Why There is Tussle Between VK Pandian and Pradeep Panigrahi ? | Odisha Reporter

  Рет қаралды 1,728,392

Odisha Reporter

Odisha Reporter

11 ай бұрын

ସେଦିନ ଥାଏ ସମୟ ସକାଳ 10.45 । ମାର୍ଚ୍ଚ 23- 20220 । ବିଧାନସଭା ଚାଲିଥାଏ । ସେତେବେଳେର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କୁହନ୍ତି, ମୁଖ୍ୟମନ୍ତ୍ରୀ ତୁମ ସହ କଥା ହେବାକୁ ଚାହୁଁଛନ୍ତି । ରାଜ୍ୟ ବିଧାନସଭାର ଆସେମ୍ବ୍ଲି ଚାମ୍ବରରେ ବସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଭିକେ ପାଣ୍ଡିଆନ୍ । ପ୍ରଦୀପ ପହଁଚି, ନମସ୍କାର କରନ୍ତି ଏବଂ ପାଖରେ ବସନ୍ତି । ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରନ୍ତି, ପ୍ରଦୀପ ତୁମେ ବିଧାନସଭାରେ ସରକାର ବିରୋଧରେ ପ୍ରଶ୍ନ ପଚାରୁଛ ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaReporteronKZbin
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Odisha #OdishaReporter #bjd #Bhubaneswar #Ganjam #VKPandian #PradeepPanigrahi

Пікірлер: 666
@rajeshkumarpradhan4928
@rajeshkumarpradhan4928 11 ай бұрын
ଧନ୍ୟବାଦ ପ୍ରଦୀପ ପାଣିଗ୍ରାହୀ
@rupadharthapa4215
@rupadharthapa4215 Ай бұрын
ପ୍ରଦୀପ ଭାଇ କଥାରେ ନୁହେଁ କାମରେ ଦେଖାଇ ଦେଲେ......
@saratranjanbehera6661
@saratranjanbehera6661 11 ай бұрын
ପ୍ରିୟ ପ୍ରଦୀପ sir.. 🙏.. 👌 ଅପେକ୍ଷା କରନ୍ତୁ ପ୍ୟାରୀ ଦଶା ନିଶ୍ଚୟ ଭୋଗିବ ଏ ସୈତାନ ପାଣ୍ଡିଆନ... ଏଇ ବିଜେଡି ର ନେତା ମାନେ ଗୋପାଳ ଦାସ ହେବେ ଆଉ ପାପୀ କୁ ସେଇ ଗୋପାଳ ନିଧନ କରିବେ... 😄....
@subham94bgh
@subham94bgh 11 ай бұрын
Dnt mark Gopal Das as hero try to understand it.... He is the criminal....
@saratranjanbehera6661
@saratranjanbehera6661 11 ай бұрын
@@subham94bgh... ଯଦି ଗୋପାଳ ଦାସ କ୍ରିମିନାଲ ତ ନବ ଦାସ କଣ ଡକାୟତ, ହତ୍ୟାକାରୀ, ଲୁଣ୍ଠନ କାରି ନୁହେଁ...? ଭଗବାନ ରାମଚନ୍ଦ୍ର, କୃଷ୍ଣ, ଶିବ, ଦୁର୍ଗା ଏମାନେ କଣ କ୍ରିମିନାଲ ଅଟନ୍ତି...? ଏମାନେ ରାବଣ କଂସ ମହିଷାସୁର କୁ ମାରି ସଂସାର କୁ ଉଦ୍ଧାର କରିଥିଲେ... ଗୋପାଳ ଦାସ ସେଇ ଭଗବାନ ଙ୍କର ନିଶ୍ଚୟ ପ୍ରତିରୂପ, ସେ ଯେଉଁ କାରଣ ପାଇଁ ନବ ଦାସ କୁ ହତ୍ୟା କରିଥାଉ, ସେ ଯାହା କରିଛି ତାହା ଭଗବାନ ଙ୍କର କାର୍ଯ୍ୟ
@sanju9661
@sanju9661 2 ай бұрын
Gopal das was a criminal or hero is not a matter. But all know that he is/was made so by ଅଣଓଡ଼ିଆ ଓ ଖଣ୍ଡିଓଡ଼ିଆ
@hashtagmanoj
@hashtagmanoj Ай бұрын
Aaji Tama Katha sata hela
@user-og2vm5uf5l
@user-og2vm5uf5l Ай бұрын
ପ୍ୟାରୀ ତାର ଗୁରୁ।ସିଏ ଗୁରୁ ---- ଣ୍ଡୀ ମରା। ନବୀନ ମହା ଶିଆଣା। ସିଏ କାହାକୁ ୨/୩ ବର୍ଷ ରୁ ଅଧିକ ପାଖରେ ରଖେ ନାହିଁ।
@mamatakhillo6781
@mamatakhillo6781 11 ай бұрын
Pradeep sir jindabada 🙏🙏🙏🙏
@babajisahu2335
