ସ୍କୁଲରେ ପାଠ ପଢ଼ାଉଥିଲେ ସ୍ତ୍ରୀ, ପହଞ୍ଚିଗଲେ ମନ୍ତ୍ରୀ | Odisha Reporter

  Рет қаралды 101,412

Odisha Reporter

Odisha Reporter

Күн бұрын

ଗଣଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟ ପାଇଁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଉମରକୋଟ ସହରରେ ଥିବା ଡଙ୍ଗରି ଗୁଡା ୟୁ ଭି ୩ଠାରେ ଥିବା ପ୍ରାଥମିକ ସ୍କୁଲକୁ ସରପ୍ରାଇଜ ଭିଜିଟ କରିଥିଲେ । ଯେଉଁ ସ୍କୁଲରେ ମନ୍ତ୍ରୀଙ୍କ ସ୍ତ୍ରୀ ଚଇତି ଗଣ୍ଡ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି । ମନ୍ତ୍ରୀଙ୍କୁ ଦେଖି ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ପିଲା ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏପରିକି ମନ୍ତ୍ରୀଙ୍କୁ ଦେଖି ସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Umerkot #nityanandagond #SchoolVisit #Masseducation #School

Пікірлер: 135
@knowledgeconstruction78
@knowledgeconstruction78 Ай бұрын
ଅତି ସୁନ୍ଦର୍ ପଦକ୍ଷେପ। JTS ନିଯୁକ୍ତି କୁ ଟିକେ Regular କରନ୍ତୁ । ନିବେଦନ
@pramodpaikaray8107
@pramodpaikaray8107 Ай бұрын
Payment badheile loka kahibe stree teacher achi boli rmiti kale😂
@rajeshkhora9711
@rajeshkhora9711 Ай бұрын
Earo aukat nahi​@@pramodpaikaray8107
@bibhubaibhav453
@bibhubaibhav453 Ай бұрын
ପୂର୍ବ ଭଳି ଛାତ୍ରଛାତ୍ରୀଙ୍କ ଆଗରେ ଶିକ୍ଷକମାନଙ୍କୁ ଅସମ୍ମାନ କରିବେନି ।
@SidhantaMalik-tm6xh
@SidhantaMalik-tm6xh Ай бұрын
Ta nija stree ku dekha karibaku jaithila buli nuha hela ta stree se school re padhauchi bujhila
@chinmayapradhan919
@chinmayapradhan919 Ай бұрын
Right
@prakashghose7518
@prakashghose7518 Ай бұрын
Jadi kichhi kahibaar achhi kuha..kintu pilanka aagare nuhen..
@pradyumndas6510
@pradyumndas6510 Ай бұрын
କୌଣସି news channel ଏବେ ଯେଉଁ 18000 କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ଠିକା ବ୍ୟବସ୍ଥା ରେ କଣ୍ ପାଇଁ ଦିଆଯାଉଛି କଣ୍ ପାଇଁ ଶିକ୍ଷାମନ୍ତ୍ରୀ ଙ୍କୁ ପଚାରୁ ନାହାଁନ୍ତି????
@swarnalatapradhan5754
@swarnalatapradhan5754 Ай бұрын
@@pradyumndas6510 thik
@ranjankumarpradhan8104
@ranjankumarpradhan8104 Ай бұрын
ପାଦ ଚଟା ରିପୋର୍ଟର୍ ମାନେ ଏଗୁଡ଼ିକ ପଚାରିବେନି । ଖାଲି ଚାହିଁବେ ଏମାନେ 😂😂😂😂😂
@rishi2275
@rishi2275 Ай бұрын
ପ୍ରାଥମିକ ଶିକ୍ଷକମାନେ କି ଦୋଷ କରିଥିଲେକି ସମସ୍ତଙ୍କୁ ରେଗୁଲାର କରାଗଲା ଏମାନଙ୍କୁ ଛାଡିଦିଆଯାଇଛି ।
@Officialmovie-x
@Officialmovie-x Ай бұрын
E tar answer ta Nabin sir debe bodhe
@pruthirajpradhani5332
@pruthirajpradhani5332 Ай бұрын
Kahiki kariba 11k pain case case hei mada laguchhnti sethi pain govt karuni
@rishi2275
@rishi2275 Ай бұрын
@@pruthirajpradhani5332 Bhai seita govt ra bhul pain case heithila,case saha regulara heba naheba ra kichhi link nahi.
