No video

Special Story | Tata Power flayed for 'exploiting' consumers with inflated bills in Odisha

  Рет қаралды 378,130

OTV

OTV

Күн бұрын

Special Story | Tata Power flayed for 'exploiting' consumers with inflated bills in Odisha
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 820
@dinabandhudas7184
@dinabandhudas7184 2 жыл бұрын
ଧନ୍ୟବାଦ ଓଟିଭି,
@74524p
@74524p 2 жыл бұрын
ଧନ୍ୟବାଦ ଓଟିଭି , ଉପୋଭୋକ୍ତା ଙ୍କୁ ନ୍ୟାୟ ମିଳିବା ଦରକାର
@prasantsingsamant126
@prasantsingsamant126 2 жыл бұрын
Really such type of bill preparing regularly . So we should salute our.........
@shyamasundarmohanty8096
@shyamasundarmohanty8096 2 жыл бұрын
O
@Rajkumar-ek1qd
@Rajkumar-ek1qd 2 жыл бұрын
Mar ta b emiti heichhe
@soumyakantabarik5938
@soumyakantabarik5938 Жыл бұрын
@@shyamasundarmohanty8096 0pp0p0000000000000000000000000000000pppp00rha 0 jii
@Konarkboy
@Konarkboy 2 жыл бұрын
ବହୁତ ଭଲ ଭଲ ପ୍ରସଙ୍ଗ କେବଳ OTV ହିଁ ଆଣୁଛି । ଧନ୍ୟବାଦ
@srikerenda
@srikerenda 2 жыл бұрын
ଜନ ଆନ୍ଦୋଳନ ଦରକାର। ନ ହେଲେ ଦୁଃଖ କେହି ବୁଝିବେନି।
@ratnakarbarik7186
@ratnakarbarik7186 2 жыл бұрын
ସମସ୍ତ ଗଣମାଧ୍ୟମ ଙ୍କୁ ଅନୁରୋଧ ବିଦ୍ୟୁତ ଯୋଗାଣ ସଂସ୍ଥା ଯେଉଁଭଳି ଭାବେ ଉପୋଭୋକ୍ତ ଙ୍କୁ ଯେପରି ଠକୁଛି ତାହାର ଅଧିକ ଜନସଚେତନତା ଆବଶ୍ୟକ ll ଏଥିରେ ମୁଁ ମଧ୍ଯ ଶିକାର ହେଉଛି ଏହା ମୁଁ ଅନୁଭବ କରୁଛି ll
@sagarikadas9968
@sagarikadas9968 2 жыл бұрын
Ama saha b emti hauchi
@babakilounda4449
@babakilounda4449 2 жыл бұрын
Hmmm bhai
@malatijene3718
@malatijene3718 2 ай бұрын
Y66gg6​@@babakilounda4449
@mithunapradhan2321
@mithunapradhan2321 2 жыл бұрын
ଭାଇ ସାରା ଓଡ଼ିଶାରେ ସମସ୍ତ ହଇରାଣ ହୋଉଚ୍ଚ ଦିନୁକ 10 ରୁ 12 ଥର ଲାଇନ କଟା ହୋଉଛ ପୁଣି ଲାଇନ ବିଲ ଅଧିକ ଆସୁଛ 😭😭😭😭😭
@bishwajitdas4112
@bishwajitdas4112 2 жыл бұрын
Ki bala odia kahuchu be
@bishwajitdas4112
@bishwajitdas4112 2 жыл бұрын
Tu asilu dekhiba jib kalu electrical offc re ta nali re dam kete line ku tu kete atakei debu gabdi ra dam achina
@rptcreation892
@rptcreation892 2 жыл бұрын
@@bishwajitdas4112 Kn kahuchu nije janiparuchu be 😂
@rptcreation892
@rptcreation892 2 жыл бұрын
Thik 😭
@mahavirpaikray
@mahavirpaikray 2 жыл бұрын
Right bro
@jayshreepandey5345
@jayshreepandey5345 2 жыл бұрын
THANKS OTV FOR YOUR CONCERN ABOUT THIS ISSUE 🙏
@jitendrabadi3561
@jitendrabadi3561 2 жыл бұрын
ଧନ୍ୟବାଦ୍ ଓଟିଭି❤️🙏
@sangamaifarming
@sangamaifarming 2 жыл бұрын
ପ୍ରଥମେ କମ୍ ବିଲ୍ ଆସିଲା ସମସ୍ତେ ଖୁସି ତା ପରେ ବଢ଼ି ବଢ଼ି ଚାଲିଛି । ପ୍ରଥମେ ମହୁ ଚଖାଇଲେ ତା ପରେ ଏବେ ଲୁଟୁଛନ୍ତି।କରେଣ୍ଟ ଅଭ୍ୟାସ ହୋଇ ଗଲା ଛାଡି ହେଉନି ।
@ratnakarbarik7186
@ratnakarbarik7186 2 жыл бұрын
ଏଥିରେ ନବୀନ ସରକାର ନୀରବ ରହିବା ଅତି ଦୁଃଖ ଓ ପରିତାପର ବିଷୟ ll
@sushantasahu5624
@sushantasahu5624 2 жыл бұрын
Agyan, nabin ra party ku funding kouthu asiba. Extra income hele sina fer debe.
