🔴Live | ଖୋଲିଦେଲେ ରତ୍ନ ଭଣ୍ଡାର ଗୁମର | Khola Katha With Justice Biswanath Rath | Odisha TV | OTV

  Рет қаралды 71,831

OTV

OTV

Күн бұрын

Live | ଖୋଲିଦେଲେ ରତ୍ନ ଭଣ୍ଡାର ଗୁମର | Khola Katha With Justice Biswanath Rath | Odisha TV | OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 57
@ramachandrapanipani7424
@ramachandrapanipani7424 Ай бұрын
ବହୁତ ଭଲ ଆଲୋଚନା । ସାକ୍ଷାତକାରଟି ଭକ୍ତ ଜନସାଧାରଣଙ୍କୁ ଅନେକ ଅଜଣା କଥା ଜଣାଇଥିବାରୁ ଉଭୟ ପ୍ରଶ୍ଣକର୍ତ୍ତା ଓ ଉତ୍ତର ଦାତାଙ୍କୁ ଧନ୍ୟବାଦ ।
@user-ku8ud9jd1v
@user-ku8ud9jd1v Ай бұрын
ଜଷ୍ଟିସ୍ ମହାଶୟଂକୁ ପ୍ରଣାମ। ମୋର ଅନୁଭବ ହୁଏ ଈଶ୍ବର ହିଁ ଆପଣମାନଙ୍କ ମଧ୍ଯରେ ରହି ରତ୍ନଭଣ୍ଡାର ଖୋଲିବାର କାର୍ୟ୍ଯ କରିଛନ୍ତି। ସେ ହିଁ ମାଲିକ ଏବଂ ଆପଣମାନେ ତାଙ୍କର ସେବକ ହିସାବରେ କାର୍ୟ୍ଯ କରିଛନ୍ତି, ଯାହା କ୍ବଚିତ ବ୍ଯକ୍ତିଂକ ଭାଗ୍ଯରେ ଜୁଟେ। ଆପଣ ଆଜି ଯେଉଁ ବକ୍ତବ୍ଯ ବି ରଖିଲେ ତାହା ଈଶ୍ବର ହିଁ ଆପଣଙ୍କ କଣ୍ଠରେ ଦେଇଛନ୍ତି, ବିଶ୍ବ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ। ସାର୍ ଗୋଟିଏ କଥା - ୭୮ ମସିହା ବେଳକୁ ଗଡରେଜ୍ ପ୍ରଚଳନ ନଥିଲା। ସେହି ଗଡରେଜ୍ କେଉଁ କମ୍ପାନୀର ତାହାର ଷ୍ଟାମ୍ପ ବା ଛାପ ଥିବ। ସେଇଟା ବି ତନ୍ନତନ୍ନ କରି ଦେଖିବା ଦରକାର। ଏଇଥିରୁ ୭୮ ପରେ ରତ୍ନଭଣ୍ଡାର ଖୋଲିବାର ଖିଅ ବାହାରିବ। ମୋହନ ସରକାର ଏବଂ ରତ୍ନଭଣ୍ଡାର ଖୋଲିବାର କମିଟି କୁ କୋଟି ଦଣ୍ଡବତ।
@satishchandrabehera7291
@satishchandrabehera7291 Ай бұрын
ବିଶ୍ଵନାଥ, ପୃଥ୍ୱୀରାଜ, ମୋହନ ତିନିଜଣଙ୍କ ଅପୂର୍ବ ମିଳନ।। ସତ୍ୟ ହୋଇବ ଉଦ୍ଘାଟନ। ସନ୍ତୁଷ୍ଟ ହୋଇବେ ବିଶ୍ଵଜନ।। ଜୟ ଜଗନ୍ନାଥ!!!
