I Have Never Imagined I will Meet You Like This, Says Complainant at CM's Grievance Cell

  Рет қаралды 853,143

OTV

OTV

Күн бұрын

ଜଣ ଜଣକି ଲୋକ ଆସୁଛନ୍ତି, ନିଜ ଦୁଃଖ କହୁଛନ୍ତି, ଜଣେ ବ୍ୟକ୍ତି ଆବେଗ ଭରା କଣ୍ଠରେ କହିଲେ, ମୁଁ ଭାବି ନ ଥିଲି ଏମିତି ଆସିକି ଭେଟି ପାରିବି ବୋଲି। no on on... never #OTV #BJP #Odisha #MohanMajhi #cmgrievancecell
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 1 100
@gopinathgouda714
@gopinathgouda714 3 ай бұрын
ଯାହା ହେଉ ମୋର ଭୋଟ ମୂଲ୍ୟ ଉଚିତ୍ ଲୋକଙ୍କୁ ଦେଇଛି ଜୟ ଜଗନ୍ନାଥ ❤❤
@jatinkumarnayak123
@jatinkumarnayak123 3 ай бұрын
Thank you bhai
@soudaminiswain7045
@soudaminiswain7045 3 ай бұрын
ame v deichhu
@jadumaninaik7895
@jadumaninaik7895 3 ай бұрын
Mu bi
@lisagagarailifestyle7345
@lisagagarailifestyle7345 3 ай бұрын
Mubi bahut khusi ki mo bhotdeithibar mulya rahila
@RasmiJena-zb1yq
@RasmiJena-zb1yq 3 ай бұрын
Mu bi deichhi bjpku
@jchoudhury274
@jchoudhury274 3 ай бұрын
World no 1 ନବୀନ ବାବୁ ଙ୍କୁ mla ମନ୍ତ୍ରୀ ଭେଟି ପାରୁ ନ ଥିଲେ ଏ ଠି ସାଧାରଣ ଲୋକ ମିଶି ପାରୁଛନ୍ତି ଜୟ ଜଗନ୍ନାଥ
@ChhailbihariSharma-t1x
@ChhailbihariSharma-t1x 3 ай бұрын
Jay Shree Ram
@Unknownman-12
@Unknownman-12 3 ай бұрын
Formality😂
@skmstorywriter6400
@skmstorywriter6400 3 ай бұрын
​@@Unknownman-12ଚେୟାର ଜଗା ମୁଖ୍ୟମନ୍ତ୍ରୀ ଠୁ କିଛି ଭଲ,
@prangyarajput7869
@prangyarajput7869 3 ай бұрын
Jai sriram
@ajayanayak5373
@ajayanayak5373 3 ай бұрын
ହାଣ୍ଡିଆ କମାଲ
@djdhanu5763
@djdhanu5763 3 ай бұрын
ଜନତାଙ୍କ ସହ ମୁଖ୍ୟ ମନ୍ତ୍ରୀଙ୍କ ଏମିତି ସମ୍ପର୍କ ସଦା ବଜାୟ ରହୁ l ଜୟ ଜଗନ୍ନାଥ l
@ChhailbihariSharma-t1x
@ChhailbihariSharma-t1x 3 ай бұрын
Jay Shree Ram
@SukantaRout-xw5dx
@SukantaRout-xw5dx 3 ай бұрын
Nayck film deakhuchu
@anandamohakuda4943
@anandamohakuda4943 3 ай бұрын
Wait nd watch
@jchoudhury274
@jchoudhury274 3 ай бұрын
Pandian 500କୋଟି ଖର୍ଚ୍ଚ କରି ବୁଲୁ ଥିଲା ଭୋଟ bank ପାଇଁ BJD କ୍ରୀତଦାସ ଭଲ କି ଦେଖ ଆମ ଓଡିଆ ମୂଖ୍ୟ ମନ୍ତ୍ରୀ ଜୟ ଜଗନ୍ନାଥ
@ChhailbihariSharma-t1x
@ChhailbihariSharma-t1x 3 ай бұрын
Jay Shree Ram
@sabitaprusty8035
@sabitaprusty8035 3 ай бұрын
ବହୁତ ବଢିଆ, ଲୋକ ମାନେ ଆଶ୍ୱସ୍ତି ହେବେ। ଜୟ ଜଗନ୍ନାଥ।
@SatrughanNayak-qf1rt
@SatrughanNayak-qf1rt 3 ай бұрын
ଦେଖରେ ବିଜେଡ଼ି ର ନେତା ମନ୍ତ୍ରୀ ଚାମ୍ ଚା, ବେଲଚା ସମସ୍ତେ ମୂଖ୍ୟ ମନ୍ତ୍ରୀ କେମିତି ଜନଶୁଣାଣୀ ହେଉଛି,
@superdragonchannel429
@superdragonchannel429 3 ай бұрын
Sabu chore sale luchithibe kuade
@pramitrana7556
@pramitrana7556 3 ай бұрын
Bhai ai ta tanka stap adi basi jau mane ki khande luga pau naha nti semi ti lokamanak katha suna ntu dakhu ba
@enoshdas975
@enoshdas975 3 ай бұрын
Thik katha
@dibakarsethi4802
@dibakarsethi4802 3 ай бұрын
Lutarageng sabu tadipokaibe chara dallo
@dibakarsethi4802
@dibakarsethi4802 3 ай бұрын
Tu modira gandi dhua chakiri mililani tate
@ramaojha1074
@ramaojha1074 3 ай бұрын
ସବୁ ବିଜେଡ଼ି ବିଧାୟକ ମାନେ ଟିକେ ଦେଖିବା ର ଆବଶ୍ୟକ ରହିଛି
@ChhailbihariSharma-t1x
@ChhailbihariSharma-t1x 3 ай бұрын
Jay Shree Ram
@SukantaRout-xw5dx
@SukantaRout-xw5dx 3 ай бұрын
Bhalasea to deakhea
@asishbehera1561
@asishbehera1561 3 ай бұрын
Baala tu deakhea .....Otv BJP channel Jaa chatibu
@gamingbikiyt6480
@gamingbikiyt6480 3 ай бұрын
Tama gandi poduchhi sala chora party ​@@asishbehera1561
@MadanMalick-n9e
@MadanMalick-n9e 3 ай бұрын
Righte.bahi
@saratkumargajendra1001
@saratkumargajendra1001 3 ай бұрын
ନବୀନ ପଟନାୟକ କିଛି ଶିଖ ଏଥିରୁ. ଆପନମାନେ କୁସୀ ତ?
@koilihota6354
@koilihota6354 3 ай бұрын
Wait for time
@heralalduduka800
@heralalduduka800 3 ай бұрын
​@@koilihota6354ok
@heralalduduka800
@heralalduduka800 3 ай бұрын
BJP ta sikhita ta dekhiba kete upaduchhi.