@babajisahu2335 10 ай бұрын
Banda bad
@satyanandasahu335
@satyanandasahu335 Ай бұрын
​​@@babajisahu2335ତୋର ମାର ଗାଣ୍ଡି ବାଦ ପୁସୀ ଖ ମାଗିହେ
@Edu.hub_
@Edu.hub_ 11 ай бұрын
ସବୁ ସତ କଥା ଓଗାଳ ଯେତେ ସବୁ ଅଛନ୍ତି ସବୁ ସତ କଥା କୁହ ମୁହଁ ଖୋଲ ସମସ୍ତଙ୍କର କିଏ କଣ ସବୁ ଜନ ସାଧାରଣ ଙ୍କୁ ଜଣାଇ ଦିଅ
@niranjanpradhan4800
@niranjanpradhan4800 11 ай бұрын
Super Hero Pradip panigrahi
@dularamkisku2357
@dularamkisku2357 3 ай бұрын
ଧନ୍ୟବାଦ ପ୍ରଦୀପ ପାଣିଗ୍ରାହୀ ଭାଇ 🙏
@sagramsamal8729
@sagramsamal8729 11 ай бұрын
ପଛରେ ହେଲେବି ସତ କହିଲେ ପ୍ରଦିପ ବାବୁ.ପାଣ୍ଡିଆନ ଜାହା ଲୁଟୁଛି ଓଡ଼ିଶାକୁ ଆମେ ଜାନିଛୁ. ଜଦି କୌଣସି ମିଡିଆ ବନ୍ଦୁ ଚାହାନ୍ତି ମୁଁ ସଂଗ୍ରାମ ସାମଲ ସବୁ ପ୍ରମାଣ ସହିତ ଓଡ଼ିଶାର ଜନତାଙ୍କ ଦୃଷ୍ଟି ଗୋଚର କରି ପାରନ୍ତି
@msaientertainment9778
@msaientertainment9778 11 ай бұрын
100%sata
@Tulsi-ru1ur
@Tulsi-ru1ur 11 ай бұрын
Correct
@utkalkesharitunga4130
@utkalkesharitunga4130 11 ай бұрын
Bhai Apana nka adress diantu
@utkalkesharitunga4130
@utkalkesharitunga4130 11 ай бұрын
Bhai Apana nka adress diantu Chapuda Tv aapananka pakhare pahanchib
@soumyaranjanrout6327
@soumyaranjanrout6327 11 ай бұрын
​@@utkalkesharitunga4130want to share my bite
@TarunTakri-wd2th
@TarunTakri-wd2th 11 ай бұрын
Pradeep think Kari chanti ❤❤❤
@biramkumarmandal4669
@biramkumarmandal4669 11 ай бұрын
ଏ ଶୋଳା ସ୍ବାର୍ଥନ୍ବେଷୀ ରାଜନେତା ମାନଙ୍କ ଗାଣ୍ଡୀ ଯେତେବେଳେ ଗୋଲୁ ହୁଏ ସେତେବେଳେ ସତକଥା ବଖାଣନ୍ତି।
@nirakarsahoo7004
@nirakarsahoo7004 11 ай бұрын
ବନ୍ଧୁ , ଏ ରାଜନେତା ମାନଙ୍କ ମଧ୍ୟରୁ ଆମ ମାନଙ୍କ ମଧ୍ୟରେ ଥିବା କିଛି ମାଗଣା ଖିଆ ଗୋଷ୍ଠୀ ଅଧିକ ଭୟଙ୍କର , ଯେଉଁ ମାନେ କି ବିଭନ୍ନ ଭାବେ ଏହି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ପ୍ରଲୋଭିତ ହୋଇ ଏ ରାଜ୍ୟକୁ ବିକ୍ରୀ କରିଦେବାକୁ ବସିଲେଣି ଓ ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ଅତ୍ୟନ୍ତ ଲଜ୍ୟା ଜନକ ଓ ଶାସକ ଦଳର ନେତା ମନ୍ତ୍ରୀ ଓ କର୍ମୀ ମାନଙ୍କ ଦ୍ଵାରା ନାନା ଭାବେ ନିର୍ଯାତିତ ଏବଂ ପରୀ ପିହୁ ମମିତା ମେହେର ଇତିଶ୍ରୀ ବେବିନା ସୁଜାତା ମାଧବିଲତା ଇତ୍ୟାଦି ଇତ୍ୟାଦି ଘଟଣା ମାନ ଏହାର ଜ୍ୱଳନ୍ତ ଉଦାହରଣ ଓ ଏସବୁ କାଳେ ଗୋଟିଏ ଗୋଟିଏ ଛୋଟିଆ ଘଟଣା ମାତ୍ର ଏହା ବିଜେଡି ଦଳର କିଛି ଆଗ ଧାଡିର ନେତା ଓ ମନ୍ତ୍ରୀଙ୍କ ବକ୍ତବ୍ୟ !!! ଆଜି ଚାଷୀ କୂଳ ହତାସ୍ , କୁଆଡେ ଗଲା ନବୀନ ବାବୁଙ୍କ ଘୋଷଣା ରାଜ୍ୟର ଲାଇଫ୍ ଲାଇନ୍ ମହାନଦୀ ଉପରେ ସାତ ସାତୋଟି ନଦୀ ବନ୍ଧ ଯୋଜନାର ରୂପରେଖ ଆଜି କେଉଁଠି ? ଆଜି ମଧ୍ୟ ଦୀର୍ଘ ତେଇଶି ବର୍ଷର ଶାସନ ପରେବି ଓଡ଼ିଆ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି ।
@Edu.hub_
@Edu.hub_ 11 ай бұрын
