OSSSC Aspirants Stage Protest Alleging Discrepancies in Examination

  Рет қаралды 53,337

OTV

OTV

Күн бұрын

#OSSSC_ଦ୍ୱାରା_ପରିଚାଳିତ_ପରୀକ୍ଷାରେ_ଅନିୟମିତତା_ଅଭିଯୋଗ
OSSSC ଦ୍ୱାରା ପରିଚାଳିତ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସହ ଘେରାଉ । ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ପରୀକ୍ଷାର୍ଥୀ ଓଡ଼ିଶା ଅଧସ୍ଥନସ୍ତ କର୍ମଚାରୀ ନିୟୋଜନ ବା OSSSC ଆଗରେ ପ୍ରତିବାଦ କରିଛନ୍ତି ।..
#OSSSC #Bhubaneswar #Odisha #OTV #exam
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 387
@Dictatorakp
@Dictatorakp 8 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ଉପରେ କିଛି ନିଷ୍ପତି ନିଅନ୍ତୁ ନହେଲେ ଆଗାମି ଦିନରେ ଓଡ଼ିଶା ର ଛାତ୍ର,ଛାତ୍ରୀ ମାନେ ଆହୁରି ଅଧିକା ସଂଖ୍ୟା ରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ
@bhagatramkhinbar3910
@bhagatramkhinbar3910 8 күн бұрын
Hmm nahele Bangladesh re hela bolia haba
@tophanswain6027
@tophanswain6027 8 күн бұрын
ମୁଖ୍ୟମନ୍ତ୍ରୀ ବାଳ କରିବେ ,ଏଇ କିଛି ଦିନ ହେଲା NEET seat ସବୁ ବିକ୍ରି ହେଇଛି ଆଉ ଆଗକୁ କଣ ହେଉଛି ସବୁ ଦେଖ
@jeetjiban2956
@jeetjiban2956 8 күн бұрын
ସୁଭଦ୍ରା,ଅନ୍ୟାନ୍ୟ ଯୋଜନାକୁ ସାକାର କରିବା ପାଇଁ ଏମିତି ସଂସ୍ଥା ଦ୍ୱାରା ଟଙ୍କା ଆଦାୟ କରୁଛି ସରକାର।ସେଥିପାଇଁ ସେ ନିରବ ଦ୍ରଷ୍ଟା। କୋଉଠି ପର୍ବ ହେଲା କୋଉଠି କିଏ ମଲା ସେଠିକି ଯାଉଛନ୍ତି x ରେ ପୋଷ୍ଟ ସଂଗେସଂଗେ ହଉଛି,ହେଲେ ଗରିବ ପିଲାଙ୍କ ଭବିଷ୍ୟତ ଜଣାପଡିନି। ହକ ପାଇବ ପାଇଁ ଓଡ଼ିଶା ଦୋହଲି ଗଲାଭଳି ଆନ୍ଦୋଳନ ଦରକାର।
@jeetjiban2956
@jeetjiban2956 8 күн бұрын
Ri pain abethu tanka chalilani bodhe sethipain pacentile re taanku subidha tankaa nabaku। Ai paisa କାରବାର ପାଇଁ ଡେରିରେ posting ମିଳୁଛି କାରଣ ସବୁ ଥମି ଯାଇଥିବାର ପରେ ସବୁ ସରିଲା ଆଉ କଂପ୍ଲେନ ନାହିଁ A Osssc Bala maha ମାରାତ୍ମକ ସେମାନେ 4 5 ଦିନ ଅଫିସ ବନ୍ଦ କରିବେ ଯେମିତି ପିଲାଙ୍କ ଧାର୍ଯ୍ୟ ଭାଙ୍ଗିଯିବ ତା ପରେ ତାଙ୍କ ନିଷ୍ପତି ରେ ସେ ଅଟଳ ରହିବେ ।
@krish51300
@krish51300 8 күн бұрын
Agami dinare govt au vote paiani
@gcc428
@gcc428 8 күн бұрын
osssc ୧୦୦ ରୁ ୧୦୦ ପୋଷ୍ଟ ବିକ୍ରି କରିଦେଉଛି। We support this protest ❤
@deepakkumarroutdeepu5129
@deepakkumarroutdeepu5129 8 күн бұрын
TO Pakhe jadi tanka achi deiki chakir kar au Anya MANA nku kahuchu kn pain jeee. P G L
@prakashbehera5515
@prakashbehera5515 8 күн бұрын
Tate badhuchi ki lagi tu bi coroption Kari job karichu ki
@AJG713
@AJG713 8 күн бұрын
Jibon re to podhibuni....au kohibu brikri heuchi😂😂😂😂
@gcc428
@gcc428 8 күн бұрын
@@AJG713 to naa ku list karagala... tu kete tanka deichu investigation hele jana padiba.
