No video

Jagannath Sena's Priyadarshan Patnaik allegedly files complaint against VK Pandian in ED

  Рет қаралды 464,382

OTV

OTV

Күн бұрын

ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ । ଜଗନ୍ନାଥ ସେନାର ପ୍ରିୟଦର୍ଶନ ପଟ୍ଟନାୟକ କହିଲେ କାଳିଆର ଖେଳ, ବିଜେପି ଜିତିଲା...
#Puri #odishatv #OTV
Jagannath Sena's Priyadarshan Patnaik Files Complaint With ED Against VK Pandian Over Arpana Chaula
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 1 100
@Smruti.ranjan_
@Smruti.ranjan_ 2 ай бұрын
ନିଶ୍ଚିତ ନନା , ବିଜୁ ଜନତା ଦଳର ଏହି ପରାଜୟ ର ଏକମାତ୍ର କାରଣ ଜଗତର ନାଥ ଜଗନ୍ନାଥ ଙ୍କୁ ଅପମାନ ।
@sarmisthapattanaik7145
@sarmisthapattanaik7145 2 ай бұрын
Right
@haguru8021
@haguru8021 2 ай бұрын
​@@sarmisthapattanaik7145Samastnka fatieba wait
@bharatsankar3661
@bharatsankar3661 2 ай бұрын
Right
@dilipbiswas5592
@dilipbiswas5592 2 ай бұрын
Right.. Jai Jagannath 🙏
@p.bhabanisankar625
@p.bhabanisankar625 2 ай бұрын
ଆପଣଙ୍କ ପ୍ରତି ହୋଇଥିବା ଅନ୍ଯାୟ ପାଇଁ ଦୁଃଖିତ । ଈଶ୍ବର କରନ୍ତୁ ପାଣ୍ଡିଆନ କୁ କୋଠର ଦଣ୍ଡ ମିଳୁ।
@pcp30
@pcp30 2 ай бұрын
Kn pain hebo
@pcp30
@pcp30 2 ай бұрын
Budha bando re pelo pasi thila ki ago ru
@MoOdishaNews
@MoOdishaNews 2 ай бұрын
Don't make Politics, ଚୁପ୍, u r corrupted
@Anusuperfast-xh4ck
@Anusuperfast-xh4ck 2 ай бұрын
ହାଏରେ ଅନ୍ଧ ମନୁଷ୍ୟ kn pani hebo ପ୍ରଶ୍ନ ପଚାରୁଚ
@aisurya4871
@aisurya4871 2 ай бұрын
Tu andha re
@ChandanvlogKpr
@ChandanvlogKpr 2 ай бұрын
ଆନନ୍ଦ ବଜାର ରେ ମହା ପ୍ରଭୁ ଙ୍କ ପ୍ରସାଦ ଲୋକ ଙ୍କୁ free ରେ ଦିଆ ଯାଉ। ମୋର ନିବେଦନ
@sanjibtripathy2007
@sanjibtripathy2007 2 ай бұрын
ପୁଣି ଫ୍ରି 😂
@ChandanvlogKpr
@ChandanvlogKpr 2 ай бұрын
ଭାଇ ହସିଲେ କିଛି ହବନି କଥା ଟା ସତ। ଆନନ୍ଦ ବଜାର ରେ ଅର୍ଣ୍ଣ ପ୍ରସାଦ ବିକା ହେବା କଥା ନୁହେଁ। ଏ ମାନେ କିନ୍ତୁ ଅର୍ଣ୍ଣ ପ୍ରସାଦ ବିକୁଛନ୍ତି। ମହାପ୍ରଭୁ ଙ୍କ ପ୍ରସାଦ ବିକା ଯାଏନି ସେମିତି ଦିଆଯାଏ ସମସ୍ତ ଙ୍କୁ ପ୍ରସାଦ ସେବନ କରିବା ପାଇଁ।।
@pintumahapatra8187
@pintumahapatra8187 2 ай бұрын
ଗର୍ବ ଗଞ୍ଜନ ହରି ଗର୍ବ ନରଖନ୍ତି କାହାରି🙏🙏
@amarmoharana875
@amarmoharana875 2 ай бұрын
BJD ଦଳର ନେତା ମାନେ ଏ ସାକ୍ଷାତ୍ କର କୁ ଶୁଣି ଓଡ଼ିଆ ଭାବେ ସ୍ୱାଭିମାନ ହୁଅନ୍ତୁ ।
