Special Report: Odisha Launches Smart Electric Meter With Pre-paid, Post-Paid Services For Household

  Рет қаралды 1,747,895

Kanak News

Kanak News

Күн бұрын

Пікірлер: 1 200
@PositiveVibesOdia
@PositiveVibesOdia 2 жыл бұрын
ସବୁବେଳେ ଗରିବମାନଙ୍କୁ ଗରିବ ରଖିବା ଏବଂ ଦାରିଦ୍ର୍ୟ କରିବା ସରକାର ଷଡ଼ଯନ୍ତ୍ର ! ଧନୀ ସବୁବେଳେ ଖୁସରେ🙏ହେ ଜଗନ୍ନାଥ ରକ୍ଷାକରଗରିବ ଙ୍କୁ🙏
@SanjayKumar-ll9cv
@SanjayKumar-ll9cv 2 жыл бұрын
Right
@Shuvha
@Shuvha 2 жыл бұрын
U are right 👍
@qwertyui4317
@qwertyui4317 2 жыл бұрын
You are absolutely right
@ashisrout6101
@ashisrout6101 2 жыл бұрын
Mg khali ta kandila au
@godblessyou7640
@godblessyou7640 2 жыл бұрын
କିଛି ନାହିଁ ଭାଇ hack ହବ 😁😁😁ଆସୁ ବଢିଆ ହବ.
@RiyanshRudransh5343
@RiyanshRudransh5343 2 жыл бұрын
ଓଡିଶାରୁ ବିଦ୍ୟୁତ୍ ବାହାର ରାଜ୍ୟକୁ ଦିଅ ,ବାହାର ରାଜ୍ୟରେ ୟୁନିଟ କମ ଟଙ୍କା ଥିଲା ବେଳେ ,ଓଡ଼ିଶାରେ କଣ ପାଇଁ ଅଧିକା।ଏଥିରେ ପୁଣି ସ୍ମାର୍ଟ ମିଟର ବସାଉଛ । ଆଲାଯୁଗିଆ ଦଳ ।
@satrughanbehera4410
@satrughanbehera4410 2 жыл бұрын
Banada BJD dala
@naturelovermisssuna2754
@naturelovermisssuna2754 2 жыл бұрын
Right 👍
@sureshsathua8410
@sureshsathua8410 2 жыл бұрын
ନେତାମାନଙ୍କୁ ବି ସେ ସୁବିଧା ଦିଆଯାଉ ,ସମସ୍ତେ ପଇସା ଦେଇ ଜାଳନ୍ତୁ ।
@baikunthabehera3971
@baikunthabehera3971 2 жыл бұрын
Amite kete jojana bahariba
@ranjitbehera4241
@ranjitbehera4241 2 жыл бұрын
ବହୁତ ଭଲ ପଦକ୍ଷେପ ଲୋକଙ୍କୁ ଲୁଟିବାର,ମରରେ ଶଳେ। ଭୋଟ ବେଳେ ଟଙ୍କା ୧୦୦୦ଚିକେନ୍ କିଲେ ମଦ ବୁତଲେ ନେଲ,ଏବେ ଚକ୍ରବ୍ରୃଦ୍ଧି ସୂଧରେ ଫେରାଅ। ମୁଁ ନିଜକୁ ଗର୍ବିତ ମନେ କରୁଛି କି ମୁଁ ପଇସା ଖାଉନି କି ଏ ଶଳା ଙ୍କୁ ଭୋଟ୍ ଦେଇ ଯାଉନି।ମୋ ରୋଜଗାର କମ୍ କିନ୍ତୁ ଖୁସିରେ ଅଛି ବରଂ ଅଭାବରେ ଅଛି।
@hemantasekharmeher9128
@hemantasekharmeher9128 2 жыл бұрын
ଯାହାହେଉ, ତମ ଘରେ ତାହେଲେ ସ୍ମାର୍ଟ ମିଟର ଲାଗିବନି, 🤣🤣🤣🤣
@creation1567
@creation1567 2 жыл бұрын
@Ashu na kichi nahi. Ahuri sankha funkiba
@SuprabhatBharat7751
@SuprabhatBharat7751 2 жыл бұрын
Aare bhai snkha phunka ki phoola phutao ae. Sabu gotiye bhadira para beacuse dala badalakari Zinda baad 🤣🤣😂😂
@creation1567
@creation1567 2 жыл бұрын
@@SuprabhatBharat7751 right bro
@sanjaykumarsahoo2703
@sanjaykumarsahoo2703 2 жыл бұрын
Right
@creanimalvine1971
@creanimalvine1971 2 жыл бұрын
ସମସ୍ତେ solar system🌞✨🌎✨🌝 ଲଗେଇଲେ ହିଁ ଏମାନଙ୍କୁ ଠିକ୍ ।ବାଳ smart meter ଲଗେଇବ
@bharatbindhani9173
@bharatbindhani9173 2 жыл бұрын
Hn Bhai
@basaratali3272
@basaratali3272 2 жыл бұрын
ହଁ, ଠିକ୍ କଥା କହୁଛନ୍ତି, Solar ଟା ହିଁ ବିକଳ୍ପ
@majhiweb
@majhiweb 2 жыл бұрын
ଏସବୁ ଗରିବ ଲୋକଙ୍କ ପାଇଁ ଲାଗୁ କରା ନ ଯାଉ, ଏ ମିଟର କେବଳ ଧନୀ ଲୋକଙ୍କ ପାଇଁ କାମରେ ଆସିବ,,, ଆଉ କଣ କହିବି .....
