Exclusive Interview With Food Supplies Minister Krushna Chandra Patra | Odisha Reporter

  Рет қаралды 88,031

Odisha Reporter

Odisha Reporter

Күн бұрын

ରାଜ୍ୟରେ ଆଳୁ ସଙ୍କଟ ନବୀନ ଓ ମମତାଙ୍କର ମିଳିତ ସୃଷ୍ଟି। ବଙ୍ଗାଳରେ ଚାଷୀ ଆନ୍ଦୋଳନ କଲେ, ଦିଦି ଟ୍ରକ ଛାଡ଼ିବାକୁ ବାଧ୍ୟ ହେଲେ। ଦୁଇବର୍ଷ ପରେ ଆମକୁ ଆଉ ଅନ୍ୟ ରାଜ୍ୟ ଉପରେ ଆଳୁ ଓ ପିଆଜ ପାଇଁ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି ପାଣ୍ଡିଆନଙ୍କ ଯୋଗୁ ବିଜେଡିର ଏହି ବିପର୍ଯ୍ୟୟ । ଯଦି ବିଜେଡି ପାଣ୍ଡିଆନଙ୍କୁ ଜାବୁଡ଼ି ଧରେ ତେବେ ଦଳ ଆହୁରି ତଳକୁ ତଳକୁ ଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ExclusiveInterview #KrushnaChandraPatra #Minister #FoodSuppliesMinister #BJPGovernment #OdishaSarkara #Pandian #BJD #NaveenPattnaik #MamataBanarjee

Пікірлер: 264
@TunaDas-tt7xj
@TunaDas-tt7xj 9 күн бұрын
ସାର୍ ଆପଣଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରୁଛୁ ଭଗବାନ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ସାହସ ଧର୍ଯ୍ୟ ସଦ୍ଜ୍ଞାନ ଦିଅନ୍ତୁ। ଚାଷମୂଲିଆ ଉନ୍ନତି ହେଲେ ରାଜ୍ୟ ଉନ୍ନତି ହେବ। ଏହାର ବଦକ୍ଷପ ନିଆଯାଉ
@himansupadhy9389
@himansupadhy9389 8 күн бұрын
ଏହି ପରି ସଂକଳ୍ପ ବଧ ନେତା ହିଁ ଓଡିଶା ର ଭବିଷ୍ୟତ କୁ ଆଗେଇ ନେବେ, ଏଥିରେ ସନ୍ଧେହ ନାହିଁ। ଜୟ ଜଗନାଥ
@user-sl1rs9ij8y
@user-sl1rs9ij8y 8 күн бұрын
ଭଲ ଲାଗିଲା ଆଳୁ ଚାଷ ପାଇଁ ଶୀତଳ ଭଣ୍ଡାର କରନ୍ତୁ
@user-sl1rs9ij8y
@user-sl1rs9ij8y 8 күн бұрын
ଜୟ ବିଜେପି ସମ୍ବଲପୁର ନୁଆଁ ଖାଇ ଜୁହାର
@arucharanpradhan5502
@arucharanpradhan5502 9 күн бұрын
