News Fuse 10 Jun 2024 | ପାଣ୍ଡିଆନଙ୍କ କିଛି ଦୋଷ ନାଇଁ | ଏଲିନାଙ୍କ ଆଖିରେ ଲୁହ - Odisha TV

  Рет қаралды 736,176

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 724
@tanmayvlog5369
@tanmayvlog5369 3 ай бұрын
OTV ର ସମସ୍ତ ଦର୍ଶକ ଭାଈ ଭଉଣୀ ମାନଙ୍କୁ ଅନୁରୋଧ please🙏 ଦୟା କରି ଗଛ ଟିଏ ନିଶ୍ଚୟ ଲଗାନ୍ତୁ
@rjsoy4432
@rjsoy4432 3 ай бұрын
ନିଶ୍ଚେ ବର୍ଷ କୁ ଗୋଟେ ଗଛ ଲଗାନ୍ତୁ
@Kailashmehera73
@Kailashmehera73 3 ай бұрын
Sure bhai tq good massage ❤
@realadityaparida
@realadityaparida 3 ай бұрын
ଏହି ଭଳି ବାର୍ତ୍ତା ଦବା ଲୋକ ବହୁତ୍ କମ୍
@DeepakBagh-dc4uh
@DeepakBagh-dc4uh 3 ай бұрын
Ok
@sonalipradhan1066
@sonalipradhan1066 3 ай бұрын
Semane jadi gachha lageibe kie kouthi gandi marila semane kmt shoot karibe
@RANJANROUTRAY-pr8qr
@RANJANROUTRAY-pr8qr 3 ай бұрын
ଏଲିନା bjd ରୁ ବହୁତ ଖାଇଛି ଆଉ ଖାଇପାରିବନି ସେଥିପାଇଁ ଏଇ ଦଶା 😊
@prakashdeep4695
@prakashdeep4695 3 ай бұрын
Swada aau paiparibani aau😂
@skappu.gaming409
@skappu.gaming409 3 ай бұрын
Giha khaichhi na kan 😊
@subaspanigrahi3818
@subaspanigrahi3818 3 ай бұрын
​@@prakashdeep4695😮
@anantakumardas6347
@anantakumardas6347 3 ай бұрын
ଭାଇ କଣ ଖାଇଛି, ଟିକେ ଖୁଲିକି କହୁନା😢
@kapilashmajhi5106
@kapilashmajhi5106 3 ай бұрын
ଭଉଣୀ ଆଉ କାନ୍ଦନା ନବୀନ ବାବୁ ପରା ବଞ୍ଚିଛି
@MoonLight0466
@MoonLight0466 3 ай бұрын
😝
@myclass5432
@myclass5432 3 ай бұрын
ଏଲିନା ଙ୍କ ଚମତ୍କାର ଅଭିନୟ ପାଇଁ ଅଭିନନ୍ଦନ
@KalakarmohantyBabuli
@KalakarmohantyBabuli 3 ай бұрын
Sura ta churata
@manojjena7438
@manojjena7438 3 ай бұрын
ଭୋଟ ବେଳେ କେତେ ନେଇଥିଲ
@MerepapaTum
@MerepapaTum 3 ай бұрын
😂😂😂😂 bina cream, powder re amiti dekha jauchi😂😂😂😂
@bijaykumarmishra7689
@bijaykumarmishra7689 3 ай бұрын
Oscar awardee
@PrabinBiswalLovelife
@PrabinBiswalLovelife 3 ай бұрын
ସରୂପ ମଉସା ପାଗଳ ହେଇ ଗଲେଣି କି... ବାଳ କୁହ ପାଣ୍ଡୁ ପାଇଁ ଆଜି ବିଜେଡି ଏଇ ଅବସ୍ଥା ତମେ ଶଳେ ଏବେ ଯାଏ ପାଣ୍ଡୁ କୁ ଡ଼ରୁଛ ଲଜ୍ୟା
