News Fuse 23 AUG 2024

  Рет қаралды 241,642

OTV

OTV

Күн бұрын

Пікірлер: 284
@harabaral2440
@harabaral2440 Ай бұрын
ଓଡ଼ିଶା ସବୁ ବିଧାୟକ ଏମିତି କା ହେବା ଦରକାର ଧନ୍ଯବାଦ ସାର
@mkgvolgar
@mkgvolgar 2 ай бұрын
ଧନ୍ୟବାଦ କୋରାପୁଟ ବିଦାୟକ ❤❤❤❤
@rutun4057
@rutun4057 2 ай бұрын
Koraput nhi laxmipur
@mkgvolgar
@mkgvolgar 2 ай бұрын
@@rutun4057 Ok
@sandipsatyadas2252
@sandipsatyadas2252 2 ай бұрын
Munda pichha kete tanka dauchanti.. tike pachara
@krishnabaral4278
@krishnabaral4278 2 ай бұрын
ଡାଲମା ଭାତ ଲାଗି କେତେ ପଇସା ଆସୁଛି ଜାଣିଛନ୍ତି, ଅଯଥା ଶିକ୍ଷକ ମାନଙ୍କ ଉପରେ ବର୍ଷିଲେ କିଛି ଲାଭ ନାହିଁ
@AjaySamal-f2k
@AjaySamal-f2k Ай бұрын
Rosei kn teacher karibe ?
@Rk_CLASSES_8031
@Rk_CLASSES_8031 Ай бұрын
Thik kahicha bhai .... Se ବିଧାୟକ ଭାଇ ଜାଣି ନାହାନ୍ତି gov. Ei midday meal re munda puchha kete tanka dauchi 😂😂
@Rk_CLASSES_8031
@Rk_CLASSES_8031 Ай бұрын
ବିଧାୟକ ଭାଇ ଟିକେ ତାଙ୍କ ଉପର ନେତା ଙ୍କୁ ପଚାରନ୍ତୁ କେତେ ଟଙ୍କା ଦେଇଛନ୍ତି mid day meal pai 😅
@Mr___Leo-CN
@Mr___Leo-CN Ай бұрын
୧୦ଜଣ ପିଲା ଆସିଥିଲେ ୩୦ଜଣ ରେଜିଷ୍ଟର ରେ ପଡ଼ୁଚି.....କିନ୍ତୁ ରୋଷେଇ ଭଲ ହୋଇପାରୁନି
@AjaySamal-f2k
@AjaySamal-f2k Ай бұрын
@@Mr___Leo-CN ki logic lagaucha mmm! Jadi 10 ଜାଗାରେ 30 register re pakauchanti jadi gote absent pila kichi crime karuchi jadi teacher taku present karichanti tahele kie responsible haba ? Kichi ta vabiki logic ଲଗାନ୍ତୁ ? ଗୁରୁ ନିନ୍ଦା ନର୍କ ଗାମୀ ....ଆଉ ରହିଲା ଆପଣ ବୋଧେ ଗୋଟେ ପିଲା ପାଇଁ କେତେ ଟଙ୍କା ଆସୁଛି ତାହା ଆପଣଙ୍କୁ ଜଣା ନାହିଁ
@HSDonda
@HSDonda Ай бұрын
Hrudaya ru Dhanyabad bidhayaka Vai nku....sobu bidhayaka emiti hoba uchit...❤❤❤
@sadanandamalik3569
@sadanandamalik3569 2 ай бұрын
ଏହି ପରି ସମସ୍ତ ବିଭାଗରେ ତଦନ୍ତ କରନ୍ତି ତେବେ କିଛି ସୁଧାରି ଯିବ ତା ଛଡ଼ା MDM ର ମାନ ବଢ଼ାଇବାକୁ ହେଲେ ସେହି ହିସାବରେ ପଇସା ବଢ଼ାଇବା ଦରକାର, ଅଯଥାରେ ଅନ୍ୟ କୁ ଦୋଷ ଦେବା ଠିକ୍ ନୁହେଁ
@dilipswain2156
@dilipswain2156 Ай бұрын
ବିଧାୟକ sir ଙ୍କୁ ଟିକେ ପଚାରନ୍ତୁ... ସେ ଭାତ ଡାଲମା ପାଇଁ ହୋଟେଲ ରେ କେତେ payment କରୁଛନ୍ତି Thn ଆହାର କେନ୍ଦ୍ର ଗୋଟିଏ meal👌କୁ tender କେତେ ହେଇଛି... ତାପରେ ସ୍କୁଲ ରେ mdm check କରିବେ
@AjaySamal-f2k
@AjaySamal-f2k Ай бұрын
Teacher rosei karibe ki ?
