ବିଜେଡି କଣ ଠିକା ନେଇଥିଲା ଆଜୀବନ ଶାସନରେ ରହିବାକୁ| Exclusive Interview With BJD Leader Bhrugu Baxipatra।OR

  Рет қаралды 173,605

Odisha Reporter

Odisha Reporter

Күн бұрын

Пікірлер: 403
@stuluachary
@stuluachary 2 ай бұрын
ଅତି ଗର୍ବ ଅହଙ୍କାର ଯୋଠି ବିନାଶ ସେଠି । ନବୀନ ପଟ୍ଟନାୟକ ଠାରୁ ଗାଁ ପଞ୍ଚାୟତର କୁଜିନେତା ସବୁ ଗର୍ବ ଅହଙ୍କାର । କଥା ପଡ଼ିଲେ କହୁଥିଲେ କାଠ ଗଣ୍ଡି ଟିଏ ଯଦି ବିଜେଡ଼ିରେ ଭୋଟରେ ଛିଡ଼ା ହବ 100% ଜିତିବ । ଜିତିଗଲେ ସତ କିନ୍ତୁ ଗୋଟିଏ ହେଲେ MP-0 ପାଣ୍ଡିଆ ତିଲେ ସନ୍ୟାସୀ ଯୋଗିନୀ ପିଚାଶିନୀ ହୋଇଗଲେ 🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣
@suryakantmallick5500
@suryakantmallick5500 2 ай бұрын
ଠିକ୍ କହିଲେ ଆଜ୍ଞା
@Mr_goodguy7
@Mr_goodguy7 2 ай бұрын
ଏକଦମ୍ ଠିକ୍ କହିଛନ୍ତି ।
@bikramkumarpalai1366
@bikramkumarpalai1366 2 ай бұрын
ଏ ଟିକେଟ ପ୍ରେମୀ ନେତା ଟିକେଟ ଯିଏ ଦେବ ଏ ନେତା ସେ ଦଳକୁ ଯିବ ବିଚାର ଧାରା ଆଦର୍ଶ ମୂଲ୍ୟ ଏମାନେ ବୁଝି ପାରନ୍ତି ନାହିଁ ଏମାନେ ରାଜନୀତି କୁ ଏହିପରି ନେତା କଳୁଷିତ କରୁଛନ୍ତି
@hsinformationandvlogs8057
@hsinformationandvlogs8057 2 ай бұрын
ଏ ଭଳି ଲୋକ bjp ରେ ଥିଲେ ବୋଲି bjp ହାରୁଥିଲା
@narendrahembram4495
@narendrahembram4495 2 ай бұрын
Bhrugu . Lekhashree nani .
@sasanksekharaswain9208
@sasanksekharaswain9208 2 ай бұрын
True' fact
@raghumaninayak9593
@raghumaninayak9593 2 ай бұрын
ଭୃଗୁ Baxipatra ଜଣେ ସ୍ୱାର୍ଥବାଦୀ ନେତା, ମୋଦୀ ସରକାରଙ୍କ 10 ବର୍ଷ ଶାସନ କାଳରେ ବିଜେଡି ଦଳ କାହିଁକି ଆକୁଣ୍ଠ ସମର୍ଥନ କରୁଥିଲା ସେ ବିଷୟରେ ଭୃଗୁ ବାବୁ କହିବେ କି, ଭୃଗୁ ଯୋଉଠି କି ଯିବେ ସେଠାରେ ଦଳ ହାରିବ, ଏ ନେତାଙ୍କ କୌଣସି ଅରିଜିନାଲିଟି ନାହିଁ
@santoshkumarmishra2620
@santoshkumarmishra2620 2 ай бұрын
ଅତି ଲୋଭେ ତନ୍ତୀମରେ. ପଦବୀ ଲୋଭ ଯୋଗୁ ଏ ଭଦ୍ରବ୍ଯକ୍ତି ଦଳରୁ ତଡାଖାଇ ଚାରି ପାଞ୍ଜିରୁ ଗଲା. ଛି ଲଜ୍ଜା .