@satyabratadas3635
@satyabratadas3635 3 ай бұрын
Wait kara kete thik kete vul bahariba 😂
@Devraj-ym3lp
@Devraj-ym3lp 3 ай бұрын
Ye sabu mase dimase jae emti dekhei hebe ta pare odisha re jaha hau au bujhibeni
@naraharisagaria6923
@naraharisagaria6923 3 ай бұрын
ବିଜେଡି ବାଲା ଙ୍କୁ ଗାଲରେ ଚାପୁଡ଼ା ମାରିଲା ଭଳି ହେଲା ସେମାନେ ପାଟି ଖୋଲିବେ କେମିତି
@WATCHtMOVIE
@WATCHtMOVIE 3 ай бұрын
ଧନ୍ୟବାଦ ସାର୍
@sunaramtudu617
@sunaramtudu617 3 ай бұрын
Aviyog suniley kiche Kari paribene
@anandamohakuda4943
@anandamohakuda4943 3 ай бұрын
Bekar katha
@samparkvisual4566
@samparkvisual4566 3 ай бұрын
ଯିଏ ଆମ ସହିତ ଭେଟ ହେଲେ କାନ୍ଧରେ ହାତ ପକେଇ ପଚାରନ୍ତି ଆଉ କେମିତି ଅଛ ? ବାପାଙ୍କ ଦେହ କେମିତି ଅଛି? ପିଲା ମାନେ କେମିତି ଅଛନ୍ତି ? ବେପାର ତୁମର ଠିକ୍ ଚାଲିଛି କି ନାହିଁ? ସେ ଲୋକଙ୍କ ଆସ୍ଥାଭାଜନ ହେଇ ପାରିବେ ଏକଥା ଆମକୁ ଜଣା ଥିଲା। ୨୦୦୫ ମସିହାରେ ବିଧାୟକ ପାଣ୍ଠିରେ ଆମ ଗାଁରେ ପ୍ରତି ଘରକୁ ପିଇବା ପାଣି, ଗାଧୁଆ ଘର ସହିତ ଶୌଚାଳୟ ଏବଂ ବିଜୁଳି ବ୍ୟବସ୍ଥା କରେଇଛନ୍ତି। ଗାଁ ରେ ଏଥର କୀର୍ତ୍ତନ ମଣ୍ଡପ କରେଇଛନ୍ତି। ଅନେକ ପିଲାମାନଙ୍କୁ ତାଙ୍କ ରେଫରେନ୍ସରେ ମାଇନ୍ସ ରେ ଚାକିରୀ କରେଇଛନ୍ତି। ଆଦିବାସୀ ମାନଙ୍କୁ ତାଙ୍କର ୩୫ ବର୍ଷର ବିବାଦୀୟ ଜମିର ମାଲିକାନା ଫେରେଇଛନ୍ତି। ତେଣୁ ଆମ ପାଇଁ ମୋହନ ଭାଈ କୌଣସି ଦେବ ଦୂତ ଠାରୁ କମ୍ ନୁହନ୍ତି।
@sangrammuduli8079
@sangrammuduli8079 3 ай бұрын
Good 👍
@pabitranayak4405
@pabitranayak4405 3 ай бұрын
ବିଜେଡି ଵାଲା ଶିଖିବା ଦରକାର
@anandamohakuda4943
@anandamohakuda4943 3 ай бұрын
Kn ta
@priyabratamallik3277
@priyabratamallik3277 3 ай бұрын
Sabu dala janiba darkar
@Katak_Dk
@Katak_Dk 3 ай бұрын
ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ମହୋଦୟ ଏପରି ନିରନ୍ତର ଚାଲୁ ଜୟ ଶ୍ରୀରାମ
@lambudharsanta131
@lambudharsanta131 3 ай бұрын
ମର ଅନୁରୋଧ କି ଆମ ନୂଆ CM sir ଙ୍କୁ ଆମ 30 ଟି ଜିଲାରେ ମଧ୍ୟ ନିଜେ ଯାଇ ଆମ ପରି ଗରୀବ ଲୋକଙ୍କୁ ଦୁଃଖ ଶୁଖ ଭୁଜନ୍ତୁ ଏହା ହିଁ ମୋର ଅନୁରୋଧ
@BiswaDhal-py7xp
@BiswaDhal-py7xp 3 ай бұрын
Tathastu
@jharanagoud2334
@jharanagoud2334 2 ай бұрын
Emiti heba nihati darkar really
@minadas292
@minadas292 3 ай бұрын
ସାଧାରଣ ଲୋକଙ୍କ ହୃଦୟ ସମ୍ରାଟ ଙ୍କୁ କୋଟି ପ୍ରଣାମ
@sudhirbehera344
@sudhirbehera344 3 ай бұрын
ଜୟ ମୋହନ❤ସରକାର❤
@Skmohapatra-fs9gy
@Skmohapatra-fs9gy 3 ай бұрын
ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଭାଇ ସରକାର, ଖାଣ୍ଟି ଓଡ଼ିଆରେ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ଆଗେଇ ଆସିଛନ୍ତି 🙏🙏
@sradhadoremi3604
@sradhadoremi3604 3 ай бұрын
😂😂😂Hau kete dinia photo shoot au video dekhibaku miluchi dekhiba
@Futurefauji3256
@Futurefauji3256 2 ай бұрын
​@@sradhadoremi3604 dekhiba dekhiba tama pandu ta thhu bhala😂
@patirajcomedy5931
@patirajcomedy5931 3 ай бұрын
BJD ରାଜ ନିତୀ ଶିଖୁ
@Babul-t9b
@Babul-t9b 3 ай бұрын
Kn camera ru
@Kalandicharansahoo-pz6gj
@Kalandicharansahoo-pz6gj 3 ай бұрын
Right friend ji
@citizenrayagada2037
@citizenrayagada2037 3 ай бұрын
​@@Babul-t9b Abe murkha camera sabu jagare
@abanipradhan