@SBMSILUEntertainmentyoutubecom
@SBMSILUEntertainmentyoutubecom 2 жыл бұрын
You are the right
@sushilmohanty7812
@sushilmohanty7812 2 жыл бұрын
Bhubaneswar kn smart city nuha ki kintu pani ghare psuchi
@Thelipunayak
@Thelipunayak 2 жыл бұрын
You are right bhai
@majhiweb
@majhiweb 2 жыл бұрын
@@sushilmohanty7812 Hello sir ji, what is the difference between,poor,rich & smart city bhubaneswar ?
@sibaramsahu6640
@sibaramsahu6640 2 жыл бұрын
Hn thik
@Jigyanshu1234
@Jigyanshu1234 2 жыл бұрын
ଡଙ୍ଗା ବୁଡି ବାର ସମୟ ଆସିଗଲା 🙏🙏🙏🙏🙏 ଜୟ ଜଗନ୍ନାଥ
@Skumar-eg2oj
@Skumar-eg2oj 2 жыл бұрын
ଆଉ ୟେ ଯୋଉ ଲୋକଟି କହୁଛି ବହୁତୁ ଭଲ ସୁବିଧା ହେଲା, ସେ ଶଳା ଟି କୋଉଠୁ ପଛ ମାରି ଆଣୁ ଥିବ, ନ ହେଲେ ସେ ଭାଇ ବିଜେଡିର କର୍ମୀ ହେଥିବ, ସତ କଥା ରେ ଭାଇ 🤯ଲୋକଙ୍କୁ ଟିକେ ଶାନ୍ତିରେ ରହିବାକୁ ଦେବେନି ଏମାନେ. 😡
@mrutyunjayasingh9703
@mrutyunjayasingh9703 2 жыл бұрын
SAKALE UTHILE NABIN BABU KANA BHABIKI UTHANTI...KEMITI LOKA KU MARIBU...SALA NIJE ELECTRICITY BILL DELE SINA JANA PADANTA...
@budhanathpradhan7059
@budhanathpradhan7059 2 жыл бұрын
Ea magia sabu 3
@banamalinayak9917
@banamalinayak9917 2 жыл бұрын
Right bhai
@romioniosridder8709
@romioniosridder8709 2 жыл бұрын
Bjd hotao odisha bonchao
@channel-iw6re
@channel-iw6re 2 жыл бұрын
ଲୋଟିବାର ଉପାୟ
@Farmer387
@Farmer387 2 жыл бұрын
kzbin.info/www/bejne/gYDGq4J7lJitmLM
@pradeepsahu1304
@pradeepsahu1304 2 жыл бұрын
ଓଡିଶା ରେ ସବୁ ବିଦୂତ ଉପାବୋକ୍ତ. ଖାଲି ସ୍ମାର୍ଟ miter lagile କଣ ହେବ. ସ୍ମାର୍ଟ ବିଦୂତ ଦିଆ ଯାଉ
@MaaTaraTariniTemple66
@MaaTaraTariniTemple66 2 жыл бұрын
Right
@MRShark7
@MRShark7 2 жыл бұрын
Smart bidyut kan ki 😂😂😂
@PILLUDAS100
@PILLUDAS100 2 жыл бұрын
@@MRShark7 24×7 even you are in village
@suryabrata7247
@suryabrata7247 2 жыл бұрын
24*7 electricity is possible when u install a solar panel with electricity from coal(in case of emergency like rainy season), no tension only enjoy
@sushilmohanty7812
@sushilmohanty7812 2 жыл бұрын
Neta au bata paileni police fine karibe electric smart meter karibe
@suratha1
@suratha1 2 жыл бұрын
ସବୁ ଠିକ୍ ଅଛି ଯଦି current ନଥିବ ସେତେବେଳେ ଲାଇଟ୍ କେମିତି ଜଳିବ
@nikitamohapatra6457
@nikitamohapatra6457 2 жыл бұрын
Correct
@motivationsshort2147
@motivationsshort2147 2 жыл бұрын
Good
@krushnakantapradhan
@krushnakantapradhan 2 жыл бұрын
Good
@Chinmaya_Mishra
@Chinmaya_Mishra 2 жыл бұрын
Inverter.
@DjSambalpuriMusicOfficial
@DjSambalpuriMusicOfficial 2 жыл бұрын
Right
@srikanthamohanty5352
@srikanthamohanty5352 2 жыл бұрын
ମିଟର ସିନା ସ୍ମାର୍ଟ ହେଲା, କିନ୍ତୁ ଅଘୋଷିତ ଭାବରେ ଯେଉଁ ବାରମ୍ବାର ଲାଇନ କଟୁଛି ତା ପାଇଁ କି ସ୍ମାର୍ଟ ବ୍ୟବସ୍ଥା ହେଇଛି ? ନା, ଏ ସ୍ମାର୍ଟ ବ୍ୟବସ୍ଥା ଖାଲି ଉପଭୋକ୍ତାଙ୍କ ପାଇଁ ?