୧୫ ମସିହାରେ ଆଳୁ ୯୦ , ପିଆଜ ୧୩୦,ଟମାଟ୨୦୦, ରସୁଣ ୭୦୦ ଟଙ୍କା ହୋଇଥିଲା ସେତେବେଳେ ବିଜେଡି କ'ଣ କରୁଥିଲା? ଓଡ଼ିଶାକୁ ୨୫ ବର୍ଷ ତଳକୁ ନେଇ ଗଲେ। ସବୁ ଲୋକେ ପ୍ରମାଦ ଗଣୁଥିଲେ।ଏଣୁ ବିଧାନ ସଭାରେ ବସି କଲା କର୍ମର ପ୍ରଶଂସା ଶୁଣିବା ପାଇଁ ମତଦାନ କରିଛନ୍ତି।
@suryakantabiswal5539
@suryakantabiswal5539 9 күн бұрын
Pp❤
@suryakantabiswal5539
@suryakantabiswal5539 9 күн бұрын
Pp❤
@suryakantabiswal5539
@suryakantabiswal5539 9 күн бұрын
Pp❤
@Bansiraja744
@Bansiraja744 9 күн бұрын
କେନ୍ଦ୍ରରେ ଥିବା ବିଜେପି ସରକାର ଦରବୃଦ୍ଧି ପାଇଁ ସିଧାସଳଖ ଦାୟୀ ଆଉ ବିଜେଡ଼ି ଏହାକୁ ଚୁପ୍ ହେଇ ଦେଖୁଥିଲା ସେଥିପାଇଁ ଲୋକ ବିଜେଡ଼ି ବିରୋଧ ରେ ଭୋଟ ଦେଇଛନ୍ତି। ଆଗକୁ ବିଜେପି ବି ସେଇ ଦଶା ଭୋଗିବ ଯଦି ଆଯେ ବାଜେ ଉତ୍ତର ଦେବେ ।
@user-xm2kp7vc1j
@user-xm2kp7vc1j 8 күн бұрын
se time re NATURAL disaster heethila ta pain kichhi kari habani
@SurendraNaik-s4f
@SurendraNaik-s4f 9 күн бұрын
ସୁନ୍ଦର ଲାଗିଲା ଭିଡିଓ ଦେଖିକି ଜୟ ଜଗରନ୍ନାଥ ବିଜେପି ସରକାର
@kalucharanpaikray7238
@kalucharanpaikray7238 8 күн бұрын
ମନ୍ତ୍ରୀ ଭୁବନେଶ୍ୱର ଛାଡ଼ି ଜମିରେ ଆଳୁ ଚାଷ କରି ଦେଖେଇଦିଅ ଯେ ପୃଥିବୀ ର ଜଣେ ଯୋଗ୍ୟ ମନ୍ତ୍ରୀ.......
@nareshkisan3252
@nareshkisan3252 8 күн бұрын
ତମେ ବ୍ଲେମ କରିବା ଛାଡ ଆଉ କାମ କରିକି ଦେଖାଅ,ସେ କରିନି ଆମେ କରିବୁ କହିଲେ ହେବ ନାହିଁ 2029 ରେ ରହିବାର ର ଅଛି ତ କାମ କରାଇକି ଦେଖାଅ,ମୋ ହିସାବ ରେ ଆମ ଓଡ଼ିଶା ରେ ଛୋଟ ଛୋଟ କଲକାରଖାନା ବନାଇ ବା ଦରକାର,ଆମ ଭାଇ ଭଉଣୀ ମାନେ ବାହାର କୁ ନ ଯାଇ ଐଇ ଠି ରହିବାର ଦରକାର
@sudhakarsahu333
@sudhakarsahu333 9 күн бұрын
Patra sir is very straight forward . Right sir .
@prafulasingh2267
@prafulasingh2267 8 күн бұрын
ମନ୍ତ୍ରୀ ମହାଶୟ ! ରିଟାୟଡ ପରେ ବହୁ କର୍ମଚାରୀ ପୁନଃ ଦିର୍ଘବର୍ଷ ହେଲା Extension କରି ଚାକିରୀରେ ଅଛନ୍ତି ସେମାନେ କେବେ ବିଦାହେବେ ?