@soubhagyaranjandas9746
@soubhagyaranjandas9746 Ай бұрын
Jt regular kara jauu
@sasmitapatra1976
@sasmitapatra1976 Ай бұрын
Sir please jts mananku regular karajai posting diajau 🙏🙏
@JOGESHADHIKARY
@JOGESHADHIKARY Ай бұрын
ଯଥା ଶ୍ରୀଘ୍ର ସମସ୍ତ ଆଶାୟୀଙ୍କୁ ନିଯୁକ୍ତି ଦିଅନ୍ତୁ sir
@itzsatya9028
@itzsatya9028 Ай бұрын
ଆରେ ମିଡ଼ିଆ reporter ଭାଇ ଓ ଭଉଣୀ ମାନେ ଟିକେ ସାର୍ ଙ୍କୁ ପଚାର କି ଅଙ୍ଗନବାଡି ଦିଦି ମାନଙ୍କ ଦରମା ଯେଉଁଠି ୧୨୦୦୦ ,ପ୍ରାଥମିକ ଶିକ୍ଷକ ମାନଙ୍କ ଦରମା ୧୧୧୦୦।ଏତିକି ଦରମା ରେ ଅନ୍ୟ ଜିଲ୍ଲାରେ ରହି କିପରି ଜଣେ ଶିକ୍ଷକ ଶିକ୍ଷାଦାନ କରିବ? ଠିକା ରେ ଏମିତି ଶିକ୍ଷା ଦାନ କେମିତି ଚାଲିବ ??
@prasantakumarsethypapuni8938
@prasantakumarsethypapuni8938 Ай бұрын
ଗୋଟେ ଶ୍ରେଣୀ ରେ କେତୋଟି ଶ୍ରେଣୀ ର ପିଲା ବସି ପଢିବେ ??
@lalmohannayak851
@lalmohannayak851 Ай бұрын
Multi
@manaskumarnayak4990
@manaskumarnayak4990 Ай бұрын
Govt.should give regular basis salary..And take necessary action
@user-jq5dj6zw8x
@user-jq5dj6zw8x Ай бұрын
ଦୀର୍ଘ 12 ବର୍ଷ ହେଲା contractual ରେ Block Education Office ର କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଏବଂ mis Brt ମାନଙ୍କୁ ରେଗୁଲାର କରାଯିବା ନିମନ୍ତେ ପଦକ୍ଷେପ ନିଆଯାଉ
@user-wp7cq7by7i
@user-wp7cq7by7i Ай бұрын
Good
@royalcreation8845
@royalcreation8845 Ай бұрын
ଏ ଯୋଜନାବଦ୍ଧ କାର୍ଯ୍ୟ ନ କରି ଯେଉଁଠି 2/4 ମାର୍କ ରଖି ଚାକିରୀ ପାଇଛନ୍ତି ସେମାନଙ୍କ ପାଖକୁ ଯାଇ ପିଲାଙ୍କୁ ପ୍ରଶ୍ନ ପଚାରନ୍ତୁ।
@ManojBeher-ic3ys
@ManojBeher-ic3ys Ай бұрын
Govt School is one time Ahar Kendra ❤ nothing others
@shradhanjalibehera9142
@shradhanjalibehera9142 Ай бұрын
Sir ur great god bless u
@ajaykumar-gn8oo
@ajaykumar-gn8oo Ай бұрын
Good sir First transfer the ladies teacher who are away from home in other district
@dklearners1703
@dklearners1703 Ай бұрын
ଆପଣମାନେ ଯଦି ଜୋତା ପିନ୍ଧିକି ଶ୍ରେଣୀ ଭିତରକୁ ଯିବେ ତାହେଲେ ପିଲା ଆପଣମାନଙ୍କ ଠାରୁ କଣ ଶିଖିବେ ?
@manojnaik5563
@manojnaik5563 Ай бұрын
A time come when government school empty due to lack of effort,a huge education business running all over india.