@AJG713
@AJG713 8 күн бұрын
@@gcc428 jodi tu seriously podhi thantu ei kotha kohi no thantu.....🤣🤣🤣
@birenbiren2909
@birenbiren2909 8 күн бұрын
Ossc , osssc ଏବଂ ରାଜ୍ୟ ରେ ଥିବା ସମସ୍ତ ସରକାରୀ ସଂସ୍ଥା ର ନିଯୁକ୍ତି ରେ ଯଦି ରାଜ୍ୟ BJP ସରକାର ସ୍ୱଚ୍ଛତା ନ ଆଣନ୍ତି ତେବେ ସରକାରୀ ଚାକିରି ଆଶାୟୀ ଙ୍କ ସହ BJP ର ବିଶ୍ୱାସ ଘାତ ହେବ ଆଉ ଆହାର ପରିଣାମ ରାଜ୍ୟ ସରକାର ଭୋଗୀବାକୁ ପ୍ରସ୍ତୁତ ରହିବେ। ରାଜସ୍ଥାନ ରାଜ୍ୟ ସରକାର ଭଳି ରାଜ୍ୟ ନିଯୁକ୍ତି ରେ ମଧ୍ୟ ଓଡ଼ିଶା ସରକାର କଡ଼ା ନିୟମ ଲାଗୁ କରିବା କୁ ଅନୁରୋଧ। ଜୟ ଜଗନ୍ନାଥ
@rojamultiplechalengeodia4166
@rojamultiplechalengeodia4166 8 күн бұрын
ଆଉ କେତେ ଦିନ ସହିବା? ସରକାରୀ ଚାକିରୀ ପାଇଁ ନ ଶୋଇ ନ ଖେଳି ଦିନ ରାତି ପରିଶ୍ରମ କରୁଥୁଲୁ,କିନ୍ତୁ ଆମ ପୋଷ୍ଟକୁ ଭ୍ରଷ୍ଟାଚାରି ମାନେ ଟଙ୍କା ଲୋଭ ରେ ବିକ୍ରି କରି ଦେଉଛନ୍ତି। ଆମେ ଯଦି ଏମିତି ଚୁପ୍ ହେଇ ଘରେ ବସିବା ତାହାଲେ ଯେତେ ରାତି ଦିନ ପାଠ ପଢ଼ିଲେ, ମକ୍ ଟେଷ୍ଟ ଅଭ୍ୟାସ କଲେ ମଧ୍ଯ ମେରିଟ ଲିଷ୍ଟରୁ ଆମେ ବାଦ୍ ପଢୁଥୂବା । ଏ ଲଢ଼େଇ ଏକା ମୋର ନୁହେଁ। ଆମ ସମସ୍ତଙ୍କର। ବାପା ମାଁ କେତେ କଷ୍ଟ କରୁଛନ୍ତି କେମିତି ତାଙ୍କ ପୁଅ ଝିଅ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭଲ କରିବ, ଭଲ ଚାକିରୀଟେ କରିବ, କେତେ କଣ ସ୍ବପ୍ନ ଦେଖୁଛନ୍ତି। ଆମେ କଣ ତାଙ୍କ ସ୍ବପ୍ନକୁ ପୂରଣ କରି ପାରିବ ନାହିଁ ? ବାପା ମାଁ ଙ୍କ ସ୍ବପ୍ନ କୁ କେତେ ଜଣ ଭ୍ରଷ୍ଟାଚାରି ପାଇଁ ଛାରଖାର କରିଦେବା? ଆମେ କଣ ଏତେ ଭୀରୁ? ଲଢ଼ିବା ଭୁଲି ଯାଇଛୁ ନା ନପୁଂସକ ହେଇ ଯାଇଛୁ? ନିଜକୁ ପ୍ରଶ୍ନ ପଚାରନ୍ତୁ । ଆମେ କଣ ଭଗତ ସିଂହ, ମଙ୍ଗଳ ପାଣ୍ଡେ, ସୁବାଷ ଚନ୍ଦ୍ର ବୋଷ ହେଇ ପାରିବା ନାହିଁ ? ଆଜି ସେ ସମୟ ଆସି ଯାଇଛି। ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରାଯିବାର। ଆଉ କେତେ ଦିନ ପରିବାର ସଦସ୍ୟଙ୍କ, ସାହି ପଡ଼ିଶାଙ୍କଠାରୁ ବେକାରୀକୁ ନେଇ କଥା ଶୁଣିବା? କେତେ ଦିନ ମୁଁହ ଲୁଚେଇବା? ବହୁତ୍ ହେଇ ଗଲା । ଧର୍ଯ୍ୟର ସୀମା ଟପି ଗଲାଣି। ଆଉ ନୁହେଁ। ଏ ଲଢ଼େଇ ଲଢ଼ିବାକୁ ପଡ଼ିବ।ଆଉ ଅନ୍ୟ କିଛି ରାସ୍ତା ନାହିଁ । ଆସନ୍ତୁ ଆମେ ସମସ୍ତେ ମିଳମିଶି ଆମ ହକ ପାଇଁ ଲଢ଼ିବା। ଖରା, ବର୍ଷା, ଝଡ କେହି ଆମକୁ ଅଟକାଇ ପାରିବେ ନାହିଁ। ଏକତା ହିଁ ବଳ । ଜୟ ଜଗନ୍ନାଥ ଭାରତ ମାତା କି ଜୟ ଜୟ ହିନ୍ଦ୍
@srgroup422
@srgroup422 8 күн бұрын
real fighter.....
