News Fuse || ନୂଆ ମନ୍ତ୍ରୀଙ୍କ ନୂଆ ନିୟମ

  Рет қаралды 273,541

OTV Digital

OTV Digital

Күн бұрын

ନୂଆ ମନ୍ତ୍ରୀଙ୍କ ନୂଆ ନିୟମ
ପୂଜାରୀ ସାର୍ ପୂରା ଟେନସନ୍ । ନାହାନ୍ତି ତହସିଲଦାର୍, ମନ୍ତ୍ରୀ ପୂରା ରାଗିପାଚି ଲାଲ୍ । ଦେଖୁନାହାନ୍ତି କ’ଣ ସବୁ କହିଯାଉଛନ୍ତି...
#Newsfuse #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV

Пікірлер: 225
@gobindachandranayak9576
@gobindachandranayak9576 9 күн бұрын
ସୁନ୍ଦର ରାଜସ୍ୱ ମନ୍ତ୍ରୀଙ୍କର କାର୍ଯ୍ୟ ଶୈଳୀ
@sibasaktisatapathy7545
@sibasaktisatapathy7545 8 күн бұрын
Really appreciate 🎉
@user-wx6xf5ge8p
@user-wx6xf5ge8p 10 күн бұрын
ସରକାର ଦରମା କମ୍ ଦେଉଛନ୍ତି କି . ଦରମା ତ ପ୍ରବଳ ସେଥି ପାଇଁ ଗାଣ୍ଡି ମସ୍ତାନି ଅଧିକ .
@user-cw9gp5ty9f
@user-cw9gp5ty9f 9 күн бұрын
ସ୍ବତନ୍ତ୍ରଭାବେ ତାଲିମପ୍ରାପ୍ତ ଗୁପ୍ତଚର ନିଯୁକ୍ତ କରି ପ୍ରତ୍ୟେକ ଦୁର୍ନୀତି,ଭ୍ରଷ୍ଟାଚାର ର ଫର୍ଦ୍ଦାଫାସ କରାଗଲେ ଜନସାଧାରଣ ଆଶ୍ବସ୍ତ ହେବେ ।
@kamaldalmia6085
@kamaldalmia6085 8 күн бұрын
Cm should also take round
@gyanaurbigyan7960
@gyanaurbigyan7960 Күн бұрын
First of all politicians should be corruption free
@manasranjansahoo5951
@manasranjansahoo5951 9 күн бұрын
Sir ମୁ ଓଟିଭି ମାଧ୍ୟମରେ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଟିକେ sir କେନ୍ଦ୍ରାପଡ଼ା ତହସିଲ ଅଫିସ ଆସନ୍ତୁ କାହିଁକିନା ଏଠି ତହସିଲଦାର ଆସିବା ତୋ ଦୂରର କଥା ଅନ୍ୟ ଷ୍ଟାପ ବି ଆସୁନାହାନ୍ତି sir ମୋ ବାପା ଙ୍କର ମୁତ୍ୟୁ ହେବାର 14ବର୍ଷ ପରେ ବି sir ମୋ ବୋଉ ଙ୍କର ଫାମିଲି ପେନସନ ହେଲାନାହିଁ ତେଣୁ sir ଆମେ ମାନ୍ୟବର ଉଚ୍ଚାନା୍ୟାଳୟ ଙ୍କର ଶରଣନେଥିଲୁ ମାନ୍ୟବର କୋର୍ଟ ଆମଙ୍କୁ ନ୍ୟାୟପ୍ରଦାନ କରିଥିଲେ କିନ୍ତୁ ବଡ ଦୁଃଖର ବିଷୟ ଯେ ଏ ବିଜେଡି ସରକାର ସମୟରେ ଅଫିସର ମାନଙ୍କର ଏତେ ପୌୱାର ଥିଲାଯେ ସେ ମାନ୍ୟବର ଉଚ୍ଚାନ୍ୟାଳୟ ଙ୍କର ଆଦେଶ ଙ୍କୁ ବି ସଂମାନ ଦେଲେ ନାହିଁ ମୁ ହାରଷ ହୋଇ ପୁନର୍ବାର ଉଚ୍ଚାନ୍ୟାଳୟ ଙ୍କର ନିକଟରେ ଏକ କଣ୍ଟେମେଣ୍ଟ ଫାଇଲ କଲୁ ତା ସତେ ବି କେନ୍ଦ୍ରାପଡ଼ା ତହସିଲଦାର