@akshayapadhi5562
@akshayapadhi5562 Ай бұрын
ଅସୁବିଧା କଣ କେଉଁଠି ରହିଲା। ଯେଉଁ ଦିନ education system କୁ reform କରି ପିଲାଙ୍କ ଶିକ୍ଷା ପାଇଁ ମୌଳିକ ସୁବିଧା ପିଲାଙ୍କୁ ଯୋଗାଇ ଶିକ୍ଷା ବ୍ୟବସ୍ଥାକୁ ଆଗେଇ ନେବେ, ସେଇ ଖବର ପ୍ରସାର କରନ୍ତୁ। ଏମିତି ସ୍କୁଲ ବୁଲିଗଲେ ବୋଲି , ମୁଣ୍ଡରେ ସୁନା ମୁକୁଟ ପିନ୍ଧିଲା ଭଳି news ପ୍ରସାର କରି, ନିଜକୁ ଏକ godi ମେଡିଆ ବୋଲି ଆଖ୍ୟା ଦେଉଛନ୍ତି। କଣ ଗୋଟେ ବଡ କାମ ହେଇ ଗଲା କି, ତାଙ୍କ ଜାଗାରେ ଯିଏ ରହିବ, ସେ ବି ଏମିତି ବୁଲି ଯିବେ।
@kosalkala
@kosalkala Ай бұрын
Jts Regular appointment
@BijaykumarDehury-zc9nb
@BijaykumarDehury-zc9nb Ай бұрын
Odisha sabu primary school requirements full boundary for good environment.
@amitakar948
@amitakar948 Ай бұрын
ସୁନ୍ଦର ପଦକ୍ଷେପ
@user-th7gr1hp3f
@user-th7gr1hp3f Ай бұрын
,jts regular karajau
@DebarajNaik-jh7nm
@DebarajNaik-jh7nm Ай бұрын
ଭାଇ joining ତୋ ଦେଇପାରୁନାହାନ୍ତି
@akumar-y5h
@akumar-y5h Ай бұрын
Excellent sir.. Keep if up
@himansunaik4156
@himansunaik4156 Ай бұрын
JTS ku regular posting dia jau sir, please
@PRAMODMAHAPATRA-qm8dg
@PRAMODMAHAPATRA-qm8dg Ай бұрын
କଠୋର କର୍ତ୍ତବ୍ୟ ନିକଟରେ ପିତା ମାତା ଭାଇ ଭଗ୍ନୀ ସ୍ତ୍ରୀ ସ୍ନେହ ମମତା କାହାରି ସ୍ଥାନ ନାହିଁ,!
@ajaykumarsahoo6991
@ajaykumarsahoo6991 Ай бұрын
Fantastic visit & etc
@astrophile999
@astrophile999 Ай бұрын
Jts regular kara
@bhagirathipuspalak4217
@bhagirathipuspalak4217 Ай бұрын
Jatra chalichhi.
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଅତି ସୁନ୍ଦର ପଦକ୍ଷେପ ଜୟ ବିଜେପି 👌👌
@jagadish487
@jagadish487 Ай бұрын
Aama stree😂😂😂
@FIROJ859
@FIROJ859 Ай бұрын
କାନା ସର୍ ପ୍ରାଏଜ୍ ଦେଉଛନ ବୁଢ଼ା ବୁଢୀ କେ ଧୋକା ଦେଲେ bjp ସର୍କାର
@netranetra4111
@netranetra4111 Ай бұрын
ଓକେ
@user-fy8kq2uf2z
@user-fy8kq2uf2z Ай бұрын
Right
@rameshsahu8640
@rameshsahu8640 Ай бұрын
ଶିକ୍ଷକ ପଦବୀ ସହିତ ଭିତ୍ତିଭୂମିକୁ ବି ସଜଡ଼ା ଯାଉ । ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଘୋର ଅଭାବ ରହିଛି । ଆଠଟା ଶ୍ରେଣୀ କୁ ଦୁଇ ତିନୋଟି ଲେଖେଏଁ ଶ୍ରେଣୀଗୃହ ଅଛି ବହୁ ବିଦ୍ୟାଳୟରେ ।
@purnapradhan1549
@purnapradhan1549 Ай бұрын
From class 1 to class 5 pupils must know reading and writing,otherwise schooling has no value.Eduction minister see it.
@MeherRahulHead6431
@MeherRahulHead6431 Ай бұрын
JT k regular kara
@udayalima9094
@udayalima9094 Ай бұрын
ଗତଥର ସରକାର ରେ ସମୀର ରଂଜନ ଦାସ ଶିକ୍ଷା ମନ୍ତ୍ରୀ ଥିଲେ ତାଙ୍କର ସ୍ତ୍ରୀ ବି ଶିକ୍ଷୟତ୍ରୀ ଥିଲେ. Discipline Dedication Determination necessary for education development.