@kamalakantadas6050
@kamalakantadas6050 8 күн бұрын
ଆଜି ଆଳୁ ଭୁବନେଶ୍ୱର ଖୋଲାବଜାର ରେ ମାତ୍ର 30 ଟଙ୍କା କିଲୋ ରେ ମିଳୁଛି ।
@suryanarayansahu5375
@suryanarayansahu5375 9 күн бұрын
ମାଗଣା ଯୋଜନା ଗୁଡିକ ବିକାଶର ପରପନ୍ଥିଏହା କରିବା ଜରୁରୀ ନୁହେଁ। ଯେଉଁ ଯୋଜନା ଗୁଡିକ ବିକାଶର ଧାରା ସୃଷ୍ଟି କରାଯାଇପାରିବ ତାକୁ ବ୍ୟବସ୍ଥା ସରକାର ସିଧା ସଳଖ କରନ୍ତୁ। ଆପଣମାନେ କେବେ ଦୁର୍ନୀତି ରାଜନେତା ଅଫିସର କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଧରି କଡାକଡି ଦଣ୍ଡାଦେଶ ଦେବା ବ୍ୟବସ୍ଥା କରି ରାଜ୍ୟକୁ ଦୁର୍ନୀତି ମୁକ୍ତ ହେବ। ଜନସାଧାରଣ ଅପେକ୍ଷାରେ।ଜୟ ଉତ୍କଳ ଜନନୀ। ଓଡ଼ିଶାରେ ଯୋଜନା କରାଯାଉ ସମସ୍ତ ପରିବା ଫଳ ଶସ୍ୟ ଉତ୍ପାଦନ ଶିଘ୍ର କରାଯାଉ।କର ବ୍ୟବସ୍ଥା ଲାଗୁ କୁ ବନ୍ଦ କରିବା ଆବଶ୍ୟକ ମାଗଣା ଯୋଜନା ଗୁଡିକ ବନ୍ଦ କରିବା ଆବଶ୍ୟକ।
@pkmishra6256
@pkmishra6256 7 күн бұрын
Very correct interview and free and frank naked trurh opinion delivered by Honble Minister for Food and Civil Supplies, Sj Krushna Ch Pratra🙏🏾
@dhrmarautaray2302
@dhrmarautaray2302 9 күн бұрын
300,unit,eletri,kuaadegala
@parikshitamallick2608
@parikshitamallick2608 8 күн бұрын
ରାମ ରାଜ୍ୟ ଆସି ପାରେ ଜୟଶ୍ରୀ ରାମ ଜୟବିଜେପି
@RADHAKANTAROUT-q5v
@RADHAKANTAROUT-q5v 8 күн бұрын
Krushna Chandra Patra Minister of Food Supply is of the people & for the people in the present Government nodout.Congradulation to him.
@somanathpanda9689
@somanathpanda9689 7 күн бұрын
ଜାହା ବି କର.ଚାଷିମାନଙ୍କ ପାରିଶ୍ରମିକ ମୁଲ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏତିକି ଆମର ବିନମ୍ର ନିବେଦନ । କେନାଲର ବାସ୍ତବ କାର୍ଯ୍ୟ କରନ୍ତୁ ।
@RatnakarPalo-k5c
@RatnakarPalo-k5c 9 күн бұрын
Cold storage should be established .Govt should appoint potato develop ment off'icer.
@TunaDas-tt7xj
@TunaDas-tt7xj 9 күн бұрын
ଓଡ଼ିଶାରେ ୨୦୦୮ରେ ଲୁଣ kg ୫୦ଟଙ୍କା ହେଇଥିଲା bjd କଣ କରୁ ଥିଲେ
@drumeshchandrakar9466
@drumeshchandrakar9466 8 күн бұрын
Mr Krushna Patra, Minister, seems to be a frank and honest in his approach. His expression is simple and practical. Let him continue for some more time in this ministry to eradicate the shortfalls n bring some new dimension to the food ministry..well done Mr Patra.
@LaxmidharSamal-gt1pg
@LaxmidharSamal-gt1pg 8 күн бұрын
Very nice plan for development of Orissa.
@dhirendash12345
@dhirendash12345 7 күн бұрын
U are a good reporter
@LaxmidharSamal-gt1pg
@LaxmidharSamal-gt1pg 8 күн бұрын
Congratulations Sir for your idea improve our farmers.