ମୋର ବୋଉ ଙ୍କର ପେନସନ କରିଲେ ନାହିଁ ମୋର ବୋଉ ଜଣେ ହୃଦରୋଗୀ ହୋଇଥିବାରୁ ଆମେ ଥରକେ ଗାଡିଭଡା କରି ଗଲେ 1000ଟଙ୍କା ପଡୁଛି ସେଥିରେ ଆମେ 7ରୁ 8ଥର ଯାଇ ତହସିଲଦାର ଙ୍କୁ ଦେଖାକରିଛୁ କିନ୍ତୁସେ କୁହନ୍ତି ଏବେ ହେଇପାରିବିନି ପଚାରିବାରୁ ସେ କୁହନ୍ତି ଏବେ ମୁଖ୍ୟମନ୍ତ୍ରୀ ଙ୍କର ପଟା ବଣ୍ଟା କାମଅଛି ଆଉ କିଛିକାମହେବନି sir ଏବେଯାଇ ପହଁଚି ଦେଖେ ତହସିଲଦାର ବିଲକୁଲ ଠିକସେ ଆସୁନାହାନ୍ତି ତେଣୁ ଆପଣଙ୍କୁମୋର ବିନମ୍ର ଅନୁରୋଧ ଟିକେ ଆପଣ କେନ୍ଦ୍ରାପଡ଼ା ଆସନ୍ତୁ
@nilamanijena6904
@nilamanijena6904 8 күн бұрын
CM grievance cell re abhijog karantu
@jayantidas8179
@jayantidas8179 6 күн бұрын
Right aapan thare CM nku jaiki thare dekha karantu
@nilamanijena6904
@nilamanijena6904 6 күн бұрын
@@jayantidas8179 jiba darakar nahin,tame cm janasunani site re Jai ki registration Kari Tama complain patheipariba.
@bytecx231
@bytecx231 4 күн бұрын
କେବଳ KENDRAPARA ତହସିଲ୍ ନୁହ ବରଂ kendrapara district ra MAHAKALPADA ତହସିଲ୍ ର ବି same ଆବସ୍ତା
@MNDIGITALSARAKANA
@MNDIGITALSARAKANA 10 күн бұрын
ବାଇଓ ମାଟ୍ରିକ୍ ସବୁ ଅଫିସ ରେ ଲାଗୁ
@abhinavpanda4709
@abhinavpanda4709 7 күн бұрын
Kana heba. Aasimi ki finger print deiki paleibe
@user-du3xv1kl9s
@user-du3xv1kl9s 9 күн бұрын
ଆଉ 10,15 ଉପ ମୂଖ୍ୟମନ୍ତ୍ରୀ ଓଡ଼ିଶା କୁ ଦରକାର । ଓଡ଼ିଶାରେ ମଦ ବନ୍ଦ୍ ଆଉ 300 ୟୁନିଟ ବିଜୁଳି ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ର 16 ନମ୍ବର ଉପ ମୂଖ୍ୟମନ୍ତ୍ରୀ କରାଯାଉ
@user-rt7ic2xi5b
@user-rt7ic2xi5b 9 күн бұрын
Na pandian ra muthi mariba
@subham4992
@subham4992 7 күн бұрын
😂kya baat😅❤
@subhabratamishra4465
@subhabratamishra4465 10 күн бұрын
ପୂଜାରୀ ସାର୍‌ ବହୁତ୍ ଭଲ୍‌ ଲୋକ ।
@jiki.polad8642
@jiki.polad8642 9 күн бұрын
Nua nua mantri ta......, Kintu amitika tahasil ku pane deba katha
@shivprashaddas1582
@shivprashaddas1582 9 күн бұрын