@ashishmeher1842
@ashishmeher1842 2 жыл бұрын
ଗୋଟେ ମାସରେ 20 ଦିନର ବିଲ ଦେଉଛନ୍ତି ଓ ଆର ମାସରେ 40 ଦିନର ବିଲ ଦେଉଛନ୍ତି , ଯାହାଫଳରେ ଅଧିକ ୟୁନିଟ୍ ହେବା ସହ ୟୁନିଟ୍ ପିଛା ଅଧିକ ଟଙ୍କା ନେଉଛନ୍ତି
@karannandaofficialkno8769
@karannandaofficialkno8769 2 жыл бұрын
ସମସ୍ତେ ଲୁଟୁଚନ୍ତି ଲାଷ୍ଟ ରେ tata power ବି ଲୁଟି ଲା ଆମର ଭଳି ଗରିବ ଲୋକ ର ଗୁହାରି କିଆ ଶୁଣିବା ହେ ଭଗବାନ୍
@trilochansabut5023
@trilochansabut5023 2 жыл бұрын
ଟାଟା ଆସିବା ପରେ ସାଧର ଲୋକମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ୍....
@manogyanvinya1321
@manogyanvinya1321 2 жыл бұрын
Do you believe in government system, i don't know what to do
@Berhampurganjamodisha
@Berhampurganjamodisha 2 жыл бұрын
ପୁରା ଓଡ଼ିଶାର ଲୋକଙ୍କୁ ଠକୁଛି tata company
@sushantmajhi4923
@sushantmajhi4923 2 жыл бұрын
Right 👍
@s.mohapatra-i1k
@s.mohapatra-i1k 2 жыл бұрын
ଗୁଜରାଟରେ ଦୈନିକ 24 ଘଣ୍ଟା ସପ୍ତାହ କୁ 7 ଦିନ ମାସକୁ 30 ଦିନ ଆଉ ବର୍ଷକୁ 365 ଦିନ ବିଜୁଳି କଟେ ନାହିଁ ଆଉ ଗୁଜରାଟରେ କିଛି ଜିଲ୍ଲାରେ ସରକାରୀ ଆଉ କିଛି ଜିଲାରେ ବେସରକାରୀ ବିଜୁଳି ଅଛି କିନ୍ତୁ ଏତେ ଦାମିକା ବିଜୁଳି ଗୁଜରାଟରେ ବିକ୍ରି ହେଉ ନାହିଁ
@kmpani4685
@kmpani4685 2 жыл бұрын
In GJ, People are educated and they are know wrong and right and also raise the voice against any issue with unit of statue. But orissa or odisha people are elitrated, they dont know how to raise the voice such unit. They are also know only free bribes scheme from govt and only think for individuals.our people are believe taking money under thr table So we count as dadan sarmika in GJ and poor people.