@sasmitagouda4177
@sasmitagouda4177 8 күн бұрын
ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ ଯେ ସରକାର ଙ୍କ ଖାଦ୍ୟ ଯୋଗାଣ ବିଭାଗ ର ପ୍ରତ୍ୟେକ ଯୋଜନା କୁ ସଫଳ କରିବାରେ ନିଜର ୧୦୦% ଅବଦାନ ଦେଉଥିବା ଯୋଗାଣ ସହାୟକ ମାନଙ୍କ ପାଇଁ ଆପଣ କଣ ପଦକ୍ଷେପ ଗ୍ରହଣ କରିଛନ୍ତି କହିବେ । ସେମାନଙ୍କ ର ମଧ୍ୟ ପରିବାର ଅଛି ସେ ଅଳ୍ପ କିଛି ପାରିଶ୍ରମିକ ରେ କିପରି ଚାଲିବ ସେ ପ୍ରତି ଆପଣ ଙ୍କ ଡବଲ ଇଞ୍ଜିନ ସରକାର କେବେ କର୍ଣ୍ଣପାତ କରିବେ?? ତେଲିଆ ମୁଣ୍ଡରେ ତେଲ ପରି ସରକାର ଯେଉ ମାନଙ୍କର ଦରମା ଅଧିକ ସେମାନଙ୍କର ଦରମା ବଢୁଛି କିନ୍ତୁ ଯେଉଁ ମାନେ ଗ୍ରାଉଣ୍ଡ ଲେଭେଲ ରେ ଅଛନ୍ତି ତାଙ୍କ କଥା ସରକାର ଭୁଲି ଯାଇଛି।
@arjunmohanta233
@arjunmohanta233 8 күн бұрын
ବେକାର କଥା କେତେବେଳେ କାହାକୁ କି ବାଇଟ ତାକୁ ଜଣା ନାହିଁ❤❤❤❤
@bhagirathipradhan4590
@bhagirathipradhan4590 8 күн бұрын
Right
@Ranjitasahoo-c4k
@Ranjitasahoo-c4k 9 күн бұрын
Patra Sir , You are right .
@bapibehera6276
@bapibehera6276 8 күн бұрын
BestPraparmans
@Manojmallik239
@Manojmallik239 3 күн бұрын
So nice 😮😮😮😮
@141Bapi
@141Bapi 6 күн бұрын
Bhai❤
@surendraswain8016
@surendraswain8016 9 күн бұрын
Kindly take an interview with honorable HE minister about old pension of 488 category aided colleges.
@SanjayJena-br9dm
@SanjayJena-br9dm 8 күн бұрын
Houre bhai dekhajau
@biswabandhumohanty761
@biswabandhumohanty761 9 күн бұрын
Ki minister heichi kichi janini 😂😂😂
@KishoreBharati
@KishoreBharati 8 күн бұрын
Bhai tama chula neta sabu jani thile
@GuduRoy-m1y
@GuduRoy-m1y 8 күн бұрын
Tu magia sabu januchu.
@KishoreBharati
@KishoreBharati 8 күн бұрын
@@GuduRoy-m1y tu bhauni giha genda mundia adika janithibu
@nirodkumarhota9799
@nirodkumarhota9799 8 күн бұрын
Tame sabu janicha.
@biswabandhumohanty761
@biswabandhumohanty761 8 күн бұрын
Bjp sarkar re achi Abe thale 50,000 bati kie nela ???
@koshlimoujchannel5975
@koshlimoujchannel5975 9 күн бұрын
Very good
@rajumahantarajumahanta5074
@rajumahantarajumahanta5074 8 күн бұрын
ଜୟ ବିଜେଡି
@PradeepChand-f3p
@PradeepChand-f3p 4 күн бұрын
Jumma Sarkar
@bubusahoo2869
@bubusahoo2869 8 күн бұрын
ମଣିପୁର ପରି ଓଡିଶା. କୋଉଟା କରିଛନ୍ତି
@DhadubandhuLenka
@DhadubandhuLenka 7 күн бұрын
ରତ୍ନ ଭଣ୍ଡାର ଚାବି ପାତାଳରେ ଥିଲେବି ଆମେବାହାର କରିବୁ ବିଜେବି ନେତାଙ୍କୁ ପ୍ରସନ୍ନ ପାତାଳରୁ କେବେଫେରିଲେ ଜଣାନ୍ତୁ
@user-gd7kx5rz1v
@user-gd7kx5rz1v 8 күн бұрын