Hotel sun green ra Malika Bhubaneswar
@rashmibijaykumarmishra5543
@rashmibijaykumarmishra5543 7 күн бұрын
Seems to be
@BijaykumarSahoo-mx5tc
@BijaykumarSahoo-mx5tc 12 күн бұрын
ଥରେ ଚାକିରୀ ପାଇଗଲା ପରେ ମା ଗିଁହା ଅଫିସର୍ ମାନେ ବେଶ୍ୟା ଠାରୁ ହୀନ ବୁଦ୍ଧି କରୁଛନ୍ତି ମା ଗିଁହା ମାନଙ୍କୁ କେବଳ ଗୁଳି ଆଗକୁ ଏ ମା ଗିଁହା ମାନଙ୍କୁ ଲୋକମାନେ ଗୁଳି କରି ପାରିବେ ଅପେକ୍ଷା କର ବିଧବା ହେଉଛନ୍ତି ସେମାନଙ୍କ ସ୍ତ୍ରୀ ମାନେ ପେନସନ ଟଙ୍କା ସହିତ ସେକ୍ସ କରିବା ପାଇଁ ଘଇତା ମଧ୍ୟ ମାଗଣାରେ ମିଳୁଥିବା ମୁତିବାକୁ ମିଳେ ଜୟ ନାରଣ ଭାଇ
@TrendsMood
@TrendsMood 9 күн бұрын
ତୁ ବି ଚାକିରୀ କର.....ତା'ପରେ ଦେଖିବୁ‌, ତୁ ବି ହୀନ ହୋଇଯିବୁ😂😂
@BijaykumarSahoo-mx5tc
@BijaykumarSahoo-mx5tc 9 күн бұрын
@@TrendsMoodତୁ ଗୋଟେ ଚାକିରି ଖଣ୍ଡେ ଦେ ତ ମୁଁ କରି ଦେଖେଁ ସତେ କେମିତି ଆମେ ଭାଇ ବେକାରୀ ଆଉ ବେକାରୀ ମାନେ ଭିକାରୀ ଠୁଁ ହିନୀମାନ ରେ ଧନ ଚାକିରି କଲେ ଭଲ ଟୋକି ମିଳିବ ଦିନକୁ 10 ଟା ମାଇକିନା ମାନଙ୍କୁ ସେକ୍ସ୍ କରିବାକୁ ନୁଆ ନୁଆ ଝିଅ ସ୍ତ୍ରୀ ଲୋକମାନେ ବେଶ୍ୟା ମିଳିବ ଟଙ୍କା ଥିଲେ ବିଆ ବଙ୍କା ହୋଇବ କୁସୁମ ସେଜରେ ଶୋଇବ ମୁଁ ଚାକିରୀ କରିବି ଦେ ଦେ ମତେ ଚାକିରି ଖଣ୍ଡେ ଦେ
@abhisekraj1431
@abhisekraj1431 9 күн бұрын
Tu ate bhasa kahils pare jay Narayan kahilu ta manasika stiti kemiti achi jana paduchi....ghare b amiti samasta nku kahu thibu
@BijaykumarSahoo-mx5tc
@BijaykumarSahoo-mx5tc 8 күн бұрын
@@abhisekraj1431 ଆରେ ବୋକା ବେଲଯ୍ୟା ତୁ ଗଣିତ ଜାଣିନୁ ବୋଧେ ଆଗକୁ ଚାକିରିଆ ମାନଙ୍କ ଘରେ ଆଶ୍ରୟ ନିଅନ୍ତି ଆତଂକବାଦୀ ମାନେ ଏବେ ବଡ଼ ବଡ଼ ଚାକିରିଆ ସହିତ ସହର ରେ ଆଗକୁ ତୁ କହିବୁ
@abhisekraj1431
@abhisekraj1431 8 күн бұрын
@@BijaykumarSahoo-mx5tc tu ja mental hospital ta katha tu nije bujhi paruchu ta...beda
@Sidhibinayakyubaksangha
@Sidhibinayakyubaksangha 2 күн бұрын
ସବୁ ଠିକ୍ ଅଛି ଆଜ୍ଞା, ଆପଣଙ୍କ ତହସିଲ୍ ଦାର ଙ୍କ ଚେୟାର ଉପରେ ବସିବା ସୁନ୍ଦର ହେଲା ନାହିଁ