@ghasiramhembram9760
@ghasiramhembram9760 Ай бұрын
Bjd ନେତା ମନ୍ତ୍ରୀ କେତେଥର ସ୍କୁଲ ତଦାରଖ କରିଛନ୍ତି
@alokkumarpanda7262
@alokkumarpanda7262 Ай бұрын
ଗୋଟେ କଥା ବୁଝି ହଉନି ସବୁ ଶିକ୍ଷା ମନ୍ତ୍ରୀ ଙ୍କ ସ୍ତ୍ରୀ କେମିତି ଶିକ୍ଷୟିତ୍ରୀ 😂😂😂
@pradeepbiswal8217
@pradeepbiswal8217 Ай бұрын
Avana ଗ୍ରାମରେ ଅବସ୍ଥିତ ସ୍କୁଲ କୁ ଦୟାକରି ଥରେ ଆସ ନ୍ତୁ
@jayhanuman1789
@jayhanuman1789 Ай бұрын
Tou ସ୍ତ୍ରୀ କୁ ଆଗ check କର ଦେଖିବୁ ମୁଁ 100 % sure ସେ ଭୁଲ୍ padhau ଥିବ... Reservation ରେ କିଛି ନ ଜାଣି ଚାକିରି ପାଇଛି...ସବୁ ST teacher ଙ୍କୁ verify କରାଯାଉ... ସେମାନଙ୍କ ମଧ୍ୟରୁ 90% above ଛୁଆ ଙ୍କୁ ଭୁଲ୍ ପଢାଇ ଥିବେ... ଯୋଉଠି ଗୋଟେ pcm ପିଲା 150 ରୁ 4 number ରଖି high school teacher ହେଇଛି ସେଠି ତୁମ bhali ମନ୍ତ୍ରୀ ଙ୍କୁ କଣ ଜଣା ଅଛି ଯେ tume verify କରିବ!
@user-cf2re3hx5e
@user-cf2re3hx5e Ай бұрын
Ok
@BLOODshotデ一
@BLOODshotデ一 Ай бұрын
Salary dau nahanti school infrastructure thik nai school bhramana karuchanti laja laguni ?
@JagannathSahoo-vb4rj
@JagannathSahoo-vb4rj Ай бұрын
ନିଜ ସ୍ତ୍ରୀ କୁ ଆଗକୁ ପ୍ରମୋସନ କରି ବା ପାଇଁ ଇଏ ଗୋଟିଏ ଚାଲ , ୨ ଦିନପରେ କଥା ବାର୍ତ୍ତା ହୋଇଛନ୍ତି , ଏହି ପ୍ରଶ୍ନ ପଚାରିବି ଛୁଆଙ୍କୁ କହିଥିବୁ ମୁଖସ୍ଥ କରି ରଖିବା ପାଇଁ, ଛୁଆ ମାନେ ମୁଖସ୍ଥ କରିଥିଲେ, ଫଟା ଫଟ ପ୍ରଶ୍ନ ଫଟା ଫଟ ଉତ୍ତର, , ଫଟା ଫଟ ନିଜ ସ୍ତ୍ରୀ ର ପ୍ରମୋସନ ହବ
@niharika288
@niharika288 Ай бұрын
😂😂
@sonicflex2774
@sonicflex2774 Ай бұрын
Khali School jai Mantri mane attendance pokeile hobani,""""TEACHERS ku REGULAR SALARY+ SUFFICIENT TEACHER+SCHOOL INFRASTRUCTURE DEVELOPMENT """"""hoba darkar,khali hababaji kole hobani...🎉🎉🎉🎉
@swarnalatapradhan5754
@swarnalatapradhan5754 Ай бұрын
Sir apank wife ta teacher so tike jts Nk regular kara
@dklearners1703
@dklearners1703 Ай бұрын
ଦିଦିମାନେ ବି ଜୋତା ପିନ୍ଧିକି ଶ୍ରେଣୀ ଭିତରେ ପାଠ ପଢ଼ାଉଛନ୍ତି
@rajkishordash8353
@rajkishordash8353 Ай бұрын
❤Bakaria minister
@santoshsatapathy4249
@santoshsatapathy4249 Ай бұрын
A teacher can create any profession. But no profession.can.creat a teacher
@laxmidharsahoo8344
@laxmidharsahoo8344 Ай бұрын
ଟିକେ ପ୍ରଶ୍ନ ପଚାରିଥିଲେ ଦିଦି ଙ୍କ ମାନ ଜଣା ପଡି ଥାଆନ୍ତା,
@anandrout378
@anandrout378 Ай бұрын
Sir tk dayakari teacher transfer portal active karantu. Semane nije ta Santi nathibe padheibe kn.