@JitendraSankhua-c4q
@JitendraSankhua-c4q 2 ай бұрын
Bhai ama ku kain badnam karuchanti 😢
@brajakishoremohanty3930
@brajakishoremohanty3930 2 ай бұрын
ଓଡ଼ିଆ ଅସ୍ମିତା କଥା କୁ ଭୃଗୁ ବାବୁ ବୁଝି ପାରୁନାହାନ୍ତି ନା ଜନିକି ଲୁଚାଇବାକୁ ଚାହୁଁଛନ୍ତି । ପଣ୍ଡିଆନ୍ ବି ଜେ ଡି ର ଜଣେ ସାଧାରଣ କର୍ମୀ ଚାକିରି ଛାଡ଼ିବ ପରେ ।କୌଣସି ବି ଜେ ଡି ପଦ ପଦବୀ ରେ ନଥିଲେ ।ସେ ବି ଜେ ଡି ଲୋକ ପ୍ରତିନିଧି ମାନଙ୍କୁ ଯେପରି ବେଇଯତ କରୁଥିଲେ ସେ କଥା କଣ୍ ଭୃଗୁ ବାବୁ ଦେଖି ନାହାନ୍ତି ।ତେଣୁ ଏଇଥିରୁ ଅସ୍ମିତା କଥା ବୁଝିପାରିଲେ ଭଲ ।
@riteshgamer65
@riteshgamer65 2 ай бұрын
ଗର୍ବରେ ଭାଙ୍ଗି ପଡୁଛି ବିଜେଡି । ଲୋକେ ଉଚିତ ଜବାବ ଦେଇଛନ୍ତି ।
@jagdishkumarrath4631
@jagdishkumarrath4631 2 ай бұрын
ଏ ବାବୁ ଙ୍କ ର ଔଷଧ ବିକଳରେ ତାଟିଆ କାମୁଡ଼ା ହେଉଛି!!!!
@indramanipanda3539
@indramanipanda3539 2 ай бұрын
ବିଜେଡି ଲୋକ ଭୋଟ ଦେଇନଥିଲେ ବିଜେପି ଏତେ ବିପୁଳ ସଂଖ୍ୟାର MLA ଜିତିଲେ କିପରି?
@bijaychoudhury8091
@bijaychoudhury8091 2 ай бұрын
ଭୃଗୁ ବାବୁ ବର୍ତ୍ତମାନ ଅନୁତାପ କରୁଥିବେ ନିଶ୍ଚୟ।
@JayantaRoute
@JayantaRoute 2 ай бұрын
ଏଟାକୁ ହୁଦଘାତ ହେଇଯିବ।
@samarmohapatra-jr3ne
@samarmohapatra-jr3ne 2 ай бұрын
ଏପରି ଦଳ ତ୍ୟାଗୀ ବକ୍ସିପାତ୍ର, ଲେଖାଶ୍ରୀ ମାନଙ୍କୁ ଆଉ ଯେପରି ଦଳକୁ ପ୍ରତ୍ୟାଗମନ ନକରନ୍ତି, ସବୁଦଳରେ ଏପରି ବହୁ ନେତା ଓଡିଶା ରେ ଅଛନ୍ତି
@meherfonyvideo
@meherfonyvideo 2 ай бұрын
ଲୋକ ମାନେ ଚାହୁଁ ଥିଲେ ବଦଲିବା ପାଇଁ
@asutoshpanda7187
@asutoshpanda7187 2 ай бұрын
କେଉଁଠୁ କାହାକୁ ଡ଼ାକିଆନି ବସେଇ ଦଉଛ ଏମାନଙ୍କ ଠାରୁ ସମାଜ କିଛି sikhiparibani ଏମାନେ ଗୋଟେ ଗୋଟେ ଗବର୍
@DillipkumarRath-p2t
@DillipkumarRath-p2t 2 ай бұрын
Tu megha BerhampuriankA ghua khailu
@Tihiditoka
@Tihiditoka 2 ай бұрын
ଗାଲୁଆଙ୍କର ବାରବାଟୀ ଚାଷ ତୁ ବିଜେପି ରୁ ଯାଇଛୁ ଭଲ ହେଇଚି ଅଳିଆ ସଫା ହେଇଯାଇଛି
@BikaskumarSwain-j5t
@BikaskumarSwain-j5t 2 ай бұрын
Sala sabu ଅଳିଆ bjp re
@BikaskumarSwain-j5t
@BikaskumarSwain-j5t 2 ай бұрын
Mote kehi ନେତା dekhajaunahanti bjp re
@liveforever6998
@liveforever6998 2 ай бұрын
ଭାଗ୍ୟ କୁ ଦାୟୀ କରିବା କଥା...