@duryodhannayak73
@duryodhannayak73 2 ай бұрын
ସମ୍ପୂର୍ଣ୍ଣ ସହଯୋଗ ଆମର
@subhashrout99371
@subhashrout99371 2 ай бұрын
Taku. Jell. Diajau
@brundabatipanda790
@brundabatipanda790 2 ай бұрын
Sir,ନିରାଟ ସତ୍ୟ କଥା.... ପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି,ଓଡ଼ିଶା ବାସୀ ବହୁତ୍ ସଚେତନ...୨୪ବର୍ଷ ର ଦୁର୍ଗ ଭୁଶୁଡ଼ି ଗଲା ସବୁ ବୁଝି ଏବେ ବିଜେପି ଆଗକୁ କାମ କରିବା କଥା ନିଚେତ.....ଭଗବାନ ଅଛନ୍ତି,ସବୁ ତାଙ୍କର ଲୀଳା ଜୟ ଜଗନ୍ନାଥ 🙏🙏
@user-qk1vx5wd4p
@user-qk1vx5wd4p 2 ай бұрын
ମଣିଷର ଖେଳର ହିଶାବତ ମୋ କାଳିଆ ପାଖରେ ଶେ ହିସାବ ବରାବର କରିବେ ଜୟ ଜଗନ୍ନାଥ 🙏
@liteshkumar2496
@liteshkumar2496 2 ай бұрын
ଇଲେକ୍ସନ ସରିଲା ଏବେ ଲୋକଙ୍କ ସମସ୍ୟା କେମିତି ସମାଧାନ ହେବ ତାହା ପ୍ରୟାସ କରନ୍ତୁ 🙏 ଜୟ ଶ୍ରୀରାମ 🙏🚩
@rakeshbehera161
@rakeshbehera161 2 ай бұрын
😂😂
@haritkaudi3891
@haritkaudi3891 2 ай бұрын
3:07
@user-lr7ge7qf2g
@user-lr7ge7qf2g 2 ай бұрын
Kali katha
@user-ux9dz8fk8d
@user-ux9dz8fk8d 2 ай бұрын
Seha ta thik kintu luti thiba dhno ku bii pherosta kari ba darkar ed action neba darkar
@liteshkumar2496
@liteshkumar2496 2 ай бұрын
@@user-ux9dz8fk8d right 👍
@Vinood900
@Vinood900 2 ай бұрын
ତାମିଲ୍ ପାଣ୍ଡ କୁ ଛଡା ଯିବନି। ଗୋଟେ ଗୋଟେ ଅନ୍ୟାୟ ର ହିସାବ ହେବ।
@KiranKumar-oq9sb
@KiranKumar-oq9sb 2 ай бұрын
Tama bala kariba
@Vinood900
@Vinood900 2 ай бұрын
@@KiranKumar-oq9sb ହଉ ଦେଖ କଣ ହଉଛି
@pubg1550
@pubg1550 2 ай бұрын
​@@KiranKumar-oq9sbpandu sange toke b jail neba darkar
@kunumishra6208
@kunumishra6208 2 ай бұрын
Are kia କରିବନି ଶାନ୍ତ ସବୁ ଦେଖୁଛନ୍ତି
@Vinood900
@Vinood900 2 ай бұрын
@@pubg1550 😂😂😂😂😂😂
@bhabanijena1543
@bhabanijena1543 2 ай бұрын
ଶୀଘ୍ର ଚାରି ଦ୍ଵାର ଖୋଲନ୍ତୁ ,ଭକ୍ତ ମାନେ ଲମ୍ବା ଲାଇନ ରେ ଠିଆ ହୋଇ ବହୁତ କଷ୍ଟ ପାଉଛନ୍ତି ।
@rakesh79570
@rakesh79570 2 ай бұрын
Sapath grahana pare
@kavitasahoo7592
@kavitasahoo7592 2 ай бұрын
Aagoru bholo thila kahinki pandiyan sir change korile strategy of entry to temple, not needed, ete hot climate re public queue re long time wait koruchonti
@Sujitsaideep
@Sujitsaideep 2 ай бұрын