ଯାହାର ଗୋଲୁ ହଉଛି ହଉ ଆମକୁ ସବୁ ଏମିତି ଗୋଟେ ଗୋଟେ କଥା କହି ଚାଲ ସମସ୍ତେ ଜାଣିବା ଦରକାର ଦଳ ଭିତରେ ହଉଛି କଣ ଆଉ ଜନ ସାଧାରଣଙ୍କୁ ଜଣା ଯାଉଛି କଣ
@rajeshpradhan3078
@rajeshpradhan3078 11 ай бұрын
​@@Edu.hub_you
@raaz6283
@raaz6283 11 ай бұрын
Ye bi bahut Bodo choro
@bigdady1281
@bigdady1281 10 ай бұрын
Most of the uneducated peoples are voting again and again for genda dala
@anantasahu7929
@anantasahu7929 11 ай бұрын
Pradeep sir Aapananku request BJD ra sabu MLA MP and CM nku CBI enquiry karantu
@bhakachannayak-bw6bv
@bhakachannayak-bw6bv 11 ай бұрын
ଅଲ୍ ଦ ବେଷ୍ଟ ୟୁ ଆର୍ ରାଇଟ ଧନ୍ୟବାଦ୍ ପ୍ରଦୀପ ପାଣିଗ୍ରାହୀ
@saransha5937
@saransha5937 11 ай бұрын
Pradip panigrahi 👍
@munasir571
@munasir571 10 ай бұрын
Pradeep bhai tick କରିଛନ୍ତି
@deviprasannaacharya1883
@deviprasannaacharya1883 11 ай бұрын
ସେ ସଳା ପ୍ରଦୀପ ପାଣିଗ୍ରାହୀ ଛାଡିଦେଲେ ମୁଁ ହୋଇଥିଲେ ଯୋତା ରେ ବାଡାଇଥାନ୍ତେ
@khirabatisanani4319
@khirabatisanani4319 11 ай бұрын
You are grate sir n you are also correct.
@ratankumarmahapatra7086
@ratankumarmahapatra7086 11 ай бұрын
ପଦିଆ ଭାଇ ପାଣ୍ଡିଆ କୁ ଫସେଇଲl
@subasjena1252
@subasjena1252 11 ай бұрын
Pradeep sir jinda bad
@dasharathi2271
@dasharathi2271 11 ай бұрын
Pela taa naa
@nirakarsahoo7004
@nirakarsahoo7004 11 ай бұрын
​@@dasharathi2271ବନ୍ଧୁ , ଆପଣ ବୋଧହୁଏ ନବୀନ ବାବୁ ଓ ତାଙ୍କର ସେହି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ଗଠିତ ମାଗଣା ଖିଆ ଗୋଷ୍ଠୀ ର ସଦସ୍ୟ !!! ବନ୍ଧୁ , ଆପଣଙ୍କ ଭାଷାରୁ ଜାଣି ପାରିଲୁ ଆପଣଙ୍କ ବଂଶ ବୁନିଆଦି ଓ ଶିକ୍ଷା ଦିକ୍ଷା ବିଷୟରେ , ଧନ୍ୟବାଦ ବନ୍ଧୁ ।
@pawankumarpolai2164
@pawankumarpolai2164 11 ай бұрын
Civil, Mechanical, Electrical engineering ପିଲାଙ୍କ ପେନାଲ୍ system ବର୍ଷ ବର୍ଷ ଧରି ଚାଲି ଆସିଥିଲା ସେଟା ବର୍ତମାନ ୧୭ ବର୍ଷ ହେଲାଣି ସରକାର ବନ୍ଦ କରିଛନ୍ତି ଯାହାକି ଇଞ୍ଜିନିୟର ପିଲାଙ୍କ ଭାବିଶ୍ୱତ ସମ୍ପୂର୍ଣ୍ଣ ରୂପେ ଅନ୍ଧକାର ରେ ଅଛନ୍ତି ।ସରକାର କହିବେ exam ଦେଇକି ପାଇବେ ହେଲେ ସେମାନଙ୍କ ବୟସ ଗଲାଣି କେମିତି exam debe ?
@binodinipradhan8026
@binodinipradhan8026 Ай бұрын
Khali govt chakiri ku kahinki khojuchha
@simadora3192
@simadora3192 11 ай бұрын
u r great sir
@deviprasadmishra6563
@deviprasadmishra6563 10 ай бұрын
ସେ ଦିନ ଶୁକ୍ଳପକ୍ଷ ଥିଲା ନା କୃଷ୍ଣପକ୍ଷ, ଆଉ କେଉଁ ବାର ଥିଲା।
@letsrun10000
@letsrun10000 Ай бұрын
😂😂
@ganeshpanigrahi5258
@ganeshpanigrahi5258 5 ай бұрын
Pradeep Panigrahi (MLA, Gopalpur) has good morality and very nice humanity...