@Bubunbubun269
@Bubunbubun269 8 күн бұрын
Outsourcing ku band karibaku haba
@jharanarani7361
@jharanarani7361 8 күн бұрын
ଦାବି କର Ossss କର୍ମକର୍ତ୍ତା ମାନଙ୍କୁକୁ petroL ଢାଳି ଜାଳିବୁ ପ ବିନା ସଂଘର୍ଷ ରେ କିଛି ମିଳିବନି
@pranatibehera3856
@pranatibehera3856 8 күн бұрын
ଆଗକୁ RI ARI ICDS exam ଅଛି... Online exam କୁ cancel କରାଯାଉ offline ରେ exam ହେଉ ଗୋଟେ ଦିନରେ 😠 ମନଇଚ୍ଛା ସବୁ ଚଲେଇଛନ୍ତି... ଏ ସବୁ ଦେଖି ଏତେ tention ହେଲାଣି exam କେମିତି ଦେବୁ ?
@rajashreebehera8146
@rajashreebehera8146 8 күн бұрын
Online exam re adhika corruption hauchhi
@srikhetra1995
@srikhetra1995 8 күн бұрын
Na offline re bi corruption heuchhi
@aproudjagannathbhaktkaling6054
@aproudjagannathbhaktkaling6054 8 күн бұрын
Both are same but TCS online kareile best
@DeepakMadhei-ec3js
@DeepakMadhei-ec3js 8 күн бұрын
Ossc,Osssc ku gurutoro sohito CM niontu nohele all Odisha niajolibo
@rajashreebehera8146
@rajashreebehera8146 8 күн бұрын
@@srikhetra1995 ssc type ra sabu exam haba darakr,mu ssc exam jetiki checking heithila ae osssc exam re setiki checking kariki exam hall ku chhadi nathila
@priyankadurga4578
@priyankadurga4578 8 күн бұрын
ପରିଶ୍ରମ କରିବା ପିଲାମାନଙ୍କ ପାଇଁ ବହୁତ ଅନ୍ୟାୟ ହେଉଛି। ନିହାତି ଏହା ଉପରେ ତଦନ୍ତ କରିବା ଉଚିତ 😠
@durbadalapatel3118
@durbadalapatel3118 8 күн бұрын
ଏମାନେ ଖାଲି ଷ୍ଟୁଡେଣ୍ଟ୍ ମାନଙ୍କ ଉପରେ ଅନ୍ୟାୟ କରୁନାହାନ୍ତି , ଦେଶ ପାଇଁ ଦୁର୍ନୀତି ର ମଞ୍ଜି ବୁଣୁଛନ୍ତି,ଅଯୋଗ୍ୟ ପିଲାକୁ ଗାଦିରେ ବସାଇ ପୁରା ସିଷ୍ଟମ୍ କୁ ବର୍ବାଦ୍ କରୁଛନ୍ତି, ମାନ୍ୟବର ସରକାରଙ୍କୁ ଜନିରଖିବ ଉଚିତ୍, ଏହି ଆନ୍ଦୋଳନ ଆଗାମୀ ଦିନରେ ଭୟଙ୍କର ରୁପନେବ,
@dusmantamoharana6898
@dusmantamoharana6898 4 күн бұрын
ଆରେ ଭାଇ ସରକାର ତ ଅଯୋଗ୍ୟ। ପାଠ ସାଠ ପଢ଼ିଥିଲେ ସିନା କଣ ଗୋଟେ କରିଥାନ୍ତା। ମାଙ୍କଡ ହାତରେ ଶାଳଗ୍ରାମ ଯାହା ଏ ନେତା ମନ୍ତ୍ରୀ ଙ୍କ ହାତରେ ଆମେ ରାଜ୍ୟ ସେୟା
@nilambarapradhan445
@nilambarapradhan445 8 күн бұрын
OTV Emiti sabu bele Student Mananku Support kariba Darkar😊😊😊😊
@subratpatii5749
@subratpatii5749 8 күн бұрын
I am selected in physical but strongly support this protest ❤
@only4you058
@only4you058 8 күн бұрын
Tahele tame select heina
@subratpatii5749
@subratpatii5749 8 күн бұрын
@@only4you058 3175 rank
@sagar2487yes
@sagar2487yes 8 күн бұрын
Bedha chhua ta hele
@gcc428
@gcc428 8 күн бұрын
right ❤ you deserve some better rank so.... we support talent, not corruption
@QuickJobalert
@QuickJobalert 8 күн бұрын
Bhai tama rank kami gala ki?