@suryanarayansahu5375
@suryanarayansahu5375 Сағат бұрын
ସବୁ ଠିକ୍ ଭାବରେ ଓଜନ ସହିତ ପ୍ରତ୍ୟେକ ଜିନିଷ ନଧିଷଟ ରୂପେ ଗଣତି ସହିତ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ।ନହେଲେ ଲୋଭିମାନେ ଦିଅଁ ଖାଇ ଖଟୁଲି ଖାଇଦେବେ ଯେଉଁ ମାନେ ରାଜ୍ୟ ରାଜକୋଷକୁ ଖଣି ଖାଦାନ ସବୁ ନିଜ ବାପାଙ୍କର ଭାବି ଖାଇ ଜିବାରେ କୁଣ୍ଠା ବୋଧ କରୁନାହାନ୍ତି। ସେହିମାନେ କେବେ ମରିଵେନି ଜୟ ଜଗନ୍ନାଥ।
@ramachandrapanipani7424
@ramachandrapanipani7424 Ай бұрын
ଯାହା ହେଉ, ଏତେ ଦିନ ପରେ ଜଷ୍ଟିସ ରଥ ସବୁ ଖୋଲି କହିଲେ । ଧନ୍ୟବାଦ ତାଙ୍କୁ ।
@ritapadhi5148
@ritapadhi5148 Ай бұрын
❤❤jaishreejagannath❤❤100000000000008❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@BhikariSethy
@BhikariSethy Ай бұрын
​@@ritapadhi514822:59 😊😊
@user-ls2ue7ot6z
@user-ls2ue7ot6z Ай бұрын
ଆଶାକରେ ପ୍ରଭୁଙ୍କ ସମ୍ପତି ସୁରକ୍ଷିତ ଥାଉ । ଆପଣ ମାନଙ୍କ ମାଧ୍ୟମରେ ପ୍ରଭୁ ତଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି ତାହା ସୁଚାରୁ ରୂପେ ସମ୍ପାଦିତ ହେଉ । ଚାବି ହଜିବା ଓ ମିଳିବ ଯେପରି ଯୋଜନାବଦ୍ଧ ଲାଗୁଛି ।ସତରେ ଯଦି କିଛି କୁଚର୍କlନ୍ତ କିଏ କରିଥିଲେ ଆପଣଙ୍କ ମାଧ୍ୟମରେ ସେ। ଧରପଡୁ l ଜୟ ଜଗନ୍ନାଥ l
@ranjitmangaraj2635
@ranjitmangaraj2635 Ай бұрын
Ganati nakari alankar uthaichhanti. Chakranta eimanankara nuhe ta? Media aagare kahibaku manakara jaiythila. Bhasana heuchhi kahinki?
@ramachandrapanipani7424
@ramachandrapanipani7424 Ай бұрын
୧୮ ହେଉ ବା ୭୮ ମସିହା ହେଉ ଯାହା ଥିଲା ତାହା ରହିଥିଲେ ହେଲା । ଜୟ ଜଗନ୍ନାଥ !
@prakashswain8674
@prakashswain8674 Ай бұрын
ଜୟ ଜଗନ୍ନାଥ ସ୍ବାମୀ 🙏।
@ramachandrapanipani7424
@ramachandrapanipani7424 Ай бұрын
ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଫୋନ୍ କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ଦେଇଥିବା ଜାଣି ଖୁସି ଲାଗିଲା ।
@ramachandrapanipani7424
@ramachandrapanipani7424 Ай бұрын
ଜଷ୍ଟିସ ବିଶ୍ୱନାଥ ରଥ ଜନସାଧାରଣ ଏସବୁ ଜାଣିବା ଓ ସରକାର ଜଣାଇବା ଉଚିତ କହି ଯଥାର୍ଥ କଥା କହିଛନ୍ତି ।
@nareshdash3796
@nareshdash3796 Ай бұрын
ଜୟ ଜଗନ୍ନାଥ
@ramachandrapanipani7424
@ramachandrapanipani7424 Ай бұрын
ଶେଷରେ ଜଷ୍ଟିସ ବିଶ୍ୱନାଥ ରଥ "ମୁଁ ଭାବୁ ନାହିଁ ୟାକୁ ପ୍ରକାଶ କରିବା ଦ୍ୱାରା କାହାର କିଛି କ୍ଷତି ହେବ" କହି ଠିକ୍ କହିଲେ ।
@AjayKumar-qp2qy
@AjayKumar-qp2qy Ай бұрын
Jay Shree Jagannath 🙏🙏🙏🙏🙏
@lokanathmisra3723
@lokanathmisra3723 Ай бұрын
ଆଲୋଚନାର ବିଷୟବସ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ I ୟାକୁ ଶସ୍ତା କରନ୍ତୁନି I ବିଚାରପତି ରଥଙ୍କ ଉପରେ ଭରସା ଅଛି I
@ramachandrapanipani7424
@ramachandrapanipani7424 Ай бұрын
ସୁନା ଗହଣା ସାର୍ବଜନୀନ ଜିନିଷ ନୁହେଁ । ଠାକୁରଙ୍କ ଜିନିଷ ଭକ୍ତମାନେ ଜାଣିବାରେ ଅସୁବିଧା କେଉଁଠି ?