@aswinipradhan2237
@aswinipradhan2237 11 ай бұрын
ପାଣ୍ଡିଆନ ୧୨ ବର୍ଷ ହେଲାଗୋଟେ ପୋଷ୍ଟ ରେ ଅଛି ଏଟା ଆଇନ ନା ବେଆଇନ ଯେ
@melisha4236
@melisha4236 11 ай бұрын
Navin jemiti pandian semiti
@studywithnayak6590
@studywithnayak6590 11 ай бұрын
Eita Navin aue modi bhitare susamparka ra jhalak......Cental govt. IAS Pandian ku deputation re neini only modi pain
@chandrakantabehera6550
@chandrakantabehera6550 11 ай бұрын
V.K Pandian is right 👍
@adhirakumarnayak2260
@adhirakumarnayak2260 11 ай бұрын
Nabin sarakar re chaliba
@bhabaniprasadrana6053
@bhabaniprasadrana6053 4 ай бұрын
Jouthi odia loka nija address change kariki odisha governer hauchhanti sethi ata common katha
@user-rx2he3kd3y
@user-rx2he3kd3y 8 ай бұрын
ଜୟ ମାତୃଭୂମି
@psusantakumar4234
@psusantakumar4234 11 ай бұрын
Beautiful tips in c. M sir🎉🎉🎉🎉
@basntbeherabasntbeherayes4100
@basntbeherabasntbeherayes4100 11 ай бұрын
Greet sir
@Nano143
@Nano143 11 ай бұрын
What a logic !! An MLA cant raise question against govt !!😢
@rajkishordash8353
@rajkishordash8353 11 ай бұрын
Pradip good speech. Good minister
@user-fq5gb9ep9e
@user-fq5gb9ep9e Ай бұрын
ପ୍ରଦୀପ ପାଣିଗ୍ରାହୀ ଏ ଓଡିଆ ଜାତିର ମହାନ୍ ନମସ୍ୟ,ତାଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି ।
@birajrout6831
@birajrout6831 11 ай бұрын
👍👍👍👍
@lovelyswain3147
@lovelyswain3147 11 ай бұрын
ଏଇଟା ଠିକ୍ କଥା ଆମେ ଜାଣିଛୁ ପ୍ରଦୀପ କହିଛନ୍ତି ବୈଜୟନ୍ତ କୁ ଏମିତି ଏହି 5ଟି କରିଛି ତା'ର ଜବାବ ଆମେ ଦବୁ 2024ରେ ତା ଘର ତାମିଲନାଡୁରେ ସିଏ ମାମତି କରିବ ଓଡ଼ିଶାରେ ଛି ଛି ଆମେ ବି ବିଜେଡ଼ି ସାଂଗେ ଅଛୁ କିନ୍ତୁ ବାହାର ଲୋକ ସାଂଗ ନୁହେଁ ନବୀନ ପଟ୍ଟନାୟକ ବଦନାମ ଆଜି 5ଟି ପାଇଁ
@kapilendrabehera903
@kapilendrabehera903 11 ай бұрын
@saratranjanbehera6661
@saratranjanbehera6661 11 ай бұрын
Perfect 100%👌
@Vijaya070
@Vijaya070 11 ай бұрын
ବାହାର ଲୋକ ହେଲେ କଣ ହେଲା ରେ ସେ ଭଲ କାମ ତ କରୁଛନ୍ତି ନା,
@satyamevajayate4081
@satyamevajayate4081 11 ай бұрын
Bharatiya lokata jadi UK ra PM heiparuchhi,tahele Tamilnadu loka Odishare 5T secretary kahinki heiparibanahi???
@Vijaya070
@Vijaya070 11 ай бұрын
@@satyamevajayate4081 you are right bro
@SureshNayak-ft3up
@SureshNayak-ft3up Ай бұрын
And today Pradeep Panigrahi won MP seat as BJP candidate.
@prakashswain8674
@prakashswain8674 10 ай бұрын
Gopalpur MLA Pradeep Panigahi Babu is not lying about VK Pandian Babu's conspiracy, it is proved to be true by looking at the distance of the elected people's representative MLA MP Minister of Odisha.