Jogan mantri patra sir asanta barasa nije alu chasa kari odisha alu sankat dura karibe. Byasata huani se parjyanta mahanga rate re kini khautha
@santoshkumarswain6547
@santoshkumarswain6547 4 күн бұрын
ଭବିଷ୍ୟ ତ ଅନ୍ଧାର କରିଦେବ ଏ ଆଳୁ ମନ୍ତ୍ରୀ ta
@maakitchenette
@maakitchenette 8 күн бұрын
Or ଫଡ ହେଲା BJD ଦରକାର ନବୀନ ପଟ୍ଟନାୟକ ଓଡ଼ିଶାର ସାନ ❤❤❤❤
@surathachandrajena9514
@surathachandrajena9514 8 күн бұрын
ବିଜେପି ସରକାର କୁ ମମତା ବାନାର୍ଜୀ ସହି ନପାରି ପ୍ରତିଶୋଧ ପରାୟଣ ହୋଇ ପରିବହନ ସଂସ୍ଥା ରେ ଜାଣି ଜାଣି କିଳା କରୁଛି । ନବୀନ ବାବୁଙ୍କ ସହ ମମତା କ୍ଷୀର ନୀର ସମ୍ପର୍କ😊 ତ ...! ଟିକିଏ କୁଟୀଳ ପାୱାର ଦେଖଉଛି । କିନ୍ତୁ ଆମଠାରୁ ପଶ୍ଚିମ ବଙ୍ଗ ଅନେକ ଜିନିଷ ଉପରେ ନିର୍ଭର କରିଥାନ୍ତି ।ସେ ଚେତା ପଶୁନି ।😮
@himansudash9149
@himansudash9149 7 күн бұрын
ମନ୍ତ୍ରୀ ସଵୁ ମିଛ କହି ଭୁଆଁ ବୁଲାଉ ଛନ୍ତି।ସବୁ କରିବୁ କରିଵୁ କହି ୫ ବର୍ଷ ସରିଯିବ କିଛି କରିପାରି ବ ନାହିଁ।୩ ମାସ ହେଲା ଗଞ୍ଜେଇ ଖାଇ ସୋଇଛନ୍ତି। ପ୍ରମାଣ ନଥାଇ ଅନ୍ଧାର ରେ ବାଡି ଵୁଲେଇ ଭୁତଉଛନ୍ତି।
@DEKU_BAKKA
@DEKU_BAKKA 7 күн бұрын
🎉bjd jindabad
@sagarbehera9947
@sagarbehera9947 8 күн бұрын
Thanks sir ❤🙏🙏🙏🙏
@manaswinisahoo6357
@manaswinisahoo6357 8 күн бұрын
ସାର୍ ଙ୍କର ଅଭୂତପୂର୍ବ ବକ୍ତବ୍ୟ ମୁଗ୍ଧ କଲା । କୃଷି କ୍ଷେତ୍ରକୁ ସଶକ୍ତ କଲେ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଚିରେ ସମ୍ଭବ ହୋଇ ପାରିବ
@sureshtripathy1806
@sureshtripathy1806 6 күн бұрын
ବିଜେଡି ମାତ୍ରାଧିକ ମିଛ କହୁଥିଲା ତ କହୁଥିଲା, କିନ୍ତୁ ଅର୍ଦ୍ଧସତ୍ୟ ଆହୁରି ଆହୁରି ସାଙ୍ଘାତିକ ବିଜେଡ଼ି ପାଇଁ
@gajendranathjena356
@gajendranathjena356 8 күн бұрын
ଚିଠି ଲେଖା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରେ ଇଂରାଜୀରେ ଗୁରୁତ୍ୱ ଦିଅନ୍ତି ନବୀନ?? ବିଜେଡି ନିମ୍ନଗାମି ହେବାରେ ଲାଗିଛି??
@santoshkumarswain6547
@santoshkumarswain6547 4 күн бұрын
ଏ ଆଳୁ ମନ୍ତ୍ରୀ ବାଳ ଛିଣ୍ଡେଇ ବ ପାଠ ସାଠ ନାହିଁ ଖାଲି ଗୁଲି ଗପ ଟାଉଟର ମାରୁଛି
@mrutyunjayabehera2874
@mrutyunjayabehera2874 9 күн бұрын
Khali pawan kaama re kariki delaa aame upakruta hebu
@roshanmohanty3109
@roshanmohanty3109 8 күн бұрын
Nabin au didi marrage karantu alu abhab rahibani
@rayadvocate7711
@rayadvocate7711 7 күн бұрын
Naveen Paitnaik has laid down the Odias. From Chhatarpal Singh to Sujit Kumar Seth @ Agarwal. From cash for vote to cash for party change. And Pandian also. All were sent by the BJD to the Rajya Sabha. Now Naveen Patnaik is running from pillar to post to gain people's confidence. on what face saving.