@laxmidharmuduli8424
@laxmidharmuduli8424 2 ай бұрын
5ଟଙ୍କା 90ପଇସା meal prati ହେଲେ ଅଣ୍ଡା ଗୋଟିଏ 7ଟଙ୍କା ।ତରକାରୀ ପାଇଁ ପରିବା ତେଲ ମସଲା ଦରକାର ଜାଳେଣି ଗ୍ୟାସ କେତେ ଖର୍ଚ୍ଚ। ଏ ସବୁକୁ mla ଏବଂ ସାମ୍ବାଦିକ ବନ୍ଧୁ ଟିକିଏ ହିସାବ କରିବା ଉଚିତ୍। ଜଳଖିଆ ଦୋକାନ ରେ ବରା କିମ୍ବା ଗୋଟିଏ ଆଲୁଚପ ର ଦାମ 5ଟଙ୍କା। ସରକାର 5 କି 6 ଟଙ୍କା ଦେଇ ସେଥିରୁ ମାଷ୍ଟର ଖାଇଦେଲା କହିବା ସସ୍ତଳିଆ ମନ୍ତବ୍ୟ।ଧନ୍ୟ କହିବା ଆପଣ ମାନଙ୍କୁ।
@susantaksahoo3776
@susantaksahoo3776 Ай бұрын
😂😂😂😂
@susantaksahoo3776
@susantaksahoo3776 Ай бұрын
Exactly
@DibyaKumar-oo1ww
@DibyaKumar-oo1ww Ай бұрын
ନିର୍ଲଜମାନେ 5.90 ପଇସା ଦେଇ ଏତେ କଥା କୁହ ନାହିଁ। ନିଜେ MDM ଦେଇ ଦେଖ କିପରି ଦେବ
@swagatikanayak550
@swagatikanayak550 2 ай бұрын
5 ଟଙ୍କା ରେ 5 star hotel rosei କରିକି ଦେବେ ନା, ଯେତିକି ପିଲା ଆସିଥିବେ ତା ଠୁ 4-5 ଟା ଅଧିକ ନ ପକେଇଲେ adjust କରି ହେବନି, ଏତେ problem ଯଦି ଏ mdm ଟା ବନ୍ଦ କାହିଁକି ନ କରୁଛ
@BiswaJeet-r1x
@BiswaJeet-r1x 2 ай бұрын
Headmaster kanpny dismis hele
@swagatikanayak550
@swagatikanayak550 2 ай бұрын
@@BiswaJeet-r1x ମାର ମାର ଭଣ୍ଡାରିଆ କୁ ମାର ନୀତି ଚାଲିଛି
@swagatikanayak550
@swagatikanayak550 2 ай бұрын
@@BiswaJeet-r1x I am not belong to that school but I knew the fact,may be the hm was accused but it is overall problem of the state
@Odishapoliticsin
@Odishapoliticsin 2 ай бұрын
Eita MDM nuhe madam Ashram school hostel food under ITDA govt of odisha. per head pila mankar khaiba re 1000 rauchi
@anonymus611
@anonymus611 Ай бұрын
​@@Odishapoliticsindharada nups ashram school kebe thu hela Bhai?tame ama laxmipur ra nuhen bodhe,bahara loka hei besi janichha ama local tharu,,any politician ku support kara pandu hau ki feku ki pappu,kintu bhul re b emiti support Kariba thik nuhen,nups state govt school janichha hele b ashram school kahuchha,
@BikashDas-y9v
@BikashDas-y9v 2 ай бұрын
ବେଧ ରାତ ନିତି ଚାଲିଛି ଆମ ଓଡ଼ିଶାରେ
@IndraSagria