@abanipradhan 3 ай бұрын
ନବୀନ ମୋ,,,,,,,,,,,, ମନ୍ତ୍ରୀ ଥିଲା ❤❤❤❤❤,,,bjd ବାଲା ଦେଖ no1 ମନ୍ତ୍ରୀ କାହାକୁ କୁହନ୍ତି,,,,
@ChhailbihariSharma-t1x
@ChhailbihariSharma-t1x 3 ай бұрын
Jay Shree Krishna
@ankitapradhan8026
@ankitapradhan8026 3 ай бұрын
Only bjd okkkkk
@numerologistsannjoy5996
@numerologistsannjoy5996 3 ай бұрын
ଆଜି ପଯ୍ୟନ୍ତ ବିଗତ 25 ବର୍ଷ ଭିତରେ ଏମିତି କେବେ ଦେଖିବାକୁ ମିଳି ନ ଥିଲା. କାରଣ ବିଗତ 25 ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ କେବେ କାହାରି ସାଙ୍ଗରେ ଦେଖା କରି ନାହାନ୍ତି. ଯାହେଉ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ଥାଉ 🙏🙏🙏
@musicon5982
@musicon5982 3 ай бұрын
୨୫ ନୁହ ସାର୍ ଏମିତି ଦୃଶ୍ୟ ୫୦ ବର୍ଷ ରୁ ବି ହେଇ ନଥିଲା ମୋର୍ ଜାଣିବାରେ ।ଏଟା ପ୍ରଥମ ଯେ ଓଡ଼ିଶାରେ CM ସିଧା ସଳଖ ସାଧାରଣ ଲୋକଙ୍କ କଥା ଶୁଣୁଛନ୍ତି।
@silpibrajendrarout5921
@silpibrajendrarout5921 3 ай бұрын
ସବୁ ବିଧାୟକ ମାନେ ଗାଁକୁ ଯାଇ ଦୁଃଖ ବୁଝନ୍ତୁ । ଭଲ ହେବ।
@golamunda4081
@golamunda4081 3 ай бұрын
ଲୋକଙ୍କ ସରକାର 👌👌
@pabitranayak4405
@pabitranayak4405 3 ай бұрын
ବହୁତ ସୁନ୍ଦର
@JogeswarKarna
@JogeswarKarna 3 ай бұрын
ସମସ୍ତ ସାଧାରଣା ଲୋକଙ୍କ କଥା ସୁଣୁଛନ୍ତି ସାର ଧନ୍ୟାବାଦ 🎉🎉🎉 ମୁଖ୍ୟମନ୍ତି ହେବତ ଏମିତି 💯👍👍👍🙏🙏🙏 ଜା ଜୟ ଜଗନ୍ନାଥ
@jagannathmuduli7209
@jagannathmuduli7209 3 ай бұрын
ବହୁତ୍ ଦିନର ଆଶା ପୂରଣ ହେଲା
@chandrabhanunaik9525
@chandrabhanunaik9525 3 ай бұрын
Superb Initiative CM Sir, My eyes not belive same as real story of Nayak Movie❤Thousand Salute You Sir n Team.
@SatyamebaJayate-ml8qx
@SatyamebaJayate-ml8qx 3 ай бұрын
ଯଦି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ର ଏଭଳି ଅଭିମୁଖ୍ୟ ସର୍ବକାଳ ପାଇଁ ରହେ ଭୋଟର ଭାଇ ମାନଙ୍କର ଶ୍ରମ ସାର୍ଥକ ହେଲା ବୋଲି ଜଣା ପଡିବ... ଓଡ଼ିଶାରେ ଏକ ନୂଆ ସୂର୍ଯ୍ୟ ଓ ସକାଳ ର ଶୁଭାରମ୍ଭ ହେଲା ବୋଧ ହେବ
@mmnewsodia
@mmnewsodia 3 ай бұрын
😄😄
@Aakamaabadi
@Aakamaabadi 3 ай бұрын
୧- ନୁଆ ସରକାରଙ୍କ ର ଏଇ ବୃକ୍ଷ ରୋପଣ ପ୍ରୟାସ ଟି ବାସ୍ତବରେ ପ୍ରଶନଶନିୟ। ଆଗକୁ ଆସୁଛି ଧାରା ଶ୍ରାବଣ ପ୍ରତ୍ୟେକ କାଉଡ଼ିଆ ଭକ୍ତ ଗୋଟିଏ ଗୋଟିଏ ଗଛ ଭବିଷ୍ୟତ ପାଇଁ ମଂଗଳ ଭାବନା ରଖି ସୁରକ୍ଷିତ ସ୍ଥାନରେ ଲଗାନ୍ତୁ।ମୋ ମତରେ ଗୋଟିଏ ବୃକ୍ଷ ଲଗାଇବା ଗୋଟିଏ ମନ୍ଦିର ତୋଳିବା ସଙ୍ଗେ ସମାନ ହୋଇଥାଏ । ୨- ଆମ ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ କରିବି ଆପଣ ଯେଉଁ ଅଭିଯୋଗ ପ୍ରକୋଷ୍ଠ ସାଧାରଣ ଜନତାଙ୍କ ପାଇଁ ଖୋଲିଛନ୍ତି ମୋ ମତରେ ଏଥିରେ ପ୍ରକୃତ ଜଣେ ସାଧାରଣ ଜନତା ଉପକୃତ ହୋଇପାରିବେ ନାହଁ।କାରଣ ଏମିତି ବି ଲୋକ ଏବେ ବି ଅଛନ୍ତି କଟକ ଦେଖିନାହାନ୍ତି। ବିଚାର କରନ୍ତୁ ଜଣେ ମାଲକାନଗିରି ରୁ ବୁଢି ମାଉସୀ ଟିଏ ଏଠିକି ଆସିପାରିବ କି ?।ଯିବା ଆସିବା ଖର୍ଚ୍ଚ ସହିତ ଖାଇବା ଖର୍ଚ୍ଚ ତାକୁ କିଏ ଦେବ ? କେବଳ ଜଣେ ବୁଢୀ ମାଉସୀ ନୁହେଁ କି ବୁଢା ମଉସା ନୁହେଁ ଅନେକ ଶାରୀରିକ ଯନ୍ତ୍ରଣା ରେ ରହୁଥିବା ବା ଶାରୀରିକ ବିକଳାଙ୍ଗ ଲୋକ ଏଥିରୁ ନିଶ୍ଚୟ ବଞ୍ଚିତ ହେବେ। ଯଦି ଗୋଟିଏ school ରେ Head Master/ Head mistress ସବୁ ଛାତ୍ର ଛାତ୍ରୀ ମାନଙ୍କ ର ପରୀକ୍ଷା ଖାତା ନିଜେ ଦେଖିବେ ତେବେ ଅନ୍ୟ ଶିକ୍ଷକ ମାନେ କରିବେ କ'ଣ ? ଯଦି ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଳା ଏବଂ ସମୟାନୁବତ୍ତୀତା ସହିତ କିଏ କୋଉ ପାଠ ପଢ଼ାଇବା ପାଇଁ ଯୋଗ୍ୟ ସେହି ଆଧାରରେ ଚୟନ କରାଯାଏ ତେବେ ଏହା ସୁନିଶ୍ଚିତ ସେ ବିଦ୍ୟାଳୟ ର ସୁନାମ ହଁ ସୁନାମ ହେବ । ତଳ ପାହାଚ ଯଦି ଏତେ ଦୁର୍ବଳ ଆଉ ଭଗ୍ନ ତେବେ ଜଣେ ଉପର ପାହାଚ କୁ କେମିତି ଯିବ। ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ଧ୍ୟାନ ଦେବେ। ୩- ୧୯୬୫ ରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୋଟିଏ ମହାନ ସ୍ଲୋଗାନ ଦେଇ ଥିଲେ ତାହା ହେଲା ଜୟ ଜବାନ ଜୟ କିଶାନ କିନ୍ତୁ ସତରେ ବନ୍ଧୁ ମାନେ ଟିକେ ହୃଦୟକୁ ପଚାରନ୍ତୁ ପ୍ରକୃତରେ କଣ ଚାଷୀ ଭାଇ ଭଉଣୀକୁ ଆଜି ସମ୍ମାନ ମିଳୁଛି।ଯବାନ ଦେଶ ପାଇଁ ସହିଦ୍ ପରେ Guard of honour ଦିଆ ଯାଉଛି ହେଲେ ଚାଷୀ ଏଠି ଆତ୍ମହତ୍ୟା କରୁଛି। ଜଣେ ପୁଅ ଏଠି ଘରକୁ ସୁରକ୍ଷା ଦେଉଛି ଆଉ ଜଣେ ପୁଅ ମଧ୍ୟ ଘରର ସମସ୍ତ ସଦସ୍ୟଙ୍କୁ ଗଣ୍ଡେ ପେଟକୁ ଖାଇବାକୁ ଦେଉଛି।ଏଥିରୁ କୋଉ ପୁଅ କୁ ଅଯୋଗ୍ୟ କହିବେ। ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ କାଇଁ କିନା ତା ବିନା ଚାଲିବାବି ମୁସ୍କିଲ ହେଇଯିବ। ଚାଷୀ ନିଜର ବାହାଘର ହେଉ କିମ୍ବା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ଅଣଦେଖା ହୋଇଥାଏ । ତେଣୁ ଚାଷୀ ଟିର ଦେହାନ୍ତ ପରେ ତାକୁ ମଧ୍ୟ Guard of Honour ଦିଆଯାଉ। ଚାଷୀଙ୍କୁ ଉଚିତ ସମ୍ମାନ ଦିଆଯାଉ। ସରକାରୀ ବାବୁମାନେ ବହୁତ ଦରମା ପାଉଛନ୍ତି। ଟିକେ ସେତିକି ତାଂକୁ ଚାହିଁ ଚାଷୀ କୁ ଟିକେ ଅନାନ୍ତୁ।
@ChhailbihariSharma-t1x
@ChhailbihariSharma-t1x 3 ай бұрын
Jay Shree Ram
@Aakamaabadi
@Aakamaabadi 3 ай бұрын
​@@ChhailbihariSharma-t1xଜୟ ଶ୍ରୀ ରାମ। ଜୟ ଜବାନ ଜୟ କିଶାନ୍
@gojendramuduli8990
@gojendramuduli8990 3 ай бұрын
Right 👍 Bhai
@narayanpanda4011
@narayanpanda4011 3 ай бұрын
ଯେଉ ମାନେ ନବୀନ ବାବୁ କ ପାଇଁ କାନ୍ଦିଥିଲେ ସେମାନେ ଟିକେ ଆଖି ଖୋଲି ଦେଖନ୍ତୁ,
@SibaReddy-t8f
@SibaReddy-t8f 3 ай бұрын
କାମକରି ଦେଖାଇଲେ ହେବ
@GangaDhar-ln4qi
@GangaDhar-ln4qi 3 ай бұрын
AAU KO Kama be
@GangaDhar-ln4qi
@GangaDhar-ln4qi 3 ай бұрын
Jai kana mistri palatibe😂😂😂😂
@SibaReddy-t8f
@SibaReddy-t8f 3 ай бұрын
@@GangaDhar-ln4qi ଯେଉଁ ମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ର କାମ ହେଉ ରେ ବିଆଛୋଡିର ପୁଅ ଶୁଣିଲେ ହେବନି ମୋର ମଧ୍ୟ ଅଭିଯୋଗ ଅଛି କହିବାର ମୁଁ ମଧ୍ୟ ଯିବି
@sagarnayak1601
@sagarnayak1601 3 ай бұрын
ମୋ ଭୋଟ ଉଚିତ୍ ପ୍ରାଥି ଙ୍କୁ ଦେଇ ମୁଁ ଗର୍ବିତ 🙏l
@narenkumar1432
@narenkumar1432 3 ай бұрын
ମୁଁ ବି ଯିବି ଆମ ୟାଡେ ଇଲେକ୍ଟ୍ରି କାହିଁକି ବାରମ୍ବାର କଟୁଛି, ନିର୍ବାଚନ ଫଳାଫଳ ପରଠାରୁ
@BuntyKumarBiswal
@BuntyKumarBiswal 3 ай бұрын
Same problem
@hemantkumarsahoo9654
@hemantkumarsahoo9654 3 ай бұрын
ଜୟ ଶ୍ରୀଜଗନ୍ନାଥ 🙏❤️
@binodbeharidas5801
@binodbeharidas5801 3 ай бұрын
Unique and admirable action We salute your good attempt.... Proud of you sir
@AlivaSahu-h6n
@AlivaSahu-h6n 3 ай бұрын
Bhgwan karantu emiti se samadhan karantu.... Nayak movie bhaliya lagila sir... thank so much sir
@Bibhutibhusanrout-bc4zy
@Bibhutibhusanrout-bc4zy 3 ай бұрын
ଏସବୁଠିକ୍🎉କାମହେବତ❤ ଜୟଜଗନାଥଜୟ ❤❤🎉
@Subhi19
@Subhi19 3 ай бұрын
Aneiki basitha sabu heijiba
@akshayakumarnath7752
@akshayakumarnath7752 3 ай бұрын
Salute to our honourable chief Minister,who proved himself as people's chief minister.Jagannath bless this govt.for solution of problems....Joy Jagannath.