@brajakishorepadhi4022
@brajakishorepadhi4022 2 жыл бұрын
Navin pattanyak ra biswastariya chinta dhara...
@Chandrasen_pujari
@Chandrasen_pujari 2 жыл бұрын
💯 Right
@tktimepass--36.3kviews
@tktimepass--36.3kviews 2 жыл бұрын
ଟାଟା fine ଦବ କି । ଆଗରୁ ଶୁଣୁଥିଲୁ ଯାହା ସବୁ ହଉଛି ପ୍ରଭୁଙ୍କ ଇଛା,କିନ୍ତୁ ଏବେ ଯାହା ସବୁ ଚାଲିଛି ସରକାର ଇଛା ।
@alokscreation.92
@alokscreation.92 2 жыл бұрын
ଖାଲି network ଆଏଲେ ଯାଇ bulb ଜଳବା ନେହେଲେ ଅନ୍ଧାରେ ବସିଥ
@SBMSILUEntertainmentyoutubecom
@SBMSILUEntertainmentyoutubecom 2 жыл бұрын
Right questions
@ajitpani1
@ajitpani1 2 жыл бұрын
😂😂😂
@PILLUDAS100
@PILLUDAS100 2 жыл бұрын
Awesome question bro
@amanmaharana2094
@amanmaharana2094 2 жыл бұрын
😇😇😇😇
@amanmaharana2094
@amanmaharana2094 2 жыл бұрын
କାଏଁ କଥା ଟେ କହିଲ ହୋ ଏକଦମ ମନକେ ଛୁଇଁଗଲା
@rabinarayandas836
@rabinarayandas836 2 жыл бұрын
ମନ ଇଚ୍ଛା ରାଜ ଚାଲିବ ବିଦୂତ ଅଫିସରେ ଆଉ ଯେଉଁ କଲେକ୍ସନ କରୁଥିବା ଠିକା କର୍ମ ଚାରି ଛଟେଇ ହେବେ ତାଙ୍କର ଆଉ କାମ ନାହିଁ
@baikunthabehera3971
@baikunthabehera3971 2 жыл бұрын
Kanha lekhila ma .tumaku salam
@bijayakumarmoharana9302
@bijayakumarmoharana9302 2 жыл бұрын
One unit one rate ଲାଗୁ ହେଉ ୫୦ୟୁନିଟ ଭିତରେ ଗୋଟେ ରେଟ ୧୦୦ୟୁନିଟ ରେ ଆଉଗୋଟେ ରେଟ, କାହିଁକି ??? Stop this farce!🙏
@amrita9454
@amrita9454 2 жыл бұрын
Right 👍
@listenme4261
@listenme4261 2 жыл бұрын
Se mantri nka pain
@baldevpatra9355
@baldevpatra9355 2 жыл бұрын
Nahi havani , the reason of this system is beneficial for poor , those who consume low electricity will face low charge white others will get high
@smrutiranjanbrahma4566
@smrutiranjanbrahma4566 2 жыл бұрын
Connection Kati de
@secularchutiye5852
@secularchutiye5852 2 жыл бұрын
Khali magana Tanki kia chaula khao
@supravatmohanty6226
@supravatmohanty6226 2 жыл бұрын
ଠିକ୍ ଅଛି smart meter ଲଗେଇବୁ recharge ବି କରିବୁ କିନ୍ତୁ ଦିନ କୁ 10 ଥର power cut କରୁଛ ସେଇଟା ଆଗ ଠିକ୍ ହେଉ
@anitapradhan8325
@anitapradhan8325 2 жыл бұрын
Right
@bulubehera4491
@bulubehera4491 2 жыл бұрын
ଏ ଆମ ସରକାର ସବୁବେଳେ ଗରିବଙ୍କୁ ମାରିବ କାହିଁକି ଜିଏ ଚାକିରି କରୁଛନ୍ତିି ତାଙ୍କ ପାଇଁ ୟୁନଟୀ ଚାଜୀଙ୍ଗୀ ଅଲଗାହେଉ ଆଉ ଗରିବ ଲୋକଙ୍କ ପାଇଁ ଏସବୁ ବନ୍ଦ କରିବାକୁ ସରକାର ଙ୍କ ପାଖରେ ପ୍ରାର୍ଥନା କରୁଛୁ ଦୟାକରି ଗରିବଙ୍କୁ ଦୟା ହେଉ ନହେଲେ ଭଗବାନ୍ ଜୁଧ ଘୋଷଣା କରାଜାଉ
@happyworld2135
@happyworld2135 2 жыл бұрын
ହଉ ଟାଟା କମ୍ପାନୀ ସ୍ମାର୍ଟ ମିଟର ଲଗୋଉ ସାଧାରଣ ଜନତାଙ୍କୁ ଲୁଟିବା ପାଇଁ, ଆମେ ବି ତା ବ୍ଯବସ୍ଥା କରିଦବୁ ଯେ😎
@birendramishra5979
@birendramishra5979 2 жыл бұрын
Bhai kan byabasta kariba tike kahiba.sarkar amuku lutibara bahut upaya khojuchanty.smart number plate pare smart miter.