@s.mohapatra-i1k
@s.mohapatra-i1k 2 жыл бұрын
@@kmpani4685 ଗୁଜରାତି ଲୋକ ଶିକ୍ଷିତ ନୁହେ ସେମାନେ କୌଣସି ପ୍ରକାର ଆନ୍ଦୋଳନ ଦଙ୍ଗା କରନ୍ତି ନାହିଁ ସରକାରି ଅଫିସରେ ଲାଞ୍ଚ ନଦେଲେ କାମ ହୁଏ ନାହିଁ ବିଜେପି ର ଏକ ଛାତ୍ରବାଦୀ ଶାସନ ଚାଲିଛି ତଥାପି ଓଡିଶା ଠାରୁ କିଛି ଅଧିକ ବିଜୁଳି ବିଲ କିନ୍ତୁ ଓଡିଶା ଭଳି ନୁହଁ ଓଡ଼ିଶାରେ 24 ଘଣ୍ଟା ବିଜୁଳି ନଦେଇ ବିଲ ନେଉଛନ୍ତି ସେଠାରେ ଫୁଲ 220 volt ସବୁବେଳେ ଥାଏ ତେଣୁ ଘରେ ଅଧିକ ପରିମାଣର bulb ଲଗେଇ ବଲପ ଆବଶ୍ୟକ ନାହିଁ ବାକି ଅନ୍ୟ ଜିନିଷ ଜାଣିବାକୁ ହେଲେ ସେଠା je କୁ ଏଠି ଡାକି ପଚାରିବାକୁ ପଡିବ ନଚେତ ଏଠା je କୁ ସେଠାକୁ ନେଇ ଯିବାକୁ ପଡ଼ିବ
@kmpani4685
@kmpani4685 2 жыл бұрын
@@s.mohapatra-i1k GJ is develop state ,that facilities road,communication, transport system of govt bus services ,metro rail and upcoming bullet train project that beautiful to the city and living of people lifestyle is good ,faster and convenient. If open the history maximum danga was happen in state and in year 2000 the earth quake was suffer in the state. If any one take the bribe for the work it will doit that person property in GJ but in OD the money eat the person and dont respond the person. If you compare our twin cities ctc and bbsr to ahmedbad and gandhinagar then you able to answer properly about the question. Year 1999 the natural disaster come first time then what we are learn only ctc and bbsr are developed in our state rest of other district are undeveloped and non facilities they are basic service of govt. If you visit different state of od then you know the difference in between. In national media we are counted as dadan sarmika so called migrant labour that working in different part of india on different district. Most of the labour are working in surat on garments sector. Many cause are there that found better othet than od to GJ......
@pradoshkumar7833
@pradoshkumar7833 2 жыл бұрын
ଦୁଇ ମାସ ତଳେ ଆମର ଗୋଟେ ମାସ ର ଯେତିକି ବିଲ ଆସିଥିଲା, ମୁଁ ତା ପରଦିନ ସବୁ ପଇସା ବାନ୍ଧିଲି. ତାପରେ ଗୋଟେ ଦିନ ପରେ 700 ପରେ ବିଲ ଆସିଲା. ମୁଁ କମ୍ପ୍ଲେନ ଦେଲା ପରେ ସେମାନେ କହିଲେ ଭୁଲ ରେ ହେଇଯାଇଛି.ଆଉ ମାସ କ ର ବାନ୍ଧିବା ପରିବର୍ତ୍ତେ ସେ କହୁଛନ୍ତି ଆଉ 10 ଦିନ ର ବାନ୍ଧିଦେବୁ କି. ସେମାନେ ଆଉ 10 ଦିନ ର କେତେ ହବ କେମିତି ଜାଣିଲେ.ସବୁଠି ଦୁର୍ନୀତି.
@mamataparamanik1899
@mamataparamanik1899 2 жыл бұрын
Aamara bi adhika bill aasuchi bhai tata company nare case hele bhala huanta
@Kuna599
@Kuna599 2 жыл бұрын
TATA power ଆସିଲା ଦିନଠୁଁ ମୁଁ ଏଇ system କୁ ନେଇ ବିରୋଧ କରୁଛି କିନ୍ତୁ ଲୋକ କିଛି ବୁଝି ପାରୁନାହାନ୍ତି ଏ ହିସାବ. Tata power ସମ୍ପୂର୍ଣ ଲୁଟୁଛି
@RAJEEVKUMAR-xk5pz
@RAJEEVKUMAR-xk5pz 2 жыл бұрын
Becz it's odisha
@gaganbihari9707
@gaganbihari9707 2 жыл бұрын
ସବୁଠାରେ ଏଭଳି ଚଞ୍ଚକତା ଚାଲିଛି। ଯଦି 1st slab 50 units ପର୍ଯ୍ୟନ୍ତ ଅଛି, ତେବେ ତା ଠାରୁ କମ୍ ରେ ହିସାବ କରି ପରବର୍ତ୍ତୀ slab re ଅଧିକ unit ର ହିସାବ କରି ଗ୍ରାହକମାନଙ୍କୁ ଶୋଷଣ କରା ଯାଉଛି।
@pitabasnayak1987
@pitabasnayak1987 2 жыл бұрын
ଏ ସରକାର ସାଧାରଣ ଜନତା ଙ୍କୁ ଶୋଷଣ କରୁଛି ଆମ୍ ଆଦମୀ ପାର୍ଟି ଆସିଲେ ଏ ସବୁ ସମସ୍ୟା ର ସମାଧାନ ସବୁ ଦିନ ପାଇଁ ବନ୍ଦ ହୋଇଯିବ
@shinquanone8714
@shinquanone8714 2 жыл бұрын
Tata Power ର କୌଣସି ଅଧିକାରୀ ଙ୍କୁ ଟିକେ direct ପଚାରି ପାରିଲ ନି ଆଉ।
@nrusinghabarik4091
@nrusinghabarik4091 2 жыл бұрын
Yes it is happening all over Odisha. Please make a series of awareness on this.
