ନିଆଁରେ ଘିଅ ଢାଳିଦେଲେ ସମ୍ବିତ, ତାତିଗଲେ ସଭାପତି | Odisha Reporter

  Рет қаралды 25,028

Odisha Reporter

Odisha Reporter

Күн бұрын

ପାରାଦୀପ ବିଜେଡି ଦି’ଫାଳ ତଥାପି ସରୁନି ଗୋଷ୍ଠୀ କନ୍ଦଳ । ଦଳର ପରାଜୟ ପରେ ବି ବିଜେଡିରେ ଚାଲିଛି ଗୋଡ଼ ଟଣାଟଣି ରାଜନୀତି । ସମ୍ବିତ ରାଉତରାୟ କହିଲେ, ‘ଅମାର ଖାଲି , ଏବେ ବିଲକୁ ଯିବେ ମୂଷା’ । ପରୋକ୍ଷରେ ବିଜେଡି ନେତାଙ୍କୁ ମାରିଲେ ବାଣ କିନ୍ତୁ ସାପ ମଲାନି କି ବାଡ଼ି ଭାଙ୍ଗିଲାନି । ବିଜେଡିରେ କିଏ ସେ ମୂଷା, ଯିଏ ଖାଇ ଖାଇ କରିଦେଲାଣି ଅମାର ଖାଲି ? ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ବିନା କେମିତି ହେଲା ବନ୍ଧୁ ମିଳନ ? ବସନ୍ତ କହିଲେ ,‘ସେହିମାନେ ହିଁ ବିଜେଡି ବିପର୍ଯ୍ୟୟର ମୂଳ କାରଣ’ । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJD #Paradip #BJDBJDFight