@niranjansahoo7581
@niranjansahoo7581 Ай бұрын
Kn dekhila duty thikse karuchanti ta
@bijaypaik760
@bijaypaik760 Ай бұрын
Sar. Singsari. School. Bijit. Kornthu
@deenabandhudash4506
@deenabandhudash4506 Ай бұрын
177ବିଦ୍ୟାଳୟ କଥା ଚିନ୍ତା କରନ୍ତୁ ସାର୍
@SMSAFamily
@SMSAFamily Ай бұрын
ଆଗରୁ ଫୋନ୍ କରି ଯାଇଥିଲ କି?
@tkj2346
@tkj2346 Ай бұрын
Regular pain plan baneiba Jao.. Vasana km dia
@ommdash513
@ommdash513 Ай бұрын
ରାଜ୍ୟପାଳ ପୁଅ ପାଇ ଓଲଟା ନୀତି ଅବଲମ୍ୱନ କରୁଛ । ସେଇଟା ଦୁଃଖ ଲାଗୁଛି ।
@kumudapradhan3053
@kumudapradhan3053 Ай бұрын
Pri planing
@user-wp7cq7by7i
@user-wp7cq7by7i Ай бұрын
Teacher nijukti dia jau second phase 25000+ junierteacher
@ajitnaik1243
@ajitnaik1243 Ай бұрын
Give regular salary for jts
@tofanmuni850
@tofanmuni850 Ай бұрын
Preplanned
@JudhestiraNaik
@JudhestiraNaik Ай бұрын
Saman kamaku saman darama diontu subu thik hoiniba
@amulyabariha
@amulyabariha Ай бұрын
Aa beta Koraput aa dekhbu
@bikramkumarsahu3962
@bikramkumarsahu3962 Ай бұрын
You want dedication from teachers, good quality teachers, better education only in 11,000 rupees. 1st increase the salary then you can expect the things from them.
@malayadash7476
@malayadash7476 Ай бұрын
Agaru mantri na thela bele kabe neja stree duty karutheleke nahe bujhuthele ke nahe,
@khirodmohanty3629
@khirodmohanty3629 Ай бұрын
Mantri jaithila ta maikina ku dekhibaku .
@mayabhumibehera4896
@mayabhumibehera4896 Ай бұрын
Ye school kete patha paduchanti 10000 ru 15000 salary bala teacher padhai Paribe. Sri rate re epoentment kara
@pramodsahu4459
@pramodsahu4459 Ай бұрын
ଭଲ କାମ କଲେ
@shivadash126
@shivadash126 Ай бұрын
Maikinaku support karibaku jaithile, sabu duty thik karuthibe bodhe gote suspension heithile janithante, mantri tanua boli
@biswajitbehera7977
@biswajitbehera7977 Ай бұрын
Surprise 😂😂😂
@pankajshree134
@pankajshree134 Ай бұрын
ତୁ ଶଳା ବାଳ ମନ୍ତ୍ରୀ ନିଜ ମାଇକିନା କୁ ଦେଖି ବାକୁ ପଳେଇ ଗଲୁ ଶଳା ବେଈହିଆ
@rishi2275
@rishi2275 Ай бұрын
Equal pay equal work kahuthila para .JT ku kahiki regular karinahanti.
@tapannaik1328
@tapannaik1328 Ай бұрын
Urnati hebo ki sir unnati hebo
@santoshsabat451
@santoshsabat451 Ай бұрын
Akatharàku samasta khali sikshyaka padabi purana karagale odisa sarakarankara aka jugantakari padakshyepa huanta karibaku sabinaya anurodha
@binodinibiswal1622
@binodinibiswal1622 Ай бұрын
Khali school ku gale habani.... emiti kara je private school apekshya pila govt school ku jibe.....