@amareshkar3143
@amareshkar3143 2 жыл бұрын
Great OTV. But iska end hona chahiye....
@sushantakumar3045
@sushantakumar3045 2 жыл бұрын
Very good Initiative by Otv, Thanks
@KHERWALBAZAR
@KHERWALBAZAR 2 жыл бұрын
ଆମର ବି ଠିକ୍ ଏମିତି ହେଇଛି
@sushantmajhi4923
@sushantmajhi4923 2 жыл бұрын
Right 👍
@amaharanavlogs
@amaharanavlogs 2 жыл бұрын
ଏହି ଭଳି ଯଦି every month ଚାଲିବ। ଓଡିଶାର ଜନସାଧାରଣ ଅଭିଯୋଗ କରନ୍ତୁ ଏବଂ TATA🖐️ କୁ BUY BUY👎 କରିବା ଦରକାର ଓଡ଼ିଶା ସରକାର କରୁଛି କଣ....................?☝️
@abgaming8637
@abgaming8637 2 жыл бұрын
Amara semiti adhika bill asuchi
@kundankumarnayak8246
@kundankumarnayak8246 2 жыл бұрын
Exactly sr,,, i feel it
@padmalochanpalei1287
@padmalochanpalei1287 2 жыл бұрын
ବହୁତ ଠକୁଚି tata power ଆମର ବି ଦିନ କୁ ଦିନ ବଢି ବଢି ଚାଲିଛି ଏବେ ତିନି ମାସ ହେଲାନି
@mamaneemohapatra5925
@mamaneemohapatra5925 2 жыл бұрын
Right sir... 🙏🙏🙏🙏🙏
@niranjanpatra84
@niranjanpatra84 2 жыл бұрын
Government should investigate on this subject immediately and a proper action must be taken against the defaulter. Common peoples are suffering a lot for paying high amount of EB.
@lagguru8032
@lagguru8032 2 жыл бұрын
Brother u are complaining about bribe to the people who are taking bribe
@manojhack766
@manojhack766 2 жыл бұрын
Thank you OTV
@chandrasekharkanhar7021
@chandrasekharkanhar7021 2 жыл бұрын
ଓଟିଭି କୁ ଏବେ ଜଣା ପଡୁଛି ବୋଧେ । ଆଉ ଗୋଟିଏ କଥା ଓଟିଭି ଜାଣି ନାହାନ୍ତି ବୋଧେ । ବିଲ ନ ବାନ୍ଧି ପାରି ଆତ୍ମ ହତ୍ୟା ବି କରୁଛନ୍ତି ସାର ।
@baliasamal4185
@baliasamal4185 2 жыл бұрын
Keep it up OTV news Thanks 🙏🙏
@ଅଭୟ
@ଅଭୟ 2 жыл бұрын
ବହୁତ ଦୁର୍ନୀତି ହେଉଛି ୟୁନିଟ ପିଛା 1ଟଙ୍କା କର ନହେଲେ ଓଡିଶା ରେ ବିଦୂତ ଫ୍ରି କର
@gautamchandrarout605
@gautamchandrarout605 2 жыл бұрын
Great OTV
@rabinarayanpradahan9380
@rabinarayanpradahan9380 2 жыл бұрын
କ'ଣ କରିବା,,, କିଛି ଉପାୟ ନାହିଁ,,, ଭାଗ୍ୟ କୁ ଆଦରି ପଡିରହିବା କଥା,,,କାରଣ "ତୁ ଗୁହାରି କରିବୁ ଯାହାକୁ, ମୁଁ ଘଇତା କରିଛି" ତାହାକୁ,,😭😭
@priyadarshinisahoo3536
@priyadarshinisahoo3536 Жыл бұрын
OTV tqqq soo much . Ame bohut hairana houchu .