@amitakar948
@amitakar948 10 күн бұрын
ପୂଜାରୀ ସାର ଠିକ କଲେ
@milanakumar2011
@milanakumar2011 10 күн бұрын
ତହସିଲ୍ କାର୍ଯ୍ୟାଳୟରେ ସିସିଟିଭି ର ଅଭାବ
@ashwinisahu6584
@ashwinisahu6584 8 күн бұрын
GOOD 👍 MINISTER ..SURESH SIR 🎉🎉🎉
@user-fq5gb9ep9e
@user-fq5gb9ep9e 3 күн бұрын
ଠିକ୍ ସାସନ ଠିକ୍ ନିୟମ ,B J D ସରକାର ରାଜ୍ୟ କୁ ପଂଗୁ କରି ଦେଇଥିଲେ ପ୍ରସାଶନିକ ଖେତ୍ରରେ । ଏଥର ସାବଧାନ । ରାଜସ୍ୱ ମନ୍ତ୍ରୀଙ୍କୁ ମୋର କୋଟୀ ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏
@ashokkumarpattanaik1587
@ashokkumarpattanaik1587 8 күн бұрын
ସବୁ ଅଫିସର ଭୁବନେଶ୍ୱରରେ l ମନ୍ତ୍ରୀଙ୍କୁ ଲଜ୍ୟା l କାର୍ଯ୍ୟାନୁଷ୍ଠାନ ଶୂନ୍ୟ l
@Sunil-xc5nm
@Sunil-xc5nm 10 күн бұрын
Suspend କରନ୍ତୁ 😂 କୋଉ ବାଳକୁ ରଖୁଚ ତାକୁ 😂
@naturegifts6251
@naturegifts6251 8 күн бұрын
ବହୁତ ସମସ୍ୟା ସବୁ department ରେ ଇ ଅବସ୍ଥା ll ବିଦ୍ୟାଳୟ ମାନଙ୍କରେ ବି ଇ ଅବସ୍ଥା l
@BideshiGouda-xq9dp
@BideshiGouda-xq9dp 9 күн бұрын
ଦରମା ପର୍ବଳ କାମ ଦୁର୍ବଳ
@MyWork-c3r
@MyWork-c3r 10 күн бұрын
ଯିଏ ଠିକ୍ ଟାଇମ ରେ ନ ଆସିଥିଲେ ଚାକିରି ରୁ ବହିସ୍କାର କରିବାର କଥା
@TapanSahoo-o6m
@TapanSahoo-o6m 7 күн бұрын
ଏମିତି ବୁଝୋଉ ବୁଝୋଉ ୫ବର୍ଷ ପଳେଇବ କିଛି ହେବନି
@johnrambo6351
@johnrambo6351 9 күн бұрын
ସାଧାରଣ ଲୋକଙ୍କ ଏ ବାବଦରେ ସେତେ ଧାରଣା ନାହିଁ । ଜଣେ ସରକାରୀ କର୍ମଚାରୀ ଜଣେ ପିଅନ ହେଲେ ମଧ୍ୟ ଢେରେ ଦରମା ପାଉଛନ୍ତି। ବର୍ଷକୁ ୩ ଥର ଦରମା ବୃଦ୍ଧି। ଅତି କମ୍ ରେ ୨୦୦୦ ରୁ ୩୦୦୦ ବଢୁଛି। ପୁଣି ଅଲଗା ସୁବିଧା ଅଛି। ଅବ୍ୟବସ୍ଥା ର ଚରମ ସୀମା। ପେନସନ ବି ସେମିତି କିନ୍ତୁ ଯଦି ସାଧାରଣ ନାଗରିକ ଙ୍କ ପେନସନ କଥା ଉଠେ ତେବେ ରାଜ୍ୟର ରାଜସ୍ବ ଅଭାବ। କଣ ପାଇଁ ଜଣେ ୬୦ ବର୍ଷ ର ନାଗରିକ ୫୦୦୦ ପେନସନ ପାଇବନି। ସାଧାରଣ ଲୋକ ମାତିଲେ କୋଉ ସରକାର ପାରିବେନି
@letter4U
@letter4U 4 күн бұрын
Biometric attendance should be make available in each and every Govt. offices of Odisha and accountabality fix to the Higer Office.