@bhaskarbarik5411
@bhaskarbarik5411 Ай бұрын
Kou dist re mantri ebe
@DebendraMahapatra-r2h
@DebendraMahapatra-r2h Ай бұрын
Deled ph ku help milibaki nahi
@rabindramajhi9566
@rabindramajhi9566 Ай бұрын
Sobu school, office, village re neta mantri mane jiba dorkar
@mrs7346
@mrs7346 Ай бұрын
ସବୁ ଲୋକଦେଖାଣିଆ ଭାଡୁଆ ଦଳ
@smrutilipsamishra3676
@smrutilipsamishra3676 Ай бұрын
Nua nijukti anantu tgt heu ki jt heu
@rajneeshkumar1303
@rajneeshkumar1303 Ай бұрын
School re chua tale basuchanti, building guhala bhalia heichi, kana development kariba ethara dekhibaku baki rahila
@bhabeshkumar4831
@bhabeshkumar4831 Ай бұрын
Shikshyara bikash chahun chhanti jadi aga teacher Katha bujhantu .tankara asubidha Kan rahichhi lekhi janeinle bi govt kichhi sununahin .teacher mentally tress re ki shikshya deba .2200 gp matrices Schell mantri Kan Jani nahanti. Bjd kichhi kala ni Bali sarakar change Kale kintu bjd tharu sarakar ahuri michhua . transfer nahin , nijukti nahin , school thick nahin.patha Kan heba ?anews popularity chhada au kichhi nahin.
@rajuhansdah607
@rajuhansdah607 Ай бұрын
Loko dekhaniya mantri kamo koru chhanti
@geetanjalihota784
@geetanjalihota784 Ай бұрын
Students kna agare teacher manaku mantri hele boli upaman karantu nahi
@brundabanbasty9286
@brundabanbasty9286 Ай бұрын
Stree share dekhei hauchi dekha mu mantri chhi
@user-ny9jg1pd5x
@user-ny9jg1pd5x Ай бұрын
Tama stree thiki duty karuchanti tanku promostion kari dia
@debasmitaparida2072
@debasmitaparida2072 Ай бұрын
Ama stree😂😂😂😂😂😂 Ebang na Egam🤣🤣🤣🤣
@niranjanmohanty3523
@niranjanmohanty3523 Ай бұрын
ଅଳ୍ପ ଦକ୍ଷିଣା ରେ କି ପୂଜା ହବ ?
@diptisatpathy2799
@diptisatpathy2799 Ай бұрын
Nataka karucha
@user-wp7cq7by7i
@user-wp7cq7by7i Ай бұрын
Nijukti ku focus kara
@user-wp7cq7by7i
@user-wp7cq7by7i Ай бұрын
Nijukti darkara
@gopalchandrapuhan2194
@gopalchandrapuhan2194 Ай бұрын
To stree kn to ghare ruheni ki... Tu jibu visit ki najibu kan kehi janinahanti kii
@lifeisgood121
@lifeisgood121 Ай бұрын
Agaru kuha jaithiba mu jibi boli..emiti na na kahiki paleibe
@unkumar7627
@unkumar7627 Ай бұрын
Han tame bahut dekhucha
@ganpatieducation7571
@ganpatieducation7571 Ай бұрын
E gariba loka kahi kahi tume thik mari khaucha
@user-dz5dp5td8c
@user-dz5dp5td8c Ай бұрын
Nabarangpur district re language jt post bahar kara
@mn6036
@mn6036 Ай бұрын
Jai BJP
@sureshbhoi4191
@sureshbhoi4191 Ай бұрын
Samasta school re banch chair byabashtha karajau.....
@subhashreebehera2063
@subhashreebehera2063 Ай бұрын
Absos ra katha ejae jete education minister heleni praye ministernka wife primary teacher kintu na siskhyak samasya ra samadhan hauchi na siskhya ra.
❌Разве такое возможно? #story
01:00
Кэри Найс
Рет қаралды 6 МЛН
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 41 МЛН
Фейковый воришка 😂
00:51
КАРЕНА МАКАРЕНА
Рет қаралды 6 МЛН
Jibana Do Chhakire Ashara Alok Ep 422   27 JULY 2024
44:26
Why PM Modi is in Brunei | Vantage with Palki Sharma
8:30
Firstpost
Рет қаралды 294 М.
Guru Dakshina: Loka Nakali Katha Asali | Kanak News
20:52
Kanak News
Рет қаралды 156 М.
❌Разве такое возможно? #story
01:00
Кэри Найс
Рет қаралды 6 МЛН