@TechnicalSharp
@TechnicalSharp 2 жыл бұрын
😁😁😁😁😁 Meter bypass kzbin.info/www/bejne/f6vSY5eXnsiLsM0
@geetanjaliodia3279
@geetanjaliodia3279 2 жыл бұрын
Boycott kale haba
@happyworld2135
@happyworld2135 2 жыл бұрын
@@birendramishra5979 lantheen jaliba au kn😂
@chandansur9553
@chandansur9553 2 жыл бұрын
@@happyworld2135 government ku paisa avab padile kirasin price be badeyi debe
@samarsamantaray6817
@samarsamantaray6817 2 жыл бұрын
We didn't accept Smart Meter
@suryabrata7247
@suryabrata7247 2 жыл бұрын
U don't have any other options 🤣, u have options only after becoming an MLA🤣🤣🤣🤣🤣🤣🤣
@SuprabhatBharat7751
@SuprabhatBharat7751 2 жыл бұрын
Options achi counjumer court
@smrutiranjanbrahma4566
@smrutiranjanbrahma4566 2 жыл бұрын
Tamara asubidha kan.huka pakouchha ki
@ajitkumarsahu3107
@ajitkumarsahu3107 2 жыл бұрын
Then solar connection nei jaao
@odiapuamuna5578
@odiapuamuna5578 2 жыл бұрын
ମୟୂଭଞ୍ଜ ରେ ତ ଟିକେ ବର୍ଷା ହେଲେ ବିଜୁଳି କାଟୁଛନ୍ତି ଟାଟା ନେଇଛି, ବାଳ ମିଟର ଅନୁଚ ଶଳା ମାନେ, ବିଦ୍ୟୁତ୍ ଦେବାର ତ ଗାଣ୍ଡୀ ମୁଣ୍ଡି ଠିକ୍ ନାହିଁ
@bhanjipilproduction4485
@bhanjipilproduction4485 2 жыл бұрын
U r right I m from kuliana
@odiapuamuna5578
@odiapuamuna5578 2 жыл бұрын
Hai mo bhai
@sudhansusingh1496
@sudhansusingh1496 2 жыл бұрын
e sarakar urja bibhaga rakhichi kahiki taahele
@chandaneswarmarndi2746
@chandaneswarmarndi2746 2 жыл бұрын
ଏବେ ପୁଣି ଗାଣ୍ଡୀ ଫଟା ଚିତ୍କାର କରିବାକୁ ପଡିପାରେ ପରେ,,,,,ମନ ଇଚ୍ଛା plan ବଢେଇବ, mobile recharge ପରି
@OdiaTech24knowledge
@OdiaTech24knowledge 2 жыл бұрын
ହିଁ ଭାଈ . ସବୁ ଠିକ୍ ହେଲା କିନ୍ତୁ ଏ ସାଧାରଣ ଜନତା ର ଗାଣ୍ଡୀ ମାରିବ ଏ ସରକାର , ସବୁ ପ୍ରାଇଭେଟ୍ କରିଦେଲାଲି। 2024 ରେ ଏହାର ଜବାବ ଦିଆ ଯିବ
@suryabrata7247
@suryabrata7247 2 жыл бұрын
Mobile recharge badhiba puni jou 5g asuchi, better solar lageidia one time investment
@Chiku-official-dog-farm
@Chiku-official-dog-farm 2 жыл бұрын
🤣🤣🤣🤣😁❣️
@smrutiranjanbrahma4566
@smrutiranjanbrahma4566 2 жыл бұрын
Bahut sastare jaluchhu tu
@smrutiranjanbrahma4566
@smrutiranjanbrahma4566 2 жыл бұрын
Best plan
@kingdeba6108
@kingdeba6108 2 жыл бұрын
ଜଣେ ଗରିବ ଲୋକଙ୍କୁ ପଚାର ଧନୀ ଲୋକଙ୍କୁ କଣ ପଚାରୁଚ ଗରିବଙ୍କ ରକ୍ତ ଶୋଷି ବଡ ଲୋକଙ୍କୁ ବଂଚୋଉଛ
@Rameswarrajgond2024
@Rameswarrajgond2024 2 жыл бұрын
Good
@abhisekhkabat8757
@abhisekhkabat8757 2 жыл бұрын
କେଜ୍ରିୱାଲ ସରକାର ଠୁ କିଛି ଶିଖିବାର ଅଛି 🙏
@sanatantiriya480
@sanatantiriya480 2 жыл бұрын
ଅତି ଶୀଘ୍ର କାମ ହେବା ଦରକାର ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ଅନ୍ତର୍ଗତ ଛୁଆ ପାଣି ଗ୍ରାମ ପଞ୍ଚାୟତର ଭଗାବନ୍ଦୀ ଗାଁରେ କାହିଁକି ଯେ ଲାଇନ୍ ବିଲ୍ ଦେଉନାହାନ୍ତି
@sambitsahoo7820
@sambitsahoo7820 2 жыл бұрын
