын
A babu home guard hebar yogyata nahi asi odissa a position
@susilnayak7949
@susilnayak7949 3 ай бұрын
ଆରେ ଗେଣ୍ଡା ଆଇଆଇସି ହେବା ଜୁଗ୍ୟ ନାହଁ ସେ ଶଳା ଝାବଡ ଭିକାରୀ
@BapiRath-x6r
@BapiRath-x6r 3 ай бұрын
ଏଭଳି ପୋଲିସ କୁ ହାଣି ଦେବା କଥା
@lokanathdash6899
@lokanathdash6899 3 ай бұрын
O God. Kalijuga. IIC should be dismissed.
@Chandan.....2682
@Chandan.....2682 3 ай бұрын
Se b semiti uporo level re setting thiba kehi tanka ra baalo b bonka kariparibeni amo system pora hugulaa
@bideshikumarhembram6394
@bideshikumarhembram6394 3 ай бұрын
Next cm heba
@JayadevSeth-uk4uk
@JayadevSeth-uk4uk 3 ай бұрын
Sabu corported person ku service ru alga jau ...
Air Sigma Girl #sigma
0:32
Jin and Hattie
Рет қаралды 45 МЛН
Ong Bak | Fight Club Scene
15:05
Cinewatch
Рет қаралды 85 МЛН
Air Sigma Girl #sigma
0:32
Jin and Hattie
Рет қаралды 45 МЛН