@gopabandhudas479
@gopabandhudas479 Ай бұрын
Jay jagannath
@mamatabehera6708
@mamatabehera6708 Ай бұрын
ଭିଡିଓ ଟି ଅଧା ଦେଖିଲି।ଆଗକୁ ଦେଖିବାର ସାହସ ହେଉନାହିଁ,କାରଣ ସାମ୍ବାଦିକ ଭାଇଙ୍କ ଉକ୍ତି ଶୁଣିଲେ ଏପରି ଲାଗୁଛି ସେସମ୍ପତି ସବୁ କେହି ଚୋର ଯେମିତି ଛୁପେଇ ରଖିଥିଲା ଆଉ ଆଜିସେଶବୁକୁ ପ୍ରଘଟକାରି ବ୍ବହୁତ୍ ବଡ଼ କ୍ରେଡିଟ ହାସଲ କରିଛନ୍ତି।ଏଭଳି ଚିନ୍ତା ଓ ଚେତନା ଦେଖି ବହୁତ ଖରାପ ଲାଗୁଚି। ଲାଗୁଛି ଏମାନଙ୍କୁ ଓଡ଼ିଆ ଅସ୍ମିତା ର ଟିକେବି ଚିନ୍ତା ନାହିଁ,,,,,
@pokalenu4722
@pokalenu4722 Ай бұрын
Jai jagannath 🙏
@sidhantanayak9634
@sidhantanayak9634 Ай бұрын
ଜୟ ଜଗନ୍ନାଥ 🙏
@durgeshpatra4498
@durgeshpatra4498 Ай бұрын
ରଥ ସାର ବିଚାରପତି ହେଇ ଏ ଭଳିଆ ବିଚାର ଆପଣ ବି ବିଜେପି ସିଙ୍ଗେର ରହିଛନି ରାଜନିତୀ ରେ ଆସିବାର ଇଛାଅଛି ସେଥିପାଇ ଏ ଭଳିଆ କହିଲେ ଜନତା କୁ ଭଲ ଲାଗିବ ନାହିଁ
@laxmidhardas3981
@laxmidhardas3981 Ай бұрын
Bahut bhal hela Ratna Bhandar khola hela.Bartamsn ra Sarkar abng committee member mananku asesh dhanyabad.Jagannath Mahaprabhu nku pratharna ganati manati kama suru khur re sampann heu o purba likhita list saha melak karajau. Sudang abng aau sabu Ratna bhandar sambandh re jete jaha sabu katha suna jauchhi tahar santosh janak uttar milu.Sabutharu bada katha hela Mandir ra Ratna Bhandar ra maramati kama ASI khub bhala bhab re karu jaha phal re Mandir surakshit rahiba.