@sankarnayak-tp1ye
@sankarnayak-tp1ye 3 ай бұрын
ବଉଣୀ ଆଉ କୁମ୍ଭୀର କାନ୍ଦଣା କାନ୍ଦନି ❤️❤️❤️❤️
@nksahoo4123
@nksahoo4123 3 ай бұрын
Madam ଙ୍କ ପାଇଁ ଯିଏ ଏଭଳି Screept ଲେଖିଛନ୍ତି ତାଙ୍କୁ ବହୁତ୍ ଧନ୍ୟବାଦ୍ ।😂😂😂
@Rashje
@Rashje 3 ай бұрын
ଏଲିନା ନବୀନ କୁ ବଞ୍ଚିଥାଉ ଥାଉ ମାରି ଦେଲା 🤣🤣🤣 ଓହଃ କି ଅଭିନୟ 😜😜😄
@rashmibhoi6367
@rashmibhoi6367 3 ай бұрын
😂😂😂😂😂
@lingarajsahu6365
@lingarajsahu6365 3 ай бұрын
Wow😂..... Ete dukha..... Good actress
@bhanupratapsingh6406
@bhanupratapsingh6406 3 ай бұрын
ଏଲିନା ଦିଦି ବେଶୀ କାନ୍ଦ ନା ବୈଶାଖ ମାସ ରେ ବନ୍ୟା ଆସିବ ମହାନଦୀ ରେ😃ବଗୁଲି ବେଙ୍ଗ ଲୁହ ପାଣି ଦେଖି କେଁ କଟର ରଡ଼ିଲେ ପଦ୍ମ ପୋଖରୀରେ😃
@MoonLight0466
@MoonLight0466 3 ай бұрын
Wah.....👏
@143Susanta
@143Susanta 3 ай бұрын
ହଇଓ ନାରଣ ବାବୁ ଏବେ ସିନା ମୁଖ୍ୟମନ୍ତ୍ରୀ ନାହାନ୍ତି ଆଗରୁ ଥିଲେ 24 ବର୍ଷ ହେଲା ଅଭ୍ୟାସ ହେଇଯାଇଛି ବବି ଭାଇଙ୍କର ❤️❤️❤️
@sunitasahoo5916
@sunitasahoo5916 3 ай бұрын
ମାନନୀୟ Pandian Sir, BJP କୁ ଅତି ସୁନ୍ଦର ଭାବରେ ଜିତାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏😊
@MoonLight0466
@MoonLight0466 3 ай бұрын
😅 exactly 💯
@manashicoking5457
@manashicoking5457 3 ай бұрын
Tamanku. Sala kharap laguni Tama mukshya mantry kaha bandu ku teki dhariba dekhibani
@MrSouravpati
@MrSouravpati 3 ай бұрын
ଅରୁଣ sahoo ଛୋଟିଆ ମଣିଷ ସତରେ
@pabitranayak5206
@pabitranayak5206 3 ай бұрын
Maha gandimara pari piditaa case re dhara jau Ed CBI reid hau
@santoshkumarajena8880
@santoshkumarajena8880 3 ай бұрын
ଅଭିନୟ କରୁଛି
@Rashje
@Rashje 3 ай бұрын
ଅନ୍ୟ ଦଳ କାନ୍ଦିବେ କାହିଁକି.... 🤣..ବଜେପି ଲୋକ ବାଜାବାଜେଇ ନାଚୁଛନ୍ତି 😜
@laxmannayak216
@laxmannayak216 3 ай бұрын
ଆଛା ଓଟିଭି କେବେ କେତେ ବେଳେ କାହିଁ bjp ବିରୁଦ୍ଧରେ କାହିଁ କିଛି ଫ୍ୟିଜୁ ମିଳୁନିକି ନା ଜାଣିଶୁଣି କରୁନାଁହା ଜୟ ଜଗନ୍ନାଥ
@sudeepms143
@sudeepms143 3 ай бұрын