ଖାଲି ମାଡ଼ ଆସ ଲଗେଇକିକି ଦେଖାଅ ଲୋକ ମାନେ ସମସ୍ତେ ଏକ ହୁଅ ଏଇ ବିଦୁତ୍ ମିଟର କୁ ବନ୍ଦ କର।
@kumarjani9848
@kumarjani9848 2 жыл бұрын
Mu tama kathare ek mat bhai
@Sagar--vq8zg
@Sagar--vq8zg 2 жыл бұрын
ଭୁଲ ରେ ଏ ମିଟର ଆମ ଗାଁରେ ଲଗେଇବ ନାହିଁ। ।।
@sujitkumarbehera3179
@sujitkumarbehera3179 2 жыл бұрын
Right bhai
@sambhabtimes
@sambhabtimes 2 жыл бұрын
ଏଗୁଡ଼ିକ ସବୁ ସରକାରୀ ଅନୁଷ୍ଠାନ ରେ ଆଗ ଲଗାଇ ଟେଷ୍ଟ କରାଯାଉ
@aloksamal001
@aloksamal001 2 жыл бұрын
Low voltage uninterrupted power cuts aga solve କରାଯାଉ
@Bahakti489
@Bahakti489 2 жыл бұрын
ସ୍ୱାଧୀନତା 75 ବର୍ଷ ପରେ ଵି 1 ଟଙ୍କିଆ ଚାଉଳ ଦେଉଛ କିନ୍ତୁ ସମ୍ବିଧାନ ରେ ସମାନ ଅଧିକାର ର ଢୋଲ ପିଟୁଛ କେବେ ଚିନ୍ତା କରୁଚ ନେତା ଅଫିସର ଆଉ ଟଙ୍କିକିଆ ଚାଉଳ ପାଉଥିବା ଲୋକ ପାଖରେ ସମାନ ଇନକମ ହେଉଚି ତ ଯେବେ ହେଉଚି ମିଟର ଲଗାଅ ଯେବେ ନହେଚି ତଥାପି ବିଭିନ୍ନ ଆଳ ଦେଖେଇ ଲଗେଇବ ଏ ସବୁ ଜାଣିଚୁ ଜାଣି କି ଵି ସବୁ ଚୁପ ଏଠି ଖଣ୍ଡେ ଭୋଟ ପାଇଁ 500 ନହେଲେ ମଦ
@sanjayamahalik9802
@sanjayamahalik9802 2 жыл бұрын
WELCOME.
@UtkalNews12
@UtkalNews12 2 жыл бұрын
ଆମ ଆଦମୀ ପାର୍ଟି ଜିନ୍ଦାବାଦ 🙏
@NAYAK_75
@NAYAK_75 2 жыл бұрын
😀😀😀😀
@LK-el9ew
@LK-el9ew 2 жыл бұрын
🧹🧹🧹✊✊
@sanjibpradhan4159
@sanjibpradhan4159 2 жыл бұрын
ସମସ୍ତ mla mp ମାନଙ୍କ ର ଘରେ ପ୍ରଥମେ ଲଗାନ୍ତୁ 😄
@belugalife2178
@belugalife2178 2 жыл бұрын
Pre paid smart meter thik but jau post paid service bhi achi aeta ta sei eka katha heigala ta mu ma ghare kan paain lageibi mora ta normal meter bhi post paid service dauchi and mu seithire khusi achi ta pare aeta new lageile new meter cost and Installation charge debaku padiba ta mu kan paain lageibi
@shototodoroki9055
@shototodoroki9055 2 жыл бұрын
Currect Bhai Company ku bill subidha Kintu InCorrect billing to pay Meter in good perfect how we will know
@bibhutibhusannaik1245
@bibhutibhusannaik1245 2 жыл бұрын
Bahut bhal heba
@shiba5466
@shiba5466 2 жыл бұрын
ସେପଟେ ବନ୍ୟ ପାଣିରେ ଲୋକେ ଭାସି ଗଲେଣି ଟିକେ ସରକାର ଙ୍କୁ କହିଲେ ହବନି
@umakantasasmal1033
@umakantasasmal1033 2 жыл бұрын
ଏହା ଦ୍ବାରା ପଇସା ଆଣୁଥିବା ପାଇଁ ଯେଉଁ ପିଲା ଅଛନ୍ତି ସେମାନଙ୍କର ଚାକିରି ତ ଯିବା ଜୀବିକା ଯିବ ଆଉ ବେକାରୀ ବଢିବ....
@saatsurorchestra5948
@saatsurorchestra5948 2 жыл бұрын
ଗରିବ ଲୋକଙ୍କୁ ଲୁଟି ବାର ନୂଆଁ ଉପାୟ
@jadabgond1802
@jadabgond1802 2 жыл бұрын
Thank you so much
@hemantnayak475
@hemantnayak475 2 жыл бұрын
Tata should charge consumer based on voltage quality along with per unit. This means lower voltage quality should be charged less.
@mukesh13th
@mukesh13th 2 жыл бұрын
And power cut should be fined
@sanjaymendiratta2271
@sanjaymendiratta2271 2 жыл бұрын
Tata Electric .....is the worst thing to have happened to Odisha.....all is at the expense of the users..all big talk.....but the most filthy supply.