@himansupadhy9389
@himansupadhy9389 8 күн бұрын
ନିଶ୍ଚୟ ପୂର୍ବ ସରକାର ଦମୟରେ ଅନେକ ଦୁର୍ନୀତି ଓ ଓଡିଶା ବାସି ଙ୍କୁ ଭି ଅଣଦେଖା ଓ ଅବହେଳା କରାଯାଇଛି। କିନ୍ତୁ ମାନ୍ୟବର ମନ୍ତୀ ଶ୍ରୀ କୃଷ୍ଣ ଚନ୍ଦ୍ର ଆଜ୍ଞା ଯାହା କହୁଛନ୍ତି, ଯଦି ପଣ କରିବେ ଓ ନିଶ୍ଚିତ ଓଡିଶା ବାସୀଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାକୁ ଏକ ପଣ କରିବେ, ତେବେ ଆଳୁ ଓ ପିଆଜ କୁ ଡର ଭିତରେ ନିୟନ୍ତ୍ରଣ କୁ ରଖୀ ପାରିବା କୁ ସକ୍ଷମ ହୋଇ ପାରିବେ। ସବୁ ଇଚ୍ଛା ଶକ୍ତି ଉପରେ ନିର୍ଭର କରେ।
@user-sj9ig1jt6q
@user-sj9ig1jt6q 9 күн бұрын
Tu ta gharudabu
@banditabarik2872
@banditabarik2872 9 күн бұрын
Krushna sir nku request shighra Odisha ra prati Sub- Division re Shitalbhandar nirman karajau.Chas kariba pain jala sechan ra subidha karajau.Prati river re check dam kari kimba Mega Prakalpa kari jala sechan ra subidha karantu Mohan sarkar.Dhana amal hela pare chasi tie mill ku jai bahut houran heuchhi.Sethare se dhana ku nei khara barsa re bahare padi rahuchhi.Bele bele dekha jauchhi barsa re dhana basta viji jai gaja hoi jauchhi.Sir chasi tie bahut kasta kari muthe dhana amal kare.Mun bi jane chasi ghar pila.Chas kariba bahut kast.Tenu Punjab re jepari chasi nku subidha dia jauchhi, Odisha re bi chasi nku se subidha diantu Mohan sarkar.Jahaphalare chasi tie sahaja re alu,piaj,rasun,dhana amal kari Shitalbhandar rakhi parib.Machh,anda pain pokhari kholiba pain loan bybastha karantu o sethire chhad pariman ku brudhi karakarantu.Tahele kam tanka dei nija jagare chasi tie pokhari kholi machha chas sahit kukuda,batak rakhi parib Integrated farming anusare.Ehaku Mohan sarkar gurutar sahit bichara karibe boli asha.
@priyabrataputia4930
@priyabrataputia4930 8 күн бұрын
ଆଳୁ ରେଳରେ ୟୁପିରୁ ଆସୁଥିଲା ପରା କୁଆଡେଗଲା?
@prasantsahoo7245
@prasantsahoo7245 8 күн бұрын
Potato Price - 40/- in Keonjhar
@anilkumarbiswal1121
@anilkumarbiswal1121 8 күн бұрын
Hau waiting for your update
@khirodmohanty3629
@khirodmohanty3629 8 күн бұрын
If it will be 11 then no problem , filtered must be required. Further why are you thinking for others? Think for yourself.
@BiraRauta
@BiraRauta 7 күн бұрын
Odisha re kinala diantu sabu haba
@bbsenapati2245
@bbsenapati2245 8 күн бұрын
Kete micha kahiba. Alu asuni BJD dai. Tumar sarkar Kan bala karuchi
@snehalatarath6659
@snehalatarath6659 8 күн бұрын
SIR THANKS THE STAFF OF YOUR VIDEO MIDDLE CLASS PEOPLES KO PRAHAR CHANDA KA DHANDA DALAL LOOT REHI KISHAN KO GODOWN LOOT REHI HUM KO🙏🏻🙏🏻🙏🏻🙏🏻🙏🏻🙏🏻
@ArakshitaMajhilove
@ArakshitaMajhilove 7 күн бұрын
ବଣାଇଁଗଡ ରେ କୋଲଷ୍ଟ୍ର ଘର ହୋଇ ଥିଲା କୁଁତୁ ସେ ଘର ଅଧା ରେ ରହି ଯାଇଛି ବିଜେଡି ର ଦୁର୍ନୀତି
@debarajmanika
@debarajmanika 9 күн бұрын
Odisha reporter write it, Dhuan banaku lekhi rakha, jaditumadum achhi, only Name changer sarkar, galuanka bopa, Naveen Patnaik nka pari hebaku 1000 Barsha lagiba,
@SwaroopaShadangi
@SwaroopaShadangi 5 күн бұрын
What has happened so far exactly , after the new government came into power ?