ଭାଡୁଆଙ୍କର ଭଡଭଡିଆ କଥା । ସୁର ରାଉତରାୟ ଭାଡୁଆଟା ବୋଲି କିଏ ନ ଜାଣିଛି ? ହେ ପ୍ରଭୁ ଜଗନ୍ନାଥ ! ତମେ ଦାରୁ ହୋଇଯାଅ । ଦୋ ନାବରେ ଗୋଡଦେଇ ନଈ ମଝିରେ ପ୍ରାଣ ଯାଇ । ଏ ଉକ୍ତିଟି ସୁର ରାଉତରାୟ ପାଇଁ ଉପଯୁକ୍ତ ବୋଧେ ।
@bhaktaramsanta1473
@bhaktaramsanta1473 3 ай бұрын
OTV ବିଜେପି ପକ୍ଷରୁ ଅଧିକ ରୁ ଅଧିକ ପ୍ରକାଶ କରିଛନ୍ତି
@baijayantirout832
@baijayantirout832 3 ай бұрын
Only bjd leaders politicians achhanti troll pain..au sabu Kain..biased otv
@Sanjayanusayaaryanvlog143
@Sanjayanusayaaryanvlog143 3 ай бұрын
ଆଉ ନନ୍ଦିଘୋଷ ଟା ଖାଲି bjd ର ପ୍ରଚାର କରିବ ଯୋଉ ଦଳର ଚାନେଲ ସେ ନିଜକୁ ଟେକିବେ
@soumyaranjanbarik4734
@soumyaranjanbarik4734 3 ай бұрын
ସବୁ ରାତିର ସକାଳ ଅଛି ସେଭଳି ବିଜେଡି ରାତିହେଲେ ବିଜେପି ସକାଳ ଏଥିରେ ନୂଆକଥା କିଛି ନାହିଁ
@chhabilasahu10
@chhabilasahu10 3 ай бұрын
କାଲି ଭୋଟ ହେବ ନାହିଁ ମୋ ଆଜି ହେବ 90 ପ୍ରତିଶତ ପାଇବ ହଁ ପରା ଜୟ ଜୟ ଶ୍ରୀ ରାମ
@PrasantKumarSwain-f5t
@PrasantKumarSwain-f5t 3 ай бұрын
ଆମେ ଜାଣି ନଥୁଲୁ ଏ ମହାଶୟା ଏତେ ବଡ ଅଭିନେତ୍ରୀ ବୋଲି !!
@143Susanta
@143Susanta 3 ай бұрын
ସତ କଥା ପୁଣି ଇଲେକ୍ସନ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିତିବେ ❤️❤️❤️❤️
@nilendrisahoovlogs312
@nilendrisahoovlogs312 3 ай бұрын
😂😂
@prakashdeep4695
@prakashdeep4695 3 ай бұрын
😂😂
@sanjuktabiswal1569
@sanjuktabiswal1569 3 ай бұрын
ନବୀନ ବଞ୍ଚି ଥିଲେ ନିଞ୍ଚୟ ପାଇବ.
@HindustaniSangeetSabha
@HindustaniSangeetSabha 3 ай бұрын
ଏତେ ଦିନ ପରେ newsfuse ଭଲ ଲାଗିଲା
@rabindrakumarpradhan8309
@rabindrakumarpradhan8309 3 ай бұрын
ବହୁତ ଭଲ ହେଇଛି। BJD ହାରିଛି ହାରିଛି
@MoonLight0466
@MoonLight0466 3 ай бұрын
ଏମାନେ ଗୋଟେ ଗୁଣ୍ଡରାଜ୍ ଚଳାଇଥିଲେ , ମହାପ୍ରଭୁ ଙ୍କ ଦୟା ହେଲା ଶେଷକୁ 🎉
@akgurudikshya6068
@akgurudikshya6068 3 ай бұрын
ଆମ କୁ ପଚାର ଆମେ ଜାଣିଚୁ BJD କାହିଁକି ହାରିଲା l caus ଖୋଜିକି ପାଉନାହାନ୍ତି 2ଥର ବୈଠକ ଡାକିଲେଣି
@pintukhuntiakattarhindurss3697
@pintukhuntiakattarhindurss3697 3 ай бұрын