@madhusmitamohanty2332
@madhusmitamohanty2332 2 жыл бұрын
Eta kan mobile ki?han jadi ame 1000 dei thibu, taha hele 500 use kari thibu.se 500 ran kan heba..2nd voltage anusare hin meter ra bill asi thaye. Thik achi au kan mana icha bill asi jau thila na kan?
@SKVLOGS-ru8zg
@SKVLOGS-ru8zg 2 жыл бұрын
Smart mitar asile electric connection kamijiba, maximum loka Solar system re ghara re chaliba.
@JEETSUTAR
@JEETSUTAR 2 жыл бұрын
କିଛି ଲୋକ ଏତେ talent ଅଛି ଯେ ସେମାନେ ଏ ମିଟର କୁ ବି hack କରିଦେବେ
@subashchandrapradhan567
@subashchandrapradhan567 2 жыл бұрын
We use solar
@Gobinda375
@Gobinda375 2 жыл бұрын
ମୋବାଇଲ୍ ରେ ଏକ ମାସର ରିଚାର୍ଜ କରି କଥା ହୁଅ ବା ନ ହୁଅ କିନ୍ତୁ ପଇସା କଟିଯିବ। ସେହିଭଳି ମିଟର୍ ହୋଇଥିବ ନାଁ କଣ ମିଡିଆ ଅଧିକାରୀ ?
@sanatantiriya480
@sanatantiriya480 Жыл бұрын
କୋଉ ଜିଲ୍ଲା ରେ ହେଇଛି
@BikuCreations972
@BikuCreations972 2 жыл бұрын
ଏହି ବ୍ୟବସ୍ଥା ରେ ଉପଭୋକ୍ତାଙ୍କୁ ଠକା ଯିବନି ତ ? କାରଣ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଡିପାର୍ଟମେଣ୍ଟ ଶତକଡା ୭୦ଭାଗ ସାଧାରଣ ଉପଭୋକ୍ତାଙ୍କୁ ଠକି ଚାଲିଛି,ହଇରାଣ କରି ଆସିଛି । ଆଉ ଖାଲି ବାକି ରହିଲା ଆଗକୁ କଣ ସବୁ ହଉଛି ।
@eagleking5296
@eagleking5296 2 жыл бұрын
ଆମେ ଏଠି recharge କରିବୁ ସିଆଡେ ତମେ current କାଟିଵ
@odiamotivationalspecker8498
@odiamotivationalspecker8498 2 жыл бұрын
ହଣା ହେବ ଶଳା ଙ୍କୁ
@shibaprasad7721
@shibaprasad7721 2 жыл бұрын
Best system
@rohit2084
@rohit2084 2 жыл бұрын
ଆମେ ଗରିବ ଲୋକ ଆମେ ଏତେ recharga କେମିତି କରିବୁ ଆରେ ଚୋର ଟାଟା କମ୍ପାନୀ ଶଳl
@kanhaentertainment68
@kanhaentertainment68 2 жыл бұрын
ଗରିବଙ୍କୁ ଲୁଟି ଚାଲ 🙏🙏
@tanmayprasad5701
@tanmayprasad5701 2 жыл бұрын
ଯେତେବେଳେ " Power cut " ହବ ସେତେବେଳେ ବୋଧେ This News Chanel owner / Honorable M.L.A - Sri. Soumya ranjan Pattnaik sir Power supply କରିବେ ।। #kanaknews
@debabratasi2376
@debabratasi2376 2 жыл бұрын
Very good
@musicfm117
@musicfm117 2 жыл бұрын
ଏଥିରେ ଆଉ ସନ୍ଦେୟ ନାହିଁ ଯେ ଆଗକୁ mobile Sim ର recharge ଭଳି 💡 light ra bill ବି ଆଉ ଅଧିକ ବଢିକି ଯିବ। କାରଣ କଣ ମାନେ?।। smart meters. .....
@ManishaSahu
@ManishaSahu 2 жыл бұрын
#boycottsmartmetre plz samaste a hastag Twitter kara
@smrutisagar2629
@smrutisagar2629 2 жыл бұрын
Bala govt ra Bala meter..are bhai jadi gote masa ghare Kan bhala manda hele paisa nadei parile di masre bi eka sange bill paid karuheithila,jadi e Bala meter lagiba ,manekara kahara gote masa ghare asubidha hela payment kariparlani,ta se loka andhararae rahibati...hairana kia public na govt na co Bala??
@prasantadhal3830
@prasantadhal3830 2 жыл бұрын
ଗରିବ ଲୋକଙ୍କୁ ଧପୈବା ପାଇଁ
@sunitabhoi128
@sunitabhoi128 2 жыл бұрын
ବିଲ ନେବେ ସବୁ ଠିକ୍ କିନ୍ତୁ power cut ବିଷୟ ରେ ଟାଟା ପାୱାର ଙ୍କ କଣ ମତ
@dipapradhan4703
@dipapradhan4703 2 жыл бұрын
1st office, factories, GPS,li point lagao ta pare domestic lageiba ,,,,,,
@prafulladas9168
@prafulladas9168 2 жыл бұрын
ଏଇତ ଆମ ୨୨ବର୍ଷର "ମୋ ସରକାର" । ଦେଖିବା ଉଚିତ ଯେ ବିଜୁଳି ଶକ୍ତି ବଳକା ରାଜ୍ୟରେ ୟୁନିଟ ପିଚ୍ଛା ଅଧିକ ତଣ୍ଡ ଗଣିବାକୁ ପଡୁଛି । "ଆପଣମାନେ ଖୁସିତ?"