@gopalkrishnapattnaik5313
@gopalkrishnapattnaik5313 Ай бұрын
Sir , GANATI & MANATI BE FINISHED. ..WHILE COMPARING LIST , MORE MISSING MAY COME .JUSTICE RATHA IS ONE DEDICATED PERSONALITY.
@ashokkumarbishi7906
@ashokkumarbishi7906 Ай бұрын
Super class Maroranjan
@umakantamahapatra7
@umakantamahapatra7 Ай бұрын
ସବୁ ଟାଉଟର୍ , ଚୋର ଓ ପବନା ଖାଇଗଲେ ରେ ଭାଇ ମାନେ
@prakashmishra9461
@prakashmishra9461 Ай бұрын
Inquired in to the suspicious matter
@dr.purnendutripathy5263
@dr.purnendutripathy5263 Ай бұрын
ନବୀନ ବାବୁ ଭାରି ସତୀ? କିଛି ଜାଣେନା, ଜଗନ୍ନାଥ ଙ୍କ ରତ୍ନଭଣ୍ଡାରର ଚାବି ହଜିବା ଓ ନ ଖୋଲିବାକୁ କାହିଁକି ଚେଷ୍ଟା କରୁଥିଲେ?
@bhagabatparhi1024
@bhagabatparhi1024 Ай бұрын
Sir, please clear that three keys for one luck are same or not.
@maninimanaswini1667
@maninimanaswini1667 Ай бұрын
ନବଳେବର,,,,
@pitambrarout8724
@pitambrarout8724 Ай бұрын
Puri mandir1078 're hela 1500 barsha kemiti hela ?
@jijnashu
@jijnashu Ай бұрын
Khola Katha ❌ Audition for SC Chief Justice ✅
@dipakmuduli8288
@dipakmuduli8288 Ай бұрын
Jay jagnnath 🙏 🙏🙏🙏
@SaileshDehuri
@SaileshDehuri Ай бұрын
Pandu chabi nejaithiba😂😂😂
@manasnaik9086
@manasnaik9086 Ай бұрын
Mo Ghar sampati,apanka Ghar sampati nohe, ea jagnatha nkar sampati.sarbjanin heu, sameste chahni basichanti,,,,🙏🙏🙏
@kedarbiswal4575
@kedarbiswal4575 Ай бұрын
ରତ୍ନଭଣ୍ଡାର ଭିଡିଓ ରେକର୍ଡିଙ୍ଗ ସାର୍ବଜନୀନ ନହେଲେ ଲୋକଙ୍କ ମନ ଵୁଝିବ ନାହିଁ। ନଵୀନ ଖୋଲୁନଥିଲେ ଯାହା ବର୍ତ୍ତମାନର ଖୋଲା ହେବା ଏକା କଥା।
@umaraniswain6866
@umaraniswain6866 Ай бұрын
Jai Shree Jaganath Mahaprabhu ji ki Jai Jai Shree Jaganath Mahaprabhu ji ki Jai Jai Shree Jaganath Mahaprabhu ji ki Jai 🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹
@rayadvocate7711
@rayadvocate7711 Ай бұрын
Forget the past. Do not take shelter behind the past. Pl tell the public during this 20 days, howmany central leadership of BJP party had visited the temple and why during this auspicious period. Have they also taken some ratna as a gift or to be submitted in Delhi?
@ramachandrapanipani7424
@ramachandrapanipani7424 Ай бұрын
ମୁଣ୍ଡରୁ ତୁଣ୍ଡ ହେବନି କି ହାତ ହେବନି କହିଲେ ଜଷ୍ଟିସ ବିଶ୍ୱନାଥ ରଥ । ହେଲେ ୧୧ ଜଣ ଲୋକଙ୍କ ମଧ୍ୟରୁ ୨ ଜଣ ତ କିଛି ଅଜଣା କଥା କହି ସାରିଲେଣି ନାମ ଅପ୍ରକାଶିତ ରଖି । ତା'ହେଲେ?....
@suryadas6795
@suryadas6795 Ай бұрын
Political chora
@ranjitmangaraj2635
@ranjitmangaraj2635 Ай бұрын
Param mg news channel.