Om santi,, om santi,,, om santi,,, om santi nabina & pandu crorepati gotala government 👈🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sipali
@sipali 3 ай бұрын
ଭାଇମାନେ ନବୀନ ଆଉ ମୁଖ୍ୟମନ୍ତ୍ରୀ ନାହିଁ ପଣ୍ଡିଏଁ ନ ପାଇ ତେଣୁ ଆଗକୁ pjp
@HareKrushna-f3d
@HareKrushna-f3d 3 ай бұрын
ଆଉ ଜୀବନ ଦସାରେ ବିଜୁ ଜନତା ଦଳ ଆସିବାର ନାହଁ ଆଉ ଅଳ୍ପ ଦିନରେ B J D ଦଳକୁ ମନେ ବି ରଖିବେ ନାହିଁ ।
@sangamaifarming
@sangamaifarming 3 ай бұрын
ଏଲିନା ଏବେ ଦୁର୍ନୀତି ଟଙ୍କା ଆଉ ଖାଇବାକୁ ମିଳିବନି ବୋଲି ନା ନବୀନ ଙ୍କ ସ୍ତ୍ରୀ ଭାବି ଦେଲେ ନିଜକୁ। ଜୟ ଶ୍ରୀରାମ
@SahukSahuk
@SahukSahuk 3 ай бұрын
Jayajagannath
@CaptainMithun10
@CaptainMithun10 3 ай бұрын
ରାଜନୀତି ଉପରେ news fews କରିବା ବନ୍ଦ କରନ୍ତୁ
@abhimanyuhaboda2825
@abhimanyuhaboda2825 3 ай бұрын
ମଆମ୍ ଏଲିନା ,ତୁମେ ଯାତ୍ରା ପାଟିରେ ଯୋଗ ଦିଅନ୍ତୁ , ବଢିଆ ପେଥେଟିକ୍ ରୋଲ୍ କରିପାରିଵ ।ଜୀବନରେ ଆଉ ନବୀନ ସରକାର ଆସିବେନି ।ତେଣୁ ନବୀନବାବୁଙ୍କୁ କହି ଗୋଟିଏ ଯାତ୍ରା ପାଟି ଗଠନ କର ।ଭଲ ରୋଜଗାର କରିବ ।
@HareKrushna-f3d
@HareKrushna-f3d 3 ай бұрын
ଆଂଚଳିକ ଦଳ ଗଢି ଆମ ଓଡ଼ିଶାରେ ଯେଉଁ ରାଜକିୟ ଠାଣି ଚଳାଇ ଥିଲ ଏଥର ଲୋକଙ୍କ ନିସ୍ପତୀ ଦେଖିଲ ତ ?ଏ ବିଜୟକୁ କହନ୍ତି ଗଣତନ୍ତ୍ର ।
@MoonLight0466
@MoonLight0466 3 ай бұрын
ଶେଷକୁ ଓଡ଼ିଶା ଲୋକଙ୍କ ବୁଦ୍ଧି ଉଦୟ ହେଲା, ସବୁ ବର୍ଷ ପରି ମଦ, ଟଙ୍କା ରେ ଭାସି ଯାଇନାହାନ୍ତି 🎉
@suraimurmu3128
@suraimurmu3128 3 ай бұрын
ଘୁଷୁରୀ ସବୁ ଏ ଯାଇ ଗାଣ୍ଡି ପଛରେ ଲାଗି ଛନ୍ତି 🤣🤣🤣🤣🤣🤣
@soumyaranjanbarik4734
@soumyaranjanbarik4734 3 ай бұрын
ଆମେ ଜାଣିଚୁ ନିର୍ବଚନ ପାଇଁ ନବୀନବାବୁ ସୋସିଆଲ୍ ମିଡିଆରେ ଧୁମ୍ ପ୍ରଚାର କରୁଥିଲେ କିନ୍ତୁ ଏବେ ହାରିଲେ ବୋଲି ଏଲିନା ଦିଦି ତାଙ୍କପାଇଁ ପ୍ରଚାର କରୁଛନ୍ତି ଯାହାହେଉ ଭିଡିଓଟିକୁ ବହୁମାତ୍ରାରେ ଭାଇରାଲ୍ କରାଯାଉ
@pankojbehera1095
@pankojbehera1095 3 ай бұрын
😊
@trinathsinghmahapatra5032
@trinathsinghmahapatra5032 3 ай бұрын
ଓଡିଶା ବାସୀ ଭୁଲ କରିନାହିଁ ପାଣ୍ଡୁ ଓ ନେତା ଭୁଲ କରିଛନ୍ତି ଦାଦନ ବିକାଶ କୃଷି ବିଭାଗ ରେ ଭୁଲ କରିଛି
@PRIYANSHICOOKINGSDREAM
@PRIYANSHICOOKINGSDREAM 3 ай бұрын