@lalitpradhan3734
@lalitpradhan3734 2 жыл бұрын
ଆରମ୍ଭ ଭୂବନେଶ୍ବଡ଼ ରୁ ହେବା ଉଚିତ୍,କୋରାପୁଟ କାହିଁକି ?
@sagunsamaj5010
@sagunsamaj5010 2 жыл бұрын
ଉପଭକ୍ତା ମାନେ ଯଦି ସୋଲାର କିଣିବେ ତା ହେଲେ ବିଦ୍ୟୁତ ପାଇଁ ଆଉ ହଇରାଣ ହେବାକୁ ପଡିବ ନାହିଁ
@enkahikoka7673
@enkahikoka7673 2 жыл бұрын
Bahuta bhala heba
@Biswaksen35
@Biswaksen35 2 жыл бұрын
ଯଦି ଚିପ୍ ଚୋରି ହୋଇଯିବ? ମୁଁ 1yr ପ୍ଲାନ୍ ପକେଇଥିବି ଯଦି ଜଣେ ଚୋରି କରି ନେଇଯିବ?
@rabindranathsahu4125
@rabindranathsahu4125 2 жыл бұрын
Network issue hele sete bele kau miter use karibe?
@sibasiba7588
@sibasiba7588 2 жыл бұрын
mo bala meter
@trinathsoren5776
@trinathsoren5776 2 жыл бұрын
sundar padakheyepa
@indranimishra3479
@indranimishra3479 2 жыл бұрын
ଯେଉଁ ମାନେ ଶିକ୍ଷିତ ସେମାନେ ତ rechagre କରିପାରିବେ କିନ୍ତୁ ଯେଉଁ ମାନେ ଗରିବ ଶ୍ରେଣୀ ର ଲୋକ ଯାହାର କେହି ନାହାନ୍ତି ଯିଏ ପାଠ ନ ପଢ଼ିଛି ସିଏ କେମିତି recharge କରିବ କୁହ ଟିକେ, ଗରିବ ଙ୍କୁ ସବୁବେଳେ ଗରିବ ହି ରହିବ ନା କଣ ତାଙ୍କ ପାଇଁ ବି କିଛି ସୁବିଧା କରିକି ଦେଖାଅ ସରକାର 🙏
@arunpanda1093
@arunpanda1093 2 жыл бұрын
Sambalpur re kebe lagiba..?
@Krishnabhai143-o9
@Krishnabhai143-o9 2 жыл бұрын
ଭଲ ମାରିବ ଏବେ tata power 😀। Momi dadi ଘର ଲୋକ ମାନେ ତୋ ବହୁତ୍ ଖୁସି। କିନ୍ତୁ ଗରିବ ଲୋକ ମାନେ ଖୁସି ତୋ ? କାହାକୁ ଦେଖି ହେଲାନି ଯେ, ଟିକେ ମତାମତ ଶୁଣିଥାନ୍ତି।😔😔😕
@bapunpradhan2258
@bapunpradhan2258 2 жыл бұрын
ଆଗ କୋରାପୁଟ ଲଗେଇବନି ଆଉ କାହିଁକିନା ସେଠି ଆଦିବାସୀ ଲୋକ ଅଛନ୍ତି କିଛିବି କହିପାରିବେ ନାହଁ ଆଗ ଭୁବନେଶ୍ୱରରେ ଲଗେଇଲନି ନା ସେଠି ବିଦୂତ ଚୁରି ହେଉନି
@shiba5466
@shiba5466 2 жыл бұрын
ଖାଲି ଆଲୁତୁ ଫାଲୁତୁ news ଗୁଡା chaducha😄
@ranjanhareka4980
@ranjanhareka4980 2 жыл бұрын
village manankare madya lagiba ki sir
@pmallick7046
@pmallick7046 2 жыл бұрын
Jadi kahucha digital heigalani duniya abe smart meter lageiba. Ta hele digital jugare wirless(like -wifi)electric supply kara se puruna method re khunta poti tara tani electric kahinki supply karuchha. Aeta kariparib???
@bapuntechnical
@bapuntechnical 2 жыл бұрын
Kn data sarigale line cut haejiba ki
@ComedyKing-oc6kl
@ComedyKing-oc6kl 2 жыл бұрын
We condemn prepaid meter. It is government bad step towards odisha people.