ଯଥା ଶୀଘ୍ର।
@ajaykumarsahu9681
@ajaykumarsahu9681 2 ай бұрын
Are thare 4 dwara kholi jau tapare dekhiba prblm... Gote dwara khola thila j mandira bhitare darsan Kariba muskil heipaduthila.. ayu 4 dwara kholile jaha haba sei VAGABAN jananti.... Ayu kaha bekaru gahana choro jiba ta kaha kana....
@rajanipandatechvlogs3879
@rajanipandatechvlogs3879 2 ай бұрын
ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଉଚିତ୍ ଶିକ୍ଷା ଦେବେ ସମୟ କୁ ଅପେକ୍ଷା କରନ୍ତୁ।
@minaketansahoo1196
@minaketansahoo1196 2 ай бұрын
Right initiative by you Sir Jagannath Sena's Priyadarshan Patnaik. Thank you.
@Dilseodia24
@Dilseodia24 2 ай бұрын
ଛିଛି ଆମକୁ ଲଜ୍ୟା ଲାଗୁଛି ନନା,ଆମେ ବେଲଜ୍ୟା, ପାଣ୍ଡିଆନ କୁ ଆଓ ଛଡ଼ାଯିବନି
@sheikhsaffik8001
@sheikhsaffik8001 2 ай бұрын
Eik dam thik katha ❤
@kwillrise1283
@kwillrise1283 2 ай бұрын
Are mg jete bale Sambit Patra kahila jagannath modi nka bhakta tu kuade jaithilu🙏
@sheikhsaffik8001
@sheikhsaffik8001 2 ай бұрын
@@kwillrise1283 Bhasa thik kar...bahut kasta hauchi piku katha suni 😂 Sambit patra bhul magila...Nandighosa re dekhaeni
@manasnayak750
@manasnayak750 2 ай бұрын
Sei piku babu kahiki Delhi jaethile jete bele parikrama pakrapla arambha hoithila jagannath sena pakhyaru birodha kahiki karagalani
@debanandamahanta9870
@debanandamahanta9870 2 ай бұрын
Tu mg chatiba chhadiba nahi ​@@kwillrise1283
@sushreesangitanayak9180
@sushreesangitanayak9180 2 ай бұрын
ହଉ ଆଜ୍ଞା ଆପଣଙ୍କୁ ଧନ୍ୟବାଦ୍ କିନ୍ତୁ ଏହାର ଯଥେଷ୍ଟ ଗବେଷଣା ପାଇଁ ଆପଣଙ୍କୁ ଅନୁରୋଧ।
@bijaylaxmitripathy934
@bijaylaxmitripathy934 2 ай бұрын
ଅତିରୁ ଇତି। ଆପଣଙ୍କ ଚିନ୍ତାଧାରା ଠିକ୍ ସବୁ ସେଇ କାଳିଆର ଇଚ୍ଛା ଆମର ଭକ୍ତି ଦରକାର
@kalucharannayak4152
@kalucharannayak4152 2 ай бұрын
Thank U
@gobindasoren5689
@gobindasoren5689 2 ай бұрын
ନେତା ଏମିତି ହେବା ଦରକାର ❤❤❤❤❤ ଜୟ ଜଗନ୍ନାଥ ❤❤❤❤❤
@prashantbiswal6398
@prashantbiswal6398 2 ай бұрын
ଅତି ସୁନ୍ଦର ପଦକ୍ଷେପ 👌 ପାଣ୍ଡିଆନ ଆଉ ବବି ଦାସ କୁ ଇଡ ଅନ୍ତର୍ଭୁକ୍ତ କରାଯାଉ
@shantilatasahoo8379
@shantilatasahoo8379 2 ай бұрын