@IndraSagria 2 ай бұрын
MLA ତଦନ୍ତ କରୁଛି ତାକୁ ଅପମାନ କରୁଛ ମିଡ଼ିଆ ଭାଇ
@dingarmajhi1964
@dingarmajhi1964 2 ай бұрын
MLA Sir ଆପଣଙ୍କ ଘରେ ଥିବା କୁକୁର ଖାଉଥିବା ଖାଦ୍ୟ ଟ . 5.90 ପଇସା ରୁ ନିଶ୍ଚୟ ଅଧିକ ହୋଇଥିବ । କିନ୍ତୁ ଆପଣ ଏଠାରେ ଶିକ୍ଷକ ମାନଙ୍କୁ ନିନ୍ଦା କରୁଛନ୍ତି । ଯଦି କିଛି କହିବାର ଅଛି , ସରକାରଙ୍କୁ କୁହନ୍ତୁ ସେ mdm ର ମାନ ବଢ଼ାଇବାରେ ସାହାଯ୍ୟ କରିବେ ।
@Shree_910
@Shree_910 2 ай бұрын
କିଏ କିଏ ନ୍ୟୁଜ୍ ଫ୍ୟୁଜ୍ ଦେଖିବାକୁ ପସନ୍ଦ କର ଲାଇକ୍ କର👍😂
@susantabhatta2044
@susantabhatta2044 2 ай бұрын
MY favourite MLA ❤
@balaramjala7101
@balaramjala7101 2 ай бұрын
Thank you MLA sir very good job 🙏🙏🙏
@swagatikanayak550
@swagatikanayak550 2 ай бұрын
ଉଚ୍ଚ ଶିକ୍ଷା କ୍ଷେତ୍ର ରେ ନିଯୁକ୍ତି ବାହାର କରନ୍ତୁ
@MathuriCharansahoo-o3x
@MathuriCharansahoo-o3x Ай бұрын
ଧନ୍ୟବାଦ କୋରାପୁଟ ବଧାୟକ ବାବୁ❤❤❤❤🙏🙏
@funwithme......9583
@funwithme......9583 Ай бұрын
ଭାଇ ସବୁ ଠିକ୍ ଅଛି, ବାକି ସ୍କୁଲ ଖୋଲା ହେଇନି ୧୦ ରେ ଖାଇବା ready ହୋଇ ସାରିଲାଣି 😂😂😂😂😂😂😂😂
@mangalsingermundari
@mangalsingermundari Ай бұрын
Dhanyabad sir 🌹🌹🌹🙏🙏🙏
@surendrabarad5260
@surendrabarad5260 Ай бұрын
ଏହା ରୀତିମତ ,ବିଧାୟକଙ୍କ ସହ,ପ୍ରଶାସକ ମହୋଦୟ ,ଭବିଷ୍ୟତଙ୍କ,ଖାଦ୍ୟ ଓ ଶିକ୍ଷା 🙏🙏
@kiranchoudhury8801
@kiranchoudhury8801 Ай бұрын
Thank you news fuse🙏 😂❤❤❤
@GoutamOjha-w8b
@GoutamOjha-w8b 29 күн бұрын
ଧନ୍ୟବାଦ୍ ବିଧାୟକ sir
@sudarsannayak8299
@sudarsannayak8299 2 ай бұрын
ସ୍କୁଲ ମାନଙ୍କରେ ଖାଇବା ବ୍ୟବସ୍ଥା ବନ୍ଦ କରାଯାଉ , କାରଣ ଖାଇବା ନାଁ ନେଇ ପିଲାମାନଙ୍କ ପାଠ ପଢ଼ାରେ ବହୁତ ଅସୁବିଧାରେ ପଡୁଛନ୍ତି।
@jogeshchampia6738
@jogeshchampia6738 Ай бұрын
ଧନ୍ୟବାଦ କୋରାପୁଟ ବିଧାୟକ ❤❤❤❤❤❤❤
@basudevbehera6024
@basudevbehera6024 Ай бұрын
Bi dhayak Bhai very good
@shrikhetraandtulasikhetrad7
@shrikhetraandtulasikhetrad7 Ай бұрын
🔥🔥🔥 Jay Shree Jagannath...🔥🔥🔥
@rajkishoremuduli1997
@rajkishoremuduli1997 2 ай бұрын
Dhanyabad koraput mla sir 🙏 Every MLA should go for ground .. And take necessary action.