@Farmer387
@Farmer387 2 жыл бұрын
kzbin.info/www/bejne/gYDGq4J7lJitmLM
@manash6457
@manash6457 2 жыл бұрын
Thanks to the electrical engineer great job👏👏❤️🙏
@baikunthabehera3971
@baikunthabehera3971 2 жыл бұрын
Lutibar anya padhakhepa
@mkdrofficial4568
@mkdrofficial4568 2 жыл бұрын
ଆପନ ମାନେ ଖୁସି ତ
@asutosh501
@asutosh501 2 жыл бұрын
ବାଳ ଧନ୍ଦା ମୋବାଇଲ ଭଳି ସବୁଆଡେ ଟାୱାର ବସେଇଦେଉନ. ଶଳା ଟାଟା କମ୍ପାନୀ କୁ ଦେଇଛ ଯେ ଏପର୍ଯ୍ୟନ୍ତ ଠିକରେ ଉପଭୋକ୍ତାଙ୍କୁ ସର୍ଭିସ ଦେଇପାରୁନି ଠିକରେ କରେଣ୍ଟ ରହୁନି ସବୁବେଳେ କାଟୁଚି.ସିମ ଯଦି ଖରାପ ହେଇଯିବ ଲୋକମାନେ କୋଉ ନେଟୱର୍କ କୁ ଯିବେ ସିମ ଆଣିବାକୁ😜 😜
@rajaram3976
@rajaram3976 2 жыл бұрын
Thats a Good Step towards Corruption. We can pay for our usages. This is what we demanded a long time ago. The billing scams can be minimised by this step. Good Job Tata Power. Appreciated 👏🏻
@jurudiboys
@jurudiboys 2 жыл бұрын
Super idea
@padmabatibai1055
@padmabatibai1055 2 жыл бұрын
Bhala heba
@rahulpattanaik4117
@rahulpattanaik4117 2 жыл бұрын
bhai... sim card bi ta recharge karibaku padiba... price badhi jiba
@dolagobindajena6404
@dolagobindajena6404 2 жыл бұрын
Jay Jagannath 🌻🙏🌻
@Dudulodiavlogs
@Dudulodiavlogs 2 жыл бұрын
ଯଦି ଏଇ ବ୍ୟବସ୍ଥା ହୁଏ ତାହାଲେ.... Current ବାରମ୍ବାର ନ କାଟିବା ଉଚିତ୍ .. ସବୁ ସମୟ ରେ Current ଉପଲବ୍ଧ ଥିବା ଦରକାର???? କାହିଁକି ନ ଆମେ ହକ recharge କରିବୁ ଆଉ ଆମର ହକ୍ ଅଛି Current ସବୁ ସମୟ ରେ ପାଇବାକୁ ..
@MummyandJulieVlogs
@MummyandJulieVlogs 2 жыл бұрын
Very good mu bohut khushi
@smrutiranjanbrahma4566
@smrutiranjanbrahma4566 2 жыл бұрын
Best plan
@mohammadmustafa722
@mohammadmustafa722 Жыл бұрын
Recharge na kari by pass kale???
@pininag6829
@pininag6829 2 жыл бұрын
ତାହେଲେ ଗରିବ ଅନ୍ଧାରରେ ରହିବେ ବା ରେ ସରକାର🙏🙏🙏🙏
@Rameswarrajgond2024
@Rameswarrajgond2024 2 жыл бұрын
Good
@STC-e4g
@STC-e4g 2 жыл бұрын
Jeu anchala re network asunathiba sethi smart meter chaliba ki?
@pitararaita4545
@pitararaita4545 2 жыл бұрын
Kebea asiba
@kalpanapanda9203
@kalpanapanda9203 2 жыл бұрын
Excellent idea
@sandhyajena5076
@sandhyajena5076 2 жыл бұрын
Good
@jadummc8618
@jadummc8618 2 жыл бұрын
Nice
@kalpanapanda9203
@kalpanapanda9203 2 жыл бұрын
Badhia hela
@ayushmanpradhan2953
@ayushmanpradhan2953 2 жыл бұрын
Wheather power will be available for 24/7??
@abhijitranasingh
@abhijitranasingh 2 жыл бұрын
Jadi current paleiba tahele free debe ki? Adha din andhar rahuchi. Consumer charge pakei pariba ki company upare.
@snjayant7453
@snjayant7453 2 жыл бұрын
Bahuta badhia hela
@manassialmasti3007
@manassialmasti3007 2 жыл бұрын
Ame recharge karibu masa sesa re jetiki unit heai thiba setiki recharge karibu
@krutibassahu1377
@krutibassahu1377 2 жыл бұрын
Low voltage re kana heba
@prasantkumar7517
@prasantkumar7517 5 ай бұрын
Very good news
@suvendumohapatra7869
@suvendumohapatra7869 2 жыл бұрын
Net meter shall be inbuilt with the meter. So that rooftop solar consumer can use the meter.
黑的奸计得逞 #古风
00:24
Black and white double fury
Рет қаралды 29 МЛН
HELP!!!
00:46
Natan por Aí
Рет қаралды 17 МЛН
ПРЯМОЙ ЭФИР. Золотой мяч France Football 2024
4:41:06
Бенчик, пора купаться! 🛁 #бенчик #арти #симбочка
00:34
Симбочка Пимпочка
Рет қаралды 4 МЛН
黑的奸计得逞 #古风
00:24
Black and white double fury
Рет қаралды 29 МЛН