@SureshMahanandia-n1q
@SureshMahanandia-n1q 7 күн бұрын
Action Zero
@PrasantaNaik-qe2yt
@PrasantaNaik-qe2yt 9 күн бұрын
E magia BJD balanku Khali chhechiba katha.....Sale 25 years sasana Kari kan Bala development karichha Odisha ra......
@user-gf7re2yb7u
@user-gf7re2yb7u 9 күн бұрын
Bjd sarakar puraflad thila
@PrakashKumar-k8b6j
@PrakashKumar-k8b6j 9 күн бұрын
B j p sarakar karichi b j p janiparunahi
@bubusahoo2869
@bubusahoo2869 8 күн бұрын
ଏଇଟା ଡହରା 😂😂😂ବିଜେପି ବୁଡ଼ିଯିବ........
@prithimurmu8413
@prithimurmu8413 7 күн бұрын
ଆଳୁ ପିଆଜ ରସୁଣ ର ଦାମ କେବେ କମାଇବ
@DesiBlood123
@DesiBlood123 8 күн бұрын
5yr matra
@santoshkumarswain7486
@santoshkumarswain7486 8 күн бұрын
Pandiyan last 10 years vigilance study karu.
@basantabehera2489
@basantabehera2489 8 күн бұрын
Ground villege lebule dekhile bhala heba
@mrutyunjayabehera2874
@mrutyunjayabehera2874 9 күн бұрын
Hauu action chalu kete dina chachi chalu
@ashirbadpal8678
@ashirbadpal8678 8 күн бұрын
କୃଷ୍ଣ ଚନ୍ଦ୍ର ପାତ୍ରକୁ ଟିକେ ପାଗଳ ହସ୍ପିଟାଲ ନିଅ ମେଡ଼ିସିନ ଦିଅ ପାଗଳଟାକୁ ବୋକାଚୋଦା
@DuryodhanKalar
@DuryodhanKalar 9 күн бұрын
A Heuchi odisha ro mental minister
@suryakanta4385
@suryakanta4385 8 күн бұрын
300 unit
@maheswarsingh8355
@maheswarsingh8355 8 күн бұрын
ରେସନ ରେ ଗହମ କେବେ ମିଳିବ?
@santoshkumarswain6547
@santoshkumarswain6547 4 күн бұрын
ଶୁଖିଲା ଟାଉଟରୀ ମାରୁଛି ପାତ୍ର
@rajendranayak3009
@rajendranayak3009 23 сағат бұрын
ସବୁସମସ୍ୟର ସମା ଧା ନ ହେବ
@santoshkumarmishra2620
@santoshkumarmishra2620 7 күн бұрын
COLD STORE ଦରକାର
@narayanparida5469
@narayanparida5469 8 күн бұрын
ଆଳୁଆ ମନ୍ତୀ ବାହାପିଆଟା ହେ
@jikofr7631
@jikofr7631 9 күн бұрын
Chopa karibu amanat rahiba nahi tora
@PapunNayak-ub3rb
@PapunNayak-ub3rb 8 күн бұрын
Patra babu tame au aml jiban re hebani
@basudevnayak8192
@basudevnayak8192 8 күн бұрын
Jahar akhi operation hei lens lagithib ta hele kn kariba.....
@akshayakurout4136
@akshayakurout4136 7 күн бұрын
ALU train asuchi
@aknobita644
@aknobita644 8 күн бұрын
Pandalia mantri
@ashishranjansahoo1160
@ashishranjansahoo1160 8 күн бұрын
କୃଷ୍ଣବାବୁ ପୁରା ଚୁଚୁମି ଦେଇଛନ୍ତି 😂
@felixnayak6317
@felixnayak6317 8 күн бұрын
ପାଣ୍ଡିଆନକୁଂ ନଧରିଲେ 1 ହେବ! ଯାହାକୁ ଧରିଲେ ମଧ୍ୟ bjd ଆଉ ଫେରିବାର ନାହିଁ!