Dadana kana hateiba odisha basi dekhibe up mula chera ukhadi dela
@rameswar3765
@rameswar3765 3 ай бұрын
କିରା ଭାଇ ହିନ୍ଦୋଳ ରୁ କାଇଁ ହାରିଲ ଏତେ ଫୁଟାଣି ମାରୁଥିଲ ହେରା
@prativaswain966
@prativaswain966 3 ай бұрын
ବିଜେପିକୁ ଅନ୍ୟ ଗ୍ରହର ଏଲିଏନ୍‌ ମାନେ ଭୋଟ ଦେଇ ଜିତେଇଛନ୍ତି
@MoonLight0466
@MoonLight0466 3 ай бұрын
😅
@jagabandhumahana9413
@jagabandhumahana9413 3 ай бұрын
ଏ ଅଭିନେତ୍ରୀ ର hormonal problem ହୁଇଛି। ତାକୁ ନବୀନ ବାବୁ ଙ୍କ ପାଖେ ସୁଆଇଦିଆ
@suryanarayansahu5375
@suryanarayansahu5375 2 ай бұрын
କଞ୍ଚା ପାଚିଲା ଦରକାର । ରାଜ୍ୟ କୁ ଖାଇ ଦେଶକୁ ଖାଇବାର ସ୍ୱତନ୍ତ୍ରତା ରକ୍ଷା କରିବା ଜରୁରୀ। କେବେ ମରିଵେନି ଜୟ ଜଗନ୍ନାଥ।
@omprakashpradhan8701
@omprakashpradhan8701 3 ай бұрын
Jay patitapavan shree jagannath mahaprabhu ki jai ⚜️❤️✨🚩
@satyasankar1
@satyasankar1 3 ай бұрын
ଏଲିନା ର କାନ୍ଦଣା ଅଭିନୟ ଅତି ଚମତ୍କାର, ଖାଲି ପଛ ପଟୁ ଜୋତା ମାଡ ଦରକାର।
@neeladribhushanamishra4243
@neeladribhushanamishra4243 3 ай бұрын
ସ୍ୱରୂପ Sir Election ଖର୍ଚ୍ଚ ଦେଇଦଉନ କାଲି ହିଁ ଇଲେକ୍ସନ କରିଦେବା
@RJVlogers-gu3gt
@RJVlogers-gu3gt 3 ай бұрын
ଆହା କି ଦୁଃଖ ଲୋ 😂😂😂😂😂😂😮😮😮😮
@munusuren-sx5us
@munusuren-sx5us 3 ай бұрын
ସୁର ଭାଇ ଗୋଟେ ବେକାରିଆ ଲୋକ ହୋ
@bharadwajpati8533
@bharadwajpati8533 3 ай бұрын
ଯୋଉଦିନ ନବୀନ ସରକାର କରିପାରିବ ସେଦିନ ପୁଣି ପାଣ୍ଡିଆନକୁ ଆଣିବ ।ଓଡିଆ ଲୋକ ଅପେକ୍ଷାକର ।
@rbjeetushortvideos4514
@rbjeetushortvideos4514 3 ай бұрын
😅😅😅😂😂😂eta swapna hoi rahiba
@baikunthabehera3971
@baikunthabehera3971 3 ай бұрын
maa kete thara soichhanti .tuma Nuni anhiki upasa rahiba maa
@Rashje
@Rashje 3 ай бұрын
ହଁ ନବୀନ ତୋର ବାପା ନା.... 🤣🤣ପୃଥିବୀ ଲୋକ ଓଡିଶା କଉଠି ଅଛି ଜାଣିଛନ୍ତି ନା....😂😂
@rasanandamunda1369
@rasanandamunda1369 3 ай бұрын
ଆଉ ତରେ election କରାଯାଉ.......❤❤❤
@sudeepms143
@sudeepms143 3 ай бұрын
ହଇରେ ହେ ସୁରିଆ ! ଦିନେ କହୁଥିଲୁ ଜାନକୀ, ମୋ ଗୁରୁ , କଂଗ୍ରେସ ମୋର ପ୍ରାଣ । ଜାନକୀ ତ ଗଲା , ପ୍ରାଣଟା କଥା କଣ ?