@chinmayatarei9643
@chinmayatarei9643 2 жыл бұрын
Amara bi asuchhi 😭😭😭
@saratchandrarout6895
@saratchandrarout6895 2 жыл бұрын
I have been also charged like this.
@abinashkhamari1998
@abinashkhamari1998 2 жыл бұрын
Thanks for OTV 👍
@sanjayamallick5350
@sanjayamallick5350 2 жыл бұрын
ହଁ ସାର୍ ଆମ ଗାଁରେ ମଧ୍ଯ ଏ ମାସରେ ଅଧିକ ବିଲ୍ ଆସିଛି ତେଣୁ ଏହାର ଇନ୍ୱୱେଷ୍ଟି କରଣ କରାଯାଉ।
@bichitrakumarbai1131
@bichitrakumarbai1131 2 жыл бұрын
Thanks otv
@munamohanta7101
@munamohanta7101 2 жыл бұрын
ବହୁତ୍ ହଇରାଣ୍ କରୁଛି ଟାଟା power ,,ବହୁତ୍ ଭୁଲ bill ରେ prove ଅଛି bill clear thaiki DPS ଲାଗୁଛି
@exploreaswini9207
@exploreaswini9207 2 жыл бұрын
Same happens here in Ganjam TPSODL🤔😡
@janakiballavdash806
@janakiballavdash806 2 жыл бұрын
Very good, East India Company s new face, so what indian did with it?
@ddasvlogs8697
@ddasvlogs8697 2 жыл бұрын
Thanks OTV tata power upare drudhakarjyanistan niajau
@keshabrout8281
@keshabrout8281 2 жыл бұрын
ଧନ୍ଯବାଦ otv
@satyajitsahoo9330
@satyajitsahoo9330 2 жыл бұрын
Thank you o tv
@trilochansabut5023
@trilochansabut5023 2 жыл бұрын
ଆମର ଆଗରୁ ୩୦୦ ଟଙ୍କା ଆସୁଥିଲା ଟାଟା ଆସିବା ପରେ ୭୦୦....୮୦୦ ବିଲ ହେଉଛି
@sushantmajhi4923
@sushantmajhi4923 2 жыл бұрын
Right 👍
@santoshseth8704
@santoshseth8704 2 жыл бұрын
TATA power harami company
@ahuman5934
@ahuman5934 2 жыл бұрын
ଇଏ ୬ ନମ୍ୱର୍ T ! T for TATA ! Transformer ଲଗେଇ ଓଡ଼ିଶାକୁ ପୁରା Total Transformation କରିଦେବ !
@sanjaysutar2484
@sanjaysutar2484 2 жыл бұрын
ଠିକ୍ କଥା ଧନ୍ଯବାଦ
@prtblogs
@prtblogs 2 жыл бұрын
ଲୋକଙ୍କୁ ଲୁଟିବା ପାଇଁ ଜାଣି ଶୁଣି ରାଜ୍ଯ ସରକାର ଟାଟା ପାୱାର ହାତରେ ଟେକି ଦେଇଛନ୍ତି । ଖାଲି ଲୋକ ଦେଖାଣିଆ ବିଧାନ ସଭାରେ ଆଲୋଚନା କରିବା ।
@bapi4urnjoy700
@bapi4urnjoy700 2 жыл бұрын
ଆମ ସାଙ୍ଗରେ ବି ଏମିତି ହୋଇଛି ଶଳା ଏଠି ବିଜେଡି ସରକାର ସବୁ ଏମିତି ଚୋର କମ୍ପାନୀ କୁ ଦଉଛି
@umakantapalai3079
@umakantapalai3079 2 жыл бұрын
U r right bro
@prabinapradhan441
@prabinapradhan441 2 жыл бұрын
I also say in my bill it was fewer units in every slabs , that s are: 47 * 3.0 | 141 * 4,8 | 188 * 5.8
@saratdas4286
@saratdas4286 2 жыл бұрын
So proud of you
@ronalddash6520
@ronalddash6520 2 жыл бұрын
Stop Privatisation of Electricity. Let CESU Odisha own electricity.