@bikashchandrabhatra9331
@bikashchandrabhatra9331 9 ай бұрын
4:24 4:24 4:24 4:24
@user-rx2he3kd3y
@user-rx2he3kd3y 6 ай бұрын
🎙️🎙️🎙️🎙️🎙️☔☔☔☔☔🗼💎🗼💎🗼💎🗼💎🗼💎🗼💎🗼💎🗼💎🗼🏹🏹🏹🏹🏹🛞🛞🛞🛞🛞🦚🦚🦚🦚🦚ଓଁ*****ବନ୍ଦେ*****ଉତ୍କଳ*****ଜନନୀ*****ଯନନୀ*****ଓଁ 🦚🦚🦚🦚🦚🛞🛞🛞🛞🛞🏹🏹🏹🏹🏹🗼💎🗼💎🗼💎🗼💎🗼💎🗼💎🗼💎🗼💎🗼☔☔☔☔☔🎙️🎙️🎙️🎙️🎙️
@shaktiprasadnanda4922
@shaktiprasadnanda4922 11 ай бұрын
People have to choose good government no BJP BJD Congress We have to focus towards the growth of our state like gujrat Maharashtra.our state has many Navaratna company so why we should not do this. JAY UTKAL JANANI
@suryakanta8711
@suryakanta8711 11 ай бұрын
You don't know how corrupt Maharashtra or Goa or Karnataka or even Kerala is. Development and growth mean more money. And to make money, you must allow corruption. You know the development of Patia after SEZ or KIIT. But you don't know how the land was transferred to the college or the evolving businesses in this area. You don't know how much black money is invested in this area. So, don't greed for development. Ask for transparency and choose your local leader for betterment in your area. Eventually, good leaders will make good CM/PM. And most important is don't let them think they are celebrities. They must know their place. Not too high, not too low. They should be treated equally as the ones who made them leader.
@user-ne1od4lj9k
@user-ne1od4lj9k 11 ай бұрын
Jay hind ❤❤❤❤❤❤❤❤❤❤❤❤❤❤❤❤❤❤❤
@user-fw8fq5yr7s
@user-fw8fq5yr7s Ай бұрын
Pradeep sir you are absolutely right 👍. Thank you so much for making the public aware . Boycott hypocrisy and Shameless Pandian 👎. A good deed always comes around 👍. Bharat mata ki jai 🇮🇳 🙏.Jai Shri Krishna 🙏🙏🙏🌺🌺🌺🕊️🕊️🕊️
@sureshranasr21
@sureshranasr21 11 ай бұрын
This is truth I know it😢
@dharmendrapatra5385
@dharmendrapatra5385 11 ай бұрын
👍👍👍👍👍
@pkmishra6256
@pkmishra6256 10 ай бұрын
Telling Truth against corruption is not accepted to 5TSecretary. LORD JAGANNATH SHALL SAVE ODISHA.
@jayadevsenapati4521
@jayadevsenapati4521 Ай бұрын
Sir, This is Kaliyuga,Jsy Jagannath 🙏 Jay Achyutta mahaprabhu 🙏
@9861jayJagannath
@9861jayJagannath 11 ай бұрын
V.k Pandian Asabu Bhala Karu Nahanti .Job vacancy Sabu out source system karucha
@birendrasahu8282
@birendrasahu8282 3 ай бұрын
Modi sir kn sarkari karuchanti
@hellotuens8712
@hellotuens8712 Ай бұрын
Tu mg odisha re rahuchu ba aga odisha katha dekhe​@@birendrasahu8282
@girijapujhari8888
@girijapujhari8888 Ай бұрын
This man started anti Tamil neta campaign first time 9 months ago...true odia leader...
@krushnachandramohanty5310
@krushnachandramohanty5310 Ай бұрын
Amo ନବୀନ ପଟ୍ଟନାୟକ ସରକାର୍ ପୁଣି ଆସିବେ
@asgameng.2562
@asgameng.2562 11 ай бұрын
U are the great sir 👍
@susantamohapatra3759
@susantamohapatra3759 4 ай бұрын
Good sir
@user-bk2mj9lt2o
@user-bk2mj9lt2o 5 ай бұрын
You are right
@kumarranjan8793
@kumarranjan8793 11 ай бұрын
Right bat
@ok-eh3yh
@ok-eh3yh Ай бұрын
🙌👑🌟🌟🌟🌟🌟🌟🌟🌟🌟⭐☑National ledar...next top / best MP......🙏🙏🙏🙏🙏🙏🙏🙏🙏Sir do for nation😎best of luck...🙌
@Bisoyijaya
@Bisoyijaya Ай бұрын
This is turning point
@rkvlogger6088
@rkvlogger6088 11 ай бұрын
Ye public hai ye sab jaanti hai lekin kya kare our Rs ..500 rupees ka mentality ..Rs.1 rice ,5v rupees meal ..