@ShivShakti-dd1nr
@ShivShakti-dd1nr 3 ай бұрын
ପୀୟର କଂଗ୍ରେସ କହୁଥିବା ସୁର ରାଉତ୍ ରାୟ ମୁ ମୋରିଲେ ମୋ ଶବ ଉପରେ କଂଗ୍ରେସ ପୋତୋକା ଘୋଡ଼ା ହେବ କହୁଥିବା ଏବେ କଣ ମୁ ଏଣ୍ଡିପେଣ୍ଡନ କହୁଛନ୍ତି
@BIJAYNANDAMUNDA-nr6db
@BIJAYNANDAMUNDA-nr6db 3 ай бұрын
Alina Madam Bapo Jonomo Karichhina BJD, JAY JAGANNTH.
@gopalsingh-wp3gb
@gopalsingh-wp3gb 3 ай бұрын
କିଚକ ନଥିବାରୁ ଯାତ୍ର ଅସେଭା ତାକୁ ଡକାଇବା
@JhadeswarSarabu
@JhadeswarSarabu 3 ай бұрын
ସୁର ନୋନା ପାଗଳ ହୋଇଯାଇଛନ୍ତି
@sikshaovakti4688
@sikshaovakti4688 3 ай бұрын
ଆହାଃ ରେ ଏଲିନା😢😢😢 କି କାନ୍ଦ
@MRpopkisss
@MRpopkisss 3 ай бұрын
Salute news fiuse
@lalit98193
@lalit98193 3 ай бұрын
Save trees save Earth
@BapujiMLT
@BapujiMLT 3 ай бұрын
ଏମିତି କହି ମନ କୁ ଶାନ୍ତ୍ବନା ଦେବା କଥା
@MrSouravpati
@MrSouravpati 3 ай бұрын
ପାଣ୍ଡୁ ପରା ନବୀନ ପଟ୍ଟନାୟକ ପୁଅ
@dibyaranjanbehura17
@dibyaranjanbehura17 3 ай бұрын
😂
@prabinakumarmuduli7573
@prabinakumarmuduli7573 3 ай бұрын
Very good news-fuse.
@bulugahir7683
@bulugahir7683 3 ай бұрын
ଅଭିନନ୍ଦନ ❤
@bharadwajpati8533
@bharadwajpati8533 3 ай бұрын
ଲଜ୍ଜା ଯାର ନାହିଁ ପାରେ ସେ ହେଳେ ଜିଣି ତ୍ରିପୁର ।
@mantusaraf9951
@mantusaraf9951 3 ай бұрын
ନବୀନ ବାବୁ ପାର୍ଟି ହାରିନି ନବୀନ ନିଜେ ହାରିଛନ୍ତି କଣ୍ଟାବାଞ୍ଜି ରୁ
@BikashNaik-or6xr
@BikashNaik-or6xr 3 ай бұрын
Good morning🌞🌞
@pramodkumarjena2262
@pramodkumarjena2262 3 ай бұрын
ଏଲିନା ଶୁଣ ଲୋ ଆମେ ଦକ୍ଷିଣୀ ଆମେ ତୋ ଭଳି ଅଭିନୟ କରୁନୁ ସିଧା ସିଧା କହୁଚୁ ଆମେ ଭାରି ଖୁସି ନବୀନ ସରକାର ବଦଳି ଗଲାରୁ
@ashokkumardas6003
@ashokkumardas6003 3 ай бұрын
ଝାରସୁଗୁଡ଼ା ରେ ପୋଷ୍ଟର 100% right, 5000 କୋଟି BJP ଖର୍ଚ୍ଚ କରିଛି pandian ବିରୋଧ ରେ, କିନ୍ତୁ BJP ର ବଡ fan pandian
@gourangasa6027
@gourangasa6027 3 ай бұрын
କୁତ୍ତା ତ କୁତ୍ତା ଏକ କୁତ୍ତା ଶଶୁର ଘରେ ଜୋଇଁ।
@ChhabilaMunda
@ChhabilaMunda 3 ай бұрын
ମଝିରେ କିଏ ଗୋଟିଏ ମିସ୍ କରିଦେଲେ ଆଉ
@bubuni1921
@bubuni1921 3 ай бұрын