@manonjaymohanty9781
@manonjaymohanty9781 2 жыл бұрын
Thank you otv chenal sabu bele thik update ani dei thibaru
@trilochansabut5023
@trilochansabut5023 2 жыл бұрын
ଟାଟା ଆସିବା ପରେ ସାଧାରଣ ଲୋକଙ୍କ ଜୀବନରେ ଅସୁିଧା ଉପୁଜୁଛି
@advik3480
@advik3480 2 жыл бұрын
Absolutely right
@uniquedugu9177
@uniquedugu9177 2 жыл бұрын
Right amiti hi hauchi amar bi amiti thakei hele sadharana Lokanka ra kn heba plz take it write solution 🙏
@momatirakalasanskruti967
@momatirakalasanskruti967 2 жыл бұрын
Bhai Amara bi Semiti heichhi
@sujitpanda1749
@sujitpanda1749 2 жыл бұрын
ଯେ କୌଣସି ସଂସ୍ଥା ଯଦି ଘରୋଇ ହାତକୁ ଯିବ , ତେବେ ଏ ସବୁ ଘଟଣା ହେବା ସ୍ଵାଭାବିକ ।
@sitaodiyatechchenal6770
@sitaodiyatechchenal6770 2 жыл бұрын
ଧନ୍ୟବାଦ ଓଟିଭି ନିୟୁଜ 🙏🙏👌👍
@roitodivya8592
@roitodivya8592 2 жыл бұрын
Exactly ଆମର ଘରର ବିଲ୍ ମାସକୁ 12000+
@lgdsupersaund2278
@lgdsupersaund2278 2 жыл бұрын
Thank you OTV 🙏🙏🙏
@VlogingSantos
@VlogingSantos 2 жыл бұрын
TATA POWER ବହୁତ୍ ଠକି ଚାଲିଛି
@susilkumarbehera7501
@susilkumarbehera7501 2 жыл бұрын
How slab rate system work in bill ? 30 days = 50Unit 1 days. = 50/30u = 1.66 unit If bill provide 28 days = 28×1.66= 46unit 35 days = 35×1.66 = 58unit
@shaktiswarupsingh606
@shaktiswarupsingh606 2 жыл бұрын
Tata power ଯେତିକି ଟଙ୍କା ନେତା ଙ୍କୁ ଦେଇଛି ସେହି ପଇସା ଲୋକ ମାନଙ୍କ ଠାରୁ ଲୁଟ କରୁଛି.
@maa9540
@maa9540 2 жыл бұрын
ଓଟିଭି ଧନ୍ୟବାଦ
@raghuveerjibablurajguiya7288
@raghuveerjibablurajguiya7288 2 жыл бұрын
ମୁଁ ରଘୁନାଥ ଗୁଇୟା, ଯଶିପୁର ମୟୁରଭଞ୍ଜ ଓଡିଶା ରଅଟେ, ମୁଁ ବି ଭୋଗିଛି ଏ ଟାଟା power କମ୍ପାନୀ ର କର୍ମଚାରୀ ମାନେ ଲୋକ ଙ୍କୁ ବହୁତ ଠକୁଛନ୍ତି କରେଣ୍ଟ ବିଲ ଯୋଗୁଁ tata ପୱେର କର୍ମଚାରୀ ଗିଲଟରାଜମୋହନ୍ତଙ୍କ ସହିତ ମାଡଗୋଳ ହେଇ ମୋ ନାଁ ରେ ପୋଲିସ କେସ ହେଇଛି 😰😩🙏😱
@crazygaming-vy3cp
@crazygaming-vy3cp 2 жыл бұрын
Thank you otv
@asitandannu...familyexpres6261
@asitandannu...familyexpres6261 2 жыл бұрын
Simply Odisha re Tata Power dadagiri chaleichhi
@supreshkumarnayak9306
@supreshkumarnayak9306 2 жыл бұрын
Bill sabu gadbad karuchhi
@rabindrasahu2083
@rabindrasahu2083 2 жыл бұрын
Thanks OTV for raise the issue, but no action taking by our Odisha Govt. to Tata Power.