@snvvishwanathamprasantm7867
@snvvishwanathamprasantm7867 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କର କୃପା. ସନାତନ ଧର୍ମର ଜୟ ହେଉ. ବିଶ୍ଵର କଲ୍ୟାଣ ହେଉ. ଅଧର୍ମର ନାଶ ହେଉ. ଜୟ ଜଗନ୍ନାଥ
@kumartapas9396
@kumartapas9396 Ай бұрын
Epate kahuchhanti ame kichhi dekhinu .. ଭଣ୍ଡାର ମେକାପ sabu kapada re seal kariki nele.. sepate କହୁଛନ୍ତି bahu ମୂଲ୍ୟବାନ ଜିନିଷ ଦେଖିଛୁ.... kichhi bujhapaduni
@kshyamabatichoudhury6254
@kshyamabatichoudhury6254 Ай бұрын
Ratna vandara bhitara almirha chabi kahin khola thila?)
@kshyamabatichoudhury6254
@kshyamabatichoudhury6254 Ай бұрын
Chabi kahinki dubulicate hela? Tadarak karaju...
@kumartapas9396
@kumartapas9396 Ай бұрын
First kahile 85 masiha pare ea au khloa jaini ... Sethilagi emete disuchi ... Ta pare kahuchhanti .. .. loot ra sandeha ..prati statement re alaga alaga katha..
@laludada7656
@laludada7656 Ай бұрын
MOHAN. MAJHI. HAUCHHANTI. BISWABASU. TENU. KALIA. TANKA. DWARA KAMA. KALE
@ମୋହନ_ମାଝୀ
@ମୋହନ_ମାଝୀ Ай бұрын
କିଏ ଖୋଲିବ, ନବୀନ ପଟ୍ଟନାୟକ ତୋ ଖୋଲି ଥିବ
@rajaneesahu3887
@rajaneesahu3887 Ай бұрын
Public janile kete ratna achhi au emmane chori kari paribe nahi. Bjd khaila congress ku ninda dela. BJP khaiba bjd ku ninda daba. Public khali anai thiba au vota deuthiba?
@manasjena4994
@manasjena4994 Ай бұрын
Fake
@satyajitsundarpradhan9219
@satyajitsundarpradhan9219 Ай бұрын
O host bhai , Lord Jagannath temple ta 12th century re nirmana hela 1500 years ra history kouthu asila? Sala jaha mana ku asuchhi michha guda kahichaluchha.
@India14776
@India14776 Ай бұрын
jagannath mandir nua kari bana hele 12tg century re kintu jagannath mahaprabhu puruna thakur se puruna mandir re rahuthile..
@sankar247
@sankar247 Ай бұрын
Interviewer wants to know the confidential things by twisting the conversation but don't forget a justice is infront of you
@PruthwirajDash
@PruthwirajDash Ай бұрын
Aey sure bjp ru àpàre ladhibe pura 100%katha ru Jana paduchi. jadi judicary political party ra chatukara bhagwan ka name re banati tanku kan kuha jiba sabu Jana paduchi
@Sdhirvlog
@Sdhirvlog Ай бұрын
Jay Jagannath
Dad Makes Daughter Clean Up Spilled Chips #shorts
00:16
Fabiosa Stories
Рет қаралды 7 МЛН
Unveiling my winning secret to defeating Maxim!😎| Free Fire Official
00:14
Garena Free Fire Global
Рет қаралды 16 МЛН
МЕБЕЛЬ ВЫДАСТ СОТРУДНИКАМ ПОЛИЦИИ ТАБЕЛЬНУЮ МЕБЕЛЬ
00:20
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 18 МЛН
7PM Bulletin || 7th September 2024 || Kanak News
24:45
Kanak News
Рет қаралды 12 М.
Dad Makes Daughter Clean Up Spilled Chips #shorts
00:16
Fabiosa Stories
Рет қаралды 7 МЛН