@prasantmohanty4880
@prasantmohanty4880 3 ай бұрын
ଦେଖାର ଗେଣ୍ଡା ଦଳ ଆଉ କେତେ ବକ ବକ ହବ 😄
@azubizu2534
@azubizu2534 3 ай бұрын
ଗାଲୁଆ ପୋଲିସ ବିଭାଗ ଅଭିଯୋଗ ରଖୁନଥିଲା,,, ଏବେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁଛନ୍ତି 🌹🌹🌹🌹🌹🌹🌹🌹🌹🌹
@Sikhyabharati
@Sikhyabharati 3 ай бұрын
ନବୀନ ହେ ନବୀନ ଦେଖ ଆମ ମୋହନ ଜନତାଙ୍କ ଦୁଃଖ ଶୁଣି କରେ ପୁଣି ସମାଧାନ। ବିଜୁବାବୁ ନାମ ନେଇ ତୁମେ ଗଲ ଆଗେଇ ପାଣ୍ଡୁକୁ ପାୱାର ଦେଇ ଦେଲ କେତେ କନ୍ଦେଇ ଏତେ ଦିନପରେ ଲାଗେ ଧନ୍ୟହେଲା ଜୀବନ ଶୁଣିଲେ ଦୁଃଖି ଗୁହାରି ଆମ ପ୍ରିୟ ମୋହନ ଭଲଭାବେ ଆଖିଖୋଲି ଦେଖ ଟିକେ ନବୀନ 🙏 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ପ୍ରୟାସକୁ ଅନ୍ତରରୁ ପଣାମ ❤️🙏❤️
@narenbhoibhoi-kl5pl
@narenbhoibhoi-kl5pl 3 ай бұрын
Very very nice sir..
@chakradharmahanta6131
@chakradharmahanta6131 3 ай бұрын
ବିଜେଡି ବାଲା କୁକୁର ମାନେ କିଛି ଶିଖ
@heralalduduka800
@heralalduduka800 3 ай бұрын
Mai kukura mane sikha .
@babunamallick5594
@babunamallick5594 3 ай бұрын
ସାର୍ ଆପଣ ଅଭିଯୋଗ ଶୁଣାଣୀ କରୁଛନ୍ତି ବୋହୁତ୍ ଭଲ କଥା, କିନ୍ତୁ ନିର୍ବାଚନ ବେଳେ ଆପଣଙ୍କ ନେତା ମାନେ ଲୋକଙ୍କୁ, 300 ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାଗଣା ବିଜୁଳି କେବେ ମିଳିବ
@basudevmallick598
@basudevmallick598 3 ай бұрын
Tamara tike sunibare asubudha heuchi bodhe, karana samaste sunichanti solar lageile 300 unit Chad au balaka bijuliku biki tank incom kariba pai, kahinathile je semitire 300 unit chad pai
@babunamallick5594
@babunamallick5594 3 ай бұрын
@@basudevmallick598 ଭାଇ ନିର୍ବାଚନ ବେଳେ ଧର୍ମେନ୍ଦ୍ର ପ୍ରଧାନ କଣ କହିଥିଲେ ଆପଣ ବୋଧେ ଠିକ୍ ରେ ଶୁଣିନାହାନ୍ତି ସେ ପୁରୁଣା ଭିଡିଓ ଟା ଟିକେ ଦେଖି ନିଅନ୍ତୁ
@musicon5982
@musicon5982 3 ай бұрын
ମାଗଣା ଖାଇ କରି ୨୪ ବର୍ଷ ରେ ଆମକୁ ଦାଦନ ଯିବାକୁ ହେଲା।ଆମେ କେବେ ଆତ୍ମନିର୍ଭର ହେବା?
@babunamallick5594
@babunamallick5594 3 ай бұрын
@@musicon5982 କୋଉ ଶଳା ମାଗଣା ଦେଇଛି ମୋଦୀ ଦେଇଛି ନା ନବୀନ ପଟ୍ଟନାୟକ ଦେଉଥିଲେ ନା ଏବେ ମୋହନ ମାଝି ଦେବେ, ଆମେ ବେଭହାର କରୁଥିବା ପ୍ରତ୍ୟେକ ସାମଗ୍ରୀ ରେ ଟ୍ୟାକ୍ସ ନେଉଛନ୍ତି, ଏବଂ ଆମ ରୋଜଗାର ରୁ ମଧ୍ୟ ଟ୍ୟାକ୍ସ ନେଇଛନ୍ତି, ସେଇ ଟଙ୍କା ରେ ଆମକୁ ଦେଇଛନ୍ତି, ତା ଛଡା, ନିର୍ବାଚନ ବେଳେ ବଡ଼ ବଡ଼ କଥା କହୁଥିଲେ ଏବେ କାଇଁ ଗାଁ ... ଫାଟୁଛି
@bbsgundua1662
@bbsgundua1662 2 ай бұрын
ତମେ ଶଳା BJD ବାଲା ହାରିବାର ହଜମ କରି ପାରୁନ
@pravatsahoo5971
@pravatsahoo5971 3 ай бұрын
ବହୁତ ଭଲ କଥା
@lipsa5949
@lipsa5949 3 ай бұрын
ଜନତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏମିତି ସମ୍ପର୍କ ସଦା ବଜାୟ ରହୁ 🙏🏻❤️ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻❤️❤️❤️❤️
@ranjankumarmohanta2003
@ranjankumarmohanta2003 3 ай бұрын
ନବୀନ ପଟ୍ଟନାୟକ ମଲା ବେଳେ ହେଲେ ମଧ୍ୟ ଏ ଦୃଶ୍ୟ କୁ ଦେଖି ଶେଷ ନିଶ୍ୱାସ ତ୍ୟାଗ କରନ୍ତୁ ....
@Dillip5331
@Dillip5331 3 ай бұрын
Thanks Bro ❤
@ranjankumarmohanta2003
@ranjankumarmohanta2003 3 ай бұрын
@@Dillip5331 🥰🥰❤️
@RabindrachandraSahu
@RabindrachandraSahu 3 ай бұрын
ରାଜନେତା ମାନେ ହୃଦୟଙ୍ଗମ କରନ୍ତୁ POWER ଜନସାଧାରଣଙ୍କ ହାତରେ , ଲୋକମାନଙ୍କର ପ୍ରିୟଭାଜନ ହୁଅନ୍ତୁ , ମାନ୍ୟବର Mohan sir 👍👍👍🙏🙏🙏...