@FAKIRJENA-du2zs
@FAKIRJENA-du2zs 2 ай бұрын
ୟାର ମୁଣ୍ଡ କାମ କରୁନି
@surendranayak117
@surendranayak117 2 ай бұрын
To Munda chuliku de thik hobo
@ratnakarsahoo8906
@ratnakarsahoo8906 2 ай бұрын
ମନ ଖୁସି କରିଦେଲେ ଭ୍ରୁଗୁ ସାର ❤️❤️❤️ 👌👌👌
@KalucharanpadhiKalucharanpadhi
@KalucharanpadhiKalucharanpadhi 2 ай бұрын
ଆପଣ ଯୋଉ ପାର୍ଟିକୁ ଯିବେ ସେ ପାର୍ଟି ହାରିବାଟା ବାଧ୍ୟ
@hrusikeshmallik3221
@hrusikeshmallik3221 2 ай бұрын
ଓଡ଼ିଶାର ବିଶ୍ବାସ ଓ ଭରସା ଯାହା ହୋଇଛି,ସମୟ ଚକ୍ରରେ ବଦଳିଯାଇଛି, ତଥାପି ସମୟ କହିବ ଫଳ କ'ଣ ହେବ ?
@bholranjanjyoti5083
@bholranjanjyoti5083 2 ай бұрын
ଆପଣ କୋଉ ଲୋଭରେ ଯାଇଥିଲେ
@bijaymohanty2248
@bijaymohanty2248 2 ай бұрын
ନିଜ ଭବିଷ୍ୟତ ଗଢି ଆମୋଦ ପ୍ରମୋଦ ଦାୟକ ଜୀବନ ଅତିବାହିତ କରିବାକୁ କାହାର ଇଚ୍ଛା ହେବନି ? ଦୀର୍ଘ ଦିନ ଅତିବାହିତ କରିବା ପରେ ନିଜ ଦଳର ଗୁରୁତ୍ବ ପଦବୀ ତ୍ୟାଗକରି ଯେଉଁମାନେ କ୍ଷମତା ପ୍ରତି ଆକର୍ଷିତ ହୋଇ ଯୋଗ ଦିଅନ୍ତି , ସେମାନଙ୍କ ଅନ୍ତିମ ପରିଣତି କଣ ହୁଏ ସେମାନେହିଁ ଶ୍ରେଷ୍ଠ ଅନୁଭବୀ । କ୍ଷମତା ଲାଳସାରେ ଯେଉଁ କେତେଜଣ ଜଣାଶୁଣା ପ୍ରଖ୍ୟାତ ନେତା ଦଳ ତ୍ୟାଗକଲେ ସେମାନଙ୍କର ଲାଳସା କେତେଦୂର ଫଳବତୀ ହେବ , ସମୟ କହିବ । ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବାପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ପରିଚୟ ପାଇନଥିବା ଏକ ହାସ୍ୟାସ୍ପଦ ମନ୍ତବ୍ୟ, ଜଣେ ବରିଷ୍ଠ ରାଜନୈତିକ ନେତା ମୁହଁରୁ ଶୋଭା ପାଏନି । ତେବେ, ସ୍ପଷ୍ଟହୁଏ ରାଜନୀତି ଉପରେ ଶ୍ରୀ ବକ୍ସିପାତ୍ରଙ୍କର ଆଦୌ ଆଗ୍ରହ ନଥିଲା କିମ୍ୱା ଗଞ୍ଜାମ ଜିଲ୍ଲାରେ ତାଙ୍କର ସମ୍ପର୍କ ହିଁ ନଥିଲା ।
@Swainmahesblogs
@Swainmahesblogs 2 ай бұрын
ନିଜ ଉପରେ ଭରଷା ନଥିବା ଲୋକ ହିଁ ଏମିତି ସ୍ବାର୍ଥ ବାଦି ହୋଇ ହଇରାଣ ହୁଏ,ଜନତାଙ୍କୁ ବୋକା ନିଜକୁ ଅତି ଜ୍ଞାନୀ ଭାବୁଥିବା ଲୋକ ଆଜି କୁମ୍ବୀର କାନ୍ଦଣା କାନ୍ଦୁଛି😁
@manojdikshit1308
@manojdikshit1308 2 ай бұрын
କାହିଁକି ବିଜେପି ଛlଦୁଥିଲ l ଫସ୍ତାଉଛ 😢😢😢
@narendrahembram4495
@narendrahembram4495 2 ай бұрын