ପ୍ରାୟ ସବୁ ତାମିଲ ଅଫସରମାନେ ମିଳିମିଶି କାମ କରନ୍ତି।
@DharaniRanjanGour
@DharaniRanjanGour 2 ай бұрын
Jai Jagannath 🙏 🙏
@ParthaSahoo-oq9qu
@ParthaSahoo-oq9qu 2 ай бұрын
Wah wah sir . This is the real hero
@user-ku6bo6do1s
@user-ku6bo6do1s 2 ай бұрын
କଥା କହିଲେ ହେବନି କାର୍ଯ୍ୟରେ କରି ଦେଖାଇବା ଦରକାର ।
@RaghuarSinha
@RaghuarSinha 2 ай бұрын
କଳା ଶାସନ'ର ଅବସାନ ଘଟୁଛି, ଅବଶ୍ୟ କଳାପାହଡ ଯାହା କିଛି ଧ୍ବଂସ କରିଥିଲା ତାହାର ପୁନଃରୁର୍ଦ୍ଧାର ଘଟିଛି। ଯୁଗରୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ ଶ୍ରୀମଦ୍ଭାଗବତ'ର ଅମ଼ତବାଣୀ ।
@duryodhannayak73
@duryodhannayak73 2 ай бұрын
ସବୁ ଦେଇକି ଯିବ ପାଣ୍ଡିଆ
@KiranKumar-oq9sb
@KiranKumar-oq9sb 2 ай бұрын
Chup beh
@rakeshbehera161
@rakeshbehera161 2 ай бұрын
To maa ku nei jauchi ki pandian
@bsn8527
@bsn8527 2 ай бұрын
Pandian mundo re Sabu atha boli dei Chup basichanti😂😂Bahut Tautor Neta Achanti BJD re😂😂BJP Rajaniti Lovo re Kebala Pandian ku Target Karuchi😂😂Au Durniti khor Neta Mananku Nija Dala ku Nei Jauchi😂😂Nahele Tanku Target Karu nahi😂😂Loko Mane bi Boka😂Ete Tautor Neta thile Semananka Katha Bhuligale BJP ra Political Drama re Prabhabita hei Jaichanti🤦🤦🤦
@akshyasahu4335
@akshyasahu4335 2 ай бұрын
ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ 🙏🙏🙏ଏ ବର୍ଷର ରଥଯାତ୍ରା ରେ ଧାରାବିବରଣୀ ଦେବାକୁ ସାରଙ୍କୁ ଅନୁରୋଧ 🙏
@user-qi4in2sk7l
@user-qi4in2sk7l 2 ай бұрын
100% right bro
@aparnadas8175
@aparnadas8175 2 ай бұрын
Apanka bhali neta odisha ku darkar sir🙏
@purnanayak5383
@purnanayak5383 2 ай бұрын
ଧର୍ମ ର ଜୟ ହେଇଛି, ବିଧର୍ମୀ ର ବିନାଶ ଘଟିଛି,,ଜୟ କାଳିଆ ସାଆନ୍ତ ,ହେ ମହାପ୍ରଭୁ
@maheswarparida8745
@maheswarparida8745 2 ай бұрын
Jay Jagannath Swami nayan path grami bhava tume 👏👏👏🙏🥥💐
@jagdishkumarrath4631
@jagdishkumarrath4631 2 ай бұрын
ଜୟ ଜଗନ୍ନାଥ
@ODIAMBJSHORT003
@ODIAMBJSHORT003 2 ай бұрын
Absolutely-ଜଗା ହଁ ହରେଇଲା BJD କୁ ମୁଁ ଭାବୁଥୁଲି
@a_nayak
@a_nayak 2 ай бұрын
ED should check all ex sarpanch and MLA of BJD who loot for last 25 years. Pandian is main culprit, smartly arranged by Naveen.