@BaleyaHembram-wr1me
@BaleyaHembram-wr1me 3 ай бұрын
Thank u Majhi sir
@Binodkumarpanigrahi2187
@Binodkumarpanigrahi2187 3 ай бұрын
Arbind kejriwal ବି ଏମିତି ଅଭିଯୋଗ ଶୁଣୁଥିଲେ, ତୁମେ କେତେଦିନ ଶୁଣିବ ବାକି ରହିଲା
@ashoksarangi228
@ashoksarangi228 3 ай бұрын
GOD Bless CM for Direct contact with people problem
@bireswarbishi7980
@bireswarbishi7980 3 ай бұрын
ଏଭଲି ସରକାର କୁ ଯିଏ ଭୋଟ ନଦେଇ ସେହି 🐌 ଗେଣ୍ଡା ଦଳକୁ ଭୋଟ ଦେଇଛି ପାଞ୍ଚ ବର୍ଷ ଭାଲି ମରିବ କାହିଁକି ମୁ ମୋ ମୂଲ୍ୟବାନ ଭୋଟ ଏଭଲି ସରକାର କୁ ଦେଲିନି। ଆଉ ଥରେ ଓଡ଼ିଶାରେ ସରକାର ତିଆରି ପାଇଁ ସୁଯୋଗ ପାଇଁ ପାରନି ମୋହନ ସରକାର ଆପଣଙ୍କର ମତ କ'ଣ ମୁଁ ମୋ ପରିବାର ଏକ ତରଫା ଡବଲ୍ ଇଂଜିନି ସରକାର ଗଠନ।
@Tina-o7j
@Tina-o7j 3 ай бұрын
This type of cm odissa cityzen searching last 24 years.we win we get this type of cm best cm mohan majhi jai jaganath
@chaturanandamarndi2115
@chaturanandamarndi2115 3 ай бұрын
ଅଭିଯୋଗ ଶୁଣିଲେ ଭଲ କଥା ତାହା କେତେ ଦୂର କାର୍ଯ ହେଉଛି ତାହା ଦେଖିବାର ବାକି ରହିଲା
@adarshmedia7579
@adarshmedia7579 3 ай бұрын
ଚଷମା ଗୋଟେ କିଣି କି ରଖ ଭାଇ ଦେଖିବା ପାଇଁ
@R.K.3DHOMEDESIGN
@R.K.3DHOMEDESIGN 3 ай бұрын
କିଛି ଶିଖ ରେ ଗେଣ୍ଡଳୀୟ ଦଳ
@ranjitcreat4494
@ranjitcreat4494 3 ай бұрын
BEST CHIEF MINISTER OF OUR ODISHA, NAYAK FILIM ଭଳିଆ ଲାଗୁଚି
@gitanjalimishra1049
@gitanjalimishra1049 3 ай бұрын
Thankyou my cm God blessyou
@ajayanayak5373
@ajayanayak5373 3 ай бұрын
ଆରେ time pass କରୁଛନ୍ତି। ଅଭିଯୋଗ ଶୁଣୁ ଶୁଣୁ 5 ବର୍ଷ କଟି ଯିବ। ସମାଧାନ କରିବେ ଆର 5 ବର୍ଷକୁ ସରକାରଙ୍କୁ ଆସିଲେ।bjd ଆସିଥିଲେ ଆଜି ଠୁ ଲାଇଟ୍ ବିଲ୍ ଛାଡ଼ ହେଇଥାନ୍ତା।bjp ର କେବେହେବ।
@dusmantapatra8929
@dusmantapatra8929 3 ай бұрын
Sala magana khia
@nilanchalabisoyi7059
@nilanchalabisoyi7059 3 ай бұрын
Thank you our new chief minister
@rasmitabag123
@rasmitabag123 2 ай бұрын
Sir ମୋର ଅନୁରୋଧ ଆପଣ ଯେତେ ଜଲଦି ହେଉଛି ଝାରସୁଗୁଡା ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲା ରେ ତୁରନ୍ତ ଦେଶୀ ମଦ ବିଦେଶୀ ମଦ ଏବଂ ହାଣ୍ଡିଆ ବିକ୍ରି କୁ ବନ୍ଦ୍ କର please sir ଏଇ ନିଶା ପାଇଁ କେତେ ଜୀବନ ଯାଉଛି କେତେ ଦୁର୍ଘଟନା ହେଉଛି କେତେ ଖୁସିର ସଂସାର ଭାଙ୍ଗି ଯାଉଛି ଝିଅ ବହୁ ମାନେ ସବୁ ସମୟରେ ଦୁଃଖ ରେ ରହୁଛନ୍ତି ଏଇ ହାଣ୍ଡିଆ ଟା ବହୁତ୍ ନିଶା ଜିନିଷ ଅଟେ ଏହାକୁ ତୁରନ୍ତ ବନ୍ଦ୍ କରାଯାଉ please sir
@YajnaseneeRout
@YajnaseneeRout 3 ай бұрын
Thank U Mohan Sir 🙏
@harekrushnapagal1405
@harekrushnapagal1405 2 ай бұрын
25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା 25 ବର୍ଷ ହେଲା ଆମ ଓଡ଼ିଶା କୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଓଡ଼ିଶା ରେ ସବୁ କ୍ଷେତ୍ରରେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହେଲା ସେ ତ ଅସୁର ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ସଵୁ ଗେ।ଟିଏ ନାଉରମଞ୍ଜି ଥୀଲେ ଦୃନିତି ଖୁର ଥୀଲେ ଓଡ଼ିଶା ଵାଶି ଙ୍କ କଥା ଵୁଝି ଵେ କଣ , କିନ୍ତୁ ଭାରତ ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଓଡ଼ିଶା ରେ ଧର୍ମ ବୀର ପୁଅ ମେ।ହନ ସରକାର ଆସିଛନ୍ତି ସାରା ଓଡ଼ିଶା ଵାଶି ଙ୍କୁ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖୀଵେ, ଏଵଂ ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା 25 ବର୍ଷ ହେଲା ଓଡ଼ିଶା ରେ ସବୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହେଲା ସଵୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ଅସୁର କୈରବ ଘମଣ୍ଡିଆ ପାଖଣ୍ଡ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ମାନଙ୍କୁ ତୁରନ୍ତ ଗିରଫ କରି କଠର ରୁ କଠର ଦଣ୍ଡ ଦେଵେ 25 ବର୍ଷ ହେଲା ଓଡ଼ିଶା କୁ ଓଡ଼ିଶା ଵାଶି ଙ୍କ ଗାଣ୍ଡି ମାରି ଥୀବା ସଵୁ କଳା ଟଙ୍କା ତାହାର 100,ଗୁଣ କରି ଫେରେଈଵେ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଆମ ଓଡ଼ିଶା କୁ ସୁନା ର ଓଡ଼ିଶା କରିଦେଵେ ମେ।ହନ ଵାଵୁ ସେଥିପାଇଁ ସାରା ଓଡ଼ିଶା ଵାଶି ଜିଵନ ଥିବା ଯାଏ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ସହିତ ସଵୁଵେଳେ ନିଶ୍ବାର୍ଥ ପରଭାବରେ ରହିଥୀଲେ ରହିଛନ୍ତି ଆଗକୁ ଜୀବନ ଥୀଵା ଯାଏ ରହିବା ❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଜୟ ଓଡ଼ିଶା ଵାଶି ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ❤❤❤❤❤❤❤❤❤