Bhrugu . Lekhashree
@duryodhanmahanta7766
@duryodhanmahanta7766 2 ай бұрын
ହଜିଯିବ ବିଜେଡି।
@pravatkumarmishra9760
@pravatkumarmishra9760 2 ай бұрын
ଏମାନେ ସ୍ବାର୍ଥ ପାଇଁ କିଛି ବି କରି ପାରନ୍ତି ଏମାନଙ୍କ ଠାରୁ ଆଗାମୀ ପିଢ଼ି କଣ ଶିଖିବେ
@haraprasadkheti9391
@haraprasadkheti9391 19 күн бұрын
ଲୋକେ ଚାହିଁ ନ ଥିଲେ ବିଜେଡ଼ି କୁ ପରନ୍ତୁ ପଇସା ବଳରେ କିଛି ସିଟ୍ ବିଜେଡି ଜିତିଲା ଲୋକଙ୍କୁ ଭାଜଭିତ୍ ବି କଲେ ତା ସତ୍ବେ ସତ୍କାର କୁ ଆସିପାରିଲା ନାଇ
@pintubehera6057
@pintubehera6057 2 ай бұрын
କ୍ଷମତା ଲୋଭ ରେ ତୁ ବିଜେଡି କୁ ଆସିଲୁ ଆଉ କିଛି କାରଣ ନାହିଁ
@niharpalai3774
@niharpalai3774 2 ай бұрын
BJD କହୁଥିଲା ପରା ଆମେ ଜୀବନ ଭରି ଶାସନ କରିବୁ selagi ଗର୍ବରେ 🌼🌿 ମହାପ୍ରଭୁଙ୍କୁ🌿🌼 ଙ୍କୁ ଭିକ୍ଷା ମଗେଇ ଦାଣ୍ଡେ ଦାଣ୍ଡେ ବୁଲେଇଲେ ଶେଷରେ ପରିଣତି ଭୋଗିଲେ ଆହୁରି ଯିବେ ମାଟିରେ ମିଶି
@sudharbindapatnaik7315
@sudharbindapatnaik7315 2 ай бұрын
ଦଳ ୟାଙ୍କୁ ବହୁତ ସୁଯୋଗ ଦେଇଛି, କିନ୍ତୁ ସେ ସବୁ ସୁଯୋଗ ହାତ ଛଡ଼ା କରିଛନ୍ତି।
@manojnayak5933
@manojnayak5933 2 ай бұрын
ହାରାମି ଟା
@surendranath4516
@surendranath4516 2 ай бұрын
ଆଙ୍କର ଠିକ୍ ପ୍ରଶ୍ନ ପଚାରି ଠିକ୍ ଉତ୍ତର ଦେଇ ପାରୁ ନାହାନ୍ତି
@JAGABANDHUJENA-o4o
@JAGABANDHUJENA-o4o 2 ай бұрын
ଆ କଥାରେ ଜଣା ପଡୁଛି, ବିଜେପି କୁ ଫେରିବ ବୋଲି
@BabaJCBBaba-e8w
@BabaJCBBaba-e8w 2 ай бұрын
ଭାଇନା ଙ୍କ ମନରେ ଟିକେ ଦୁଃଖ ରହିଛି,,, ପଶ୍ଚାତାପ ବି ହେଉଥିବ,,,,🤪
@RamPutel-ir6cl
@RamPutel-ir6cl 19 күн бұрын
ଠିକ କଥା ଏବେ ବିଜେପି ଭଲ କରୁଛି... ୟେ ଦରମା କଣପାଇଁ ଦେଇପାରୁନି.. ୟାର ବି ପେଣ୍ଟ ଖୋଲିଦେବେ.. ଅପେକ୍ଷା କର
@prasantchinara9911
@prasantchinara9911 13 күн бұрын
Nabin hatao
@reenakumarimeher3525
@reenakumarimeher3525 2 ай бұрын
ତୁମ ଭଳି ଦଳ ବଦଳୁ ସ୍ୱାର୍ଥପର ନେତାଙ୍କ ମୁହଁ ଫୁଟାଣି କୁ ଧନ୍ୟ ।ଏତେ ଦିନ ଯାହାର ଲୁଣ ଖାଇଥିଲ ତାକୁ ବେଈମାନ କରି ଦଳଡିଆ କରିଛ ।ସେଥିପାଇଁ ହାରିଲ ।ଏବେ ସୁଧାରି ଯାଅ ।