@ashokkumarbehera8970
@ashokkumarbehera8970 8 күн бұрын
Good step
@tapannayak4187
@tapannayak4187 8 күн бұрын
ମୋର ମନେ ଅଛି ବିଜେଡି ସରକାର ସମୟରେ ନୂଆ ନୂଆ ଏମିତି ଅଚାନକ ପରିଦର୍ଶନ କରୁଥିଲେ ଦେଖାଜାଉ କେତେ ଦିନ ଏଠି ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା
@pravatkumar8392
@pravatkumar8392 Күн бұрын
Good work by minister
@BamdevPradhan-x3q
@BamdevPradhan-x3q Күн бұрын
Good Minister pujari sir
@rintubairiganjan4728
@rintubairiganjan4728 Күн бұрын
RIGHT👍👍👍👍👍
@tapanswain2686
@tapanswain2686 5 күн бұрын
B j d is great
@bhuban655
@bhuban655 9 күн бұрын
Good job sir
@RamaSwami-k2s
@RamaSwami-k2s 5 күн бұрын
ରାଜ୍ୟ ସରକାରୀ ବ୍ୟବସ୍ଥା eya aau tike kendra ସରକାରଙ୍କ BSNL Office katha tike ଦେଖେଇଲେ ଭଲ ହୁଅନ୍ତା
@bijaynaik1828
@bijaynaik1828 2 күн бұрын
ତାଙ୍କ seat ଟା ଛାଡ ହେ ...Mr pujari, tame ତ 5 ବର୍ଷ ପାଇଁ ଆସିଛ, ତାହା ବି ପୁରାଣ ହେବ କି ଅଧାରୁ ଭାଙ୍ଗିବ...ହେଲେ president ଙ୍କ ଭଳି ତମ attitude agya...
@patitakumarchoudhury9855
@patitakumarchoudhury9855 8 күн бұрын
ନିୟମ ଯେତେ ଲାଞ୍ଚ, ଦୁର୍ନୀତି ସେତେ, ନୂଆ ନିୟମ ଦୁର୍ନୀତି, ଲାଞ୍ଚ ପାଇଁ କରାଯାଏ, 🙏
@mrutyunjaysamantara8003
@mrutyunjaysamantara8003 9 күн бұрын
ପଛ 25 ବର୍ଷ ଧରି OAS 25 ଲକ୍ଷ୍ୟ ଦେଇ ପାଇଛନ୍ତି, ଏମିତି ଚାଲେ
@narendrakumarmahakur8604
@narendrakumarmahakur8604 9 күн бұрын
କୋସଲ ରାଏଜର ଲୁକେ (ନାଗରିକ )ସୁରେଶ ପୂଜାରୀ ଆଜ୍ଞା ବାଗିର ମନ୍ତ୍ରୀ ଚାହୁଛନ ।
@theunknown4399
@theunknown4399 3 күн бұрын
Kosala ha ha kosala na bala bhag sala baya
@sureshsuraj9002
@sureshsuraj9002 5 күн бұрын
ପୁଜାରୀ ବାବୁ 300 ୟୁନିଟ ବିଲ୍ ସଂପର୍କରେ କିଛି ଜଣେଇବେ କି ନା ସବୁ ଜାଣି କିଛି ଅଜଣା 🙏🙏🙏
@khotei
@khotei 10 күн бұрын
ଆରେ.. ଆରେ ଆମ ଡାରତା ମାତା sir ଏଇଠି ରେ
@shibaprasadpodh5308
@shibaprasadpodh5308 10 күн бұрын
Criticise b kari ni janbar
@Smrutiranjan8220ST
@Smrutiranjan8220ST 9 күн бұрын
Tahashildar nka grooming standard Bahut bhala haichi…..gote OAS officer thu ame bhala sikhilu..
@aryaputraabhisek3433
@aryaputraabhisek3433 4 күн бұрын
Se ete kasta kari OAS paile Rati dina padhiki Ta pare bi se grooming scence Tama according re rakhibe bhai semanankar bi personal choice achi ki nahi
@dibyapattnaik6640
@dibyapattnaik6640 4 күн бұрын
Immidiate suspension ଦରକାର
@smitaranijena-g9q
@smitaranijena-g9q 2 күн бұрын
Amiti sabu department Odisha Sara.
@user-zk6jn5sc3c
@user-zk6jn5sc3c 9 күн бұрын
Good.man
@sureshswain9855
@sureshswain9855 8 күн бұрын
ଜମି ମାଫିଆ ମାନଙ୍କ ଠାରୁ ପଇସା ପାଇଲେ ପୁଳା ପୁଳା
@brajasundarsahoo1590
@brajasundarsahoo1590 4 күн бұрын
ବାଜେ ଉପସ୍ଥାପନl
@sandeepruturaj3563
@sandeepruturaj3563 4 күн бұрын
Tahasildaar barsha ku 12 masa 24 Ghanta field duty re !!! Tike Jajpur road ku visit karantu sir to meet the people!!!