@ManojJena-cw9wy
@ManojJena-cw9wy Ай бұрын
Emiti bidhayk sabu ade darkar Jay jaganath 🙏
@k_rakeshdalei
@k_rakeshdalei 2 ай бұрын
Emity bidhayaka rahile Odisha bahut development heba thank you sir ❤❤
@sahoojyotirmayeejaisitaram6307
@sahoojyotirmayeejaisitaram6307 2 ай бұрын
ମୁଁ ଯେତେବେଳେ ସ୍କୁଲ ଯାଉଥିଲି ଭାତ ସହିତ ସୁପର ଡାଲି ମାନେ ଡାଲି ରେ ଭରପୁର ଥିଲା କିଛି ବର୍ଷା ପରେ ଡାଲି କମ୍ ପରିବା ଚୋପା ଅଧିକ ଥିଲା କିନ୍ତୁ ଏବେ ଡାଲମା ରୁ ଡାଲି ଏବଂ ପରିବା ଚୋପା ଅନ୍ତର୍ଦ୍ଧାନ 😅
@gundichagouda2564
@gundichagouda2564 2 ай бұрын
ସବୁ shcool କୁ ପରିବହନ କରିଥିଲେ ଭଲ ହୋଇଥାନ୍ତା (Gm)
@RatnakarMohanta-t9q
@RatnakarMohanta-t9q Ай бұрын
ଧନ୍ୟବଦ ସାରେ
@papinabarik708
@papinabarik708 2 ай бұрын
TQ ❤️ Laxmipur MLA
@SalamanPradhanPradhan
@SalamanPradhanPradhan Ай бұрын
Congress party MLA 🎉
@Papu_Gandhi
@Papu_Gandhi 2 ай бұрын
ଏଇଟା ଆମ ବିଶ୍ୱସ୍ତରୀୟ ଓଡ଼ିଶାର ବାସ୍ତବ ଚିତ୍ର ...
@sisirmohan7517
@sisirmohan7517 2 ай бұрын
୫ ଟଙ୍କାରେ କେମିତି ଖାଦ୍ୟ ମିଳିବ କହୁନ। ଧନ୍ୟ ଏ ସରକାର ଏତେ କହିଲା ପରେ MDM ପଇସା ମାତ୍ର ୧ଟଙ୍କା ବଢ଼େଇଛନ୍ତି।
@pratimapruthibi7788
@pratimapruthibi7788 2 ай бұрын
Right
@ghanagolori8777
@ghanagolori8777 2 ай бұрын
ବହୁତ ବଳ❤❤❤❤❤🎉🎉🎉
@kiranchoudhury8801
@kiranchoudhury8801 Ай бұрын
Bohut bohut dhanyawad m.l.a.sir🙏❤️ koraput ❤
@santoshkumarjena9798
@santoshkumarjena9798 Ай бұрын
ଆମ ଗାଁ କୁ ଆଶ ଜିଲ୍ଲା ଗଞ୍ଜାମ ବ୍ଲକ ବୁଗୁଡ଼ା ଗ୍ରାମ ଗୌଡ଼ିଆ ବୋରଦା
@sibaprasadmishra3375
@sibaprasadmishra3375 2 ай бұрын
5 ଟଙ୍କା ତ ସରକାର ଦଉଛି. ଏହିରେ କଣ ରସାବଳୀ ଖାଇବେ ପିଲା
@JayadevOjha-g1q
@JayadevOjha-g1q 2 ай бұрын
ଆଜିର ନେତାଙ୍କର ଏହି ମହତ ଟିଙ୍କ ପରି ଶୋଷି ଯାଆନ୍ତି ରକ୍ତ ଜୟଦେବ ଓଝା
@sunilmallick715
@sunilmallick715 2 ай бұрын
ବଢ଼ିଆ ନିୟୁଜ୍ ଫିୟୁଜ୍
@ranjitnayak5070
@ranjitnayak5070 Ай бұрын
Good job sir 👍👏👏👏