@sureshchandradash6900
@sureshchandradash6900 2 ай бұрын
Please ED/CBI Deptt. Kindly be investigated only Odisha's Lord Jagannath temple Srimandir Parikrama Prakalpa
@uttkal32778
@uttkal32778 2 ай бұрын
Right 👍 ଶତାବ୍ଦୀ ର ଅନ୍ତିମ ଲକ୍ଷ୍ୟ
@jhuni1466
@jhuni1466 2 ай бұрын
ଠିକ କହିଛନ୍ତି ଭାଇ ପ୍ରଥମେ ପାଣ୍ଡିଆନ କୁ ସାଇଜ କରିବା ପାଇଁ ଆପଣ ମାନେ ସରକାର କୁ ଅଧିକାର ସହିତ କୁହନ୍ତୁ
@swapnanandarath2244
@swapnanandarath2244 2 ай бұрын
ସବାସ, ପ୍ରିୟଦର୍ଶନ ବାବୁ l ଆପଣ ଓ ଆମମାନଙ୍କ ଗୁହାରି ମହାପ୍ରଭୁ ଶୁଣିଲେ, ଚାରି ଦୁଆର ଖୋଲିବା l
@sarbeswarputel2253
@sarbeswarputel2253 2 ай бұрын
Jay shree Ram. Jay jaganath
@krshnasundaray4449
@krshnasundaray4449 2 ай бұрын
କାମିଆ ଜାନି .... ପାଣ୍ଡି ଆ ନାନୀ...
@jagratodisha1112
@jagratodisha1112 2 ай бұрын
ଜୟ ଜଗନ୍ନାଥ କଣ କହିଲେ sir 🙏🏼🙏🏼
@subratkumarmohanty1834
@subratkumarmohanty1834 2 ай бұрын
God Bless You Sir... Keep it up 💪
@KumarTechnicalYT
@KumarTechnicalYT 2 ай бұрын
That's absolutely right...Jagannatha sabu dekhhuchhanti, Jay Jagannath
@fastcarrs
@fastcarrs 2 ай бұрын
Bhand pandu going jail soon 😂😂😂😂😂😂
@azharkkhan8822
@azharkkhan8822 2 ай бұрын
🙏🌹👏Bahut Sundar Kotha👏🌹🙏
@user-fq5gb9ep9e
@user-fq5gb9ep9e 2 ай бұрын
ଏକଦମ ସତ୍ୟ,ପ୍ରଭୁ ଜଗନ୍ନାଥ ମହାପ୍ରଭୁ ହିଁ ଆମକୁ ସାହା ହୋଇଛନ୍ତି ଏବେ ।
@nareshchandradas5446
@nareshchandradas5446 2 ай бұрын
Absolutely right sir
@user-sk2jc4yl2h
@user-sk2jc4yl2h 2 ай бұрын
ଓଟିଭି ଆଉ ଅର୍ଗସ ଦଳ ପାଇଁ ବହୁତ୍ ଲଢ଼ିଛନ୍ତି 😂😂😂😂
@m.kumarmahapatra916
@m.kumarmahapatra916 2 ай бұрын
ସାର୍ ନିରାଟ ସତ କଥା,ଜଗନ୍ନାଥ ହିଁ ଭରଷା
@SwagattNayak
@SwagattNayak 2 ай бұрын
ଯାହାର ନିର୍ଦ୍ଦେଶ ରେ laghit ଖୋଲା ଯାଉଛି ତାକୁ ପ୍ରଭୁ ଦଣ୍ଡ ଦିଅନ୍ତୁ
@swinebapu3715
@swinebapu3715 2 ай бұрын
100% right
@SushilKumar-hm7cz
@SushilKumar-hm7cz 2 ай бұрын
Right 👍
@user-nb7lx5kj3e
@user-nb7lx5kj3e 2 ай бұрын
You are absolutely right...