କୋଉ ବାଳ ନୂଆ ମୁଖ୍ୟମନ୍ତ୍ରୀ ହେଲାଣି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଦେଲେ କଣ ହେଇଗଲା ।
@NabaKishoreSahoo-l3q
@NabaKishoreSahoo-l3q 3 ай бұрын
ଆରେ ନାରଣ, ପାନ୍ଡିୟାନ୍ ପଛରେ କାହିକି ପଡିଛୁ
@pintupolai5735
@pintupolai5735 3 ай бұрын
ସୁର କୁ ଓଲଟା ଲଟକେଇକି ଲୁହା ରଡ଼ ରେ ପିଟ ଶଳା କୁ😂😂😂😂
@jousmitanaikvlogandcooking7552
@jousmitanaikvlogandcooking7552 3 ай бұрын
ଏଲିନା ଙ୍କ ଦୁଃଖ ଦେଖି କି ମୋର 😂😂😂😂😂😂 ଅଟକାଇ ପାରିଲିନି
@143Susanta
@143Susanta 3 ай бұрын
କାମ ଥିଲେ ସାର କାମ ସରିଲେ କିଏ ପଚାରେ ଧନ୍ୟ politic 😂🤣🤣🤣
@DharandharRatha-dq4ji
@DharandharRatha-dq4ji 3 ай бұрын
ଏଲିନା କାହିଁକି କାନ୍ଦୁଛୁ ତୋ ଘହିତା ମରିଗଲାକି
@princedeepak3063
@princedeepak3063 3 ай бұрын
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 💚💚💚💚
@omnamonarayan9176
@omnamonarayan9176 3 ай бұрын
ବାଳ ନା 😂😂😂😂 ଶଳା remote control cm by Tamil Pandu😂😂😂😂😂
@rabindrapradhan246
@rabindrapradhan246 3 ай бұрын
Koli khai manji potithile 😂 epics😅
@sasmitasfoodculture358
@sasmitasfoodculture358 3 ай бұрын
କାଲି ଇଲେକ୍ସନ ହେଲେ ନବୀନ ବାବୁ ଜିତିବେ
@TheBasicThings3993
@TheBasicThings3993 3 ай бұрын
Last kandia act pai Oscar pai nominate Kariba darkar...
@deepakmeher1572
@deepakmeher1572 2 ай бұрын
ଏଲିନା ନବିନପେଲିନି
@SurathakumarJena-q3b
@SurathakumarJena-q3b 3 ай бұрын
ସୁରଭାଇ ଙ୍କ ମୁଣ୍ଡ ଖରାପ ହୋଇଗଲଣି କିଛି ନକହି ନୀରବ ରହିଲେ ଭଲହେବ
@tapankumarnaik2431
@tapankumarnaik2431 3 ай бұрын
BJD ପାଗଳ ହେଲାନି ବୋଉ
@suryanarayansahu5375
@suryanarayansahu5375 2 ай бұрын
ସରକାର ତୁରନ୍ତ ମାଓବାଦୀ ପରିଚାଳନା ନିମନ୍ତେ କାର୍ଯ୍ୟାନୁଷ୍ଠାନ।
@sanjaykumardas1625
@sanjaykumardas1625 3 ай бұрын
ସୁର ଅଜାଙ୍କ ମତିଭ୍ରମ ହେଲାଣି
@raghunathduari563
@raghunathduari563 3 ай бұрын
Jay Jagannath 🙏
@somprakashsahu140
@somprakashsahu140 3 ай бұрын
Pandian pain odishare bahut unnati hoichhi .pandian hero .