Пікірлер: 31
@netranetra4111
@netranetra4111 2 ай бұрын
ଜାହାହେଉ ରାବଣ ସରକାର ହାରିଛି ବହୁତ୍ ଭଲ ହୋଇଛି
@SURESHKUMARDALAI-k4d
@SURESHKUMARDALAI-k4d 2 ай бұрын
ନିର୍ବାଚନ ଆଗରୁ ବିଲୁଆ ଶୃଗାଳ ଗପ କହିଲୁ ହାରିଲା ପରେ ମୂଷା, ତତେ ଲଜ୍ଜା ଅଛି ବାପି ରାଉତ. ବୋପା ଯେମିତି ପୁଅ ସେମିତି
@SanjuktaLenka-e6b
@SanjuktaLenka-e6b 2 ай бұрын
ଠିକିକଥା
@elliemohapatra5248
@elliemohapatra5248 2 ай бұрын
Bapa Bapi Circle Against Re Rahi Mari Gala Pare Pua Bandhu Milanaa
@subhrajitmech
@subhrajitmech 2 ай бұрын
Rajyapal pua kuade gala kuha ?? Odia asmita ??
@niranjanpanda533
@niranjanpanda533 2 ай бұрын
Sabu chora Akathi
@hemantamohanty4171
@hemantamohanty4171 2 ай бұрын
ଗାଲୁଆଙ୍କର ବଡ ବଡ କଥାଚିତ୍ର
@dharmanandabhutia767
@dharmanandabhutia767 2 ай бұрын
Sambiti routray wordamember jitiparibeki
@SanatanNayak-hi5ut
@SanatanNayak-hi5ut 2 ай бұрын
24 ବର୍ଷ କଲ ପେଟ ପୁରିଲା ନାହିଁ ଗଣ୍ଡଗୋଳ କରୁଛ ଲୋକଙ୍କ ପାଇଁ କାମ କର ପୁଣି ଫେରିବ ଆଉ ଝଗଡା ଲାଗିଲେ କିଛି ମିଳିବ ନାହିଁ
@LipuBabu-gw9wc
@LipuBabu-gw9wc 2 ай бұрын
ବସନ୍ତ ବିଶ୍ୱାଳ ଏକ ଗର୍ବୀ ଲୋକ ta ପଦବୀ ଯିବା ଦରକାର
@SURESHKUMARDALAI-k4d
@SURESHKUMARDALAI-k4d 2 ай бұрын
ତତେ ମୋ banda ta ଜଣା
@SalilMohapatra
@SalilMohapatra 2 ай бұрын
Sabu.Pandia. Nata.Kari..Khaichi...Nabina..Jo.gu...Odisa.Nasta
@KedarJena-ki9el
@KedarJena-ki9el 2 ай бұрын
Right, sambit rout
@subasnayak1510
@subasnayak1510 2 ай бұрын
ସମ୍ବିତ ବାବୁ କହିଲେ କାର୍ଯ୍ୟକାରୀ ସଭାପତି ଆୟୋଜନ କରିଥିଲେ ବାପି ସାରଖେଲ ଯିଏ ବିଜେଡି ର ନେତା କି କର୍ମୀ ନୁହଁନ୍ତି ସିଏ କହିଲେ ଉପ ସଭାପତି ଆୟୋଜନ କରିଥିଲେ ଆଉ ଜଣେ ଅଛନ୍ତି ଯିଏ ଜୀବିକା ଚାଲିଯିବା ଭୟ ରେ ମିଡ଼ିଆ କୁ କିଛି କହୁନାହାନ୍ତି କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଚି ବିଜେଡି ର ବିଧ୍ୟାୟକ ପାର୍ଥୀନୀ, କିମ୍ବା ବିଜୁ ଶ୍ରମିକ ସାମୁଖ୍ୟ ର କାର୍ଯ୍ୟକାରୀ ସଭାନେତ୍ରୀ, ଆଉ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ନେତା ନେତ୍ରୀ ଚୁପ ଅଛନ୍ତି କିଛି ଗୋଟେ ଅଡୁଆ ଅଡୁଆ ଲାଗୁଚି
@satyanarayanmahakul4473
@satyanarayanmahakul4473 2 ай бұрын
ଆରେ ଭାଇ 2029 ରେ ବିଜେଡି ଦଳ ନଥିବ କଂଗ୍ରେସ vs ବିଜେପି ଲଢେଇ ହେବ
@raghumaninayak9593
@raghumaninayak9593 2 ай бұрын
ରାବଣ ରାଜ୍ୟରେ ହରି ନାମ... 🌹🌹🌹🙏
@GanapatiPardhan
@GanapatiPardhan 2 ай бұрын
Haire Magiasale ୨୦୨୯ Re Asibna Tamar Mamnkara Pakhare Soeba magiara Katha prabal kamdurabal ଓଡ଼ିଶାରୁ ଚାଲିଯାଅ ନବୀନ magia ଶଳାJayasreram
@dillipchandradas2700
@dillipchandradas2700 2 ай бұрын
Many injustice gas been done.BJD cannot come to power within 15 years.
@SuriyaMurmu-p4p
@SuriyaMurmu-p4p 2 ай бұрын
Bjd.khai.khai.sapha.kari.chantiodishaku.kua.khaila.bara.kuwa.mundare.o.tha.baa.baa.re.bjd.sabu.huliki.kahibo.
@jadabanandadas473
@jadabanandadas473 2 ай бұрын
Dama pua bada tautor.
@santoshkumarsahu8748
@santoshkumarsahu8748 2 ай бұрын
Sabu BJD neta arrest heba darkar.
@dillipchandradas2700
@dillipchandradas2700 2 ай бұрын
Wait for 15 years.
@pritampolei7087
@pritampolei7087 2 ай бұрын
Bandu janta dala 🎉
@chittaranjandas5018
@chittaranjandas5018 2 ай бұрын
ଯେମିତି କରିବ ସେମିତି ପାଇବ
@TrinathSahu-ho5dc
@TrinathSahu-ho5dc 2 ай бұрын
Banda bia milana
@abhinabodia8840
@abhinabodia8840 2 ай бұрын
ସାପ କିଏ
@atalpradhan7180
@atalpradhan7180 2 ай бұрын
Tu aou Rajaniti karana
@santoshkumarsahu8748
@santoshkumarsahu8748 2 ай бұрын
BJD rey aoo abasthha nahini.
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
This mother's baby is too unreliable.
00:13
FUNNY XIAOTING 666
Рет қаралды 39 МЛН
Бенчик, пора купаться! 🛁 #бенчик #арти #симбочка
00:34
Симбочка Пимпочка
Рет қаралды 3,3 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34