@rinkumallick8172
@rinkumallick8172 8 күн бұрын
Thanks otv...corruption upare media ra bi support darkar
@shishirkumarnaik3085
@shishirkumarnaik3085 8 күн бұрын
ଯୁବ ପିଢିର ଦାବିକୁ ସରକାର ଆଲୋଚନା କରି ଯଥା ଶିଘ୍ର ସମାଧାନ କରନ୍ତୁ ନ ହେଲେ ବେକାର ଯୁବକ ଯୁବତୀ ରାଗିଲେ ବାଲାଦେଶ ଭଳିଆ ପରିଷିତି ହେବ ଓଡିଶା ରେ
@sundharamaodisha3417
@sundharamaodisha3417 8 күн бұрын
Chariman osssc change kara jauu
@dipakpadhy1141
@dipakpadhy1141 8 күн бұрын
Bhai tu age chairman lekhi sikhe
@jm8935
@jm8935 8 күн бұрын
​@@dipakpadhy1141😂😂😂. But he is right. Osssc chairman is not an efficient person.
@dipakpadhy1141
@dipakpadhy1141 8 күн бұрын
@@jm8935 actually fact is that osssc is the only commission who is giving the mark before publishing the result . Other commission ta only roll number dionti . So jadi osssc semiti dei thanta may be tame Mane jani bi pari na thanta Kia kete mark rakhichi peo re Kia kete mark rakhichi forest guard re so tame complain bi Kari pari nathanta .
@jm8935
@jm8935 8 күн бұрын
@@dipakpadhy1141 osssc is the worst recruitment agency.
@sundharamaodisha3417
@sundharamaodisha3417 8 күн бұрын
@@dipakpadhy1141 Lakhee sheka involved Achu ki athirray.. sathipayee eamitee katha kahuuchu
@rudranshsekharnaik1229
@rudranshsekharnaik1229 8 күн бұрын
ଏ ଯାଏଁ JTS ନିଯୁକ୍ତି କୁ ଚାପି ଦେଉଛି ଏଇ ସରକାର।ବିନା ଟଙ୍କା କାରବାର ରେ ହେଇଥିବା ରୁ ନିଯୁକ୍ତି କୁ ଜାଣି ଶୁଣି ଗଡଉଛି।
@m.ashishkumar
@m.ashishkumar 8 күн бұрын
I'm also selected in this merit list but I strongly support this protest
@Always-n3t
@Always-n3t 8 күн бұрын
Pharmacist ଆଉ MPHW( M) ପରୀକ୍ଷାରେ ଭି ଏହିଭଳି ଦୁର୍ନୀତି ହେଇଛି
@sunilsairam2010
@sunilsairam2010 8 күн бұрын
Ame kebe strike re jiba, inform kariba
@himadri124
@himadri124 8 күн бұрын
a great salute to sakti sir and somya sir amara amitii samayare ama pakhare chida heichanti saha saha salam sir
@kantidash9059
@kantidash9059 8 күн бұрын
ଏ ମାଘିଆ କେତେ ଏ ଜେଣ୍ଟ ଦଲାଲ ଅଛନ୍ତି ତାଙ୍କୁ ଆଗ ଭିତରେ ପୁରା ଅ ସବୁ ସତ କଥା ବାହାରିବ
@bapinasahoo55
@bapinasahoo55 8 күн бұрын
Osssc upare CBI tandta hau
@madhumitapatel808
@madhumitapatel808 8 күн бұрын
OSSSC Ra chairman Ku change karajau
@parsuram606
@parsuram606 8 күн бұрын
ଏ ସବୁ କଣ ମୋହନକୁ ଦେଖାଯାଉନହିଁ କି??? ସିଏ ଅନ୍ଧ ହେଇଗଲାଣି ବୋଧେ
@aproudjagannathbhaktkaling6054
@aproudjagannathbhaktkaling6054 8 күн бұрын
​@@parsuram606Se bala katputli ta khali se kn kariba
@BijayalaxmiBiswal-cd6vb
@BijayalaxmiBiswal-cd6vb 8 күн бұрын
ସବୁ ଗୋଟିଏ ଲାଉର ମଞ୍ଜି !
@padhabekari4524
@padhabekari4524 8 күн бұрын
After a long time Odisha media bhai govt aspirants nka ବିଷୟରେ news ଆଣିଛନ୍ତି tnq media bhai
@K.B.Sanjeev
@K.B.Sanjeev 8 күн бұрын
OSSSC ପଇସା ଖାଇଲେ ଆଉ କଣ ହବ। ବହୁତ୍ ଲୋକଙ୍କ ଭାଗ୍ୟ ସହିତ ଖେଳୁଛି।
@dinesh-kg8rv
@dinesh-kg8rv 8 күн бұрын
Govt change but same condition for students..