@SusmitaExpress
@SusmitaExpress 2 жыл бұрын
ଗରିବ ଲୋକମାନଙ୍କ ପାଇଁ ବହୁତ କଷ୍ଟ ହେଉଛି 500 ଜାଗାରେ 1000, 1000 ଯେଉଁଠି ହୁଏ ସେଠି 2000 କି 2500 ହେଉଛି ଏମିତି ପ୍ରାୟ ୩, ୪ ମାସ ହେବ କରୁଛନ୍ତି l
@kameshgtchannel4557
@kameshgtchannel4557 2 жыл бұрын
Tata Power ବେଶି ଅନ୍ୟାୟ କରୁଚି, ସରକାର ପଦକ୍ୟାପ ନେବା ଜରୁରୀ,
@nabinbiswal5222
@nabinbiswal5222 2 жыл бұрын
Tata hatao
@sivprasad938
@sivprasad938 2 жыл бұрын
ଯାଗୋ ଜନତା ଜାଗୋ।।।
@sandhyarani7852
@sandhyarani7852 2 жыл бұрын
Amara bi adhika bill uthuchi
@Kanhusoma143
@Kanhusoma143 2 жыл бұрын
Otv dhanyawad jindabaad🙏
@allhadinipatel1655
@allhadinipatel1655 2 жыл бұрын
danyabad esabu lokalochanaku anithibaru
@alfaguria
@alfaguria 2 жыл бұрын
I have also noticed this since Feb. 2022. Tata Power charging more using this trick to earn more.
@debasishbisoyi5268
@debasishbisoyi5268 2 жыл бұрын
Thanks otv riporter ,this is true metter,kindly request you imedettly action it
@manasbehera9055
@manasbehera9055 2 жыл бұрын
Dhanybad otv
@rabindrakuanar8369
@rabindrakuanar8369 2 жыл бұрын
Thanks OTV for your this issue
@gorekhanathswain3922
@gorekhanathswain3922 2 жыл бұрын
Good news . Jago grahak jago
@biswanathbaral2242
@biswanathbaral2242 2 жыл бұрын
Best news of OTV.
@ganiasrinu2821
@ganiasrinu2821 2 жыл бұрын
Tata Power is seal this company
@straightforward6822
@straightforward6822 2 жыл бұрын
Otv news... thnks...proud of otv
@omnamhasibaya4438
@omnamhasibaya4438 2 жыл бұрын
Right Khali Maada Darakar Aamar bi bill clear but 16000 pakrichhanti
@glakshmitayaru6306
@glakshmitayaru6306 2 жыл бұрын
Thanks a lot...for your awareness...👍
@sunarammurmu8489
@sunarammurmu8489 2 жыл бұрын
ମୋଦୀ ହେ ତୋ ମୁମ୍କିନହେ ଏଥର ନେତା ମନ୍ତ୍ରୀ ମାନଙ୍କ ର ଭଲଲାଭ ହେବ
@puspanjalisahoo4236
@puspanjalisahoo4236 2 жыл бұрын
Thank u so so much OTV
@ratikantasahoo9151
@ratikantasahoo9151 2 жыл бұрын
Otv is correct over bill charge..
@muktikantabehera9904
@muktikantabehera9904 2 жыл бұрын
Thanks for OTV 🙏
@biranchinarayanmishra7191
@biranchinarayanmishra7191 2 жыл бұрын
Thanks for the information you have given.
@AsishKumar-xe8rd
@AsishKumar-xe8rd 2 жыл бұрын
Same here...
@utkalprasadparida3984
@utkalprasadparida3984 2 жыл бұрын
Thanks OTV🙏
Violet Beauregarde Doll🫐
00:58
PIRANKA
Рет қаралды 41 МЛН
ROLLING DOWN
00:20
Natan por Aí
Рет қаралды 11 МЛН
Magic trick 🪄😁
00:13
Andrey Grechka
Рет қаралды 58 МЛН
나랑 아빠가 아이스크림 먹을 때
00:15
진영민yeongmin
Рет қаралды 6 МЛН
Controversy Of Tata Power About Electricity Bill
3:04
Kanak News
Рет қаралды 1 МЛН
Violet Beauregarde Doll🫐
00:58
PIRANKA
Рет қаралды 41 МЛН