@143Susanta
@143Susanta 3 ай бұрын
ଏଲିନା ଅପା ଏତେ କାନ୍ଦୁଛନ୍ତି ଯେ ମତେ ବି କାନ୍ଦିବାକୁ ଇଛାହଉଛି 😭😭😭😭😭😭 ନବୀନ ବାବୁ ଜିନ୍ଦାବାଦ ହେଲେ କଣ କରିବା ପୁଣି 5 ବର୍ଷ ପରେ ଲୋକେ ଆପଣଙ୍କୁ ଦେଖିବେ ସେଥିକି ଦୁଃଖ ଲାଗୁଛି 😭😭😭😭😭😭
@chitrasenpolai3524
@chitrasenpolai3524 3 ай бұрын
କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
@HopaMarndi
@HopaMarndi 3 ай бұрын
Pari ku kie marila
@TushaarSahoo
@TushaarSahoo 3 ай бұрын
ସବୁ ଦଶ ହଲା ପାଣ୍ଡିଆନ ର ଶୁର ବାବୁ ଏବେ ତ ଗାଲୁ ମରୁ କଥା ଛଡ
@shyamalbhaiofficial4540
@shyamalbhaiofficial4540 3 ай бұрын
ଏଲିନା ର ବିଆ ବିଜେଡି ପାଇଁ 😄
@bikrampradhan5560
@bikrampradhan5560 3 ай бұрын
ଏଲିନା ତୁ ଅଭିନୟ ପାଇଁ ପଳା ରାଢଙ୍ଗ ଅପେରା😀😀😀😀🍬🍬🍬ଚୁଚୁ ଖା ତୁନି ହୋ 😀😀
@BilashaKishan
@BilashaKishan 3 ай бұрын
Alenaa is a pandu misses ?
@SubrataRout-rg2yt
@SubrataRout-rg2yt 3 ай бұрын
ଭାଇ ବୟଜନ୍ତ ଓପରେ କଣା ହୋଇଥିଲା ତାପରେ ଆମେ ଜାଣିଛୁ ତୁମର
@krushnachandrasahoo8788
@krushnachandrasahoo8788 3 ай бұрын
Pari case pachara
@ArakhitaDash
@ArakhitaDash 3 ай бұрын
NBjd Mane nilaj Bjd Mane Manyabar Biju Janata o pandu Papi Bjd pp Bjd
@nirakarsa1437
@nirakarsa1437 3 ай бұрын
Love you Naveen Patnayak
@RanjedarloharLohar
@RanjedarloharLohar 3 ай бұрын
ବାଲେଶ୍ୱର ସ୍ୱରୂପ ଭାଇ ଯେମିତି dilog ମାରୁଛନ୍ତି 😂ସେମିତି ପାଣ୍ଡିଆନ dilog ଇଲେକ୍ସନ ପୂର୍ବରୁ ଦେଖିବାକୁ ମିଳିଥିଲା ହେଲେ ନାରଣ ବିଜେଡି ହରିବାର ହେଲା କାରଣ 😂🤣😂🤣ଜୟ ଜଗନ୍ନାଥ 🙏🚩🚩🚩🚩🚩🚩🚩
@aswinikishan2359
@aswinikishan2359 3 ай бұрын
Emiti kanda pain mariba bhala kn heichi 24 barsha re
@rabindrakumarpuhan7688
@rabindrakumarpuhan7688 3 ай бұрын
Good message
@DjLaluOfficial
@DjLaluOfficial 3 ай бұрын
ଅତି ଗର୍ବ ବିନାଶ ର କାରଣ
@Sindhuworld123
@Sindhuworld123 3 ай бұрын
Naveen babu sabu Dina pain manyavara Mukhyamantrin rahibe Jay Naveen jay BJD🎉🎉
News Fuse 30 SEPT 2024
21:01
OTV
Рет қаралды 75 М.
🍉😋 #shorts
00:24
Денис Кукояка
Рет қаралды 3,7 МЛН
News Fuse 27 SEPT 2024
22:57
OTV
Рет қаралды 78 М.
News Fuse 23 SEPT 2024
20:53
OTV
Рет қаралды 257 М.
🔵 Unveiling The Truth With Jatra Actress Rani Panda || Kanak News
23:22