@bibhudattamishra126
@bibhudattamishra126 8 күн бұрын
ସର୍ବ ଶ୍ରେଷ୍ଠ ଘୋଟାଲ ହୋଇଥିଲା 2022 ,CHT 2। ସେତେ ବେଳେ ଆମେ ଯେତେ ବେଳେ strike କରିଥିଲୁ,ସେଥି ଗୋଟେ competative ପିଲା ମୋତେ ଥଟ୍ଟା କରି କହିଲା "ଗୋଟେ ପିଲା କୁ ଅତିବେଶୀରେ ରେ 10 ଟା ପିଲା ବଜେଇପରୁନ ଆହୁରି ହୋହାଲ୍ଲା କରୁଛ ". ଆଜି ସେହି ପିଲା ମାନେ ରାସ୍ତା ରେ।ସେଥିପାଇଁ ଆମେ ଦାୟୀ କାରଣ ଏଠି ଯା ପୁଅ କୁ ସାପ କାମୁଡା ତା ମାଆ ଡରେ।ଆଉ ସବୁ ଚୁପ୍।ମୁ ବି ବିରୋଧ କରୁଛି ଏଇ କଥାଟିକୁ।
@smrutiranjansamal9380
@smrutiranjansamal9380 8 күн бұрын
Right bhai Nija upare padile emane asibe Jadi sabu student ek heba corruption hebani Ete pila exam deithile kintu matra alpa pila asibe strike ku
@Mamu_kansa
@Mamu_kansa 8 күн бұрын
ବାକି ସବୁ ଘରେ ବସି ପଖାଳ ଖାଇ ଶୋଇବେ ଆଉ ଖବର ଟା TV ରୁ ଦେଖିବେ 😂
@AmiyabhusanN
@AmiyabhusanN 8 күн бұрын
ମୁଁ ଏ ସଂସ୍ଥା ଅନ୍ତର୍ଗତ କୌଣସି exam ଦିଏନାହିଁ ତଥାପି କହୁଛି ଭାଇ ଭଉଣୀ ମାନେ ଏ ଆନ୍ଦୋଳନ କୁ ଆହୁରି ତୀବ୍ରତର କରନ୍ତୁ ଖାଲି ଗୋଟିଏ ଦିନ କରିଦେଲେ ହେବନାହିଁ ପ୍ରତିଦିନ ତାଙ୍କ ଗେଟ ସମ୍ମୁଖ ଜାମ୍ କରନ୍ତୁ ତେବେ ଯାଇ ଆପଣମାନେ ନ୍ୟାୟ ପାଇପାରିବେ
@pramodkumarvlogs4429
@pramodkumarvlogs4429 8 күн бұрын
୫ ଲକ୍ଷ ଟଙ୍କା ଦେଇ ସେମାନେ Selection List ରେ ଅଛନ୍ତି. ସେ ପରୀକ୍ଷାକୁ ବାତିଲ୍ କରାଯାଉ ଏବଂ offline ରେ ପରୀକ୍ଷା କରାଯାଉ ଆଗକୁ R.I, ARI, AMIN, ପରୀକ୍ଷାକୁ offline ରେ କରାଯାଉ.
@mohanbehera4109
@mohanbehera4109 8 күн бұрын
We want justice
@sambarubehera8481
@sambarubehera8481 8 күн бұрын
Govt should take strictly action on ossc/osssc
@sanjubaba5944
@sanjubaba5944 8 күн бұрын
Vigilance kouthi soichi, osssc kana corrupt nuha.
@biswa9186
@biswa9186 8 күн бұрын
OSSSC Chairman ku 1st change kara
@Proud_Odia
@Proud_Odia 8 күн бұрын
Nua Government eeaha Upare Dhyana Diantu
@dillipkumarpanda7206
@dillipkumarpanda7206 8 күн бұрын
All types of job recrutment have been under curruption
@itsindependent
@itsindependent 8 күн бұрын
OSSSC chairman change karajaaau....
@dwitikrushnanaik3130
@dwitikrushnanaik3130 8 күн бұрын
sabu bele hairan students mane
@SuryakantaPradhan-p1v
@SuryakantaPradhan-p1v 8 күн бұрын
Osssc chairman ku suspend karajau😢
@surendrareddy5950
@surendrareddy5950 8 күн бұрын
Good rali Odisha government job
@rrakesh8677
@rrakesh8677 8 күн бұрын
Otv re a news late asu6i kia kaha stree ku nela taku bahut sigra dau6a ta
@reporterdebiprasadsahoo1653
@reporterdebiprasadsahoo1653 8 күн бұрын
We want proper investigation ✅au re exam hau..... Joumane corruption karichhanti seimane hni re exam ku birodh karuchhanti ✅✅✅✅
@ankitminz1573
@ankitminz1573 8 күн бұрын
Mu re exam ku biridh koruchi.. aau mu hardwork kari ki merit list re achi..