@kaushikbhutia4290
@kaushikbhutia4290 2 ай бұрын
ଭୃଗୁ ସାର୍ ଆପଣ ଯେଉଁ ଚେୟାର ବସି ଛନ୍ତି ସେ ଚେୟାର ଓଡ଼ିଶା ରିପୋଟର ତୋ ଆପଣ ଙ୍କ କଥା କୁ ସେ ତଛଲ୍ୟ କରିବାକୁ ଚେଷ୍ଟା କରିବେ ଆପଣ ଙ୍କ କଥା କୁ ଅଲଗା ପ୍ରକାର ରେ କହିବେ ସେ ଆପଣ ଙ୍କ ଠାରୁ କିଛି କଥା ନେବା ପାଇଁ ଚେଷ୍ଟା କରୁଛନ୍ତି
@manishapattanayak2152
@manishapattanayak2152 2 ай бұрын
Right 👍 ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻
@GOVINDCHANDRABEHERA-b5n
@GOVINDCHANDRABEHERA-b5n 2 ай бұрын
ବିଜେଡି ଠିକା ନେଇ ନଥିଲା ଓଡିଶା ଶାସନ କରିବାପାଇଁ ତ କଣ ପାଇଁ ବିଜେପି ଛାଡି ବିଜେଡି ରେ ଯୋଗ ଦେଲ। ତୁମେ ଠିକ୍ କଥା କହିଛ ତୁମେ ଓ ଲେଖାଶ୍ରୀ କଂ ଯୋଗୁଁ ବିଜେପି ଓଡିଶା ରେ ଜିତିପାରିନଥିଲା। ତୁମେ ଦି ଜଣ ବିଜେପି ପାଇଁ ଅମଗଂଳିଆ ଥିଲ।
@nareshpatro7986
@nareshpatro7986 14 күн бұрын
Yes ur absolutely right 👍👍👍👍
@subashchandranayak7331
@subashchandranayak7331 2 ай бұрын
ଅନ୍ୟାୟରୁ ଅଧ ପତନ
@haraprasadkheti9391
@haraprasadkheti9391 19 күн бұрын
ଜ୍ଞାନ ନାଇ ଦେଉନ୍ ସାର୍ ଆପଣ ଗୋଟେ ସ୍ୱାର୍ଥ ବା ଦି ନେତା ଇଟା ମାନୁନ୍
@ranjandash1160
@ranjandash1160 2 ай бұрын
ବିଜେଡି ଠିକା ନେଇନଥିଲା କିନ୍ତୁ ଆଗୁଆ ମୁଖ୍ୟ ମନ୍ତ୍ରୀ ଶପଥ ତାରିଖ ଘୋଷଣା କରିଥିଲା
@debashishsatapathy5720
@debashishsatapathy5720 2 ай бұрын
Stright mirror reflection of OTV and OR
@rajkishorerout2163
@rajkishorerout2163 7 күн бұрын
ପ୍ରଭୁ ଜଗନ୍ନାଥ ଙ୍କୁ ଭିକ ମଗେଇଥିଲ ତମ ଗର୍ବ ରହିଲାନି
@prasantakumar7040
@prasantakumar7040 2 ай бұрын
ଶେଷ ସମୟରେ ଭୃଗୁ ବକ୍ସିପାତ୍ର ଙ୍କ ବେଳା ଖରାପ ପଡ଼ିଗଲା
@parshuramsahoo6912
@parshuramsahoo6912 2 ай бұрын
ଓଡିଶା 50ବର୍ଷ ପଛରେ ରହିଗଲା, ଦାୟୀ ବିଜେଡି
@bibekanandamahakul8139
@bibekanandamahakul8139 2 ай бұрын
ତୁମେ ପଳେଇ ଆସ ଭାଇ ବିଜେପି କୁ ଆପଣଙ୍କୁ ସ୍ୱାଗତ
@SPSNGaming-gp4pu
@SPSNGaming-gp4pu 2 ай бұрын