@manasparida480
@manasparida480 2 ай бұрын
Beautiful WORK beautiful thought beautiful JOB 🎉🎉🎉🎉
@rashmiranjanbarik716
@rashmiranjanbarik716 2 ай бұрын
I am with you sir Jay gannath
@RadhaKrishnaV855
@RadhaKrishnaV855 2 ай бұрын
Sir...thik kahuchnti...mahaprabhu nka kheluchnti
@sudhakarsethi6511
@sudhakarsethi6511 2 ай бұрын
ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@krshnasundaray4449
@krshnasundaray4449 2 ай бұрын
💯%Right ... jagannath nka bhakta chadibeni kebe
@rohitpatel8542
@rohitpatel8542 2 ай бұрын
This man not able to swallow it's defeat in Supreme court in which Supreme court penalised amount of 1 lakh rupees in Puri parikrama prakalpa😂😂
@saritamaharana4151
@saritamaharana4151 2 ай бұрын
ପାଣ୍ଡିଆନ ର କୌଣସି ଭୁଲ ନାହି ନବୀନ ବ୍ୟବହାର କଲେ ପାଣ୍ଡିଆନ କୁ ପାଣ୍ଡିଆନ ବ୍ୟବହାର କଲେ ନବୀନ କୁ ।ନବୀନ ବାବୁ ନିଜେ ଜାଣିଛନ୍ତି କଥା କହି ଆସୁନି ।ତାଙ୍କର କୌଣସି କାହା ଆଗରେ ଠିଆ ହେବା ସାହସ ନାହି କାହିଁକି ମୁଖ୍ୟମନ୍ତ୍ରୀ ପଦ ରେ ରହୁଥିଲେ ।ନିଜେ ରିଜିଆଇନ କରିଥାନ୍ତେ କିନ୍ତୁ ସିଟ ର ମୋହ ମାୟା ଯାଉନି । ଆହୁରି ଇଛା ଅଛି ମୁଖ୍ୟମନ୍ତ୍ରୀ ହେବାପାଇ ଲୋଭ ଟିକେ ଛାଡ ।ଓଡ଼ିଶା ବାସି ସବୁ ମୁର୍ଖ ।
@sureshkumarmallick2596
@sureshkumarmallick2596 2 ай бұрын
ନନା 🙏🏾 ନମସ୍କାର ଆମେ ବି ଆପଣଙ୍କ ସହିତ ଅଛୁ, ଯେପର୍ଯ୍ୟନ୍ତ ପାଣ୍ଡିଆନ ର ସମସ୍ତ ଦୁର୍ନୀତି ପର୍ଦାଫାଶ ନହେଇଚି, ଯେପର୍ଯ୍ୟନ୍ତ ପାଣ୍ଡିଆନ ଆରେଷ୍ଟ ନହେଇଚି, ସେପର୍ଯ୍ୟନ୍ତ ଆମେ ବି ଶାନ୍ତିରେ ନିଶ୍ୱାସ ନେଇପାରିବୁନି,
@jyotiranjanjena4942
@jyotiranjanjena4942 2 ай бұрын
Bhai tama na ra case jadi bhul hue tebe pandu na re 500 coror man hani case kariba badhya hei ki deba se khali case no guilty karaa. Jai jagannath 🙏
@ACHYUTAJANI-vp5wo
@ACHYUTAJANI-vp5wo 2 ай бұрын
Bhainabinsarkar Garibalakkasahara
@khandayat1Ruler
@khandayat1Ruler 2 ай бұрын
Jay Jagannath 🪷🚩🪷Jay Shree Ram🪷🚩🪷
@prakashchandrameher407
@prakashchandrameher407 2 ай бұрын
Very nice ....i will support you always
@sanjuktadas1235
@sanjuktadas1235 2 ай бұрын