@shankarroul2253
@shankarroul2253 8 күн бұрын
Tu kn bhabichu au thare exam hele tu select heijibu Tu habuni
@Mnopqrst123
@Mnopqrst123 8 күн бұрын
Re xm hele Tor selection hoijiba ta, j hard work karichi & paeichi kn kriba gandi mareeiba, nikar khali bhabile heba ni hela samasastnkr katha tk bhava
@rrr-wd1cz
@rrr-wd1cz 8 күн бұрын
Jau guda murkha mark kam rakhichanti boli re exam katha kahuchanti
@reporterdebiprasadsahoo1653
@reporterdebiprasadsahoo1653 8 күн бұрын
@@ankitminz1573 so jadi hardwork hardwork hauchha.... Patha kan bhuligala... 1 month re... Natak baji karani... Patha padhjchha jadi thik re sure next top re rahiba don't worry tq
@chandrakantabehra20
@chandrakantabehra20 8 күн бұрын
Corruption hatao
@Achieverl8i
@Achieverl8i 8 күн бұрын
Dhanyawad upastistha bhai bhauni mananku🙏🏼 Twitter re v protest karajau....
@ramkrushnabhadra4032
@ramkrushnabhadra4032 8 күн бұрын
Educated youth Manoku bekar karuchanti odisha government .😞😞😞
@RAJESHpradhan01994
@RAJESHpradhan01994 8 күн бұрын
ଓଡିଶାରେ ଏହା ନିତି ଦିନିଆ କଥା ଅଭିଯୋଗ କରିଲେ ଅଧିକାରୀମାନେ କହିବେ ପରିଶ୍ରମ କଲେ ସବୁ ସମ୍ଭବ । ଯେପରିକି ବିଗତ ଦିନ ମାନଙ୍କରେ ଦିଆଯାଇଥିବା police SI, high school teacher, ossc cgl ଏଭଳି ଅନେକ ନିଯୁକ୍ତି ସମୟରେ ଏଭଳି ଦୁର୍ନୀତିର ଅଭିଯୋଗ ଆସିଥିଲା ହେଲେ ସେତେବେଳର ସରକାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଦେଖିବାକୁ ବାକି ରହିଲା ବର୍ତ୍ତମାନର ନୂଆଁ ସରକାର ସେ ସବୁ ଦୁର୍ନୀତିର ପେଡି ଖୋଲୁଛନ୍ତି ନା ଆଉ ଗୋଟିଏ ନୂଆଁ ତାଲା ପକେଇ ପୁଣି ଦୁର୍ନୀତି କରିଚାଲୁଛନ୍ତି ।
@AsishKumar-qw2xu
@AsishKumar-qw2xu 8 күн бұрын
ଯଦି ସରକାର କିଛି ଆକ୍ସନ ନ ନେବ ତାହାଲେ ଓଡ଼ିଶାରେ ଖୁବ ଶୀଘ୍ର ବାଂଲାଦେଶ ପରିସ୍ଥିତି ସୃଷ୍ଟି ହବ
@bosecollege482
@bosecollege482 8 күн бұрын
Chairmanku hata jauu
@rajendrakisan2097
@rajendrakisan2097 8 күн бұрын
Chairman ku suspend karajau
@millansoren9139
@millansoren9139 8 күн бұрын
ଯେଉଁମାନେ Physical ପାଇଁ Select ହେଇଛ Physical ରେ ଧ୍ୟାନ ଦିଅ,ଆଉ ଅଳ୍ପ ଦିନ ରହିଲା ସମୟ Waste କରନି....
@debanandasahu7298
@debanandasahu7298 8 күн бұрын
Mantri ku daka jai
@InfinityPreeti
@InfinityPreeti 8 күн бұрын
We want justice 🙏
@sagarsahu5937
@sagarsahu5937 8 күн бұрын
OSSSC ଉପରେ CBI ତଦନ୍ତ ହେଉ। ସବୁ ପୋଷ୍ଟ ବିକି ଦେଇଛି OSSSC । Sc/St development school post 8 month ହେଲା online apply date postpone କରି କରି ଯାଉଛି।
@shatrugnasethi625
@shatrugnasethi625 8 күн бұрын
ଏଠି ସରକାର ଛାତ୍ର ଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । ସରକାର ଏହାର ସମାଧାନ ନହେଲେ କରନ୍ତୁ ଆହୁରି ଆଗକୁ ଆନ୍ଦୋଳନ ବଢିବା ।
@Tapo072
@Tapo072 8 күн бұрын
Bahut time ru gadi re basi thiba staff ku specialy bjd time ra staff ku aga dura karajau
@Ksm955n
@Ksm955n 8 күн бұрын
ଧନ୍ୟବାଦ otv
@gagankumarrana5564
@gagankumarrana5564 8 күн бұрын
Exam should be district wise.