ଲୋକ ଯାହା ଚାହିଁଲେ ନୁହେଁ,ଲୋକଙ୍କୁ ଯେଉଁ ଅଧିକ ଦେବା କଥା କହି ଭ୍ରମ ସୃଷ୍ଟି କରାଗଲା । ସେଇ ମରୀଚିକା ଦେଖେଇ BJP ଆସିଲା।ଯାହା ଆଜି କେନ୍ଦ୍ରୀୟ budget ରେ ଦୃଶ୍ୟମାନ ହେଇଛି ଓଡ଼ିଶା ପାଇଁ । ମୋଦି ଜଣେ ଅସୁର ପ୍ରବୃତ୍ତି ର ଲୋକ । ତାଙ୍କର ଲୋକଙ୍କ ଶବ ଉପରେ ବସି କ୍ଷମତାକୁ ଉପଭୋଗ କରିବା । ଏମାନେ ବି ସେଇ ଘରର ପରା । ଏଠି naretive set କରି ଏମାନେ ଭୋଟ ନେଲେ।
@AkhayaRout-r3t
@AkhayaRout-r3t 2 ай бұрын
ଜୟ ବିଜେଡି
@karunakarmohanty89
@karunakarmohanty89 2 ай бұрын
ବିଜେଡି ଲୋକ ଭୋଟ ଦେଇନଥିଲେ ବିଜେପି ଜିତ ନଥାନ୍ତା ଜୟ ଜଗନ୍ନାଥ
@sudarsanmallick6250
@sudarsanmallick6250 2 ай бұрын
ଏଇଟା ମୁଣ୍ଡରେ ଗୋବର ପସିତି
@ROYALSHADOW-v7j
@ROYALSHADOW-v7j 2 ай бұрын
Well said!
@babulapatiarbabulapatiar8338
@babulapatiarbabulapatiar8338 2 ай бұрын
ମୁଁ କହିଥିଲି ପଞ୍ଚାୟତ ନିର୍ବାଚନ ବେଳେ ବିଜେପି 50 ପାର୍ ନହେଲେ ଆଗକୁ ସରକାର କରିବ ଗତ ନିର୍ବାଚନ ଠାରୁ ପୂର୍ବ ପଞ୍ଚାୟତ ନିର୍ବାଚନ ରେ ତିନି ଅଙ୍କ ବିଶିଷ୍ଟ ଜିଲ୍ଲାପରିଷଦ ପାଇଥିଲା ମୋର ବିଶ୍ବାସ ଥିଲା ବିଶ୍ବାସ ହେଲା ସତ
@rishipradhan419
@rishipradhan419 2 ай бұрын
ୟାଙ୍କର ହାତରେ ସଂଘଠନ କିଛି ନାହି .... 😂
@RADHAKANTAROUT-q5v
@RADHAKANTAROUT-q5v 2 ай бұрын
Baxibhrugu Babu no dout a seasoned politician.He should keep patience in that party for his future sake.
@nilamanikar954
@nilamanikar954 Ай бұрын
ବିଜେଡି ଠିକା ନେଇନଥିଲା ହେଲେ ଆପଣ ତ ଠିକା ନେଇନଥିଲେ କେବଳ ବିଜେପି ରେ ଛିଡ଼ା ହେବେ ବୋଲି। ? ଦଳରୁ କାହିଁକି ବାହାରି ପଳେଇ ବିଜେଡି ରେ ମିଶି ଗଲେ ? ବିଜେଡି ରେ ଠିକା କାମ ଆପଣ ନେଇଛନ୍ତି କି କହିବାକୁ ?
@pnathlon9240
@pnathlon9240 2 ай бұрын
ଭୁରଗ ଉ ବାବୁ ବିଜେପି କୁ ଆସନ୍ତୁ
@satyanarayanrath1344
@satyanarayanrath1344 2 ай бұрын
ବିନାଶ କାଳେ ବିପରୀତ ବୁଦ୍ଧି । ୨ ଜଣନେତା /ନେତ୍ରୀଙ୍କ କ୍ଷେତ୍ର ରେ ଏପରି ଘଟିଲା । ଉଭୟେ ଆତ୍ମ ସମୀକ୍ଷା କରିବା ଦରକାର ।
@rabindraroutray4911
@rabindraroutray4911 2 ай бұрын
ମୋଦି କଣ ଠିକା ନେଇଛି..