@user-eg4rb1yo2f
@user-eg4rb1yo2f 9 күн бұрын
This type of action should be continue, not like a TRP / public attention
@Lakshmikanta-kz6ct
@Lakshmikanta-kz6ct 2 күн бұрын
ଇଏ ଯାଉନି ବୋଲି ଅଭିଯୋଗ ହେଇଥିଲା
@SaratSahoo-c1t
@SaratSahoo-c1t 5 күн бұрын
Thank pm Orissa gov.
@dineshasahu4561
@dineshasahu4561 6 күн бұрын
Right decision
@kumpanysahoo3574
@kumpanysahoo3574 2 күн бұрын
ଦେଖିବ ଜ ଦି ଦେଖ୍ ସବୁ ଡ୍ୟାସ ଏଠି ଏକେ
@L0ve_To_C
@L0ve_To_C 9 күн бұрын
Tahsildar nka upare action niajau....Kintu Minister nka etiki gyana nahi ki kou officer nka seat re basibara adhikar tankara nahin
@dillipkumarbehera8078
@dillipkumarbehera8078 6 күн бұрын
ଆରେ ମୂର୍ଖ ପୂଜାରୀ ବାବୁ,ତହସିଲଦାର ଙ୍କ ଚେୟାର ରେ ବସିବା ଅନୁଚିତ.ଏମାନଙ୍କର ବୁଦ୍ଧି କିଛି ନାହିଁ.5ବର୍ଷ ରେ ଏମାନେ ଭାବୁଛନ୍ତି ଆମେ ମାନେ ପ୍ରଭୁଙ୍କର ତଳଟା.ଧିକ ତୁମେ ଅସାମାଜିକ ଓ ମୂର୍ଖ ମନ୍ତ୍ରୀ.
@kapil_yoga
@kapil_yoga 4 күн бұрын
ହାର୍ଡ ହେଇଗଲା
@Krishna-27732
@Krishna-27732 4 күн бұрын
Bjd bala 😅
@Krishna-27732
@Krishna-27732 4 күн бұрын
Late re asi chi seta kna kahi ba
@timuthiustapna1010
@timuthiustapna1010 9 күн бұрын
Tahsidar Babu super michhua..
@rashmibijaykumarmishra5543
@rashmibijaykumarmishra5543 7 күн бұрын
Sir ,, they will never be rectified....you should immediately suspend him
@PramodKumardash-f9i
@PramodKumardash-f9i 4 күн бұрын
vala lagila
@balaramnanda9224
@balaramnanda9224 9 күн бұрын
ସବୁ ଜାଗାରେ ଏଭଳି ଅବସ୍ଥା 25ବର୍ଷ ଧରି ଏମିତି ଚାଲିଛି
@jitendrakumarpanigrahi8324
@jitendrakumarpanigrahi8324 4 күн бұрын
Without additional money nothing can be done in any tahasil office. Government knows the bitter truth of such corrupted officer activities and their personal interest, and there is no control for such activities. Its a chain root for the government for revenew income.
@ashokkumarpal596
@ashokkumarpal596 8 күн бұрын
ସବୁ ତହସିଲ ଅଫିସ ର ଅବସ୍ଥା ସେଇୟା ,ବିନା ଲାଞ୍ଚରେ କାମ ହୁଏନି .
@homundaaarsi9489
@homundaaarsi9489 9 күн бұрын
All these peoples are Belongs to previous BJD government but they need well training and importance of Government service..
@judhistirprathan4975
@judhistirprathan4975 7 күн бұрын
❤❤❤❤ROUGH CHANNEL..❤❤❤❤❤❤❤
@kailashnayak6435
@kailashnayak6435 4 күн бұрын
❤️❤️❤️❤️
@AshisKumarDas-j5o
@AshisKumarDas-j5o 5 күн бұрын
Dishmish karantu au nua join karantu. Sabu office ra ahi abstha.