@Indrajit_1992
@Indrajit_1992 Ай бұрын
Mayurbhanj ra suliapada block ra adarsha bidyalaya ku jaiki dine video karile bhala huanta
@bidyadharabisoyee2703
@bidyadharabisoyee2703 2 ай бұрын
ଭାବିଥିଲି କି ଭାରତୀୟ ଜନତା ପାର୍ଟି ଜିତିବାପରେ କିଛି ଭଲ କାମ କରିବ ହେଲେ ମୋ ଭାବନା ଭୁଲ ଥିଲା ସେମାନେ କେବଳ ଭିଡିଓ ରେ ଆସିକି ନିଜକୁ ଫାମୌଶ କରିବାକୁ ଚାହୁଛନ୍ତି ହେଲେ କାମ କିଛି କରିବାର ନୁହଁ ଭୁଲ ହେଇଗଲା ଆଇ ଭୁଲ ଆଗାମୀ ନିର୍ବାଚନରେ ହବନି😢
@MalayaRanjanPradhan-co9pk
@MalayaRanjanPradhan-co9pk 2 ай бұрын
What is the cost of M DM meals in school & what is the tiffn cost of legislative members .
@aiasmitasamal807
@aiasmitasamal807 Ай бұрын
Mo gaon school re best khaiba mu abe bi miss karuchi ❤❤❤😢😢 jebe mu gaon ku jae sir nku dekha kare au khaiki ta nischinta asiki ama school ru❤❤❤😊😊😊😊
@Santoshsahoo-w2d
@Santoshsahoo-w2d Ай бұрын
ଏଥର ଓଟିଭି ବାଲାଙ୍କ ମା ଘଇତା ସରକାର ହେଇଛି।ଡାଲି ସହିତ ଅଛଡା କଦଳୀ ମିଳିବ। ତାପରେ ଓଟିଭି ବାଲେ ଦେଖେଇବ।
@prasantapattanaik862
@prasantapattanaik862 2 ай бұрын
ସୁରଜ୍ ସୂର୍ଯ୍ୟ ବଂଶୀଂକ ବ୍ୟବହାର ଜମା ଭଲ ନୁହେଁ।
@sasmitasahoo5207
@sasmitasahoo5207 2 ай бұрын
Bahut bahut dhanyawad Bhai
@kunujanikunujani8347
@kunujanikunujani8347 2 ай бұрын
ବହୁତ୍ କାମ ବଦଳେଇଲେଣି କଂଗ୍ରେସ୍ ବିଧାୟକ ,ଭଲ ଲୋକ,❤
@bandeodisha5702
@bandeodisha5702 2 ай бұрын
5 tanka 90 Paisa re sei MLA rosei karantu dekhiba sie kete Dali au pariba debe
@Rk_CLASSES_8031
@Rk_CLASSES_8031 Ай бұрын
😂😂😂
@Mindfulnessthink
@Mindfulnessthink Ай бұрын
ଜନଙ୍କର 5 ଟଙ୍କା 90 ପଇସା ହେଲେ 50 ଜଣ ଙ୍କ କେତେ...?? 100 ଜଣ ଙ୍କ କେତେ
@rkghosh4145
@rkghosh4145 Ай бұрын
​@@Mindfulnessthink Mu apananku pratidina 100*6=600 tanka deuchhi apana pratidina 100 gariba lokanku khaiba diantu... Mora au apannkara dharma heba .