Jay Jay jagannath 🙏
@alokssolution3424
@alokssolution3424 2 ай бұрын
Piku babu jagannath apananku satsahas diantu. Ame b seia chahun pandu jail Jau aau sabu property recovery karajau
@user-eg7ii7nb6p
@user-eg7ii7nb6p 2 ай бұрын
ଏ ଭାଇ ସତ କହୁଛନ୍ତି
@Hemant-oe3qp
@Hemant-oe3qp Ай бұрын
Dhanyabad.sir
@user-cv8dh7or9p
@user-cv8dh7or9p 2 ай бұрын
Thik thik sir
@Nirmalya.Swain143
@Nirmalya.Swain143 2 ай бұрын
କଥା କୁହା କପିଳା ଗୋଟେ 😂😂😂😂
@tapanmahakud5217
@tapanmahakud5217 2 ай бұрын
Tu gate jagannath biradi
@saumya991
@saumya991 2 ай бұрын
ଆରେ mg ଜାଣିଚୁ କିଏ ଇଏ
@swapnarasathi
@swapnarasathi 2 ай бұрын
​@@saumya991ହଁ ହଁ ତୋ ବୋପ ଇଏ 😂😂😂😂😂😂
@Abhisiktas_World
@Abhisiktas_World 2 ай бұрын
Jay Jagannath....🙏🏻 Pandian Sir nku tk sadbudhi dio..
@helloranjitmajhi
@helloranjitmajhi 2 ай бұрын
Support you. Lageraho.... Jay jagannath🙏
@allinoneclip1325
@allinoneclip1325 2 ай бұрын
Not only complain Take immediate action 🎉
@kailashchandradash959
@kailashchandradash959 2 ай бұрын
Thanks Priyadarsan Babu Real Great Hero Of Odisha
@krshnasundaray4449
@krshnasundaray4449 2 ай бұрын
Kamiya jani pandia Nani😂😂😂 epic..
@jayshree_jena07
@jayshree_jena07 2 ай бұрын
Absolutely right 👍🏻 Sir
@KailashMuduli-mt4io
@KailashMuduli-mt4io 2 ай бұрын
You're great sir Jay Jagannath 🙏 🙏 🙏
@smrutiranjanbarik9173
@smrutiranjanbarik9173 2 ай бұрын
Ladhei chalu
@krshnasundaray4449
@krshnasundaray4449 2 ай бұрын
୧୦୦% ସତ । ଜୟ ଜଗନ୍ନାଥ ହରିବୋଲ
@prabinakumarmuduli7573
@prabinakumarmuduli7573 Ай бұрын
Very good Jagannath Sena. Go ahed. You are correct ✔ Jaya Jagannath.
@theworldbysinu
@theworldbysinu 2 ай бұрын
Ek number bhaiii...a e jinisha aaga hauuu. New govt should do this 1st.
@malaymohanta342
@malaymohanta342 2 ай бұрын
E Loko ra concept kichhi bujhi heuni ...!! Ketebele kon kohuchhi nijey right track re ochhi to !!!