@jitendrakumarpanigrahi8324
@jitendrakumarpanigrahi8324 4 күн бұрын
@otv : must highlight the real fact of Cuttack tahasil office and officer activities
@ASISH_SATYA_VLOGER
@ASISH_SATYA_VLOGER 9 күн бұрын
ବିଜେପି ଠିକ୍ କାମକରୁଛି
@brajasundarsahoo1590
@brajasundarsahoo1590 4 күн бұрын
କିରାଣୀ ଚାକିରି ଖଣ୍ଡେ ପାଇଁ ଯାଇଛନ୍ତି l
@bhabaniscreation6267
@bhabaniscreation6267 3 күн бұрын
Who has given you right to sit on chair of Tehsildar
@user-cq7th6gx3q
@user-cq7th6gx3q 4 күн бұрын
Take actions to tahasildar
@kartikpati9711
@kartikpati9711 2 күн бұрын
Karjyanustan kebal badali nuhe, suspend abasyak. Sabu sarakari office ehipari visit karagale val huanta.
@somanathmahanta4739
@somanathmahanta4739 9 күн бұрын
Next CM pujari sir
@sarojnayak4339
@sarojnayak4339 9 күн бұрын
Like u sir
@jitendrakumarpanigrahi8324
@jitendrakumarpanigrahi8324 4 күн бұрын
Otv and other media vehicle must highlight the facts , so that government can control the black money business in the tahasil office. Its a fact and some control is necessary
@simionbepari6015
@simionbepari6015 10 күн бұрын
ମନ୍ତ୍ରୀ ଙ୍କ ଜିଲ୍ଲା ରେ ଏଭଳି ଅବସ୍ଥା ତାହା ହେଲେ, କେବିକେ ଜିଲ୍ଲା ନବରଙ୍ଗପୁର ର କିଭଳି ଅବସ୍ଥା ହୋଇ ନ ଥିବ। ମନ୍ତ୍ରୀ ଙ୍କୁ ଆମେ ଅନୁରୋଧ କରୁ ଥରେ ନବରଙ୍ଗପୁର ଜିଲ୍ଲା ଅଚାନକ ପରିଦର୍ଶନ କରନ୍ତୁ ଦେଖିବେ ତହସିଲ କାର୍ଯ୍ୟାଳୟ ର ଦାଦାଗିରି।
@jitendrakumarpanigrahi8324
@jitendrakumarpanigrahi8324 4 күн бұрын
People must raised the concern to the government so that it can be controlled, otherwise few government officials will be benefited from such office and they will do additional income rather than their salary.. Its a big loop hole or you can say it a gray area where government is always ignoring the fact.
@BijayKumarAcharya
@BijayKumarAcharya 2 күн бұрын
ଚାକିରୀ ରହିଲା ନା ଗଲା କହନ୍ତୁ
@devilgaming1561
@devilgaming1561 2 күн бұрын
Ae bhalia mantri darkar...
@ashokkumarpattanaik1587
@ashokkumarpattanaik1587 8 күн бұрын
ମନ୍ତ୍ରୀ ଦେଖିଲେନି କେତେ ଫାଇଲି ପଡି ରହିଛି l
@SaratSahoo-c1t
@SaratSahoo-c1t 5 күн бұрын
Only ponesment
@akhayrath451
@akhayrath451 5 күн бұрын
Sabu thik but OAS site ra basiba thik nuha karana OAS, montry alaga
@susantakumarsahoo2809
@susantakumarsahoo2809 6 күн бұрын
ସ୍କୁଲ କୁ ମନ୍ତ୍ରୀ ଆସି କର୍ମଚାରୀ ଙ୍କ କାମ dekhanteni ସେଇ ପୁରୁଣା style ଏବେ ବି ଡାହାଣ ହାତ ହେଇକି achhanti
@user-ff1lk5wx4v
@user-ff1lk5wx4v 9 күн бұрын
ଜେମିତି ସରକାର ସେମିତି କାମ
@user-sr3mx3py1y
@user-sr3mx3py1y 7 күн бұрын
Suspend kribara Capacity nahi
@imt2658
@imt2658 4 күн бұрын
Sabu govt office same... Govt jadi action na neba tahale india developing re Rahi jiba forever
@batababacreation4798
@batababacreation4798 3 күн бұрын
Kujang ade tike asibe
@PrafullaBehera-qh3wx
@PrafullaBehera-qh3wx 5 күн бұрын
Puri tahsil kab hai
@kailashpanigrahi6705
@kailashpanigrahi6705 9 күн бұрын
ଠିକ୍ ପଦକ୍ଷେପ
@susantasatapathy175
@susantasatapathy175 7 күн бұрын
ଦୟାକରି ଏମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ.