@dhaltuna8596
@dhaltuna8596 11 ай бұрын
🎉🎉🎉🎉 good bhai
@user-vr3io4wp7j
@user-vr3io4wp7j 2 ай бұрын
ମୋର ପ୍ରଶ୍ନ ବିଦ୍ୟୁତ ବିଭାଗର ଘରୋଇ କରଣ ର କାରଣ କ'ଣ ବର୍ତମାନ ଲୋକ ମାନଙ୍କୁ ବହୁତ ଅସୁବିଧା ହେଉଛି ବିକ୍ରି ରୁ ମିଳିଥିବା ଟଙ୍କା କ'ଣ ହେଲା କେଉଁଠି ଖର୍ଚ୍ଚ ହେଇଛି
@user-dm8ym6rn7x
@user-dm8ym6rn7x 5 ай бұрын
ଆପଣ କଣ କହିଲେ ଆମେ ଜାଣିବା କୁ ଚାହୁଁନୁ ଓଡ଼ିଶା ଉର୍ନତି ପାଇଁ ଓଡ଼ିଆ ବୁଝିବା ପଢିବା ଶୁଣିବା କହିବା ଆବଶ୍ୟକ ଅଛି 🙏
@user-fx6cf8ro4s
@user-fx6cf8ro4s Ай бұрын
ପ୍ରଦୀପ ଭାଇ ଝିଅ ର ଅଭିଶାପ ପଡ଼ିଲା ନବୀନ ଉପରେ କାହିଁକି ନା ପାଣ୍ଡୁ ର କଥା ରେ ପଡ଼ି ପ୍ରଦୀପ ର ଝିଅ ବାହାଘରକୁ ଭଙ୍ଗିଦେଲ, ପ୍ରଦୀପ ଭାଇ ଭୁଲ୍ କରିଥିଲା ତ ତାକୁ ବନ୍ଦୀ କରିଥାନ୍ତ ଝିଅ କଉ ଦୋଷ କଳା ଯେ ବାହା ଘର ଭା ।
@allinonetv4977
@allinonetv4977 11 ай бұрын
ଯଦି times of india କଥା ସତ ତୁମେ ସେଦିନ ସେ news paper ଆଣିକି ଦେଖେଇଲାଣି. ନିଜକୁ proove ସେବେ କଲାଣି. ଯଦି କହୁଛ ସେ news ଏବେ ତାଙ୍କ ପାଖକୁ ଯାଅ ସେ news paper ନେଇକି.ଏଠି କହିଲେ କଣ ହବ
@anirudhatarai958
@anirudhatarai958 6 ай бұрын
point to be noted sir
@sarbeswarmohapatra9375
@sarbeswarmohapatra9375 11 ай бұрын
You must have personality. Truth is always trueth but it will take time to prove.
@biswakalyandas4901
@biswakalyandas4901 11 ай бұрын
*.ଭାରତୀୟ ପ୍ରଶାସନିକ ସେବା ର ଜଣେ ସଚ୍ଚୋଟ, ଦାୟିତ୍ୱବାନ,କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ବିଷୟରେ ପ୍ରଦୀପ ପାଣିଗ୍ରାହୀ ଏପରି ଅବାନ୍ତର, ମୂଲ୍ୟହୀନ,ଭିତ୍ତିହୀନ ଟିପ୍ପଣୀ କଣ ପାଇଁ ଦେଉଛନ୍ତି?
@nirakarsahoo7004
@nirakarsahoo7004 4 ай бұрын
ବନ୍ଧୁ, ଆପଣ ବୋଧହୁଏ ସେହି ଅଣ ଓଡ଼ିଆ ଅଧିକାରୀ ଙ୍କ ପାଦଚଟା କୁକୁର ।
@biswakalyandas4901
@biswakalyandas4901 4 ай бұрын
@@nirakarsahoo7004 *. ଭାରତୀୟ ପ୍ରଶାସନିକ ସେବା ର ଜଣେ ଅବସରପ୍ରାପ୍ତ ସଚ୍ଚୋଟ,ଦାୟିତ୍ୱବାନ,କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କୁ କେମିତି ସମ୍ମାନ ଦିଆଯାଏ ତାହା ଆପଣଙ୍କୁ ଜଣା ନାହିଁ କି? *.ପବିତ୍ର ଭାରତ ବର୍ଷ କୁ ଭାଗ ଭାଗ କରିବାର ଅଧିକାର ଆପଣଙ୍କୁ ଦେଲେ କିଏ? *. ଆପଣଙ୍କ ର ବିବେକ ନାହିଁ କି? *. ଆପଣଙ୍କ ର ମାନବିକତା ନାହିଁ କି? *. ଆପଣଙ୍କ ର ମାନବିକ ମୂଲ୍ୟବୋଧ ନାହିଁ କି? *. ଆପଣଙ୍କ ର ନୈତିକତା ନାହିଁ କି? *. ଆପଣଙ୍କ ର ମଣିଷତ୍ୱ ନାହିଁ କି? *. ଆପଣଙ୍କ ର ମଣିଷ ପଣିଆ ନାହିଁ କି? *. ଆପଣ ବାସ୍ତବ ରେ ମଣିଷ ତ?