@Feelreaction9.9
@Feelreaction9.9 3 ай бұрын
ପୂର୍ବରୁ ସାଧାରଣ ଜନତା ମୂକ୍ଷମନ୍ତ୍ରୀ ଙ୍କୁ ଭେଟିବା ର ସ୍ଵପ୍ନ କଥା ଥିଲା ତାଙ୍କ ନେତା ସରପଞ୍ଚ , ସଦସ୍ୟ , ମନ୍ତ୍ରୀ ମାନେ ଭି ଭେଟି ପାରୁ ନ ଥିଲେ, ସମସ୍ତେ ପାଣ୍ଡୁ ର ପାଦ ଚାଟି ଚାଟି ଭୁବନେଶ୍ଵର ରୁ ଫେରୁଥିଲେ 😂😂 No 1 CM ସଧାରଣ ଜନତା ଙ୍କ ଦୁଃଖ ଶୁଣିବା ପାଇଁ, ଜୟ ଜଗନ୍ନାଥ, ଜୟ ନୂଆ ଓଡିଶା ,, ଜୟ ଓଡିଆ ପୁଅ
@koilihota6354
@koilihota6354 3 ай бұрын
Cm cyber crime
@koilihota6354
@koilihota6354 3 ай бұрын
Nothing to be reply
@koilihota6354
@koilihota6354 3 ай бұрын
Naveen sir no1
@harekrushnapagal1405
@harekrushnapagal1405 2 ай бұрын
❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ❤ ❤ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ର ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ଜୟ ଜଗନ୍ନାଥ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଓଡ଼ିଶା ରେ 2024 ରେ ନୂତନ ଧର୍ମର ମୁଖ୍ୟମନ୍ତ୍ରୀ ମେ।ହନ ଭାଈ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ❤❤❤❤❤❤❤❤❤
@Chittaranjan.143
@Chittaranjan.143 3 ай бұрын
Very good sir
@brajakishorepadhi4022
@brajakishorepadhi4022 3 ай бұрын
ଦେଖ୍ ବେ ନବୀନ ବୁଢା। ସାଆନ୍ତ ଗିରି ଦେଖେଉ ଥିଲୁ।
@jagannathpatnaik8409
@jagannathpatnaik8409 3 ай бұрын
ଲାଗୁଛି ପୂର୍ବରୁ ଏମାନଙ୍କ ଅଭିଯୋଗ ନଥିଲା ଆଉ ମୂଖ୍ୟମନ୍ତ୍ରୀ କୁ ଦେଖିବେ କ'ଣ।
@thehardworker4471
@thehardworker4471 3 ай бұрын
BJD Au asibani bhai AMA BJP ku palei asa😂
@duryodhansahu976
@duryodhansahu976 3 ай бұрын
Only bjp
@BishakhaCreation
@BishakhaCreation 3 ай бұрын
Pattnaik Bansa ra loka Emiti hin kahibe😂😂, Semananku ebe tike ହାଲ୍କା ଜଳାପୋଡା ହେବ Au
@priya-bc9uy
@priya-bc9uy 3 ай бұрын
ମୋର ମୁଖ୍ୟମନ୍ତ୍ରୀ ଙ୍କୁ ଗୋଟିଏ ଅନୁରୋଧ ଆଗ ମଦ ବନ୍ଦ କରନ୍ତୁ ଓଡିଶାରୁ ନବୀନ ବବୁତ ବନ୍ଦ କରି ପାରିଲେନି ଆଶା ଅଛି ନୂଆ ସରକାର ଆମ କଥା ରଖିବେ
@damalsuman9549
@damalsuman9549 3 ай бұрын
Great sir
@saritamaharana4151
@saritamaharana4151 2 ай бұрын
ବି.ଜେ.ପି ଏମିତି ସବୁବେଳେ କାମ କରୁଥାନ୍ତୁ । ବି.ଜେ.ପି ର ଜୟ ହେଉ
@mrrao5320
@mrrao5320 3 ай бұрын
BJP JINDABAD
@santoshkumarmishra7514
@santoshkumarmishra7514 3 ай бұрын
ମୂଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ! ନିଶ୍ଚୟ ଲୋକଙ୍କୁ ସୁଫଳ ମିଳିବ...... ଅନେକ ସାଧାରଣ ଜନତା ଉପକୃତ ହେବେ..... ଉତ୍ତମ ପଦକ୍ଷେପ..... 🙏
@saraswatisahoo5171
@saraswatisahoo5171 3 ай бұрын
ଏତେ ଟେକି ହେଉଚ ଯେ ଏଭାବ ସବୁ ବେଳେ ରହିଲେ ହେଲା
@papun6380
@papun6380 3 ай бұрын
ଦେଖରେ ବିଜେଡି chaamchaa jalileeni
@Publicsmaster
@Publicsmaster 3 ай бұрын
MLA ଆଉ MP ମାନେ କରନ୍ତୁ ନିଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନ ଥାଏ ଦୟାକରି ଏହି ଉକ୍ତି ଟି ମନେ ରଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମାସକୁ ଥରେ କରନ୍ତୁ
@KingSibuliMurmu-os5gb
@KingSibuliMurmu-os5gb 3 ай бұрын
ନଵୀନ ପାଖରେ ଜମା ସମୟ ନ ଥିଲା କିନ୍ତୁ ଆଦିବାସୀ ମୋହନ ପାଖରେ ସମୟ ଅଛି
@manojkumarlenka2288
@manojkumarlenka2288 3 ай бұрын
ଯେତେ ପ୍ରଶଂସା କଲେ କମ ହେବ. ଧନ୍ୟବାଦ ମାଝୀ ସାର.