@damodarsahoo-iy5iw
@damodarsahoo-iy5iw 6 күн бұрын
Sir Garadapur tahasil aasantu dine . Ethi kichi office kama heuni . Aau without money re kichi v kama hebani
@shisirapadhan5151
@shisirapadhan5151 5 сағат бұрын
Every body corepted.. Gabar come back soon..
@Liteshkumar-loyal
@Liteshkumar-loyal 8 күн бұрын
ସବୁ ଗୁଡ଼ାଙ୍କୁ ବହିସ୍କାର କର ଜଲଦି
@rajendrasatpathy7043
@rajendrasatpathy7043 2 күн бұрын
This is not new. Aji kali kehi Register attendance Karu nahanti. 2,3 thousand re , finger print attendance asuchi, our Minister kan Jani nahanti ki ? Even in Malls they use, why not Orissa Govt. Only Drama.
@basantinayak1660
@basantinayak1660 4 күн бұрын
Sabu department re emiti minister mane visit karagale bahuta bhala huanta ?
@judhistirprathan4975
@judhistirprathan4975 7 күн бұрын
❤❤❤❤DONKEY❤❤❤❤❤❤❤❤❤
@manojmanjarijena
@manojmanjarijena 5 күн бұрын
😊
@UdayShukla-lg3lp
@UdayShukla-lg3lp 7 күн бұрын
Officer lision darker
@natabaranaik5026
@natabaranaik5026 8 күн бұрын
Puruna,chakirianku,bahar,kari,new,appointment,dele,100,percent,bhala,heba
@sarojbehera4731
@sarojbehera4731 7 күн бұрын
ଆରେ ବାଣ୍ଡ ପୂଜାରୀ ଖୋର୍ଦ୍ଧା ଆସେ କେବେ 😢ଏଠି ତହସିଲଦାର କେମିତି କା ବ୍ୟବହାର କରୁଛି ଦେଖିବୁ ଆସେ ରେ ବାଣ୍ଡ ବିଜେପି କୁକୁର 😗😗😗
@PrashantMishra-fd9ld
@PrashantMishra-fd9ld 8 күн бұрын
ଧନ୍ୟ ଏ ବିଜେପି ଓ ତାର ମନ୍ତ୍ରୀ ମାନେ କାମ ର ନାଁ ଗନ୍ଧ ନାହିଁ ଖାଲି ନିଜର ପ୍ରଚାର
@dillippujahari2779
@dillippujahari2779 7 күн бұрын
Rampur tahasil ku asantu NIRANJAN PUJARI TK JANIBE
@DrAnshu-uz3gc
@DrAnshu-uz3gc 7 күн бұрын
Tahasildar on tour
@sachidanandamahana4817
@sachidanandamahana4817 9 күн бұрын
Rama rajya heigala odisha.
@gulsonbhoifunnyvideos6903
@gulsonbhoifunnyvideos6903 9 күн бұрын
Sir bargarh district agriculture department aade tk aasun
@mimeact1055
@mimeact1055 2 күн бұрын
The government is wasting our tax in this type of officer.
@jyotizero1
@jyotizero1 3 күн бұрын
ବାଳ officer ବେଧ ଶଳା ମାଡ଼ ଦରକାର ସେ ତହସିଲଦାର କୁ
News Fuse 17 SEPT 2024
22:42
OTV
Рет қаралды 2,4 М.
🔵 Exclusive Prediction Of Ruben Banerjee For BJD In Odisha
25:07
Новый уровень твоей сосиски
00:33
Кушать Хочу
Рет қаралды 3,9 МЛН
هذه الحلوى قد تقتلني 😱🍬
00:22
Cool Tool SHORTS Arabic
Рет қаралды 106 МЛН
나랑 아빠가 아이스크림 먹을 때
00:15
진영민yeongmin
Рет қаралды 19 МЛН
News Fuse 11 SEPT 2024
22:04
OTV
Рет қаралды 120 М.
News Fuse 09 SEPT 2024
21:27
OTV
Рет қаралды 141 М.
Новый уровень твоей сосиски
00:33
Кушать Хочу
Рет қаралды 3,9 МЛН