@tulusirdaspattanayak5671
@tulusirdaspattanayak5671 8 күн бұрын
ଏଇଟା ଶଳା କୁହା ମୁଣ୍ଡା କପିଳା।ଚୋରଙ୍କ ମୁହଁ ଟାଣ। ବିଜେପି ସରକାର ବୁଝିବା ଦରକାର ଗରୀବ ଲୋକଙ୍କ ସଂଖ୍ୟା ଠାରୁ ଶିକ୍ଷିତ ଲୋକ ଙ୍କ ସଂଖ୍ୟା ଅଧିକ। ବିଜେଡି ଗରୀବ ଲୋକଙ୍କ ଭୋଟ ନେବା ପାଇଁ ବ୍ୟାଗ୍ ଟଙ୍କା ଯାହା ଦେଲା ଶିକ୍ଷିତ ଲୋକ ବୁଝି ପାରିଲେ ଆମ ଟଙ୍କା ପାଣିରେ ପଡୁଛି। ଶିକ୍ଷକ ସମାଜ ସରକାର ବଦଳାଇ ଦେଇଥିଲା। କିନ୍ତୁ ଏ ସରକାର ଶିକ୍ଷକ ସମାଜ ସହିତ ଶିକ୍ଷିତ ସମାଜ ବୁଝି ପାରିଲେଣି ଏଣୁ 29 ରେ ସରକାର ବଦଳାଇ ହେବ
@ganeshpadhi3230
@ganeshpadhi3230 8 күн бұрын
Kichi hebani 51 to 120 heba 2029.
@binatigajendra1493
@binatigajendra1493 8 күн бұрын
ଅଭଦ୍ର ଚୁପ ହେଇ. ଯା ସତିଆ କଥା kahuchu
@benudhardhall2820
@benudhardhall2820 8 күн бұрын
Sirr magena jojana sabu Banda karanti nahele odisare durbhikshya padiba
@roshanmohanty3109
@roshanmohanty3109 8 күн бұрын
Ara stree nahi Tara swaamí nahi jodi no 1
@user-yh2nb1eu2p
@user-yh2nb1eu2p 13 сағат бұрын
ଏଇଟା ଡହରା ନେତା ଯେମିତି କହିଲା ଶହ ଶହ ଟ୍ରେନ ରେ ଆଳୁ ଆସୁଛି
@pabitranag8458
@pabitranag8458 7 күн бұрын
ମୋହନ ସରକାର name change ସରକାର.
@ashokmoharana1751
@ashokmoharana1751 8 күн бұрын
Sabu rata bada wdamabar habune
@IswarDutta-fd2rd
@IswarDutta-fd2rd 8 күн бұрын
BJP ଆଗ ପାଞ୍ଚ ବର୍ଷ ଶାସନ କରିକି ଓଡିଶା କୁ ଭଲରେ ଚଳାନ୍ତୁ ତାପରେ ଦେଖିବୁ BJP କିପରି cholauchi
@SmrutiranjanSamal-nk3dt
@SmrutiranjanSamal-nk3dt 8 күн бұрын
ବେଲଜ୍ୟା ଆଳୁ ମନ୍ତ୍ରୀ
@SudhiraParida-k5s
@SudhiraParida-k5s 8 күн бұрын
କଥା ମେଘଡମ୍ବରୁ କାମରେ କୋଇଲି ସୁତାଠୁ ସରୁ
МАИНКРАФТ В РЕАЛЬНОЙ ЖИЗНИ!🌍
00:31
⚡️КАН АНДРЕЙ⚡️
Рет қаралды 34 МЛН
WILL IT BURST?
00:31
Natan por Aí
Рет қаралды 47 МЛН
Cute
00:16
Oyuncak Avı
Рет қаралды 9 МЛН
Ganesh puja management ll Chandan biswal ll Odia comedy ll
27:53
Chandan Biswal
Рет қаралды 2,1 МЛН