@rojamultiplechalengeodia4166
@rojamultiplechalengeodia4166 8 күн бұрын
Respected sir/Mam We arround 3300 MPHWF candidates were screened and selected for MPHWF DV on the month of February 2024, It's arround 7 month passed but still our final result hasn't published yet.sir we are deeply waiting and worried for our final result,as we all know that all covid related problem already solved then why our final result taking much time to publish?? Sir we kindly request you please publish the MPHWF Final result as soon as possible for which we were highly obliged to you Thank you 🙏
@saswat12353
@saswat12353 8 күн бұрын
HIGH SCHOOL TEACHER RECRUITMENT NA ANILE AME B NOVEMBER MONTH RE ANDOLANA KU OLHEIBU
@rakeshjal7321
@rakeshjal7321 8 күн бұрын
Thaks you otv
@prakashbhuyan8948
@prakashbhuyan8948 8 күн бұрын
ମୋହନ ସରକାର କିଛି କର ନହେଲେ bjd ପରି ଓଡ଼ିଶାରୁ ବିଦାୟ ନେବ... ଏଇ ପିଲାମାନେ bjd କୁ ହଟିଛନ୍ତି..
@padminirout7718
@padminirout7718 8 күн бұрын
We want justice ,ri exam bi offline re hau nahele emite hi haba
@PranavVlog23
@PranavVlog23 8 күн бұрын
Thats is students power
@sushantsagar1578
@sushantsagar1578 8 күн бұрын
Salute to all aspirants ❤❤❤
@rajendrakisan2097
@rajendrakisan2097 8 күн бұрын
Dharmendra Pradhan ଆଉ ସଂସଦ ରେ ଜିତି ପାରିବ ନାହଁ
@lipikanaik6769
@lipikanaik6769 7 күн бұрын
Right rally jarirahu👍
@Biswa-ky3om
@Biswa-ky3om 8 күн бұрын
Jadi BJP govt pilanka katha na sunila aau osssc chairman ku change na kala tahale aau jibanare BJP ku vote debini aau alga lokanaku kahibi BJP ku vote diani
@qurratulain6717
@qurratulain6717 8 күн бұрын
Paisa dia chakiri😢shame on Odisha government
@challengerdeep7272
@challengerdeep7272 8 күн бұрын
Eyi dijan vai nku same questions diya jau options change kari... Anthei padibe. Sbu exams re issue kariba ta habit heigalani.
@anitabehera9872
@anitabehera9872 7 күн бұрын
Corruption ku totally roka jau
@jagannathbisnayak5061
@jagannathbisnayak5061 8 күн бұрын
Good👍 Job.......
@rajamrutyunjayasutar7586
@rajamrutyunjayasutar7586 8 күн бұрын
Please osssc we want transparency 😢
@unboxingwithsr4972
@unboxingwithsr4972 8 күн бұрын
Full Support 💪💪💪💪💪❤❤
@ashimdas9182
@ashimdas9182 8 күн бұрын
BJD ଭଳି BJP ବି ହଜି ଯିବ ରୁହ, ଏହି ପିଲା ସହ BJD ଖେଳିଲା ବୋଲି ଓଡିଶା ରୁ ବିଦା ହେଲେ ଏବେ ପୁଣି ଏମିତି ହେଉଛି BJP ବି ଓଡିଶା ରୁ ହଜେଇ ଦିଅ
@RINKU406
@RINKU406 6 күн бұрын
OSSSC not following the order of the honourable High Court of Odisha also. Nursing Officer decision not yet taken for 161 candidates...Our CM must look into the matter
@s.soumya9406
@s.soumya9406 8 күн бұрын
Thank you ଓଟିଭି
@bibhutibhusanmohanty6962
@bibhutibhusanmohanty6962 8 күн бұрын
Piz ହେ ସରକାର ନ୍ୟାୟ ଦିଅ ସମସ୍ତଙ୍କୁ
@babulgouda5334
@babulgouda5334 8 күн бұрын
We want justice exam TCS conduct karu
@chandrakantabehra20
@chandrakantabehra20 8 күн бұрын
Student power 🎉🎉🎉
@SubhrasikhaAnanditCreati-bt2tx
@SubhrasikhaAnanditCreati-bt2tx 8 күн бұрын
Andolana jordar heu
@YBS55
@YBS55 8 күн бұрын
😢😢osssc ossc oprc. Jo organisations ro secretary mane and bado bado loko achanti..semanonku vigilance ba ED kanhiki ride karunahanti...❤❤
@ranjeetmajhi829
@ranjeetmajhi829 8 күн бұрын
Very good👍👍👍👍
@Tni.1742
@Tni.1742 8 күн бұрын
ମୋହନ ସରକାର ଲୋକଙ୍କ ସରକାର କୁଆଡେ ଗଲେ
@sambitkumarpadhan5742
@sambitkumarpadhan5742 8 күн бұрын
Osssc down down
@SubhrasikhaAnanditCreati-bt2tx
@SubhrasikhaAnanditCreati-bt2tx 8 күн бұрын
Thik katha
@bolinkumarsamal1160
@bolinkumarsamal1160 8 күн бұрын
Highcourt re case kriki stay kridiajau Next transperent hissaab re na kribaa jaen emiti stay kridbaa ktha Jau mne paisa deiki pauchanti g mrei hbe thik hba
@Ashutosh-l7h
@Ashutosh-l7h 8 күн бұрын
Jie dei nahanti se kn karibe
@bolinkumarsamal1160
@bolinkumarsamal1160 8 күн бұрын
@@Ashutosh-l7h kn dei nahanti?