@sukadevdas5376
@sukadevdas5376 2 ай бұрын
BJ P ଠିକା ନେଇଛି
@satyaprakashswain5424
@satyaprakashswain5424 2 ай бұрын
Right katha kahile bhrugu bhai
@jksaraf4437
@jksaraf4437 2 ай бұрын
Very good👍
@gourangabiswal1716
@gourangabiswal1716 2 ай бұрын
କାମ କରିବାରେ ମନ ଦିଆ ।କଥା ରେ ନୁହେଁ କାମ ଦରକାର ।
@santoshkumarbarik1482
@santoshkumarbarik1482 2 ай бұрын
Good 👍👍👍👍👍👍👍
@kumarsambhabswain91299
@kumarsambhabswain91299 2 ай бұрын
Thik katha
@jagannathbhagwan9385
@jagannathbhagwan9385 2 ай бұрын
ଯିଏ ଭଲକାମ କରନ୍ତି ସେ ଶାସନରେ ରହିବା ଦରକାର ଓଡ଼ିଶା ପାଇଁ କେବଳ ନବୀନ ପଟ୍ଟନାୟକ ଯୋଗ୍ୟ ଏ ରଙ୍ଗ ଲଗା ଅପାରଗ ଅଯୋଗ୍ୟ ଶୃଗାଳ ଦଳ ନୁହେଁ
@himanshuparida7011
@himanshuparida7011 2 ай бұрын
Bjp ସବୁବେଳେ ଧର୍ମର ରାଜନୀତି କରୁଛି ଏଇଟା clear ଓଡିଶା ପାଇଁ
@JayantaRoute
@JayantaRoute 2 ай бұрын
ପ୍ୟାରୀ ପରି ଏହାକୁ ହୁଦଘାତ ହେଇଜିବ।
@gajendramajhi3718
@gajendramajhi3718 2 ай бұрын
ବଡ଼ କୁହା ଆମ ରାଜ୍ୟର ଭାଇ
@pradipkumardasdas7184
@pradipkumardasdas7184 2 ай бұрын
Bhrugubabu is a matured politician... Has choosen the ryt party... Need to keep patient... He can represent odisha in several forum...
@prasantasahu4737
@prasantasahu4737 2 ай бұрын
ଉଛିତ ଶିକ୍ଷା ଦେଲେ ଓଡ଼ିଶା ବାସୀ ଦଲବଦଲୁ ଙ୍କୁ
@SstarRajesh
@SstarRajesh 2 ай бұрын
Jai Bjp Jai odisha jai jagarnnath 🙏 ❤❤❤❤🎉🎉🎉🎉🎉
@rjsoy4432
@rjsoy4432 2 ай бұрын
VOTE ପୁର୍ବ ରୁ ବାଘ, ଏବେ ବିଲେଇ 😅😅😅 ହେଇ ଗଲେ ଏ ମୁର୍ଗା 😂😂😂ବକ୍ଷି ପାତ୍ର 😅😅😅
@JayantaRoute
@JayantaRoute 2 ай бұрын
ଏହି ଲୋକଟି ଅଳିଆ ଥିଲା।ଇଏ ଅଳିଆ ଗଦାକୁ ଆସିଲାପରେ ବିଜେପି ସରକାର କଲା।ତୁମକୁ ଆଉ ଲୋକ ମିଳିଲେନି ହିନସ୍ତାଟା ସଙ୍ଗେ ଏପରି କଥାହେଲେ ଆପଣଙ୍କର ବାର୍ତ୍ତାଳାପ ଲୋକ ଶୁଣିବେନି |
@rabindrakumarparida941
@rabindrakumarparida941 2 ай бұрын
ଗାଲୁଆ ଙ୍କ ବାରବାଟି ଚାଷ।ଅତି ଗର୍ବୀ ହେଲେ ଏଇଆ ହେବ।
@PravakarParamanik-u9k
@PravakarParamanik-u9k 2 ай бұрын
❤Jay Jagannath Jay nabin babu ❤
@biswajeetpradhan4762
@biswajeetpradhan4762 2 ай бұрын
ଆରେ ଭଗୁ ଇଲେକ୍ସନ ଲଢ଼ୁଚ କଣ ପାଇଁ
@KarunakarDhani-eo2sl
@KarunakarDhani-eo2sl 2 ай бұрын
ଗଣତନ୍ତ୍ର ରେ ଜମିଦାରୀ ଆଇନ ଚଳେ ନାହିଁ।
@jhunumandal6864
@jhunumandal6864 2 ай бұрын
jay Nabin babu
@padhyentertainment5036
@padhyentertainment5036 2 ай бұрын
Godi media
@AtulDash-o6r
@AtulDash-o6r 2 ай бұрын
ପଣ୍ଡିଆକୁ ନବୀନ ଛାଡ଼ିବ ନାହିଁ
@TuluroutAmareswarRout