@MaheswarDehury-nk7ei
@MaheswarDehury-nk7ei 3 ай бұрын
ଯାହା ହେଉ ମୋ ପରିବାର ର ଭୋଟ ଟି ଉଚିତ ଲୋକକୁ ଦେଇ ଥିବାରୁ ମୁଁ ବହୁତ ଖୁସି
@TravelWithRamaSinku-pp9yj
@TravelWithRamaSinku-pp9yj 3 ай бұрын
ମାନନୀୟ ମୁଖ୍ୟ ମନ୍ତ୍ରୀ ମହୋଦୟ ଆମ୍ ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦାମ ପାହାଡ଼ ଖଣି ଅଞ୍ଚଳର ସାଧାରଣ ଜନତାଙ୍କ ରୋଜଗାର ବିଷୟରେ ଟିକେ ବିଚାର କରିବାକୁ ଅନୁରୋଧ।
@SukantaBarik-hk4lp
@SukantaBarik-hk4lp 3 ай бұрын
Kebala OTV ku hi permission miliba
@nilachalmishra6618
@nilachalmishra6618 3 ай бұрын
Nice step. Congratulations
@kapilasmahakur8371
@kapilasmahakur8371 3 ай бұрын
ଠିକ୍, ବିରି କୁ ମାଡ଼ କଲେ କୋଳଥ, ଆପେ ଚେପା ହବ 👍 good decision by our CM😊
@satyanandasahu335
@satyanandasahu335 3 ай бұрын
ଜୟ ଶ୍ରୀ ରାମ
@nirakarmohanty
@nirakarmohanty 3 ай бұрын
ଆପଣଙ୍କ MLA , MP ଏବଂ ସରକାର କର୍ମ ଚାରୀଙ୍କୁ ଏପରି କରିବାଙ୍କୁ କୁହନ୍ତୁ ନହେଲେ କାର୍ଯ୍ୟ ସରିବନି ।
@NiranjanDhal-l5v
@NiranjanDhal-l5v 3 ай бұрын
Great work well odisha ♥️🙏
@bulumuduli7899
@bulumuduli7899 3 ай бұрын
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କଲେ ଲୋକେ ସ୍ୱଳ୍ପ ସମୟ ଓ ସ୍ୱଳ୍ପ ଖର୍ଚ୍ଚ ରେ ନିଜର ଅଭିଯୋଗ ଜଣାଇ ପାରିବେ। ଏହା ମୋର ବ୍ୟକ୍ତିଗଭାବେ ଅନୁରୋଧ
@gojendramuduli8990
@gojendramuduli8990 3 ай бұрын
Right 👍 Bhai
@Bikram_Keshari
@Bikram_Keshari 3 ай бұрын
Swagat jogya pada khyapa❤
@GobindaSahoo-vl9ju
@GobindaSahoo-vl9ju 3 ай бұрын
5years ଚାଲିବା ଦରକାର ଏମିତି ଅଭିଯୋଗ ଶୁଣାଣୀ 🎉🎉
@kamalakantakabi4428
@kamalakantakabi4428 3 ай бұрын
No 1 CM
@PrasannaPattnayak
@PrasannaPattnayak 3 ай бұрын
Joy Sri Sitaram Sankatmochan Joy Sri Hanuman Like hindi movie NAYAK
@DushmantaPatra-d5h
@DushmantaPatra-d5h 3 ай бұрын
Jay ho mohan babu 1:02
@sorenbabu6743
@sorenbabu6743 3 ай бұрын
ମୁଖ୍ୟମନ୍ତ୍ରୀ ହେବ ତ ମୋହନ ବାବୁ ପରି. ଜୟ ଜୋହାର 🙏❤🌹
@raghumaninayak9593
@raghumaninayak9593 3 ай бұрын
ମୁଖ୍ୟମନ୍ତ୍ରୀ ହେବ ତ ଏମିତି...
@praphullasial729
@praphullasial729 3 ай бұрын
ଠ ଟିଭି ଚ୍ୟାନେଲ। ଲୋକ। ଦେଖାଉନାହାନ୍ତି କାରଣ ସବୁବେଳେ ବିଜେପ,,,,,,,,,,,ଦୁନୀଆରେ ବହୁତ ଘଓଟଆଲ ଅଛି ତମ ଚେନାଲ ଦେଖାଉନାହାନ୍ତି
@laxmidhardalei2088
@laxmidhardalei2088 3 ай бұрын
Thank you sir
@fakirmohansahoo2079
@fakirmohansahoo2079 3 ай бұрын
ସତରେ ଓଡ଼ିଶା ଏମିତି ଜଣେ ମୂଖ୍ୟମନ୍ତ୍ରୀ ଙ୍କୁ ଖୋଜୁଥିଲା,😱😱😱😱🤫🤫🤫🤫👍🏾👍🏾👍🏾👍🏾👍🏾👍🏾🇮🇳🇮🇳🇮🇳🇮🇳
@sarojinibagh1990
@sarojinibagh1990 3 ай бұрын
Satya juga aasi galare bhaai Mohan sarkar jindabad
@Sibaram12370
@Sibaram12370 3 ай бұрын
ଅଲରେଡ଼ି ଓଡ଼ିଶା ଡେବେଲ୍ଫ ହବ❤❤❤❤👍
@manojfine7386
@manojfine7386 3 ай бұрын
Very nice cm sir 🙏🙏🙏
@khusikhabarrupsa4987
@khusikhabarrupsa4987 2 ай бұрын
🙏🏻 ନମସ୍ତେ (Namastey)🌹 One Earth 🌍 One Family🧑‍🧑‍🧒‍🧒 🇮🇳🇮🇳🙏🏻ॐ बसुधेय कुटुम्बकम्🙏🏻🇮🇳🇮🇳🇮🇳 🙏🏻🇮🇳🇮🇳Jai Akhanda Bharata🇮🇳🇮🇳🙏🏻🇮🇳 🚩 🇮🇳🇮🇳 🏹 India 🔱 🇮🇳 🇮🇳🚩🇮🇳
@asutoshbiswal7173
@asutoshbiswal7173 3 ай бұрын
The great CM Majhi Sir 💐💐👏
@Biruprakash-sw8rb
@Biruprakash-sw8rb 3 ай бұрын
Sir kemiti o kauti avijog kariba plzz reply😢😢😢
@khirodshasini5577
@khirodshasini5577 3 ай бұрын
Good law and order thik rahu.
@sahoosahoo6208
@sahoosahoo6208 3 ай бұрын
Jay jaganath, bahut vala laguchi a sabu dekhi ,, amiti hele au garibara dukha rahibani, thank u mohan sir , apna amiti sabubele rahi garibara dukha dura କରିଦିଅନ୍ତୁ
@ajayapatraofficial
@ajayapatraofficial 3 ай бұрын
କିନ୍ତୁ ସର୍ବଦା ଏହି ସେବା ବଜାଇ ରଖିବାକୁ ମୋର ଅନୁରୋଧ 🙏 ତାହେଲେ ବହୁତ ଅସହାୟ ଲୋକଙ୍କ ଅନେକ ସମସ୍ୟା ସମାଧାନ ହେଇଯିବ 🙏👏ବହୁତ ଭଲ ପଦେକ୍ଷପ
@babuljena7181
@babuljena7181 3 ай бұрын
Jay Jagannath Jay Bjp
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 31 МЛН
pumpkins #shorts
00:39
Mr DegrEE
Рет қаралды 34 МЛН
ଟିକିନା ପାଲା ଭାଗ- ୨
47:43
Utakal Bhaskar
Рет қаралды 88 М.
How A Poor Boy Built Oberoi Hotels
17:18
Shivanshu Agrawal
Рет қаралды 2,6 МЛН
Will Dinakrushna & Co Loose Their Jobs ? | No Comments
3:43
News Fuse 24 JUNE 2024
21:20
OTV
Рет қаралды 109 М.
Odisha: 3 BJP MLAs Suspended For Hurling Shoes At Assembly Speaker
14:10