@Ashutosh-l7h
@Ashutosh-l7h 8 күн бұрын
@@bolinkumarsamal1160 paisa
@bolinkumarsamal1160
@bolinkumarsamal1160 8 күн бұрын
@@Ashutosh-l7h Jie Jadi Paisa Na deiki paichanti Smne Au thre exam hle v paibe nija Dum smne kahinki daruchanti 2 3 mass late hba bs real talent ta jna jiba
@adiyogi-2023
@adiyogi-2023 8 күн бұрын
@@bolinkumarsamal1160 Bhai mu 4 yrs hela try karuthili abe kae jote thire select heichhi. Bhala score karibi bali goen ru jae bahare rahili, library re padhili, gariba pila abe re exam hele, mate kia paisa deba j puni prepairation karibi au 6 -12 month wait karibi. Kahiba sahaja kete kasta karibaku pade aama pari gariba pila hi jane
@pareshkumarbehera1483
@pareshkumarbehera1483 8 күн бұрын
Full corruption ❌
@AsishKumar-qw2xu
@AsishKumar-qw2xu 8 күн бұрын
ସରକାର ବଦଳିଲା କିନ୍ତୁ ଦୁର୍ନୀତିରେ କୌଣସି ପରିବର୍ତ୍ତନ ହେଲା ନାହିଁ ଯାହାକୁ ଦେଖିବୁ ଦେଖ୍ ସଳା ସବୁ ମାଗିହା ଏକ୍
@gkfouder7452
@gkfouder7452 8 күн бұрын
Osssc ra samastanku bahishkaar karajauu
@jyotirmayeesahoo3338
@jyotirmayeesahoo3338 8 күн бұрын
Ei osssc r chairman, Secretary ku dharma sahibani emit chua kete kasta pauchanti tanka parisrama r kichhi value nahni ta agare taku govt. Salary antuni j emit corruption chaleichanti ruha tama pila chuanka thi bhi emit haba
@kaberimalik7144
@kaberimalik7144 8 күн бұрын
Please e katha ku cm nka pakhaku niajau
@susantachoudhury2468
@susantachoudhury2468 8 күн бұрын
Yess....
@nareinroy7265
@nareinroy7265 8 күн бұрын
🙏🙏
@maabudhabudhimani2652
@maabudhabudhimani2652 8 күн бұрын
Mohan majhi soithiba ghare
@RajendraMajhi-sm6sp
@RajendraMajhi-sm6sp 8 күн бұрын
Curruption band hele aka odisha ବିକାଶ heba.
@Tni.1742
@Tni.1742 8 күн бұрын
Double engine double corruption
@biswalabhimanyu7615
@biswalabhimanyu7615 8 күн бұрын
Right bhai
@Kunardinesh143
@Kunardinesh143 8 күн бұрын
Cbi investigation darkar
@d.p.k_pupun_
@d.p.k_pupun_ 2 күн бұрын
Now a days ODISHA is full of corporated in every field
@rp-xb3sw
@rp-xb3sw 8 күн бұрын
I feel shamed as I thought if gov will change there could be less corruption but they all are equal...... 😞😞😞
@ankitajena5226
@ankitajena5226 8 күн бұрын
We want offline exam
@truelines537
@truelines537 8 күн бұрын
Inquiry kari sabu dalal au jou pila paisa deichanti dhara huantu CBI ENQUIRY HAU nahale judicial inquiry hau auu RI exam offline hau
@Kaskks326
@Kaskks326 8 күн бұрын
We want to change Ossc osssc chairman and secretaty
@Maa....143
@Maa....143 8 күн бұрын
ଚୋର osssc ଆମ ଭବିଷ୍ୟତ ସହ ଖେଳୁଛି 😢
GTA 5 vs GTA San Andreas Doctors🥼🚑
00:57
Xzit Thamer
Рет қаралды 32 МЛН
The CUTEST flower girl on YouTube (2019-2024)
00:10
Hungry FAM
Рет қаралды 50 МЛН
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 58 МЛН
💩Поу и Поулина ☠️МОЧАТ 😖Хмурых Тварей?!
00:34
Ной Анимация
Рет қаралды 1,3 МЛН
News Fuse: MLA Visits School Without Any Information
11:17
GTA 5 vs GTA San Andreas Doctors🥼🚑
00:57
Xzit Thamer
Рет қаралды 32 МЛН