@sujitcreation1719
@sujitcreation1719 Ай бұрын
​@@nirakarsahoo7004ସତ କଥା କହିଲେ ଭାଇ 😂😂
@shivdutt3558
@shivdutt3558 5 ай бұрын
Ete exact tym second kemiti dekhile au mane rakhile discussion kariba ku jayi thile naa kudli dekhaiba ku...😊😊
@dhaltuna8596
@dhaltuna8596 11 ай бұрын
❤❤❤❤❤
@santoshpanda4444
@santoshpanda4444 11 ай бұрын
Dear cm odisha people believe ur dedication work . Kindly Haier any secret agency who investigates this type allegations
@learnwithbini6060
@learnwithbini6060 Ай бұрын
We want Naveen pattnaik 💚🐚 as our CM
@buluhindustani1469
@buluhindustani1469 Ай бұрын
ପାଣିଗ୍ରାହୀ ସାର ଲେଖା ଛିଡ଼ିଲା ପରା
@debasishnarendra7158
@debasishnarendra7158 11 ай бұрын
Ja heichi bhala
@guruprasadpattnaik4538
@guruprasadpattnaik4538 11 ай бұрын
Right sir
@krushnachandramohanty5310
@krushnachandramohanty5310 Ай бұрын
ନବୀନ ପଟ୍ଟନାୟକ ସରକାର୍ ପରି କୋଉ ସରକାର ହେଇ ପାରିବେନି
@belalsensenapati1300
@belalsensenapati1300 11 ай бұрын
ସଂଗ୍ରାମ ବାବୁ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ମିଡ଼ିଆ-ଗଣ ମାଧ୍ୟମ, କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟ ନିଜ ନିଜର ଚାନେଲ ଓ ଖବରକାଗଜର ସ୍ୱାର୍ଥହାନୀ ଭୟରେ ଓ ଅନୈତିକ ଅର୍ଥଲୋଭ ପାଇଁ ସେମାନେ ସରକାରଙ୍କର ଅସଲ ଦୁର୍ନୀତିଗୁଡ଼ିକର ପର୍ଦ୍ଦାଫାଶ କରୁନାହାନ୍ତି, ଏଣୁ ଓଡ଼ିଶାର ଦୁର୍ଗତିକୁ ଡାକିଆଣିବାରେ ଏମାନଙ୍କ ଅବଦାନ 100%. ଆଉ ମିଡ଼ିଆ ଚାହିଁବେ ସତ କଥା ପ୍ରକାଶ କରିବାକୁ? ଗୁଣ୍ଡାଗିରିର ଭୟ ଓ ପାଞ୍ଚଶହ ଟଙ୍କିଆ ଲୋଭ ଯୋଗୁଁ ନବୀନ ନାଁରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବ, ଜଳ ଜଳ ଜଣା ଗଲାଣି। କାରଣ ଓଡ଼ିଶାର ଯୁବକମାନେ ଭକୁଆ ଓ ଶକ୍ତିହୀନ।
@pravasinirath3631
@pravasinirath3631 Ай бұрын
Real Hero of Ganjam 🙏🙏 I liked his personality. Congratulations 🎉🎉
@balarampuhan6949
@balarampuhan6949 11 ай бұрын
Good
@sujitmajhi4538
@sujitmajhi4538 Ай бұрын
Good work
@prasantkumarpradhan7331
@prasantkumarpradhan7331 11 ай бұрын
U R CORRECT
@SusilSahu-yl3cn
@SusilSahu-yl3cn 11 ай бұрын
ଆପଣ ଯଦି ଜାଣିଥିଲେ ଓଡ଼ିଶା ରେ ଦୁର୍ନୀତି ହେଉଛି , ତ ଆପଣ ଜାଣି ଜାଣି ଦୁର୍ନୀତି କରୁଛନ୍ତି ?
@DaliMallick-ok7sv
@DaliMallick-ok7sv Ай бұрын
I like you Pradip Bhai
@himanshubarik4840
@himanshubarik4840 Ай бұрын
I salute to sir pradeep panigrahi....❤❤❤❤❤
@narangkumar638
@narangkumar638 Ай бұрын
AAji Se dina assichi Sir , Naveen sir nku prakruta katha suneiba ku. Se janiba darkar prakruta sata kie kahuchi.
@ajitkumarpatra9898
@ajitkumarpatra9898 11 ай бұрын
କୁମାଜ୍ଞାସରକାର,ଆସିଲେମଧ୍ୟ,ଆମ,ଓଡିଶାରଲୋକଦାଧନକଠିବାକୁଯିବେଯଦିଯିବେନାଇତକଣଅଛିଆମ,ଓଡିଶାରେ
@user-jf9qi1ze1d
@user-jf9qi1ze1d 25 күн бұрын
👍👍
@harindermishra7352
@harindermishra7352 Ай бұрын
Jahi Vidhi Rakhe Ram tahi Vidhi rahiye
@TheUnknown79
@TheUnknown79 11 ай бұрын
Kaun lage happydent white Pandiyan ya PP white
@niranjandangua2935
@niranjandangua2935 4 ай бұрын
ଶ୍ରୀ ରାମ ଆସୁଛନ୍ତି ରାବଣ ବଧ କରିବେ, ଓଡ଼ିଶା ରେ ରାମ ରାଜ୍ୟ ପ୍ରତିଷ୍ଠା ହେବ। ଆପଣ ମାନେ ପ୍ରସ୍ତୁତ ଅଛନ୍ତି ତ ?
@userskmohanty87
@userskmohanty87 11 ай бұрын
Odisha ru hatao pandiyan ku Sasan thike rahiba ❤
@promise1144
@promise1144 Ай бұрын
The least corrupted. That's a praise now a days..