@kishorebiswal4298
@kishorebiswal4298 2 ай бұрын
ଶୀଘ୍ର arrest କରି enquiry କର
@rakeshkumarpanda86
@rakeshkumarpanda86 2 ай бұрын
Sabash
@rrpsp4857
@rrpsp4857 2 ай бұрын
You are absolutely correct sir
@priya.fashion
@priya.fashion 2 ай бұрын
କଳାହାଣ୍ଡି ର 100 ଏକାର ସରକାରୀ ଜଙ୍ଗଲ ଜମିନ କୁ ପଣ୍ଡିଆନ ଜଣକ ଦେଇ ପାମ ଗଛ ଜଗାଇଛି ତଦନ୍ତ କରାଯାଉ
@makarjaynaren8356
@makarjaynaren8356 2 ай бұрын
ଧନ୍ୟବାଦ sir
@UmeshRout-wy2lk
@UmeshRout-wy2lk 2 ай бұрын
ପାଣ୍ଡିଆନ କୁ ଜେଲ ହଉ
@gobindagopalcreative5262
@gobindagopalcreative5262 2 ай бұрын
JAY Jagannath
@basantapatalsingh5728
@basantapatalsingh5728 2 ай бұрын
Thank u Bhai very nice
@rameshchandranayak575
@rameshchandranayak575 2 ай бұрын
ଆପଣ ଠିକ କହିଛନ୍ତି। ପାଣ୍ଡିଆନଙ୍କୁ ଛାଡ଼ନ୍ତୁ ନାହିଁ। ED, CBI ଲଗାନ୍ତୁ ।
@dillipkumarmahanta4087
@dillipkumarmahanta4087 2 ай бұрын
Thik katha sir
@jitendrasundaray8493
@jitendrasundaray8493 2 ай бұрын
Real hero of odisha 💐🙏
@mitrabhanukisan2561
@mitrabhanukisan2561 2 ай бұрын
Jay Jagannath
@user-xv8mj2bh7u
@user-xv8mj2bh7u 2 ай бұрын
ରାଇଡ଼ ସାର 👍👍👍🙏 ଜୟ ଜଗନ୍ନାଥ
@brahmanandamohanty5980
@brahmanandamohanty5980 2 ай бұрын
ମୁଁ ଚାହୁଁଛି ପାଣ୍ଡୁ ଆରେଷ୍ଟ ତୁରଂତ ହେଉ ଜଗନ୍ନାଥଙ୍କୁ ଦର୍ଶନ କରି ଜୀବନ ଧନ୍ୟ ହେବା
@simanchalnayak-yr7gx
@simanchalnayak-yr7gx 2 ай бұрын
Bilkul thik katha kahuchanti Bhai,Jay maa samlei
@sanvideo1480
@sanvideo1480 2 ай бұрын
Good sir thanks for you
@dipakkumarnath5591
@dipakkumarnath5591 2 ай бұрын
Yes correct we are with you
@PrakashBhakti-2k24
@PrakashBhakti-2k24 2 ай бұрын
Thanks
@manjushaswain1037
@manjushaswain1037 2 ай бұрын
ପ୍ରିୟଦର୍ଶନ ବାବୁ ଜଗନ୍ନାଥ ସେନା ଫଣ୍ଡ କୁ ଆର୍ଥିକ ସହାୟତା ଦେବାକୁ ଚାହେଁ । ଗର୍ଭଗୃହରେ ଧାଡି ଦର୍ଶନ ହେଲେ ଭଲ ହେବ । ଏବେ କିଏ ମେଞ୍ଚା ତ କିଏ କେଞ୍ଚା ଦର୍ଶନ ହେଉଛି ଯାଉଛନ୍ତି ଧାଡ଼ି କରି କଷ୍ଟରେ ।
@prabhakarameher2276
@prabhakarameher2276 2 ай бұрын
You are right sir
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 4 МЛН
А ВЫ УМЕЕТЕ ПЛАВАТЬ?? #shorts
00:21
Паша Осадчий
Рет қаралды 1,9 МЛН
What will he say ? 😱 #smarthome #cleaning #homecleaning #gadgets
01:00
managed to catch #tiktok
00:16
Анастасия Тарасова
Рет қаралды 48 МЛН
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2,4 МЛН
Arrest Ex-BJD MLA Pranab Prakash Das, says local
13:17
OTV
Рет қаралды 420 М.
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 4 МЛН