@kakagaming923
@kakagaming923 Ай бұрын
Mo photo asila camera re 😊😊😊
@prasadmajhi5559
@prasadmajhi5559 Ай бұрын
💝💝💝💝
@ashokkumardas5539
@ashokkumardas5539 25 күн бұрын
❤❤
@mitunayak8751
@mitunayak8751 Ай бұрын
ଏଥିପାଇଁ ବିଜେପି ସରକାର ଦାଈ ସବୁ ଦର ଦାମ ବଢ଼ିବା ଦ୍ୱାରା ଏ ପରିସ୍ଥିତି ହାଣ୍ଡିଶାଳର
@maheshkumarpanda7530
@maheshkumarpanda7530 2 ай бұрын
ଯଦି mdm କୁ ଭଳ କରିବାର ଅଛି ବ୍ୟୟ ବରାଦ ବଢାଅ
@Ninjagaming-790
@Ninjagaming-790 Ай бұрын
Pabitra saunta bhai....jindabad
@sujitkumar-x5r8o
@sujitkumar-x5r8o 2 ай бұрын
Mdm pai government ku per meal adhika paisa dele ta khadya bhalase dia jai pariba....jetiki asiba semane setiki re debe 😊
@AMITKUMAR-vx7bx
@AMITKUMAR-vx7bx Ай бұрын
BJD ର 5T ସ୍କୁଲ
@JayJagannath9090
@JayJagannath9090 2 ай бұрын
Thnku news fuse....we want more news like this...
@ramchandrapradhan2641
@ramchandrapradhan2641 2 ай бұрын
ନିଉଜ୍ ବାଲାମାନେ ଭଲ ଜୋକର୍ ସୁରକୁ ପାଇଛ । ମୋର ସନ୍ଦେହ ହେଉଛି ସୁର ଗୋଟିଏ ବଦ୍ଧ ପାଗଳ । ଶିକ୍ଷିତ ସମାଜ ଏପରି ଅଶିକ୍ଷିତର ସ୍ତୁତିଗାନ କରିବା ଅନୁଚିତ । ଏ ସର୍କସ ଦଳର ଜୋକର୍ ଟିଏ । ଏହାର ମୁହଁରେ ନଂ 1 ଟେ କରିବା ଇଚ୍ଛା ହୁଏ।
@gourangasahu-sy1jk
@gourangasahu-sy1jk 2 ай бұрын
Super news
@MrJBagh-zl8sw
@MrJBagh-zl8sw 2 ай бұрын
Very good work. Every MLA should visit every school.
@rudranarayanmallick3725
@rudranarayanmallick3725 Ай бұрын
Bidhayaka Mahasaya..Apanankara Jadi Dam Achhi Tahele Sarkar nku Kuhantu SNP Praise Badhantu..5 tanka Deba..50 tankara Mill Khojiba.
@143Susanta
@143Susanta 2 ай бұрын
ହଇରେ ନାରଣ ତମେ କହୁଛ ଲାଟିନ ବୋଲି ଏଇଟା ଲାଟିନ ନୁହଁ ଏହା ନର୍କ ଦ୍ୱାର ଏଠିକି ଯିଏ ଯିବ ସିଏ ନିଚୟ ମେଡିକାଲ ଯିବ କେବେ ସବୁ ସୁଧୁରିବ ଏ ଵେବସ୍ତା ପିଲାଙ୍କୁ ବି ଛାଡ଼ୁନ ଧନ୍ୟ 🙏🏿🙏🏿🙏🏿
@bibhutibhusanbarik383
@bibhutibhusanbarik383 2 ай бұрын
👍 nice
@MamataJena-kq3jn
@MamataJena-kq3jn Ай бұрын
Sir first pila picha paisa badhantu only 4.50 re au kana miliba?
@skaifoundation8120
@skaifoundation8120 2 ай бұрын
Excellent use of smart phone. Good job. 🙏👍❤
@susantamallik1995
@susantamallik1995 Ай бұрын
Take the strong action against The Education Minister
@sunilpanda9290
@sunilpanda9290 Ай бұрын
ଆରେ ଭାଇ ପିଲାମାନଙ୍କୁ ଖାଇବାକୁ କଣ ଦେଉଛନ୍ତି, ପ୍ରତେକ ଦିନ ଏଇ ଅସୁବିଧା, ଏଣୁ ଏଣୁ ପିଲାମାନଙ୍କୁ ଟଙ୍କା ଦେଇଦେଲେ, ଅସୁବିଧା କେଉଁଠି, ଦୁର୍ନୀତି ବନ୍ଦ କର,, 😜😜
@srinukumar8581
@srinukumar8581 Ай бұрын
😀😀 bhai jaha kuhantu upastapana saili au kahiba style veri nice
@soumyaranjanbarik4734
@soumyaranjanbarik4734 2 ай бұрын
ବିଧାୟକ ମହୋଦୟ ସ୍କୁଲ୍ ର ଅବ୍ୟବସ୍ତାକୁ ଉପର ବାବୁମାନଙ୍କୁ ଅବଗତ କଲେ ଠିକ୍ ଅଛି କିନ୍ତୁ ଖାଦ୍ୟକୁ ନାପସନ୍ଦ କରିବା ପୂର୍ବରୁସବୁ ଦିଗକୁ ନେଇ ବିଚାର କରିବାର ଥିଲା ମହଙ୍ଗା ଯୁଗରେ ମିଲ୍ ପିଛା 1ଟଙ୍କା ବୃଦ୍ଧି ଠିକ୍ କି???????