@user-fq5gb9ep9e
@user-fq5gb9ep9e Ай бұрын
ଏବେ ସେ ଦଳ ଅଉ ନାହିଁ,ଆଉ ଜିବ ଦସାରେ କେବେ ବି ଆସିବ ନାହିଁ କିନ୍ତୁ ଆପଣ ମାନେ B J P ର ଏ ବେ ସରକାର ସାସନ କରିବେ ଆପଣ ମାନେ ଆମ୍ ଓଡିଆ ଲୋକ ଆମ ମୁଖ୍ୟ ମନ୍ତ୍ରୀ ହୁଅନ୍ତୁ ଓ ଆମ ଭାଷାରେ ଆମ କୁ ସାସନ କରନ୍ତୁ ଏହା ପ୍ରତିଟି ଓଡିଆଙ୍କ ଆତ୍ମାର କଥା ।ପ୍ରଣାମ ଜଣାଉଛି
@Sarojnayak21
@Sarojnayak21 Ай бұрын
Perfect fighter Pradeep Panigrahi 🎉🎉
@user-cr1gp2dj5i
@user-cr1gp2dj5i Ай бұрын
Very good. Very good
@kkpanda4301
@kkpanda4301 Ай бұрын
ଯାହା ହେବାର ଥିଲା ହେଲା ବୋହିଗଲା ପାଣି ଆଉ ଫେରିବନି କିନ୍ତୁ ଗଂଜାମ ଲୋକମାନେ ଯେପରି ଆଉ ଦାଦନ ନ ଯାଆନ୍ତୁ ଆପଣଙ୍କ ର ଡବଲ ଇଞିନି ସରକାର ହେଲା ପ୍ରଧାନମନ୍ତ୍ରୀ କହି ତା'ର ସମାଧାନ କରନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶାର କିଛି କରିପାରିଲେ ନାହିଁ ପାଞ୍ଚ ବର୍ଷ ତୂମକୁ ସମୟ ଦିଆଗଲା
@SubhamDash-fg2du
@SubhamDash-fg2du 7 ай бұрын
🙏🏿❤
@user-bf6rr5jc2v
@user-bf6rr5jc2v Ай бұрын
Prdeep ❤❤❤❤❤❤❤
@ManganReddy
@ManganReddy Ай бұрын
Namaskarsar.
@kshirodparida4538
@kshirodparida4538 10 ай бұрын
Your right sir.
@villagestarsrikanta
@villagestarsrikanta 11 ай бұрын
Sir ଆପଣ କଣପାଇଁ ଜେଲ ଯାଇଥିଲେ ଟିକେ କହିବେକି ଜନ ସାଧାରଣଙ୍କୁ🙏
@raaz6283
@raaz6283 11 ай бұрын
😂😂😂
@musicaddicted2042
@musicaddicted2042 Ай бұрын
Bjd ku hareiba pain.
@nareshverma9792
@nareshverma9792 4 ай бұрын
Painful .
@gobindamurmu-ci3ni
@gobindamurmu-ci3ni Ай бұрын
ଏଇସଳା ପାଣ୍ଡୁ ନବ ଦାସ୍ କୁ ମାରିଛି
@hssasmal9369
@hssasmal9369 3 ай бұрын
ପ୍ରଦୀପ ଭାଇ ଭଲ କଥା କହିଛନ୍ତି
@tariniprasadpanigrahi2440
@tariniprasadpanigrahi2440 10 ай бұрын
He Prabhu rakhya kara odishaku
@aswinipradhan2379
@aswinipradhan2379 11 ай бұрын
This guy nice actor
@upendrakumarmallick2086
@upendrakumarmallick2086 11 ай бұрын
Great pradeep sir
@pramodapradhan9257
@pramodapradhan9257 8 ай бұрын
ନବୀନ ବାବୁ ମୁଖ୍ୟମନ୍ତ୍ରୀ ନା ମୂର୍ଖମନ୍ତ୍ରୀ ପାଣ୍ଡିଆନ କଥାରେ ଯିଏ ଉଠ ବସ ହୁଅନ୍ତି ସେ କଣ ଓ କୀ ମନ୍ତ୍ରୀ
@abhimanyunayak4246
@abhimanyunayak4246 2 ай бұрын
କଳିଯୁଗରେ ସତ୍ଯ କହି ବିପତ୍ତି କିଣିବାକୁ ପଡେ ସତ୍ଯ କୁ ସମାନ କରିବା ସହଜ ନୁହେଁ
5T Secretary VK Pandian Is a Liar: Gopalpur MLA Pradeep Panigrahi
16:37
Nastya and SeanDoesMagic
00:16
Nastya
Рет қаралды 29 МЛН
In Focus Naveen Patnaik
25:18
itvindia
Рет қаралды 122 М.
🔵 Unveiling The Truth With Advocate Piku Patnaik || Kanak News
21:44
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 174 М.
Nastya and SeanDoesMagic
00:16
Nastya
Рет қаралды 29 МЛН