@TuluroutAmareswarRout 2 ай бұрын
Odisaku nijanare patakarithanta jakicchi banchichhi sabugilipkethanta B.J.D Gunda lenabina khachaulachuna Jay jagannath bhai B.J.p 🙏🌹
@susantakumarsahoonice8313
@susantakumarsahoonice8313 2 ай бұрын
Jay Jagannath 🙏
@SarojKumar-yz6gf
@SarojKumar-yz6gf 11 күн бұрын
ଭାଇ ତମେ ଶୀଘ୍ର ଆମ ଘରକୁ ଫେର 🙏🙏🙏
@deepakkhandual8399
@deepakkhandual8399 2 ай бұрын
Jay nabin babu
@sachikantasahoo6981
@sachikantasahoo6981 2 ай бұрын
ପରାସ୍ତ ନୁହେଁ ଗଧ ଭଳି ହାରି ଥିଲେ
@amarswain3324
@amarswain3324 2 ай бұрын
❤❤❤
@ritesh.panipani4472
@ritesh.panipani4472 2 ай бұрын
ଭାରି କଷ୍ଟ ହେଉଛି
@dr.rajeshbehera8228
@dr.rajeshbehera8228 2 ай бұрын
ଭୃଗୁ ବାବୁଙ୍କ ପାଇଁ ପଦ୍ଦୁ ଟିଏ ଗାଲୁଆଙ୍କର ବାରବାଟୀ ଚାଷ
@KamalakantaRout-km6ts
@KamalakantaRout-km6ts 2 ай бұрын
Bjadi,, no,, odesha
@nabakishoresahoo5712
@nabakishoresahoo5712 2 ай бұрын
ରଙ୍ଗ ବଦଳେଇବା ନେତା l
@srimayeemansingh6197
@srimayeemansingh6197 2 ай бұрын
Bhrubu Bhai Bahut Bhal loka
@NiranjanHimirika-lv4ix
@NiranjanHimirika-lv4ix 2 ай бұрын
ମୋଦି ଟୀକାନେଇ ଛି ଭାରତ କୁ
@Baby33824
@Baby33824 2 ай бұрын
ହ ବିଜେଡି ଦଳ ଓଡିଶାର ଷନ୍ ବ୍ଜ୍ପ୍ ହେଉଛି ଚୋର ସରକାର
@RGPanda-z9s
@RGPanda-z9s Ай бұрын
24 BARSHARE TA LAKH LAKHS CRORES LUTILA PANDUKU DHARI , AJIBAN HELE BJD DALA NATHIBA ,PUNI TAMILNADU RE MISIJAINTA !
@prashantidas4702
@prashantidas4702 2 ай бұрын
Satyara sabubele jay
@JAGABANDHUJENA-o4o
@JAGABANDHUJENA-o4o 2 ай бұрын
ତୁ ଗୋଟେ କୁକୁର, ତ କଥାରେ ଦାମ ନାହିଁ
@PankajSabar-hu7rw
@PankajSabar-hu7rw 2 ай бұрын
୨୯ ରେ ଜଣାପଡିବ
@berhampuriyapubg9082
@berhampuriyapubg9082 2 ай бұрын
​@@PankajSabar-hu7rw hai dekhiba 2029 re
@PankajSabar-hu7rw
@PankajSabar-hu7rw 2 ай бұрын
ବିଜେପିର ଗେରେଣ୍ଟି ଫେଲ
@ମୋହନ_ମାଝୀ
@ମୋହନ_ମାଝୀ 2 ай бұрын
​Balo BJD , ​@@PankajSabar-hu7rw
@krushnapatel-h2d
@krushnapatel-h2d 2 ай бұрын
Nirlaja ku kanakahiba.
@lipanmallick1896
@lipanmallick1896 2 ай бұрын
ରଙ୍ଗ ବଦଳାଇ ଥିବା ଏଣ୍ଡୁଅ ଏଇଟା 😆😆
黑的奸计得逞 #古风
00:24
Black and white double fury
Рет қаралды 13 МЛН
НИКИТА ПОДСТАВИЛ ДЖОНИ 😡
01:00
HOOOTDOGS
Рет қаралды 1,3 МЛН
Это было очень близко...
00:10
Аришнев
Рет қаралды 3,6 МЛН
黑的奸计得逞 #古风
00:24
Black and white double fury
Рет қаралды 13 МЛН