@Mscartooncorner
@Mscartooncorner 2 ай бұрын
ବନ୍ଧୁ ମଧ୍ୟାହ୍ନ ଭୋଜନ କୁ ପିଲାଙ୍କ ସ୍କୁଲ ଯିବାର କାରଣ ବୋଲି କୁହାଯାଉଥିଲା,ଏବେ ଏହା ସ୍କୁଲ ନ ଯିବାର କାରଣ ନ ହୋଇଯାଉ।😂😂
@prasantaroutraya4952
@prasantaroutraya4952 2 ай бұрын
nice episode.
@RanjanSahoo-m2w
@RanjanSahoo-m2w Ай бұрын
Best video
@JayadevOjha-g1q
@JayadevOjha-g1q 2 ай бұрын
ଯିଏ ଏମିତି କରୁଛି ଖାଲିମାଡ଼ ଦରକାର
@geetanjaliacharya6079
@geetanjaliacharya6079 2 ай бұрын
God bless you to your family sir 🙏
@bulasahu7680
@bulasahu7680 2 ай бұрын
Thank you MLA sir, kindly suspend all the corrupted officer
@krishnanaikbrothers6459
@krishnanaikbrothers6459 2 ай бұрын
My favorite news fews sir Jay Jagannath 🙏
@sumanodiatoka
@sumanodiatoka Ай бұрын
Chi chi bjp sarkar
@durgeshpatra4498
@durgeshpatra4498 2 ай бұрын
ଏଇଟା ବିଜେପି ସରକାର ବିଜେଡିଭଲ ଦିଏ
@MALAYA60
@MALAYA60 2 ай бұрын
OTV ଓଡ଼ିଆ
@nirupamakope9339
@nirupamakope9339 Ай бұрын
👍👍👍👍👍👍
@krupasindhuswain7051
@krupasindhuswain7051 2 ай бұрын
Mla heba ta amiti congress jindbad
@debashishswain486
@debashishswain486 2 ай бұрын
ସୂର୍ଯ୍ୟ ନାଁ ରଖିଥିଲେ ମାନବିକତା ଆସେ ନାହିଁ,ମାନବ ସେବାର ମନୋବୃତ୍ତି ବି ଆସେନାହିଁ।
@SashikantMohanty-k7s
@SashikantMohanty-k7s 2 ай бұрын
Good job pabitra bhai 🎉 jaldi action niantu amiti bahut jagara hauchi kichi ta sachatan haba au badali ba
@basantinayak1660
@basantinayak1660 2 ай бұрын
MDM rate ta tike badheile huanta nai ki ? Ajii kali ra rate re kana kichhi hoipariba ki ?
@143Susanta
@143Susanta 2 ай бұрын
ହଇଓ ପବିତ୍ର ଭାଇ ଏଵେ ଯୋଉ ଭଳିଆ ପରିବା ଦର ସୁନା ରୂପ ଠୁ ବି ଅଧିକା ସେଥିପାଇଁ ପଡିନି ଆଗକୁ କମିଲେ ପଡିବ ଏଇ ଥିରେ କଣ ଅଛି ଏମିତିକା ଦୁସ୍ୟ ଏଵେ ସବୁଠି ଦେଖି ବାକୁ ମିଳିବ
@govindagadaba000
@govindagadaba000 2 ай бұрын
Good action❤❤❤
@uditnarayanfan8331
@uditnarayanfan8331 2 ай бұрын
ବିଜେଡି ସରକାର ୨୦୩୩ ପର୍ଯ୍ୟନ୍ତ Hockey ର sponsorship ନେଇଥିଲେ। ବିଜେପି ସରକାର ତାକୁ ଆଉ ୩ ବର୍ଷ ବଢ଼େଇଲେ।
@adyantasmama
@adyantasmama Ай бұрын
❤mla
@Gb-li5zk
@Gb-li5zk 2 ай бұрын
How long?
@kalyanijena4892
@kalyanijena4892 Ай бұрын
Government school re sabu amiti chalichi...1000 pila school asuthibe... hele ..amiti khaiba ku dekhi ki...200 pila khauthibe....😢 Asabu ama..nua sarakara mohon charana majhi tike..dhyana deba darkara...sabu government school re amiti chalichi..👍 Jay Jagannath. 🙏
@RajaMahapatra-q5k
@RajaMahapatra-q5k 2 ай бұрын
Good sir sabu school re amiti check karantu please
@dushasangarhnayak3
@dushasangarhnayak3 2 ай бұрын
Narana bhai seita 5t seba para🎉🎉🎉
@143Susanta
@143Susanta 2 ай бұрын
ସୁରଜ ଭାଇ ମେନ ଲୋକ ସେଥିପାଇଁ ସେ ଆଗୁଆ ଆସିଛନ୍ତି ହକି ଖେଳାଳି ମାନଙ୍କ ପାଇଁ ଆଜି ଆମ ଦେଶ ଗର୍ବିତ ସେଥିପାଇଁ 🙏🏿🙏🏿🙏🏿 ଆମେ ବି ଗର୍ବିତ
@akashbhoi9965
@akashbhoi9965 2 ай бұрын
Tumo pari MLA thila amo odish unati heb❤❤
@srikantbehera399
@srikantbehera399 2 ай бұрын
Very good job work Congress
@gautamchandrarout605
@gautamchandrarout605 Ай бұрын
Many teachers not handover charges MDM to SHG and need School committee take some responsibility
@pravashjena11
@pravashjena11 Ай бұрын
jani ଶୁଣି ଫିଙ୍ଗା କରେଇ ନାହିଁ ତୋ ଭାଇ ? ସବୁ ଠିକ୍ ଯେ ପ୍ରତି ପିଲା କେତେ ଟଙ୍କା ଦିଆ ହେଉଛି ତାକୁ ବି ଟିକେ focous କରନ୍ତୁ ।
@prity983
@prity983 Ай бұрын
Jara lagilani sabu dekhiki😂😂😂
@prity983
@prity983 Ай бұрын
Govt ku request dhyana Diya jau pilanka future kharab heijiba emiti
News Fuse 23 Oct 2024
21:24
OTV
Рет қаралды 52 М.
the balloon deflated while it was flying #tiktok
00:19
Анастасия Тарасова
Рет қаралды 33 МЛН
Osman Kalyoncu Sonu Üzücü Saddest Videos Dream Engine 275 #shorts
00:29
Когда отец одевает ребёнка @JaySharon
00:16
История одного вокалиста
Рет қаралды 16 МЛН
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 33 МЛН
Subhadra Scheme: Loka Nakali Katha Asali | Kanak News
21:12
Kanak News
Рет қаралды 601 М.
News Fuse 18 Oct 2024
21:06
OTV
Рет қаралды 65 М.
News Fuse 23 SEPT 2024
20:53
OTV
Рет қаралды 287 М.
News Fuse 26 AUG 2024
22:36
OTV
Рет қаралды 141 М.
News Fuse 20 SEPT 2024
18:57
OTV
Рет қаралды 394 М.
News Fuse 21 Oct 2024
16:52
OTV
Рет қаралды 31 М.
News Fuse 07 Oct 2024
21:02
OTV
Рет қаралды 58 М.
News Fuse 27 SEPT 2024
22:57
OTV
Рет қаралды 87 М.
the balloon deflated while it was flying #tiktok
00:19
Анастасия Тарасова
Рет қаралды 33 МЛН